CM Mohanmajhi Exclusive : ନ୍ୟୁଜ ୧୮ ମଞ୍ଚରେ ମୁଖ୍ୟମନ୍ତ୍ରୀ | Aatmanirbhar Odisha 2024 | Odia News

  Рет қаралды 15,199

News18 Odia

News18 Odia

Күн бұрын

Пікірлер: 109
@naikbabu5533
@naikbabu5533 6 сағат бұрын
ଲୋକଙ୍କର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଜଗନ୍ନାଥ 🙏🙏🙏🙏
@AntaryamiKhamari-z2g
@AntaryamiKhamari-z2g 5 сағат бұрын
ନିର୍ମଳ ହୃଦୟ ମୋହନ ମାଝୀ ସୁନ୍ଦର ଓଡିଶା ସୁଦୃଢ ହେବ ଜୟ ମା ସମଲେଶ୍ୱରୀ
@trilochanaprusty5631
@trilochanaprusty5631 6 сағат бұрын
ମୋହନ ସରକାର ସବୁଠାରୁ ଭଲ
@Nayakvlogs-c2s
@Nayakvlogs-c2s 2 сағат бұрын
Very good advice sir 🎉🎉🎉
@sunitabaipaiofficel1018
@sunitabaipaiofficel1018 6 сағат бұрын
❤❤❤❤love you Mohan Majhi
@jamesjames6386
@jamesjames6386 5 сағат бұрын
Jay ho.... mohan majhi agyaan
@Skstarvlog3735
@Skstarvlog3735 6 сағат бұрын
ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ବାବୁ। ଟିକେ ବି ଗର୍ବ ନାଇ।
@pintumiku7993
@pintumiku7993 5 сағат бұрын
My❤best cm mohan manjhi❤❤❤❤
@gopalsamantray7804
@gopalsamantray7804 6 сағат бұрын
Great chief minister
@AntaryamiKhamari-z2g
@AntaryamiKhamari-z2g 5 сағат бұрын
ନବୀନ ପାଣ୍ଡୁ ଟିକେ ଦୟାକରି ଦେଖ ଓଡ଼ିଆ ସାକ୍ଷାତକାର କେମିତି ମଜା
@thetraveller7668
@thetraveller7668 5 сағат бұрын
Love you our CM
@litumajhi6652
@litumajhi6652 5 сағат бұрын
ମାନ୍ୟବର ମୁଖ୍ୟ ମନ୍ତ୍ରୀ ମହାଦୟ ଆଜି ଜଣେଇ ଦେଇଛନ୍ତି ଯେ ଆମ ମୁଖ୍ୟ ମନ୍ତ୍ରୀ ନୁହେଁ ତୁମେ ବି ସାଡେ ଚାରି କଟି ଓଡ଼ିଆ ଲକ ବି ସମସ୍ତେ ଜଣେ ଜଣେ ମୁଖ ମନ୍ତ୍ରୀ ଆପଣକୁ ମୋର ଘନିଷ୍ଠ ପ୍ରଣାମ sir ଆପଣ ମାଡିଚାଲ ଅପଣଂକ ସାଥିରେ ଓଡିଶା ଅଛି ଜୟ ଜଗନ୍ନାଥ ସାହା ନିଶ୍ଚିତ ହେବେ ଜୟ ଜଗନ୍ନାଥ ନମଃ 🙏🙏🙏🙏🙏🙏🙏🙏🙏🙏 🙏🙏🙏🙏🙏🙏
@RanjanKumar-mx1ki
@RanjanKumar-mx1ki 5 сағат бұрын
ମାନ୍ୟବର CM ଙ୍କୁ ମୋର ଅନୁରୋଧ ଯଦି ସମୃଦ୍ଧ ଓ ବିକାଶ ଓଡିଶା ଗଢ଼ିବାକୁ ଆଗ୍ରହୀ ତେବେ ରାଜ୍ୟରେ ଯେତେ ନଦୀ, ନାଳ ଅଛି ସବୁଥିରେ ନଦୀବନ୍ଧ ଓ check dam କରି ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଣ ଓ ଜମି କୁ ଜଳ ସେଚନ ବ୍ୟାପକ କରନ୍ତୁ, ଚାଷ ଓ ଚାଷୀ ଙ୍କୁ ପ୍ରାଧାନ୍ୟ ଦିଅନ୍ତୁ ପ୍ରତି ବ୍ଲକ ରେ ସୋଲାର ଶୀତଳ ଭଣ୍ଡାର ନିର୍ମାଣ କରନ୍ତୁ l ଧନ୍ଦା ମୂଳକ ଶିକ୍ଷା କେନ୍ଦ୍ର କୁ ବ୍ୟାପକ କରନ୍ତୁ ପ୍ରତି ବ୍ଲକ ରେ multy ସ୍ପେସିଆଲିଷ୍ଟ ମେଡିକାଲ କରନ୍ତୁ ତେବେ ଲୋକେ ଉପକୃତ ହେବେ
@Tulu-o9o
@Tulu-o9o 5 сағат бұрын
CM sir thank you ❤❤❤❤🙏🙏🙏
@coolmuna143
@coolmuna143 3 сағат бұрын
Best CM
@AbhimanyuNahak-l6u
@AbhimanyuNahak-l6u 3 сағат бұрын
TQ so much sir.God bless you.
@rameshchandrajena9319
@rameshchandrajena9319 4 сағат бұрын
ଧନ୍ୟବାଦ ଆମ ଲୋକଙ୍କ ମୁଖ୍ୟମନ୍ତ୍ରୀ 🙏
@dillipjena5818
@dillipjena5818 6 сағат бұрын
ଆତ୍ମ ନିର୍ଭରଶୀଳ ଓଡ଼ିଶା କରିବାକୁ ପ୍ରତ୍ୟେକ ଙ୍କୁ କର୍ମ ଯୋଜନା ଦରକାର, ମାଗଣା ନୁହେଁ । ଏଣୁ ପ୍ରତି ସବଳ ଲୋକଙ୍କୁ କର୍ମସଂସ୍ଥାନ ଦିଅନ୍ତୁ ।
@Sonyrajesh123-
@Sonyrajesh123- 6 сағат бұрын
Khali fhampa mathia vhangijibb sar
@narayanrouta9270
@narayanrouta9270 4 сағат бұрын
Bahut bahut dhanyabad mohan babu
@manaswinisahoo6357
@manaswinisahoo6357 4 сағат бұрын
ଓଡିଆ ଭାଷା ବ୍ୟାପକ ହେଉ ଘରେ ଘରେ, ଛୁଆ ପିଲାମାନଙ୍କ ମଧ୍ଯରେ ଓଡିଆ ଭାଷାର ଆଦର ହେଉ
@kartikmohanta8992
@kartikmohanta8992 6 сағат бұрын
OBC ର ୨୭% reservation ଓଡ଼ିଶା ରେ ଦିଆଯାଉ? ଖାଲି st, sc କୁ ଦେଲେ ହେବ OBC ର ଜନସଂଖ୍ୟା ୫୫% ଓଡ଼ିଶା ରେ
@anilbeheraanilbehera5791
@anilbeheraanilbehera5791 3 сағат бұрын
Good news sir🎉🎉
@sanjibswain97
@sanjibswain97 2 сағат бұрын
Very. Nice
@smrutiranjanroutray2787
@smrutiranjanroutray2787 4 сағат бұрын
❤❤❤❤
@youtubestar.aditya
@youtubestar.aditya 6 сағат бұрын
କଥା ବହୁତ୍ କହୁଛନ୍ତି କାମ କମ୍ କରୁଛନ୍ତି
@GHASIRAMPATRA-zm3ji
@GHASIRAMPATRA-zm3ji 5 сағат бұрын
Mohan ସରକାର ❤
@dakeshwarsabar5410
@dakeshwarsabar5410 31 минут бұрын
Jay mohan sarkar jay jagannath 🙏🙏 🙏🙏 🙏🙏 🙏🙏 🙏🙏
@manaswinisahoo6357
@manaswinisahoo6357 4 сағат бұрын
ଅତ୍ୟନ୍ତ ସଚ୍ଚୋଟ ଏବଂ ନିଚ୍ଛକ ମାନ୍ୟବର ମୁଖ୍ୟମନ୍ତ୍ରୀ । ଆମେ ପରମ ସୌଭାଗ୍ଯଶାଳୀ ଯେ ଏହିଭଳି ମନଲାଖି ମୁଖ୍ୟମନ୍ତ୍ରୀଙ୍କୁ ପାଇଛୁ
@jitendrabehera4249
@jitendrabehera4249 6 сағат бұрын
ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରୁଛୁ ବିଗତ ଦୀର୍ଘ ବାର ବର୍ଷ ହେବ outsourcong employe ଅବହେଳିତ କୁସ୍ଚିତ ଅବସ୍ଥା ରେ ଥାଇ ବି ସରକାର ଙ୍କ ର କାମକୁ ସୁଚାରୁ ରୂପେ କରି ଆସୁଛୁ ସେମାନଙ୍କୁ ନିଅମିତ କରନ୍ତୁ ସେଇ ଲୋକ ମାନଙ୍କ ଭିତରେ ଏମାନେ ଆସୁଛନ୍ତି ଏତିକି ଅନୁରୋଧ
@dibyasinghpanda4907
@dibyasinghpanda4907 3 сағат бұрын
Jai Jagannath swami Nayan path gami Bhabha tume.Prabhu Jagannath Bless to Our Hon’ble Chief Minister Sj.Mohan Charan Majhi For his future achievements.But one thing not compermise like Electcity matter by this Government.Please see this matter.
@SAHOOBABUVLOGS1997
@SAHOOBABUVLOGS1997 5 сағат бұрын
Good heart ❤️ person 🎉
@rahulkmr4144
@rahulkmr4144 5 сағат бұрын
Odisha ra mukhyamantri lokankara mukhyamantri mohan majhi
@niranjannayak3077
@niranjannayak3077 5 сағат бұрын
jay jagannath🙏🙏
@trilochanaprusty5631
@trilochanaprusty5631 6 сағат бұрын
BJP ❤❤❤❤❤❤
@ganitapathasala
@ganitapathasala 6 сағат бұрын
Ghosana patra re thila bardhakya vataa- 3500, 1.5 lakh job, 50000 per women as a Suvadra yojana, 300 units tak electric bill chada . Asabu kuade Mr. Mohan Babu?
@smrutiranjanroutray2787
@smrutiranjanroutray2787 4 сағат бұрын
Only bjp❤❤❤❤❤
@ripuchandrasahoo9279
@ripuchandrasahoo9279 4 сағат бұрын
ବେକାରୀ ସମସ୍ୟା ଦୂର କରିବା ପାଇଁ ଅନେକ ଯୋଜନା କରିବୁ କରିବୁ କହି କହି ଯୁବକ ମାନଙ୍କୁ ବୁଢ଼ା କଲେଣି... LTR, SSD ଆଉ ଅନ୍ୟନ୍ୟ ଶିକ୍ଷକ ପଦବୀ ଶୂନ୍ୟ ପଡିଛି...l private school ବଢି ଚାଲିଛି, govt school ବନ୍ଦ ହୋଇଚାଲିଛି..ସରକାର ଗରିବ ମାନଙ୍କର ମୌଳିକ ଅଧିକାର କୁ ଲୁଣ୍ଠନ କରିଚାଲିଛି l 😢😢 ବହୁତ ଆଶା ନେଇ ସରକାର change କରିଥିଲୁ..ଆଶା ଆଶାରେ ରହିଯିବ ବୋଲି ଲାଗୁଛି...l ମୁଖ୍ୟ ମନ୍ତ୍ରୀ ମହୋଦୟ ଦୟାକରି ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଦିଗରେ ଟିକିଏ ध्यान ଦିଅନ୍ତୁ..
@krushnachandramahanta3540
@krushnachandramahanta3540 3 сағат бұрын
ଆଗକୁ ସଫଳତା ଆମେ ସ୍ୱାଗତ କରୁଛୁ
@subaladharua345
@subaladharua345 5 сағат бұрын
God bless you mohan sir
@raajkumarpadhy9391
@raajkumarpadhy9391 4 сағат бұрын
November 26 ସ୍ଵାଧୀନତା ଦିବସ😂
@coolmuna143
@coolmuna143 3 сағат бұрын
Vote for BJP
@sanjeebpanigrahi747
@sanjeebpanigrahi747 4 сағат бұрын
ମୋହନ ବାବୁ ଜଣେ ସରଳ ଲୋକ ଏଥିରେ ଦ୍ବିମତ ନାହିଁ, କିନ୍ତୁ 6/ ମାସ ହେଲାଣି ଗୋଟିଏ ବି ପ୍ରତିଶୃତି ଠିକ ସେ ପାଳନ କରିନାହାନ୍ତି ଏ ସରକାର
@subodhchandrasoren6782
@subodhchandrasoren6782 7 сағат бұрын
ଶିକ୍ଷକ ନାହାନ୍ତି ଉନ୍ନତି କ'ଣ କରିବ
@sharavanmohapatra7802
@sharavanmohapatra7802 2 сағат бұрын
ପ୍ରଥମ କମେଣ୍ଟ ହେଲା ମୋର ୩୨ବର୍ଷ ବୟସ ହେଲା ତଥାପି ମୁଁ ଶୁଣି ଆସୁଛି ଆମର ରାଜ୍ୟରେ ୪.୫ କୋଟି ଲୋକ ଆମର କଣ ନବୀନ ଅଜା ଅମଳ ରୁ କମୁନି କି ବଡୁନି (କି ମୋହନ ଜେଜେ ଅମଳ ରେ ବି ସେଇ ୪.୫୦ କୋଟି କଣ ଏଇଟା ରାହୁଲ ଠାକୁଆ ଅମଳ ରେ ବଡିବ ନା କମିବ.....? Eita nesw18 odia ku mora prashna Apana bhai ପ୍ରତ୍ୟେକ୍ଷ ଭାବରେ ସମସ୍ତଙ୍କୁ ପ୍ରଶ୍ନ ପଚାରନ୍ତୁ(ବିଜେଡି,ବିଜେପି,କଂଗ୍ରେସ) ଯିଏ ବି ହଉ ଟିକେ ଉଦାରତା କମ୍ କରନ୍ତୁ
@MkumarSudhun
@MkumarSudhun 6 сағат бұрын
Bijili katha pachara
@ratikantrout6629
@ratikantrout6629 5 сағат бұрын
@akashkumarrout674
@akashkumarrout674 5 сағат бұрын
Odisha outsourcing heijaichi 😂😂😂😂
@RajendraSejpada
@RajendraSejpada 5 сағат бұрын
ବିଜୁଳି ଛାଡ଼ ଆଉ ଭତା ମିଳିନି
@indrakumarbehera5259
@indrakumarbehera5259 5 сағат бұрын
ସମାନ କାମକୁ ସମାନ ଦରମା କୁଆଡେ ଗଲା?...ପ୍ରାଇମେରୀ ଟିଚରଙ୍କୁ ୧୧୦୦୦ ଟଙ୍କା ମାସକୁ କାହିଁକି?
@dolagobindasahoo819
@dolagobindasahoo819 7 сағат бұрын
Oid age pension katha kuha joy bjp.
@akashkumarrout674
@akashkumarrout674 5 сағат бұрын
Outsourcing Odisha 😂😂😂😂😂😂😂
@Bapunbapun8409
@Bapunbapun8409 6 сағат бұрын
Cheatfund tanka kebe pheriba
@Jitusahu-c5h
@Jitusahu-c5h 5 сағат бұрын
Jia.pradhanamantri.amekara
@chandrasekharmohanta6334
@chandrasekharmohanta6334 4 сағат бұрын
କାମ କିଛି ନାହିଁ ଖାଲି ଗପ
@jeetgarada2687
@jeetgarada2687 5 сағат бұрын
Sir primary school teacher salary badantu.......
@biswajeetnayak5019
@biswajeetnayak5019 5 сағат бұрын
5T corruption ra investigation kebe start haba pacharileni Manash babu😢
@ramchandrasoren803
@ramchandrasoren803 4 сағат бұрын
300unit bijuli free kuade gola cm saheb
@shivasingh4522
@shivasingh4522 6 сағат бұрын
ସତନା ନଭେମ୍ବର 26 ସ୍ୱାଧୀନତା ଦିବସ 😂😂😂
@subashnaik826
@subashnaik826 4 сағат бұрын
Tama jibanare ke bhul kari nahi ki
@shyamsahu5765
@shyamsahu5765 5 сағат бұрын
ଲୋକଙ୍କର ମୁଖ୍ୟମନ୍ତ୍ରୀ ପ୍ରାଥମିକ ଶିକ୍ଷକମାନଙ୍କର କଥା କାହିଁକି ଶୁଣୁନାହାନ୍ତି😢୯୭୦୦ ରେ ଜଣେ ଶିକ୍ଷକ କିପରି ଅନ୍ୟ ରାଜ୍ୟରେ ଚଳିବ? ଦରମା ରେ ଏତେ ମତଭେଦ କାହିଁକି?
@pintumiku7993
@pintumiku7993 5 сағат бұрын
ଆଗରୁ କନ୍ ଅଣ୍ଡା ଉସୁମ ଉଥିଲା ନବୀନ କୁ କହିଲାନି
@Prasarna
@Prasarna 5 сағат бұрын
Sir Pharma industry pain kichhi korontu.❤
@RajiblochanJena-ld8ps
@RajiblochanJena-ld8ps 4 сағат бұрын
Keu samaya au kebe Jan sadharan dekha Kari pariba
@subaladharua345
@subaladharua345 5 сағат бұрын
Loakamane emiti bhala pauthanu sabudine mohan sir
@ramakrishnapradhan3945
@ramakrishnapradhan3945 5 сағат бұрын
Decission nei parunahanti ki CM heichanti
@kumars5923
@kumars5923 5 сағат бұрын
kandhamal pain kichi karantu no hele bjp o
@Allinone-zf7rw
@Allinone-zf7rw 6 сағат бұрын
Katha re kahidele habani
@paramanandamuduli4452
@paramanandamuduli4452 5 сағат бұрын
କଣ ଆଉ ନୁଆ କରିବେ କୁହନ୍ତୁ?
@mitaaabhoi3053
@mitaaabhoi3053 4 сағат бұрын
Sir 🙏🏼 MPHW F(ANM) mananku 2753 post ku kahiki joining diajau nahi final result baharibaru 4month bitigalani sir please 🙏🏼🙏🏼🙏🏼🙏🏼🙏🏼🙏🏼🙏🏼 jaldi joining diajau sir 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼😢😢
@swain21-d
@swain21-d Сағат бұрын
300 unit, Bijuli katha bhuligale ki BJP sarakar
@entrainmentrkdas4256
@entrainmentrkdas4256 5 сағат бұрын
Dina asiba loka Mohan Majhi nku khojibe
@arunakumardalei3271
@arunakumardalei3271 6 сағат бұрын
BJP = BJD
@deepakdas1073
@deepakdas1073 3 сағат бұрын
Bjp in odisa without a plan.... They only can say odia admits, sasmita, rasmita... Nothing else
@shisirkumarmalik8065
@shisirkumarmalik8065 5 сағат бұрын
Pandian ra kalakari kholiba kaba
@prasannapanda2740
@prasannapanda2740 5 сағат бұрын
6 month re bhala re rate badhi chalichi
@Sanand965
@Sanand965 6 сағат бұрын
Mohan sarakar outsourcing nursing officer mananku regular karajau
@arunakumardalei3271
@arunakumardalei3271 6 сағат бұрын
LTR post ra advertise bahara kariki postpone kariba kete dur thik.
@arunakumardalei3271
@arunakumardalei3271 6 сағат бұрын
Education re kichhi change nanhi
@rameshsenapati3169
@rameshsenapati3169 5 сағат бұрын
3000 bhata kuade gala mahan
@pintumiku7993
@pintumiku7993 4 сағат бұрын
ଦିଆ ଜୀବ ତୁ ବୁଢ଼ା ହେଲେ ସିନା
@bickyyyyyy683
@bickyyyyyy683 4 сағат бұрын
Weak Government Weak Decision No Employment Price hike Education with vacant post and teacher salary 9k Only Speeches 🎉
@Sonyrajesh123-
@Sonyrajesh123- 5 сағат бұрын
Vhata qustin pacaribaku kan sisumandira sar dar laguchi?
@sudhakarnayak2958
@sudhakarnayak2958 6 сағат бұрын
Jay BJP sarkaar jidha Badha CM Mohan saab Jay Odisha bace Jay Bjd Dush hora hay Hogha Jay BJP sarkaar Jay BJP Jay Sri ram
@tikchandisari3648
@tikchandisari3648 2 сағат бұрын
Line biil free kahithila Kua de gala kama re Nahi Katha a6e potato kg 40 ru50 oil prices 160 gariba loka nku ahiran karuchi BJP michua behiman chora atal Bihari ru sika manabikatha sika work is a God
@dksahu5541
@dksahu5541 5 сағат бұрын
Magana jojana ODISHA ra kichi hebani
@niranjanmandal2713
@niranjanmandal2713 5 сағат бұрын
ସେତେବେଳେ କୁ ଆପଣଙ୍କ ର ସରକାର ରହିଥିବଟି।
@subashnaik826
@subashnaik826 4 сағат бұрын
Bjd gala
@Jitusahu-c5h
@Jitusahu-c5h 5 сағат бұрын
Manasa.babu.cm.ka.pakhare.phell
@shankhanadpadhan8788
@shankhanadpadhan8788 6 сағат бұрын
Equal pay for equal work,kuade gala?
@ajitkumarpanda9948
@ajitkumarpanda9948 Сағат бұрын
Godi media ra bahut vala scripted interview
@LaxmanTudu-t7c
@LaxmanTudu-t7c 7 сағат бұрын
BJP Jindabad❤❤❤❤❤
@RunilataSamal
@RunilataSamal 5 сағат бұрын
Apana sadharana paribaru asilebi apana mukhyamantri tenu aana jaha karu hanti bhala karuchanti agaku madhiya bhala karibe kintu kichi lokanka pai apana bohut sadhara hei jauchati riquste karibi apan strite huantu au nabin patenayke chaliki galabele jemiti samaste chidha hoipadanty semiti sara odisa madhiya dekhi Baku chahuchaty
@rameshsenapati3169
@rameshsenapati3169 5 сағат бұрын
Godi media
@ganitapathasala
@ganitapathasala 6 сағат бұрын
Apanaku b bahut jaldi adei debe?
@Allinone-zf7rw
@Allinone-zf7rw 6 сағат бұрын
Kn karicha kahiba
@swainashok8730
@swainashok8730 6 сағат бұрын
ଆଳୁ 50 cm କହିଛନ୍ତ ଲୋକଙ୍କ ସରକାର
@pintumiku7993
@pintumiku7993 4 сағат бұрын
ନା ମାଗଣାରେ ଖାଇବୁ
@swainashok8730
@swainashok8730 4 сағат бұрын
@pintumiku7993 tu dabu ki
@pintumiku7993
@pintumiku7993 3 сағат бұрын
@@swainashok8730 ହିଁ
@pintumiku7993
@pintumiku7993 3 сағат бұрын
5ଟଙ୍କା ରେ 5t ଟେ୍ନୋଲୋଜୀରେ
@shankhanadpadhan8788
@shankhanadpadhan8788 5 сағат бұрын
how is it possible to develop education system in odisha with a salary of only 11000 rupees to primary teacher(JTS)?
@GaneshChandraRana-j9c
@GaneshChandraRana-j9c 4 сағат бұрын
❤❤❤
@manaswinisahoo6357
@manaswinisahoo6357 3 сағат бұрын
ଓଡିଆ ଭାଷା ବ୍ୟାପକ ହେଉ ଘରେ ଘରେ, ଛୁଆ ପିଲାମାନଙ୍କ ମଧ୍ଯରେ ଓଡିଆ ଭାଷାର ଆଦର ହେଉ
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН
BAYGUYSTAN | 1 СЕРИЯ | bayGUYS
36:55
bayGUYS
Рет қаралды 1,8 МЛН
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 16 МЛН
Article 370 & 35-A : Jammu-Kashmir (1947 to 2019) by Dr. @vikasdivyakirti
3:22:40
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН