Deputy CM Prabhati Parida discuss on Subhadra Yojana

  Рет қаралды 207,592

DD News Odia Official

DD News Odia Official

Күн бұрын

Пікірлер: 128
@birendrasahu8282
@birendrasahu8282 4 ай бұрын
ଦରମା ବୃଦ୍ଧି କଲା ବେଳକୁ ତୁମ ପାଟି ହାତ କାମ କରୁନି ହାତ ବାନ୍ଧି ହୋଇଯାଉଛି. କାମ ଦେଇ ଦଉଛ ଦରମା ବୃଦ୍ଧି କଲା ବେଳକୁ ଫାଟୁଛି
@allhadinipatel1655
@allhadinipatel1655 4 ай бұрын
Mam ପ୍ଲିଜ଼ ସବୁ ଘରକୁ ପାଣିର ସୁବିଧା କେମିତି ହେଇପାରିବ ta ପ୍ରତି ଟିକେ ଧ୍ୟାନ ଦେବାପାଇଁ ଜଳ ବିଭାଗକୁ କୁହନ୍ତୁ, ଆଜି ପଯ୍ୟନ୍ତ ସବୁ ଘରକୁ ଜଳଯୋଗଣ ra ସୁବିଧା ହୋଇନି, ଅଧେ ଲୋକ ପାଇଛନ୍ତି
@Rahul_B10-u8l
@Rahul_B10-u8l 4 ай бұрын
ସତ କଥା
@AnuPatra-sg8mg
@AnuPatra-sg8mg 4 ай бұрын
Ama village re bi Pani subidha nanhi
@dullavmohanta5959
@dullavmohanta5959 4 ай бұрын
😭
@SukantiGalori
@SukantiGalori 2 ай бұрын
Thanks. You. Medam
@UPENDRABHUE-tp1vi
@UPENDRABHUE-tp1vi 3 ай бұрын
Thank you madm .🎉
@କାହ୍ନୁଚରଣବିନ୍ଧାଣୀ
@କାହ୍ନୁଚରଣବିନ୍ଧାଣୀ 3 ай бұрын
😂🎉 ଶୃଙ୍ଖଳିତ ଧାରା ନିରନ୍ତର ରହୁ ଉଡାଇନନେଉ ଡାମରାକାଉ ହାଅଁ।ଜୀ ଧାରାରେ ପ୍ରଶାସନଯାଉ 5Tକରମ ତିଳେ ତର୍ଜମାହେଉ ଇନ୍ଦ୍ରଜାଲ କିବା ରାଇଜେ ଖେଳଇ ଜ୍ଞାନୀଧୈର୍ଯ୍ଯହରା କିଅଁ। ହୁଅଇ, ବୁଢାହଡା ଗୁରୁଜନର ମହତ୍ବ ବିଦେଶୀପାଠରେ ଯାଏମିଳେଇ
@manojpatnaik9605
@manojpatnaik9605 4 ай бұрын
Maam Ayush Maan KudeGala?Aga Report DIYANTU?😊
@GourachandraNayak-u5h
@GourachandraNayak-u5h 3 ай бұрын
ଆଜ୍ଞା ବ୍ୟାଙ୍କଗୁଡାକ ଗ୍ରାହକମାନଙ୍କKYC ଆଵେଦନ କଲେ ମଧ୍ୟ ବ୍ୟାଙ୍କବାଲା କରୁନାହାନ୍ତି ।ତେଣୁ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ।ବ୍ୟାଙ୍କଙ୍କୁ ନିରଧେଷ ଦିଅନ୍ତୁ।
@ManoharMunda-899
@ManoharMunda-899 3 ай бұрын
Madam kichhi mama manankar rejected heijaichhi ta rechecking kari tanku illigibility kara jau
@krushnachandraparhi3965
@krushnachandraparhi3965 3 ай бұрын
Apan nkar laksha ration card sept 8 re apply karithilu kintu jojana ku latari bhali prajog kale Bina ration card Bala bad padile
@UllashaShahu
@UllashaShahu 3 ай бұрын
Thanks you didi 🙏
@biswajitdash6022
@biswajitdash6022 4 ай бұрын
ଫ୍ରି କଣ କିଛି ବୁଝି ହେଉନି ...କଣ ଜନ ସେବା ଆଉ ମୋ ସେବା ରେ ଯାହା ଖର୍ଚ୍ଚ ହେଇଚି ସେଇଟା କଣ ମାଝୀ ଆଉ ପରିଡା କିଣିକି ଦେଇଛନ୍ତି ନା ତାଙ୍କ ଘର ଲୋକ ଦେଇଛନ୍ତି ...ନାହିଁ ନା ତାହାଲେ ଜନ ସେବା ଆଉ ମୋ ସେବା କଣ ପାଇଁ ଫ୍ରି ରେ କାମ କରିବେ ତାଙ୍କ ହାତରୁ ପେପେର ଦେଇ କାଳି ଦେଇ ଇଲେଟରି ଦେଇ ନିଜ ର ଏନଏରଜି ଦେଇ ନିଜ ପରିବାକୁ ପଛରେ ପକେଇ ବିଜେପି ର ଗୋଟେ କେଳେଙ୍କାରୀ ଯୋଜନା କୁ ଆଗେଇ ନବା ପାଇଁ ନିଜର ସର୍ବସ୍ୱ ବିକି ଦେବେ ନା କଣ ...ମାନେ ଆଉ କୋଉଥିରେ ଟୋଲ ଫ୍ରି ନମ୍ବର ନାହିଁ ଖାଲି ଏ ଯୁଗାନ୍ତକାରୀ ଯୋଜନା ପାଇଁ ଟୋଲ ଫ୍ରି ଛି ଛି ଛି ଏତେ ନିର୍ଲଜ ବେହିୟା ଓଡ଼ିଶାରେ ବିଜେପି ହବ ବୋଲି କେହି ଜାଣି ନଥିଲେ ...ଏ ଅନ୍ଧ ସରକାର ପାଗଳ ସରକାର ଆଖି ଥାଇ ଅନ୍ଧ ହେଇଥିବା ସରକାର ଶାସନ କୁ ଆସିବା ପରେ ଏମାନେ ଯେଉଁ ପ୍ରକାରର ଖେଳ କରୁଛନ୍ତି ଜନ ସେବା ଆଉ ମୋ ସେବା ର ପରିବାର ପ୍ରତି ଏହା ଏକ ନିର୍ଲଜ ଅମାନବିକ କଥା ....ଏମିତି କେବେ ବିଜେଡି ସରକାର 25ବର୍ଷ ରେ ଜନ ସେବା ଆଉ ମୋ ସେବା ପ୍ରତି ନୀଚ ଆଉ ଘୃଣ୍ୟ କାମ କରିନି .....ସତରେ ଗୋଟେ ତାମିଲ ଲୋକ ପାଇଁ ବିଜେଡି କୁ ଭୋଟ ନଦେଇ ବିଜେପି କୁ ଓଡ଼ିଶାରେ ଶାସନ ଦେଇ ଆମେ ସତରେ ପାପ କରିଛୁ ଯାହାର ଦଣ୍ଡ ଆଜି ଶ୍ରୀ ଜଗନ୍ନାଥ ଜନ ସେବା ଆଉ ମୋ ସେବା ର ପରିବାରକୁ ଦେଇଛନ୍ତି .... ମାନିବାକୁ ପଡିବ ...ଶଳା ଜନ ସେବା ମୋ ସେବା କୁ ସିଲ କରୁଛ ଆଉ ଦେଖାଉଛ ...ଟିକେ ପରିଡା କୁ ପଚାରୁନ କେତେ ସେ ଦଉଚି ତା ଲକର ରୁ କାଢିକି ଆଜି ଯାଏଁ ଏ କଥା ଟା କିଏ ବି ପଚାରି ପାରିଲାନାହିଁ.....ଟିକେ ପଚାର କଲ ସେଣ୍ଟର୍ ଝିଅ ମାନେ ପଇସା ନେବେ ନା ସେମାନେ ବି ସେବା ରେ ନିଯୁକ୍ତ ଅଛନ୍ତି ଟିକେ ସଠିକ୍ ଉତ୍ତର ଦିଅନ୍ତୁ ।। ସୁଭଦ୍ରା ଭଉଣୀ ମାନେ ପଚାରୁଛନ୍ତି।। ଯଦି ଜନ ସେବା କୁ ପଇସା ଦେବା ପାଇଁ ମନା କଲେ ସରକାର ତାହେଲେ କଲ ସେଣ୍ଟର୍ ଝିଅ ମାନେ ବି ଫ୍ରି ରେ ସେବା କରିବେ ତ।।...ଯୋଉ ଜଗନ୍ନାଥ ନାଁରେ ରଥ ବୁଲିଲା ବୋଲି ବିଜେପି ଡିଂଗୁର ପିଟି ପିଟି ମିଛ କଥା କହି ଶାସନ କରୁଛି ସେ ତ ଏବେ ସୁଭଦ୍ରା ରଥ ବୁଲାଉଛି ...ପୁଣି ସେ ଜଗନ୍ନାଥଙ୍କ ସାନ ଭଉଣୀ କୁ ବାର ଦାଣ୍ଡ ଶୁଣ୍ଡି ପିଣ୍ଡା କରିବ ......ଜନ ସେବା ଆଉ ମୋ ସେବା କେତେ ପାଇବ ସେ କଥା ପରିଡା କହିବାର ନାହିଁ ହେଲେ ମାଗେଣା ନିଶା ତାକୁ ଘାରିଛି ...... ଭାଇ ଜନ ସେବା ଆଉ ମୋ ସେବା ର କଷ୍ଟ ଆଉ ଦୁଃଖ ସେ ଲୋକ ମାନେ ଦେଖୁଛନ୍ତି ..ଆଉ ତା ଭିତରୁ କେତେଟା ନମକ ହାରାମ ଆଉ ଭାଣ୍ଡ ବି ରହିବେ ....ବିଜେଡି 25 ବର୍ଷ ର ପରାଜୟ କେମିତି ଭୁଲିବ ...ଯେମିତି ତା ଅଫିସର ମାନଙ୍କୁ ବିଜେପି ଧରୁଛି ସେମିତି ବିଜେଡି କୁଜି କୁଜି ନିରୀହ ଜନ ସେବା ଆଉ ମୋ ସେବା ର ଭାଇ ମାନଙ୍କୁ ପେଟରେ ମାରୁଛି ..... ଲୋକ ଯଦି ସରକାର ର କଥା କୁ ଏତେ ଭକ୍ତି ଆଉ ଶ୍ରଦ୍ଧାରେ ଶୁଣୁ ଥାନ୍ତେ ତାହାଲେ ସେ ସରକାରୀ ଡାକ୍ତରଖାନା କୁ ଯାନ୍ତେ ଆଉ ସେଠାକାର ମେଡିସିନ ଖାନ୍ତେ ... ନାକି ସକାଳୁ ସକାଳୁ private ମେଡିସିନ ଦୋକାନ ଆଉ private ଡାକ୍ତରଖାନା ରେ ଗାଣ୍ଡି ମାରାଓ ଥାନ୍ତେ ...ଲୋକ ଜାଣିଛନ୍ତି ସେଠି କି ଯିବେ ମାନେ ସ୍ୱର୍ଗଦ୍ୱାର ରେ ଗୋଟେ ଜୁଇ ବୁକ କରିବାକୁ ପଡିବ .. ଲୋକ ଯଦି ସରକାର ର କଥା କୁ ଏତେ ଭକ୍ତି ଆଉ ଶ୍ରଦ୍ଧାରେ ଶୁଣୁ ଥାନ୍ତେ ତାହାଲେ ସେ ସିଗାରେଟ ମଦ ଗୁତୁଖା ପାନ ଖଇନି ଚୁଚୁମି ଖାଉ ନଥାନ୍ତେ .......ତମେ କେତେଟା ଦଲାଲ ମିଡ଼ିଆ ମାନେ ଏମିତି ସବୁ ତୁଛା କାମ କରନ୍ତି...........ସରକାର କୁ ପ୍ରଶ୍ନ କର ହିତାଧିକାରୀ ଙ୍କୁ 50000 ଆଉ ଯେ ହିତାଧିକାରୀ ଙ୍କୁ ଚିନ୍ହଟ କରିବା ଲୋକ କୁ 15 ଟଙ୍କା ???????? ସେ ପପୁ ଫ୍ରି ଦେବ ବୋଲି କହିଥିଲା ବୋଲି ତା ପଛରେ ସବୁ ଲାଗିଗଲେ ..ହେଲେ ଓଡ଼ିଶାରେ ବିଜେପି ଜନ ସେବା ଆଉ ମୋ ସେବା ଫ୍ରି କାମ କରିବାକୁ କହି ତାଙ୍କ ସହ ବଳାତ୍କାର କରୁଛି ସେଇଟା ଠିକ ????? ...ବେଈମାନ ବିଜେପି ...ଚୋର ବିଜେପି ....ଦଲାଲ ବିଜେପି ...... ଯିଏ କଥା ଟା କହିଛି ଠିକ ସେ ଭାବିଚିନ୍ତି କହିଛି ଓଡ଼ିଆ ଲୋକ ହିଁ ଓଡ଼ିଆ ଲୋକକୁ ପଛ ପଟେ ମାରିବେ ..ତାମିଲ ଥିଲା ଠିକ ଥିଲା ....ଏମିତି ଛୋଟ ଛୋଟ ଦୋକାନୀ ମାନଙ୍କୁ ପରିବାର କୁ ମାରୁ ନଥିଲା ...ହେଲେ ଏ ଅଢେଇ ଦିନ ର ବିଜେପି ସରକାର .....ସବୁ କିଛି ସୀମା ପାର କରିଦେଲା ...ବଡ଼ ଭୁଲ ହେଲା ଆମର ଆଉ ଲୋକ ମାନଙ୍କର ଭୋଟ କୁ ଗୋଟେ ଅଳିଆ ଦଳ କୁ ଦେଇ
@Sriybatinaik
@Sriybatinaik 3 ай бұрын
Thank you mem
@prasadmajhi5559
@prasadmajhi5559 4 ай бұрын
🙏ଦରମା ବଡି଼ବାର ନାହିଁ କି ମେମ୍🙏
@radhakrushnadas1346
@radhakrushnadas1346 4 ай бұрын
Madam asha anganwadi worker paibenani please kuhantu
@anjanadeo7899
@anjanadeo7899 3 ай бұрын
Paibe Kahinki na Semane Swechhasebi Otonti And Semanonko Barshiko ayo 2.50 lakh ru kom
@GitanjaliOjha-q5j
@GitanjaliOjha-q5j 2 ай бұрын
@MadabHimirika-i5i
@MadabHimirika-i5i 3 ай бұрын
ଜେଏ ଭୂମି ହିନ ତାହାକୁ ସୁବଦ୍ରା ମିଳୁନି
@learningsofficial4396
@learningsofficial4396 4 ай бұрын
CSC VLE ମାନଙ୍କୁ Salery ଦିଅନ୍ତୁ BJP ର ସବୁ ଯୋଜନା କୁ free of cost ରେ କରିବୁ l per head 15 /- Commission ର କିଛି value ହିଁ ନାହିଁ । କିଛି ଦିଅନ୍ତୁ ନାହିଁ 15 /- commission ପାଖରେ ରଖି ଥାଆନ୍ତୁ ।
@sujitbiswal3006
@sujitbiswal3006 4 ай бұрын
Anganwadi karmi kichi guide line padhi nahanti, jahar 4 wheeler,5 mana jami , ration card achhi taku form douchanti but new Ration card apply karithiba loka nku pare miliba kahi bhakua banauchanti😢
@babisingh1053
@babisingh1053 3 ай бұрын
Mam anganwadi ku pratisruti dei rakhi le nahin last re government service halder kohi subhadra yozana money dele nahin... Joumane paiba kotha tanku rejected list re rakhi chanti aou jou mangkoro gadi thai modhyo money paichanti.. apon aou thare jaanch karantu ...
@SabitriNaik-hu6ci
@SabitriNaik-hu6ci 3 ай бұрын
Pranimitra ଓଗନଵାଡି ଦିଦିପାସେ ଫର୍ମ ନାହିଁଁ ରହେ ସଵୁ ଵେଳେ ରହୁ ନି
@santoshkumar-pw5fe
@santoshkumar-pw5fe 5 ай бұрын
Good news.
@JagaRana-tn3io
@JagaRana-tn3io 4 ай бұрын
Good morning😊😊
@minatipanda2335
@minatipanda2335 4 ай бұрын
Mam namaskar 🙏🎉❤
@Sastriyachannel4597
@Sastriyachannel4597 4 ай бұрын
ଦିଦିି ଅଙ୍ଗନବାଡି କର୍ମୀ ଙ୍କ କେବେ ଦରମା ବଢିବ।
@anjanadeo7899
@anjanadeo7899 3 ай бұрын
Right 👍🏿👍🏿👍🏿
@RudraNarayan-p1b
@RudraNarayan-p1b 4 ай бұрын
ନମସ୍କାର ମାଡାମ 🙏🏻🙏🏻
@pravakarnaik2481
@pravakarnaik2481 3 ай бұрын
AWC.Worker a/c ku subhadra instalment credit heunahin but others official money credit heinahin upto dt.16/10/2024.
@RuchitaSwain-t7x
@RuchitaSwain-t7x 3 ай бұрын
Madam mora aneka karaja hoi jaichhi. Karaja sujhibaku kichhi diantu
@bishnufinancial
@bishnufinancial 4 ай бұрын
Many bara mantri, Mahila o sisunka surakshya jojana pain kathora ien lagu karantu.
@binodjena5162
@binodjena5162 4 ай бұрын
Crpcm salari bhadhu account pay hau
@Rashmi66643
@Rashmi66643 4 ай бұрын
Ki kama ta karucha tame mane
@SukantiGalori
@SukantiGalori 2 ай бұрын
Sukantigalori
@SangitaPradhan-y3b
@SangitaPradhan-y3b 4 ай бұрын
Madam amar salary tike badheidiyantu
@binodinimahapatra9097
@binodinimahapatra9097 4 ай бұрын
Mam pranam nayagarh block re kichi padabi khali padichi se padabi Purana kale ame Khushi hebu🎉🙏🙏
@SukantiGalori
@SukantiGalori 2 ай бұрын
Krushna. Golari
@RamuPukar
@RamuPukar 4 ай бұрын
Good news mam
@SmrMj-r3k
@SmrMj-r3k 3 ай бұрын
Assa anganwadi crp tanka paibe to gramarakhi kanhiki reject karagala
@DILIPMahalik-dg3rm
@DILIPMahalik-dg3rm 3 ай бұрын
ତମେ। ମାଡ଼ମ। ମିଛ କହୁଛ ପକୁର୍ତର। ଲୋକ ସୁଭଦ୍ରା। ଯୋଜନା। ମିଳୁନି
@RubiBera-wi8if
@RubiBera-wi8if 3 ай бұрын
Mam tume kahucho ki somte posa paibe lekin teme mane to rejected ki pai korucho
@sanjuktayadav6900
@sanjuktayadav6900 3 ай бұрын
ପିଚିକା ka ଦରମା ବଢାନ୍ତି 2000 ଟଙ୍କା ରେ ଚଳି ହେଉ ନାହିଁ
@SwapnaraniSahu-e2c
@SwapnaraniSahu-e2c 3 ай бұрын
Phone kebe aasiba
@SahuAmarendraAllInOne
@SahuAmarendraAllInOne 4 ай бұрын
Thanks mam youtuber sahu amarendra all in one ❤ thanks mam valuable information 🙏
@narotammallick7235
@narotammallick7235 4 ай бұрын
Man aapko koti namaskar
@SangitaPradhan-y3b
@SangitaPradhan-y3b 4 ай бұрын
Mbk mankar kichhi salary badhantu madam
@Kuniexpress-qu6hk
@Kuniexpress-qu6hk 4 ай бұрын
Jadi kaha pitankara gadi business achi kn se family eligible nuhe form pakeiba pain
@weekendvlogger6235
@weekendvlogger6235 4 ай бұрын
E c member s paibeki na janeile bhala huanta
@satyajitsethi792
@satyajitsethi792 4 ай бұрын
Rasan card nahine help line 14678 kahuchi income certificate dakar nahine subhdra yojana safola haba ta
@suvendrakarjee2910
@suvendrakarjee2910 4 ай бұрын
କଥା କହିବାର ଶକ୍ତି ନାହିଁ କାହିଁକି ମୁହଁ ଦେଖା ଦେଉଛ ।
@SANTILATADAS-rs7sw
@SANTILATADAS-rs7sw 4 ай бұрын
ALLAIN HELA PARE FORM KU A W, W SANGRAHA KARI B, D, KU DIAJIBA KI
@BighnarajBarik-h3h
@BighnarajBarik-h3h 4 ай бұрын
Krushi Mitra prani Mitra post sabu block ne hau didi
@Kabita-n7j
@Kabita-n7j 4 ай бұрын
First kisti march 8 women's day re ta deipadibe
@kedarnathnayak7680
@kedarnathnayak7680 4 ай бұрын
Thankyou madam very good news for us
@biswajitpanda5793
@biswajitpanda5793 3 ай бұрын
Jie kalia paithile sie subhadra paiba katha
@manasipaital3906
@manasipaital3906 4 ай бұрын
Mam,aganbadi,ra, from,loota,from,ama,paenu
@prasantapanda2328
@prasantapanda2328 4 ай бұрын
Diddi apana kahipari be ki 60 years old mahila , purusa kn apana ku vhote dei nothibe apana kemiti bhabhi dele ................... next term kemiti jitibe se ktha chintaa karibe
@manojpatnaik9605
@manojpatnaik9605 4 ай бұрын
GM KathaNakahi Thik Kota Ama R&R policy re Compensesatipn Dia other waise llast 10 yrs ra record Bjp o Congress Jamibao Other State like Kerla WBengal People's will Know ankit Very Secret Story Bjp ra Open Haba ?😊
@RasmiAjiti
@RasmiAjiti 3 ай бұрын
Morabi aasini medama
@JenaMamali-es6is
@JenaMamali-es6is Ай бұрын
Opt out kariche bula re kana karibi
@bidhubhusansamantasinghar4792
@bidhubhusansamantasinghar4792 3 ай бұрын
Mo nam re 1.5 ekarru kam jami achhi hele 5ekar show Kari mo stree ra reject kahinki karagala , Election sarigala pare direct D. CM hoigal aau Manish guda chheli mendha Vali dekhajibe , Eka maghake Sita sarijauni , Kabadia niti chhada
@DraupadiRout-pw6iw
@DraupadiRout-pw6iw 4 ай бұрын
😊
@PremishKhamari
@PremishKhamari 4 ай бұрын
Salary kana hela kuha first
@ksgaming7005
@ksgaming7005 4 ай бұрын
ଆପଣ କେମିତି ଜାଣିବେ ସ୍ୱଛଳ ମହିଳା କିଏ?
@krushnachandraparhi3965
@krushnachandraparhi3965 3 ай бұрын
Madam misan sakti maa Mane daudi daudi dui kisti tanka pai parile nahi
@biswajitpanda5793
@biswajitpanda5793 3 ай бұрын
Hairan karuchhi sarkar
@manojpatnaik9605
@manojpatnaik9605 4 ай бұрын
DulingaCoal mines ra CBi enquiry Darkar Ntpc O kichi Govt Official Koto koti Khai Chan Amey Strike Karibi Bjp Khali kahuchi Kintu RAnd R Election purba and para Job Katha kude gala Dharmendra Babu Kuel Babu ?😊
@KalpanaMahanta-l8d
@KalpanaMahanta-l8d 3 ай бұрын
ଆମକୁ ମିଳୁନି ଦରମା ପାଣୀ ମିତ୍ର କରୁଛୁ mam
@UpendraThati
@UpendraThati 4 ай бұрын
🇮🇷🇮🇷🇮🇷👍👍👍🙏🙏🙏👌👌👌♥️♥️♥️
@sneditors7702
@sneditors7702 4 ай бұрын
Sabu pariber.ku.chakiri diajau
@RubiBera-wi8if
@RubiBera-wi8if 3 ай бұрын
Mor to 4_wheeler nahi ki pai rejected korucho
@JharanaSwain-w6u
@JharanaSwain-w6u 4 ай бұрын
Purusa yojana kebe
@sushantnayak8186
@sushantnayak8186 3 ай бұрын
ଫୋନ କଲଲ କେବେ ଆସିବ
@chandrakantagaming94chinu37
@chandrakantagaming94chinu37 4 ай бұрын
Gote form rijet hoi gale aww didi mane deu nahanti
@SukantiGalori
@SukantiGalori 2 ай бұрын
Manima. Takri
@nepalbarik9203
@nepalbarik9203 4 ай бұрын
Thanks B J P
@bnnath4820
@bnnath4820 3 ай бұрын
Mam mu ta painahi mu ta aww worker
@Jayanta455
@Jayanta455 4 ай бұрын
Rasana card nahin apply kariparibuna
@KailashDas-m6e
@KailashDas-m6e 3 ай бұрын
Sir more wife ra 17september re 1tanka asithila kintu 2yakisti dia helani Amara asini
@sarbeswarbehera12
@sarbeswarbehera12 4 ай бұрын
Very very thinks B J P
@AlokBiswal-b9q
@AlokBiswal-b9q 4 ай бұрын
Jahara wife death see subhadrayojanaru banchita ki
@jyoshnaranisamantaray7646
@jyoshnaranisamantaray7646 3 ай бұрын
Mor asini mam
@SukantiGalori
@SukantiGalori 2 ай бұрын
Ok
@lalitkumarsahu6532
@lalitkumarsahu6532 4 ай бұрын
ଯେଉଁ ମହିଳା ୧୫୦୦ ଟଙ୍କା ମାସକୁ ଆୟ କରୁଛନ୍ତି । ସେହି ମହିଳା ଙ୍କୁ ସୁଭଦ୍ର ଯୋଜନା ରୁ ବାଦ ଦିଆଯାଉ
@ChakrapaniKapal
@ChakrapaniKapal 4 ай бұрын
Namskar madam BJP sadhasy dayapalli panchayat Shakti pramukh daithya re achi madam jebey bjd sarkhar thilla amokho sabhu jojana ro vanchit Kari thille to abe ammo BJP sarkhar to ammoro dabi ki ammoro sarkhar sahyog bhai bouning ko first sarkhar sayata melibow more asha Jai shri ram
@AnusayaPanda-l7l
@AnusayaPanda-l7l 3 ай бұрын
Apa Aww ta sabu karibe Aww kn mahila nuhan ki Kahin Aww nka account ku asilani suvadra benifit Pls dhyan diantu
@Narmada-s3y
@Narmada-s3y 4 ай бұрын
Asha🎉🎉😂😂
@RamBabu-yw6kg
@RamBabu-yw6kg 3 ай бұрын
Madam gosti Banda karantu pligh
@anjanadeo7899
@anjanadeo7899 3 ай бұрын
Jay Jagannath 🙏🏿 Somoste Subhadra Tonka Pai le Khushi hebe🎉🎉🎉
@purnachandrasahu5333
@purnachandrasahu5333 4 ай бұрын
Anganwadi bahut niyam dekheuchi
@technogeek8006
@technogeek8006 4 ай бұрын
Agana badi band Kara poka chatoa dae kotipate halane
@SwapnaraniSahu-e2c
@SwapnaraniSahu-e2c 3 ай бұрын
Moro paisha aasini
@sahadevnath6211
@sahadevnath6211 3 ай бұрын
Mo wife ra michare four wheeler nahi micha re kahi katichanti check Kar Agnabadi Didi gronud level ready
@BhumisutaMajhi-fe6su
@BhumisutaMajhi-fe6su 3 ай бұрын
Kama delabelaku anganwadi warker dekhajauchhi darama badhaila belaku 00000
@deepakbehera1880
@deepakbehera1880 4 ай бұрын
Sarkar bhandua banou chi😅😅😅
@RameshkumarMallik-l2u
@RameshkumarMallik-l2u 4 ай бұрын
Ec Member Paibeki
@minatipanda2335
@minatipanda2335 4 ай бұрын
Yes ପାଇବେ
@TrinathParida-jg5gw
@TrinathParida-jg5gw 3 ай бұрын
Jaldi darama badhaa aww khali gapa kahucha
@ManojMohanty-e8o
@ManojMohanty-e8o 4 ай бұрын
Katha kaucha prabal kintu kam durbal.
@sushantnayak8186
@sushantnayak8186 3 ай бұрын
Asini taka medam
@biswajitpanda5793
@biswajitpanda5793 3 ай бұрын
Vote dei vul kalu mam
@Asha-ux2eg
@Asha-ux2eg 3 ай бұрын
Asini apayl 13
@technogeek8006
@technogeek8006 4 ай бұрын
Ma obc kota job re deajao ma ame abahaleta achoo
@ArnnapurnnaMishra-zo6td
@ArnnapurnnaMishra-zo6td 2 ай бұрын
Arnnapurnna Mishra mora asini
@manojpatnaik9605
@manojpatnaik9605 4 ай бұрын
Bje Jaha karichu Bjp kari Dekhau
Каха и дочка
00:28
К-Media
Рет қаралды 3,4 МЛН
99.9% IMPOSSIBLE
00:24
STORROR
Рет қаралды 31 МЛН
🇹🇲🥊 Medine Rejepbaýewa "Phoenix" Çempiony boldy.🔥
22:27
🔵Exclusive Interview With Odisha Deputy CM Pravati Parida
34:21