ଧାନ ଚାଷ ର ପୁରା ଡିଟେଲ୍//ଧାନ ର ଉନ୍ନତ ପ୍ରଣାଳୀ//ଧାନ ଚାଷ A to Z//Paddy Farming Details A to Z

  Рет қаралды 73,717

Kureful tv

Kureful tv

Күн бұрын

Пікірлер: 111
@sushantadevta9225
@sushantadevta9225 Жыл бұрын
ବହୁତ ଭଲ ଲାଗିଲା କିନ୍ତୁ ବିଦେଶି କମ୍ପାନୀ ର ପ୍ରଡକ୍ଟ ବହୁତ ଦାମିକା ରହୁଛେ ଦେଶି ମେଡିସିନ ର ନାମ କିମ୍ବା କମ୍ପୋଯିସନ କହେଲେ ଭଲ ହେତା ।
@Kurefultv
@Kurefultv Жыл бұрын
ଧନ୍ୟବାଦ ଆଜ୍ଞା ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ
@krupasindhu1963
@krupasindhu1963 Жыл бұрын
ଆପଣଙ୍କ ଉଦ୍ୟମ ବିଶେଷକରି ଅଧିକ ଅମଳ ପାଇଁ ହୋଇଥୁବାରୁ ଧନ୍ୟବାଦ ।ମୁଁ କୃପାସିନ୍ଧୁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଜାହା ଉପଦେଶ ଦେଉଛନ୍ତି ସାଧାରଣ ଚାଷୀମାନେ ଜେପରି ବୁଝିପାରିବ। ଜୈବିକ ପଦ୍ଧତିର ମାର୍ଗ ଦର୍ଶନ କରାନ୍ତୁ ଏବଂ କମ ଖର୍ଚ୍ଚ କିପରି ହେବ ତାହା ବିଷୟରେ କିଛି କହିଲେ ଭଲହେବ
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ, ଏହା ଆମପାଇଁ ବିଶ୍ବାସ ଓ ପ୍ରେରଣା, ଧନ୍ୟବାଦ ଜୈବିକ କୃଷିର ର ବହୁତ ଦିଗ ରହିଛି, ଏହା ଉପରେ ଗୁରୁତ୍ୱ ଦେବୁ ନିଶ୍ଚୟ
@pradyumnamund9478
@pradyumnamund9478 Жыл бұрын
ଧନ୍ୟବାଦ୍ ଆଜ୍ଞା
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା
@JituSahu-d9l
@JituSahu-d9l 9 ай бұрын
You sir thanks
@Kurefultv
@Kurefultv 9 ай бұрын
Most welcome
@mohantandi971
@mohantandi971 Жыл бұрын
Good information Sir Namaskar
@Kurefultv
@Kurefultv Жыл бұрын
ଧନ୍ୟବାଦ ଆଜ୍ଞା
@armancapital8018
@armancapital8018 2 жыл бұрын
ଏହା ଜଳସେଚିତ ଅଞ୍ଚଳ ଲାଗି ପ୍ରଜୁଜ୍ୟ ଆଏ। ଅଣଜଳସେଚିତ ଅଞ୍ଚଳ ରେ ଏତେ ଖର୍ଚ୍ଚ କର ବା ଟା ମୁସ୍କିଲ ଆଏ। ଯେତେ ପ୍ରକାର ଡୋଜ୍ ବତାଉଛନ ହାରାହାରି ପ୍ରତି ଏକର 20 ରୁ 25 ହଜାର ଖର୍ଚ୍ଚ ହେବା।ଗୋଟିଏ ଏକର ରେ ଆମର ଅଞ୍ଚଳ ରେ ସର୍ବାଧିକ ଆୟ 40 ପ୍ୟାକେଟ।40 ପ୍ୟାକେଟ×45kg=18 କୁଇଣ୍ଟାଲ । ଲୋକାଲ ଦମ୍ ଅନୁସାରେ 1800 kg×15 ଟଙ୍କା=27000 ଟଙ୍କା । ଲାଭ କେତେ ହିସାବ ଟିକେ ରଖନ୍ତୁ।
@Kurefultv
@Kurefultv 2 жыл бұрын
ବାରିକ ଆଜ୍ଞା ନମସ୍କାର ଆପଣଙ୍କ ମତାମତ ସସମ୍ମାନେ ଗ୍ରହଣ କରୁଛୁ। ଆପଣ ଏକ ବାସ୍ତବ ଚିତ୍ର ଚାଷ ର ପ୍ରଦାନ କରିଛନ୍ତି ।ଅଣଜଳସେଚିତ ଅଞ୍ଚଳରେ ଏହା କୁ ପୁରା ପ୍ରଣାଳୀ ଅନୁସରଣ ନକରି,ଅଧା କିମ୍ବା କମ୍ କରି ମଧ୍ୟ ଲାଭ ପାଇ ପାରିଵା। ସାମୟିକ ଜଳ ଯୋଗାଣ ସୁବିଧା ଥିବା ଜାଗା ରେ ଏହା ଅନୁସରଣ କରାଯାଇପାରେ।ସେ ଭାବରେ ଏବେ ଅଣଜଳସେଚିତ ଅଞ୍ଚଳରେ ଥିବା ଚାଷୀ ମାନେ ମଧ୍ୟ ଏକର ପିଛା ୬୦-୭୦ ପକେଟ୍ ଧାନ ଆୟ କରିପାରୁଛନ୍ତି।
@hrudayanag2053
@hrudayanag2053 2 жыл бұрын
Odissare number one krusi chanel e From bolangir
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@padmanavdansana8170
@padmanavdansana8170 2 жыл бұрын
Thank you sir 🙏
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@dwijendradandasena666
@dwijendradandasena666 2 жыл бұрын
Thank you Bhai
@hemanginisunani1721
@hemanginisunani1721 2 жыл бұрын
Thank you sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ ଅର୍ପଣ କରୁଛୁ। ଆପଣମାନଙ୍କ ମତାମତ ହଁ ଆମର ପ୍ରେରଣା, ଧନ୍ୟବାଦ
@AmbedkarBadi1996
@AmbedkarBadi1996 Жыл бұрын
Zypmite plus kebe dele val heba angya
@Kurefultv
@Kurefultv Жыл бұрын
୪୦-୫୦ ଦିନ
@AmbedkarBadi1996
@AmbedkarBadi1996 Жыл бұрын
Zip might plus k 3rd dose dele kenta heba angya
@AmbedkarBadi1996
@AmbedkarBadi1996 Жыл бұрын
5 ta dose k hisaba karle ketni kharcha heba angya. Amar ekkhedia ra ta tike kam besi kari a to z sir kahun ta tike
@trilochansuna-ki2nw
@trilochansuna-ki2nw Жыл бұрын
Thank you dada apan FM radio re b upastapana karsan kain
@Kurefultv
@Kurefultv Жыл бұрын
ହଁ ସାର୍ ଆକାଶବାଣୀ ବଲାଙ୍ଗୀର ରେ କାମ କରେ, ଧନ୍ୟବାଦ
@YKaelashbarha15
@YKaelashbarha15 2 жыл бұрын
ଖାଇବାରେ ଲାଗି ପତଳା ଧାନ ର ବି top variety video ଟେ upload କରୁନ୍
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା, ନିଶ୍ଚିତ ଭାବରେ
@bhoibabu9086
@bhoibabu9086 2 жыл бұрын
Sir apka video dhunda Nehi Mila Manga Diases Bisayare khojli Nahi Mil Bar Sehi Video
@Kurefultv
@Kurefultv 2 жыл бұрын
नमस्कार जी, आप जिसे म°गा बोलते हैं, हमारे उड़िसा में bangi roga बोलते हैं,इसी बारे में हमारा चेनाल पर बीडीओ है। इसके ली°क निचे दिए गए हैं। kzbin.info/www/bejne/oV6olKWOq8uZi5Y
@ayswariyamishra1905
@ayswariyamishra1905 2 жыл бұрын
Potass sara kan darkar nahi ki apna a vedio ra kahinahanti
@Kurefultv
@Kurefultv 2 жыл бұрын
ନିଶ୍ଚୟ ଦରକାରୀ ଅଛି, ଏହି ପ୍ରଣାଳୀ ରେ ଅଣୁସାର ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଧନ୍ୟବାଦ ଆଜ୍ଞା ନମସ୍କାର
@pravakarabhue7465
@pravakarabhue7465 2 жыл бұрын
nice sir
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନମସ୍କାର
@Unicorn-nw6xe
@Unicorn-nw6xe 2 жыл бұрын
Sir, Nativo medicine use kale Patra poda , Mulasadha janita roga khatam heba toh
@Kurefultv
@Kurefultv 2 жыл бұрын
ନିଶ୍ଚୟ ହୋଇପାରିବ,
@ashwinisethi9083
@ashwinisethi9083 2 жыл бұрын
Sir Namaskar jaha kahele vl kahele j chakada rug lagale ken medicine dema nai kehele plz tike kaheba
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ନେଟିଭୋ ଓ କଷ୍ଟୋଡିଆ ଏହା ଚକଡା଼ ପାଇଁ
@mukeshrana8796
@mukeshrana8796 2 жыл бұрын
Npk fertilizer ke matire debar ta ki spray karbake kahu6n... Tk kindly kahibe
@Kurefultv
@Kurefultv 2 жыл бұрын
ଏହା ସ୍ପ୍ରେ କରାଯାଏ
@hemanginisunani1721
@hemanginisunani1721 2 жыл бұрын
Sir krusi mitra re emiti question asi pare ki sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଯଦି ପରିକ୍ଷା ହୁଏ, ତେବେ ଏସବୁ ପ୍ରଶ୍ନ ଅଣଦେଖା କରାଯାଇ ନ ପାରେ। ଜାଣିବା ଜରୁରୀ ଆଏ ।
@Maamohini2563
@Maamohini2563 2 жыл бұрын
Nice advice 👍👍👍
@Kurefultv
@Kurefultv 2 жыл бұрын
Thanks so much
@DibakarMajhi-x3r
@DibakarMajhi-x3r Жыл бұрын
Dhan ke zink salfet fertilozer kemiti diaa ja a O ken time ne diaa ja a
@Kurefultv
@Kurefultv Жыл бұрын
ରୁଆ ର ୨୧-୨୮ ଦିନ ମଧ୍ୟରେ, ସାର ସହିତ ମିଶାଇ ଦିଆଯାଏ
@kartikakumardanasana8428
@kartikakumardanasana8428 2 жыл бұрын
Sir 1.5 acre ke 8 din pare kete urea and kete npk debar katha
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଆଠ ଦିନ ପରେ, ଏହା ଵୁଝି ହେଉନି,ମାନେ ରୁଆ ର ଆଠ ଦିନ ନା ଵୁଣା ର ଆଠ ଦିନ, ଦୟାକରି କେଵେ ସାର ଦେବା ପାଇଁ ଚାହୁଁଛନ୍ତି, କୁହନ୍ତୁ, ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
@sankarsirka9861
@sankarsirka9861 2 жыл бұрын
Sir Dhana chasha kou mashare hue,,,,,odia
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଏହା ଜୁଲାଇ ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ହୁଏ।
@jhasketanpadhan8975
@jhasketanpadhan8975 2 жыл бұрын
Kn hybride dhan palha pakale heba ,pardine palha pakami agyan,tk kahebe
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଏହା ଉପରେ ଆଧାରିତ ଭିଡିଓ ଆମ ଚେନାଲ୍ ରେ ଅଛି ଦୟାକରି ଦେଖିବାକୁ ଅନୁରୋଧ।
@ashisbehera1268
@ashisbehera1268 2 жыл бұрын
Ta Hele bhai ekara prati kete kg Sara lagiba
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ୮:୧୨:୧୨ ଏକର ପ୍ରତି ଦେଇ ପାରିବେ
@sambhumajhi3738
@sambhumajhi3738 Жыл бұрын
ଦାଦା ଇ ସବୁ ଉଷୋ ମାନେ online ru ମିଲି ପାର୍ବା କେ aaru ଅମର ବଲାଙ୍ଗୀର ରେ ମିଲବା କେ
@Kurefultv
@Kurefultv Жыл бұрын
ବିଗ୍ ହାଟ୍ ଡଟ୍ କମ୍ ରେ ପାଇ ପାରିବେ
@jhasketanpadhan8975
@jhasketanpadhan8975 2 жыл бұрын
Juhar agyan .
@Kurefultv
@Kurefultv 2 жыл бұрын
ଜୁହାର ଆଜ୍ଞା ଜୁହାର, ଆନ୍ତରିକ ଧନ୍ୟବାଦ
@omprakashmohanty3046
@omprakashmohanty3046 10 ай бұрын
Jetiki kahile, ethipain per acre re kharcha kete jauchi?
@Kurefultv
@Kurefultv 10 ай бұрын
ଏହାକୁ କମ୍ କରାଯାଇ ପାରିଵ
@rajeshbhoi6105
@rajeshbhoi6105 2 жыл бұрын
Jete sar n medicine kahele n j acar k trake heba
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଆପଣଙ୍କ ମତାମତ ଠିକ୍ ଅଛି, ତଥାପି ଏହା ର ଅଧା ହେଲେ ଅନୁସରଣ କରି ପାରିବେ ବୋଲି ଆଶା।
@bhoibabu9086
@bhoibabu9086 2 жыл бұрын
Sir vl vl katha Mane kahuchan
@Kurefultv
@Kurefultv 2 жыл бұрын
ଆପଣମାନଙ୍କର ମତାମତ, ଆମକୁ ଆହୁରି ଉତ୍ସାହିତ କରିଛି, ଧନ୍ୟବାଦ
@prasantakumarswain5780
@prasantakumarswain5780 2 жыл бұрын
BB-11 ta jamuna dhan aye kn sir,
@Kurefultv
@Kurefultv 2 жыл бұрын
ନୁହେଁ, ଅଲଗା ଅଲଗା ଅଟେ
@bijayasethy2738
@bijayasethy2738 Жыл бұрын
kala namak seeds kaise mile
@giridharidandasena4034
@giridharidandasena4034 2 жыл бұрын
Lal makria patharia mati re keun keun sar dele dhan bhal heba
@Kurefultv
@Kurefultv 2 жыл бұрын
ଡିଏପି ସାର ଓ ପଟାସ ସାର ଦିଅନ୍ତୁ
@rudrabagarti7420
@rudrabagarti7420 2 жыл бұрын
🙏🙏🙏
@Kurefultv
@Kurefultv 2 жыл бұрын
ଜୁହାର ଆଜ୍ଞା ଜୁହାର
@govindkumarmajhi9584
@govindkumarmajhi9584 2 жыл бұрын
Agya kalachampa dhan kete quintal hesi per acre
@Kurefultv
@Kurefultv 2 жыл бұрын
ଏହା ଚାଷୀ ଓ ଚାଷ ଉପରେ ନିର୍ଭର କରେ। ତଥାପି ଜଣେ ଚାଷୀ ଭଲ ଚାଷ କଲେ ୨୨-୨୫ କୁଇଣ୍ଟାଲ୍ ଆୟ ଏକର ପ୍ରତି କରି ପାରିବ।
@lktech8086
@lktech8086 2 жыл бұрын
6kg dhan k kete jaga re palha pakei heba
@Kurefultv
@Kurefultv 2 жыл бұрын
୧୦/୫ ଫୁଟ ଘାରି ରେ
@Sagar_Rout
@Sagar_Rout 2 жыл бұрын
Sir chandan topa dhana bhala na
@Sagar_Rout
@Sagar_Rout 2 жыл бұрын
Mun 4acre karichi
@Kurefultv
@Kurefultv 2 жыл бұрын
ବହୁତ ଭଲ ଧାନ, କେବଳ ପ୍ରଣାଳୀ ରେ ଏହାକୁ ପ୍ରସ୍ତୁତ କରନ୍ତୁ
@bikashbehera9983
@bikashbehera9983 Жыл бұрын
ଆପଣ ଚାଷ କରସନ କେ ? ଯଦି କରସନ ବେଳେ ଏକର କେତେ ଧାନ ପାଏସନ । ଟିକେ ଯହ ହଉଛେ ଆଜ୍ଞା ।
@Kurefultv
@Kurefultv Жыл бұрын
ହଁ ମୁଁ ଚାଷୀ ଘରର ପିଲା, ନିଜେ ଚାଷ କରୁଛୁ, ଆଗରୁ ଯେତେ ହେଉଥିଲା,ଏବେ ୫ ଗୁଣ ଧାନ ‌ହେଉଛି ।
@A.P_Editor_23
@A.P_Editor_23 2 жыл бұрын
ଧାନ ବିଶୋଧନ କେମିତି କରିବୁ
@sudamsahu5096
@sudamsahu5096 2 жыл бұрын
Y
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ୧ କେଜି ଧାନ ପିଛା,୨ ଗ୍ରାମ କ୍ୟାପଟେନ ନହେଲେ ଥିରାମ ଦେଇ ବିଶୋଧନ କରିପାରିବେ।
@lambodarpadhan5678
@lambodarpadhan5678 2 жыл бұрын
Sir ନମସ୍କାର ଆପଣ ଇ ପ୍ରଣାଳୀ ଯେନ୍ ବତାଲେ ଏଥୀରେ ଏକର ପ୍ରତି କେତେ ଖର୍ଚ୍ଚ ହେବା pls ଟିକେ ବତାବେ।
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଚାଷ ର ଖର୍ଚ୍ଚ ଆକଳନ ନିଜ ଉପରେ ନିର୍ଭର କରେ। ଆପଣ ଯଦି ସଵୁକାମ ଅନ୍ଯ ଉପରେ ନିର୍ଭର କରନ୍ତି, ତେବେ ଅଧିକ ଖର୍ଚ୍ଚ ହେଵ।ସାର ଓ ଔଷଧ ଜନିତ ଖର୍ଚ୍ଚ ଟିକିଏ ଅଧିକ ହୋଇପାରେ,ମାତ୍ର ନିଜର ଜମି ଉର୍ଵରତା କୁ ଦେଖି ଆପଣ କମ୍ ଭାବରେ ପ୍ରଣାଳୀ କୁ ଅନୁସରଣ କରିପାରିବେ।
@hrusikeshsahu490
@hrusikeshsahu490 2 жыл бұрын
Chakada lagijiba agyan jetli saar vitamin kahele na j
@rashmitaray2574
@rashmitaray2574 Жыл бұрын
ପାଗଳ ଭଳି କହୁଛନ୍ତି.
@anandamahananda7596
@anandamahananda7596 2 жыл бұрын
ଶାର ନମସ୍କାର ଆପଣଙ୍କ କହିବା ଅନୁସାରେ। ମୁଲଶାର ଫର୍ମାଟ ଏବଂ 1ଡୋଜ ଶାର ଫର୍ମାଟ ।ଏବଂ ଥଡ ଡୋଜର ଫର୍ମାଟ।କୁ ଦେଖି ଲାବେଲକୁ ଆପଣ ଏବେ ଜେଉଟା କହୁଛନ୍ତି ଫର୍ମାଟ ବାହାରେ ଦିଆଜିବ କି କେମିତି ଦୟାକରି କହିବେ ଶାର । ଆଗ ଫର୍ମାଟ କୁ ଦେଖିଲା ବେଳକୁ ଏଇଟା ଡିଫ୍ରେଣ୍ଟ ଲାଗୁଛି ବୁଝି ହେଉନି
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଆପଣଙ୍କ ବୁଝିବା ପୁରା ଠିକ୍ ଆଏ। ଏହି ଭିଡିଓ ଧାନ ର ଉନ୍ନତ ପ୍ରଣାଳୀ ବା ବୈଜ୍ଞାନିକ ପ୍ରଣାଳୀ,ଏଥିରେ ସାତ ଦିନ ମଧ୍ୟରେ ସାର ଔଷଧ ଦେଵାର କୁହାଯାଇଛି। କିନ୍ତୁ ଅର୍ଜିନାଲ୍ ପ୍ରଣାଳୀ ଯାହାକି ପୁରା ଅଲଗା,ଏଥିରେ ଫର୍ମାଟ ପୁରା କୁହାଯାଇଛି, ଦୟାକରି ଆମ ଚେନାଲ୍ ର ସେହି ଭିଡିଓ ଦେଖିବାକୁ ଅନୁରୋଧ। ଧାନ ର ଅର୍ଜିନାଲ୍ ପ୍ରଣାଳୀ
@anandamahananda7596
@anandamahananda7596 2 жыл бұрын
ଏହି ଭିଡିଓ ଜାହା କହିଛନ୍ତି ତାକୁ ଫଲୋ କରି ବା ନା ଆପଣଙ୍କ ଆଗର ଭିଡିଓ କୁ ଫଲୋ କରି ବା ଦୟାକରି କହିବେ ଶାର। ମୋବାଇଲ ନ ଦୟାକରି ଦେଇ ପାରିବେ କି ଶାର ଧନ୍ୟବାଦ
@anandamahananda7596
@anandamahananda7596 2 жыл бұрын
ଶାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ । ମୁଁ ଆପଣଙ୍କ ଚେନାଳ ରୁ ଆଗ୍ରହୀ ହୋଇ ଚାଷ ଆରମ୍ଭ କରି ଛି ଶାର ଦୟାକରି ଆପଣ ମତେ ଧ୍ୟାନ ଦେବେ ଧନ୍ୟବାଦ ଶାର
@birajrout6831
@birajrout6831 2 жыл бұрын
Anta kale sir sabu hisav kale lava 0 j....
@Kurefultv
@Kurefultv 2 жыл бұрын
ରାଉତ୍ ଆଜ୍ଞା ନମସ୍କାର ଏହା ନହେଲେ ଆଉଏକ ଅନୁମୋଦିତ ପ୍ରଣାଳୀ ଆମ ଚେନାଲ୍ ରେ ଅଛି,ଅର୍ଜିନାଲ୍ ପ୍ରଣାଳୀ, ତାକୁ ଦେଖି ପାରିବେ।ମୂଳ ପ୍ରଣାଳୀ ର ଅଧା ହେଲେ ଅନୁସରଣ କରନ୍ତୁ।
@hemanginisunani1721
@hemanginisunani1721 2 жыл бұрын
Please tk kuhantu sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା କୃଷି ମିତ୍ର ପାଇଁ ପ୍ରସ୍ତୁତି ହେଉଥିବା ଜାଣି ବହୁତ ଖୁସି ଲାଗିଲା, ସୌଭାଗ୍ୟ ଅର୍ଜନ କରନ୍ତୁ।
@ranababu39
@ranababu39 2 жыл бұрын
Bhu11 au jamuna 804 results bhal asichhe
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା
@fakirmohanbhoi4676
@fakirmohanbhoi4676 Жыл бұрын
ଧାନ ର ଛୋଟ ଛୋଟ ଚଡେଇ ଗୁରସ ଖାଇ ଦେଇଛନ କାଣା ଦେବାର ପଡବା କହୁନ
@Kurefultv
@Kurefultv Жыл бұрын
ଟିଣ ଵାଡେଇ ଘଉଡିଵାର ବ୍ୟବସ୍ଥା କରନ୍ତୁ
@basistachirgun9507
@basistachirgun9507 2 жыл бұрын
Dada tumar mobile number Tk debata Aji tumaku menda bazar dhili j
@Kurefultv
@Kurefultv 2 жыл бұрын
ଚେନାଲ୍ ପେଜ୍ ରେ ଅଛି,9853256754
@jjjjjj4116
@jjjjjj4116 2 жыл бұрын
Japànag
@Kurefultv
@Kurefultv 2 жыл бұрын
ଧନ୍ୟବାଦ ମାଆ, ସବୁବେଳେ ତୁମର ମତାମତ ଆମ ସହିତ ରହିଛି, ଧନ୍ୟବାଦ
@KaransinghSamad
@KaransinghSamad Жыл бұрын
Contact sir
@Kurefultv
@Kurefultv Жыл бұрын
ଚେନାଲ୍ ପେଜ୍ ରେ ଦିଆଯାଇଛି
@kunjabanasuna4152
@kunjabanasuna4152 2 ай бұрын
Agyna... Mob no tk daun
@Kurefultv
@Kurefultv 2 ай бұрын
9853256754
@TaranisenBemal-nl6ok
@TaranisenBemal-nl6ok 2 ай бұрын
boba tame sabu koei bi balsa matar nahi kuha kenta kari kara jesi , kin khat diaa jesi , bikri kenta kari kara jesi , mandi bele kana , kenta kar kaam heai mandi ne , sabu details kuha nu boba
@Kurefultv
@Kurefultv 2 ай бұрын
ଆଗକୁ ସଵୁ ବିଷୟରେ ଆଲୋଚନା କରାଯିବ
@rajkishoremajhi1090
@rajkishoremajhi1090 2 жыл бұрын
Mokachas.bisayarevdokarantusir
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା ନିଶ୍ଚୟ
УДИВИЛ ВСЕХ СВОИМ УХОДОМ!😳 #shorts
00:49
Quilt Challenge, No Skills, Just Luck#Funnyfamily #Partygames #Funny
00:32
Family Games Media
Рет қаралды 47 МЛН
FOREVER BUNNY
00:14
Natan por Aí
Рет қаралды 37 МЛН
УДИВИЛ ВСЕХ СВОИМ УХОДОМ!😳 #shorts
00:49