CM Mohan Majhi Orders Revocation Of Illegal Government Land Grabbing | Know The Details

  Рет қаралды 222,406

Kanak News

Kanak News

Күн бұрын

Пікірлер: 381
@anilsenapati7317
@anilsenapati7317 3 ай бұрын
ଏ ସବୁ ଜାଣିଥିଲେ ଲୋକେ ଓଡ଼ିଶାରେ ବିଜେପି ହାତକୁ ଶାସନ ଦେଇ ନଥାନ୍ତେ
@sudhirlakraeatingblogs
@sudhirlakraeatingblogs 3 ай бұрын
A kotha agru hi rahul gandhi kohi thike kintu taa kotha kehi beleive koru no thile auu gute kotha kehi job paibe nahi boli kohichonti modi asile desh biki khai debo boli kohithile soto kotha hela
@Insanestufffe
@Insanestufffe 3 ай бұрын
Tame sarakari jami re ghara banaichhanti ki😂😂😂
@prabodharout7940
@prabodharout7940 3 ай бұрын
U r Pakistani
@dillipkumarbehera1473
@dillipkumarbehera1473 3 ай бұрын
ଯାହା ଜାଣିଲୁ ଧନୀ ଧନୀ ଓ ଗରିବ ଗରିବ, ଏ ସମାଜରେ ଗରିବ ର ଅସ୍ତା ନାହିଁ କେବଳ ଧନୀ ର ଆସ୍ତା ରହିବ
@prabinarout8428
@prabinarout8428 2 ай бұрын
Sata katha
@RanjanKumar-mx1ki
@RanjanKumar-mx1ki 3 ай бұрын
ଓଡ଼ିଶାରେ ଲକ୍ଷ୍ୟ ଲକ୍ଷ୍ୟ ଗରିବ, ଆଦିବାସୀ, ହରିଜନ, ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦୀର୍ଘ 60 ରୁ 70 ବର୍ଷ ହେବ ସ୍ଥାୟୀ ଭାବରେ ବସବାସ କରୁଛନ୍ତି ପୂର୍ବ ଭୁବନ୍ଦୋବସ୍ତ ପୂର୍ବରୁ ପ୍ରାୟ ସବୁ ଗ୍ରାମ ମାନଂକରେ ଯଦି ଜବର ଦଖଲ ଉଛେଦ ହୁଏ ତେବେ ଲଖ୍ୟ ଲକ୍ଷ୍ୟ ଲୋକ ବାସହରା ହେବେ ତାପରେ ବିଜେପି ସରକାର ଓଡିଶାରୁ 100% zero ହେବ
@sukantasahoosahoo1937
@sukantasahoosahoo1937 3 ай бұрын
Right 👍
@PranabPanda-t2k
@PranabPanda-t2k 3 ай бұрын
Right sir
@AbdulBasit-ve7hi
@AbdulBasit-ve7hi 3 ай бұрын
ଆଇନ ବିଷୟରେ ସରକାରଙ୍କୁ ଜଣା ଲୋକଙ୍କ ଘର ଭାଙ୍ଗିବ ତ ଲୋକଙ୍କୁ ଘର ବି ସରକାର ଦବ
@manasnayak750
@manasnayak750 3 ай бұрын
​@@AbdulBasit-ve7hi kebe daba
@dillipkumarbehera1473
@dillipkumarbehera1473 3 ай бұрын
Right
@ganapatibhoi8142
@ganapatibhoi8142 3 ай бұрын
ସମସ୍ତେ ଗରିବ ଲୋକ ହିଁ ସରକାରୀ ଜାଗାରେ ଅଛନ୍ତି ତାଙ୍କୁ ପଟା ପ୍ରଦାନ କରାଯାଉ |ଆରମ୍ଭ ରୁ ଏମିତି ପ୍ରୟାସ ଠିକ ନୁହଁ
@alokdakua2003
@alokdakua2003 3 ай бұрын
Right sir 🙏
@deepakparida5624
@deepakparida5624 3 ай бұрын
ସତ କହିଛନ୍ତି ଆପଣ
@sahupurnima
@sahupurnima 3 ай бұрын
All right
@mahendradas4516
@mahendradas4516 3 ай бұрын
Right
@Lus8Lus8
@Lus8Lus8 3 ай бұрын
Right
@shortandshare
@shortandshare 3 ай бұрын
ଗରିବ ଲୋକମାନେ ସରକାରୀ ଜାଗାରେ ଘର କରିଛନ୍ତି....ତ ତାଙ୍କୁ ବି ଘର ଦେବାକୁ ପଡିବ
@Riyaa__033
@Riyaa__033 3 ай бұрын
Na dele kuade jibe
@shortandshare
@shortandshare 3 ай бұрын
@@Riyaa__033 ସବୁ କଲେକ୍ଟର ଅଫିସ...ବଳଭଦ୍ର ପଡିଯାଇଛନ୍ତି ମାନେ ଦେଶରେ କଣ ଗୋଟେ ହେବ
@samiracharya1455
@samiracharya1455 2 ай бұрын
Kain debe??? Who told them to occupy illigally
@rajeshraja4093
@rajeshraja4093 2 ай бұрын
​@@samiracharya1455 jami hino Sethi pai
@pravakarpradhan1571
@pravakarpradhan1571 3 ай бұрын
ସରକାରୀ ଜାଗାରୁ ବସ୍ତିବାସିନ୍ଦା ଙ୍କୁ ହଟାଇବା ପୁର୍ବରୁ bjp ସରକାର ହଟି ସାରିଥିବ ,
@TukuNaik-hj6cf
@TukuNaik-hj6cf 3 ай бұрын
Balana
@lilabatimohanta4767
@lilabatimohanta4767 3 ай бұрын
Right
@narasinharaita9246
@narasinharaita9246 3 ай бұрын
Tame kete hectare madi basicha😂😂 tenu epari comment karucha auu😂😂😂😂
@stylestar486
@stylestar486 3 ай бұрын
Right ✅
@prasantkumarmahapatra1272
@prasantkumarmahapatra1272 3 ай бұрын
ଚୋର ମୁହଁ ଟାଣ। ସରକାରୀ ଜାଗା ଦଖଲ କରି କିଣା ବିକା କରି ମାଲାମାଲ।
@TECHODIA733
@TECHODIA733 3 ай бұрын
କିଚ୍ଛି ଗରିବ୍ ଲୋକ୍ ଅଛନ୍ତି ସେଥି ପ୍ରତି ଧ୍ୟାନ୍ ଦବା ଦରକାର୍ ମୋର ଅନୁରୋଧ
@dibyadas1170
@dibyadas1170 3 ай бұрын
Mr Mohan majhi sir ...a sabu karile kete lokanka akhire luha daba sah saman..apana v gote poor family ru asichanti...se gariba lokanka bhitaru mu v gote....amari vote re apana jay jukta hele....ta pare amari pachare churi marile 😢...Ame athi pray 22year ru urdha rahiluni...amiti karantuni please I request you sir 😢😢.
@mehervideo6394
@mehervideo6394 3 ай бұрын
Bjp bjp ହଉଥିଲ vote time ରେ । ଓଡ଼ିଶା ରେ ନୁଆ ସରକାର ବନେଇଲ ଆଉ ନବୀନ ବାବୁ ଏତେ ସବୁ କରିଥିଲେ ତାକୁ ଭୁଲିଗଲ ଏବେ ନାମ ନିଅ।।।।😢
@aswinibanchhor8945
@aswinibanchhor8945 3 ай бұрын
ବିନାକାରଣରେ ଗରିବଲୋକଙ୍କଘରଭଙ୍ଗା ନଯାଉଏଇନିଅମଯଦିଲାଗୁହୁଏ ଏସରକାରସବୁଦିନ ପାଇଁଏଓଡିଶାରୁଲିଭିଯିବ
@mishra57
@mishra57 3 ай бұрын
ଯେତେବେଳେ ସର୍ବପ୍ରଥମେ ଜନବସତି ଗଢି ଉଠିଥିଲା ସେତେବେଳେ ଏ ପୃଥିବୀର ଭୂମି କାହା ପୈତୃକ ସଂପତ୍ତି ନଥିଲା ତେଣୁ ସବୁ ଭୂମି ଜଙ୍ଗଲ ଭିତି ଭୂମି ଥିଲା ମଣିଷ ଧୀରେ ଧୀରେ ତାକୁ ନିଜର ସୁବିଧା ପାଇଁ ନିଜ ନାମରେ ପଟ୍ଟା କରିନଉଥିଲା , ବର୍ତ୍ତମାନ ଦେଖନ୍ତୁ ପଟା କରିଥିବା ଜମିର 400 ବର୍ଷ ତଳେ ସେ ଜମି କାହାର ନାମରେ ଥିଲା ରେକର୍ଡ କିନ୍ତୁ ନଥିବ , ଏହାର ଅର୍ଥ ବାହୁବଳୀ ଦଲାଲ ମାନେ sarkar ପଦବୀ ରେ ରହି କଳା ଧନ ମାଧ୍ୟମ ରେ ଜମିକୁ ନିଜ ନାମରେ ହଡପ କରିଛନ୍ତି... ଏଥିରୁ ପ୍ରମାଣିତ ନିଜ ନାମରେ ଭି ରେକର୍ଡ ଥିବା ଜମି ଭି ସରକାରଙ୍କର । 400 ବର୍ଷ ପଛକୁ ଯାଇକି inquary କରାଯାଉ ସେ ଜମି ର କିଛି ରେକର୍ଡ ନଥିବ ଏଠି ଖାଲି ପ୍ରହସନ ଛଡ଼ା ଆଉ କିଛି ନାହିଁ ଏଗୁଡ଼ିକ ସବୁ ଜଙ୍ଗଲ ଭିତ୍ତି ଭୂମି ରେ ପ୍ରମାଣିତ ।
@AkhilaroutAkhilarout-bh3ug
@AkhilaroutAkhilarout-bh3ug 3 ай бұрын
ଆରେ ଭାଇ ଖାଇବା ଲୋକ ଖାଉ ଥିଲା ଗରିବ ନା ହେଉ ଥିଲା ଏବେ ଯାହା ହବ‌ ଠିକ୍ ହେବ ଜୟ ଜଗନ୍ନାଥ 🙏🥀💕🙏
@niteshkumara8771
@niteshkumara8771 3 ай бұрын
ଏଠି କେବଳ ଗରିବ ଲୋକହିଁ ବଳି ପଡିବ
@RajeshSahoo-k5b
@RajeshSahoo-k5b 3 ай бұрын
ମୁ ଜାଣିଥିଲି bjp ସରକାର ଆସିଲେ ଗରିବ ମାନେ ହଇରାଣ ହେବେ...
@nksahoo4123
@nksahoo4123 3 ай бұрын
Right
@nabinraj7474
@nabinraj7474 3 ай бұрын
Cm ସାର୍ ଗରିବ ଲୋକମାନେ ଗ୍ରାମାଞ୍ଚଳରେ ରହୁଛନ୍ତି ଦେଖି ବିଚାରି କାମ କରିବାକୁ ଦିଅନନ୍ତୁ
@BapiPatra-sb3oo
@BapiPatra-sb3oo 3 ай бұрын
ଯେଉଁମାନେ ପ୍ରକୃତରେ ଗରିବ ( ସ୍ୱଳ୍ପ ଆୟକାରୀ ) ଓ ଭୂମିହୀନ ସେହିମାନଙ୍କୁ ପ୍ରାଥମିକ ସ୍ତରରେ ଚି଼ହ୍ନଟ କରାଯାଇ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରାଯାଉ । ଯେଉଁ ଭୂମିହୀନ ଗରିବ ଲୋକମାନେ ଦୀର୍ଘ ବର୍ଷ ହେଲା ଗୋଟିଏ ଜଗାରେ ରହି ଆସୁଛନ୍ତି ସେମାନଙ୍କ ପାଇଁ ମଧ୍ୟ କିଛି ବନ୍ଦୋବସ୍ତ କରାଯାଉ । ଆବଶ୍ୟକ ହେଲେ ସେମାନଙ୍କୁ ବାସସ୍ଥାନର ସ୍ଥାୟୀ ପ୍ରମାଣ ପତ୍ର ଦିଆଯାଉ । ଯୁଦ୍ଧକାଳୀନ ଭିତ୍ତିରେ ଆଗେ ଗରିବ ଓ ଭୂମିହୀନ ଲୋକଙ୍କୁ ଥଇଥାନ କରାଯାଉ ।
@MajuraHo-n5b
@MajuraHo-n5b 3 ай бұрын
ବିଜେପି ଦଳ କେହି ବି ଦଖଲ କରି ନାହାଁନ୍ତି । କେବଳ ବିଜେଡ଼ି ହିଁ ଦଖଲ କରିଛନ୍ତି ,
@kumarsanumeleka1207
@kumarsanumeleka1207 3 ай бұрын
Tara stri dokhal korichi godho sala
@Entertainmenthub-n3j
@Entertainmenthub-n3j 3 ай бұрын
ଗୋଟେ ବଡ଼ ଗାତ ଖୋଳି ସମସ୍ତ ବେସାହାରା ଗରିବ ମାନଙ୍କୁ ମାରି ପୋତି ଦିଅ ମୋହନ ମାଝି ତା ପରେ ଶାନ୍ତି ରେ ରାଜ୍ୟ କୁ ଶାସନ କରିବ
@nksahoo4123
@nksahoo4123 3 ай бұрын
Right 😢
@reactionwithrahul1
@reactionwithrahul1 3 ай бұрын
Taa gandire sabolo pureiba dorkar
@MintuRana-ho2ze
@MintuRana-ho2ze 3 ай бұрын
ଇଆ କୁ ମୁଖ୍ୟ ମନ୍ତ୍ରୀ ବନେଇଲା କିଏ
@barikakash691
@barikakash691 3 ай бұрын
ଯଉ ମାନେ ଗରିବ ଶ୍ରେଣୀ ର ଲୋକମାନେ ବର୍ଷ ବର୍ଷ ଧରି ରହି ଅଶୁଛନ୍ତି ପ୍ରଥମେ ସଠିକ ସର୍ଭେ କରି ସେମାନଙ୍କ ର ସୁବିଧା କରନ୍ତୁ
@Bhusan111
@Bhusan111 3 ай бұрын
ନାମ ନେବୁରେ ମହନ
@SumanKumar-vn9qw
@SumanKumar-vn9qw 3 ай бұрын
ଗରୀବ ଲୋକମାନେ ସରକାରୀ ଯାଗାରେ ଘର କରିଛନ୍ତି ।
@romanticsongs-z4d
@romanticsongs-z4d 3 ай бұрын
Tanku pata dia jiba bodhe
@SumanKumar-vn9qw
@SumanKumar-vn9qw 3 ай бұрын
@@romanticsongs-z4d ସେଇଟା ଠିକ୍ ଯେ କିନ୍ତୁ କେତେ ପଟା ଦେଇ ପାରିବ ସରକାର ଗରୀବ ଲୋକର ବଂଶ ବୃଦ୍ଧି ଆଲକ ଗତିରେ ଯେ ହେଉଛି
@niranjannayak2090
@niranjannayak2090 3 ай бұрын
ତମେ ବ୍ୟସ୍ତ ହୁଅନି
@TukuNaik-hj6cf
@TukuNaik-hj6cf 3 ай бұрын
Dhani loka mane besi achanti emana ana odia achanti❤❤❤❤❤
@rajeshSuvu-bo3pq
@rajeshSuvu-bo3pq 3 ай бұрын
ଯେଉଁ ମାନଙ୍କର ଯାଗା ଥାଇ ସରକାରୀ ଜାଗା କବଜାରେ ରଖିଛନ୍ତି ତାକୁ ହଟାଓ ।।।।। ଆଉ ଯେଉଁ ମାନେ ଭୁମି ହିନ ସେମାନେ ଦେଶର ନାଗରିକ ହିସାବରେ କିଛି ଦିଆ ଯାଉ କାରଣ ସେମାନଙ୍କର ପାଖରେ ରହିବାକୁ ଜାଗା ନଥିବ ସେ କଣ ନିଜ ଗା ମାଟି ଦେଶ ଛାଡି ବିଦେଶକୁ ଯିବ କି‌ ଏ ବିଷୟରେ ସରକାର ଚିନ୍ତା କରିବା ଦରକାର
@mahendradas4516
@mahendradas4516 3 ай бұрын
ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ ସରକାରୀ ଜାଗା ଉଛେଦ ପୂର୍ବରୁ ତଦନ୍ତ କରନ୍ତୁ l ଅନେକ ଗରିବ ଗୁରୁବା ଘର କରି ଅଛନ୍ତି l ସେମାନଙ୍କ ଙ୍କୁ ଆଳ କରି ବଡବଡିଆ ଅନେକ ଜାଗା ମାଡ଼ିବସିଛନ୍ତି ସେମାନଂକୁ ହଟାଯାଉ ତା ନହେଲେ ସବୁ ପୁଣି ଥ ରେ ଓଲଟି ଯିବ
@nksahoo4123
@nksahoo4123 3 ай бұрын
Right 👍
@stylestar486
@stylestar486 3 ай бұрын
ଓଡ଼ିଶାର 4.5 କୋଟି ଲୋକଙ୍କ ଭିତରୁ 1 କୋଟି ଲୋକଙ୍କ ଆଖିରେ ଲୁହ ଆସିଯିବ ଅଭିଶାପ ପଡିବ , 2029 Election ରେ BJP କୁକୁର ଭଳିଆ ହାରିବ 100% Sure ☝️ ସେଇଥିପାଇଁ ଆମ ନବୀନ ପଟ୍ଟନାୟକ 100ଗୁଣରେ ଭଲ , ସେ ଗରିବ ଲୋକଙ୍କ ଦେବତା ❤️
@girisankarbh5348
@girisankarbh5348 3 ай бұрын
Yes jai navven sir
@Ayushmanhota-p3u
@Ayushmanhota-p3u 3 ай бұрын
@@stylestar486 puni thare bjd ku sarkar aniba ki bhai kia kia raji like kara
@Ayushmanhota-p3u
@Ayushmanhota-p3u 3 ай бұрын
Jay Navin
@sarojkumardash5903
@sarojkumardash5903 3 ай бұрын
💯 right
@dibakarsethi4802
@dibakarsethi4802 3 ай бұрын
Abe bughilo Naveen sir kia Naveen sir jaha karichanti itihasare naa rakhichanti jay jagannath jay naveen sir jay
@Officialgolok1999
@Officialgolok1999 3 ай бұрын
Sir ଓଡ଼ିଶା ରୋ 99%ଗରିବ ଲୋକ ସରକାରୀ ଜମିରେ ଜବର ଦଖୋଲ କରି ବହୁ କଷ୍ଟରେ ମୁଣ୍ଡ ଝାଳ ତୁଣ୍ଡରେ ମରି ଭକର ଶୋଷରେ ଘର ଖଣ୍ଡିଏ କରି ରହିଛନ୍ତି l ଲୋକମାନେ ବହୁତ ହଇରାଣ ହେବେ l ଏହା ଉଚିତ ନୁହେଁ ତାଙ୍କରି ଲୁହ ବଡ଼ିବ ଆପଣଙ୍କ ଉପରେ l ଏଇ ଦିନ ଦେଖିବା ପାଇଁ odisha BJP ସରକାର ଚାଉଁ ଥିଲୁ l ବା ବା ରେ ବିଜେପି ସରକାର l
@dhaneswardas7823
@dhaneswardas7823 3 ай бұрын
ପ୍ରଥମେ ଭୁବନେଶ୍ଵରରେ ଅବରୋଧ ଥିବା ଜମିକୁ ଉଦ୍ଧାର କରାଯାଉ।
@BADBAYRAKESHA
@BADBAYRAKESHA 3 ай бұрын
ଭଲ ହେଲେ ଯେ ଗରିବ ଲୋକ ମାନେ କରିବେ କଣ ଯାହାର ବିଲ ବାଡ଼ି ନାହିଁ
@deepakkumarbag9927
@deepakkumarbag9927 3 ай бұрын
Ethi pai kahuthili naveen patnaik cm Milibani odisha re
@prabinarout8428
@prabinarout8428 2 ай бұрын
Samasta bhumi hina lokanku...bhumi pradana karajauuu
@Gambhir-123
@Gambhir-123 3 ай бұрын
ଗରିବ ଲୋକ କୁ ଏମିତି କଲେ କୁଆଡେ ଜିବେ ଘରଡିହ ନଥିଲେ ଲୋକ କୁହ
@nksahoo4123
@nksahoo4123 3 ай бұрын
Right.
@baishnabprasadbivar3997
@baishnabprasadbivar3997 3 ай бұрын
Jadi karu6 odisa sara same building create karajau sabu family ra jana ku govt job padan kara and 50 laks every family
@nayakdebakanta9760
@nayakdebakanta9760 2 ай бұрын
ଓଡ଼ିଶା ରେ ବହୁତ୍ ଗରିବ ଲୋକ ଗୁଡ଼ ବେସାହାରା ହେଇଯିବେ ଆଉ ତାଙ୍କ ଅଭିଶାପ ରେ ତମେ ଜଳିଯିବ ଜୀବନ ସାରା ଆଉ ମୁଖ୍ୟ ମନ୍ତ୍ରୀ ହେଇବାରିବନି ଯୋଉ କାମ କରିବକଥା ସେଇ କାମ ଠିକସେ କର ଦମ୍ ଅଛି ତ ବହୁତ ବେକାରୀ ଅଛନ୍ତି ଓଡ଼ିଶାରେ ତାଙ୍କୁ ଚାକିରି ଦିଆ ଅଶ୍ରିବଦ୍ ପ୍ରାପ୍ତ ହେବ ଆଉ ଏ ଫାଲତୁ କାମ କଲେ ଚାରି ପଞ୍ଜିରୁ ଯିବ ଆଉ ବାଳ ଥିବ ଯେ ଖାଇବ ସୋନପାପୁଡ଼ି
@bibhutirout3683
@bibhutirout3683 2 ай бұрын
ଯେଉଁ ମାନେ ଜୀବିକା କରି ଚଳୁଥିଲେ ତାଙ୍କୁ ଥାଇ କରିବାକୁ ଅନୁରୋଧ
@kamalinibehera7885
@kamalinibehera7885 3 ай бұрын
ସାର୍ ଗରିବ ଲୋକ ଙ୍କୁ ଜାଗା ଦେବା ପାଇଁ ବହୁତ ଯୋଜନା ସରକାର କରିଛନ୍ତି କିନ୍ତୁ ଏଯାଏଁ ଗରିବ ଲୋକ ଟି ବ୍ରିଟିଶ ସରକାର ଅଧିନରେ ବସବାସ କରୁଥିଲା ତାକୁ ଆପଣଙ୍କ ସରକାର ଉଚ୍ଛେଦ କରିବ କିପରି ତାକୁ ସେଟଲ କରିବା ହେଲେ ଆପଣଙ୍କ ନ ରହିବ।ଜାଣି ଶୁଣି ତାଙ୍କୁ ସେଟଲ କରାଯାଉନାହିଁ ।
@SandhyaRani-lh7su
@SandhyaRani-lh7su 3 ай бұрын
Maa giha mohan majhi family ku apaharana kara jao aao jianta jali diya jao tahale janibo ghara bhangile kete kasta heba
@chimkandishorts937
@chimkandishorts937 3 ай бұрын
Abe behen ke laude govt land mai aapna bolte ho toh govt ky tum ko puja karega maa ki chut madarchod bsdk
@Entertainmenthub-n3j
@Entertainmenthub-n3j 3 ай бұрын
Please bjd dala birodh karantu ame ete Sara gariba loka jibu kuade Ete bada anyaya kara nahi
@shortandshare
@shortandshare 3 ай бұрын
ମୋ ବାଳ ପଦକ୍ଷେପ
@manoranjanvlogstrick
@manoranjanvlogstrick 3 ай бұрын
ଏମିତି କରିବା ଗୋଟେ ଲକଙ୍କୁ ହୋଇରାଣ କରି ଜୀବନ୍ତ ମାରିବା ସହ ସମାନ। ବହୁ ବର୍ଷ ବର୍ଷ ଧରି ଲୋକେ ଘର କରିବା ଆଉ ଚାଷ କରି ଆସୁଛନ୍ତି ସେଥିପାଇଁ ଯାହା ବି କରୁଛନ୍ତି ସରକାର ଆଉ ଥରେ ତାଦରୋକ୍ କରି ପୁର୍ନବାର କିଛି ପରିବର୍ତ୍ତନ କରନ୍ତୁ, ଯୋଉଥିରେ କି ଉଭୟ ପାଇଁ ଠିକ୍ ରେ କାର୍ଯ୍ୟକାରି ହେବ।
@prabinarout8428
@prabinarout8428 2 ай бұрын
Hmm bhumi bi diajauu
@asutosh501
@asutosh501 11 күн бұрын
ଭୁବନେଶ୍ୱର ରେ ଜମି ଦଲାଲ ବହୁତ ବାହାରିଲଣି କାହା ଅଜାଣତରେ ଆଉ କାହା ଜମିକୁ ଜବରଦଖଲ କଲେଣି ତ କାହା ଜମିକୁ କିଏ ବିକିଦେଲାଣି. ଜମି ଜମା ପାଇଁ ହଣାକଟା. ଯେଉଁ ମାନେ ବିନା କାରଣରେ ନିରୀହ ଲୋକଙ୍କ ଜମିକୁ ବିନା କାଗଜପତ୍ର ରେ ଜବର ଦଖଲ କିମ୍ବା ମୋର ବୋଲି ଦାବି କରୁଥିବେ ଏବଂ କୌଣସି ପ୍ରମାଣପତ୍ର ବିନା ଜୋରଜବରଦସ୍ତ କରୁଥିବେ ସେମାନଙ୍କ ଉପରେ ଦୃଢ଼ ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଜିବାଦରକାର.
@sambithota7950
@sambithota7950 3 ай бұрын
ବସ୍ତି କଥା କଣ ହବ??
@Luckysum14126
@Luckysum14126 3 ай бұрын
Maa giha bjp sarkar aga ghara deu ta pare jai sarakari jami uthai be
@odiachannel8024
@odiachannel8024 3 ай бұрын
ଯେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବହୁତ୍ ଭଲ ହୁଅନ୍ତା
@LaxmiDhar-fi5ok
@LaxmiDhar-fi5ok 2 ай бұрын
ମୋ ମତରେ ଘର ବାରି ଡିସିମିଲ କୁ 80 ଟଙ୍କା ଏବଂ ଚାଷ ଜମି ଡିସିମିଲ କୁ 50 ଟଙ୍କା ଲେଖାଏଁ କର ବା ଗଞ୍ଜଣା ଆଦାୟ କରାଯାଉ ତା ପରେ ଯଣା ପଡ଼ିବ ଖିର ଖିର ପାଣି ପାଣି
@narasinghatripathy5371
@narasinghatripathy5371 3 ай бұрын
ଟିକେ ବିଚାର କର
@skumarnayak116
@skumarnayak116 3 ай бұрын
Mo pari Poor BJP Govt. Ku vote dei bada bhul hoigala. Karana semane kebala ambani adani pari bada loka pain poor pain nuhe
@BabulSahoo-b1t
@BabulSahoo-b1t 3 ай бұрын
Congratulations 🎉🎉🎉👏🏼👏🏼👏🏼👏🏼👏🏼👏🏼
@duryodhansenapati9981
@duryodhansenapati9981 3 ай бұрын
Thanks mohan sir
@rajkishoriekka6171
@rajkishoriekka6171 3 ай бұрын
Thank u sar
@rudranarayanbarik3206
@rudranarayanbarik3206 3 ай бұрын
Gariba loka manaku ki jami pata karideantu and abasista jami dakhala karantu
@DraivarNayak
@DraivarNayak 3 ай бұрын
ଏଇଟାଠିକି
@prabodharout7940
@prabodharout7940 3 ай бұрын
ସରକାରୀ ଜମି ଳୁ ଯେଉଁମାନେ ନିଜ ନାଁ ରେ କରି ନେଇଛନ୍ତି ସେମାନଙ୍କର କ'ଣ କରିବ
@SumantaNayak-pf4cf
@SumantaNayak-pf4cf 3 ай бұрын
ଅତି ଉତ୍ତମ ପଦଷେପ ସାର ❤❤❤
@reshmas1163
@reshmas1163 3 ай бұрын
Aeha thik nuhan. Aame yethire rajinahun.
@narasinghatripathy5371
@narasinghatripathy5371 3 ай бұрын
ଆଉ ଯଦି ସରକାର ପ୍ରାଇଭେଟ ନେଇଥିଲେ
@sanjipradhan976
@sanjipradhan976 3 ай бұрын
ଆଗ ଘର କରିବାକୁ ପଟା ଦିଅନ୍ତୁ ତାପରେ ଉଛେଦ କରିବେ
@RatikantaRati-q9u
@RatikantaRati-q9u 3 ай бұрын
Gariba loke vote dele au tame power kala au ghara bhangiba thik nuhn
@amareshamohanty69
@amareshamohanty69 3 ай бұрын
ଭୁବନେଶ୍ବର ରେ କେବେ ଆରମ୍ଭ ହେବ ?
@anandkumartripathy3776
@anandkumartripathy3776 3 ай бұрын
Gareba.loka.katha.chinta.kara.fast
@madhusudanbidhar1840
@madhusudanbidhar1840 3 ай бұрын
ପତନିବର। ଆସ ବହୁତ ଜମି ମାଫିଆ ଅଛନ୍ତି
@PapuSahu-ou4kd
@PapuSahu-ou4kd 3 ай бұрын
Right
@prasantkumarsahoo1054
@prasantkumarsahoo1054 3 ай бұрын
ସବୁ ନେତା officer ହିଁ land kabja କରିଛନ୍ତି, bjp ର dam ଅଛି bbsr ରେ govt land ନେତା officer kabja ଖାଲି କରି ଦେଖାଉ, ey garib କିଏ କୋଉଠି 4dec kabja କୁ ଭାଙ୍ଗି ବାହାବା ନବା କଣ thic
@amiyamishra4958
@amiyamishra4958 3 ай бұрын
ଭଲ କଥା । ହେଲେ ପାତର ଅନ୍ତର ନୀତି ନ ହେଉ। ଭୂବନେଶ୍ବର ରୁ ଆରମ୍ଭ ହେଉ !😂😂❤
@rajendrasantara2968
@rajendrasantara2968 3 ай бұрын
One request to our new government.take new step to save our forest and wildlife sanctuary.mines na jungle barbad karantu nahi
@queenashiq_
@queenashiq_ Ай бұрын
ଜଙ୍ଗଲ ଶିକ୍ଷା, ବାୟୁ ପ୍ରଦୂଷଣ, ପଲିଥିନ , ଗାଈ ମାନେ ରାସ୍ତା ରେ ଖାଇକି ମରିବା 😭, ଯୋଉ ଗାଁ କୁ ରାସ୍ତା ନାଇ ସେଇଟା, ଅନେକ ଭିକାରି ଲୋକ ଭିକ ମାଗୁଛନ୍ତି, ବିକଳାଙ୍ଗ ଲୋକ ଙ୍କ ସାହାରା କିଏ ନାଇଁ, ସେଇଟା ଦେଖା ଯିବନି,
@BibudhaRanjanSahoo-uc8gq
@BibudhaRanjanSahoo-uc8gq 3 ай бұрын
What about the middle class family 😢
@UdhbaBehera-jo9pz
@UdhbaBehera-jo9pz 3 ай бұрын
Gariba loke sir hahirana hebe vhumihina mane kuade jibe
@SaiJena-o4m
@SaiJena-o4m 3 ай бұрын
Agaku loka bidroha karibe?tini panji ru jiba???
@JagadishDhal-zs8ie
@JagadishDhal-zs8ie 3 ай бұрын
Right 👍 desison
@ajaysamal1195
@ajaysamal1195 3 ай бұрын
Good sir
@sasisekhar9894
@sasisekhar9894 3 ай бұрын
Historical decision.It should be implement in priority basis
@khageswarsabar1076
@khageswarsabar1076 3 ай бұрын
This step uncomfortable for poor people., who doesn't have any own land.. They live in the government area.. 😢😢😢. Where do they live???
@AkhilaroutAkhilarout-bh3ug
@AkhilaroutAkhilarout-bh3ug 3 ай бұрын
Salut amara Priya mukhya mantri sri mohan caran majhi Right disisan 🙋
@SubalRana-c8o
@SubalRana-c8o 3 ай бұрын
Good 👍👍👍👍
@raghabsamal4032
@raghabsamal4032 3 ай бұрын
Sarkaar nija goda re nije tangiya maruchhi😂😂
@debasissahoo7559
@debasissahoo7559 3 ай бұрын
Next turn BJP Zero odisha re then
@PradeepPrusty-tp3rj
@PradeepPrusty-tp3rj 3 ай бұрын
ଟିକି ❤
@SonuMaharana-lf8pt
@SonuMaharana-lf8pt 3 ай бұрын
Cm ଙ୍କ ଭଲ ପ୍ରୟାସ।ଧନ୍ୟବାଦ sir
@ashoknayak1370
@ashoknayak1370 3 ай бұрын
Jay Jagannath ❤
@swagatikabiswal6358
@swagatikabiswal6358 3 ай бұрын
Now Odisha peoples are regreting in there decision to replace Navin babu . Karma is on our way😢... Next election bjp will lose like nothing for sure . After the news get out from now on the fire has been started in people's hearts to replace the govt . But we can't just wait for another 5 year . The land will already been gone at that time.
@queenashiq_
@queenashiq_ Ай бұрын
ନବୀନ sir ଙ୍କୁ କେବଳ ପାଣ୍ଡିଆନ ପାଇଁ ହିଁ ଭୋଟ ଦେଲେni, ଆଉ କିଛି କାରଣ ନାହିଁ,
@pramodbhakta478
@pramodbhakta478 3 ай бұрын
1 no
@shubhashreesahoo5949
@shubhashreesahoo5949 3 ай бұрын
I appreciate this strong steps.
@lipun9478
@lipun9478 3 ай бұрын
Saharare heba uchit kintu grama anchalare nunhe, no hele grama loke 40,50, barshara chasha bhuli dadana khatibe, embaon chasa kamijiba loke besahara hoijibe, ehaa satiya ate !
@RohanBehera-o8v
@RohanBehera-o8v 3 ай бұрын
Bjp😡😡👿👿
@sangramlifestyle3355
@sangramlifestyle3355 3 ай бұрын
Best
@jeebanagouda6666
@jeebanagouda6666 3 ай бұрын
Amiti karantu sir
@Mr.Santali_Tech
@Mr.Santali_Tech 3 ай бұрын
Sarkar hatao
@shashankasahoo1647
@shashankasahoo1647 3 ай бұрын
Good news
@debabrataMahakud-k7b
@debabrataMahakud-k7b 2 ай бұрын
👍👍👍👌👌👌
@iswarchandrapradhansibu8756
@iswarchandrapradhansibu8756 3 ай бұрын
Very good 🎉🎉
@mithun246
@mithun246 3 ай бұрын
Sir 🚩👑
@entertainmententertainment9207
@entertainmententertainment9207 3 ай бұрын
Garib loka thu chadei nei ki adani ambani ku free re deba BJP govt ,athi pain bhot deichhu
@rajeshmarndi5100
@rajeshmarndi5100 3 ай бұрын
Goribo loko ku hairan koriba chhoda au kichhi nuhein, bjp chhari panjiru jibu
@rnproduction1958
@rnproduction1958 3 ай бұрын
BJP ra karya kalo sari asilani
@AjayaBehera-s4z
@AjayaBehera-s4z 3 ай бұрын
Paristiti vayankar.heba......
@nabinraj7474
@nabinraj7474 3 ай бұрын
Very good
@PranabPanda-t2k
@PranabPanda-t2k 3 ай бұрын
BJD Jai ho
@jaymaaadishakti6714
@jaymaaadishakti6714 3 ай бұрын
Mukhya mantri thik katha karuchanty ti garibaloko jou achanty sethi kn karibe tme au vote paebaty bjp odisha re 0000000000 haba mane rakha tapre kn krucha kara
@lilambersinghBrar4
@lilambersinghBrar4 3 ай бұрын
Gharabhanga sarkar BJP
@odishatoka01
@odishatoka01 3 ай бұрын
Mohan majhighara Aga vanga ta pachre Ed lagaa
@RAKESH20249
@RAKESH20249 3 ай бұрын
Good decision ❤
Não sabe esconder Comida
00:20
DUDU e CAROL
Рет қаралды 55 МЛН
Family Love #funny #sigma
00:16
CRAZY GREAPA
Рет қаралды 14 МЛН
कैसी जा रही है दिवाली?
21:26
Ravish Kumar Official
Рет қаралды 842 М.
Não sabe esconder Comida
00:20
DUDU e CAROL
Рет қаралды 55 МЛН