Custodial Scandal: Moment of Embarrassment for CM Majhi as Police Association puts Pressures on Govt

  Рет қаралды 120,837

Satyapatha

Satyapatha

Күн бұрын

Пікірлер: 803
@NilamaniSahu-de9rl
@NilamaniSahu-de9rl Ай бұрын
ଆମ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଭଦ୍ର ଓ ସରଳ।ତାଙ୍କ ସରଳତାର ସୁଯୋଗ ନେଇ ଆଜି ସିପାହୀ ବିଦ୍ରୋହ ମୁଣ୍ଡ ଟେକୁଛି।କେନ୍ଦ୍ର ସରକାର ଓ ଗୃହ ମନ୍ତ୍ରୀ ଙ୍କ ସହିତ ପରାମର୍ଶ କରି ଯେଉଁ ଭରତପୁର ପୋଲିସ ମହିଳାଙ୍କୁ ବାଡେଇ ଉଲଗ୍ନ କଲେ ଆଇଆଇସି ମହିଳାଙ୍କୁ sexual assault କଲେ ଓ ସେନା ଅଫିସର୍ ଙ୍କୁ ଅଟକ ରଖିଲେ ତାଙ୍କୁ ତୁରନ୍ତ ଗିରଫ କରି ଚାକିରିରୁ ବହିଷ୍କାର କରନ୍ତୁ।ରାଜ୍ୟର, ସରକାରଙ୍କ ଓ ଦଳର ସମ୍ମାନ ରଖିବାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
@RD123.........
@RD123......... Ай бұрын
ତୁମେ ଦେଖିଛ କି ଯେଉଁ ସବୁ ଲେଖିଛ ନା ତା video ଅଛି, ତେଣୁ ତଦନ୍ତ ପରେ କହିଲେ ଭଲ ହେବ କାରଣ ସେ lady medical ରେ police ସହିତ ପୁରା ସୁସ୍ଥ ଅବସ୍ଥାରେ କଥାବାର୍ତ୍ତା କରୁଛନ୍ତି ତେଣୁ କେମିତି ତାଙ୍କ ହାତ ଭାଙ୍ଗିଲା, ବେକ injured ହେଲା ତଦନ୍ତ ଜରୁରୀ
@bebarttasingh7056
@bebarttasingh7056 Ай бұрын
ମରିବ ସରକାର ଏବେ
@nilanchalamallick-bs5ws
@nilanchalamallick-bs5ws Ай бұрын
ସେ ପୋଲିସ ଙ୍କୁ ମାନଙ୍କୁ ବାହାର କର ନୂଆ ପିଲା ରଖ ପିଲା ବହୁତ ଅଛନ୍ତି
@ssoutheee5784
@ssoutheee5784 Ай бұрын
Tu jibu
@AnimeshDas108
@AnimeshDas108 Ай бұрын
​@@ssoutheee5784ତୋ ବାପା ଭି ମାଘିଆ ପୋଲିସ୍ ଫୋର୍ସ ରେ ଅଛି ବଧେ
@naresh9515
@naresh9515 Ай бұрын
Yes...​@@ssoutheee5784
@Arunbhumi...
@Arunbhumi... Ай бұрын
Tu jibu​@@ssoutheee5784
@kaibalyasaho1401
@kaibalyasaho1401 Ай бұрын
Perfect katha
@dhyanachandramahanta3671
@dhyanachandramahanta3671 Ай бұрын
ସରକାରୀ ଦରମା ନେଇ ସରକାର ବିରୋଧ ରେ ପ୍ରତିବାଦ ଆଉ ସରକାର ନିରବ...
@prafullamohanty5557
@prafullamohanty5557 Ай бұрын
ଅପାରଗତା ସରକାରଙ୍କ ଅପାରଗତା
@tansenbehera7415
@tansenbehera7415 Ай бұрын
Latin re basiki comment karani
@Hrudanandah
@Hrudanandah Ай бұрын
Are re mohon Majhi aparaga CM
@Pancake29710
@Pancake29710 Ай бұрын
kintu aey ta Remote control sarkar ta Pratiba jogya
@chittaranjanchakra35
@chittaranjanchakra35 Ай бұрын
ମୋହନ ଭାଇ ପୋଲିସ ଙ୍କୁ ଡ୍ୟୁଟି ରେ join କରିବାକୁ କହିଦିଅନ୍ତୁ ଯେଉଁ ପୋଲିସ ଡ୍ୟୁଟି ରେ ଯୋଗ ନଦିଅନ୍ତି ସେମାନଙ୍କୁ suspention order ବାହାର କରି ଦିଅନ୍ତୁ new recrutment କରି ପୋଷ୍ଟ ଗୁଡାକ fillup କରନ୍ତୁ ସବୁ ଠିକ୍ ଚାଲିବ
@shubhramanyutarai4963
@shubhramanyutarai4963 Ай бұрын
Semane duty karuchanti . strike kari nahanti
@Bismilah4732
@Bismilah4732 Ай бұрын
ଘର କଥା ତ କହିଦେଲ ଆଉ
@dharmendrabehera7385
@dharmendrabehera7385 Ай бұрын
Right
@avenger9871
@avenger9871 Ай бұрын
​@@shubhramanyutarai4963Seya tankara strike paen dum nahi Nija nija bhitare tankara ra ego A police Sangha ra kehi mukhia nahanti election heini 3 year hela
@anshumansenapati5056
@anshumansenapati5056 Ай бұрын
Kichi januna
@damodardash1273
@damodardash1273 Ай бұрын
ସିପାହୀ ମାନଙ୍କୁ ବହିଷ୍କାର କରାଯାଉ.
@imshree99
@imshree99 Ай бұрын
ଯେଉଁ ପୋଲିସ୍ ସବୁ ସଂଘ ବନେଇ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆସିଛନ୍ତି ସେମାନଙ୍କୁ ଲଙ୍ଗଳା କରି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ଦରକାର୍। ତା ନହେଲେ ଆଗାମୀ ଦିନରେ ପୋଲିସ୍ ମାନେ ରାଜ୍ୟରେ ଭୟଙ୍କର ଅପରାଧିକ କାର୍ଯ୍ୟକଳାପ କରିବେ।
@sukantapradhan-v3x
@sukantapradhan-v3x Ай бұрын
Mohan Sarkar soiruha nahi police Bala netagiri karuchanti tenu Mohanbabu turanta action mudaku asantu nahele policebala gundasaji BJP Sarkar ku dhamkaibe.
@manaromaswain9328
@manaromaswain9328 Ай бұрын
ସତ୍ୟ ବବୁଙ୍କ କଥା ଅତି ସୁନ୍ଦର , ସଦାବେଳେ ସତ୍ୟ କୁହନ୍ତି
@pallimadhuriodiafolksong2771
@pallimadhuriodiafolksong2771 Ай бұрын
୨୪ ବର୍ଷ କାଳ ପୋଲିସ କଣ କରୁଥିଲା ଓଡିଶା ବାସୀ ଦେଖିଛନ୍ତି ଓ ଅନୁଭବ କରିଛନ୍ତି ମଧ୍ୟ । ପୋଲିସଙ୍କ ଅନ୍ଦୋଳନ କରିବା ଅର୍ଥ ସରକାରଙ୍କୁ ଡରାଉଛନ୍ତି । କେତକ ପୋଲିସ ଦୁର୍ନୀତି କରି ପ୍ରମୋସନ ପାଇଛନ୍ତି ।
@rahashyakatha9028
@rahashyakatha9028 Ай бұрын
24 ବର୍ଷ ହେଲା ମା ଭଉଣୀ ଙ୍କୁ ବଳାତ୍କାର ହେଉଥିଲା ମାନେ ଏବେ ହେବ କି ନ୍ୟାୟ ତୋର
@Odishri007
@Odishri007 Ай бұрын
ବିରୋଧୀ ଦଳ ମାନେ କହୁଛନ୍ତି ଜନତା ସେଥିପାଇଁ ତ change କଲେ କେତେଦିନ ଲୋକଙ୍କ ମତକୁ ବାହାନା କରି ଲୁଚେଇବେ
@swadhikarbetaj3768
@swadhikarbetaj3768 Ай бұрын
ମୋହନ ବାବୁ ଏଥର ପାଣ୍ଡିଆନ ଇକୋ ସିଷ୍ଟମ କୁ ଚାଟୁଥା'ନ୍ତୁ।ଅତି ସିଆଣିଆ କାଉ ର ଶେଷ ପରିଣତି ଏହାହିଁ ହୁଏ।
@prafullamohanty5557
@prafullamohanty5557 Ай бұрын
ଠିକ୍ କଥା କହୁଛ ଭାଇ
@Odishri007
@Odishri007 Ай бұрын
ଇ ଏ ଖାଲି କହିବା କଥା Dg change , Chief secretary change CM change They are unable to show their power
@sadhudas2758
@sadhudas2758 Ай бұрын
ପୋଲିସ କୁ ପ୍ରତିବାଦ ର ଅଧିକାର କିଏ ଦେଲା
@prafullamohanty5557
@prafullamohanty5557 Ай бұрын
Suspend the 200Police and posted from CRPF BSF/ CISFand try to control law and order by army
@ashishkumarpradhan9482
@ashishkumarpradhan9482 Ай бұрын
Too maa ra ashiq
@AJ.....440
@AJ.....440 Ай бұрын
​@@prafullamohanty5557army sasan sambhali paribe ta pakistan myanmar au africa desa gudika bisayare jani parina badhe
@balaramsamal2104
@balaramsamal2104 Ай бұрын
କାହିଁ ପୋଲିସ କଣ ମଣିସ ନୁହଁନ୍ତି
@balaramsamal2104
@balaramsamal2104 Ай бұрын
ସାମ୍ବାଦିକ ବାବୁ କେମିନ୍ତି ଜଜମେଣ୍ଟେ ଦେଈଦେଲେ ଯେ ସେମାନେ ଅଭିଯୁକ୍ତ ବୋଲି ଏ ଅଧିକାର ଆପଣ କୁ କିଏଦେଲା
@drpanda9462
@drpanda9462 Ай бұрын
Immediately DCP pratik sing Must be suspended for his careless statement.
@sidheswarmahapatra2493
@sidheswarmahapatra2493 Ай бұрын
ଆଜ୍ଞା ପୋଲିସ୍ ଉପରେ ଭରସା ନାହିଁ ଆଉ ଛି ଥୁ। ଯୋ ପୋଲିସ ବିଦ୍ରୋହ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଚାକିରି ରୁ ବହିସ୍କାର କରାଯିବା ଉଚିତ୍। ଓଡ଼ିଶା ର ଜନସାଧାରଣ ଙ୍କ ସୁରକ୍ଷା ଠୁ ପୋଲିସ ବଡ଼ ନୁହଁ। ଦେଶର ସୁରକ୍ଷା ଅର୍ମୀ ଯବାନ କରୁଛନ୍ତି ଦେଶ ଭିତରେ ପୋଲିସ୍ ଜନତା କୁ ଲୁଟୁଚି। ପୋଲିସ୍ ଭୋଟ ଦେବେନି ଜନତା ଭୋଟ ଦେବେ। ସେଥିପାଇଁ BJP ସରକାର ଶୀଘ୍ର ପୋଲିସ୍ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ
@satishchandrabehera7291
@satishchandrabehera7291 Ай бұрын
ଆମ ଦେଶର ଜଵାନଙ୍କ ଆଗରେ ରାଜ୍ୟ ପୋଲିସ ବିଭାଗ କିଛି ନୁହେଁ। ଏଇଟା ଇଂରେଜ ଶାସନର ସମୟ ନୁହେଁ ଯେ ସିପାହୀ ବିଦ୍ରୋହ ଜନ ସମର୍ଥନ ହାସଲ କରିବ। ଦୟାକରି ସିପାହୀ ଭାଇମାନେ ସୁଧୁରି ଯାଅ। ଜଣର ଭୁଲ୍ ପାଇଁ ଗଣ ବିଦ୍ରୋହ ର ଆବଶ୍ୟକତା ନାହିଁ। ଜ଼ୟ ଜଗନ୍ନାଥ!!!
@girishbhoi9813
@girishbhoi9813 Ай бұрын
Tu asi 24hr duty karibu
@NityanandaSahoo-ny1ko
@NityanandaSahoo-ny1ko Ай бұрын
ମୋହନ ସରକାର କଠୋର ହୁଅ. ଆପଣଙ୍କସାଥିରେ ଜନସାଧାରଣ ଅଛନ୍ତି. ଆଦୌ ଦୁର୍ବଳ ହୁଅନ୍ତୁ ନାହିଁ. ପୋଲିସ କେତେ ବଦମାସ ଏଥିରୁ ଅନୁମାନ କରନ୍ତୁ.
@RabindraSethy-w2f
@RabindraSethy-w2f Ай бұрын
Why suspense they may dismissed from service immedialy action against them as per law
@budhanathmohapatra150
@budhanathmohapatra150 Ай бұрын
ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମୁଖ୍ୟମନ୍ତ୍ରୀ ଙ୍କୁ ହେଉ ବା ଅନ୍ୟ କାହାକୁ ହେଉ ଭୟ କରି ପୋଲିସମାନେ ସରକାରଙ୍କ ପ୍ରତି ଆନୁଗତ୍ୟ ସ୍ୱୀକାର କରୁଥିଲେ। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ବା ସରକାର ଙ୍କୁ ଡ୍ୟାସ ରେ ବି ଖାତିର କରୁ ନାହାନ୍ତି। ଯାହା ଲାଗୁଛି ମୁଖ୍ୟମନ୍ତ୍ରୀ ଙ୍କୁ କାମ କରିବାରେ ନିଜ ଦଳର କେହି ହସ୍ତକ୍ଷେପ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ପୋଲିସ ମାନଙ୍କ ମଧ୍ୟରେ ଏପରି କକୁଆ ଭୟ ସୃଷ୍ଟି କରନ୍ତୁ ଯେପରି ସରକାରଙ୍କ କାର୍ଯ୍ୟ କୁ ଦେଖିଲେ ପୋଲିସ ଚାକିରି କରିବାକୁ ଡ଼ରିବେ ।
@sadhudas2758
@sadhudas2758 Ай бұрын
ମହିଳାଙ୍କୁ ଅସଦାଚରଣ ର କେତେଦିନ ପରେ ପୋଲିସ ଗିରଫ ହେବେ ?
@Makehappy5
@Makehappy5 Ай бұрын
ମିଥ୍ୟା ଅଭିଯୋଗ ରେ କିଛି ହବନି ଯେତେ ରଡି ଛାଡ଼ୁଛ ଛାଡ 😮😮😮 ଓଡିଶା ନା ବଦନାମ କରୁଛ ଭଲ ହବନି
@DM-vs4ye
@DM-vs4ye Ай бұрын
Se mahila maha bedha
@Makehappy5
@Makehappy5 Ай бұрын
ଭାଇ ରେ ସତ ରେ କେଡେ ବଡ ଭୁଲ ହେଇଆଗଲା ହେ but ଭୁଲ କୁ କିଏ ସାଥ ଦଉଛି ଆଉ ଓଡିଶା କୁ ବଦନାମ କରୁଛି କିଏ..... ଭାଇ ତୁମ ଘର କଉଠି ଆଉ ସେହି ଏରିଆ ରେ ମୋ ବାନ୍ଧବୀ ନେଇ ରାତିରେ ମଦ ପିଇ ଟାରେ ନାଁରେ ହେବି ଦେଖିବା କାହାର ପାଟି ଖୋଲିବା ବାଳ ମୁଣ୍ଡରେ ତ ଗୋବର
@swatirefrigerationodia.4421
@swatirefrigerationodia.4421 Ай бұрын
Desadrohi against re turanta karyanustan niajau , screenshot neiki case karajau,army hy hy karibaku adhikar ei salaku kie dela
@nirodkumarhota9799
@nirodkumarhota9799 Ай бұрын
Army hai hai kahibaku tu kia
@bijoyasamal5008
@bijoyasamal5008 Ай бұрын
Odisha is not dependent on OP!! Army, CRPF, BSF, are there.
@RupNarayanMajhi
@RupNarayanMajhi Ай бұрын
ଓଡିଶାରେ ଯେତିକି ଅପରାଧ ଘଟୁଛି, ତାର ସବୁ ଅପରାଧର ପଞ୍ଜିକରଣ ହୁଏ, ତେବେ ସେନା କୁ border ଛାଡ଼ି ଦେଶ ଭିତରେ petrolling କରିବାକୁ ପଡ଼ିବ ।
@abhimanyuswain1525
@abhimanyuswain1525 Ай бұрын
This is not acceptable from a responsible and reputable force. In fact, such an incident had happened in the state of Gujrat in the year 1987 .The police union had disobeyed the President's order to go for duty at Golden Temple after OP Blue Star and stopped performing their duties duties. Then the total Ahmedabad city was looked after by Army personnel till matter was settled between Govt and Police union.
@sukantapradhan4727
@sukantapradhan4727 Ай бұрын
Compulsory retirement please . All D G for last one decade are working as ruber stamp . 😅😅😅
@NilamaniSahu-de9rl
@NilamaniSahu-de9rl Ай бұрын
ସତ୍ୟପାଠ କୁ ଧନ୍ୟବାଦ୍।
@manasdas5715
@manasdas5715 Ай бұрын
ବେଳହୁଁ ସାବଧାନ ସରକାର, ଦୃଢ ହସ୍ତରେ କାର୍ଯ୍ୟନୁଷ୍ଠାନ ଦରକାର
@manojmohanty9477
@manojmohanty9477 Ай бұрын
ମୋହନ ମାଝୀ ଓ ନରେନ୍ଦ୍ର ମୋଦିଙ୍କୁ ପୋଲିସ ତାର କ୍ଷମତା ଓ ଏକତା, ଶକ୍ତି ପ୍ରଦର୍ଶନ କରି ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି।୧୦୦ଦିନରେ ପୋଲିସ ପ୍ରଥମେ ଧମକେଇଲେ,ଏହାପରେ ଆଉ କିଏ ଧମକେଇବେ ,ତାହା ଦେଖିବାକୁ ବାକି ରହିଲା।
@gadadharbehera4712
@gadadharbehera4712 Ай бұрын
Right journalist.
@LambodarPradhan-sj6uy
@LambodarPradhan-sj6uy Ай бұрын
ମେଳି କରି ଥିବା ସମସ୍ତ ପୋଲିସ ମାନଙ୍କୁ କୋଠର ଦଣ୍ଡ ବିଧାନ କରାଯାଉ।
@dibakarajena8323
@dibakarajena8323 Ай бұрын
Sedinara darama band karajau
@Jagannath-oc9ht
@Jagannath-oc9ht Ай бұрын
ନବିନ୍ ସରକାର ସମୟରେ, ପୋଲିସ ବିରୋଧ ର କି ସରକାର ବିରୁଦ୍ଧରେ କେହି ଏମିତି କି ସମ୍ବାଦପତ୍ର କି ନିଉଜ ଚାନେଲ କିଛି କହିପାରୁନଥୀଲେ
@riyabarsa6676
@riyabarsa6676 Ай бұрын
Must be dismissed all stric police constable and officers who is involved stric. Why Mohan Charan majhi could not take any action against DGP with DCP sri pratik Singh. CM Mohan Charan majhi please give resignation from CM post of Odisha
@santoshkumar-pw5fe
@santoshkumar-pw5fe Ай бұрын
Mohan sir follow up jogi sirs guide line.
@JayantkumarSethi
@JayantkumarSethi Ай бұрын
ସଂଘ ନାମରେ ପ୍ରହସନ କରୁଛି ପୋଲିସ ସଂଘ ।ଯେଉଁଠି ପୋଲିସ ଅନ୍ୟାୟ କରୁଛି ସେ ଜାଗାରେ କାହିଁକି ସଂଘ ଏକାଠି ହୋଇ ଆନ୍ଦୋଳନ କରୁନି ..? କେବଳ ନିଜ ସ୍ବାର୍ଥ ପାଇଁ ସବୁ ଖେଳ 😂😂 । ଯେଉଁମାନେ କାର୍ଯ୍ୟ ରେ ଯୋଗ ଦେଉନାହାନ୍ତି ସେମାନଙ୍କୁ ତୁରନ୍ତ ସାସ୍ପେଣ୍ଡ କର ।ଏବଂ ଭୁବନେଶ୍ୱର ଆଉ କଟକ ରୁ ସବୁ ପୋଲିସ ଅଫିସର ମାନଙ୍କୁ ବଦଳାଇ ଦିଅନ୍ତୁ । ତାହେଲେ ବୋଧେ କିଛି ପରିବର୍ତ୍ତନ ହବ ।
@Binodkumar-if6lk
@Binodkumar-if6lk Ай бұрын
Ki Sangha?? Faltoo useless sanghha...
@gadadhardash6459
@gadadhardash6459 Ай бұрын
ଏହା ଏକ ଅନୁଶାସନ ନମୁନା ଦେଖିବାକୁ ମିଳିଲା। ବର୍ଦ୍ଧି ପିନ୍ଧି ଅସହଯୋଗ ଆନ୍ଦୋଳନ କୁ ଓହ୍ଲାଇ ବା ଏହା ବହୁତ ବଡ ଆଘାତ ରାଜ୍ୟ ଦେଶର ନାମ ଉଚ୍ଚାକରିବ। ଏପରି ଘଟଣାକୁ ଗୃହମନ୍ତ୍ରୀଙ୍କ ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତଖେପ କରିବା ଆବଶ୍ୟକ। ଜୟ ହିନ୍ଦ
@pritisworld2774
@pritisworld2774 Ай бұрын
ଅତି ସୁନ୍ଦର ଉପ୍ଥାପନା
@AshokKumarBhoi-g3t
@AshokKumarBhoi-g3t Ай бұрын
Uniforms re odisha sipahi bidraha.Dhanya sarakar. Sipahiku chakiriru baharkarajau. Duty re uniform nahi but Pratibad re uniform. Dhanya odisha asmita. Nua police nijuktikara.
@JagabandhuMalik-ck5fj
@JagabandhuMalik-ck5fj Ай бұрын
ମୋହନ ମାଝି ବିଧାୟକ ଥିଲାବେଳେ କି ପ୍ରକାର ବ୍ୟବହାର ଜଣେ ଆଇ ଆଇ ସି କରିଥିଲା ଆମେ ଜାଣିଛୁ। ‌ଇଏ ମାଇଚିଆ ସରକାର, ମୁହଁ ଫୁଟାଣି,ଖାଲି ଵଡ ଵଡ ଭାଷଣ।ପୋଲିସକୁ କେଇଟା ଲୋକ ଭଲ ପାଆନ୍ତି। ଇଏ ଶଳେଙ୍କ ପାଇଁଁ ଆଇନ ଶୃଙ୍ଖଳା ନଷ୍ଟ ହେଇଯାଉଛି।
@damodardash1273
@damodardash1273 Ай бұрын
ଅରୁଣ ଷଡ଼ଙ୍ଗୀ was better than ଖୁରାନିଆ as DGP
@ramachandrabehera9116
@ramachandrabehera9116 Ай бұрын
ସରକାର୍ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଶହ ଡ୍ରେସ ରେ ଯେଉଁ ପୋଲିସ ଏ ସଂଗଠନ ରେ ଯୋଗ ଦେଇଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍
@subaljena2069
@subaljena2069 Ай бұрын
ସରକାର ଚଲେଇବା ପାଇଁ ଯୋଗ୍ୟତା ଦରକାର ପଡେ। ଯାହା ବିଜେପି ବାଲାଙ୍କ ପାଖରେ ନାହିଁ।
@HareKrushna-f3d
@HareKrushna-f3d Ай бұрын
ଦେଶର ସୌନିକ ମାନଙ୍କ ବଳ ସାଥିରେ ଲଢି ପାରିବେ ,ଜେତକ ପୋଲିସ ସେ ଘଟଣାରେ ଲିପ୍ତ ସେମାନଙ୍କ ଉପରେ ଆକ୍ସନ ହୋଇଛି ରାଜ୍ୟର ପୋଲିସ୍ ସଂଘ ଏଥି ପ୍ରତି ମୁଣ୍ଡ ଖେଲାଇବା ବେଇମାନ୍ ର ପରିଚୟ । ସୌନିକ ଏକାଠି ହେଲେ ସମ୍ଭାଳିବତ ?
@MADANMOHANDAS-y8l
@MADANMOHANDAS-y8l Ай бұрын
13:57 police akathi hele sambhali pariba ta, Army aniba ana section kn jane army , crpf , BSF. .. section jana nahi army ku police station chaleiba..
@theperfectlaw922
@theperfectlaw922 Ай бұрын
If Any mistake done by police staff ,then why not action initiated against police staff?
@biswajit9165
@biswajit9165 Ай бұрын
Right journalists
@damodardash1273
@damodardash1273 Ай бұрын
ସଙ୍ଘ ନିରପେକ୍ଷ ରହୂ
@swarupsahoo5046
@swarupsahoo5046 Ай бұрын
I congratulate Satyapath.Maintain it.
@aurobindaupadhyaya86
@aurobindaupadhyaya86 Ай бұрын
Absolutely right prediction...✍️👌🙏
@karunakarkisan1143
@karunakarkisan1143 Ай бұрын
ନାମଟି ଦୀନକୃଷ୍ଣ ମିଶ୍ର l ସମସ୍ତ ଙ୍କୁ ଦୀନ ହୀନ ଦରିଦ୍ର କରିଦେବାରେ ପୁରା ଅଭ୍ୟସ୍ତ l
@ArvindMishra-u3u
@ArvindMishra-u3u Ай бұрын
No Issues many unemployed scholars are waiting for job and Also CRPF is there to control intermittently law and order.Bhubaneswar police must see the police rule 1966 3
@pratapmohanty6481
@pratapmohanty6481 Ай бұрын
I completely agree with you. Excellent show. Keep it up.
@purnapradhan1549
@purnapradhan1549 Ай бұрын
Mohan Majhi is not able to read rules and regulations written in English,please spare him,that's why he is introducing odia in official work.
@MSahoo-su2th
@MSahoo-su2th Ай бұрын
ୟେ ଦୁର୍ନୀତି ଓଡ଼ିଶା ପୋଲିସ ପ୍ରଶାସନ ପାଇଁ କିମ୍ ଜଙ୍ଗ ଉନ ଙ୍କ ପରି ଶାସକ ଦରକାର
@KalingaAsmita
@KalingaAsmita Ай бұрын
Congratulations satyapatha.💯💯
@GaneshJena-mr1hf
@GaneshJena-mr1hf Ай бұрын
Thanks to you. Cc camera ଗଲା କୁଆଡେ , ଉତ୍ତର ମିଳିବା ଉଚିତ ।
@ramachandrapanda7858
@ramachandrapanda7858 Ай бұрын
Many thanks for your this constructive EPISODE.
@sanjuktamohanty9668
@sanjuktamohanty9668 Ай бұрын
Satya babu. you are bold and impartial journalist
@prananathpati9976
@prananathpati9976 Ай бұрын
ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହେଁ। ଫାଲତୁ ଲୋକଟା। ଅଭିଯୁକ୍ତ ପୋଲିସ ଗିରଫ ହେଲେନି କାହିଁକି? ପାଣ୍ଡିଆ ଦୁର୍ନୀତି ତଦନ୍ତ ହେଉନି କାହିଁକି?
@sadanandasahoo3707
@sadanandasahoo3707 Ай бұрын
ସତ୍ୟ ବାବୁ, ନିଶ୍ଚୟ କିଛି ପୋଲିସ ଅଫିସର ବହୁତ ଦକ୍ଷ, କିନ୍ତୁ ସେମାନଙ୍କର ସଂଖ୍ୟା କମ୍। ପୋଲିସର କାମ ଆଜି ନୁହେଁ , ଆବାହମାନ କାଳରୁ ଏମିତି ଅବସ୍ଥା।‌ ତେଣୁ ଏଇଟା ପୋଲିସର ଦାୟିତ୍ବ ନିଜକୁ ପ୍ରମାଣ କରିବାକୁ ସେମାନେ ଲୋକଙ୍କ ର ସେବକ, ଅପରାଧିଙ୍କ ଶତୃ। ଯଦି ସେହି ୭ ଜଣଙ୍କ ଭିତରେ ମୋହନ ମାଝିଙ୍କ ଭଣଜା ଅଛି, ତାହାଲେ ଏଇଟା‌ ସଫା , କାହିଁକି ମେଜର କୁ ଲକ୍ ଅପ ରେ ଭର୍ତି କରାଗଲା ଓ କଥା ଏତେ ବାଟଗଲା। ଏବେ କିନ୍ତୁ ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣି ,ଯିଏ ଦୋଷୀ, ଅଙ୍କିତା ହୁଅନ୍ତୁ କି ଥାନାଧିକାରୀ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର।‌
@biswanath85
@biswanath85 Ай бұрын
I am dam sure some politicians are paying games from behind. Govt should be strict and take strict action against these ppl. They are not police playing politics. Ppl are with Govt , govt should take strict action
@mahendrasahoo1677
@mahendrasahoo1677 Ай бұрын
Satyababu you are excellent. Your presentation very TRUE. The statements dcp is unfortunate. The police union has no moral right to show strength in support of brutal action of their members thank you sir .keep it up.
@saratmishra7100
@saratmishra7100 Ай бұрын
Mohan ସରକାର୍ ପ୍ରଥମ ବଡ ଭୁଲ ଥିଲା, ଗୃମନ୍ତ୍ରାଳୟ କୁ modification ସରକାର୍ ଗଢିବାର ପ୍ରଥମ ସପ୍ତାହରେ କରିବାର ଆବଶ୍ୟକତା ଥିଲା। କାରଣ ପୋଲିସ ବିଭାଗରେ ବହୁତ୍ ବରିଷ୍ଟ ପୋଲିସ ମାନେ Pandian ଙ୍କ ଚେଲା ଅଛନ୍ତି। Odisha police ର ସଙ୍ଘ ଏହା ପାଇଁ ସରକାର ଙ୍କ ବିରୋଧ ରେ ବାହାରିଛନ୍ତି, ଲଜ୍ଜ୍ୟା ଲଜ୍ଜ୍ୟା।।।। ଓଡିଶାରେ ରେ ସବୁଠାରୁ ବଡ଼ ଗୁଣ୍ଡା, ଏହା ଆମେ last 25 ବର୍ଷ ହେଲା ଦେଖି ଆସୁଛୁ। ଛି ଛି କୁଳାଙ୍ଗାର ପୋଲିସ department of Odisha.
@bhagavansriatmananda9596
@bhagavansriatmananda9596 Ай бұрын
Thank you for such frankness, and adherence to Truthful analysis. You are a precious gift for all Odias! Blessings and Love.
@swagatmishra7776
@swagatmishra7776 Ай бұрын
Closed the Police Department and new Department with new Rules should come.
@bishnumishra8668
@bishnumishra8668 Ай бұрын
The protesting staffs must be dealt with The Police Forces (Restriction Of Rights) Act, 1966
@karunakarkisan1143
@karunakarkisan1143 Ай бұрын
ପୋଲିସ ସଂଘ ବଡ ଭୁଲ୍ କରୁଛି l ଜଣେ ବନ୍ଧୁ କହିଲେ disciplinary action nei suspend କରନ୍ତୁ l ନୂଆଁ recruitment Kari post fill up କରନ୍ତୁ l
@ajayakumarsahoo2428
@ajayakumarsahoo2428 Ай бұрын
Excellent Analysis by Satyapatha
@santoshjena5791
@santoshjena5791 Ай бұрын
ପୋଲିସ ଜାଣି ନି ଦେଫେନ୍ସ ମାର୍ଚ୍ଚ କଲେ କନ ହେବ
@PrasantaMohapatra-yg8fo
@PrasantaMohapatra-yg8fo Ай бұрын
ମୋହନ ସରକାର ପୋଲିସ ର ସ୍ୱଏଛାଚାରିତା ଵିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବା ଓଡ଼ିଶା ରେ ରାଷ୍ଟ୍ରପତି ଶାସନ ଜାରି କରି ଦୁର୍ନୀତି ଗ୍ରସ୍ତ ପୋଲିସ, ଓସ୍ୱଏଛାଚରିତା ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ। ଭୁଲ କରି ଆଜି ପୋଲିସ ସାମ୍ବିଧାନିକ ସଙ୍କଟ ତିଆରି କରିଛି। ଏହା ପଛରେ ପାଣ୍ଡିଆ ନ,କୁଟ୍ଟେ , ଇତ୍ୟାଦି ଦୁର୍ନୀତି ଗ୍ରସ୍ତ ପୋଲିସ ଅଫିସର ମାନଙ୍କର ହାତ ହିଁ ଅଛି।
@themothermarine7152
@themothermarine7152 Ай бұрын
ମୋହନ ଅଧିକ ଡେରି କରି ଦେବାରୁ ଏବେ ପରିସ୍ଥିତି ଅସମ୍ଭାଳ, ମୋଦି କହିଲେ କମର ଭାଙ୍ଗି ଦିଆଯିବ, କ'ଣ ହେଲା ଓ କେଉଁଠି ଇଡି ସିବିଆଇ।
@KapilSamal-i8c
@KapilSamal-i8c Ай бұрын
ଯୋଗୀ ଆଦିତ୍ୟ ନାଥଙ୍କୁ ଛାଡନ୍ତୁ, ପୁଲିସ ବାଲାଙ୍କୁ ସାବାଡ କରିଦେବେ.
@TARINIPATTANAIK
@TARINIPATTANAIK Ай бұрын
Satyapatha ku Dhanyabad
@RabindraSethy-w2f
@RabindraSethy-w2f Ай бұрын
If CM ie gintelman must reviewed first please appointed others as good police immediately ?
@karunakarkisan1143
@karunakarkisan1143 Ай бұрын
Police ମାନେ ସର୍ବଦା Negative ଚିନ୍ତା ଧାରାର ବ୍ୟକ୍ତି l ରକ୍ଷକ ହୋଇ ଭକ୍ଷକ ହେବାକୁ ଠିକl ନେଇଛନ୍ତି l
@debidasimohanty4356
@debidasimohanty4356 Ай бұрын
Excellent opinion from daring journalist .iam proud.
@ArunDas-hc5zz
@ArunDas-hc5zz Ай бұрын
ଏ ବେ ବି ସମୟ ଅଛି, ଭରତପୁର ଥାନା ଘଟଣା ର ତଦନ୍ତ ଭାର CBI କୁ ହସ୍ତାନ୍ତର କରାନ୍ତୁ ।ନଚେତ୍ ଆଗକୁ ସମ୍ଭାଳି ପରିବେନାହି ।ପୋଲିସ ପଲ୍ଟକ୍ସ ସରକାର ପତନ ର କାରଣ ହେବ ,ଅନ୍ୟ ପଟେ ଆଇନ ଶୃଙ୍ଖଳା ଓ ପୋଲିସ ଆଚରଣ କୁ ନେଇ ଜନତା ସନ୍ତୁଷ୍ଟନୁହନ୍ତି ।
@PradeepKuDas-ls5xf
@PradeepKuDas-ls5xf Ай бұрын
ଉଚିତ୍ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ ଅଟେ ଅନ୍ୟଥା ଆଗକୁ ବିପଦ ଅଛି
@karunakarkisan1143
@karunakarkisan1143 Ай бұрын
Police chaile court forward କରିଦେଉଛି l ସେଥିପାଇଁ ଲୋକଲଜ୍ୟl କୁ ଡରି publice ପୋଲିସକୁ ଡରୁଛନ୍ତି l
@basantkumarrout4966
@basantkumarrout4966 Ай бұрын
Govt.should strong action against sangh they are quite unfit to save people
@kashinathdash4772
@kashinathdash4772 Ай бұрын
ଆମ ପୋଲିସ୍ ଆମ ପାଇଁ ଲଜ୍ଜ୍ୟା।। କାରଣ କିଛି ଅସାଧୁ ପୋଲିସ ପାଇଁ ଆଜୀ ସମଗ୍ର ରଜ୍ୟ ନିନ୍ଦିତ।। ଏଥିରୁ ଜଣାପଡୁଛି କିଛି ଅସାଧୁ ପୋଲିସ ବର୍ତ୍ତମାନ ସରକାରଙ୍କ ବ୍ୟବସ୍ଥା କୁ ଗ୍ରହଣ କରିପାରୁନି।।
@bibhutibhusanpanda2818
@bibhutibhusanpanda2818 Ай бұрын
Many many thanks.
@BiswaPradhan-qy5vc
@BiswaPradhan-qy5vc Ай бұрын
ସାମର୍ଥ୍ୟ ନ ଥାଇ କାହା ଦୟାରେ ମୁଖ୍ୟମନ୍ତ୍ରୀ ହେଲେ ଏହିପରୀ ହୁଏ
@sudhirchandradalai
@sudhirchandradalai Ай бұрын
Obsuletely right sir. Thank you
@JagabandhuMishra-g7j
@JagabandhuMishra-g7j Ай бұрын
Many thanks satya babu for your news for the public
@umeshrout3599
@umeshrout3599 Ай бұрын
ନବୀନ ସରକାରରେ କୌଣସି ଇସୁ ଲୋକ ଲୋଚନକୁ ଆସୁ ନଥିଲା କାରଣ ସବୁଇସୁ ତାଂକ ପୋଲିସ ଚାପି ଦେଉଥିଲେ ବର୍ତମାନ ମୋହନ ମାଝି action ନେବାରୁ ପୋଲିସଙ୍କ ର ଦେହରେ ଯାଉନାହିଁ ବିଜେଡି ସମୟର ସବୁ ଦୋସ ମାପ ଥିଲା ତେଣୁ ତାଂକ ପରିବାରବର୍ଗ ଚାଲିଆସୁଛଂତି।
@mishrabisudhananda3551
@mishrabisudhananda3551 Ай бұрын
ମୋହନ ମାଝି ସରକାର ସମ୍ପୂର୍ଣ ଅଯୋଗ୍ୟ।ମୋଦି ର ଜାତି ରାଜନୀତି ଯୋଗୁଁ ଜଣେ ସୁଦକ୍ଷ ମୁଖ୍ୟମନ୍ତ୍ରୀ ଓଡ଼ିଶା କୁ ମିଳିଲା ନାହିଁ।ଠିକ୍ ମୁଖ୍ୟ ମନ୍ତ୍ରୀ ମିଳିଥିଲେ ଶପଥ ଗ୍ରହଣ ର ମାସେ ଭିତରେ କଟକ ଭୁବନେଶ୍ୱର ଆଦି ସହର ମାନଙ୍କ ରେ ଗାଦି ମାଡ଼ି ବସିଥିବା ପାଣ୍ଡିଆନ ଗ୍ୟାଙ୍ଗ ସମସ୍ତ ପୋଲିସ ଓ ସରକାରୀ ବାବୁଙ୍କୁ କୋରାପୁଟ ,ମାଲକାନଗିରି ପଠେଇ ଥିଲେ ଏପରି ଘଟି ନଥାନ୍ତା।
@charansebaksatpathy9041
@charansebaksatpathy9041 Ай бұрын
Correct
@mishrabisudhananda3551
@mishrabisudhananda3551 Ай бұрын
ଖାଲି ସେତିକି ନୁହେଁ,ଯେଉଁ ସବୁ ଫାଇଲି ମିଳୁନି,ଯେଉଁ ସବୁ ପାଇଲି ତୃତୀୟ ମହଲା ରୁ ପୋଡ଼ାଯାଇଛି ଓ ଆଉ କିଛି ନବୀନ ନିବାସ କୁ ନିଆଯାଇଛି ତାର ସମ୍ପୂର୍ଣ ତଦନ୍ତ ଆରମ୍ଭ କରି ଦୋଷୀ ଙ୍କୁ ଚିହ୍ନଟ କରି ଦଣ୍ଡ ପାଇଁ ବ୍ୟବସ୍ଥା କରାଯାଇଥାନ୍ତା।ଉଦାହରଣ ସ୍ୱରୂପ ପାଣ୍ଡିଆନ ହେଲିକପ୍ଟର ଖର୍ଚ୍ଚ ର ଫାଇଲ ସବୁ ବିଭାଗ କହୁଛନ୍ତି ଆମ ପାଖରେ ନାହିଁ।
@nrusinghaprasaddas4783
@nrusinghaprasaddas4783 Ай бұрын
ଭରତପୁର ଥାନା ଘଟଣା ଭାରତର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ମୋହନ ମାଝି ସରକାରଙ୍କୁ ଅପଦସ୍ତ କରୁଛି ଓ ଓଡିଶାର ଭାବମୂର୍ତ୍ତି ଗଭୀର ଆଘାତ ପାଉଛି। ପ୍ରଧାନମନ୍ତ୍ରୀଙ୍କ ୧୭ ତାରିଖରେ ଓଡିଶା ଗସ୍ତ ପୂର୍ବର ଏହି ଘଟଣାକୁ ଚପାଇଦେବାରେ ଡିସିପି ଓ ସିପିଙ୍କ ଭୂମିକା ସନ୍ଦେହ ଜନକ।
@saheblenka2788
@saheblenka2788 Ай бұрын
ଓଡିଶା ପୋଲିସ ସଂଘ, ଏପରି କାର୍ଯ୍ୟ କଳାପ ଅତ୍ୟନ୍ତ ନୀନ୍ଦନୀୟ, ସଙ୍ଘବଦ୍ଧ ହୋଇ କଣ ଦେଖାଇବାକୁ ଚାହାଁନ୍ତି , ସାଧାରଣ ଜନତାଙ୍କ ପ୍ରଶ୍ନ ସଂଘ ନିକଟରେ !
@p.c.biswal9671
@p.c.biswal9671 Ай бұрын
You are right
@sastradharmasatyavani4262
@sastradharmasatyavani4262 Ай бұрын
Many many thanks for raising voice for justice.
@sujitsahu828
@sujitsahu828 Ай бұрын
Honesty towards Nation. Nice presentation.
@TARINIPATTANAIK
@TARINIPATTANAIK Ай бұрын
U r right sir
@laxmidharnayak4191
@laxmidharnayak4191 Ай бұрын
Many many thanks for your analytical presentation regarding the police administration and law and order situation of the state. It's regretful for the people of odisha. What is happening?
@dharmendrakaran9956
@dharmendrakaran9956 Ай бұрын
😢Thank you for your real report
@batakrishnapanda3410
@batakrishnapanda3410 Ай бұрын
Today I appreciate your professional ability
@SureshPradhan-b1z
@SureshPradhan-b1z Ай бұрын
ଵିଜିଡି ହଁ ଦାହୀ
@manjupravamishra8000
@manjupravamishra8000 Ай бұрын
Thanks a lot for your nice analysis 👍.JAY SHREE JAGANNATH 🙏🌹.
@bijoyketanacharya8921
@bijoyketanacharya8921 Ай бұрын
Nice and Nirapekhya news analysis by Satya Babu 🙏🙏🙏🙏
@somethingforyou-tv2cv
@somethingforyou-tv2cv Ай бұрын
You are right sir 🙏
@BalanhadraNuanga
@BalanhadraNuanga Ай бұрын
ଧନ୍ଯବାଦ ସତ୍ଯ ପାଠ ମହନ୍ ମାଝୀ ସରକାର ସଚେତନ ଦରକାର
@pramodpanda8976
@pramodpanda8976 Ай бұрын
Right
@କଳ୍କୀ
@କଳ୍କୀ Ай бұрын
ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମୁଖ୍ୟ ମନ୍ତ୍ରୀ କରିଥିଲେ ଭଲ ହୋଇଥାନ୍ତା ଏ ମୋହନ ବାବୁ ବାଉଳା ହୋଇଯାଉଛନ୍ତି ଓଡ଼ିଶା ରେ ତାନାଶା ଚାଲିଛି ଅଳ୍ପ ଦିନରେ ମୋହନ ସରକାର ଭାଙ୍ଗି ଯାଉଛି
@karunakarkisan1143
@karunakarkisan1143 Ай бұрын
Sir Namaste 🙏🌹🙏
@sanjaypandaias9981
@sanjaypandaias9981 Ай бұрын
ଆପଣଙ୍କ ପ୍ରତିବେଡାନ ଟି ବହୁତ ଭଲ ଲାଗିଲା। ଆଇନ ତଥା ତଥ୍ୟ ସହିତ ଏହା ପାଠକ ଓ ଦର୍ଶକ ମାନଙ୍କ ପାଇଁ ଏକ ଦୁର୍ଲଭ ଉପହାର। ଏହି ବିଷୟରେ ଏକ ମାତ୍ର ଆଶା ମାନନୀୟ ଉଚ୍ଚ ନ୍ୟାୟାଳୟ । ସେନା ବାହିନୀ ପ୍ରତିନିଧି ମୁଖ୍ୟ ନ୍ୟାୟଧିଶଙ୍କୁ ଦେଖା କରି ଲିଖିତ ଅଭିଯୋଗ ଦେଇଛନ୍ତି। ଏହି ବିଷୟ ଟି ଉପରେ ଜୋର୍ ଦେଇ ଗଣ ମାଧ୍ୟମ ରାଜ୍ୟର ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କାମ କରିଲେ ଭଲ ହେବ। ଅନେକ ଧନ୍ୟବାଦ୍ 🎉
@badriprasadrayaguru9693
@badriprasadrayaguru9693 Ай бұрын
Excellent journalism
@dharme4642
@dharme4642 Ай бұрын
DG,DCP ଏ ପର୍ଯ୍ୟନ୍ତ କଣ ପାଇଁ ମୁକ ବଧିର ଭଳି ରହିଛନ୍ତି
@bikrammohanty3961
@bikrammohanty3961 Ай бұрын
We the people of Odisha are astonished that if any crime or any thing grievous happens in the jurisdiction of a Govt. Servant, he is placed under suspension because to make him away from all for transparent investigation. POLICE ASSOCIATION MUST UNDRSTAND SUSPENSION IS NOT A PUNISHMENT. IF THEY ARE FOUND AFTER INVESTIGATION, THAT CLEAN THEN AGAIN THEY WILL BE REINSTIGATED. I WAS A GOVT. SERVANT, FOR SOME MISAPS DURING MY TENURE, I WAS KEPT UNDER SUSPENSION WITH HALF SALARY. IT IS THE COMMON PROCEDURE BY LAW. WHY DO POLICE OBJECT TO IT. DO THEY WANT ARMY RULE IN ODISHA, IF THEY WANT WE ALL ODISHA PEOPLE WILL ACCEPT IT WITH PLEASURE AND WE WILL HOPE FOR A BETTER ADMINISTRATION HERE. BUT GIVE A VERY BEFITTING JAWAB TO THIS POLICE ASSOCIATION AND POLICE THAT WITHOUT THEM STATE CAN RUN SMOOTHLY RATHER BETTER. BY THAT TIME THE WHOLE POLICE WOULD BE CRYING FOR THEIR JOBS. NO BODY WILL CARE THEM WILL BECOME BEGGERS ON THE ROAD. MY REQUEST TO ALL POLICE AND THEIR ASSOCIATION BE CAURTIOUS NOW, CHANGE YOUR BEHAVIOUR AND ATTITUDE AND BE NORMAL TO COMMON MAN. IT WILL GIVE MORE RESPECT TO YOU. MY ADVISE WAIT TILL THE INVESTIGATION IS COMPLETED. IF POLICE IS GUILTY SHOULD BE PUNISHED AS PER LAW. BUT THAT LADY VICTIM IS GUILTY THEN SHE SHOULD BE PUNISHED.
@pradiptaroul5826
@pradiptaroul5826 Ай бұрын
Your analysis is excellent sir 🙏
@madhusudanmahakud9141
@madhusudanmahakud9141 Ай бұрын
Excellent Express Absolutely Right
@RabindranathBehera-p3x
@RabindranathBehera-p3x Ай бұрын
Good analysis ♥️
Mohan's big strokes, BJD tagged top cops transferred | The QUiver
1:52
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 139 МЛН
Человек паук уже не тот
00:32
Miracle
Рет қаралды 3,9 МЛН
Из какого города смотришь? 😃
00:34
МЯТНАЯ ФАНТА
Рет қаралды 1,3 МЛН
Bharatpur Echo In Odisha CM Mohan Majhi Pep Talk To Police Officers
4:15
龟兔赛跑:好可爱的小乌龟#short #angel #clown
01:00
Super Beauty team
Рет қаралды 139 МЛН