Contractors Allege Extortion by Assistant Engineer in Odisha

  Рет қаралды 107,311

OTV

OTV

Күн бұрын

#ଜେଲ୍_ଗଲେ_ଜଟଣୀର_ଯନ୍ତ୍ରୀ_ମାଡାମ୍
ଫାଇଲରେ ଦସ୍ତଖତ ହେଉ ଅବା ବିଲ୍ ପାସ୍, ସହକାରୀ ଯନ୍ତ୍ରୀ ମାଡାମଙ୍କର ଥିଲା ପୁଳା ପୁଳା ଡିମାଣ୍ଡ। ପ୍ରଥମେ ତୁଣ୍ଡକୁ ଟିକେ ଦେଶୀ ଆମିଷ ପରେ ପକେଟକୁ ପିସି। ନହେଲେ ଆଗକୁ ଯିବାକୁ ଦେଉନଥିଲେ ଫାଇଲ୍। ଭିଜିଲାନ୍ସ ଜାଲରେ ପଡି ବନ୍ଧା ହୋଇଥିବା ଜଟଣୀ ବ୍ଲକ୍ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କ ବିରୋଧରେ ଖୋଲିବାରେ ଲାଗିଛି ଅଭିଯୋଗର ଲମ୍ବା ଫର୍ଦ୍ଦ
#VigilanceRaid #Khurdha #asistantengineer #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 358
@prabhatmishra7157
@prabhatmishra7157 2 ай бұрын
ଏ ବି ଗୋଟେ ଅପରାଧିକ କାର୍ଯ୍ୟ ଏଣୁ ଏହାଙ୍କୁ ସବୁ ଦିନ ପାଇଁ ଚାକିରି ରୁ ବହିଷ୍କାର କରିବା ଉଚିତ୍
@dr.surendranathdash8861
@dr.surendranathdash8861 2 ай бұрын
Thanks new chief minister sir,please continue
@odishamix7042
@odishamix7042 2 ай бұрын
ଖଜୁରି ଗଛର କି ଗୁଣ ଗାଇବି ମୁଳରୁ ପାହଚ, ପାହଚ... ଆହୁରି ଅନେକ ଅଛନ୍ତି ଧରି ପାରିଲେ ହେଲା... 😅😅😅😂
@SandhyaraniDas-yb4fq
@SandhyaraniDas-yb4fq 2 ай бұрын
@@odishamix7042 😂😂😂
@subashchand4241
@subashchand4241 2 ай бұрын
ସେ ଠିକାଦାର ଙ୍କୁ salute...
@bipinbiharipatra9480
@bipinbiharipatra9480 2 ай бұрын
ମାଗଣା ଖାଇ ଖାଇ ବଢିଆ ଚେହେରା କରିଛନ୍ତି ମାଡାମ।
@essaysandletters9722
@essaysandletters9722 2 ай бұрын
Tora kahinki kundei houchi ??
@prakashkhatua2486
@prakashkhatua2486 2 ай бұрын
ମାଈ ଇଲିସି ଭଳିଆ ହେଇଚି
@smartcollection..3098
@smartcollection..3098 2 ай бұрын
ଇଏ ସବୁ ବିଜେଡି ର କେଳେଙ୍କାରୀ
@Ab00783
@Ab00783 2 ай бұрын
Bjp re sabu suna munda guda achhanti😂
@prasantkudas3438
@prasantkudas3438 2 ай бұрын
ଏତେ ପ୍ରକାରର ଖାଇଛି ଜିନିଷ ସେଭଳି ହୋଇଛି
@sambitRaz-ow3ri
@sambitRaz-ow3ri 2 ай бұрын
@@prasantkudas3438 ତମେ ଗେହିବ କି ??
@pinakdas5663
@pinakdas5663 2 ай бұрын
ଏମାନଙ୍କୁ ଗିରଫ ନ କରି ସିଧା ଫାସୀ ଦିଆଯିବା ଆବଶ୍ୟକ
@AsishKumar-qw2xu
@AsishKumar-qw2xu 2 ай бұрын
ଏମିତି ଚଢାଉ ହେଲେ ଆହୁରି ଅନେକ ନିବେଦିତା ବାହାରିବେ
@Mahanpreet
@Mahanpreet 2 ай бұрын
All engeneers must be under vigilance radar.
@SidharthMishra99
@SidharthMishra99 2 ай бұрын
Yess
@deviprasad8319
@deviprasad8319 2 ай бұрын
ଖଜୁରୀ ଗଛର ମୂଳରୁ ପାହାଚ ପାହାଚ। ଭିଜିଲାନ୍ସ ରାଡରରେ କାହାକୁ ରଖିବ। ଲୋକ ଯେତେବେଳେ ଆଇନ ହାତକୁ ନେବେ ସବୁ ସମସ୍ୟାର ସମାଧାନ ହେବ। କେତେ ଜଗିଲେ ବି ବାବୁମାନେ ବାଡ଼ ଭାଙ୍ଗି ଖାଇବେ। ହାଡ ଗୋଡ଼ ଭାଙ୍ଗୁଥିବ ହେଲେବି ପ୍ରକୃତି ବଦଳିବନି। ମାଡ଼ ଭୟରେ କିଛି ଦିନ ଦବି ଯିବେ। ପୁଣି ପୁନଃ ମୁଷିକୋ ଭବ।😂😂😂😂😂
@anshumanchanel1042
@anshumanchanel1042 2 ай бұрын
Good job mohan ji ❤❤
@DharanidharSahu-w1r
@DharanidharSahu-w1r 2 ай бұрын
ଏଇ ବଜାରକୁ ଟୋକା ଦରକାର୍
@maushumisoy904
@maushumisoy904 2 ай бұрын
ଲାଞ୍ଚ ଖାଇବା , ଜନ୍ତ୍ରୀଙ୍କର ଅଭ୍ୟାସ, ଲାଞ୍ଚ ନେବା ତାଙ୍କର ପେସା, ସରକାରୀ ଚାକିରିରୁ ବାହାର୍ କରିଦେବା କଥା, ଏହି ପ୍ରକାର ଲୋକଙ୍କ ରକ୍ତରେ ଲାଞ୍ଚ ଖାଇବାର ଜିନ୍ ଥାଏ, କାରଣ ଏମାନେ ବ୍ରିଟିଶ୍ ଶାସନ କାଳରେ ବ୍ରିଟିଶ ମାନଙ୍କର ଗୋଲାମୀ ଗିରି କରୁଥିଲେ,
@tofan8406
@tofan8406 2 ай бұрын
ନିୟମ ଆହୁରି କଠୋର ହେବା ଦରକାର। ଏଇଭଳି କାମ ଯିଏ କରୁଛି ଫାଶୀ ହେବା ଦରକାର। ଲୋକେ ପଚାଶ ଥର ଭାବିବେ। ଏ କାମ କରିବାକୁ।
@biswa1327
@biswa1327 2 ай бұрын
Mamdam କଣ ଭୁଲ କଲେକି ତାଙ୍କର ଟିକେ ଖାଦ୍ୟ ପ୍ରତି ଦୃର୍ବଳତା ଥିଲା, ତାପରେ କାମଭାରର ଯୋଉ ଚାପ ଟିକେ ରିଲାକ୍ସ ନ କଲେ କେମିତି ହେବ. ଆପଣ ସାମ୍ବାଦିକ ଭାଇମାନେ ଖାଲି ଜିରାରୁ ଶିରା କାଢୁଛନ୍ତି...
@Stutee24
@Stutee24 2 ай бұрын
@@biswa1327 😂😂😂
@odishacarpenterfinnish
@odishacarpenterfinnish 2 ай бұрын
ଆରେ ଭାଇ 10℅ସତ, 90℅ମିଛ, କାରଣ ସିଏତ ଲାଞ୍ଚ ନେଉଥିଲା, ସିଏ କଣ ମାଛ, ମଟନ୍, ନିଜେ ଆଣିକି ଖାଇପାରି ନ ଥାନ୍ତା, ଏ ସଳା କୁ ମାଗିଥିଲେ ବୋଧେ ସବୁ ମିଡିଆ ମାଘିଆ
@sambitRaz-ow3ri
@sambitRaz-ow3ri 2 ай бұрын
@@biswa1327 ବେଧେଇ ବିଆ ରେ କଞ୍ଚା ଲଙ୍କା ଘସା ଯାଉ,
@sambitRaz-ow3ri
@sambitRaz-ow3ri 2 ай бұрын
@@biswa1327 ପେଳିଆ
@The_one_and_onlyyyy
@The_one_and_onlyyyy 2 ай бұрын
Aau 1 jou maaguchhanti, seita kan ??
@ashokkumarpal596
@ashokkumarpal596 2 ай бұрын
ଖାଲି କଣ ସେ ଦୋଷୀ ,bdo କଣ କିଛି ଜାଣି ନ ଥିଲେ ,ହଉ ଯାହାତ ହେବାର ଥିଲା ହେଲା ଏବେ ମାଡାମ ଙ୍କୁ 4/6 ମାସ ଜେଲ ର ରଖିଦିଅ ,ସବୁ ଖାଇବାକୁ ମିଳିବ .
@minatijena9049
@minatijena9049 2 ай бұрын
Verygood.govt
@manojnayak5933
@manojnayak5933 2 ай бұрын
ତାକୁ ସମସ୍ତେ ଥରେ ଅଧେ ଗେହିବା କଥା
@HappyBaseballEquipment-dl8ni
@HappyBaseballEquipment-dl8ni 2 ай бұрын
👍👍👍
@suryakantapattanaik1815
@suryakantapattanaik1815 2 ай бұрын
Yes 👍
@premtoppo882
@premtoppo882 2 ай бұрын
1st mu gehibi😂😂😂 choddi choddi ki gandi laal kardebi
@SaileshDehuri
@SaileshDehuri 2 ай бұрын
😂😂😂😂😂😂
@harischandrabadatya5850
@harischandrabadatya5850 2 ай бұрын
Haaaaa haaaaa haaaaa haaaaa haaaaa haaaaa haaaaa
@saratchandrakanhar2422
@saratchandrakanhar2422 2 ай бұрын
ଭଲ ହେଇଛି
@PaikmalYoungStarGroup
@PaikmalYoungStarGroup 2 ай бұрын
All Engineer need to under scanner in Odisha government
@SidharthMishra99
@SidharthMishra99 2 ай бұрын
ତାହେଲେ ଲେଖା ଛିଡି ଗଲା But Strict action hau,Compromise na hau
@essaysandletters9722
@essaysandletters9722 2 ай бұрын
To stree upare nuhe je compromise haba
@SidharthMishra99
@SidharthMishra99 2 ай бұрын
@@essaysandletters9722 ଏଇ ତ ଛୋଟ ପ୍ରକୃତି ଗଲାନି।ଆଇନ ର କେତେ ବାଟ।Arret ହେବା ମିଡିଆ trial End ନୁହେଁ କୋର୍ଟ trial bi ଅଛି।ତୋ ସ୍ତ୍ରୀ ବେଧ ବୋଲି କଣ ସମସ୍ତଙ୍କୁ ସେଇଆ ଭାବୁଚୁ । ଏମିତି ନୁହେଁ ତ ସେ ମହାନ୍ତିଆନି ସହ ତୋର ରାତି ରେ ଘପଘପ୍ ଚାଲିଥିଲା ।କହିବ ରୁ ବଧୁଚି
@SidharthMishra99
@SidharthMishra99 2 ай бұрын
@@essaysandletters9722 Kai sie to maipa ki tate kana dauthila,aau tu Chicken mutton Dauthilu
@essaysandletters9722
@essaysandletters9722 2 ай бұрын
@@SidharthMishra99 Tu kahinki eithi chodi hauchu
@essaysandletters9722
@essaysandletters9722 2 ай бұрын
@@SidharthMishra99 Chade to sahita jhagada karibini. Taku kali bail milijiba
@narayanpradhan2325
@narayanpradhan2325 2 ай бұрын
this contractor is also a culprit. He might have earlier given more money to others and done worst work for public. He now shows his dignity by this way
@prakashkumarjena.babusan.n3760
@prakashkumarjena.babusan.n3760 2 ай бұрын
ଭଲ ହୋଇଛି.. ଜୟ ବିଜେପି 🙏🙏🙏🙏
@ParameswarpradhanPipu-mp4cv
@ParameswarpradhanPipu-mp4cv 2 ай бұрын
Good decision
@purnashahu1289
@purnashahu1289 2 ай бұрын
ବଡ଼ ବଡ଼ ଲୋକ ଗେହିଁଛନ୍ତି ତାଲାଗି ରାତିଭଡା ଆଦାୟ କରାଯାଇଛି ଏବେ ପୋଲିସ ବାଣ୍ଡ ଚାଖିବ
@essaysandletters9722
@essaysandletters9722 2 ай бұрын
Han jemiti mun to maa aau stree ku gehinchi
@JAGANNATHJENA-n9l
@JAGANNATHJENA-n9l 2 ай бұрын
Tama 2taa jaka param mg
@JAGANNATHJENA-n9l
@JAGANNATHJENA-n9l 2 ай бұрын
😂😂😂
@sambitRaz-ow3ri
@sambitRaz-ow3ri 2 ай бұрын
@@purnashahu1289 ବେଧେଇ ବିଆ ରେ କଞ୍ଚାଲଙ୍କା ଘସା ଯାଉ,,
@prashantasahoo6272
@prashantasahoo6272 2 ай бұрын
ଏ ବିଆ ଛୋଡ଼ିର ବିଆରେ ତତଲା ରଡ଼ ପୁରେଇ ଦିଅ,ଯେପରିକି ବିଆଟା ଗାଣ୍ଡି ପଟେ ବାହାରିପଡିବ
@manojkumarsingh6285
@manojkumarsingh6285 2 ай бұрын
Yes 💯 thik
@JayadrathaBehera-u6i
@JayadrathaBehera-u6i 2 ай бұрын
ନାରୀ ମାୟା ବଢି ପାଣି BRAMHAN ଯେ ନ ପାରନ୍ତି ଜାଣି 🙏
@kalyanpanda5885
@kalyanpanda5885 2 ай бұрын
ସୁନ୍ଦରୀ ଅନ୍ୟ ବେପାର ବି କରୁଥିବ
@ajayadas7142
@ajayadas7142 2 ай бұрын
ଆମ ରାଜ୍ୟରେ ବହୁତ ଭଲ ଯନ୍ତ୍ରୀ ଅଛନ୍ତି। ଏଭଳି , କଳୁଷିତ ଲୋକଙ୍କୁ ବହିଷ୍କାର କର ।
@laxmidharbarik5867
@laxmidharbarik5867 2 ай бұрын
ଶଳା ମାଧିଆ ମାଇକିନା ତୁ ପବ୍ଲିକ ସର୍ଭେଣ୍ଟ ତୁ ଶଳା ପିସି ମଗୁଛୁ ତୁ ଶଳା ଲାଞ୍ଚ ମାଗୁଛୁ ଭାଇ ମାନେ ସମସ୍ତେ ମିଶି ପେଲ
@manojkumarsingh6285
@manojkumarsingh6285 2 ай бұрын
Yes 💯 pelo
@satyabratasethi444
@satyabratasethi444 2 ай бұрын
Bhala heichi 👍🏻👍🏻
@bhagabatabehera332
@bhagabatabehera332 2 ай бұрын
Good News 👍
@sanjayakumargachhayat9026
@sanjayakumargachhayat9026 2 ай бұрын
ତାହେଲେ ତା କଲିଜା ଟା ଅତି ଉତ୍ତମ ହୋଇଥିବ।
@entertainment4you...974
@entertainment4you...974 2 ай бұрын
ମୋହନ ସରକାର ଙ୍କୁ ଅନୁରୋଧ ଏଭଳି ବହୁତ ଚୋର ଅଛନ୍ତି ଏମାନଙ୍କୁ arrest କରି ଫାଶୀ ଦିଅନ୍ତୁ......
@chintunanda1507
@chintunanda1507 2 ай бұрын
These officers need strong punishment,but government very weak against them
@sunilratha1532
@sunilratha1532 2 ай бұрын
ଏଭଳି ମହିଳା ମାନଙ୍କୁ ଉଭୟ ସମ୍ମୁଖ ଏବଂ ପାଶ୍ଚାତ ଭାଗରେ ମଝି ଗୋଡ଼ିଆ ଲାତ ଦରକାର।
@prakashchandrarout.9136
@prakashchandrarout.9136 2 ай бұрын
କେବେ ମୋଡା ଘଷା କରିବାକୁ କହୁ ନ ଥିଲେ ।
@pramodpradhan8792
@pramodpradhan8792 2 ай бұрын
Emiti aau 1000 1000 Achanti odisha re
@biswanathsethi8499
@biswanathsethi8499 2 ай бұрын
Madam nka lovo je etay lovo tanku nai gala jell vitaraku
@dolagobindajena6404
@dolagobindajena6404 2 ай бұрын
Jay jagannath🚩 very good sir
@jaydhanraj8864
@jaydhanraj8864 2 ай бұрын
ୟେ ମାନଙ୍କ ଯୋଗୁ ଗରିବ ହଇରାଣ ହେଉଛନ୍ତି ......ସିଧା ଫାଡ଼ି ଦିଅ ୟେ ଭଳି ଲୋକଙ୍କୁ .... ଜେଲ ରେ ରଖି ଗରିବ ଙ୍କ ଟ୍ୟାକ୍ସ ପଇସା ରେ ଖାଇବାକୁ ଦେଇ ଆଉ ନଷ୍ଟ କରନାହିଁ .....କିଛି ଦିନ ପରେ ପଇସା ଦେଇ ବେଲ ରେ ଆସିଯିବ ......ଆଉ.......
@essaysandletters9722
@essaysandletters9722 2 ай бұрын
Tu Balo tax kahinki dauchu ?? Desha chadiki pala
@shakaharipruthivi8696
@shakaharipruthivi8696 2 ай бұрын
ନବୀନ ସରକାର ର ଏ ସାଧାରଣ ମାଛ ଟିଏ। ନବୀନ, ପାଣ୍ଡୁ କଣ କଣ ନ କରିଛନ୍ତି ? କେବେ ସେମାନଙ୍କ ପେଡ଼ି ଖୋଲିବ ? ଏ ପିସି ବ୍ୟବସ୍ଥା ତ ଶାସନ। ଜନତା କୁ ଶୋଷଣ କରିବା ହିଁ ଶାସକ ଓ ଅମଲାତନ୍ତ୍ରର ପାରିବା ପଣିଆଁ। କାମ ଅଛି ମାନେ ଦେବାକୁ ହେବ। ଦେଲେ ମିଳିବ। ଏହା ହିଁ ଦୁର୍ନୀତି ର ମହା ମନ୍ତ୍ର। ଯେତେବେଳ ପର୍ଯ୍ୟନ୍ତ ଉପର ମୁଣ୍ଡ ରୁ ପରିବର୍ତ୍ତନ ହୋଇ ନାହିଁ ସେତେବେଳ ପର୍ଯ୍ୟନ୍ତ କିଛି ବି ହେବ ନାହିଁ।
@KundanKumar-jt2yd
@KundanKumar-jt2yd 2 ай бұрын
third grade mentality officerthird grade family also
@Donor_Mickyak
@Donor_Mickyak 2 ай бұрын
Very good 👍
@HarishchadraSahu
@HarishchadraSahu 2 ай бұрын
Very good ❤❤❤❤
@TapanPatra-k9v
@TapanPatra-k9v 2 ай бұрын
👍 best of luck
@INTERNET-w3l
@INTERNET-w3l 2 ай бұрын
Good Action❤❤❤❤❤❤
@debabratasahu8019
@debabratasahu8019 2 ай бұрын
Good action.
@hatakeswarbehera3629
@hatakeswarbehera3629 2 ай бұрын
Very good
@KrushnaMuduli-yu6nv
@KrushnaMuduli-yu6nv 2 ай бұрын
Ete.dela.bantalakadali.tike.delani.seta.khai.didi.tike.susta.rahithante
@Virus148-u
@Virus148-u 2 ай бұрын
Emiti jane nuhe hajar hajar officer achanti odisha re
@ramaniranjanswain711
@ramaniranjanswain711 2 ай бұрын
ଲାଞ୍ଚ ନେଇ ଧରାପଡନ୍ତି ପୁଣି କୋର୍ଟ ରେ ଲାଞ୍ଚ ଦେଇ ଓ ସରକାରୀ ଓକିଲଙ୍କୁ କିଣି ଦେଇ ଖସି ଯାଆନ୍ତି ।
@tareekballa821
@tareekballa821 2 ай бұрын
Good job..
@GaneshPande-ol7kj
@GaneshPande-ol7kj 2 ай бұрын
ନିବେଦିତା ମହାନ୍ତି କୁ ସମସ୍ତେ......? ଶୂନ୍ୟ ସ୍ଥାନ ପୂରଣ କରନ୍ତୁ
@skaifoundation8120
@skaifoundation8120 2 ай бұрын
Shameful and Shameless educated......🙏 Prabhu 🙏.
@foodvillagebylipu
@foodvillagebylipu 2 ай бұрын
ଘୋଡା ଗେହ କୁ ମାଳିସାହିରେ ଲଙ୍ଗଳା କରାଯାଉ
@EngineersChoiceAnyday
@EngineersChoiceAnyday 2 ай бұрын
ଏମିତି ବହୁତ କିରାଣୀ ମାନେ ବି ଅଛନ୍ତି, ବିନା ପଇସା ରେ file ଘୁଂଚିବନି, କିନ୍ତୁ ସେମାନେ ଜଣା ପଡନ୍ତି ନାହିଁ
@puspanjalipradhan3336
@puspanjalipradhan3336 2 ай бұрын
ଭଲ ହେଲା
@Jrpaida
@Jrpaida 2 ай бұрын
Jail re to bapa ro pelo 2 ta khaibu
@tarakiranpatnaik1049
@tarakiranpatnaik1049 2 ай бұрын
😂😂
@essaysandletters9722
@essaysandletters9722 2 ай бұрын
Tu nija stree aau ma ku sambhale. Khali mo pelo khauchanti. Aau besi chodi honi
@skdcreation2839
@skdcreation2839 2 ай бұрын
Giha ଟିକେ ଦେଲେ ଜେଲ ହେବ ନାହିଁ 😂🤣😁😁😁😂😂🤣
@MSShreeSalesAndManufacturers
@MSShreeSalesAndManufacturers 2 ай бұрын
Thik heichi
@dr.bhabeshbiologyhub2699
@dr.bhabeshbiologyhub2699 2 ай бұрын
Jail without bail
@rashmiranjanmohapatra9651
@rashmiranjanmohapatra9651 2 ай бұрын
Jatni area re au bi bahut achanti pc officer samastu nku dhara jau.
@rajendramurmu6644
@rajendramurmu6644 2 ай бұрын
Good achha huyi
@NarayanGond-gz3bn
@NarayanGond-gz3bn 2 ай бұрын
ଓଡ଼ିଶାରେରେଡ ପଇସା କେତେ ହେଲା ସରକାର ଜଣାଇ ନାହାନ୍ତି କାହିଁକି
@purnachandraseth3048
@purnachandraseth3048 2 ай бұрын
Good..
@SubhasmitaSarangi-xe5ci
@SubhasmitaSarangi-xe5ci 2 ай бұрын
ଏମାନେ ହେଲେ ଶିକ୍ଷୀତ ଆଉ ଯୋଗ୍ୟ ଛି
@user-cu3xq7pt4z
@user-cu3xq7pt4z 2 ай бұрын
ଏବେ ଜେଲ୍ ରେ ଚିଗୁଡ଼ି ଖାଇବା ବସିକି 😁😁
@jitendra33453
@jitendra33453 2 ай бұрын
ଧରିବା ପରେ ସେ ସବୁ ସରକାରଙ୍କ ଅଧୀନରେ ଅଛି ନାଁ ଫୁଣି ଦେଏ ଦେଉ ଛନ୍ତି
@rajatkumarnaik2614
@rajatkumarnaik2614 2 ай бұрын
ପଇସା ଦେଇ ସେକ୍ସ କରୁଥିଲେ ବୋଧେ କଂଟ୍ରାକଟର ମାନେ
@rajeshjena9812
@rajeshjena9812 2 ай бұрын
ସେ ଘୋଡା ଗେହୀ କୁ କଲିକତା ସୁନକାଚି ପଠେଇ ଦିଅ !
@duryodhanmahanta7766
@duryodhanmahanta7766 2 ай бұрын
ଏଥର ଶୁଖୁଆ ଖାଇବୁ ଯା। ହାୟରେ ଜୀବନ।
@Chittaranjanbarik-q3c
@Chittaranjanbarik-q3c 2 ай бұрын
ରାଜ୍ୟର ଗୋଟିଏ କଳଙ୍କ ଜେଲ ଦଣ୍ଡ ମିଳିଲା
@padmansathua6971
@padmansathua6971 2 ай бұрын
ତାର ସବୁ ସମ୍ପତ୍ତି ଜବତ କରି ଜେଲ ପଠାଯାଉ।
@baruncreation8489
@baruncreation8489 2 ай бұрын
ଆମ ବ୍ଲକ ରେ ବି ଏମିତି ହେବା ଦରକାର ଆମ ବ୍ଲକ ରେ ବି JE ; VLW ; assistant JE ବହୁତ ନେଉଛନ୍ତି
@saktisethy9204
@saktisethy9204 2 ай бұрын
ଏବେ ବି ଲୋକ କହିବେ ଜାଣି ଶୁଣି ସରକାର ଏମିତି କରୁଛି, ସବୁ ଠିକ୍ କରୁଛି ବର୍ତ୍ତମାନ ସରକାର, ଯୋଉ ଗୋଡ଼ରେ ଗୋଡ଼ ରଖି ମାଗଣା khaeki ୨୫ ବର୍ଷ କାଳ ରଙ୍ଗ ଦେଖାଉଥିଲେ,ଏବେ ସେ ରଙ୍ଗ change କରାଯିବ, ଯିଏ ପ୍ରକୃତ ସାହାର୍ଯ୍ୟ ର ଅଧିକାରୀ ତାକୁ ସରକାର ଙ୍କ ସହାୟତା ମିଳିବ, କାମ କର ରୋଜଗାର କର ଖାଅ, ଅଧିକ ଲୋକ ମାନଙ୍କର ଏବେ ପ୍ରବଳ ପୋଡୁ ଥିବ।😂😂😂 ସେଥି ପାଇଁ ତ ଓଡ଼ିଶାରେ ଏତେ ସବୁ ଥାଇକି ବି ଓଡ଼ିଶା ଦରିଦ୍ର ରାଜ୍ୟରେ ଗଣତି ହଉଛି।
@SantoshSantosh-ol2sq
@SantoshSantosh-ol2sq 2 ай бұрын
Good 👍
@BINDUMATINAYAK-uu8cl
@BINDUMATINAYAK-uu8cl 2 ай бұрын
Good 👍 jail ❤❤❤
@AshokKBarik
@AshokKBarik 2 ай бұрын
Very unfortunate....
@gangadharsatapathy316
@gangadharsatapathy316 2 ай бұрын
ଖାଇବାରୁ ଚେହେରା ବଜାୟ ରଖିଛି। ଧିକ୍ ତୋ ଛାଣ୍ଟା କୁ 😢😢
@kishanhembram1300
@kishanhembram1300 2 ай бұрын
All over odisha engineer PC .this right
@luckydesign6935
@luckydesign6935 2 ай бұрын
Bbsr ରେ ଯେତେ ବଡ ବଡ କୋଠା ସେମାନଙ୍କୁ ଧରନ୍ତୁ ସବୁ ଓଡିଶା property
@ArunaMoharana-q1e
@ArunaMoharana-q1e 2 ай бұрын
ପ୍ରାୟ ମାଇକିନା ଚାକିରିଆ ଏ ଇ ଭଳିଆ ଅଛନ୍ତି
@subhrajyoti7809
@subhrajyoti7809 2 ай бұрын
ଆଗରୁ ଅଭ୍ୟାସ ଅଛି ଆଉ
@ManojkumarSingh-mp9gb
@ManojkumarSingh-mp9gb 2 ай бұрын
Good
@cricketking2894
@cricketking2894 2 ай бұрын
Sabuthu besi khusi ta relative au Sai padisa hauthibe😂😂
@manojbabu6690
@manojbabu6690 2 ай бұрын
👍
@Bedhuacuttackia
@Bedhuacuttackia 2 ай бұрын
Sabu JE and sabu Chief Engineer nka investigation hau.
@amrjitbiswal7243
@amrjitbiswal7243 2 ай бұрын
ଘୁଡଗେହି ଟଙ୍କା ଖାଇ ଜେଲରେ ଯାଇକିନା ମରଇ ହେବୁ
@maminasingh2299
@maminasingh2299 2 ай бұрын
Very nice product
@essaysandletters9722
@essaysandletters9722 2 ай бұрын
To stree aau maa ta pura one piece. Ekdum 5 star
@luckydesign6935
@luckydesign6935 2 ай бұрын
ଯାଉ jail ଯାଉ
@KaluPanigrahi
@KaluPanigrahi 2 ай бұрын
What a blame
@narayansahoo975
@narayansahoo975 2 ай бұрын
All sarkai office re lancha dele Kam heba
@BabaJCBBaba-e8w
@BabaJCBBaba-e8w 2 ай бұрын
ସେଇ ଆଇଁଷିଆ ମାଡାମ୍ କୁ ଟିକେ ବାଳ କାଟିକି ଖାସି ଖୁଆଇବ ରେ,,,,,🤪
@jayajagadishsahoo55
@jayajagadishsahoo55 2 ай бұрын
Sabu block re thiba JE BDO pc nei ajasra kaladhana ra malik hei basichhanti . Vigilance Ed e samasta nka ghara raid karu .
@kunal6771
@kunal6771 2 ай бұрын
Sabu department re hauchi corruption Au subordinate mana nku personal kamare lagu chhanti ei officer mane
@ManojaManoj1977
@ManojaManoj1977 2 ай бұрын
ସାବୁ ଖାଦ୍ୟ ତ ଖାଇଚ୍ଛ ଜେଲେ ଖାଦ୍ୟ ଟିକିଏ ଖାଆନ୍ତୁ
@Nihar154
@Nihar154 2 ай бұрын
ଧର ମାଆ ଗିୟ ମାନ ଙ୍କୁ A ଗୁଦେସେଣ୍ଟୀ ମାନାକୁ
@BijayaBehra-i6v
@BijayaBehra-i6v Ай бұрын
ମାଗଣା ଖାଇ ଭଲରଖିଚ଼ି ସ୍ଵାସ୍ତ
@ratikantapadhihari4646
@ratikantapadhihari4646 2 ай бұрын
ଆଉ kn jadi madam ଙ୍କର darkar ଦିଅ ଗୋଟେ ବିଷ ବୋତଲ ଦିଅ
'ଟଚ୍ କଣ କରୁଛୁ ବେ'
14:34
OTV
Рет қаралды 2,8 МЛН
REAL 3D brush can draw grass Life Hack #shorts #lifehacks
00:42
MrMaximus
Рет қаралды 11 МЛН
Synyptas 4 | Арамызда бір сатқын бар ! | 4 Bolim
17:24
Seja Gentil com os Pequenos Animais 😿
00:20
Los Wagners
Рет қаралды 28 МЛН
Officer Rabbit is so bad. He made Luffy deaf. #funny #supersiblings #comedy
00:18
Funny superhero siblings
Рет қаралды 19 МЛН
Reality of Ajit Doval
36:43
Nitish Rajput
Рет қаралды 12 МЛН
REAL 3D brush can draw grass Life Hack #shorts #lifehacks
00:42
MrMaximus
Рет қаралды 11 МЛН