ଛୁଆଙ୍କ ଖାଦ୍ୟ ଖାଉଛନ୍ତି ଅଙ୍ଗନବାଡି ଦିଦି, ଏବେ ପଡିଲେ ହରଡଘଣାରେ

  Рет қаралды 312,011

Reporters Today

Reporters Today

Күн бұрын

Пікірлер: 192
@BalaramKhara-ik7zg
@BalaramKhara-ik7zg 2 ай бұрын
ଅଙ୍ଗନବାଡ଼ି ଦିଦି,ମାନେ,ଭାରି, ଚାଲାକ୍, ଏହି, ମାନଙ୍କୁ ଜାଞ୍ଚ୍,କରାଜାଉ
@sandhyaraninaik9838
@sandhyaraninaik9838 2 ай бұрын
ସବୁ ମାଗଣା ଖିଆ ଅଙ୍ଗନବାଡି ଦିଦି ମାନେ .
@PratapNayak-q8o
@PratapNayak-q8o 2 ай бұрын
ସବୁ ନଗରେ ଏମିତି ଚାଲିଛି ଦିଦି ସବୁ ଖାଉଛି
@tapendrapatra9059
@tapendrapatra9059 Ай бұрын
ଆମ ଗାଁରେ ମଧ୍ୟ ଏପରି ହୋଇଛି ଏଣୁ ଯାଞ୍ଚକରାଯାଉ ସୁପରଭାଇଜରଙ୍କୁ ଗୁହାରି କଲା ପରେ ମଧ୍ଯ ବିଫଳ
@usharaniparida2442
@usharaniparida2442 3 ай бұрын
ଆରେ ଭଲ ଭଲ ଖବର ଡିସ,ଖାଲି ଅଙ୍ଗୱାଡ଼ି ଦିଦି ଖାଇଗଲେ ଆଉ ସବୁ ସତିଆ.
@prustammajhi5094
@prustammajhi5094 2 ай бұрын
😊😊😊😊 0:52 0:52 0:53 0:53 0:53 0:53 0:54 0:54 0:54 0:55 0:55 0:56 0:56 0:56 0:56 0:56
@AnsaribegumAnsaribegum-v1v
@AnsaribegumAnsaribegum-v1v 2 күн бұрын
😂😂😂
@BisnupriyaShaoo
@BisnupriyaShaoo 3 ай бұрын
ସତ କଥା ସରକାରଙ୍କୁ ମୋର ଏତିକି ଅନୁରୋଧ ସବୁ ଅଙ୍ଗନବାଡ଼ି ତଦାରଖ କରାଯାଉ ଦେଖିବେ ସେଇ କଥା
@basudev999t
@basudev999t 3 ай бұрын
ଏସବୁ ବନ୍ଦ୍ ହବା ଦରକାର
@tildegaschoolpada9112
@tildegaschoolpada9112 3 ай бұрын
ଆମ ଆଡ଼େ ମାର୍ଚ୍ଚ ମାସ ରୁ ଅଣ୍ଡା ପଇସା କିଶୋରୀ ଙ୍କ ଆସିନି ତଥାପି ଅଙ୍ଗନବାଡ଼ି ଦିଦି ନିଜ ହାତରୁ ଅଣ୍ଡା ଦେଉଛନ୍ତି ସବୁ ଦୋଷ ସରକାର ଙ୍କର
@SKumar-rb1tz
@SKumar-rb1tz 3 ай бұрын
Didi , Hata ru kharcha karuchant????
@lobhalohar4314
@lobhalohar4314 3 ай бұрын
ଆମ ନୂଆପଡା ରେ 7 ମାସ ହେଲା ଅଣ୍ଡା ପଇସା ଆସି ନି ତାର ଖବର ମଧ୍ୟ କରନ୍ତୁ
@soudaminiswain7045
@soudaminiswain7045 3 ай бұрын
Ama Jajpur re v 7 month hela egg money asibahi a katha ku tike kuhantu
@manjuchhuria2599
@manjuchhuria2599 3 ай бұрын
Amara v aasini only badnam karu nahanti
@namitamandal7225
@namitamandal7225 3 ай бұрын
ପ୍ରାୟ ଆଙ୍ଗନ ୱାଡି କେନ୍ଦ୍ର ଏଇ ଭଳି ଚାଲିଛି ସରକାର୍ ଏହାର ସୂ ପ୍ରତିକାର କରନ୍ତୁ
@jashobantakharsel1267
@jashobantakharsel1267 Ай бұрын
Right
@samanbhatra2174
@samanbhatra2174 2 ай бұрын
ଆମ ନବରଙ୍ଗୁରରେ ବି କିଛି ଦିଆଯାଉ ନାହିଁ
@minakshijena8016
@minakshijena8016 3 ай бұрын
ଗୋଟେ ଅଣ୍ଡା କୁ ସରକାର ଦେବେ ୫ ଟଙ୍କା ମାର୍କେଟ ରୁ ଅଣ୍ଡା ୭ ଟଙ୍କା ରେ କିଣିବେ କଣ ନିଜ ହାତରୁ ଦେବେ
@jaykrushanapradhan9860
@jaykrushanapradhan9860 2 ай бұрын
Right report
@rathagouda5245
@rathagouda5245 2 ай бұрын
ଆମ ଗାଁରେ ମଧ୍ୟ ସମାନ ଅବସ୍ଥା ଆଜ୍ଞା, କୋରାପୁଟ ଜିଲ୍ଲା, ଦଶମନ୍ତପୁର ବ୍ଲକ୍, ପାଇକ ଫୁଳବେଡ଼ା ଓଡପୁର ଗାଁ।
@murmuthakur7573
@murmuthakur7573 Ай бұрын
ସବୁ ଜାଗାରେ ଅଣ୍ଡା ଛତୁଆ ଛୁଆ ପାଉନାହାନ୍ତି l ସବୁ ଦିଦିଙ୍କର ଖେଳ l
@khirabatisanani4319
@khirabatisanani4319 3 ай бұрын
Anganwadi warkar bahut bhal kam karuchanti
@usharaniparida2442
@usharaniparida2442 3 ай бұрын
ମିଶନ ଶକ୍ତି ର ଜଣେ A B K କେତେ ଦରମା ପାଉଛି ତାଙ୍କ ତୁଳନାରେ ଜଣେ ଅଙ୍ଗୱାଡ଼ି କେତେ ଦରମା ପାଉଛି,ସେମାନେ କଣ ବାଙ୍କ କରୁଛନ୍ତି
@soudaminiswain7045
@soudaminiswain7045 3 ай бұрын
Right
@RabindrakumarMajhi-nf6ry
@RabindrakumarMajhi-nf6ry Ай бұрын
ସବୁ ଅଙ୍ଗନବାଡି ମାଡାମ ମାନେ ଅଣ୍ଡା ଖାଇଦେଉଛନ୍ତି
@ganeshhansdah706
@ganeshhansdah706 3 ай бұрын
ତୁ ଶାଳୀ ରିପୋର୍ଟର ନା ଆଉ କିଏ ଖାଲି ଅଙ୍ଗନୱାଡି ଦେଖା ଯାଉଛି ଆଉ କୋଉଠି ଦୁର୍ନୀତି ଦେଖାଯାଉନି
@BalestraPatra
@BalestraPatra 2 ай бұрын
Tumar kania angenbadi kai
@BASUSAHU60
@BASUSAHU60 2 ай бұрын
ଅଙ୍ଗନବାଡି ମାନେ ଖେଳିନା ସମାନ ବି ପିଲା ମାନଙ୍କୁ ଦେଉ ନାହାନ୍ତି ଭାଙ୍ଗି ଯିବ
@santoshnayak8036
@santoshnayak8036 Ай бұрын
ସବୁ ଜାଗାରେ ଏମିତି ହେଉଛି ମାଝୀ କଣ କରୁଛି
@jibeshbadi1214
@jibeshbadi1214 3 ай бұрын
ଏହି ଘଟଣା ସବୁ ଅଙ୍ଗନୱାଡ଼ି କେନ୍ଦ୍ରରେ ହେଉଛି । ଆମ ବରଗଡ଼ ,ଭେଡେନ, ଋଷୁଡ଼ା ରେ ବି ହେଉଛି । ସବୁ ଅଙ୍ଗନୱାଡ଼ି କେନ୍ଦ୍ର କୁ ଯାଞ୍ଚ କରାଯାଉ ।
@SudhirPadhan-f7n
@SudhirPadhan-f7n 2 ай бұрын
ଅଙ୍ଗୱାଡି ରେ ରୁସେଇ ଘର ନାହିଁ ଯଦି ତମର ଅଭିଯୁଗ କରିବା ଦରକାର ଘର ଠିକ୍ କରନ୍ତୁ ଶେ ଅଭିଜୁଗ ଆପଣ କରିବା ଦରକାର ଆପଣ ଆଭିଯୁଗ କରିନାହାନ୍ତି ତେଣୁ ଆପଣ ଙ୍କର ଭୁଲୁ
@TankadharBhatra-fz7jb
@TankadharBhatra-fz7jb Ай бұрын
Adhi kansa anganwadi didi amiti karuchanti...jai jagannath.
@nalinibehera1619
@nalinibehera1619 2 ай бұрын
ପାଠ କୁ ଢିଲା ଏତେ କାମ ମା ଛୁଆ ,ସର୍ଭେ, କେଶୋରୀ ବାଳିକା, ଛୁଆ କେବେ ହେବ, କେତେ ଓଜନ, ପୁଅ , ନା ଝି ଅ, କେତ କାମ ପଠା କେତେ ବେଳେ ପଢ଼େଇବେ ସମୟ ମିଳୁନି ଏଇ କାମ ସବୁ shg ମାନଙ୍କୁ ଦେବା କଥା
@UrmilaSuna-po1mu
@UrmilaSuna-po1mu 3 ай бұрын
Egg tanka sarkar deunahanti 7 masa hela aau upar se egg rate 7 tanka kintu sarkar 5 tanka dianti ei katha b to kahiba katha
@PramilaSahoo-q1g
@PramilaSahoo-q1g 3 ай бұрын
Badamas news
@prasantapadhi4934
@prasantapadhi4934 3 ай бұрын
Correct✅
@kantahembram967
@kantahembram967 2 ай бұрын
ଆମୋ ଅନ୍ଧାରି ଗାଁ ରେ ଵି ଏଭଳିଆ ଚାଲିଛି ଅଣ୍ଡାସବୁ ମିଳୁନାହି କିନ୍ତୁ ଦୋଷକଦ ନଉଛନ୍ତି
@DehativideoVlogs-qn8ib
@DehativideoVlogs-qn8ib 2 ай бұрын
Sabu jaga re Ameti kamo karuchan ti Anganwadi didi mane thankyou didi Apangku
@AratiBehera-mx4xr
@AratiBehera-mx4xr 3 ай бұрын
ଦିଦି ମାନେ ସବୁ ଖାଉଛନ୍ତି ତଦନ୍ତ କରନ୍ତୁ
@promodnaik4886
@promodnaik4886 2 ай бұрын
ଅମାର ଗାଁ ରେ ବି ଏହା ହେଉ ଛି
@khirabatisanani4319
@khirabatisanani4319 3 ай бұрын
Anganwadi warkar good kama karuchhanti
@susantasahu1062
@susantasahu1062 2 ай бұрын
ସବୁ ଅଙ୍ଗନବାଡିଚେକ କରାଯାଉସବୁଠି
@maheswarmund
@maheswarmund 2 ай бұрын
👍👍👍
@SukmanPujari-zg4yu
@SukmanPujari-zg4yu 2 ай бұрын
ଦୀଦୀକୁ ଅଟାଈଦୀଅତୁ
@promodnaik4886
@promodnaik4886 2 ай бұрын
ଆମ ଚାରି ମାସ ର ଅଣ୍ଡା ଦେଇ ନାହା ନ୍ତି
@DebanandaRaju
@DebanandaRaju 2 ай бұрын
Pratyak villege re amiti karajau chi.
@chandragouda4914
@chandragouda4914 2 ай бұрын
ସବୁ ଅଙ୍ଗନବାଡି ସେଇଆ
@a.zcreations1603
@a.zcreations1603 2 ай бұрын
ଆମ ଗାଁକୁ ଆସିକି ଦେଖୁନ ତାହାଠୁ ଡବଲ ଦୁର୍ନୀତି ହେଉଛି
@tildegaschoolpada9112
@tildegaschoolpada9112 3 ай бұрын
ଇ news ବାଲି କେ ନିର୍ଧୁମ ଝାଡ଼ କିଛି ନି ଜାଣି କରି news ବନୋଛେ
@rabindrananda943
@rabindrananda943 3 ай бұрын
Didi Aage Susta Hele Pare Loke Susta Hebe .
@nandinikumaripradhan3782
@nandinikumaripradhan3782 3 ай бұрын
Anganwadi nka darama bahut kam 5 month hela anda anda paisa milini anganwadi didi kn ghara bikri kari anda bantiba Puni govt anda rate 5 tanka market re 7 tanka anganwadi didi kouthu aniba
@Paradeshi-ro9zv
@Paradeshi-ro9zv 2 ай бұрын
ଏ ଟା ସବୁ ଗାଁରେ ହେଉଚି ସରକାର କରୁଛି କୋଣ ?
@TankadharBhatra-fz7jb
@TankadharBhatra-fz7jb Ай бұрын
Superviser mane misi sabu chalu hoijai .
@birendrasahu8282
@birendrasahu8282 3 ай бұрын
ନେତା ମାନଙ୍କ ଚୋରି କଉଦିନ ଅଭିଯୋଗ କରିବ. ଆଉ ରିପୋର୍ଟ ଭାଇ ପଚାରିବେ. ଆଗ ବଡ ଚୋର କୁ ଧର
@SDas-ej6fv
@SDas-ej6fv 2 ай бұрын
👊👊👊👊👊👊
@Swastikkidsfununlimited
@Swastikkidsfununlimited 2 ай бұрын
Sabu anganwadi re ameti heuchhi Sir
@BASUSAHU60
@BASUSAHU60 2 ай бұрын
ଅଙ୍ଗନବାଡି ମାନେ ସ୍କୁଲ ନ ଖୋଲି ପିଲା ଙ୍କ ଚାଉଳ ଅଣ୍ଡା ସବୁ ଖାଇ ଦେଇଛନ୍ତି
@SaratBarik-d3f
@SaratBarik-d3f Ай бұрын
Tu sala kichhi janinu
@sumitranaik2514
@sumitranaik2514 3 ай бұрын
Didi mane hataru diontu.😂😂😂😂
@sindhu4770
@sindhu4770 3 ай бұрын
ଫାଲ୍ତୁ ଖବର ଦେଉଛ. ଆଉ କିଛି ଖବର ନାହଁ କି?
@AbinTandi-t2t
@AbinTandi-t2t 2 ай бұрын
Sir mor ga re bi entha huchhe.
@sarojmikubehera5039
@sarojmikubehera5039 2 ай бұрын
Ama angana badire same problem
@KushadharHarijan
@KushadharHarijan 2 ай бұрын
ସବୁଆଡେ଼ହେମିତି ଚାଳିଚି
@arucharanpradhan5502
@arucharanpradhan5502 3 ай бұрын
ସବୁ ଏରିଆରେ ଏକା କଥା।ସି.ଡି.ପି .ଓ ମଧ୍ୟ ବଡ଼ ଚୋର।
@pratabmuria7222
@pratabmuria7222 3 ай бұрын
ଆମ ଗଁ
@ajaykumarbehera5018
@ajaykumarbehera5018 3 ай бұрын
କାହିଁକି, ଅଙ୍ଗନ୍,ବଡି,ଦିଦି,ମାନେ,କେବେବି, ଠିକ୍, ତରିକା,ରେ,ବ୍ୟବହାର,କରନ୍ତି,ନଃ
@sumitranaik2514
@sumitranaik2514 3 ай бұрын
gote anda ku=5 tanka didi kauthi debe.😂😂😂😂😂😂
@jayantatripathy231
@jayantatripathy231 3 ай бұрын
Dedi ketoti anda dianti, didiku pachri bhuja
@SandhyaraniMajhi-qg6xz
@SandhyaraniMajhi-qg6xz Ай бұрын
Thik kahila mu bi jana anganbadi didi Bajarare 8 tankare ama kinuchu Hale hisaba darakara nauchhi 5 tankare tame mana kuha aama kouthi anebu
@AnilKumarAnil-sl1ll
@AnilKumarAnil-sl1ll 2 ай бұрын
ଆମ ଅଙ୍ଗନବାଡି ରେ ମାସକୁ 10 ଟି ଅଣ୍ଡା ମିଳୁଛି |
@SandhyaraniMajhi-qg6xz
@SandhyaraniMajhi-qg6xz Ай бұрын
Thik miluchhi
@stubbornlife1680
@stubbornlife1680 3 ай бұрын
Kishori balika nka paain kouthi chhatua dia hauchhi kain ame ta janinu😅😅
@SandhyaraniMajhi-qg6xz
@SandhyaraniMajhi-qg6xz Ай бұрын
Kishorika pain chatuaa asuni
@pratabmuria7222
@pratabmuria7222 3 ай бұрын
ଆମ ଗଁ ମ ଦିଅ
@khirabatisanani4319
@khirabatisanani4319 3 ай бұрын
Sabu badnam karuchhanti anganwadi bahut kama karuchhanti
@BenudhaarBarik
@BenudhaarBarik 2 ай бұрын
Bhai jaha kahuchhanti thik
@SaniaMajhi-wh5gw
@SaniaMajhi-wh5gw 3 ай бұрын
ସବୁ ଜାଗାରେ ଏମିତି‌ ହେଇଛି ଏହାକୁ ତୁରନ୍ତ ତଦାରଖ କରାଯାଉ
@madhusmita597
@madhusmita597 3 ай бұрын
Right kahuchhanti
@JaydeepRana-f6d
@JaydeepRana-f6d 28 күн бұрын
ଆମର ଗାଁ ରେ ବି ହେଉଛି ଏମିତି
@SabitaHota-l5o
@SabitaHota-l5o 3 ай бұрын
3ମାସ ହେଲା ଛୁଆକୁ ଅଣ୍ଡା ମିଳିନାହିଁ ଆମର ଆଡେ 10ଟା ଦେଉଥିଲେ ଆଗରୁ।
@SunitaOram63
@SunitaOram63 2 ай бұрын
Anganbadi Jharsuguda ru
@sangitanag4262
@sangitanag4262 3 ай бұрын
Sabu district ra sabu block ra anganwadi centre re houchi ,sabu anganwadi re janch heba kotha
@Arnov389
@Arnov389 2 ай бұрын
Help line karajiba darakar
@ShibaRaut-n7d
@ShibaRaut-n7d Ай бұрын
Angaba...nua..karajau...odissa..ree..shibaraut....Kalahandi...chenj...Kariba...nihati
@susantasahu1062
@susantasahu1062 2 ай бұрын
ବାଦାମ ଲଡୁ ସବୁ ପିତା
@satyamsibammohanty1255
@satyamsibammohanty1255 Ай бұрын
ସରକାର ଅଣ୍ଡା ଦେଉନାହାନ୍ତି, ଗୋଟିଏ ଅଣ୍ଡା ପିଛା ପାଞ୍ଚ ଟଙ୍କା ଦେଉଛନ୍ତି !!!
@runeeraut756
@runeeraut756 3 ай бұрын
ସରକାର 5 ଟଙ୍କା ହିସାବରେ ରେ 16 ଟି ଅଣ୍ଡା ଦିଅନ୍ତୁ। କିଣା କେତେ ପଡ଼ୁଚି ସେ କଥା ଜଣା ନାହିଁ ଖାଲି ଦିଦି ଖାଇଦେଲେ। ମିଡ଼ିଆ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ଯେ ସଠିକ୍ ତଥ୍ୟ କୁ ସାମ୍ନା କୁ ଆଣନ୍ତୁ। Trp ଲୋଭ ରେ ଏମିତି ଭୂଲ କଥା ନ ଦେଖାନ୍ତୁ।🙏
@hembramqueenofficial8042
@hembramqueenofficial8042 2 ай бұрын
Jie ete complain koruchhi tanku tonka dio jebe tonka asibo
@SandhyaraniMajhi-qg6xz
@SandhyaraniMajhi-qg6xz Ай бұрын
Thik kahila sata kn padaku asila thi huanta anda ret keta Bajarare achi au sarakari keta tankare dauchanti Kai a hisaba ta dauna
@BalestraPatra
@BalestraPatra 2 ай бұрын
Balangir tankulpadar anganwadi kebebi chhua ku dakuni
@Sanjay-x1f8f
@Sanjay-x1f8f 3 ай бұрын
Kishori balika anda sarkar ni j anganwadi ku diantu
@raghubirdas7621
@raghubirdas7621 3 ай бұрын
She should be arrested immediately
@nayakmuna8427
@nayakmuna8427 3 ай бұрын
Kakatpur block re 95% anganwadi karmi ae type ra kama karuchanti
@LiptimayeeSahu-mz3xj
@LiptimayeeSahu-mz3xj 9 күн бұрын
ସବୁ ବ୍ଲକରେ ଏମିତି କାମ ହେଉଛି ଆମ ବେତନଟୀ ବ୍ଲକର କେନ୍ଦୁଆ ଗ୍ରାମପଞ୍ଚାୟତ ର ଖଇରବଣୀ ଗ୍ରାମର ଅଙ୍ଗନବାଡିରେ ଏମିତି ମଧ୍ୟ ହେଉଛି ଆମ ଅଙ୍ଗନବାଡି ଦିଦି ଚମ୍ପା ମୁର୍ମୁ ଓ ହେଲପର କ୍ଷୀରମଣି ମହାନ୍ତ ମଧ୍ୟ ଏମିତି କରୁଛନ୍ତି ଆମପିଲାଙ୍କର ଆଧାର ଓ ପାସ ବହି ନେଇଛନ୍ତି ହେଲେ ମିଳୁନି ଯଥାଶିଘ୍ର ତଦନ୍ତ କରାଯାଉ।
@barshakishan2239
@barshakishan2239 19 күн бұрын
Satare
@DharamGond-n6d
@DharamGond-n6d 2 ай бұрын
Ongen badi mane dehunanti beki kahuchanti
@diptymaeesethi6235
@diptymaeesethi6235 2 ай бұрын
6mas ହେଲା kishori ଅଣ୍ଡା asinine khataku angnwadi keuthu deba
@manjuchhuria2599
@manjuchhuria2599 3 ай бұрын
Badmas news
@SardarSing-jl2kc
@SardarSing-jl2kc 9 күн бұрын
Cm tike dhyana diantu
@jharanamalik4214
@jharanamalik4214 3 ай бұрын
Awc re infrastructure nahi Gurdian nd officer kebe dhyan deunahanti nd. Meal r rate kete se prati dhyan diantu
@NabinaRana-jv9cz
@NabinaRana-jv9cz 2 ай бұрын
Sisurakhadyakhauchhannti
@SKumar-rb1tz
@SKumar-rb1tz 3 ай бұрын
Tadanta kara, aneka stana re loot heuchhi. Didi mane khadya pradartha ghara ku nei jauchanti. Top to bottom sabu loot karuchanti.
@damayantipadhan1862
@damayantipadhan1862 3 ай бұрын
Sabu Aww semitika
@prasantapadhi4934
@prasantapadhi4934 3 ай бұрын
2 ti pila jauchhanti
@RajuRaju-gv6be
@RajuRaju-gv6be 3 ай бұрын
ଭିକାରି ଲୋକ ରଖିଲେ ଏଇଆ ଘଟିବ
@SandhyaraniMajhi-qg6xz
@SandhyaraniMajhi-qg6xz Ай бұрын
Tu kn dhani vikari Jia sa ta nija dhara paduchanti
@AnsaribegumAnsaribegum-v1v
@AnsaribegumAnsaribegum-v1v 2 күн бұрын
Wo bhi kabhi kaise
@tapaswinidasho7766
@tapaswinidasho7766 3 ай бұрын
Sabu loka mane neuchanti kintu au adhika paibe boli micha kahuchanti.
@DipshaBehera-y6c
@DipshaBehera-y6c 3 күн бұрын
ଆମର to 3 4 ମାସ ରେ thore ମିଳେ 10ti andaa
@sandhyacreative7443
@sandhyacreative7443 3 ай бұрын
Chalichi aganbadi didinkar rajuti
@deepaktarai9455
@deepaktarai9455 13 күн бұрын
Biridi block Jagatsinghpur re apri bhaut heichhi,heuchhi.
@daitarisahu2022
@daitarisahu2022 3 ай бұрын
5 tankakare anda mileki
@nilimananda2347
@nilimananda2347 3 ай бұрын
Kanhiki badnam karucha?
@jashobantakharsel1267
@jashobantakharsel1267 Ай бұрын
Ama gaa re bi emiti heuchhi
@SandeepChallan
@SandeepChallan 2 ай бұрын
Hii
@rabindrananda943
@rabindrananda943 Ай бұрын
A . W . W Sabubele Malamal .
«Жат бауыр» телехикаясы І 30 - бөлім | Соңғы бөлім
52:59
Qazaqstan TV / Қазақстан Ұлттық Арнасы
Рет қаралды 340 М.
Война Семей - ВСЕ СЕРИИ, 1 сезон (серии 1-20)
7:40:31
Семейные Сериалы
Рет қаралды 1,6 МЛН
Ful Video ☝🏻☝🏻☝🏻
1:01
Arkeolog
Рет қаралды 14 МЛН