Dharma Kanduchi (ଧର୍ମ କାନ୍ଦୁଛି) || New Odia Viral Song || Muskan Pradhan || MO PASANDA ENTERTAINMENT

  Рет қаралды 2,651,000

MO PASANDA ENTERTAINMENT

MO PASANDA ENTERTAINMENT

Күн бұрын

Пікірлер: 2 500
@dhaneswarmallik8150
@dhaneswarmallik8150 13 күн бұрын
ସବୁଠାରୁ ଲୋକପ୍ରିୟ ନବୀନ ସାରେ ତାଙ୍କର ସ୍ଵଛ ସାଶାନ ଓଡିଆଙ୍କ ହୃଦୟରେ ଅଛନ୍ତି ଆଉ ମଧ୍ୟ ରହିବେ ❤❤🙏🙏🙏
@BharatipravaRay
@BharatipravaRay 21 сағат бұрын
❤❤❤❤❤❤❤
@chandanlalbehera8962
@chandanlalbehera8962 2 ай бұрын
Kuni jhia tuma gita bahut ହୃଦୟ ସ୍ପର୍ଶ ଏହି ଗୀତ ନବୀନ ସାର କୁଂ ସେନହ ସଧା ଆଉ ଭଲପାଇବା ଅତୁଟ ରହିବ, ଏତିକି ମୋର କାମନା
@mopasandaentertainment9155
@mopasandaentertainment9155 2 ай бұрын
👏👏
@raju.patra.
@raju.patra. 3 ай бұрын
Bohut bohut dhanyabad kuni jhio ku gito ti ete sundor heichi ki au kichi bhasa nahi lekhibaku hrudaya ku pura chuinjauchi. Au Nabin sir num 1 cm odisharo samashtanka hrudayare rohigole.
@comedyman1298
@comedyman1298 3 ай бұрын
😭😭😭😭😭👍🏻👍🏻👍🏻👌🏻👌🏻👌🏻
@soumyaranjanrout7191
@soumyaranjanrout7191 4 ай бұрын
ହେ ନବୀନ ବାବୁ ଆପଣ ଖାଲି ମଣିଷ ନୁହନ୍ତି ମହା ପୁରୁଷ❤THE BRAND🙏🏻
@KarnaBhumia-j8n
@KarnaBhumia-j8n Ай бұрын
@PrahalladPanda-me8in
@PrahalladPanda-me8in 13 күн бұрын
a sala Manisha swarthapara Gita jaha gouchi pura realy asiba ame thik hele sir puni asibe
@arunkumarnayak1825
@arunkumarnayak1825 16 күн бұрын
ଅତି ସୁନ୍ଦର ଗୀତ ନବୀନ ବାବୁ ଆପଣ ଓଡ଼ିଆଙ୍କ ପ୍ରାଣ ❤
@mlachhamayareddy6702
@mlachhamayareddy6702 2 ай бұрын
Very nice song sister nabin sir nku jagannath kotiea ayusha diyantu pravu🙏🙏🙏
@kaminikantasahu3865
@kaminikantasahu3865 5 ай бұрын
ଧର୍ମର ରକ୍ଷା କରିବ ଜଗତର ନାଥ ଜଗନ୍ନାଥ। ଧର୍ମର ଜୟ ହେବ, ପତିତପାବନ ବାନା ଫର ଫର ହୋଇ ଉଡିବ।
@mopasandaentertainment9155
@mopasandaentertainment9155 5 ай бұрын
👏
@Cutepragatihali1977
@Cutepragatihali1977 5 ай бұрын
I miss you ନବୀନ ବାବୁ😔😭😭🙏ସତରେ ଆପଣ ମହାନ💗
@rabikumar6118
@rabikumar6118 5 ай бұрын
REALY OMKAR BHAI YOU R GREAT... FOR writting of THIS HEART TOUCHING TEARFUL BEAUTIFUL SONG FOR OUR RESPECTED CM NAVEEN PATTANAYAK SIR. ନବୀନ୍ ବାବୁ ପ୍ରତ୍ୟେକ ଓଡିଆଙ୍କ ହୃଦୟରେ ଯୁଗ ଯୁଗ ପାଇଁ ସର୍ବଦା ମୁଖ୍ୟମନ୍ତ୍ରୀ ହେଇ ରହିବେ ପୂର୍ବତନ ନୁହେଁ... ନବୀନ୍ ବାବୁଙ୍କ ନାଁ ଧରିବା ପୂର୍ବରୁ ସମସ୍ତଙ୍କ ମୁହଁ ରୁ ଆପେ ଆପେ ବାହାରି ଆସିବ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ୍ ବାବୁ... ପ୍ରଭୁ ଜଗନ୍ନାଥ ନବୀନ୍ ବାବୁଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ... ଜୟ ଜଗନ୍ନାଥ...
@mopasandaentertainment9155
@mopasandaentertainment9155 5 ай бұрын
ଧନ୍ୟବାଦ ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ 👏👏👏👏👏👏
@ranjanmohanty6361
@ranjanmohanty6361 5 ай бұрын
Really Nabin babu is the worthy son of mother Odisha
@ranjanmohanty6361
@ranjanmohanty6361 5 ай бұрын
Who has under stood the dream of the great sons of Odisha like Utkal Mani pride of Utkal Bhumi Putra for whom shedding of the tear is never ending of the common people No doubt History will come back very soon.
@MuskanVlogs100k
@MuskanVlogs100k 5 ай бұрын
It's my great ness for having such a excellent lirics. Thank you @omkar nath Lenka sir👏👏👏
@MAKARADALEI-cp9re
@MAKARADALEI-cp9re 4 ай бұрын
Gt yt❤
@mihirkumaracharya757
@mihirkumaracharya757 3 ай бұрын
ଆପଣଙ୍କ ଭଳି ଜଣେ ମୁଖ୍ୟମନ୍ତ୍ରୀ ଆମେ ଓଡ଼ିଶା ବାସୀ ଆଗାମୀ ଦିନରେ ପାଇବା ସ୍ବପ୍ନ ଭଳି ଲାଗୁଛି। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଦୀର୍ଘଜୀବି କରାନ୍ତୁ ଏତିକି ମୋର ପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା
@mopasandaentertainment9155
@mopasandaentertainment9155 3 ай бұрын
👏👏
@saratkumarsahoo1595
@saratkumarsahoo1595 4 ай бұрын
ବହୁତ ହୃଦୟସ୍ପର୍ଶୀ ବହୁତ ଦୁଖଃଭରା ଗୀତଟିଏ ଧର୍ଯ୍ୟ ରହୁନି କୁନି ଭଉଣୀ... 👌
@mopasandaentertainment9155
@mopasandaentertainment9155 4 ай бұрын
👏👏
@adityamusicproduction8445
@adityamusicproduction8445 5 ай бұрын
Aditya music production and Ashu music production ତରଫରୁ ଆପଣଙ୍କୁ ଅଭିନନ୍ଦନ ଶୁଭ କାମନା
@mopasandaentertainment9155
@mopasandaentertainment9155 5 ай бұрын
ଧନ୍ୟବାଦ 👏👏
@RajibLochanSwain
@RajibLochanSwain 2 ай бұрын
ସଦା ସର୍ବଦା ଓଡିଶା ବାସୀଙ୍କ ହୃଦୟରେ ରହିବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ Miss you sir my best cm❤️🙏🏻💚
@Nityaabhai
@Nityaabhai 2 ай бұрын
ଏତେ ଭଲ ପାଇବା ଅଛି ଅଛି, ସ୍ନେହ, ଆଦର , ସମ୍ମାନ ❤❤❤❤
@rihanmajhi9908
@rihanmajhi9908 2 ай бұрын
ବହୁତ୍ ସୁନ୍ଦର୍ ହୋଇଛି ଗୀତ ସହିତ ସ୍ୱର। ଶୁଣି କି ବହୁତ୍ ଖୁସି ଲାଗିଲା।
@razzpradhan5079
@razzpradhan5079 Ай бұрын
Ilikeyou
@ElisaMallick
@ElisaMallick 4 ай бұрын
ହେ ନବୀନ ବାବୁ ପରି କିଏ ହେବ sir ନବିନ ବାବୁ ସାରା ଜୀବନ ଆମର ହୋଇ ରହିଗଲେ
@sadhana123
@sadhana123 5 ай бұрын
ହେ ନବୀନ ବାବୁ ତୁମେ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସ୍ଥାନ ପାଇଛ ❤❤❤ | ଆପଣଙ୍କ ଅବଦାନ ଏ ଓଡିଶାବାସୀଙ୍କ ପାଇଁ ଅବିସ୍ମରଣୀୟ | Love You Naveen Sir 🙏🏿 |
@mopasandaentertainment9155
@mopasandaentertainment9155 5 ай бұрын
👏😪😪
@CAT_LOVERS_15
@CAT_LOVERS_15 5 ай бұрын
😢😢😢🙏😢😢
@biswalchandan182
@biswalchandan182 5 ай бұрын
ମୋ ସ୍ଥାନ ରେ ନବୀନ ନାହିଁ ସେ ଯଦି କିଛି କରିଥାନ୍ତେ ଆଜି ଓଡିଶା ଶିକ୍ଷା ରେ ଏତେ ତଳେ ନଥାନ୍ତା 😊
@sriballavmohanty4822
@sriballavmohanty4822 2 ай бұрын
Andha bhakta mananku kichhi dekha jibani ​@@biswalchandan182
@PrakashSahoo-k4p
@PrakashSahoo-k4p Ай бұрын
Caryata😊​@@biswalchandan182
@pradhan0143
@pradhan0143 5 ай бұрын
ଧନ୍ୟ ଆମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାବୁ
@rameshchparida4308
@rameshchparida4308 5 ай бұрын
ହେ ନବୀନ ବାବୁ ତୁମେ ହ୍ରୁଦୟ ରେ ସାରା ଜୀବନ ରହିଗଲ
@mopasandaentertainment9155
@mopasandaentertainment9155 5 ай бұрын
👏👏😪😪
@SNayak-fk5rj
@SNayak-fk5rj 4 ай бұрын
Akhiru luha asigala love you naveen sir apana ama hrudaya jeeti jai chhanti sabudina paien
@terahero9272
@terahero9272 3 ай бұрын
ବହୁତ୍ ସୁନ୍ଦର୍ ହୁର୍ଦୟ ସ୍ୱର୍ଷ ଗୀତା ଭାଇ ଏ ସଙ୍ଗୀତ ସାର ଓଡ଼ିଶା ର ଲୋକେ ହୂର୍ଦୟ ତରଳି ଜୀବ l ଆଗକୁ ଏ ସଙ୍ଗୀତ no 1 ହବ
@mopasandaentertainment9155
@mopasandaentertainment9155 3 ай бұрын
Thank you so much for your lovely wishes 👏👏
@babulasahu7573
@babulasahu7573 5 ай бұрын
ଧନ୍ୟବାଦ ସାର୍ ଏବଂ ସୁଇଟ୍ ମାମା ଅତି ସୁନ୍ଦର ଯାହାର ତୁଳନା ନାହିଁ gad bless you mama
@mopasandaentertainment9155
@mopasandaentertainment9155 5 ай бұрын
👏
@pandabkumar-bo6rg
@pandabkumar-bo6rg 5 ай бұрын
I miss you nabina sir ❤️❤️❤️❤️❤️❤️❤️ odisha re amiti sabu bele kushi re rahu.........
@mopasandaentertainment9155
@mopasandaentertainment9155 5 ай бұрын
👏👏
@jyotiranjandash2310
@jyotiranjandash2310 5 ай бұрын
Jeparjyanta ama dehare prana thibaa separjyanta ame tumaku jhuruthibu Naveen Babu. Kotiere gotie loka tuma bhali janma nianti e dhradhamare. Satare tume mahan 😭😭😭😭😭
@mopasandaentertainment9155
@mopasandaentertainment9155 5 ай бұрын
😪😪👏👏
@Nisha_liku
@Nisha_liku Ай бұрын
ଗୀତ ଟି ଶୁଣିଲା ବେଳେ ଆଖିରୁ ଲୁହ ଆସିଗଲା.....😢😢😢😢ହେ ନବୀନ ସାର୍ ତମେ ମୋ ହୃଦୟରେ ଭଗବାନ ଭଳି ପୂଜା ପାଇବ....🙏🙏🙏🙏
@mopasandaentertainment9155
@mopasandaentertainment9155 Ай бұрын
😪😪😥😥
@saradaprasadanayak9357
@saradaprasadanayak9357 Ай бұрын
Beautiful Song MUSKAN apana nku Bahut Bahut Dhanyabad
@Shyam_Art_111
@Shyam_Art_111 4 ай бұрын
Legend ଥିଲେ ଆମ ଓଡ଼ିଶା ରେ 😢miss you Naveen sir 💚💚💚
@mopasandaentertainment9155
@mopasandaentertainment9155 4 ай бұрын
👏
@ganeashsahu6400
@ganeashsahu6400 Ай бұрын
ଏ ଗିତ ଟି ଶୁଣିବା ପରେ ଓଡ଼ିଶା ବାସି ଙ୍କ ହୃଦୟ କାନ୍ଦୁ ଛି ନବୀନ ବାବୁ ଓଡ଼ିଶା ବାସି ଙ୍କ ପାଇଁ କଣ ନ କରି ଛନ୍ତି ନବୀନ ବାବୁଙ୍କ ପାଖରେ ଓଡ଼ିଶା ବାସି ଚିରକୃତଜ୍ଞ
@chandanmallik9009
@chandanmallik9009 5 ай бұрын
କୁନି ଝିଅ କୁ ବହୁତ ଧନ୍ୟବାଦ ଏହି ଗୀତଟି ଅତି ସୁନ୍ଦର ଓ ହୃଦସ୍ପର୍ଶି ପୁଣି ଆସିବେ ମୋ ମୁଖ୍ୟମନ୍ତ୍ରୀ ନବୀନ ବାବୁ I LOVE YOU NAVEEN BABU 🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🙏
@mopasandaentertainment9155
@mopasandaentertainment9155 5 ай бұрын
Thank you so much 🙏
@gopinathbehera9741
@gopinathbehera9741 4 ай бұрын
Thank you❤❤❤❤❤❤❤
@sambudas1524
@sambudas1524 Ай бұрын
❤❤❤❤
@Harekrsna84
@Harekrsna84 3 ай бұрын
Exactly Navina Odisha...New Odisha & Little babby sing very Beautifully ❤
@mopasandaentertainment9155
@mopasandaentertainment9155 3 ай бұрын
👏
@MinatiBehera-hd2ss
@MinatiBehera-hd2ss 3 ай бұрын
Jay jaganath pherei ana nabin sir nku
@SanjuktaLenka-e6b
@SanjuktaLenka-e6b 3 ай бұрын
ଜଏବିଜେଡି ଜଏନବିନବାବୁ 🎉🎉🎉🎉 ନବିନସାରେ ସୁପରହିରୋ ପୁଣିଆସିବେ ୨୦୨୯ ହରହରମହାଦେବକରନୁ୍ 🎉🎉🎉🎉 ଜଗତରନାଥ ଜଗତନାଥ କରନ୍ତୁ
@rameshdas9755
@rameshdas9755 5 ай бұрын
ଗୀତ ହୃଦଯ❤❤❤ଛୁଇଁଛି
@mopasandaentertainment9155
@mopasandaentertainment9155 5 ай бұрын
👏👏👏
@OmkarCreationOdia
@OmkarCreationOdia 5 ай бұрын
Best best best....all the best... sweetest song... beautiful singing.... thank you muskan Pradhan ... God bless you all time...Joy nabin Joy nabin
@adityamusicproduction8445
@adityamusicproduction8445 5 ай бұрын
I miss you sir ପୃଥିବୀ ପୃଷ୍ଠରେ ମିଳିବନି ନବୀନ ପଟ୍ଟନାୟକଙ୍କ ପରି ଜଣେ
@mopasandaentertainment9155
@mopasandaentertainment9155 5 ай бұрын
😭😭
@RajKumar-dp2ip
@RajKumar-dp2ip 5 ай бұрын
Right Bhai 😢😢😢
@dhananjayadm3287
@dhananjayadm3287 5 ай бұрын
ବାଳ ନା ..... କହିଲା କଣ ନା ପୃଥିବୀରେ ମିଳିବେନୀ... କଥା ରେ ଅଛି ଦାଣ୍ଡରେ ଖୋଜିଲେ ୧୦୦୦ ମିଳିବେ 😃😃😃😃😃😃😃
@jagannathpanda7993
@jagannathpanda7993 5 ай бұрын
Sala bala kahu chu to pakhare rakh bala
@saratpradhan8117
@saratpradhan8117 5 ай бұрын
ନିହାତି ଭାଇ ଚଣ୍ଡିଖୋଲ କୁ ଚଡି ଖୋଲ ବୋଲି କହୁଥିବା ଲୋକ ମିଳିବେ ନାଁହି,
@dhaneswarmallik8150
@dhaneswarmallik8150 25 күн бұрын
ଵିଶ୍ଵ ବିଜତା ନବୀନ ସାରେ ତାଙ୍କ ପରି ମୁଖ୍ୟମନ୍ତ୍ରୀ ଆଉ ମିଳିଵେନି ତାଙ୍କର ସ୍ଵଛ ସାଶାନ ଓଡିଆଙ୍କ ହୃଦୟରେ ବାନ୍ଧି ହୋଇ ରହିଛି ଆଉ ମଧ୍ୟ ରହିଵ 🙏🌹🙏🌹🙏
@paulbandia8275
@paulbandia8275 4 ай бұрын
Super tu ବହୁତ୍ ଉପର nice song
@orchestranewdivine2785
@orchestranewdivine2785 5 ай бұрын
ଜଣେ ଚଳନ୍ତି ଭଗବାନ ନବୀନ ବାବୁ ସବୁ ଗରିବଙ୍କ ପାଇଁ 😢🙏🙏🙏🫂🫂🫂🫂 Lov u Sir 😪🫂🙏💐 ଆପଣ ମହାନ 🙏😔🫂 God bls u କୁନି ଝିଅ.... ଗୀତ ଶୁଣି ଆଖିରୁ ଲୁହ ଆସିଗଲା ଧନ 😔🙏
@priyacharandas653
@priyacharandas653 2 ай бұрын
@@orchestranewdivine2785 ଜୟ ଶ୍ରୀ ଜଗନ୍ନାଥ ମଣିଷ କେବେ ଭଗବାନ ହୋଇ ପାରେନା‌ । ଭଗବାନ ଙ୍କ ସ୍ଥାନ କେହି ମଧ୍ୟ ପୁରଣ କରି ପାରେନା । ଜଣେ ବିଧର୍ମୀ ମଦ ମାଂସ ଖାଇବା ଲୋକ କେଵେ ଭଗବାନ ଭଗବାନ ହୋଇ ପାରେନା‌
@SanjuktaLenka-e6b
@SanjuktaLenka-e6b 5 ай бұрын
🎉🎉 ଜଏବିଜେଡି 🎉🎉🎉 ଜଏନବିନସାରେ🎉🎉🎉
@AlekhaDas-i9m
@AlekhaDas-i9m 5 ай бұрын
ଏହି ଗୀତ ଶୁଣି ହୃଦୟ ବହୁତ ବିଦାରିତ ହେଉଛି
@mopasandaentertainment9155
@mopasandaentertainment9155 5 ай бұрын
👏👏😪😪
@jyotsnaranipanda2613
@jyotsnaranipanda2613 3 ай бұрын
ସତରେ ଯଦି ଜଗନ୍ନାଥ ଥିବେ, ମୋଦିର ପତନ ହିଁ ହବ, ଯେଉଁ କୁଟନୀତି କରି ସେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ଆମଠାରୁ ଦୁରେଇ ଦେଇଛି
@akshayakumarbadaseth5088
@akshayakumarbadaseth5088 24 күн бұрын
Nabin ra tk dhariki malish karideuna
@JasmitaNayak-b1n
@JasmitaNayak-b1n Ай бұрын
Besi kasta laguchi nabin Babu pheri asa ama pakhaku tame thhila ama dukha na thhila tame gala pare dukha madi asichi
@Siddhantatandi7
@Siddhantatandi7 4 ай бұрын
ହେ ଜଗନ୍ନାଥ ନବୀନ ବାବୁ କୁଁ ଭଲରେ ରଖିଥା
@Musicloverbibhu-n4b
@Musicloverbibhu-n4b 2 ай бұрын
For doing best to best for next time and once again bjd
@kalpanapadhi1147
@kalpanapadhi1147 2 ай бұрын
ହେ ଜଗନାଥ ତତେ ଯିଏ ଭିକ ମଗେଇ ଲା ତାକୁ ତଳିତଳାନ୍ତ କର।ନବୀନ ପୋକ ପଡି ମାରୁ।
@SamuMajhi-gj6jl
@SamuMajhi-gj6jl 2 ай бұрын
He nobin babu❤
@ShashikantaPatra-iy8bq
@ShashikantaPatra-iy8bq 5 ай бұрын
ବହୁତ୍ କଷ୍ଟ ହଉଚି ନବୀନ ବାବୁ ❤❤❤😢😢😢😢 ଫେରିଆସ
@mopasandaentertainment9155
@mopasandaentertainment9155 5 ай бұрын
😪😪👏👏
@Cutebaby-l6g
@Cutebaby-l6g 5 ай бұрын
😢😢😢😢
@BasantaSahu-mv7mk
@BasantaSahu-mv7mk 5 ай бұрын
Really
@manasdash8604
@manasdash8604 5 ай бұрын
ଆଉ ଦରକାର ନାହିଁ ନବୀନବାବୁ ଓଡ଼ିଶାର ଲୋକେ ଦାଦନ ଖଟି ଜିବେ ଓଡ଼ିଶାର ସବୁ କଲକାରଖାନା ବନ୍ଦ୍‌ କରିଦେଲେ ଗାଁମାନଙ୍କୁ ରୋଡ଼୍‌ନାହିଁ ଆମୁଲ୍ଲାନ୍‌ସ୍‌ ଅଧବାଟରେ ରହିଜାଉଛି ଗର୍ବବତୀ ମହିଲା ମାନଙ୍କୁ ଖଟରେ ବୋହି ନେବାକୁ ପଡ଼ୁଛି ରୋଗିଣା ଲୋକ ବହୁତ କଷ୍ଟ ପାଉଛନ୍ତି ଆଉ ଦରକାରନାହିଁ ନବୀନବାବୁ
@sarnalatamallick1316
@sarnalatamallick1316 2 ай бұрын
Love you Naveen sir ❤
@felusaina.pattanaik3005
@felusaina.pattanaik3005 5 ай бұрын
Tamaku hareiki ame odisha basi satare hiraku hareideichu prakutare i really miss you Naveen sir please coming back ❤❤❤❤❤❤❤❤❤
@mopasandaentertainment9155
@mopasandaentertainment9155 5 ай бұрын
😭😭😭
@damburudharadas1047
@damburudharadas1047 5 ай бұрын
25 year tekiki dharithila aau 25 year tekiki dhari thaanta ki
@damburudharadas1047
@damburudharadas1047 5 ай бұрын
Murkha maagia Sala harilaku mate khusi laguni Gata gale Santi lagantaa
@Shruti12340
@Shruti12340 5 ай бұрын
Han be takikina dharithantu Tora kana phatuthila be 😡😡😡🤬🤬🤬😠😠😠😤😤😤​@@damburudharadas1047
@tulusamantaray3169
@tulusamantaray3169 5 ай бұрын
ଏହି ଗୀତଟି ଅତି ସୁନ୍ଦର ଓ ହୃଦସ୍ପର୍ଶି 😢😢😢😢
@mopasandaentertainment9155
@mopasandaentertainment9155 5 ай бұрын
👏👏😪😪
@rojimajhi9620
@rojimajhi9620 2 ай бұрын
Nabhin babu ku harei sariki kan pani mana duka karuchaa ? Aita ama sabu gariba loka manannkara bhul I miss you babin sir ❤❤❤❤
@SantoshkumarSwain-z8i
@SantoshkumarSwain-z8i Ай бұрын
ହେ ନବୀନ ବାବୁ ଆପଣ ଜଣେ ମହାପୁରୁଷ
@lipianshuvlogs
@lipianshuvlogs 5 ай бұрын
Bahut badhia song ,suni akhire luha asigala ,sata katha jaha deichhanti nabin babu au kehi deiparibeni ,kichhi debaku hni nahni jojanaa debe kana❤😭😭🙏
@sabitabarik6037
@sabitabarik6037 5 ай бұрын
Apana sabudina panee odisha basi nka hurdayare jiti jaichanti bahut kama kale apan nija ku tk time diantu sir❤❤❤❤❤
@mopasandaentertainment9155
@mopasandaentertainment9155 5 ай бұрын
👏👏😪😪
@rowdyysmrutigaming
@rowdyysmrutigaming 5 ай бұрын
📌 Bahut bhala lagila and proud feel hela Naveen Pattnaik Sir nka pain amiti gita te baachi thibaru Lot's of Love ❤❤ Jay jagannath 🙏 jay Naveen Pattnaik Sir ❤️❤️
@mopasandaentertainment9155
@mopasandaentertainment9155 5 ай бұрын
Thank you so much for your lovely comments ❤️ 👏👏
@Cutebaby-l6g
@Cutebaby-l6g 5 ай бұрын
Really we miss you Naveen babu😢😢
@musicmaster-ux1dj
@musicmaster-ux1dj 2 ай бұрын
Very nice jhia ae gita hrudayaku chhuinla❤❤❤
@PitbashJani-u6t
@PitbashJani-u6t 5 ай бұрын
ଏ ଗୀତଶୁଣି ଆଖୀରୁ ଲୁହଯରୁଛି ଭଉଣୀ ସିଏ ଥିଲେ ଗରିବର ସାଥି ଜୟ ଓଡିଶା ବିଜେଡି❤❤❤❤❤❤
@mopasandaentertainment9155
@mopasandaentertainment9155 5 ай бұрын
😪👏
@kiran9388
@kiran9388 5 ай бұрын
Great song ! Thanks producer, music director & little champ !
@mopasandaentertainment9155
@mopasandaentertainment9155 5 ай бұрын
👏👏
@pkpanda1371
@pkpanda1371 5 ай бұрын
ଏହି ଗୀତ ମୋ ଆଖିରେ କେବଳ ନୁହେଁ କୋଟି ଓଡ଼ିଆ ଙ୍କ ଆଖିରେ ବିନ୍ଦୁ ବିନ୍ଦୁ ଲୁହ ଝରାଇ ଦେଲା। ନବୀନ ପଟ୍ଟନାୟକ ଙ୍କ ପରି ମୁଖ୍ୟ ମନ୍ତ୍ରୀ ପୃଥିବୀ ରେ ବିରଳ। ସେ ପ୍ରଭୁ ଯୀଶୁ ଙ୍କ ଅବତାର। ଶାନ୍ତି ପ୍ରେମ ଆନନ୍ଦ ପ୍ରଗତି ର ସ୍ୱର୍ଗ ଦୂତ। କୋଟି ପ୍ରଣାମ ତାଙ୍କୁ।
@KishoreSahoo-x9t
@KishoreSahoo-x9t 5 ай бұрын
Right
@chittaranjankuanra
@chittaranjankuanra 4 ай бұрын
Right
@KishoreSahoo-x9t
@KishoreSahoo-x9t 5 ай бұрын
Really the song is heart touching. Excellent singing, very nice voice.
@SKRAHETHossen
@SKRAHETHossen 3 ай бұрын
Jhia tote mu asribad karruchi geetati bahuta sundara laguchi
@mopasandaentertainment9155
@mopasandaentertainment9155 3 ай бұрын
👏👏
@rohitmajhi9197
@rohitmajhi9197 5 ай бұрын
ହେ ନବୀନ ପଟ୍ଟନାୟକ ଓଡ଼ିଶାର ଲୋକଙ୍କର ହୃଦୟ ରେ ଚିର ଦିନ ପାଇଁ ରହି ଗଲ
@mopasandaentertainment9155
@mopasandaentertainment9155 5 ай бұрын
👏
@GajindraMahaling
@GajindraMahaling 5 ай бұрын
Hayta paesa khael kan sue thil la navib buda
@kumarvicky8425
@kumarvicky8425 5 ай бұрын
Very heart touching Song ❤️❤️ Beautiful Voice good job kuni jhia
@padeepkumar6228
@padeepkumar6228 5 ай бұрын
Aa song re satyata achhi bahut bhala lagila a song suniki
@MuskanVlogs100k
@MuskanVlogs100k 5 ай бұрын
👏👏👏👏👏
@LituPatra-fx6vs
@LituPatra-fx6vs 4 ай бұрын
ଗୀତ ଟି ଭଲ ଲାଗିଲା ଜୟ ନବୀନ୍
@bibhuprasad3492
@bibhuprasad3492 Ай бұрын
😢ନବୀନ ବାବୁ ସତରେ ❤ଲଭ ୟୁ ବହୁତ କଷ୍ଟ ଲାଗୁଛି
@pmahesh4849
@pmahesh4849 5 ай бұрын
Bahat badhia, naveen babu sata re odisha basi nka aakhi re aaji luha asuchi aapna CM heleni boli, aapana samastankara priya heiki thile hrudaya re thile 25 years hela odisha basi daru nathile kete bipada asile bhi ebe sabu mane padiba odisha basi nku aapnankara work style and carraige
@mopasandaentertainment9155
@mopasandaentertainment9155 5 ай бұрын
😪😪😪👏👏👏👏
@dillipkumarsahoo4823
@dillipkumarsahoo4823 5 ай бұрын
Hey mahanayak apana nku pranam❤❤❤❤
@mopasandaentertainment9155
@mopasandaentertainment9155 5 ай бұрын
😪😪😪👏👏👏
@damburudharadas1047
@damburudharadas1047 5 ай бұрын
Mo Banda taa ku Pranam kare
@dillipkumarsahoo4823
@dillipkumarsahoo4823 5 ай бұрын
@@damburudharadas1047 tu banda ta kn ete Sundar , bjp chora se banda ku dariki halao.
@Vijaydebrazdash
@Vijaydebrazdash 5 ай бұрын
ଆଉ ଥରେ ବାଜୁ ଶୁଭ ଶଙ୍ଖ ବନ୍ଦେ ଉତ୍କଳ ଜନନୀ
@jyotiranjandash2310
@jyotiranjandash2310 3 ай бұрын
@@Vijaydebrazdash puni kebe se dina as siba ame wait karichu au karithibu
@ElamPradhan
@ElamPradhan 4 ай бұрын
ନବୀନ ଏକ ନାମ ନୁହେଁ ଗୋଟିଏ brand ❤❤ miss you nabin sir
@sushantbhartiya840
@sushantbhartiya840 3 ай бұрын
ନବୀନ ବାବୁ ଆମ ଓଡିଶା ର ଅସଲି ଅସ୍ମିତା. ଜୟ ନବୀନ ବନ୍ଦେ ଉତ୍କଳ ଜନନୀ.❤❤❤❤❤
@bishnuprasadmishra323
@bishnuprasadmishra323 5 ай бұрын
Nice Song Superb Naveen ji nka paeen yeehi Samaya positive Nischanya heba Negative nuhen
@padmalochanmalik6653
@padmalochanmalik6653 4 ай бұрын
ଧର୍ମ ର ଜୟ ହେଉ, ଅଧର୍ମର ବିନାଶ ହେଉ। ଜୟ ଶ୍ରୀ ସୀତା ରାମ କୀ ଜୟ ॐ
@dillipkumarsahoo4823
@dillipkumarsahoo4823 5 ай бұрын
Best cm of all over India, Naveen babu great❤❤❤❤❤🙏🙏🙏🙏🙏
@mopasandaentertainment9155
@mopasandaentertainment9155 5 ай бұрын
👏👏😪
@AaaBhkn
@AaaBhkn 5 ай бұрын
ତୁମ ପରି କେହି ନାହାନ୍ତି ନବୀନ ବାବୁ ଆଖି ରୁ ଲୁହ ଝରି ପଡୁଛି ❤❤❤❤
@mopasandaentertainment9155
@mopasandaentertainment9155 5 ай бұрын
😥😪
@Samarjitsamantaraysanubhai
@Samarjitsamantaraysanubhai 5 ай бұрын
ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଜୟ ଜଗନ୍ନାଥ,ଜୟ ନବୀନ ❤❤❤
@AK-47IndianAshu
@AK-47IndianAshu 2 ай бұрын
Bahut kasta laguchi miss you my best cm❤🙏😢😢😢😢😔😔😔😔
@Princesstube00
@Princesstube00 5 ай бұрын
No one can Replace You Naveen Sir🙏🏻. you are in our hearts ❤️. #Naveenodisha
@mopasandaentertainment9155
@mopasandaentertainment9155 5 ай бұрын
👏👏👏
@adityamusicproduction8445
@adityamusicproduction8445 5 ай бұрын
ଗରୀବର ସାହାରା ଓଡ଼ିଶାର ହୀରା
@mopasandaentertainment9155
@mopasandaentertainment9155 5 ай бұрын
😭😭
@mitunadas7052
@mitunadas7052 5 ай бұрын
Bahuta sunder gita ❤❤❤❤❤
@mopasandaentertainment9155
@mopasandaentertainment9155 5 ай бұрын
👏👏
@randaimudurae-p3p
@randaimudurae-p3p 2 ай бұрын
Bhat bhala story.....I proud of .......
@SuryakantaKhatoi-jf3eh
@SuryakantaKhatoi-jf3eh 2 ай бұрын
Hey nabin babu ame tuma fan Kariba pai apanka saha thibi Jay nabin patnayak 💚👑
@bipinamallik2803
@bipinamallik2803 5 ай бұрын
Nabeen Tume Odishara Purapallyra Abala Brudhabanita Saburi Hrudayare Smaraniya Hoisabudina Rahiba
@jaynatibalaMansingh-qj4cs
@jaynatibalaMansingh-qj4cs 5 ай бұрын
Mahanayka mankara juga sarila..athhira sabu chora mane asibe..
@satyabratadas3635
@satyabratadas3635 5 ай бұрын
Sei chora nka vitare bjp neta bi asibe
@bijaylaxmimohanty5080
@bijaylaxmimohanty5080 5 ай бұрын
Very beautiful song thanks beti sweet voice
@mopasandaentertainment9155
@mopasandaentertainment9155 5 ай бұрын
👏👏😪😪
@MuskanVlogs100k
@MuskanVlogs100k 5 ай бұрын
Thanks 🙏
@MalayaPanka
@MalayaPanka Ай бұрын
ନବୀନ ପଟ୍ଟନାୟକ ସାର୍ ଙ୍କୁ ଭଗବାନ ଶ୍ରୀ ଜଗନ୍ନାଥ🙏⭕❗⭕ ଓଡ଼ିଶାରେ ମଣିଷ ରୂପରେ ଓଡ଼ିଶା ଲୋକଙ୍କୁ ସେବା କରିବାକୁ ପଠାଇଥିଲେ 2029 ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ 🐚💐🌹🫶💚 ନବୀନ ପଟ୍ଟନାୟକ ସାର୍ ଜିଅନ୍ତା ଭଗବାନ 🙏
@OmkarCreationOdia
@OmkarCreationOdia 4 ай бұрын
Congratulation Mopasanda entertainment...The first milion project of your company....thank you Muskan sweet singing ...God bless you all time....best of luck... Joysriram Joy sriram Joy sriram Joy sriram Joy Joy jaganath swamiki Joy
@mopasandaentertainment9155
@mopasandaentertainment9155 4 ай бұрын
Thank you so much 🙏 This is only possible for your support and blessings 👏
@AnjaliSahu-v3e
@AnjaliSahu-v3e 5 ай бұрын
Nabin pathnayak au thare mukhyamantri hele ..... odisha ra samaste bahut khushi hebe ..... really....... miss you sir🙏🙏🙏
@mopasandaentertainment9155
@mopasandaentertainment9155 5 ай бұрын
👏👏
@A_S_U_T_O_S_H
@A_S_U_T_O_S_H 4 ай бұрын
I love this song ❤
@UllasPanda-mk7yh
@UllasPanda-mk7yh 5 ай бұрын
Nice song for odisha people
@mopasandaentertainment9155
@mopasandaentertainment9155 5 ай бұрын
👏👏
@SatyapriyaProduction
@SatyapriyaProduction 5 ай бұрын
Nice presentation for our great CM... Nice voice beta God bless u... Keep it up your musical journey... 💐💐💐
@mopasandaentertainment9155
@mopasandaentertainment9155 5 ай бұрын
Thank you so much 🙏
@damburudharadas1047
@damburudharadas1047 5 ай бұрын
Banda Cm
@RPBEHERA-n6d
@RPBEHERA-n6d Ай бұрын
Ai Gita suni akhira luha asigala
@PapuMajhi-uu4eq
@PapuMajhi-uu4eq 5 ай бұрын
ହେ ନବୀନ sir ପୁଣି ଥରେ ତୁମେ ଓଡ଼ିଆ ଙ୍କ ପାଖକୁ ପେରିଆସ ତୋମ ପାଇଁ ପ୍ରତେକ ମାଆ ମାଉଁସି ଛାତ୍ର ଛାତ୍ରୀ ସବୁ କାନ୍ଦୁଛୁ ଆମ ହୃଦୟ ରେ ରହିଛ ସତ ହେଲେ ତୁମେ ଆମ ପାଖରେ ନାହଁ। ଯେତେ ନେତା ମନ୍ତ୍ରୀ ଆସିଲେବି ତୁମ ନାହଁ କେହି. 😭😭😭😭😭😭😭😭😭
@binayrout6279
@binayrout6279 5 ай бұрын
Nobody's in the world Replace Mr. Naveen Pattanaik. He is a great Person. Nice Song🎵. Nicely🎤 singing by small girl. God bless you.
@mopasandaentertainment9155
@mopasandaentertainment9155 5 ай бұрын
👏👏😪
@Cutebaby-l6g
@Cutebaby-l6g 5 ай бұрын
Absolutely right 👍
@sanghamitrapanda3809
@sanghamitrapanda3809 5 ай бұрын
ରାଜନୀତି ର ମହାନାୟକ ନବୀନ ବାବୁ ଙ୍କୁ ମୋର ବାରମ୍ବାର ପ୍ରଣାମ । ଭଗବାନ ତାଙ୍କର ତାଙ୍କୁ ଦୀର୍ଘ ଦୀର୍ଘାୟୁ କରନ୍ତୁ ସେ ସୁସ୍ଥ ନୀରୋଗୀ ଜୀବନ କରନ୍ତୁ । ମୋର ପ୍ରିୟ ନବୀନ ବାବୁ ।
@mopasandaentertainment9155
@mopasandaentertainment9155 5 ай бұрын
👏👏👏👏
@amarendradas2588
@amarendradas2588 5 ай бұрын
Naveen sir always my heart really miss you ❤
@mopasandaentertainment9155
@mopasandaentertainment9155 5 ай бұрын
👏👏😪😪
@bibhumusictv691
@bibhumusictv691 2 ай бұрын
Jay Jagannath ❤
@RiteshkumarBehera-hs9gc
@RiteshkumarBehera-hs9gc 4 ай бұрын
ହେ ନବୀନ ବାବୁ ଆମେ ତମ ଫ୍ୟାନ ❤
@UNCSC-uf6bf
@UNCSC-uf6bf 5 ай бұрын
Very heart touching song
@mopasandaentertainment9155
@mopasandaentertainment9155 5 ай бұрын
👏👏
@sabitasahoo714
@sabitasahoo714 5 ай бұрын
ସତରେ ଗୀତଟି ବହୁତ୍ ସୁନ୍ଦର ଓ ହୃଦୟସ୍ପର୍ଶୀ,, କିନ୍ତୁ 4 ମିନିଟ 40 ସେକେଣ୍ଡ ର ଗୀତରେ ନବୀନ sir ଙ୍କର ବ୍ୟାଖ୍ୟା ଟିକେ କମ ହେଇଗଲା,, ମୁଁ ଭାବୁଛି ,,ଅକାଟ୍ୟ ବଚନ, ଖନା ବଚନ,ପରି 15 ରୁ 30 ମିନିଟ ର ଗୀତ ପରି ହେଲେ ଆହୁରି ଭଲ ଲାଗିବ,, ସେଥିରେ ନବୀନ sir କରିଥିବା, ମମତା ଯୋଜନା ଠାରୁ ଆରମ୍ଭ କରି ଜୀବନର ଶେଷ ଯୋଜନା ହରିସ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ରହିଲେ ବେସି ଭଲ ଲାଗିବ,,,, କ୍ଷମା କରିବେ ମୋର ମତ ଦେଇଥିବାରୁ🙏🙏
@mopasandaentertainment9155
@mopasandaentertainment9155 5 ай бұрын
ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ। ଆମେ ନିଶ୍ଚିତ ଏହି ଦିଗରେ ଧ୍ୟାନ ଦେବୁ👏👏
@sabitasahoo714
@sabitasahoo714 5 ай бұрын
@@mopasandaentertainment9155 🙏
@santoshsethi8627
@santoshsethi8627 5 ай бұрын
Your comments is right & another all jayona including the song 👍
@rajeshsethy1498
@rajeshsethy1498 5 ай бұрын
Right
@smitasamal40
@smitasamal40 5 ай бұрын
ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା, ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ସିଏ ହିଁ ଆମକୁ ରାସ୍ତା ସୁବିଧା ଯୋଗେଇଛନ୍ତି । ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ତାକୁ ହିଁ ଏହି ସ୍ୱାର୍ଥପର ମଣିଷ ଭୁଲିଗଲା। ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ସେ ସବୁ ଭୁଲିତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।ଏତେ ସୁବିଧା କଲା ପରେ ବି Bjd କୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ bjp ଚାହିଁଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd।❤❤❤❤
@dibyaranjan3719
@dibyaranjan3719 5 ай бұрын
❤❤❤❤❤❤❤
@anweshabiswal2003
@anweshabiswal2003 5 ай бұрын
Bhai kichi kuhani chup heiki basijao loka nku tanka decision upare tk regret ta karibaku dia ea ta arambha heichi tapare dekha agaku agaku kn hauchi
@riding-123
@riding-123 4 ай бұрын
Nice write sir ❤❤❤ nabin sir
@SubrataBehera-y2d
@SubrataBehera-y2d 3 ай бұрын
Right bro 😢😢😢
@sanjambarick6205
@sanjambarick6205 2 ай бұрын
Hea naveen babu mo ayusa tumaku lagu tume au 20 barsha sasana kara❤❤❤
@jagabandhubehera296
@jagabandhubehera296 2 ай бұрын
❤❤❤ thanks
@DhanuaKumar-p5n
@DhanuaKumar-p5n 2 ай бұрын
❤❤❤❤❤❤❤❤❤​@@jagabandhubehera296
@ManojKumar-vj6mr
@ManojKumar-vj6mr 5 ай бұрын
ସତ ଏଇଆ ଯେ ଯାହାବି କରିଛ ଯାହାବି ଦେଇଚ ଏହା ଭୁଲିବା କଥା ନୁହେଁ ଯେଉଁ ମନେ ଭୁଲନ୍ତି ସେମାନେ ମଣିଷ ନୁହନ୍ତି ଯଦି କହିବି ତ ସମୟ ଲାଗିବ ତଥାପି କହୁଚି କଂଗ୍ରେସ 76ys, bjp 46ys, ପରେବି 1999ମହାବାତ୍ୟା ପରେ ଓଡିଶା ରେ ଆଉ କିଛି ନଥିଲା ଆଉ ସେବେ ଠାରୁ ସବୁ ଦଳ ଥାଇକି ବି କିଛି କରିପାରିନଥିଲେ ଆଉ ସେବେ ଠାରୁ ଆପଣ ଆସିଲେ ନିଜ ପାଇଁ ଧ୍ୟ୍ୟନ ନ ଦେଇ ରାଜ୍ୟର ହିତ ପାଇଁ କାମ କରିଲେ। ଆପଣ ଜଣେ ରାଜନେତା ହୋଇ କାମ କରୁ ନଥିଲେ ଜନସେବକ ହୋଇ କାମ କରିଛ ନ୍ତି
@mopasandaentertainment9155
@mopasandaentertainment9155 5 ай бұрын
ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ 👏👏👏😪😪
@damburudharadas1047
@damburudharadas1047 5 ай бұрын
1999 purbaru kn thila abe 25 year re kn development heichi Aa mo Pela taa ku tekiki dharibu tate guru gyana debi Madoorchood maagiaa
@ManojKumar-vj6mr
@ManojKumar-vj6mr 5 ай бұрын
@@damburudharadas1047 ଯୋଉ ବେବହାର ତୁ କରୁଛୁ ସେଇଟା ବାପା ମା ଥିବା ପିଲା କରେ ନି ଜାରଜ ସନ୍ତାନ କରନ୍ତି ସେଥିପାଇଁ ପାଇଁ ତୋ ଉତ୍ତର ଦେବିନି
@puskarabhoi6106
@puskarabhoi6106 5 ай бұрын
24yr re sabu dadana jauchhanti Durniti government
@Nityaabhai
@Nityaabhai 2 ай бұрын
I'm a support of congress,but Naveen sir ODISHA ର great cm Love him❤❤❤
@odiainform
@odiainform 5 ай бұрын
Dil se dhanyawad Naveen sir God bless you 🙏🙏🙏🙏🙏
@mopasandaentertainment9155
@mopasandaentertainment9155 5 ай бұрын
👏
@purnachandrahistriya
@purnachandrahistriya 5 ай бұрын
ହେ ମହାନାୟକ ତୁମେ ଯୁଗ ଯୁଗ ପାଇଁ ମନେ ରହିବ.. 🙏🏻🙏🏻 ଓଡିଶା ପାଇଁ କିଏ କଣ କରିଛି କଣ ନାଇଁ ସେ କଥା ତ କହିବିନି, ହେଲେ ଆପଣ ଦୀର୍ଘ 25ବର୍ଷ ସେଇ ସାମାନ୍ୟ କୁର୍ତା ପାଇଜାମା ଆଉ ହଳେ ସାଧା ଚପଲ ପିନ୍ଧି, ନିଜ କଥା ନ ଭାବି ସାରା ଓଡିଶା ବାସୀଙ୍କୁ ନିଜର କରି ବହୁତ କିଛି କରିଛନ୍ତି..🙏🏻🙏🏻
@mopasandaentertainment9155
@mopasandaentertainment9155 5 ай бұрын
👏👏😪😪 ଧନ୍ୟବାଦ ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ 👏😪
@Cutebaby-l6g
@Cutebaby-l6g 5 ай бұрын
Really os sad😢
@arjunmajhi6215
@arjunmajhi6215 5 ай бұрын
Nabin babu pari kei heiparibe nai
@sureshvlogs7731
@sureshvlogs7731 4 ай бұрын
I miss you naveen sir 😢😢 ପେରି ଆଶ ନବୀନ sir
@swetangpattnaik
@swetangpattnaik 3 ай бұрын
Your unwavering commitment to the people has created a legacy of love ,and I am honoured to be a part of it. A big Salute to my idol n our beloved leader Sjt. Naveen Patnaik ji❤💐🙏
@hrusikeshmallik3221
@hrusikeshmallik3221 5 ай бұрын
ଜୟ ଜଗନ୍ନାଥ ଜୟ ବିଜେଡି ଜୟ ନବୀନ ପଟ୍ଟନାୟକ ❤❤
How Many Balloons To Make A Store Fly?
00:22
MrBeast
Рет қаралды 161 МЛН
Farmer narrowly escapes tiger attack
00:20
CTV News
Рет қаралды 13 МЛН
I thought one thing and the truth is something else 😂
00:34
عائلة ابو رعد Abo Raad family
Рет қаралды 11 МЛН
Кто круче, как думаешь?
00:44
МЯТНАЯ ФАНТА
Рет қаралды 6 МЛН
chakulia panda song || election song odia || shankar om sharan || odia song || kila
7:51
How Many Balloons To Make A Store Fly?
00:22
MrBeast
Рет қаралды 161 МЛН