ବିନା ଦୋଷରେ ମଧ୍ୟ ଆଜି ମୁଁ ଦୋଷୀ | Advocate Byomkesh Tripathy

  Рет қаралды 1,171,484

Dharitri Live

Dharitri Live

Күн бұрын

'ଆଜି ମୋର ପରିବାର ମୋ ପାଖରେ ନାହି, ମୁଁ ବିନା ଦୋଷରେ ମଧ୍ୟ ଆଜି ଦୋଷୀ । ନିଜ ଆଖିର ଲୁହ ଆଉ ଛାତିର କୋହକୁ ନିଜ ଭିତରେ ଚାପି ରଖି ଆଜିବି ହସୁଛି '
LIKE | SHARE | SUBSCRIBE
#Dharitri #DharitriLive #Odisha
Also Watch:
👉 Special Episodes : • Special Videos
👉 'Fun with Public' all episodes: • Fun With Public | ଫନ୍ ...
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Health Tips: • Health Tips | ହେଲ୍‌ଥ୍‌...
👉 Smart City Specials | ସ୍ମାର୍ଟ୍‌ ସିଟି ସ୍ପେଶାଲ୍ସ୍‍ : • Delicious momos in Bhu...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
For more updates please visit us:
👉 Website: www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 KZbin: / dharitrilive
👉 Instagram: / dharitrilive

Пікірлер: 3 000
@Nyakastyle
@Nyakastyle 8 ай бұрын
ସାର ଙ୍କ ଖୋଲା କଥା କାହାକୁ ଭଲ ଲାଗେ like kara Good person
@simple10808
@simple10808 8 ай бұрын
My favorite sir
@user-cw9gp5ty9f
@user-cw9gp5ty9f 8 ай бұрын
ଆତ୍ମାକୁ ବାଧିଲା ଭଳିଆ ସେଭଳି କିଛି ନହେଲେ,ଜଣଙ୍କ ଆଖିରୁ ଏଭଳି ଲୁହ ବାହାରିବନି। ଏ ଲୁହ ଅନ୍ତରାତ୍ମାର ଲୁହ,ଅଭିନୟର ଲୁହ ନୁହେଁ । ଆଇନ ବ୍ଯବସ୍ଥା କ'ଣ ଏଭଳି ଲୁହ ଗଡ଼ାଇବାପାଇଁ ଉଦ୍ଦିଷ୍ଟ ? ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
@nirmalsahoo630
@nirmalsahoo630 8 ай бұрын
ତୁମରି ଭଳି ଆଉ ୧୦ ଜଣ ହେଲେ ଏ ଆଇନ ବଦଳୀ ଜିବ 😂
@susantadas7649
@susantadas7649 8 ай бұрын
❤❤❤❤❤ Thanks 🙏🙏🙏🙏
@mtheater
@mtheater 8 ай бұрын
Good person Nku Hi Amti Karonti Au Kn Kariba Kuho Sabu Se Kalia Ro Lilla..
@Xavier_png143
@Xavier_png143 8 ай бұрын
"ଏକୁଟିଆ ମଣିଷ ହିଁ ଜୀବନରେ କିଛି ମହତ କାର୍ଯ୍ୟ କରିପାରେ । " - ସ୍ବାମୀ ବିବେକାନନ୍ଦ
@rajibmahakud1259
@rajibmahakud1259 8 ай бұрын
👍
@satyanandarout9043
@satyanandarout9043 8 ай бұрын
@tusharnayak557
@tusharnayak557 8 ай бұрын
You are 100 % true
@rabimishra6815
@rabimishra6815 7 ай бұрын
ଏମିତି Hero ଜଗତେ ନାଇ ଆପଣ ଙ୍କୁ ମୋର salute🎉
@sweetsitu462
@sweetsitu462 8 ай бұрын
ସତ୍ୟ ର ପଥ ସବୁବେଳେ କଷ୍ଟ ହୋଇଥାଏ..ଶେଷରେ ସତ୍ୟ ର ଜିତ୍ ହୋଇଥାଏ!! You are a great person sir...🙏
@anantagopalpanigrahi6722
@anantagopalpanigrahi6722 8 ай бұрын
Right
@Biradasarati
@Biradasarati 8 ай бұрын
Right
@Mahakud-8MAY18
@Mahakud-8MAY18 8 ай бұрын
ଜିତିଲା ବେଳ କୁ ଆଉ ଚପା ଥିବ।
@krantiprakash8510
@krantiprakash8510 8 ай бұрын
Right
@mmnewlife4819
@mmnewlife4819 8 ай бұрын
Right
@MBT840
@MBT840 8 ай бұрын
ଭାଇ ଙ୍କୁ ହୃଦୟରୁ ସମ୍ମାନ କରେ, ଏବଂ ତାଙ୍କ ଲୁହର କାରଣ ଯିଏ ହୋଇଥିବ,ତାଙ୍କ ପରିବାର ରେ ଏମିତି ଝଡ଼ ଆସିବ ଆଉ ସିଏ ଦିନେ ଏକୁଟିଆ ମୁହଁ ଲୁଚେଇ କାନ୍ଦିବ,,ଲୁହ ପୋଛି ବାକୁ ତା ପରିବାର ରେ କେହି ନଥିବେ, ଓକିଲ ଭାଈ ଙ୍କ ପାଇଁ ତ ବହୁତ ଲୋକ ଅଛନ୍ତି, ତାଙ୍କ ଲୁହ ର ମୂଲ୍ୟ ଦେବାକୁ ପଡିବ ନିଶ୍ଚିତ
@babamambagaming9821
@babamambagaming9821 8 ай бұрын
❤❤❤❤❤❤
@hemantdehury6650
@hemantdehury6650 8 ай бұрын
ତୁମକୁ ଶତ ଶତ ପ୍ରଣାମ ବ୍ୟାମୋକେଶ ସାର..... ଆଜି ଅନୁଭବ ହେଲାକି "All that glitters is not gold " ଆପଣଙ୍କ ବାଗିଆ ମଣିଷ ଟି ଭିତରେ ଏତେ ଯେ ଦୁଃଖ ଥାଇପାରେ, ଜଣା ନଥିଲା l ଆହୁରି ଜୋସ ରେ, ଆହୁରି ଅଧିକା ଶକ୍ତି ନେଇ ଲୋକଙ୍କୁ ନ୍ୟାୟ ଦେବାରେ ଲାଗି ପଡନ୍ତୁ l ସମାଜ ଆପଣଙ୍କ ଠାରୁ ବହୁତ କିଛି ପାଇବା ପାଇଁ ଅପେକ୍ଷ୍ୟା କରି ବସିଚି l ଆମେ ଆପଣଙ୍କ ପଛରେ ଅଛୁ, ଆମର ଭଲ ପାଇବା ଆପଣଙ୍କ ପଛରେ ଅଛି, ଆମର 100% ସପୋର୍ଟ ଆପଣଙ୍କ ପାଇଁ ଅଛି l We love you thee Byamokesh bhai...❤❤❤❤
@ramanasisa5025
@ramanasisa5025 8 ай бұрын
ଧର୍ମ ର ଜୟ ପାପ କ୍ଷୟ ହୁଏ ଧର୍ଯ୍ୟ ଧରନ୍ତୁ ଆଜ୍ଞା ଆଗକୁ ମାଡି ଚାଲନ୍ତୁ
@devilskk1955
@devilskk1955 8 ай бұрын
ଠିକି କହିଛ ଭାଇ
@pramilanayak7325
@pramilanayak7325 8 ай бұрын
🙏🙏🙏👌👌👌👌👌👌
@bibekanandanayak1987
@bibekanandanayak1987 6 ай бұрын
ବ୍ୟୋମକେଶ ତ୍ରିପାଠୀ ଜଣେ ହୃଦୟବାନ ଏବଂ ଖୋଲା ଲୋକ।
@musicalwithkhusi-zm8ip
@musicalwithkhusi-zm8ip 8 ай бұрын
ଏ ଭଳି ନାରୀ ପ୍ରାଧାନ୍ୟ ସମାଜ ରେ ମଧ୍ୟ ଆପଣ ଆମ ପୁରୁଷ ମାନଙ୍କ ପାଇଁ ଲଢ଼ୁଛନ୍ତି ଆପଣଙ୍କୁ ଭଗଵାନ ଖୁସିରେ ରଖନ୍ତୁ 🙏
@bsbroadband9679
@bsbroadband9679 6 ай бұрын
Ladhuchanti ladhantu but gote request nyaya paain he ladhantu jemity tripathy sirnka paain kou jhio jemity bali na padijau
@bivaassankardaas9146
@bivaassankardaas9146 7 ай бұрын
ଆଲୋଚନା ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ବହୁତ ଭଲ ଲାଗିଲା ମଧ୍ଯ ...👏👏👏
@anantadharua56
@anantadharua56 8 ай бұрын
ଜୀବନ ରେ ଏମିତି ସମୟ ଆସେ ଭୂଲ ନ ଥିଲେ ବି ଦୋଷ ଲଦି ଦିଆଯାଏ
@biswalashis123
@biswalashis123 8 ай бұрын
ବ୍ୟୋମକେଶ ତ୍ରିପାଠୀ ସବୁବେଳେ ପୁରୁଷଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେଇ କରି ଆସିଛନ୍ତି । ତାଙ୍କୁ ମୋ ତରଫରୁ ତଥା ସୋନପୁର ଜିଲ୍ଲା ତରଫରୁ ଅଶେଷ ଧନ୍ୟବାଦ୍ ।
@Sanju_1585
@Sanju_1585 8 ай бұрын
Sonepur zilla lekhbar jaruri thila bhail
@adhira.12M
@adhira.12M 6 ай бұрын
ଆପଣଙ୍କୁ କୋଟି କୋଟି ପ୍ରଣାମ ଆଗକୁ ଆଗକୁ ଏମିତି ବଢ଼ି ଚାଲନ୍ତୁ ଆଉ ଅନ୍ୟାୟ ବିରୁଦ୍ଧରେ ଲଢି ଚାଲନ୍ତୁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସାହା ଭରଷା ହୁଅନ୍ତୁ salute 🫡🫡🫡 sir ଆପଣଙ୍କୁ
@smrutimishra6433
@smrutimishra6433 4 ай бұрын
Honest re sabubele JAY..
@trailokyamishra2760
@trailokyamishra2760 4 ай бұрын
ବିରଳ ବ୍ୟକ୍ତିତ୍ବ, ଅନ୍ତରରୁ କୋଟି କୋଟି ପ୍ରଣାମ ଆଗକୁ ଚାଲନ୍ତୁ ଦିନେ ନା ଦିନେ ଆପଣ ନିଶ୍ଚୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ, ଜୟ ଜଗନ୍ନାଥ 🎉🎉🎉
@subhasinirout9542
@subhasinirout9542 8 ай бұрын
ଯେତେ ଧନ୍ୟବାଦ ଦେଲେ ବି କମ ପଡିବ ।ସାର ଆପଣ ମହାନ ପ୍ରଭୁ ଜଗନ୍ନାଥ ଶକ୍ତି ଦିଅନ୍ତୁ ।
@anantagopalpanigrahi6722
@anantagopalpanigrahi6722 8 ай бұрын
Right
@rajanikantapanda987
@rajanikantapanda987 8 ай бұрын
ଆପଣ ଲଢନ୍ତୁ ସାର୍।ଦୁନିଆଁ ଦିନେ ଆପଣଙ୍କୁ Salute ମାରିବ।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।ଜୟ ଜଗନ୍ନାଥ ସ୍ୱାମୀ❤
@kusapradhani5313
@kusapradhani5313 7 ай бұрын
ସତ କହିବା ଲୋକ ସମସ୍ତ ଙ୍କ ଶତ୍ରୁ ।ସାହାସ ର ସହିତ ଆଗେଇ ଚାଲନ୍ତୁ । ଜଗନ୍ନାଥ ନିଶ୍ଚୟ ସହାୟ ହେବେ।
@rajnikantabarik4679
@rajnikantabarik4679 8 ай бұрын
ଆପଣ ଏକା ନୁହନ୍ତି ସାର୍ ଆପଣଙ୍କ ସାଙ୍ଗରେ ସତ୍ୟ,ଧର୍ମ ଏବଂ ଭଗବାନ ଅଛନ୍ତି
@biswajitpadhi4803
@biswajitpadhi4803 8 ай бұрын
ଭାଇ ମାନଙ୍କ ମଧ୍ୟରେ ସର୍ବ ଶେଷ୍ଠ, ପୁଅମାନଙ୍କ ମଧ୍ୟରେ କୁଳର ଉଜ୍ୱଳ ତାରକା
@sabitaprusty8035
@sabitaprusty8035 8 ай бұрын
ମଣିଷ ମାତ୍ର କେ ଦୁଃଖ କ କାହା ଜୀବନ ରେ ରହିଥାଏ! କିନ୍ତୁ ,ଯିଏ ଦୁଃଖ କଷ୍ଟ ଦେଇ ବଞ୍ଚିବି ଶିଖୀ ଥାଏ ସେ ପାକୃତି ମଣିଷ! ଠାକୁର ମଙ୍ଗଳ କର ନ୍ତୁ?
@anantagopalpanigrahi6722
@anantagopalpanigrahi6722 8 ай бұрын
​@sabitaprusty8035 Right
@durgaprasadpanda9065
@durgaprasadpanda9065 8 ай бұрын
i like u sir
@babub4u901
@babub4u901 7 ай бұрын
ବ୍ୟୋମକେଶ ସାର୍ ଜଣେ ଭଲ ଖୋଲା ହୃଦୟ ଲୋକ , ତାଙ୍କର ସମାଜ ପାଇଁ ହିତକର ବାର୍ତ୍ତା ମୋତେ ବୋହୁତ ଭଲ ଲାଗେ ।
@tribenimajhi2611
@tribenimajhi2611 8 ай бұрын
You are great Tripathi babu ଭଲ ଲୋକ ସବୁବେଳେ କଷ୍ଟ ପାଏ
@thorhulk6755
@thorhulk6755 8 ай бұрын
😢ଭାଇ ଙ୍କୁ ହୃଦୟରୁ ସମ୍ମାନ କରୁଛି 🙏👍
@rajeshdash6166
@rajeshdash6166 7 ай бұрын
ପରିବାର ଲୋକ ଆପଣଙ୍କ ସହ ନାହାନ୍ତି ଶତ, ହେଲେ ଓଡ଼ିଶା ର ପ୍ରତିଟି ପରିବାର ରେ ଆପଣ ଆଜି ଜଣେ ଭଲ ମଣିଷ ଭାବେ ପରିଚିତ । ହୁଏତ ଏହାହିଁ ଭଗବାନ ଙ୍କ ଇଚ୍ଛା ଥିଲା, ଏହା କୁ ଜାଣି ବାକିତକ ଜୀବନ ଖୁସି ରେ ରୁହନ୍ତୁ ସାର । God bless you Go ahead 👍
@tourwithmp2562
@tourwithmp2562 8 ай бұрын
ମୁଁ ଏଇ ଭାଇଙ୍କୁ ବହୁତ୍ ଥର ଅନୁଭବ ମହାନ୍ତି ଙ୍କ କେସ ରେ ଦେଖିଛି but ଏଇ ତାଙ୍କର ଜୀବନ ବିଷୟରେ ଜାଣି ସତରେ ଦୁଃଖ ଲାଗିଲା। ଆଉ ସେ ଜଣେ ବହୁତ୍ ଭଲ ମଣିଷ ଟେ ଜାଣିବାକୁ ମିଳିଲା। Thank you ଧରିତ୍ରୀ
@manjulatapanigrahi-bk5vn
@manjulatapanigrahi-bk5vn 8 ай бұрын
Up siba niganatya
@manjulatapanigrahi-bk5vn
@manjulatapanigrahi-bk5vn 8 ай бұрын
Ajsibanig aba MB atta
@bijaysarangi5652
@bijaysarangi5652 8 ай бұрын
Yes ..they will be ruined...tears of innocent men do not go waste....you stand for a cause n that cause will be your strength...Stay blessed n protected....
@kalpanapanda9095
@kalpanapanda9095 8 ай бұрын
ହୃଦୟରୁ ଆପଣଙ୍କୁ ସମ୍ମାନ କରୁଛି, 🙏ପରିବାରକୁ ନିଵେଦନ ଭାଇଙ୍କ ପାଖରେ ଛିଡା ହୁଅନ୍ତୁ। 🙏
@anantagopalpanigrahi6722
@anantagopalpanigrahi6722 8 ай бұрын
Right
@anantagopalpanigrahi6722
@anantagopalpanigrahi6722 8 ай бұрын
Right
@DebendraRout-rb6oc
@DebendraRout-rb6oc 7 ай бұрын
ଏ ଦୂନୀୟାରେ ଅନ୍ୟମାନେ ସିନା ବିନା ଦୋଷରେ ଦେଷୀ ସଜେଇ ଦେଇଥାନ୍ତି , ହେଲେ ନିଜ ଲୋକେ ଯେବେ ଦୋଷି ବୋଲି କହିଥାନ୍ତି ଭାରି କଷ୍ଟ ଲାଗେ ମୃତ୍ୟୁର ପାହାଚ ପାଖେ ଛଡ଼ା ହେଲା ପରି ଲାଗେ । ଭାଇନାଙ୍କୁ ଏତେ କଷ୍ଟ ଦିଅ ନାହିଁ । ଭାଇନାଙ୍କ ପରିବାରକୁ ଅନୁରୋଧ . . . ଜୟ ଜଗନ୍ନାଥ
@grentertainment2611
@grentertainment2611 7 ай бұрын
Correct
@PrakashOfficial-wv4yt
@PrakashOfficial-wv4yt 4 ай бұрын
ଆପଣଙ୍କୁ ହୃଦୟରୁ କୋଟି ପ୍ରଣାମ ସାର୍ 🙏🙏
@pintuvillagetour
@pintuvillagetour 8 ай бұрын
ସାର୍ ଜଣେ ସଚ୍ଚୋଟ ଓ ରୋକ୍ ଠୋକ୍ କହିବା ସହୃଦୟ ବ୍ୟକ୍ତି ❤❤💐💐👍👍
@sangrambhol1981
@sangrambhol1981 8 ай бұрын
Sir ଙ୍କ ଜୀବନ ର କୁ ନେଇ ସିନେମା କଲେ ଭଲ ଲାଗିବ । ଦୁନିଆ ଲୋକ କିଛି ଶିଖିବେ ।sir is strong man ଜୟ ଜଗନ୍ନାଥ।
@Swastik_music_official
@Swastik_music_official 8 ай бұрын
@krushnakantarana6459
@krushnakantarana6459 8 ай бұрын
ବହୁତ ଦୁଃଖିତ...😢 ଏ ସମାଜ ବଡ଼ ବିଚିତ୍ର.. ସାର 🙏
@sukantakmr432
@sukantakmr432 8 ай бұрын
ଆପଣଂକୁ ହୃଦୟରୁ ନମସ୍କାର.. ଅପଣଙ୍କ ଅଜାଣତରେ ଅପଣଙ୍କ ସହିତ ବହୁତ ବଡ ପରିବାର ଅଛନ୍ତି.. ଓଡିଶା ର ବହୁତ ଲୋକ ଆପଣଙ୍କୁ ଭଲ ପାନ୍ତି... ସଂଗ୍ରାମ ଜାରି ରଖନ୍ତୁ ସାର... ଜୟ ଜଗନ୍ନାଥ 🙏🙏🙏
@liliptamohanty8405
@liliptamohanty8405 8 ай бұрын
You are the real hero....nobody can take your place sir ...who said you are alone ...lakhs of people are with you
@sadhanugursandi8798
@sadhanugursandi8798 8 ай бұрын
ପୁରୁଷ କୁ କେହି ବୁଝି ପାରନ୍ତି ନାହିଁ କଣ କରିବା ..ହେଲେ ବି sir ଆମର ବାଘ ଫରି ବନ୍ଛିଛି ବାଘ ସବୁ ବେଳେ ଏକୁଟିଆ ...❤❤
@Jaya....
@Jaya.... 8 ай бұрын
ସତରେ ଶୁଣିକି ବହୁତ ଦୁଃଖ ଲାଗିଲା. ଏ ଲୁହ ମିଛର ଲୁହ ନୁହେଁ. God bless you
@anantagopalpanigrahi6722
@anantagopalpanigrahi6722 8 ай бұрын
Right
@SasmitaPanda-x3n
@SasmitaPanda-x3n 8 ай бұрын
ମଣିଷ ଜୀବନ ହିଁ ସଂଘର୍ଷ ଜୀବନ, ଏଇଥିରେ ହିଁ ଖୁସି ଥାଏ.. 🙏🙏🙏🙏
@debiacharya1936
@debiacharya1936 7 ай бұрын
ବହୁତ ହୃଦୟ ବିଦାରିକ କଥା ,ମା ଆପଣଙ୍କୁ ସାହାଯ୍ୟ କରିବେ ନିଶ୍ଚିତ ।
@brajakishorbhuyan5428
@brajakishorbhuyan5428 8 ай бұрын
ଦୋଷୀ ପଛେ ଖସି ଯାଉ ନିର୍ଦ୍ଦୋଷ ଦଣ୍ଡ ନପାଉ, ଆମ ସମ୍ବିଧାନ ର ମୂଳମନ୍ତ୍ର, କିନ୍ତୁ ବ୍ୟତିକ୍ରମ.
@satyanarayan7842
@satyanarayan7842 8 ай бұрын
ପ୍ରତ୍ୟେକ ମଣିଷ ର ନିଜ ବ୍ୟକ୍ତିଗତ ଜୀବନ ଅଛି ବ୍ୟୋମକେଶ sir ଜଣେ ବି ମଣିଷ ଆଜି ବି ସେ ଗୋଟେ ଛାତିରେ ପଥର ରଖି ବଞ୍ଚିଥିବା ମଣିଷ ଆଉ ଜୀବନ ରେ ସଂଘର୍ଷ କଣ ଆଉ ସଫଳତା କଣ ତାଙ୍କ ପାଦ ଚୁମୁଛି ଆଉ ତାଙ୍କ ଆଦର୍ଶ ରେ ମୁ ଅନୁପ୍ରଣୀତ
@ashokkumarpatra7377
@ashokkumarpatra7377 7 ай бұрын
ସବୁ ସମସ୍ୟା ର ସମାଧାନ, ଜାଣିଥା ଇଷ୍ଟ ପ୍ରତିଷ୍ଠାନ। ଧର୍ଯ୍ୟ ଧରିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍। ଖୁବ୍ ଶୀଘ୍ର ମଙ୍ଗଳ କୋଳରେ ବସିବାକୁ ଯାଉଛନ୍ତି। 👍
@asitadas5840
@asitadas5840 8 ай бұрын
ଭଦ୍ରବ୍ୟକ୍ତିଙ୍କ ସ୍ପଷ୍ଟ କଥାବାର୍ତ୍ତା ଶୁଣିବାକୁ ଖୁବ ଭଲଲାଗେ "ଜୟ ଜଗନ୍ନାଥ"
@bigyanisahoo427
@bigyanisahoo427 8 ай бұрын
ଜୟ ଜଗନ୍ନାଥ ଙ୍କ ପାଖରେ ମୋର ପ୍ରାର୍ଥନା ବ୍ୟୋମକେଶ ଭାଇ ଙ୍କୁ ସୁବୁ ସଘର୍ଷ ରେ ସଫଳତା ଦିଅ ପ୍ରଭୁ 🙏🙏🙏
@odiacomedyforu2896
@odiacomedyforu2896 4 ай бұрын
ବ୍ୟୋମକେଶ ତ୍ରିପାଠୀ ଙ୍କୁ କୋଟି କୋଟି ନମନ୍ ଓ ଶୁଭେଚ୍ଛା ଜଣାଉଛୁ , ଆଗକୁ ବଢିବା ନିମନ୍ତେ ପ୍ରଭୁ ସହାୟ ହୁଅନ୍ତୁ !
@binodbiharisamantaray3976
@binodbiharisamantaray3976 8 ай бұрын
ଜଗନ୍ନାଥ ସାହସ ଓ ଶକ୍ତି ଦିଅନ୍ତୁ ।ଜୟ ଜଗନ୍ନାଥ
@kumarjaga6872
@kumarjaga6872 8 ай бұрын
A big mystery behind this brave person... Salute to u sir🙏... Justice to be justified definitely... ଜୟ ଶ୍ରୀଜଗନ୍ନାଥ 🙏🙏🙏...
@AkshitrutiyaBharati
@AkshitrutiyaBharati 25 күн бұрын
ଧନ୍ୟ ବାଦ ବୋମକେସ ତ୍ରିପାଠୀ ଜଜ୍
@butuswain2716
@butuswain2716 8 ай бұрын
Sir ଆଜି ଆପଣଙ୍କ ଅତୀତର ଘଟଣା ବିଷୟରେ ଶୁଣି ମୁଁ ମର୍ମାହତ sir ଆପଣ ଏକା ନୁହନ୍ତି ମୋ ଭଳିଆ ଓଡିଶାର ଅଗଣିତ ବୋମକେଶ ପ୍ରେମୀ ଆପଣଙ୍କ ସହିତ ଛିଡା ହୋଇ ରହିଥିବ ❤️❤️❤️❤️❤️🙏🙏🙏🙏🙏
@Babulexpress782
@Babulexpress782 8 ай бұрын
କିଏ ନଥିଲେ ମୁ ଅଛି ସାର, ପୁରା ଓଡିଶା ର ଲୋକ ଆପଣଙ୍କ ପାଖରେ ଅଛନ୍ତି l ଆମେ ଆପଣଙ୍କ ପରିବାର l ଆପଣ ମନ ଦୁଃଖ କରନ୍ତୁନି l 🙏🏻🙏🏻
@manojkumarsahoo6520
@manojkumarsahoo6520 7 ай бұрын
You are Great Sir🙏
@Anilkumary714
@Anilkumary714 8 ай бұрын
ଆପଣଙ୍କୁ ମାନିଗଲି ..sir...ଆପଣ ଆଗେଇ ଚାଲିଛନ୍ତି....ପଛ କୁ ଫେରି ଚାହିଁନାହାନ୍ତି ଆପଣ ମହାନ୍ love you sir..🎉🎉🎉
@himeshpatraentertainment
@himeshpatraentertainment 8 ай бұрын
Byomakesh Sir Is A Good Person Real Hero in Odisha Salute 🙏 Byomkesh Sir I Am Proud Of You ki Apana Bhali Manisha Ama Odisha Re Janma Hoichhanti
@KshamasagarMahapatra
@KshamasagarMahapatra 7 ай бұрын
ଭଗବାନ୍ ତୁମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ❤❤❤
@ollywoodcomedylifestyle7811
@ollywoodcomedylifestyle7811 8 ай бұрын
ଭାଇ ଆଜିକାଲିର ଦୁନିଆଁରେ ଖୋଲା ଲୋକ ତୁମ ପରି ବିରଳ .... ମୁଁ ଭାବୁଛି ଜଣେ ଯଦି କିଏ ତୁମ ହାତ ଧରେ ବହୁତ ଭଲ ହୁଅନ୍ତା ... ଏକା ଚାଲିବା ବହୁତ କଷ୍ଟ ତଥାପି ଆପଣ ଜଣେ ସମାଜ ସଂସ୍କାରକ ...
@balaramdora8134
@balaramdora8134 8 ай бұрын
ଆପଣଂକ ସାହାସ ଓ ଦୃଢ଼ତା କୁ ହୃଦୟରୁ ସମ୍ମାନ ପ୍ରଦାନ କରୁଛି
@suryanarayansahu5375
@suryanarayansahu5375 3 ай бұрын
ମୋର ଆପଣଙ୍କୁ ଅଶେଷ ଧନ୍ୟବାଦ ଭଗବାନ ଆପଣଙ୍କର ମଂଗଳ କରନ୍ତୁ। ଆପଣର। ସତ୍ ସାହା କୁ ଧନ୍ୟବାଦ।ଏ ଦୁନିଆଁର ଅପରାଧୀ ଧନୀ ମାନଂକୁ କୋଟି ନମସ୍କାର। ସେମାନେ କେବେ ମରିଵେନି। ସତ୍ ମାର୍ଗ ରେ ଆଗେଇବା ମଣିଷର ପ୍ରଥମ କର୍ତ୍ତବ୍ୟ।ଜୟ ଜଗନ୍ନାଥ।
@kumarajayofficial
@kumarajayofficial 8 ай бұрын
Sir ଙ୍କର ସତ ଖୋଲା କଥା ଆଖି ଲୋହ ରୁ ସ୍ପଷ୍ଟ କରିଦେଇଛନ୍ତି ହୃଦୟ ଭଙ୍ଗା 💔💔💔😭😭🏆💔👍👍👍👍
@maheswarparida8629
@maheswarparida8629 8 ай бұрын
ପ୍ରଭୁ ସାଇ ରାମ ତୁମ କୁ ସହାୟକ ହେବେ। ମୋର ସାଇ ଙ୍କ ପାଖରେ ପ୍ରଥନା। ଜୟ ଶ୍ରୀ ସାଇ ରାମ ଜୟ ଶ୍ରୀ ସାଇ ରାମ ଜୟ ଶ୍ରୀ ସାଇ ରାମ
@arunchandrahota9072
@arunchandrahota9072 4 ай бұрын
ବ୍ୟୋମକେଶ ବାବୁଙ୍କ ଚିନ୍ତାଧାରା ସମୟପୋଯୋଗୀ। ବିଭିନ୍ନ ଆଟ୍ରିସିଟି ଏକ୍ଟ ର ଦୂରୁପଯୋଗ ବିରୁଦ୍ଧରେ ତାଙ୍କର ସଂଗ୍ରାମ ଓ କାର୍ଯ୍ୟକ୍ରମ, ପ୍ରପୀଡିତ ନାଗରିକଙ୍କ ପାଇଁ ଆଲୋକ ର ଉତ୍ସ।
@suchismitadasrihanshirout3879
@suchismitadasrihanshirout3879 8 ай бұрын
You r a great person for this society....Salute to you sir ..
@anantagopalpanigrahi6722
@anantagopalpanigrahi6722 8 ай бұрын
Right
@AKSAHU-pz1qt
@AKSAHU-pz1qt 8 ай бұрын
I request all Writers, Producers & Directors to make a film about the life history of Byomakesh Sir.
@parthasarathisahu6420
@parthasarathisahu6420 8 ай бұрын
ଅନୁଭବୀ ହିଁ ବୁଝିପାରିବ ଅନୁଭବ ର କଥା (The Body Will Be Shine If The Character Is Fine)
@kiskuraj1583
@kiskuraj1583 8 ай бұрын
Sir don't cry .You don't fill along. You have GOD with you. You are a real Hero.
@srsahoo1
@srsahoo1 8 ай бұрын
Very brave and right person...... Salute you Sir 🙏
@krushnachandrakhuntia2285
@krushnachandrakhuntia2285 8 ай бұрын
Very brave sir God bless you 🙏🙏🙏
@kumarendupardia1043
@kumarendupardia1043 7 ай бұрын
ମିଛ ମାୟା ଏ ସଂସାର କେହି ନୁହଁଇ କାହାର।। ଏ କଳଙ୍କିତ ସମାଜ୍ ରେ ସତ୍ୟ ର ସ୍ଥାନ ନାହିଁ। ବଞ୍ଚି ଥିବା ପର୍ଯ୍ୟନ୍ତ ସଙ୍ଘର୍ଷ କରିବାକୁ ପଡ଼ିଥାଏ। ଧର୍ମ ଆଶ୍ରିତ ମଣିଷ ଏ ସଂସାର ରେ କଷ୍ଟ ପାଇଥାଏ। ଜୟ ଜଗନ୍ନାଥ 🙏🙏
@BhalSanjay
@BhalSanjay 8 ай бұрын
ପ୍ରଭୁ ଜଗନାଥ ବାମକେଶ ଭାଇ ଙ୍କର ମଙ୍ଗଳ କରନ୍ତୁ ଭାଇ ତମ ସାଥିରେ ଆମେ ଅଛୁ
@deepakkumarmishra5267
@deepakkumarmishra5267 8 ай бұрын
ଅତି ସୁନ୍ଦର ବ୍ୟକ୍ତିତ୍ଵ ଆକର୍ଷଣୀୟ ମଣିଷ ଟିଏ ମୁ ମୋ ନନା ଙ୍କ ମାଧ୍ୟମ ରେ ଚିହ୍ନି ଥିଲି ପୁରୁଷ ଙ୍କ ପାଇଁ ଜୀବନ ଦାତା ୨୦୨୪ ଅନ୍ତତ ପରିୱାର ଲୋକ ନିହାତି ଆବଶ୍ୟକ ଅତି ସୁନ୍ଦର ଚରିତ୍ର ବିଶିଷ୍ଟ ବ୍ୟକ୍ତିତ୍ୱ 🎉🎉🎉🎉❤🎉🎉🎉🎉
@anadijagadala754
@anadijagadala754 2 ай бұрын
ସାର ଆପଣଙ୍କୁ ହୃଦୟରୁ ସଲାମ୍🙏🙏
@pitabasmohanty6960
@pitabasmohanty6960 8 ай бұрын
ଜଣେ ଅନୁଭବୀ ହିଁ ଆପଣଙ୍କ ଦୁଃଖ ବୁଝିପାରିବ ସାର ।
@hemantapatra8910
@hemantapatra8910 8 ай бұрын
ଭାଇ ଆପଣଙ୍କୁ ଭଗବାନ ସାହା ପ୍ରଭୁଙ୍କ ପାଖରେ ପାର୍ଥନା ଆପଣ ବହୁତ ଭଲରେ ରହିବେ 🙏🙏🙏🙏
@skmohanty5639
@skmohanty5639 7 ай бұрын
Byomakesh bhai, salute for your perseverance.
@krupasindhubehera7584
@krupasindhubehera7584 8 ай бұрын
ହୃଦୟରୁ ପ୍ରଣାମ ସାର୍
@satyanarayanprasadnayak4505
@satyanarayanprasadnayak4505 8 ай бұрын
ଅକ୍ଷୟ ହେଉ ପୁଣ୍ୟ ଜଗତେ, ସତ୍ୟର ହେଉ ଜୟ I 🙏🏾ଜୟ ଶ୍ରୀ ଜଗନ୍ନାଥ 🙏🏾
@balarammallick6787
@balarammallick6787 8 ай бұрын
🙏🙏🙏🙏
@sasmitaswain5892
@sasmitaswain5892 7 ай бұрын
God bless you sir, you are great 🙏
@saswatisaumyamallick2405
@saswatisaumyamallick2405 8 ай бұрын
ଜୟ ଜଗନ୍ନାଥ ସାର ସାର ଆପଣ ଙ୍କ life ବିଷୟରେ ଜାଣି ବହୁତ ଦୁଃଖ ଲାଗିଲା ସରଳ ଲୋକଙ୍କୁ ସବୁବେଳେ ପରୀକ୍ଷା ଦେବାକୁ ପଡ଼େ ଡେରି ହେଲେ ପଛେ ସତ୍ୟ ର ସବୁବେଳେ ଜିତ ହୋଇଥାଏ ଆପଣ ଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ ସାର ଭଗବାନ ଆପଣ ଙ୍କୁ ସବୁ ବେଳେ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ sir
@rajendraacharya4331
@rajendraacharya4331 8 ай бұрын
ବହୁତୁ ବଢିଆ. ବହୁତୁ ଭଲ ମଣିଷ . Good human being. ଓଡିଶାରେ ଏପରି ଲୋକ ବିରଳ. 🙏
@raghunathasethi9866
@raghunathasethi9866 7 ай бұрын
ସାର ବୀର ପୁରୁଷ କେବେ କାନ୍ଦନ୍ତିନି,,, ଆପଣ କାହିଁକି ଲୁହ 😢🙏👍👍👍👍👍👌👍
@arabindabehera95
@arabindabehera95 8 ай бұрын
ସୁନା ଓ ସମ୍ପର୍କ ଦୁଇଟି ଯାକ ମୂଲ୍ୟବାନ । ସୁନାରେ ଖାଦ ମିଶିଲେ ସେ ମଜବୁତ୍ ହୋଇଥାଏ । ସମ୍ପର୍କରେ ଖାଦ ମିଶିଲେ ସମ୍ପର୍କ ଦୁର୍ବଳ ହୋଇଥାଏ । 🙏 Kunal 🙏
@Study_wala_001
@Study_wala_001 7 ай бұрын
❤❤
@numerologistsannjoy5996
@numerologistsannjoy5996 8 ай бұрын
ଏଇଟା 100% ସତ କଥା ଯେ ଜେଲରେ ନିର୍ଦୋଷ ଲୋକ 60% ଅଛନ୍ତି. ବିନା ଦୋଷରେ ଜେଲ ଭୋଗୁଛନ୍ତି 🙏🙏🙏
@mednamedna8345
@mednamedna8345 6 ай бұрын
Mu v nije jail jaichi bina doso re
@sudarsanrout6549
@sudarsanrout6549 6 ай бұрын
thik bhai mu bina doshare jail jaichhi
@totalsilent
@totalsilent 4 ай бұрын
Thik katha sir
@rameshchandrasahoo8872
@rameshchandrasahoo8872 3 ай бұрын
Police investigation thick na kari paisa nei court chalan kari diyanti
@hiteshkumarsahoo373
@hiteshkumarsahoo373 3 ай бұрын
60% nuhen 80% nirdosh re achhanti. Only for the cause currpted ladies so govt should take immediate action
@user-om2fn7ft8i
@user-om2fn7ft8i 6 ай бұрын
ସାର ଆପଣଙ୍କ ଚଲାପଥ ମଙ୍ଗଳ ହେଉ ଜୟ ଜଗନ୍ନାଥ 🙏🌹
@jyotirmayeejena6423
@jyotirmayeejena6423 8 ай бұрын
Don't cry Byomkesh babu.Your tears flows in my heart.Please...please
@Bindaspujarani
@Bindaspujarani 8 ай бұрын
ଭାଇ ଙ୍କ real ଲାଇଫ ଷ୍ଟୋରୀ ଶୁଣି ବହୁତ୍ ଦୁଃଖ ଲାଗିଲା। ଏମିତି ଷ୍ଟୋରୀ ରେ ଯଦି ଗୋଟେ ଓଡ଼ିଆ movie ବନା ଯିବ ଓଡ଼ିଶା ରେ ଲୋକେ ମାନେ ବହୁତ୍ ଖୁସି ହୁଅନ୍ତେ ଏବଂ ଏଭଳି ସୋଚୋଟ ଭାଇ ଭଳି ଜଣେ ଭଲ ମଣିଷ ଙ୍କୁ ସମ୍ମାନ ମିଳ ନ୍ତା
@NNSOULMUZIC
@NNSOULMUZIC 8 ай бұрын
ହଁ ଇଚ୍ଛା ଅଛି ଛୋଟ ରିଲ୍‌ ଟେ ବନାଇବି
@adarmanijena6431
@adarmanijena6431 7 ай бұрын
ମୁଁ ମଧ୍ୟ ବିନା ଦୋଷ ଦୋଷୀ ହୋଇଯାଇଛି,, ଆପଣଙ୍କ ସାହାଯ୍ୟ ବିନା ମୁଁ ଅଧୁରା,,
@babarout2435
@babarout2435 8 ай бұрын
ସାର୍ ଙ୍କୁ ହୃଦୟ ରୁ ଜୟ ଜଗନ୍ନାଥ, ଗୋଟେ କଥା ମୁଁ ଭାବୁଛି ଆଗରୁ ଥିଲା ଯେ କି କୌଣସି କେସ ରେ ମାନେ କେସ ଟି ଶେଷ ଶୁଣାଣି ହେବାକୁ ବହୁତ ସମୟ ଲାଗୁଥିଲା, ହୁଏତ ବର୍ତ୍ତମାନ ବି ସେଇଆ ଚାଲିଛି...ଗୋଟେ ଜମି କେସ ଦେଖନ୍ତୁ, jia କେସ କରିଛି ବା ଯାହାର ଜମି ତାର କେସ କ୍ଲିୟର ହେବାକୁ ବହୁତ ସମୟ ଲାଗୁଛି , huata se କେସ ଟି ସରୁନାହିଁ ଆଉ ଜମି ର ମାଲିକ ସମୟ ଯାଇଁ, ତାଙ୍କ ପିଲା ଙ୍କ ସମୟ v ପଳାଉଛି..Government କଣ amitika rule କରନ୍ତୁ ଯେକି ସବୁ କେସ ରେ କିଛି ନିର୍ଦ୍ଧାରିତ ସମୟରେ ସାରିବା ପାଇଁ ,ahadwara ବହୁତ ଲୋକ କଷ୍ଟ ରୁ ବଞ୍ଚିତ ହୁଅନ୍ତେ
@prafullapradhan3860
@prafullapradhan3860 8 ай бұрын
Thank You Byomkesh Babu.Apankara Bhagawan Mangala Karantu Jai Shri Ram .❤❤❤
@dipundas7924
@dipundas7924 3 ай бұрын
ଭଗବାନ ଆପଣ ଙ୍କର ମଙ୍ଗଳ କରନ୍ତୁ 🙏🏻🙏🏻🙏🏻
@biswaamat8488
@biswaamat8488 8 ай бұрын
ବ୍ଯମକେଶ ସାର । ମୁଁ ହୃଦୟ ରୁ ନମସ୍କାର କରୁଛି । ଧନ୍ଯବାଦ ।
@sidharth463
@sidharth463 8 ай бұрын
Sir ଆପଣଙ୍କୁ ହୃଦୟରୁ ପ୍ରଣାମ ❤
@sudarsannaik5064
@sudarsannaik5064 8 ай бұрын
ସାର୍ ଆପଣ ଙ୍କ ଚଲାପଥ କୁସୁମିତ ହେଉ ।ଏହା ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର ପ୍ରଥାନା ।ମୁଁ ଅଛି ଅପଙ୍କ ସହିତ
@ranjankumarpatra2284
@ranjankumarpatra2284 8 ай бұрын
ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ଧର୍ଯ୍ୟ, ଶକ୍ତି, ସାହସ ଦିଅନ୍ତୁ ଓ ଆପଣଙ୍କ ଚଲା ପଥ କୁସୁମିତ କରନ୍ତୁ , ଜୟ ଜଗନ୍ନାଥ q🙏
@hotelvishalresidency179
@hotelvishalresidency179 8 ай бұрын
Don't worry Nana.We all are with you.(Jai Shree Jagannath)
@anjankumarpal4847
@anjankumarpal4847 8 ай бұрын
ଜୟ ଜଗନ୍ନାଥ,ଆପଣଙ୍କୁ ଶତକୋଟି ନମସ୍କାର ।ଈଶ୍ବର ଆପଣଙ୍କୁ ନିଶ୍ଚିତ ସହାୟ ହେବେ ।
@sanjayabehera5625
@sanjayabehera5625 8 ай бұрын
Salute to Sir 🙏, The truth is always stronger than the lie.
@ramraibandia1070
@ramraibandia1070 8 ай бұрын
ଦୁନିଆର ପ୍ରକୃତ ବୀର ଓ ହିରୋ ଅଟନ୍ତି ଆପଣ ❤
@likanray5831
@likanray5831 7 ай бұрын
Sir ଯେବେ ଆପଣଙ୍କୁ ମୁଁ social media ରେ ଦେଖିଥିଲି ଆପଣ ଙ୍କୁ ମୁଁ ସେବେଠୁ ହୃଦୟ ରୁ ସମ୍ମାନ କରେ , ଆପଣ ସବୁବେଳେ ନ୍ୟାୟ କଥା କୁହନ୍ତି, କିଏ କହିଲା ଆପଣଙ୍କର କେହି ନାହାନ୍ତି, ଥରେ ଆସି କମେଣ୍ଟ ପଢନ୍ତୁ ଆପଣଙ୍କର କେତେ ବଡ଼ ପରିବାର ଆଉ ଆପଣଙ୍କୁ କେତେ ଭଲପାଆନ୍ତି ଟିକେ ଦେଖନ୍ତୁ,, ବହୁତ୍ ଦୁଃଖ ଲାଗିଲା sir ଆପଣଙ୍କ ଆଖିରେ ଲୁହ ଦେଖି, କେବେ ବି ନିଜକୁ ଏକଲା ଭାବନ୍ତୁ ନାହିଁ plz🙏🎉❤।
@baidyanathmohanty1607
@baidyanathmohanty1607 8 ай бұрын
Byomokesh sir your are not culprit sir I will salute you and salute your presence sir you are the bright future of our you ❤❤❤❤❤🎉🎉🎉 sir my heart
@JaiUtkalaMaa
@JaiUtkalaMaa 8 ай бұрын
Don't say you have no family or you are alone...you don't know how much people love, admire and trust you. Everything happens for a reasons. The people who conspire agsinst you must be going through hell by this time. Lots of love and respect ❤🙏
@MayadharaPatra-r3x
@MayadharaPatra-r3x 7 ай бұрын
ସତ୍ୟ ଧର୍ମ ନ୍ୟାୟ ଏ କଳିଯୁଗରେ ଲୁଚିଯାଏ |ଏଠି ଅନ୍ୟାୟ ରେ ଦଣ୍ଡ ପାଏ ,କେବଳ ଆକ୍ଷି ରୁ ଲୁହ ଝରାଇବା ସାର ହୋଇଥାଏଁ |ତେବେ ପରିବାର ଆପଣଂକୁ ଭୁଲ ଭାବି ପାରନ୍ତି, କିନ୍ତୁ ଆପଣଂକୁ ଏ ସମାଜରେ ନିଶ୍ଚୟ ସମ୍ମାନ ମିଳିବ |କାରଣ କୁଚକ୍ରୀ ସିନା ଚକ୍ରବ୍ୟୁହ ସଜାଇ ଅଭିମନ୍ୟୁ କୁ ମାରିବା ପରି କାର୍ଯ୍ୟ କରିଥାନ୍ତି | ହେଲେ ସତ ଯାଜୁଲ୍ୟମାନ ହୋଇ ରହିଥାଏ |ଆପଣଂକର ଜୟ ନିଶ୍ଚିତ |
@taraprasaddas956
@taraprasaddas956 8 ай бұрын
Byomkesh Bhai! Dont cry. Don't feel sad.Since you are fighting for a noble cause, God is with you.
@sujitkumarsahoo6859
@sujitkumarsahoo6859 8 ай бұрын
Tears in my eyes after listening his statement, Lord Jagannath always with you Sir , don't lose hope you are a fighter for our society 🙏
@hariomm27
@hariomm27 8 ай бұрын
ମୁଁ ଆପଣଙ୍କୁ ବହୁତ୍ ସମ୍ମାନ କରେ । ବ୍ୟୋମକେଶ ଭାଇ🙏, ଆପଣଙ୍କ ପାଖରେ ସ୍ୱାର୍ଥ ପର ମଣିଷ ମାନଙ୍କୁ ଭଗବାନ ରହିବାକୁ ଦେବେନି, କାରଣ ଏହି ସମାଜ ପାଇଁ ଆପଣ ଜଣେ ଭଗବାନଙ୍କ Gift,ସମାଜ ସେବୀ, ପର ଉପକାରୀ, ଆପଣଙ୍କ ସହିତ ପ୍ରଭୁ 'ଜଗନ୍ନାଥ' ଅଛନ୍ତି ଏବଂ ଆମ୍ଭମାନଙ୍କର ଭଲପାଇବା ଅଛି । ଏହି ସମାଜରେ ଯିଏ ଭଲକାମ କରେ ତାଙ୍କୁ ଅନେକ କଥା ସହିବାକୁ ପଡ଼େ । ଭଲ ଲୋକ ମାନେ ଭଲ କୁହନ୍ତି ଆଉ ଶେଷରେ ସ୍ୱାର୍ଥପର ଲୋକମାନେ ପାଗଳଟା ବୋଲି କୁହନ୍ତି । ଆପଣଙ୍କୁ ଭଗବାନ ଭଲରେ ରଖନ୍ତୁ 🙏 ଜୟ ଜଗନ୍ନାଥ
@gobindamurmu-ci3ni
@gobindamurmu-ci3ni 8 ай бұрын
କଣ କହିବି ଭାଇ ତମେ ବହୁତ୍ ମହାନ ଲୋକ ଭଗବାନ୍ ତମକୁ ଭଲରେ ରଖନ୍ତୁ
@kaliabehera4784
@kaliabehera4784 8 ай бұрын
ଭଗବାନ ଆପଣକୁ ସଠିକ ଜାଗାରେ ପହଞ୍ଚାଇବେ...... 🙏🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏🙏🙏
@SangramTube
@SangramTube 6 ай бұрын
ଆପଣଙ୍କର ବ୍ୟକ୍ତିତ୍ୱ ମହାନ୍😢 🙏ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସହାୟ ହୁଅନ୍ତୁ ଆଶୀର୍ବାଦ କରନ୍ତୁ ଯେମିତି ଆପଣ ଆହୁରି ଆଗକୁ ବଢ଼ନ୍ତୁ। ଜୟ ଜଗନ୍ନାଥ 🙏
@gyandaragyandara
@gyandaragyandara 8 ай бұрын
ଆପଣ ଜାହାବି କହିଛନ୍ତି ଏହା ନିରାଟେ ସତ୍ୟ ଅଟେ। ମୋ ଜୀବନରେ ଘଟିଛି ❤
@ajitbhoi1430
@ajitbhoi1430 7 ай бұрын
Sir you Are great God has been with you don't Fear I like you God bless you
АЗАРТНИК 4 |СЕЗОН 1 Серия
40:47
Inter Production
Рет қаралды 1,4 МЛН
МАИНКРАФТ В РЕАЛЬНОЙ ЖИЗНИ!🌍
00:31
⚡️КАН АНДРЕЙ⚡️
Рет қаралды 35 МЛН
Couple Spar Over Divorce At Odisha Women's Commission
3:13
Kolkata Doctor Case
32:57
Nitish Rajput
Рет қаралды 11 МЛН