Рет қаралды 23,457
ମୁହଁ ଇସ୍ପାତ, ଆଉ ପଛ ସନିପାତ। ଏହା ହେଉଛି ବିଜେଡି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥିତି। ପାର୍ଲାମେଣ୍ଟରେ ଦଳର ଆଭିମୁଖ୍ୟ ନେଇ ଆଗରେ ଯେତେ ବଡ଼ ବଡ଼ କଥା କୁହନ୍ତୁ ପଛେ ଭିତରେ ଥରହର ହେଉଛନ୍ତି। ନବୀନଙ୍କ କଥାକୁ ଦେଖି ଦଳର ନେତା ମାନେ ବିଜେପିକୁ ବିରୋଧ ତ କରୁଛନ୍ତି, ହେଲେ ପାଟିରୁ କାହା ନାଁ ବାହାରୁନାହିଁ। ଥଙ୍ଗ ଥଙ୍ଗ ହେଉଛନ୍ତ। ଯାହା ସ୍ପଷ୍ଟ କରୁଛି ବିଜେପି ବିରୋଧରେ ବିଜେଡିର ଆଭିମୁଖ୍ୟ ନେଇ ବିଜେଡି ନେତାମାନେ କେତେ ଭୟଭୀତ ହୋଇ ରହିଛନ୍ତି।
#thequiver #thequivernews #odianews #odishanews #odishapolitics #politicalupdates #odishapolitics #bjpodisha #naveenpattnaik #parliamentsession #bjd #bjp
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in KZbin! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews