ଦଳରୁ ନେତାଙ୍କୁ ବିଦା କରିବା ପୂର୍ବରୁ କଣ କରନ୍ତି ନବୀନ || Sanchar Live

  Рет қаралды 64,033

Sanchar Live

Sanchar Live

Күн бұрын

Пікірлер: 104
@rajanikantabiswal2669
@rajanikantabiswal2669 11 күн бұрын
ସାର୍ ଅପ୍ରିୟ ସତ୍ଯ କଥା କହିଥିବା ରୁ ଆମେମାନେ ଧନ୍ଯ ମନେକରୁଛୁ ଜୟ ଜଗନ୍ନାଥ
@sasthakumarpurohit2580
@sasthakumarpurohit2580 11 күн бұрын
B j d ଗୋଟିଏ ଅହଙ୍କାରୀ ସରକାର,,,,,
@pramodkumarrout1747
@pramodkumarrout1747 11 күн бұрын
ବଢିଆ ଲଗିଲା
@DhaneswarDas-v6q
@DhaneswarDas-v6q 11 күн бұрын
ଓଡିଶା ର ଏହା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିବ ନିଶ୍ଚୟ
@himadrisekhardas1565
@himadrisekhardas1565 10 күн бұрын
New generation should watch this video & know Odisha political history
@PurnachandraBehera-if5tu
@PurnachandraBehera-if5tu 11 күн бұрын
ବିଜୁ ବାବୁ ଙ୍କ ସ୍ବପ୍ନ pandiyan helicopter ରେ ବୁଲିବେ। ସବୁ ସରକାରୀ school ବନ୍ଦ କରି ବେସରକାରୀ school ଖୋଲିବା। ନବୀନ ବାବୁ ଏହାକୁ ପୁରା କରିନଥିବାରୁ ଭାରି ଦୁଃଖିତ। ଆଉ ଗୋଟିଏ ଥରେ ମୁଖ୍ୟ ମନ୍ତ୍ରୀ ହେଇ ପୂରଣ କରିବେ।
@golakbiharimohanty8816
@golakbiharimohanty8816 11 күн бұрын
Many thanks Sri Sarat Babu . Definitely your discussion is acceptable and appreciable. Nice information for us.
@khirodhota1440
@khirodhota1440 11 күн бұрын
ନବୀନ ବିଶ୍ୱ ସ୍ତରୀୟ ପିତୁଳି l
@AkshayakumarPattnaik-v7s
@AkshayakumarPattnaik-v7s 8 күн бұрын
Best journalist True Fact
@Dillip5331
@Dillip5331 10 күн бұрын
Very nice information
@prafulasingh2267
@prafulasingh2267 9 күн бұрын
ବିଜୁ ବାବୁ , ବିରେନ ବାବୁଙ୍କ ସମୟରେ ଗୋଟିଏ ନାରା ହେଇଥିଲା । ବିଜୁ ବିରେନ କେଉଁଠି ମଦ ଭାଟି ଯେଉଁଠି ।
@NabkishorBarik
@NabkishorBarik 11 күн бұрын
Thanks for good news about Nabin Pattnaik, people should know
@Ajoydas-fj4dj
@Ajoydas-fj4dj 10 күн бұрын
Admirable expression, very interesting and truthful.
@laxmidharapanda6086
@laxmidharapanda6086 10 күн бұрын
ଏହା ସତ୍ୟ ଓଡ଼ିଶା ଇତିହାସରେ ନବୀନ ଜଣେ କଳଙ୍କିତ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଲେଖାହୋଇ ରହିବ !
@debiprasadpanda3490
@debiprasadpanda3490 9 күн бұрын
Quite interesting interview. Should Continue in coming days.
@odiatechgyan605
@odiatechgyan605 11 күн бұрын
ବିଜୁ ବାବୁଙ୍କ ସ୍ବପ୍ନ ନବୀନ ବାବୁ ପୂରଣ କରିଛନ୍ତି ନା ବାପା ଙ୍କର ସ୍ବପ୍ନ ନାଁରେ ରାଜନୀତି କରୁଥିଲେ? ବିଜୁ ବାବୁଙ୍କ ସ୍ବପ୍ନ ନବୀନ ବାବୁ ପୂରଣ କଲେ, ଏବେ ନବୀନ ବାବୁଙ୍କ ସ୍ବପ୍ନ ପାଣ୍ଡିଆନ ପୂରଣ କରିବେ, ହା ହା.... ଏଇତ ରାଜନୀତି 😂😂😂
@DhaneswarDas-v6q
@DhaneswarDas-v6q 11 күн бұрын
ବହୁତ କଥା ଜାଣିବାକୁ ମିଳିଲା,, ଧନ୍ୟବାଦ
@khirodhota1440
@khirodhota1440 11 күн бұрын
ଯାହା ହେଉ ଜଣେ ମଦ୍ୟପ ଓଡିଶା ବାସି ଙ୍କୁ ଭେଳିକି ଦେଖେଇ 24 ବର୍ଷ ମାରିଦେଲା l
@sudhakarsahu333
@sudhakarsahu333 11 күн бұрын
Perfect and fact talk .
@sibajimoulik5192
@sibajimoulik5192 5 күн бұрын
Sarat babu ଙ୍କୁ ବହୁତ ଦିନ ପରେ ଦେଖିଲୁ. ଏବଂ ବହୁ ରାଜନୀତିକ ତଥ୍ୟ ଜାଣିଲୁ. ଭଲ ଲାଗିଲା ସଂଚାର ଏଭଳି ଖବର ପ୍ରକାଶ କରିବା ଦରକାର.
@jsmjjbiswaray7852
@jsmjjbiswaray7852 5 күн бұрын
You are right 👍👍👍
@pramodsahoo838
@pramodsahoo838 11 күн бұрын
Good discussion
@laxmidhartripathy9687
@laxmidhartripathy9687 11 күн бұрын
ନାମକୁ ନବୀନ ବିଜେଡି ଦଳର ନେତା ଓ ମୁଖ୍ୟମନ୍ତ୍ରୀ ଥିଲେ । ସେତ ତାଙ୍କ ବାପାଙ୍କ ନାମରେ ତିଆରି ହୋଇଥିବା ଦଳକୁ ବଞ୍ଚାଇବା ଆସିଥିଲେ । ମୁଳରୁ କିନ୍ତୁ ସେ ଚାକିରିଆଙ୍କ ଦ୍ବାରା ଶାସନ ଚଳାଉଥିଲେ । ନବୀନ ଗୋଟେ ନୀଳବର୍ଣ୍ଣ ଶୃଗାଳ ।
@bharatbhusansahoo5413
@bharatbhusansahoo5413 11 күн бұрын
BJD is now PJD(pandu janta Dal)
@PrashantKumarPrusty-o4r
@PrashantKumarPrusty-o4r 11 күн бұрын
True fact
@sachitradas6257
@sachitradas6257 8 күн бұрын
Great naveen
@simanchalaswain5809
@simanchalaswain5809 7 күн бұрын
Sarata sir Jaha kahile nirat Satya 👌,
@biswajithappysahoo1794
@biswajithappysahoo1794 10 күн бұрын
ବିଜୁ ପଟ୍ଟନାୟକ ଜଣେ କ୍ଷ୍ୟମତା ଲୋଭି ଥିଲେ, ଏକଥାକୁ ଆପଣ ଜଣେ ସ୍ପଷ୍ଟବାଦୀ ବ୍ୟକ୍ତିତ୍ବ.....କାରଣ ଗୋଟେ ଓ୍ବାର୍ଡ ମେମ୍ବର ସହିତ କଥା ହେବାକୁ ଜଣେ ସାଧାରଣ ମଣିଷର ସାହସ୍ ହେଉନଥିଲା......ଯାଜପୁର କଥା ଅର୍ଥ ବବି......ଏବେ ପେଟ କମିଗଲାଣି.......ଆଉ ସମସ୍ତେ ମିସିକି ହରେଇଲେ, ପ୍ୟାରି ବାବୁ ରାତି ଅଧିଆ କାମ କରୁଥିଲେ କିନ୍ତୁ ଏବେ ନବୀନ ପଟ୍ଟନାୟକଙ୍କୁ ପଛପଟୁ ଏମିତି କଲେ ଅଖା ଧୋଉଥିବେ ଗୁଣ ଗାଉଥିବେ.....ନବୀନ ପଟ୍ଟନାୟକ ରାଜନୀତି ଶିଖନ୍ତୁ.....ବିଜୁ ପଟ୍ଟନାୟକଙ୍କ ପାଇଁ ନବୀନ ପଟ୍ଟନାୟକ ଜିତୁଥିଲେ.......ବୋଧେ ବିଜୁବାବୁଙ୍କ ଅଭିଷାପ ପଡିଗଲା.......
@alekhchandrabeja5578
@alekhchandrabeja5578 10 күн бұрын
Sir, where were you ? You should tell during Nabin's time
@reporterjagadhal
@reporterjagadhal 11 күн бұрын
Nice one
@saiprasannadas9873
@saiprasannadas9873 11 күн бұрын
କାହିଁକି ଭଡ ଭଡ ହେଉଛ
@saiprasannadas9873
@saiprasannadas9873 11 күн бұрын
ନବୀନ ବାବୁ ଜିନ୍ଦାବାଦ
@swadhikarbetaj3768
@swadhikarbetaj3768 9 күн бұрын
ନବୀନ ବାବୁ ମୃଦାବାଦ
@debendranarayandash9040
@debendranarayandash9040 11 күн бұрын
ନବୀନ ବାବୁ ବିଶ୍ଵସ୍ତରିୟ ଭଦ୍ର ଡକାୟତ ମୁଖ୍ୟମନ୍ତ୍ରୀ
@prakashswain8674
@prakashswain8674 8 күн бұрын
ଯେଉଁ ନେତା କି ନେତୃତ୍ବ ମାନେ ସ୍ବର୍ଗତ ବିଜୁ ବାବୁଙ୍କର ଭଳି ଆଦର୍ଶ ଶାସକ କିମ୍ବା ନେତା ହେଇପାରୁ ନଥିବେ ,ତାହେଲେ ସେହି ଜଣକ ଆତ୍ମଘୋଷିତ ନେତା କିମ୍ବା ନେତୃତ୍ବ ହେଇ, ବିଜୁ ବାବୁଙ୍କର ଅଧୁରା ସ୍ଵପ୍ନ କଣ ଥିଲା ଜାଣିବେ କିମିତି ❓ଯେ ପୁରଣ କରିବାକୁ ସମର୍ଥ ହେଇ ପାରିବେ କିମିତି❓ତେଣୁ ବିଜୁ ବାବୁଙ୍କର ଆଦର୍ଶରେ ଅନୁପ୍ରାଣିତ ହେଇପାରୁ ନଥିବା କିମ୍ଵା ବିଜୁ ବାବୁଙ୍କ ଭଳି ଶାସନ କରିପାରୁ ନଥିବା କିମ୍ବା ବିଜୁ ବାବୁଙ୍କର ଭଳି ଦଳୀୟ କର୍ମୀ ସଂଗଠକ ମାନଙ୍କୁ ଭଲ ପାଇ ଦଳକୁ ସଙ୍ଗଠନ କରି ନେତୃତ୍ବ ଦେଇପାରୁ ନଥିବା ବ୍ଯକ୍ତିଙ୍କୁ, ଏମିତିକା ଦୀର୍ଘ ୨୪ ବରଷ କାଳ କଣ,ତାଙ୍କୁ ମଲା ଗଲା ଯାଏଁ ସମୟ ପାଇଲେ ମଧ୍ଯ ବିଜୁ ବାବୁଙ୍କର ଅଧୁରା ସ୍ଵପ୍ନକୁ ପୁରଣ କରି ପାରିବାକୁ ଆଦୌ ସକ୍ଷମ ହେବେନି ।
@Manu-nz8gx
@Manu-nz8gx 9 күн бұрын
Biju Patnaik❤
@arunkumarbehera9271
@arunkumarbehera9271 11 күн бұрын
Vai. Bdhia,kohile
@kalucharanpaikray7238
@kalucharanpaikray7238 11 күн бұрын
ଏ ଲୋକ ଜଣଙ୍କ କିଏ....?? ଭଲ ବଖାଣୁଛନ୍ତି.... 24ବର୍ଷ ଭିତରେ କେବେ ଦେଖା ଯାଉଁ ନ ଥିଲେ.....
@bhabanishankarparhi6349
@bhabanishankarparhi6349 10 күн бұрын
ଆପଣ କିଏ ❓ ଆପଣଙ୍କର ବୟସ କେତେ ❓ ଆପଣଙ୍କର ଜନ୍ମ କେବେ ❓ ନିଜକୁ ପ୍ରଶ୍ନ କରନ୍ତୁ ତାପରେ ଉତ୍ତର ମିଳିଯିବ। ସତ କହିଲେ ଗାଣ୍ଡିରେ ବାଜୁଚି। ଜଉ ମାନେ ଦଳରେ ଥିଲେ ଆକୃଷର ଶିକାର ହୋଇ ଦଳରୁ ବହିଷ୍କାର ହୋଇଛନ୍ତି। ସେମାନେ ଜାଣିନାହାନ୍ତି ଆପଣ ବେଶି ଜାଣିଛନ୍ତି ବୋଧ ହୁଏ। ଯଦି ଜାଣିନାହାନ୍ତି ତାହାଲେ ତର୍ଜମା କରନ୍ତୁ। ନହେଲେ ଲୋକେ ହସିବେ।
@sasanksekharaswain9208
@sasanksekharaswain9208 11 күн бұрын
ଓଡ଼ିଆ ନେତା tent ⛺ ବନ୍ଧା ନେତା , ତାଙ୍କର ଟିକେଟ ଦରକାର୍ , ଚାକର ହୋଇ ରହିବାକୁ ଭଲ ପାଆନ୍ତି
@rabindradash6381
@rabindradash6381 9 күн бұрын
😊😊😊😊😊😊😊😊
@ajaybadjena6799
@ajaybadjena6799 11 күн бұрын
ଧନ୍ୟବାଦ,
@kartikabehera4929
@kartikabehera4929 10 күн бұрын
Nice
@srikantpatnaik2849
@srikantpatnaik2849 8 күн бұрын
24 ବର୍ଷ ଶାସନ କଲେ କିନ୍ତୁ କାହାର ଆଗରେ ମୁହଁ ନଇଁ ନଥିଲେ l ସେ ଶାସନ ହରାଇଲେ କିନ୍ତୁ ବଦନାମ ତାଙ୍କ ନାମ ରେ ନାହିଁ l ନବୀନ ପଟନାୟକ ଜଣେ ନିର୍ମଳ ବ୍ୟକ୍ତି ବୋଲି ଇତିହାସ କହିବ l
@sanjeevmohanty7453
@sanjeevmohanty7453 11 күн бұрын
Odisha people have voted to NP due to his father. Very egoistic and not favoring odia was his motive. Right time he has gone. Only Lord Jagannath saved Odisha.
@dillipkumarsahoo1133
@dillipkumarsahoo1133 11 күн бұрын
ନେତା ନିଜର ସ୍ବାର୍ଥ ର ରାଜନୀତି ପାଇଁ ଓଡ଼ିଶା ଲୋକେ ଙ୍କୁ ଖାଲି ଭୁଆଁ ବୁଲୋଉ ଛନ୍ତି 👎😭🤪🤣
@Skstarvlog3735
@Skstarvlog3735 11 күн бұрын
Naveen vali gote mal pea.drugs pea.british odisha ku vuan buleiki 24 year sasan karidela ja hau
@rabichandrapal632
@rabichandrapal632 8 күн бұрын
ସମ୍ପୂର୍ଣ ସତ୍ୟ ଉପରେ ଆଧାରିତ ଏ ସମ୍ପର୍କରେ ନିଜେ ସ୍ବର୍ଗତ ନଳିନୀ ମହାନ୍ତି ଙ୍କ ଠାରୁ ମୁଁ ଶୁଣିଛି, ସେ ଯେତେବେଳେ ନବୀନଜୀ ଙ୍କ ଠାରୁ ଘରକୁ ଫେରିଲେ ସେତେବେଳେ ମା ( ଦିବଂଗତ ଜନ ନାୟକ ଶ୍ରୀ ମହାନ୍ତି ) ଙ୍କ ଧର୍ମ ପତ୍ନୀ ଶ୍ରୀ ମହାନ୍ତି ସାର ଙ୍କୁ କହିଲେ ତୁମର ମନ୍ତ୍ରୀ ପଦ ନାହିଁ ସେ ତୁରନ୍ତ secretary ଯାଇ ଦେଖିଲେ ତାଙ୍କରି office ତାଲା ପଡିଛି କିନ୍ତୁ ବିଜୁ ବାବୁ କେବେ କ୍ଷମତା ଲୋଭୀ ନ ଥିଲେ ଏଇଟା ଗ୍ରହଣୀୟ ନୁହେଁ
@krushnamohanprusty2728
@krushnamohanprusty2728 11 күн бұрын
ବ୍ୟକ୍ତି କେନ୍ଦ୍ରିକ ରାଜନୈତିକ ଦଳ ଅଧିକ ଦିନ ତିଷ୍ଠିବା ସମ୍ଭବ ହୋଇ ନ ଥାଏ , ଏହାହିଁ ଇତିହାସ !🎉 ତେଣୁ ବିଜେଡି ଦଳର ଭବିଷ୍ୟତ ନବୀନ ବାବୁଙ୍କ ଉପସ୍ଥିତି ପର୍ଯ୍ୟନ୍ତ ?😂
@premanandapalei8565
@premanandapalei8565 10 күн бұрын
Paschim odisha katha kahiba pain g kahin phatuchi
@AmrutDash
@AmrutDash 10 күн бұрын
ପାଣ୍ଡିଆନ ଆଜି ବି ନବୀନ ନିବାସରେ ଅଛନ୍ତି ଏବଂ ନବୀନବାବୁଙ୍କ ଗୁଡବୁକରେ ଅଛନ୍ତି
@GolakBihariSahoo-o9f
@GolakBihariSahoo-o9f 11 күн бұрын
😢😢
@suryakantachhotaray7325
@suryakantachhotaray7325 11 күн бұрын
ପୂର୍ବତନ ମୁଖ୍ୟମନ୍ତ୍ରୀ ଜଣେ ଅଭ୍ୟାସ ଗତ ମଦୁଆ ଆଉ ରୋଗା ଅଟନ୍ତି।
@ajayakumarrout3036
@ajayakumarrout3036 5 күн бұрын
PRATISODH. NEBA NIJARA KARTABYA
@sarojmishra7932
@sarojmishra7932 11 күн бұрын
Biswa lutera Nabin.
@abhimanyurout4574
@abhimanyurout4574 5 күн бұрын
ନଵିନୀଵାବୁ,ବେଇମାନୀର,କମଫଳ, ଭୋଗିବେ
@BulakiSwain-n4c
@BulakiSwain-n4c 11 күн бұрын
ଏବେ ସବୁ ବୁଝି ପାରୁଛ? ଚବିଶ ବର୍ଷ ଧରି ପାଦ ସେବା କରୁଥିଲ, ଟିକେଟ ନ ମିଳିବାରୁ ନବୀନ ପଟ୍ଟନାୟକ ଖରାପ ହେଇଗଲେ। ତମେ ସବୁ ଚରଣ ଚୁଟିଆ।
@littoncool
@littoncool 11 күн бұрын
Aau thila bele kahile Pradeep Panigrahi aau baijayant bhali hairan karibe…..se jadi jaha gali karucha seta…den Naveen pandu ta sei Kama re Sardar Modi ra…
@JitendraBaral-ji7lo
@JitendraBaral-ji7lo 11 күн бұрын
Biju, Nabina, Bapa, Pua Ditajaka Khyamata Lobhi Au Odisha Ku Lut Kari Nija Sampati Badhaichhanti Emane Odisha Ra Kichhi Unati Karinahanti
@SantoshNayak-x4z
@SantoshNayak-x4z 11 күн бұрын
Navin pattnayak should left odisha.
@PrasannaNayak-o3m
@PrasannaNayak-o3m 11 күн бұрын
Nabinababu jane swarthhapara nahele odisha bahut aagaku jaiparithhantaa
@srinibasswain1143
@srinibasswain1143 11 күн бұрын
Situation makes Biju n Nabin great .. But they are not really good n great...
@sankhalicharangiri805
@sankhalicharangiri805 11 күн бұрын
Nimbu pani aau kon
@trinathpanda2400
@trinathpanda2400 11 күн бұрын
As.a.whole.BJD.MAGHIA
@Zanil-kr7ll
@Zanil-kr7ll 11 күн бұрын
Janaki Pattanaik nirmala byaktitwa 🤣🤣🤣 odisha ta ku bhikari karithila boli ta pua aaji MLA ta hoiparilani Biju Patnaik sachot loka boli thank pua aaji odisha re 25 yr sasan kala loka jhuruchanti . Odisha ra suna pua Naveen Pattanaik ♥️♥️♥️
@bikashranjanbarik9260
@bikashranjanbarik9260 9 күн бұрын
Janaki Pattnaik bhala loca nuhanti
@saiprasannadas9873
@saiprasannadas9873 11 күн бұрын
ବିଜୁବାବୁ କଳିଙ୍ଗ ର ବରପୁତ୍ର
@jayakrushnapanda9037
@jayakrushnapanda9037 11 күн бұрын
Janini Khali baka baka
@UNKNOWNSENAS
@UNKNOWNSENAS 5 күн бұрын
Au bala achi je sunupampudi khaiba
@suryadas6795
@suryadas6795 11 күн бұрын
Kana Ŕa__ interview ru asi Rajaneeti interview
@KrushnaMuduli-yu6nv
@KrushnaMuduli-yu6nv 11 күн бұрын
Madua.24.barsa.sasan.kala
@SantoshMahanty-p2t
@SantoshMahanty-p2t 10 күн бұрын
BJD re Pandian kie? Se jane IAS Adhikari tanku upara ku arthat BJD rajniti dala re eha nku jie enter Kari thile se heu chhanti Purna doshi.
@udayadas9318
@udayadas9318 9 күн бұрын
Sambadika mahodaya tame kou dala ra sambadika tike kahibe ki . Kete paid heichhi
@pradipray6127
@pradipray6127 11 күн бұрын
ଇଏ ନବିନା ଏତେ ଚରଣ ଚୁତିଆ ନିମକ ହାରାମି
@satyabratmahalik7237
@satyabratmahalik7237 10 күн бұрын
Bilkul faltu katha
@nrusinghmaharana8237
@nrusinghmaharana8237 11 күн бұрын
Byakti janaka bodhe sabu kichhi nija akhi re dekhithile. Yanku bodhe kichhi khyamata ru banchita kara jaithila jaha laguchi....
@ajayakumarrout3036
@ajayakumarrout3036 10 күн бұрын
NABIN LEMBU PANI DEI OUT KARUTHILE , AMANE SEHIBHALI KARANTU
@rnayak4u
@rnayak4u 10 күн бұрын
Tamara into 12 mins na😂
@GolokSahoo
@GolokSahoo 11 күн бұрын
Boda ku Bali chadhaiba purbaru kudhi khaibaku debara bidhi achhi. Naveen babu bidhi taku rakhichanti.
@saratjena8475
@saratjena8475 9 күн бұрын
Hahahaha NAVEEN pakkaa badmaash mu vala bhabare bujhipare.
@BhawaniPrasad-b9c
@BhawaniPrasad-b9c 6 күн бұрын
NABINA AGARWAL LAND GRANT KALADAG NUHAN?
@kailashjena8685
@kailashjena8685 11 күн бұрын
E sambadika ta ku kichhi jananahin
@prasantprusty3619
@prasantprusty3619 10 күн бұрын
Tor smaranshakti nathila
@janmejoysahoo678
@janmejoysahoo678 11 күн бұрын
Right କଥା କହୁଛନ୍ତି ଏ ଭଦ୍ର ଲୋକ ଜଣେ ।
@DiptiranjanMaharana-y2c
@DiptiranjanMaharana-y2c 11 күн бұрын
Nabin babu pandian sir right ✅️
Happy birthday to you by Secret Vlog
00:12
Secret Vlog
Рет қаралды 6 МЛН
World’s strongest WOMAN vs regular GIRLS
00:56
A4
Рет қаралды 49 МЛН
🔵 Exclusive | In Conversation With Debasis Nayak | Kanak News
24:27