DHANYABADA || COVER SONG || PASTOR SANJAY SENAPATI || SAMARTH MUSIC || JJSM MINISTRY ||

  Рет қаралды 10,956

Sanjay Senapati Official

Sanjay Senapati Official

Күн бұрын

LYRICS - LATE / KULAMANI NAG
SINGER - PASTOR SANJAY SENAPATI
MUSIC- PASTOR SANJAY SENAPATI
ପ୍ରଭୁଙ୍କର ଦୟାରୁ ଅନେକ ଦିନ ପରେ ଏହି ନୂଆ ବର୍ଷରେ ମୋତେ ପ୍ରଭୁ ଦୟା କଲେ ଆପଣଙ୍କର ନିକଟକୁ ଏକ ନୂଆଁ ଗୀତ ନେଇ ଆସିବାକୁ ତେଣୁ ପ୍ରଭୁଙ୍କର ଗୌରବ ହେଉ | ମୋର ପ୍ରିୟ ଶ୍ରୋତାବନ୍ଧୁ ଏହି ବର୍ଷ ମୁଁ ଆପଣଙ୍କର ପାଇଁ ଓ ପ୍ରଭୁଙ୍କର ପାଇଁ ଅନେକ ଗୀତ ନେଇ ଆସିବାକୁ ଯେମିତି ପାରିବି ସେଥିପାଇଁ ମୋର ପାଇଁ ପ୍ରାର୍ଥନା କରନ୍ତୁ ଓ ନିଶ୍ଚୟ ମୋର ଏହି ନୂଆଁ KZbin CHANNEL SAMARTH MUSIC କୁ ପ୍ରଭୁଙ୍କର ଗୌରବ ପାଇଁ ଦୟାକରି SUBSCRIBE କରନ୍ତୁ ଯେମିତି ମୋର ନୂଆଁ ଗୀତର NOTIFICATION ପାଇପାରିବେ |
LYRICS……………………
ଧନ୍ୟବାଦ ଘେନପ୍ରଭୁ ପ୍ରଶଂସା ତୁମେ ଘେନ
ମଙ୍ଗଳମୟ ପ୍ରଭୁ ତୁମେ କରୁଣାମୟ ଯୀଶୁ ତୁମେ
ପାଇଛୁ ଯାହା ଜୀବନେ ଆମ
ସବୁତ ତୁମରି କରୁଣା ଦାନ
ଧନ୍ୟବାଦ ଘେନପ୍ରଭୁ ପ୍ରଶଂସା ତୁମେ ଘେନ 1
ଜୀବନ ଦାତା ପ୍ରଭୁ ତୁମେ
ମୁକତି ଦାତା ଯୀଶୁ ତୁମେ
କୃଶେ ଚଢିଲ ଜୀବନ ଦେଲ
ତୁମ ପ୍ରେମ ଅନୁପମ
ଧନ୍ୟବାଦ ଘେନପ୍ରଭୁ ପ୍ରଶଂସା ତୁମେ ଘେନ - 2 -
ଭୁଲିବୁନି କେବେ ତୁମରି ପ୍ରେମ
ପାଇଛୁ ଯାହା ମଙ୍ଗଳ ଦାନ
ଦେବାକୁ ପ୍ରଭୁ ଚରଣେ ତୁମ
ନାହି କିଛି ପ୍ରତିଦାନ
ଧନ୍ୟବାଦ ଘେନପ୍ରଭୁ ପ୍ରଶଂସା ତୁମେ ଘେନ - 3 -

Пікірлер: 11
@BaikunthaNaik-rm5b
@BaikunthaNaik-rm5b 5 ай бұрын
ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ ପୁରୁଣା ସ୍ବର ଅତି ଉତ୍ତମ ଏ ସ୍ବର bad
@jesussdisciples3542
@jesussdisciples3542 10 күн бұрын
Glory to God
@AjitKumar-oq4uc
@AjitKumar-oq4uc 8 ай бұрын
Glary to God ❤❤❤ way of singing is superb, old song with new voice ,feeling so cool to listen. Heart touching song ❤❤❤❤❤
@joshepjena6646
@joshepjena6646 6 ай бұрын
Praise the Lord nice song❤❤
@DDOfficial2023
@DDOfficial2023 8 ай бұрын
Praise the lord
@AlpanuelMandal-tv6lj
@AlpanuelMandal-tv6lj 6 ай бұрын
Praise The Lord ✝️✝️✝️✝️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Thankyou Jesus Amen Amen
@sudamsagar8675
@sudamsagar8675 6 ай бұрын
Praise the lord sir ବହୁତ ସୁନ୍ଦର କଣ୍ଠ
@noreshbiswas1464
@noreshbiswas1464 7 ай бұрын
Praise the Lord ✝✝🙏
@hhiyygemasagarmeher846
@hhiyygemasagarmeher846 6 ай бұрын
Very nice sir
@pratigyanayak3454
@pratigyanayak3454 6 ай бұрын
Old is gold ok Puruna voice hin bhala achhi.sunibaku barring laguchhi. odia movie ra sed song bhali laguchhi. Badhe e geeta suninahanti 50year back song.
@pabitragochhayat7076
@pabitragochhayat7076 3 ай бұрын
Sir track uploading karantu
BEST SONGS OF PR  SANJAY SENAPATI || CHRISTIAN SONGS || SANJAY SENAPATI
58:08
Sanjay Senapati Official
Рет қаралды 7 М.
А что бы ты сделал? @LimbLossBoss
00:17
История одного вокалиста
Рет қаралды 7 МЛН
Synyptas 4 | Жігіттер сынып қалды| 3 Bolim
19:27
kak budto
Рет қаралды 1,2 МЛН
Help Me Celebrate! 😍🙏
00:35
Alan Chikin Chow
Рет қаралды 82 МЛН
Who’s the Real Dad Doll Squid? Can You Guess in 60 Seconds? | Roblox 3D
00:34
HE KRUSADHAARI / COVER SONG/ BRO. SANJAY SENAPATI
6:44
Sanjay Senapati Official
Рет қаралды 20 М.
Apasora Se Prena ku | Cover Song | Cuttack Baptist Church | Sanjay Senapati
7:26
Sanjay Senapati Official
Рет қаралды 3,6 М.
А что бы ты сделал? @LimbLossBoss
00:17
История одного вокалиста
Рет қаралды 7 МЛН