ଧାନ ଚାଷ ର ଥାଡ୍ ଡୋଜ୍// ୭୦-୭୫ ଦିନ ଧାନ ର ସାର //Third Dose Fartilizar of Paddy

  Рет қаралды 46,594

Kureful tv

Kureful tv

Күн бұрын

Пікірлер: 60
@PramodNaik-e6j
@PramodNaik-e6j 10 ай бұрын
Bahut bholo sir ଏମିତି ଆମକୁ guide koruthant
@purnamirdha7175
@purnamirdha7175 2 жыл бұрын
Bahut bhallagla sir
@Kurefultv
@Kurefultv 2 жыл бұрын
ଧନ୍ୟବାଦ ଆଜ୍ଞା
@ratnakarseth8702
@ratnakarseth8702 2 жыл бұрын
Bahut badhia sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଆନ୍ତରିକ ଧନ୍ୟବାଦ
@URGAMINGBOY
@URGAMINGBOY 2 ай бұрын
Boron​@@Kurefultv
@bhabanibag5283
@bhabanibag5283 2 жыл бұрын
Bahut bhallagla sir.
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା
@dhananjayamajhee3279
@dhananjayamajhee3279 2 жыл бұрын
ଧାନ ଚାଷ ରେ ମୂଷା କେମିତି ନିୟନ୍ତ୍ରଣ କରିବା ସେ ଉପରେ ଭିଡିଓ upload କରନ୍ତୁ
@Kurefultv
@Kurefultv 2 жыл бұрын
ଆଗକୁ ଦେଖି ପାରିବେ
@debamajhi5416
@debamajhi5416 2 жыл бұрын
sar nano uria au ganthimara sange dei haba ki ni huy
@Kurefultv
@Kurefultv 2 жыл бұрын
ଦେଇ ପାରିବେ
@debamajhi5416
@debamajhi5416 2 жыл бұрын
Thanku sar
@nayanbhoi1856
@nayanbhoi1856 Жыл бұрын
Sir. Apan kar hisabe 1 acer prati,,, Mul sar,. 2000 tanka 1st dose Pil sar 3500 tanka 2nd dose. 2500 tanka 3rd dose. 2500 tanka Total 10500.. aru fer achhe Kado juta. Aar tara chhancha,. 4000 tanka Palha dhua buha , aau rua 4000 Fer achhe dhan kata 4000 Fer electric bil 2000 Total dhan bikbar tak manpower lagi 3000,,,,,,,,,,. Apan kar hisabe Amar 1 acer prati total kharcha ta 29000 tanka( 5 month ra process aai ) K te basta acar ka dhan heba Aau k te lav heba ho chasi k Jaha pari taha dose batau chhan apan Amar middle class chasi ra Kenti t k kam kharcha re management heba j hethir video te banabe , eta apan ku request Karu chhun ...,🙏
@Kurefultv
@Kurefultv Жыл бұрын
ଭୋଇ ଆଜ୍ଞା ନମସ୍କାର, ଖୁବ୍ ସୁନ୍ଦର ଭାବେ ଆପଣ ହିସାବ ଜୁଡିଛନ୍, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ପ୍ରକୃତରେ ଏକ ଏକର ଜମି ଚାଷ ରେ ବିଶେଷଜ୍ଞ ମାନଙ୍କ ହିସାବରେ,18-22 ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ, ଚାଷୀ ନିଜେ ସିଧାସଳଖ କଲେ,10 ହଜାର ଭିତରେ ହୋଇପାରେ, ଯନ୍ତ୍ରପାତି ଓ ଚାଷୀ 15 ହଜାର ପର୍ଯ୍ୟନ୍ତ ହୋଇପାରେ । ଏହି ଖର୍ଚ୍ଚ ଚାଷ ପ୍ରଣାଳୀ ଓ ଚାଷୀ ର ଅଭିଜ୍ଞତା ଉପରେ ନିର୍ଭର କରେ । ତଥାପି ଆପଣଙ୍କ ହିସାବରେ ଏକ ଏକର ପ୍ରତି ପୁରା 30 ହଜାର ଖର୍ଚ୍ଚ ଯଦି ହେବ, ତେବେ 40-45 କୁଇଣ୍ଟାଲ୍ ଧାନ ହୋଇ ପାରିବା କଥା ପୁରା ପ୍ରଣାଳୀ ରେ, ଏବଂ 45 କୁଇଣ୍ଟାଲ୍ ଧାନ ର ମୂଲ୍ୟ 90 ହଜାର ରୁ ଅଧିକ,60 ହଜାର ନେଟ୍ ପ୍ରଫିଟ୍ ତାହା ମଧ୍ୟ 4ମାସରେ ।ମାସକୁ 20 ହଜାର ଦରମା ପାଇଵା ଭଳି,ଲାଭ ହିଁ ଲାଭ ,ନ ହେଉଥିଲେ ଲୋକେ ଚାଷ ଛାଡି ଦିଅନ୍ତେ । ଧନ୍ୟବାଦ ଆଜ୍ଞା ନମସ୍କାର
@ayswariyamishra1905
@ayswariyamishra1905 2 жыл бұрын
Dhana ghacha ra dhala Patra haijiba ata ki roga please kahiba nira karana upay bi kahiba
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା, ଏହା ନଳୀପୋଖ ଯୋଗୁଁ ଏହିପରି ହୋଇଥାଏ। ଏଥିପାଇଁ ଆପଣ ପ୍ରୋଫେନୋଫସ ଔଷଧ ଲିଟର ପାଣି ପିଛା ୨-୩ ଏମ୍ ଏଲ୍ ହିସାବରେ ଦେଇ ପାରିବେ।
@ayswariyamishra1905
@ayswariyamishra1905 2 жыл бұрын
@@Kurefultv thanks
@jitendrakumarjena377
@jitendrakumarjena377 Жыл бұрын
Boran first dosere dele hebaki
@jitendrakumartripathy1456
@jitendrakumartripathy1456 2 жыл бұрын
Sir 1st daichi .Jamuna r samprada karichi.mirchalata,panpatra lata haiche.kana latamara dele Val heba
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଆଲ୍ମିକ୍ସ୍ ନହେଲେ ରିଫିଟ୍ ପ୍ଳସ୍ ଦେଇ ପାରିବେ
@JHARANAKARUAN
@JHARANAKARUAN 3 ай бұрын
Dhan ke baki lagle Kain medicine demu tike kuha
@Kurefultv
@Kurefultv 3 ай бұрын
ପ୍ରୋଫେନ୍ ଫସ୍ ଦିଅନ୍ତୁ
@ranababu39
@ranababu39 2 жыл бұрын
Ken company fatera bhal achhe angya
@Kurefultv
@Kurefultv 2 жыл бұрын
ପ୍ରାୟ ସବୁ ସମାନ
@BireshSahu
@BireshSahu 2 жыл бұрын
FMC
@MajhiCrazyCreation
@MajhiCrazyCreation 2 жыл бұрын
Sir amarjamin kob bodochhe tar upaya achhe ki sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା କଵ୍ ବୋଲି ଯଦି ଜଗଲ କୁ କହୁଛନ୍ତି, ତେବେ ଏହା ଉପରେ ଭିଡିଓ ଆମ ଚେନାଲ୍ ରେ ଅଛି, ଦୟାକରି ଦେଖିବାକୁ ଅନୁରୋଧ।
@pramodsaraf4146
@pramodsaraf4146 2 жыл бұрын
Virtako forterasecond dose re kahila ebe third dose re kahucha tar rate kete janicha ki kenta
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଯଦି ଆପଣ ଆଗରୁ ଦେଇଛନ୍ତି, ତେବେ ଏବେ ଦିଅନ୍ତୁ ନାହିଁ,ଏହା କାଣ୍ଡ ଵିନ୍ଧା ପାଇଁ କାମ କରେ।
@sunilarteducation1761
@sunilarteducation1761 2 жыл бұрын
Sir apsa-80 second dose demi baluchhe knta heba sir thik padba kn
@Kurefultv
@Kurefultv 2 жыл бұрын
ବହୁତ ବଢିଆ ହେଵ, ଦିଅନ୍ତୁ,
@srikantabagarty5963
@srikantabagarty5963 Жыл бұрын
Dhan bahari gala pare sir dele heba ki ni hue sir
@Kurefultv
@Kurefultv Жыл бұрын
କମ୍ କାମ କରିବ
@parthabarana3952
@parthabarana3952 2 жыл бұрын
Patra haldia haikari dhangachha sadijauchhe medicine kana debake padba
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଏଥିରେ କପର ଅକ୍ସିକ୍ଳୋରାଡ୍ -୫୦୦ ଗ୍ରାମ ଓ ଷ୍ଟ୍ରେପଟୋସାଇକ୍ଳିନ୍ -୧୫ ଗ୍ରାମ / ଏକର ପ୍ରତି ୧୫୦ ଲିଟର ପାଣି ରେ ମିଶାଇ ଦିଅନ୍ତୁ।ଵୁଝି ନ ହେଲେ, ଆପଣଙ୍କ ମୋବାଇଲ ନମ୍ବର ଦେଲେ ଆମେ ଆପଣଙ୍କୁ ଯୋଗାଯୋଗ କରିବୁ।
@kailashbihari9
@kailashbihari9 2 жыл бұрын
boron + calcium nitrate ke eka sange mix kari kari mariheba k
@Kurefultv
@Kurefultv 2 жыл бұрын
ଦେଇ ପାରିବେ, କମ୍ ୟୁରିଆ ସାର ସହ ମିଶାଇ ମଧ୍ୟ ଦେଇ ପାରିବେ
@subalkumar3003
@subalkumar3003 2 жыл бұрын
ଜମି ସବୁ ବେଳେ ପାଣି ବୋହୁଛି ସାର ଦେଲେ କାମ କରୁ ନାହିଁ କଣ କରିବି କେନାଲ ପାଖ ରେ ଜମି କିଛି ଉପାୟ ଦିଅ କଣ କରିବି ଠିକ କାମ କରିବ କୋଉ ସାର କଣ ଦେଲେ ହେବ ସାହାଯ୍ୟ କର
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଜମି ର ଘାଇ ଖାଲି ରଖନ୍ତୁ,୨୫-୩୦ ମିଟର ବ୍ୟବଧାନରେ ନାଳ ଗୋଟିଏ ଲେଖାଏଁ ରଖନ୍ତୁ।ପଟାସ ସାର ଅଧିକ ଦେବେ।
@subalkumar3003
@subalkumar3003 2 жыл бұрын
ଧନ୍ୟବାଦ୍ ଆଜ୍ଞା
@Rajesh-ku1fg
@Rajesh-ku1fg 2 жыл бұрын
Bhai mui silky dhan buniche 70 din halana kintu men cher mane kuhi jaiche .dhan sabu dabigalana kana karbi 😂
@Kurefultv
@Kurefultv 2 жыл бұрын
ଆପଣଙ୍କ ଉତ୍ତର ଦିଆଯାଇଛି
@BenudharMallik-q4t
@BenudharMallik-q4t 3 ай бұрын
Dhan.ra.tipi.lal.heijau6
@pareshpadhan4979
@pareshpadhan4979 2 жыл бұрын
3rd dose re uria sar ne dau k sir
@Kurefultv
@Kurefultv 2 жыл бұрын
କେବଳ ଔଷଧ ଝିଣ୍ଟିଵା ପାଇଁ,ୟୁରିଆ ସାର ୫-୧୦ କେଜି ନେଇ ପାରିବେ।
@ranababu39
@ranababu39 2 жыл бұрын
Fatera second dose na debar ta na sir
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ଠିକ୍ କହୁଛନ୍ତି,ଦେଵା ସବୁଠୁ ଭଲ
@rajapatel9945
@rajapatel9945 2 жыл бұрын
Hi
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା
@bisheswarrana6478
@bisheswarrana6478 2 жыл бұрын
ଆ ଜ୍ଞା ଜୁ ହା ର ଆ ମ ର ଖେ ତ୍ ଟି କେ ବହାଲ୍ ଜମି ତ ସେ ଜା ଗା ରେ ଡା ଲୁଆ ଧାନ ହେ ସି ବ ଏ ଲେ ସେଜାଗାରେ ଜା ଏ ଧାନ କଲେ ବଙ୍ଗି ଫୂ ଟି ଯାଉଚ୍ଛେ କା ଏଁ ସାର୍ ଉ ସୋ ପ୍ର ଯୋଗ କଲେ ହେବା ଆ ରୁ କା ଏଁ ଧା ନ ଦେ ଲେ ଭଲ୍ ହେବା
@Kurefultv
@Kurefultv 2 жыл бұрын
ନମସ୍କାର ଆଜ୍ଞା ରିଜେଣ୍ଟ ଜି ଆର୍ ୫ କେଜି ରୋଇଵା ସମୟରେ ଦେଇ ପାରିବେ।
@Ganesh.........1518
@Ganesh.........1518 2 жыл бұрын
ଆଜ୍ଞା ଜୁହାର 🙏 ଧାନ ର ଟିପି ଟା ହଳଦିଆ ଦିଶୁଛେ କାଣା ପ୍ରୟୋଗ କର୍ଵାକେ ପଢ଼ିବା ଟିକେ କହୁନ୍...
@Kurefultv
@Kurefultv 2 жыл бұрын
କପର ଅକ୍ସିକ୍ଳୋରାଡ୍ ଓ ପ୍ଳାଣ୍ଟୋମାଇସିନ୍ ଦେବେ
@user-bz8zg1bn5l
@user-bz8zg1bn5l 2 жыл бұрын
Patra kn pai haladia hauchi sir
@Kurefultv
@Kurefultv 2 жыл бұрын
ଜିଙ୍କ୍ ଵୋରନ ର ଅଭାବ ହେଲେ
@gopalsahu1586
@gopalsahu1586 Жыл бұрын
ଆଜ୍ଞା ମୁଁ ଦୁଇ ନମ୍ବର ଡୋଜ ରେ ଭାରଟାଗୋ ଦେଇ ଛି ତିନି ନମ୍ବର ଡୋଜ ରେ ଭାରଟାଗୋ ଦେବାକୁ ହେବ ଆଜି ତକ ତିନି ନମ୍ବର ଡୋଜ ହେଲା
@Kurefultv
@Kurefultv Жыл бұрын
ନମସ୍କାର ଆଜ୍ଞା ଦେଇ ପାରିବେ, କିଛି ଅସୁବିଧା ନାହିଁ
@manojrana5845
@manojrana5845 9 ай бұрын
Kirtan deep agyan apankar mobile number deun
@Kurefultv
@Kurefultv 9 ай бұрын
9853256754
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 15 МЛН
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН
“Don’t stop the chances.”
00:44
ISSEI / いっせい
Рет қаралды 58 МЛН
아프리카에 담 공사를 마치고.. 다음은  닭장 지어주기
18:45
어슬렁어슬렁 아프리카 벌써9년
Рет қаралды 10 М.
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 15 МЛН