Рет қаралды 15,902
ଦେଶ ସ୍ଵାଧୀନ ହେବ ପର ଠାରୁ ଓଡିଶାରେ ପ୍ରଥମଥର ପାଇଁ ବିଜେପି ସରକାରକୁ ଆସିଲା ଏବଂ ଆସୁ ଆସୁ ହିଂସା ଝଗଡା ମାରପିଟ ଆରମ୍ଭ କରିଦେଲା ଖାଲି କଂଗ୍ରେସ ଅଫିସ ବୋଲି ନୁହେଁ ଅନ୍ୟ ଚାରିଆଡେ ମାରପିଟ କରୁଛନ୍ତି | ଯଦି ଏମାନେ ଏମିତି ହେବେ ଆଗକୁ ଆମ ରାଜ୍ୟ ପାଇଁ ବହୁତ ବଡ ଖତରା |
#aspnnews #odishanews #rameshjena #odishacongress