CM Mohan Majhi News Live: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଏମାନଙ୍କୁ ମିଳିବ ମାସିକ ୩୦୦୦ | Odia News

  Рет қаралды 159,841

News18 Odia

News18 Odia

Күн бұрын

Пікірлер: 8
@SubodhaChandraMahalik
@SubodhaChandraMahalik 10 күн бұрын
ଓଡ଼ିଶାର ଯେଉଁମାନେ ବିଦ୍ୟାଳୟରେ କାର୍ଯ୍ୟରତ ରୁଷିଆ ବା ପାଚିକା ମାନଙ୍କର ମାସିକ ଦରମା 16000 ଟଙ୍କା ସହିତ ସ୍ଥାୟୀ ନିଯୁକ୍ତି ଦେବାକଥା କହିଥିଲେ ଓଡ଼ିଶାର ସରକାର କିନ୍ତୁ ମାତ୍ର 1000 ଓଡ଼ିଶାର ପାଚିକା ମାନେ ଏବେ ସେମାନେ ଶାନ୍ତି ନାହାଁନ୍ତି, ସାଧାରଣ ତ ସେମାନେ ହେଲେ ଗରିବ ଶ୍ରେଣୀର ଲୋକ, ସ୍ବାମୀ ପରିତ୍ୟକ୍ତ, ବିଧବା ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ସେମାନେ, ସାଧାରଣ ତ ସରକାର ସେମାନଙ୍କୁ ପ୍ରତି ଦିନକୁ 600 ଟଙ୍କା ଦେବା ଆବଶ୍ୟକ କାରଣ ସେମାନଙ୍କ ଜୀବିକା ନିର୍ବାହ ହୋଇପାରୁନାହିଁ କାରଣ ଆଜିକାଲି ଦରଦାମ ବଢୁଛି ସହିତ ବିଦ୍ୟୁତ୍ ବିଲ୍ ସହିତ ସେମାନେ ଗରିବ ଶ୍ରେଣୀର ଲୋକ ଏବଂ ସେମାନଙ୍କ ପିଲାଛୁଆଙ୍କୁ ପାଠ ପଢାଇବା ସହିତ ସେମାନେ ନିଜେ ଚଳିବେ କେମିତି ଖାଇବେ କ'ଣ ଏବଂ ବଞ୍ଚିବେ କେମିତି ସରକାର ପୁନଃ ବିଚାର କରି ସେମାନଙ୍କୁ ମାସିକ ଦରମା 16000 ଟଙ୍କା ସହିତ ସ୍ଥାୟୀ ନିଯୁକ୍ତି ଦେବାକଥା କହିଥିଲେ ନିର୍ବାଚନ ସମୟରେ କିନ୍ତୁ ମାତ୍ର 1000 ଟଙ୍କା ନୁଆ ସରକାର ବଢାଇଛନ୍ତି, ଓଡ଼ିଶାର ମାନଙ୍କର ମାସିକ ଦରମା 3000 ଟଙ୍କାରେ ସେମାନଙ୍କର ପରିବାର ପରିଚାଳନା ହୋଇପାରିବ ନାହିଁ ଓଡ଼ିଶା ପାଚିକା ମାନଙ୍କ ତରଫରୁ ସରକାରଙ୍କୁ ଅନୁରୋଧ କରୁଛନ୍ତିି ସରକାର ସେମାନଙ୍କୁ 16000 ଟଙ୍କା କରନ୍ତୁ ଯେମିତି କି ସେମାନଙ୍କ ପରିବାର ପରିଚାଳନା କରିପାରିବେ
@Gayatri17Bisi
@Gayatri17Bisi 7 күн бұрын
3000 re masaku kana heba masaku 8000 tanka miliba darkar
@uddhabanaik1971
@uddhabanaik1971 7 күн бұрын
Gaon sathi daramahela..krusaksathi kanapapakale.mohanji
@GeetaGeetanjalidas
@GeetaGeetanjalidas 8 күн бұрын
Kalakar bhatta kete miliba ❤❤
@tapasjena2550
@tapasjena2550 10 күн бұрын
3000 re masaku kn haba
@aishaparween4436
@aishaparween4436 10 күн бұрын
3 hojar re kodon hebo 😡😡
@bhismabehera2489
@bhismabehera2489 8 күн бұрын
Tadi deichi sarakar
@raaj-f7c
@raaj-f7c 10 күн бұрын
This is Odisha Odisha ra Government Gandi maru ch hi.. 3,000 par week heba katha...
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 15 МЛН
“Don’t stop the chances.”
00:44
ISSEI / いっせい
Рет қаралды 62 МЛН