ଧର୍ମକୁ ନେଇ ସିନେମା ! ସମ୍ୱିତଙ୍କ ଫିଲ୍ମକୁ ବଡ଼କଥା କହିଦେଲେ laba hanshda sanatani review

  Рет қаралды 105,815

Odisha Prabhab

Odisha Prabhab

Күн бұрын

Пікірлер: 1 300
@bldiscovery9857
@bldiscovery9857 Ай бұрын
ମାଥିଉ 5:11 ଲୋକେ ଯେବେ ତୁମ୍ଭମାନଙ୍କୁ ମୋʼ ସକାଶେ ନିନ୍ଦା ଓ ତାଡ଼ନା କରନ୍ତି, ପୁଣି, ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ। Amen✝️
@Niharika-du7mn
@Niharika-du7mn 17 күн бұрын
Praise the lord amen 🙏
@GodWithUs_Official
@GodWithUs_Official 10 күн бұрын
Amen
@timatmajhicreation
@timatmajhicreation Ай бұрын
ଲୋକଙ୍କ କଥା ରେ କିଛି ନାହି ମୋର୍ ଭାଇ ❤ ପ୍ରଭୁ ଯୀଶୁ ଆମ ସାଥିରେ ଅଛନ୍ତି ❤✝️ ନିଜେ ଠିକ୍ ରହିଲେ ହେଲା ❤❤
@satyabratamajhi4167
@satyabratamajhi4167 Ай бұрын
@@timatmajhicreation ta belaku khai de
@dlovelygaming10
@dlovelygaming10 Ай бұрын
Right
@Daktarsoren2812
@Daktarsoren2812 Ай бұрын
@@timatmajhicreation ରେପ୍ କଲାବେଳେ ବି ଯୀଶୁ ସାଥୀ ରେ ରହୁଛି ନା
@kalebdigal7202
@kalebdigal7202 Ай бұрын
​@@Daktarsoren2812 ଯାଇକି ଦେଖିଥିଲୁ କି ରେ ଛୁଡୀ ପୁଅ
@Daktarsoren2812
@Daktarsoren2812 Ай бұрын
@@kalebdigal7202 ଆବେ ଗାଣ୍ଡୁ ତୁ କଣ୍ ବୁଝିଲୁ । ଏଥିପାଇଁ ତୁ ମା ଭଉଣୀ କୁ ବିକି ଦେଇଛୁ
@chitrasentv
@chitrasentv Ай бұрын
ସବୁ ଭଲ ଯେ ହେଲେ ଯୀଶୁ ଙ୍କୁ ଅପମାନ୍ କର ନାଇ ଭାଇ ମାନେ please
@Amashmandal-j7w
@Amashmandal-j7w Ай бұрын
You are right bhai👏👏👍👌🙏
@satyabratamajhi4167
@satyabratamajhi4167 Ай бұрын
@@chitrasentv magia India re rahuchhu tama ku phasi daba katha
@rahidass9830
@rahidass9830 Ай бұрын
Then why you converting to people in Christianity
@rk.entertainmentM
@rk.entertainmentM Ай бұрын
@@chitrasentv "Radhe Radhe"
@rahulhansdah6639
@rahulhansdah6639 Ай бұрын
​@@satyabratamajhi4167to te ago phasi deba kotha sola mental kouthikara
@JagabandhuMallik-mp8re
@JagabandhuMallik-mp8re Ай бұрын
ଯେତେବେଳେ ଦଳିତ ମାନଙ୍କୁ କେହି ଛୁଉଁ ନଥିଲେ ଏବଂ ଅତ୍ୟାଚାର କରାଯାଉଥିଲା ସେତେବେଳେ ହିନ୍ଦୁମାନେ ଆଉ ସନତନି ମାନେ କୋଉଠି ଥିଲେ ।
@Poor_Man108
@Poor_Man108 Ай бұрын
Seithi Pain Tame Sabu Raati kateila British Christian Maanaka Pakhhare Aare Sale Jaati waad Cast Karichi kie Sei Gandhi and Nehru helaa
@rahulhansdah6639
@rahulhansdah6639 Ай бұрын
​@@Poor_Man108balo na au sola kichi gyaano nahi asila bhokibaku kukura sola
@durgaprasadmandal4110
@durgaprasadmandal4110 Ай бұрын
Tume kana bhabuchho convert karile tuma manankara sanmana feri asiba tuma mananka prakruti jemiti 😂 sethi b alaga way re discriminate heba
@rahulhansdah6639
@rahulhansdah6639 Ай бұрын
@@durgaprasadmandal4110 hehehe😂 tama manankara chinta dhara sei a.....loko cnvrt hei bht khusi re achanti.... tamara jou chinta dhara... Emiti re hindu rastra koribo
@KasamKumar-w4o
@KasamKumar-w4o Ай бұрын
ଏମାନେ ଫିଲ୍ମ ମାଧ୍ୟମରେ ବି ଦଙ୍ଗା କରିବାର ପ୍ଲାନ୍ କରୁଛନ୍ତି
@SiddhuKumar-l3e
@SiddhuKumar-l3e Ай бұрын
ହଁ ଭାଇ
@josephsabar7049
@josephsabar7049 Ай бұрын
Aei mane hi Desh drohi
@comedyhungama096
@comedyhungama096 Ай бұрын
Absolutely 💯 right
@SandeepMandal443
@SandeepMandal443 Ай бұрын
Right 👍 be careful all charistian brothers and sisters
@Learnsometingnew
@Learnsometingnew Ай бұрын
Hn re bhai thik
@AbijitMandal-cn5ru
@AbijitMandal-cn5ru Ай бұрын
ବେସିଦିନ ନୁହ ପ୍ରଭୁ ଯିଶୁ କାର୍ଯ୍ୟ କରିବେ ଆମେନ🙏
@digitalheman1288
@digitalheman1288 Ай бұрын
ଟଙ୍କା ନେଇ ଧମନ୍ତିକରଣ କରି ଯୀଶୁ କଣ 😂
@DAKTARz
@DAKTARz Ай бұрын
Amen ✝️✝️✝️
@minaketannayak446
@minaketannayak446 Ай бұрын
​@@digitalheman1288praman achi jadi arrest karuna
@rahulhansdah6639
@rahulhansdah6639 Ай бұрын
@@digitalheman1288 sola dhormanti korono hindu dharma koruchi jorjobordost...christian upore jorjobordost jai shree ram kuha koreibo.... hindu dharma khali hingsa re chalichi
@AbijitMandal-cn5ru
@AbijitMandal-cn5ru Ай бұрын
Yes​@@rahulhansdah6639
@youtubestar.aditya
@youtubestar.aditya Ай бұрын
ଭାରତ ଗୋଟେ ଧର୍ମ ନିରୋପେକ୍ଷ ଦେଶ ନିଜ ଇଚ୍ଛାରେ ଯେ କୌଣସି ଧର୍ମ ଗ୍ରହଣ କରିପାରିବେ ଧର୍ମ ନାହିଁ ମନ ପରିବର୍ତନ କରା ଯାଉଚି
@satyabratamajhi4167
@satyabratamajhi4167 Ай бұрын
@@youtubestar.aditya Sethi pai ta gangi mastani karuchha magia Pakistan heithile bhala Kamara gandi re kari be muslim
@rk.entertainmentM
@rk.entertainmentM Ай бұрын
@@youtubestar.aditya Brain wash kàraa hauchi
@josephsabar7049
@josephsabar7049 Ай бұрын
Kichi kariparibe nahi bhai God bless you all
@pravanjanpradhan552
@pravanjanpradhan552 Ай бұрын
ଆରେ ମୂର୍ଖ ତୁ କଉଟେ ଶିକ୍ଷିତ ହୋଲୁ କି ଯଦି ଶିକ୍ଷିତ ହେଇଥିଲେ ଏପରି ମନ୍ତବ୍ୟ ରଖି ନଥାନ୍ତ। କଣ କହୁଛୁ ନା ଧର୍ମକୁ କନଭର୍ଟ କରୁଛନ୍ତି ହେଲେ ତୁ କାହିଁକି ହେଇନୁ ଏ ଯାଏ। ବଧେ ତର ବେସି ବୁଦ୍ଧି ଅଛି ନାଇ ଯଦି ସତ୍ୟତା ଜାଣିବାର ଅଛି ସବୁ ଧର୍ମର ଗ୍ରନ୍ଥ ର ଶିକ୍ଷା ନେ ଆଉ କହିବୁ କୌ ଧର୍ମ କଣ।
@hansdahpurudhul9160
@hansdahpurudhul9160 Ай бұрын
Mu kainasi dharma ku biswas kare ni kebal mu ma bapa o maa nku mu bhagwaan, eswar bali mane...!!
@gopeshwari546
@gopeshwari546 Ай бұрын
ସମସ୍ତ ହିନ୍ଦୁ ଭାଇ ଭଉଣୀ ମାନଙ୍କୁ ପ୍ରଣାମ ଜୟ ଶ୍ରୀ ରାମ ❤ ଖ୍ରୀଷ୍ଟିଆନ ମାନେ message ମାଧ୍ୟମରେ ସନାତନିି ଫିଲ୍ମ ଟି କୁ ବିରୋଧ କରିଛନ୍ତି ଆଉ ଆପଣ ମାନେ ମଧ୍ୟ କିଛି ବିଷୟ ଓ ମତ ପ୍ରକାଶ କରନ୍ତୁ ❤ଜୟ ଜଗନ୍ନାଥ 🙏🏼
@bbranch5029
@bbranch5029 Ай бұрын
Movie social awareness ଯାହା ବି ଏଡ୍ କର ବାକି ଇମିତି ମୁଭି କରୋନି ଯୋଉଥିପାଇଁ, ଧର୍ମ ଉପରେ ନେଗେଟିଭ ଇଫେକ୍ଟ ପଡିବ। INDIA border re. India Pak lodhei. India bhitare bajarang dal jone aatanka badi ochhi.. Jouthi pain danga houchi. Jete jononko pain danga houchi.se hin jone terrorist. INDIA bahare b satru aau bhitare b... Sudhuriba loko sudhuri jao. Hindu b jone bhai aau Christian b jone bhai. Samaste misiki ochhonti. Sanga saathi samaste ochhonti. Aasubidha hele semane hi aasibe. Aasubidha bele region hin kamo doboni
@tunamalik3289
@tunamalik3289 Ай бұрын
ଜାତି ରେ ଆପଣ ବ୍ରାହ୍ମଣ କିନ୍ତୁ ଆଦିବାସୀ ଲୋକ ମାନଙ୍କ ପ୍ରତି ଚୁଆ ଅଛୁଆଁ ଭେଦଭାବ ସନାତନ ଧର୍ମ ରେ
@AdivasiOfficial2771
@AdivasiOfficial2771 Ай бұрын
😂
@SuraiSoren-b4n
@SuraiSoren-b4n Ай бұрын
Yes bro...
@anilkumarraita298
@anilkumarraita298 Ай бұрын
Right... Kahila... Amara dekibuni
@durgaprasadmandal4110
@durgaprasadmandal4110 Ай бұрын
Kain se sabu mu to dekhini. Han jadi ba dekhichhi tuma mananka bhali faltu comments re
@pabitra586
@pabitra586 Ай бұрын
Jaga pakhaku kebe jaichu mane mane toh mana parivartan haba
@RubindraMallick-mr4nr
@RubindraMallick-mr4nr Ай бұрын
ଖ୍ରୀଷ୍ଟିଆନ ଭାଇ ମାନଂକୁ ମର ଅନୁରୋଧ ପ୍ଲିଜ଼ ଏହି ଫିଲିମ କୁ ସପଟ କରନ୍ତୁ ନାହିଁ, 🙏🏿🙏🏿🙏🏿🙏🏿
@bapujijena4378
@bapujijena4378 Ай бұрын
Magia ta gandi phatuchi ki re magia
@bijuhantal1361
@bijuhantal1361 Ай бұрын
Okay bhai
@Poor_Man108
@Poor_Man108 Ай бұрын
Bahut Gyani Gehi Pilaa naa kn Aare kebe tame Bujhiba Aare Sei Time British Christian Aasiki Pelile Aau Mughal Pathaan Aasiki Pelile Aau Ebe Kichhi British Christian Dalal Maane Tama ku Pelu Chhanti Tathaapi bujhi Paaruna
@user-jk-jati
@user-jk-jati Ай бұрын
​@@Poor_Man108tika katha bhai
@SandeepMandal443
@SandeepMandal443 Ай бұрын
Hn na tome pura gyani sabu tu murkha heuchi tome odisha re tomo Hindu dharma ro keteta school,au medical achi kahilo amo charistian manokr school, medical sabu dekhicho,tome tomo hindu school re tomo pila manoku patto padauno charistian school re kn pain join karucho ​@@Poor_Man108
@JogeswarMajhi-lt7hj
@JogeswarMajhi-lt7hj Ай бұрын
ହିନ୍ଦୁ ଧର୍ମ ରେ ଥିବା ଯୌତୁକ ପ୍ରଥା ବିଷୟରେ movie ଆସିଲେ ଭଲ ହୁଅନ୍ତା,,,
@karakatu
@karakatu Ай бұрын
Thik katha kahichanti
@sunilkumarss447
@sunilkumarss447 Ай бұрын
Bholo kotha bhai
@rajeebhembramofficial234
@rajeebhembramofficial234 Ай бұрын
ଠିକ୍ କଥା କହିଲେ
@AmielBhuyan-wz4uy
@AmielBhuyan-wz4uy Ай бұрын
ଠିକ
@kalebdigal7202
@kalebdigal7202 Ай бұрын
ଠିକ୍ କଥା
@SuniaMurmu-hm7hn
@SuniaMurmu-hm7hn Ай бұрын
ଶରୀରକୁ ଆପଣ ମାନେ ଅଟକାଇ ପାରିବେ ଆତ୍ମାକୁ ଆପଣମାନେ ଅଟକାଇ ପରିବେକି..... ପୃଥିବୀ ସାରା ଯୀଶୁଙ୍କର ଆତ୍ମା କାର୍ଯ୍ୟ କରୁଅଛି ଆପଣମାନେ ଯେତେ ପ୍ରୟାସ କଲେବି ଯୀଶୁଙ୍କର ଆତ୍ମାକୁ ରୋକିପରିବେ ନାହିଁ... ଆତ୍ମା ହିଁ ମନୁଷ୍ୟ ମାନଙ୍କୁ ପରିବର୍ତନ କରିଥାଏ.... ଏ ଧନ ସମ୍ପତି ଟଙ୍କା କେବେ ବି ମନୁଷ୍ୟର ଆତ୍ମାକୁ ପ୍ରକୃତ ଶାନ୍ତି ଦେଇନଥାଏ..... ଆପଣମାନେ ମାନେ ଶରୀର ଉଦେଶ୍ୟରେ ଜୀବନ ଯାପନ କରନ୍ତି ସେଥିପାଇଁ ଧନ ସମ୍ପତି ର ଲାଳସା କରନ୍ତି / ଆଉ ଯେଉଁମାନେ ଇଶ୍ଵରଙ୍କ ଉଦେଶ୍ୟରେ ଜୀବନ ଜାପାନ କରନ୍ତି ଇଶ୍ଵରଙ୍କ ଠାରେ ଭରସା କରନ୍ତି ସେମାନେ ଏହିପରି ଧନ ସମ୍ପତି ଟଙ୍କାର ଲାଳସାରେ ମନ ବଳାନ୍ତି ନାହିଁ / କାରଣ ଏ ଧନ ସମ୍ପତି ଟଙ୍କା କ୍ଷୟଣୀୟ ଅଟେ... ଆପଣ ମୁଁ ମଲାପରେ ଆମେ ଏହାକୁ ନେଇ ଯାଇ ପାରିବୁ ନାହିଁ / ସର୍ଗର ଧନକୁ ଆପଣମାନେ କେବେ ଅନୁସନ୍ଧାନ କରିଛନ୍ତି... ଆପଣ ମାନେ ଏ ଜଗତର ଧନରେ ଧନୀ ହେବାକୁ ଇଛା କରୁଛନ୍ତି - ସର୍ଗର ଧନରେ ଆପଣ କେବେ ଧନୀ ହେବାକୁ ଇଛା କରିଛନ୍ତିକି-ଜଗତର ଧନ ମାପି ହୁଏ - ସର୍ଗର ଧନ ମାପି ହୁଏ ନାହିଁ ତାହା ଅମାପ ଅଟେ.....
@mrnareshsahoo3996
@mrnareshsahoo3996 21 күн бұрын
ପ୍ରଥମେ ତମେ କୋଉ ଧର୍ମ ର ଥିଲ 😅
@TrilochanPradhan-hw9gu
@TrilochanPradhan-hw9gu Ай бұрын
ପବିତ୍ର ବାଇବଲ ଅଧ୍ୟୟନ କର ସତ୍ୟ ଈଶ୍ୱର ଙ୍କ ବିଷୟ ଜାଣିପାରିବ।
@KANTASOREN123
@KANTASOREN123 Ай бұрын
Jay shree ram
@rupaipingua
@rupaipingua Ай бұрын
Jisu re ni janmo heitilu ki
@sritansws
@sritansws Ай бұрын
ଭାଇ ଆମେ ଜାଣିବାର ନାହିଁ ସେଟା ବିଦେଶୀ ଧର୍ମ ତମ ଘରେ ତମେ ପ୍ରବଚନ ଦିଅ
@rk.entertainmentM
@rk.entertainmentM Ай бұрын
@@TrilochanPradhan-hw9gu ତମେ ପଢ଼ ଭାଇ , ଆମେ ଆମର "ଗୀତା"ପଢିକି ଭଲ ରେ ଅଛୁ। ଆଉ କାହାକୁ ଜାଣିବାର ଆବଶ୍ୟକ ନାହିଁ। ଆମକୁ ଆମର ଇତିହାସ ଜଣା ଅଛି, ଲାଗୁଚି ତମକୁ ନିଜର ଇତିହାସର ଜ୍ଞାନ ଆହରଣ କରିବାର ଅଛି।
@hansdahpurudhul9160
@hansdahpurudhul9160 Ай бұрын
Mu kaunasi dharma ku mane nahi ...mu thik ta dunia thik...??
@keshavbagh5274
@keshavbagh5274 Ай бұрын
ଜୟ ଯୀଶୁ
@shakakumar3202
@shakakumar3202 Ай бұрын
ଯୀଶୁଙ୍କର 12 ଟି ଶିଷ୍ୟ ଥିଲେ ତାହା ଆଜିକୁ 400 Coror ଟପିଲାଣି ତମେ କଣ ଧର୍ମ ନାମରେ ବିରୋଧ କରୁଛ ମୁର୍ଖ ଦଳ ମାନେ ତମେ ତମ ଧର୍ମ କୁ କାହିଁକି ପ୍ରଚାର କରୁନ ତମେ ଭି ପ୍ରଚାର କର ନିଜ ଧର୍ମ କୁ ଅନ ଗୋଟେ ହିନ୍ଦୁ ନିଜ ହିନ୍ଦୁ କୁ ହିଁ ଜାତି ଭେଦ ଭାବ ରଖିଥାଏ ସେଥିପାଇଁ ଛାଡୁଛନ୍ତି ।
@jitendrajarika2241
@jitendrajarika2241 Ай бұрын
Tu me jao jatire janma heichasetako mana murka
@chandrajitdas2225
@chandrajitdas2225 Ай бұрын
ରାମ ଙ୍କ ର ବି ଅଯୋଧ୍ୟା ସାରା ଭକ୍ତ ଥିଲେ ତାହା ଆଜିକୁ 1000 coror ଟପିଲାଣି ତମେ ଯୀଶୁ କଥା କାଇଁ କହୁଚ ରାମ କୃଷ୍ଣ ଜଗନ୍ନାଥ୍ ଙ୍କୁ ପୂଜା କର ସାରା ବିଶ୍ଵ ମାନୁଛି ଆମ ଜଗନ୍ନାଥ ଙ୍କୁ ତମ କ୍ରିଷ୍ଟିଅନ୍ ବା ଜଗନ୍ନାଥ ଙ୍କୁ ଋଷିଆ ରେ ବହୁତ କ୍ରିଷ୍ଟିଅନ ଜଗନ୍ନାଥ ଙ୍କୁ ପୁଜା କରୁଛନ୍ତି
@shakakumar3202
@shakakumar3202 Ай бұрын
@chandrajitdas2225 ତମ ହିନ୍ଦୁ ଭିତରେ ଜାତି ଭେଦ ଛୁଆଁ ଅଛୁଆଁ ଆଗ ହଟାଅ ତା ପରେ କହ ଗୋଟେ ହିନ୍ଦୁ ହିନ୍ଦୁ ଘରେ ସାଙ୍ଗରେ ଖାଇ ପାରୁନି ତାକୁ ଅଲଗା ଦିଆ ଯାଇଛି ଏହା କଣ ଶିକ୍ଷା ଦିଏ ତମ ଶାସ୍ତ୍ର ରେ ।
@chandrajitdas2225
@chandrajitdas2225 Ай бұрын
@@shakakumar3202 ତମେ କେତେଟା ଅଲଗା ଧର୍ମ ର ଲୋକ ଅଛ ଯେଉଁ ମାନେ ଅଣ ହିନ୍ଦୁ ସେମାନେ ଆଗ ଭାରତ ଛାଡ଼ ତମ ଖ୍ରୀଷ୍ଟ ମାନଙ୍କ ଦେଶରେ ଜାଓ ରହିବ ତା ପରେ ଆମ ଭାରତ ରେ ଯେତେ ହିନ୍ଦୁ ଅଛନ୍ତି ସବୁ ଭାଇ ଭାଇ ହେଇ ରହିବେ ତମ ମାନଙ୍କ ପାଇଁ ଆମ ହିନ୍ଦୁ ଧର୍ମ ର ଲୋକ ଏମିତି ହଉଛନ୍ତି ତମେ ଆମ ଭାରତ କୁ ସଳା ଖରପା କରି ସାରିଲଣି
@babulusingh4869
@babulusingh4869 Ай бұрын
ଯୀଶୁ କଣ ତୁମୋ ହିନ୍ଦୁ ଧର୍ମ କୁ ଯୁଦ୍ଧ କରୁ ଛନ୍ତି କି ତୁମେ ଡରୁଛ ଯୀଶୁ ଧର୍ମ ପାଇଁ ଆସି ନାହାନ୍ତି ଯୀଶୁ ଲୁକଙ୍କ ଜୀବନ ବଦଳାଇବା ପାଇଁ ଆସିଛନ୍ତି । ଯୀଶୁ କାହାକୁ ମାରି ଥିଲେ ନା ମାରୁଛନ୍ତି ଯୀଶୁ ଖରାପ୍ କାମରୁ ଫେରାଉଛନ୍ତି ଯୀଶୁ ହିଁ ଏକ ମାତ୍ର ଇଶ୍ଵର ✝️🙏🛐✝️
@goatlifestyle2048
@goatlifestyle2048 Ай бұрын
Bekar converted
@bikashnayak6689
@bikashnayak6689 Ай бұрын
Ipl bhali dharm ku gote gote team bhabucha bodhe 😂
@MunaSoren-v8z
@MunaSoren-v8z Ай бұрын
Bala 😂😂😂
@Dpriyanka-j9e
@Dpriyanka-j9e Ай бұрын
👍💯💯%✅
@pinkymishra333
@pinkymishra333 Ай бұрын
ଯୀଶୁ ଯଦି ଭଗବାନ ସିଏ ନିଜକୁ କାହିଁକି ରକ୍ଷା କରି ପାରିଲେ ନାହିଁ ।
@RubindraMallick-mr4nr
@RubindraMallick-mr4nr Ай бұрын
ଭାଇ ତମେ ମଣିଷର ମନକୁ ପରିବର୍ତନ କର, ଭାରତ ହେଉଛି ଧର୍ମ ନୀରିପେକ୍ଷ ରାଷ୍ଟ୍ର, ଶିବଙ୍କ ଭକ୍ତ ଙ୍କୁ ଗା ଞ୍ଜା ଟୁ ଦୁରେଇ ରଖ 👌🏿👌🏿
@sritansws
@sritansws Ай бұрын
sisu ଠୁ ମଦ ଚିକେନ ଦୁରେଇ ରଖ
@jabuljabul9309
@jabuljabul9309 Ай бұрын
ଚର୍ଚ ଘର ଭାଙ୍ଗିବା ଖ୍ରୀଷ୍ଟିଆନ୍ ଲୋକ ମାର୍ ପିଠ୍ କରିବା ମଦ ପିଇଁ ସ୍ତ୍ରୀ ମାରିବା ଏହି ସିନେମା କେବେ ନିର୍ମାଣ କରିବ ହିନ୍ଦୁ ବ୍ରାହ୍ମଣମାନେ ଆଦିବାସୀ ମାନଙ୍କର ଜମି ବିଲ ସବୁ ନେଇ ନିଜ ନାମରେ ପଟା କରିଥିଲେ ଏହି ସିନେମା କେବେ ନିର୍ମାଣ କରିବ
@Lifeofgoat-my7uy
@Lifeofgoat-my7uy Ай бұрын
ଏଇ ଯଉ new year ଆସୁଛି ନା ଯାହାକୁ ତମେ ମାନେ ଅପେକ୍ଷା କରି ରହିଛ କେବଳ ଆଉ କେବଳ ଯୀଶୁ ଜନ୍ମ ହେଲେ ସେଇଥି ପାଇଁ। ନହେଲେ ଖ୍ରୀଷ୍ଟାବ୍ଦ ହିଁ ରହିଥାନ୍ତା only 100 ବର୍ଷ ରେ ଥରେ ଆସେ । କିଏ କିଏ ଅପେକ୍ଷା ରେ ଅଛ ବଡଦିନ ଆସୁଛି ପ୍ରଭୁ ଯୀଶୁ ଙ୍କ ଜନ୍ମଦିନ। ଜୟ ଯୀଶୁ 😊😊😊😊😊😊😊
@chandrajitdas2225
@chandrajitdas2225 Ай бұрын
ସେଥି ପାଇଁ ତ ଅମେ ଯୀଶୁ ଙ୍କ ଜନ୍ମ ଦିନରେ chicken mutton ଉଡେଇ ଦଉ ଆମ ରାମ କୃଷ୍ଣ ଜଗନ୍ନାଥ୍ ୟାଙ୍କ ଜନ୍ମ ଦିନ ଆମେ ମାନୁ ଆମିଷ ଖାଉନା କିନ୍ତୁ ତମ ଧର୍ମ କୁ ସମ୍ମାନ ଦେଇ ପାଲୁଛୁ ସେଇଟା ଭାବ ହିନ୍ଦୁ ମାନେ ସମସ୍ତେ ଭଲ ତମ କ୍ରୀଷ୍ଟିଆନ ଭଳି ଗାଣ୍ଡୀ ମରା ନୁହଁ ଆମେ
@razzpradhan5079
@razzpradhan5079 Ай бұрын
ଲବ ଭାଇ ତମେ ପ୍ରଥମେ ବାଇବଲ ପଢ଼ ଇତିହାସ କଣ ଜାଣିପାରିବ
@BanabasiPradhan-ks9cl
@BanabasiPradhan-ks9cl Ай бұрын
ଖ୍ରୀଷ୍ଟିଆନ ଧର୍ମ କେବେଠୁ ସୃଷ୍ଟି ହେଇଛି ଦେଖ ଭଲରେ ଇତିହାସ ପଢ଼ ଜାଣିପାରବୁ....
@odiakishorevlog4458
@odiakishorevlog4458 Ай бұрын
ତମେ ବି ଥରେ ଇତିହାସ chek କରିକି ଆସ ସନାତନ ଧର୍ମ କେବେଠୁ ଅଛି
@SivaBag-y3n
@SivaBag-y3n Ай бұрын
Sata kata
@chandrajitdas2225
@chandrajitdas2225 Ай бұрын
Gita padha janiparibu
@chandrajitdas2225
@chandrajitdas2225 Ай бұрын
​@@BanabasiPradhan-ks9clଯୀଶୁ ଭଗବାନ୍ ତମର ହେଲେ ଯୀଶୁ ବ୍ରହ୍ମ ନୁହନ୍ତି ହେଲେ ଆମ ଜଗନ୍ନାଥ୍ ରାମ ଏ ହଉଛନ୍ତି ପରମ୍ ବ୍ରହ୍ମ ଏ ନଥିଲେ ଯୀଶୁ କୋଉଠୁ ଆସିବେ
@DanialLuhar
@DanialLuhar Ай бұрын
I love you Jesus
@sidhusjoyful.4993
@sidhusjoyful.4993 Ай бұрын
ସମ୍ବିତ୍ ଭାଇ ମୁଁ ଜଣେ ଖ୍ରୀଷ୍ଟ ବିଶ୍ବାସୀ ଅଟେ ।ଆପଣ ଜୀବନ କଳରେ ଯେତେ ଧନ ଉପାର୍ଜନ କରିଥନ୍ତି ତା'ଠାରୁ ୧୦୦ ଗୁଣ ଦେଲେବି ହୀନ୍ଦୁ କୁ ପୁଣି ଯିବିନାହିଁ ।ମଁୁ କୌଣସି ପଇସା ଲବ ରେ ଧର୍ମ ପରିବର୍ତନ କରିନାହୁଁ ।
@chandrajitdas2225
@chandrajitdas2225 Ай бұрын
ତୁ ମାଗିଆ ବେଧ ଛୁଆ ଟି ତୋର ବୋପା ଗୋଟେ ନୁହଁ ୩ ଟା ଵୋପା ଫାର୍ଷ୍ଟ ହିନ୍ଦୁ ତା ପରେ ଖ୍ରୀଷ୍ଟ ତା ପରେ ମୁସଲମାନ
@sagarjena6943
@sagarjena6943 Ай бұрын
ତମ ଭଳି ବିଦେଶୀ ଧର୍ମ କୁ ଗ୍ରହଣ କରୁଥିବା ଲୋକ ସନାତନ ଧର୍ମ କୁ ବୁଝି ପାରିବେ ନାହିଁ ।
@totalindus24
@totalindus24 Ай бұрын
ଧର୍ମକୁ ନେଇ BusinesS କରୁଛ😂
@kalebdigal7202
@kalebdigal7202 Ай бұрын
Tik katha 😂😂
@SurendraSurendra-ym8mi
@SurendraSurendra-ym8mi Ай бұрын
Right 👍
@glorytoGod446
@glorytoGod446 Ай бұрын
ଧର୍ମ ବିରଧରେ ଫିଲ୍ମ ଦଙ୍ଗା ପାଇଁ ପ୍ରୟାସ ଚାଲିଛି
@durgaprasadmandal4110
@durgaprasadmandal4110 Ай бұрын
Dharma birodha re nuha baram tanka birodha re ehi content re achhi jeun mane ama hindu dharma birodha re kahi semananku convert karauchhi.
@Bhismakumar8558
@Bhismakumar8558 Ай бұрын
Sata story dekaele tame gandi fatuchi kn pae sala magya tame purbapursa kn thibe jaha ta bapa ku pachare magia Kate ta tanka pae Dharam chenge kala sala
@RustomPradhan
@RustomPradhan Ай бұрын
ଇଏବାଳ ହିରୋ ଧର୍ମ ପରିବର୍ତ୍ତନ କରୁଛି ଅନ୍ୟକିଛି ମିଳିଲାନି ଖ୍ରୀଷ୍ଟ ଧର୍ମ ବିରୋଧ ଫିଲ୍ମ କରୁଛି
@SuniaMurmu-hm7hn
@SuniaMurmu-hm7hn Ай бұрын
ଭାଇ ଭାଷା ଠିକ କର....
@nareshnachika3547
@nareshnachika3547 Ай бұрын
ଆରେ ମୂର୍ଖ ସମ୍ବିତ ଭିକାରି ମାନଙ୍କୁ ଆଗ ସେବା କରେ ,
@JisayaPatamajhi
@JisayaPatamajhi Ай бұрын
ଭାଇମାନେ କେହିବି ଏହି ଫିଲ୍ମ କୁ ସପୋର୍ଟ କରନି କି ଦେଖନି ଧର୍ମ ପରିବର୍ତନ କରୁଥିବା ଫିଲ୍ମ କୁ ଦେଖିବା ଅପେକ୍ଷା ନିଜ କ୍ୟାରିଅର ପ୍ରତି ଧ୍ୟାନ ଦିଅନ୍ତୁ ଯିଏ ଧର୍ମ ପରିବର୍ତ୍ତନ କରଉଛି ସେ ସବୁଠୁ ପ୍ରଥମେ ନିଜେହିଁ ତା ଧର୍ମରୁ ଅନ୍ୟ ଧର୍ମକୁ ଯିବ ଏଇଟା ହିଁ ସବୁଠୁ ସତ କଥା (ଜୟ ଯୀଶୁ )✝️✝️✝️✝️✝️✝️✝️✝️✝️✝️✝️
@chandrajitdas2225
@chandrajitdas2225 Ай бұрын
ଆରେ ମାଗୀଆ କାଇଁ ଗାଣ୍ଡୀ ମରାଉଛ ହିନ୍ଦୁ ସ୍ଥାନ ରେ ଯାଉନ ଫରେନ୍ ମଗୀଆ ରହିବ ଏଇଠି ଆମ ହିନ୍ଦୁ ଧର୍ମ କୁ ବିରୋଧ କରିବ ଯୀଶୁ ଏଇ ଆ କହିଛନ୍ତି ତମ ବୋଉ କୁ ଗିହଁ ଯୀଶୁ ଚଳିବନି ଏଠି ହିନ୍ଦୁ ଧର୍ମ ଚାଲିବ ଏଠି
@PantiRoita
@PantiRoita Ай бұрын
ଧର୍ମ କୁ ନେଇ ସିନେମା କରାଯାଇଛି ତେଣୁ ଖ୍ରୀଷ୍ଟୀୟ ଭାଇ ଏବଂ ଭଉଣୀ ମାନଂକୁ ବିଶ୍ୱାସ କରନ୍ତୁ ନାହିଁ ଏବଂ ସିନେମା ସପଡ ଦିୟନ୍ତୁ ନାହିଁ
@lingarajjani3299
@lingarajjani3299 Ай бұрын
ଭାଇ ପ୍ରକୃତ ଖ୍ରୀଷ୍ଟିଆନ କୋୖଣସି ଫିଲ୍ମ ଦେଖନ୍ତି ନାହିଁ।ବାକି ଅନ୍ୟ ମାନଙ୍କ କଥା କହିବିନି
@bijuhantal1361
@bijuhantal1361 Ай бұрын
Ok bhai
@Allshorts-s7c
@Allshorts-s7c Ай бұрын
Flop heba
@AmielBhuyan-wz4uy
@AmielBhuyan-wz4uy Ай бұрын
ଏହା କେବଳ ଖ୍ରୀଷ୍ଟିଆନ ଧର୍ମ ବିରୁଦ୍ଧରେ ଏହି ସିନେମା ହୁଇଛି, ଉଚ୍ଚ ନ୍ୟାୟଲ ଏହାର ତଦନ୍ତ ନେବା ଦରକାର ଥିଲା। ମୁଁ କହିବି ଏହି ସିନେମାର ନିର୍ଦେଶକ ଏବଂ ହିରୋ କୂ ଏହିପରି ମୁସଲିମ ବିରୁଧି ସିନେମା କାଡିପାରିବ କି? ଦମ ଅଛି ଟି?
@sipaibanara5657
@sipaibanara5657 Ай бұрын
ରୁହନ୍ତୁ ଭାଇ ଏମାନେ ଆରେଷ୍ଟ ହୋଇ ପାରନ୍ତି
@sipaibanara5657
@sipaibanara5657 Ай бұрын
ସନାତନ କ'ଣ ଧର୍ମ କର୍ମ ବିଷୟରେ ଜାଣିଛନ୍ତି କି? ସେମାନେ କେବେ ପୁଣ୍ୟ କର୍ମ କରିବାକୁ ଶିଖି ଛନ୍ତି? କେବେ ନୁହଁ ସେମାନଙ୍କର କର୍ମ ଚୋରି କରିବା,ନରହତ୍ୟା କରିବା ଲୋଭ କରିବା ବ୍ୟାଭିଚାର କରିବା ଅ‌ହଙ୍କାରି ମତୁଆଳ, ଗୁଣ୍ଡା ଗିରି ଇତ୍ୟାଦି କୋର୍ଟ ଚାଚେରୀ ରେ କେବଳ ହିନ୍ଦୁ ଧର୍ମ ଲୋକେ ଅଛନ୍ତି । ଏସବୁ ଯେଉଁ ମାନେ କରୁଛନ୍ତି, କଦାପି ଧାର୍ମିକ ନୁହନ୍ତି। ଏହି ଅଧର୍ମ ରୁ କ୍ଷମା ପାଇବାକୁ ଲୋକେ ଖ୍ରୀଷ୍ଟିଆନ ହୁଅନ୍ତି। ଯୀଶୁ ଖ୍ରୀଷ୍ଟ ହିଁ lord of God , ଯୀଶୁଙ୍କ ଠାରେ ଯିଏ ବିଶ୍ଵାସ କରେ ୧୦୦% ସୁସ୍ଥ ପାଇବେ। ଲୋକେ ଏଇଥି ପାଇଁ ଖ୍ରୀଷ୍ଟିଆନ ହୁଅନ୍ତି।
@chandrajitdas2225
@chandrajitdas2225 Ай бұрын
​@@sipaibanara5657ତମ ବୋଉ କୁ ଗେଁହି ପାରନ୍ତି ନା
@durgaprasadmandal4110
@durgaprasadmandal4110 Ай бұрын
Re murkha converted mane ehi movie kaunasi religion birodha re nahi. Baram sei mananka birodha re hoichhi jeun mane ama sanatan dharma ku birodha kari niriha hindu mananku convert karauchhi.
@durgaprasadmandal4110
@durgaprasadmandal4110 Ай бұрын
​@@sipaibanara5657tuma manankara hin samaya asiba jail re chaki peshiba pain. Ame dekhuchhu kete dina emiti ama niriha hindu mananku convert karai chaliba.
@CriticalAriel
@CriticalAriel Ай бұрын
😂😂😂😂😂😂 ହିନ୍ଦୁ ଧର୍ମ 😢ଏତେ ନିରୀହ ଜେ ହିନ୍ଦୁ ଧର୍ମର ଲୋକ ମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରୁଛନ୍ତି 😂😂😂😂😂😂😂😂😂😂😂😂😂
@kalebdigal7202
@kalebdigal7202 Ай бұрын
I love Jesus ✝️
@IrmaPadiami-jisu
@IrmaPadiami-jisu Ай бұрын
ଯୀଶୁ ପ୍ରଭୁ ଅଟନ୍ତି ଓ ତୁମ୍ଭର ମୋ ସମସ୍ତ ✝️✝️✝️✝️✝️ amen
@RGgallery3331
@RGgallery3331 Ай бұрын
ଆପଣ ଯାହା ସବୁ କହିଲେ ତାହା ସବୁ ଖ୍ରୀଷ୍ଟିୟାନମାନଙ୍କ ବିରୋଧରେ କହିଲେ।ଆପଣଙ୍କର ସେହି ସନାତନୀ ପିଲ୍ମ ମୁକ୍ତି ଦେଇ ପାରିବ ନାହିଁ। କାରଣ ଆମର ସନାତନ ପରମେଶ୍ୱର ଜଣେ ଅଛନ୍ତି। ସେ ପ୍ରଭୁ ଯୀଶୁ ଅଟନ୍ତି!। ଭାଇ ଯୀଶୁ ଜଗତରେ ଥିବା ସମୟଠାରୁ ଆଜି ପର୍ଯ୍ୟନ୍ତ ଯୀଶୁଙ୍କ ବିରୋଧରେ କହୁଛନ୍ତି, ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ମାରି ଦିଆଯାଉ ଅଛି। ହେଲେ ବି ଖ୍ରୀଷ୍ଟିଆନ ମାନେ ଅଧିକରୁ ଅଧିକ ବଡି ଚାଲିଛି। କାରଣ ଯୀଶୁ ହିଁ ଏକ ମାତ୍ର ସତ୍ଯ ସନାତନ ଅଟନ୍ତି। ଯେଉଁମାନେ ବିଶ୍ବାସ କରନ୍ତି ନାହିଁ ସେମାନେ ମୂର୍ଖ। ଆଉ ଯେଉଁମାନେ ବିଶ୍ବାସ କରନ୍ତି ସେମାନେ ସତ୍ଯ ସନାତନ ପରମେଶ୍ୱରଙ୍କୁ ଜାଣନ୍ତି।
@josephsabar7049
@josephsabar7049 Ай бұрын
Amen🎉
@SanatanchattarChattar
@SanatanchattarChattar Ай бұрын
ହିନ୍ଦୁ ଧର୍ମ ଲୋକ ହିଁ ଦେଖିବେ, ଲବ ହlସା ଦା ହେଉଛି,, ସlର୍ଣ୍ଣl ,, ଧର୍ମ ବିଶେଷ କରି ଆଦିବାସୀ, ସମ୍ପ୍ରଦାୟ ର, ହୋ,ସାନ୍ତାଳୀ,ଧର୍ମ ହେଉଛି,, ସlର୍ଣ୍ଣ,,,।
@SUSHILKUMAR-xi4kf
@SUSHILKUMAR-xi4kf Ай бұрын
ଯେ ମାୟା ମୃଗକୁ ଚିହ୍ନି ପାରିଲେ ନାହିଁ । ଯେ ସୀତାଙ୍କୁ କିଏ ନେଇଛି ଜାଣି ପାରିଲେ ନାଇ। ଯେ ନିଜ ପୁତ୍ର ଦ୍ୱୟଙ୍କୁ ଚିହ୍ନି ପାରିଲେ ନାହିଁ।ସେ ପ୍ରତିଟି ହୃଦୟର କଥା କେମିତି ଜାଣିବେ।ଅର୍ଥାତ୍ ଆମେ ତାଙ୍କୁ ଯେତେ ପୂଜା କଲେ ମଧ୍ୟ ସବୁ ବୃଥା ହେବ କାରଣ ଯାହା ପାଖରେ ଐଶରିକ ଗୁଣ ଥାଏ ସେ ଅତୀତ,ବର୍ତ୍ତମାନ,ଭବିଷ୍ୟତରେ କଣ ହେବ ଜାଣିବା ଆବଶ୍ୟକ କିନ୍ତୁ ଦୁଖର କଥା ଶ୍ରୀ ରାମଙ୍କ ପାଖରେ ଏମିତି ଗୁଣ ନଥିଲା।ରାମ ଚନ୍ଦ୍ର ପ୍ରତିଶୋଧ ନେବା ପାଇଁ ଧନୁତୀର ଧରି ବୁଲୁଥିଲେ କିନ୍ତୁ ଦାୟା,କ୍ଷମା,ନ୍ୟାୟ ଆଦି ସବୁ ଭଲ ଗୁଣରେ ପରିପୂର୍ଣ ଥିବା ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ପାଖରେ କୌଣସି ଅସ୍ତ୍ର ନଥିଲା ।ସେ ଗୋଟିଏ ଗାଲରେ ମାରିଲେ ଆଉ ଅନ୍ୟ ଏକ ଗାଲ ଦେଖାଉଥିଲେ।ପ୍ରଭୁ ଯିଶୁ ଖ୍ରୀଷ୍ଟ ସଦା ପବିତ୍ର ଏବଂ ସର୍ବ ଶ୍ରେଷ୍ଟ ପ୍ରେମମୟ କ୍ଷମାମୟ ।ଆପଣ ମାନେ ଶ୍ରୀ ରାମ ଏଵଂ ପ୍ରଭୁ ଯୀଶୁଙ୍କୁ ତୁଳନା କରି ଦେଖନ୍ତୁ ।ମୋର ଶେଷ କଥା ଯେ ଆଲକ କୁ ଜାଣିଲା ପରେ ଅନ୍ଧକାରରେ ରହିବା ପାଇଁ ଚାହିବନି।
@AllhaSuarwala
@AllhaSuarwala Ай бұрын
ଯୀଶୁ ତ ନିଜେ ନିଜକୁ ରକ୍ଷା କରି ପାରିଲାନି 😂 ଚ଼ୂଳିରେ ଚ଼ଢ଼ି ଗଲା 🤣🤣😂😁 ତତେ କ'ଣ ରକ୍ଷା କରିବ ?? ବେ ପାଦ୍ରିପେଳ
@rakeshjan2265
@rakeshjan2265 Ай бұрын
ଭାରତ ହେଉଛି ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର ....... ଧର୍ମ ବିରୋଧରେ କେବେ ବି ସିନେମା କରିବା କଥା ନଥିଲା🙏
@priyacharandas653
@priyacharandas653 Ай бұрын
धर्म एक, भगवान एक राम, कृष्ण, विष्णु, नारायण सव एक है जय सनातन धर्म
@pearlvineupdatesnewsoffici707
@pearlvineupdatesnewsoffici707 Ай бұрын
Bhaiya yeh kaise sombhab wo to 33cor. Me ek hai
@priyacharandas653
@priyacharandas653 Ай бұрын
@@pearlvineupdatesnewsoffici707 ରାମାୟଣ, ମହାଭାରତ ଏବଂ ଅଷ୍ଟାଦଶ ପୁରାଣ ରେ ସଵୁଠି ଭଗବାନ ଏକ ଏବଂ ତେତୀଶ୍ ଦେବତା । ଆମ ମାଁ ବାପା ତେତିଶ କୋଟି ଦେବାଦେବୀ ଠାରୁ ମହାନ କିନ୍ତୁ ଭଗବାନ ନୁହନ୍ତି ।ଗଛ ମୁଳରେ ଜଳ ଶେଚନ କଲେ ପତ୍ର ପୁଷ୍ପ ଫଳ ପଲ୍ଲବିତ ହୁଏ । ରାମ ଏକ ଅନନ୍ତ ଅଖଣ୍ଡ ସର୍ଵ ବ୍ୟାପକ । ରାମ କୃଷ୍ଣ ନାରାୟଣ ଏବଂ ଜଗନ୍ନାଥ ମଧ୍ୟରେ କୈାଣସି ଭେଦ ନାହିଁ
@SanjuktaKisku-e6v
@SanjuktaKisku-e6v Ай бұрын
ଦୟାକରି କୌଣସି ଧର୍ମକୁ ଅପମାନିତ କରନ୍ତୁନି🙏🙏🙏
@munnabhaichanel3104
@munnabhaichanel3104 10 күн бұрын
ଜୀବନ ରେ ସାହସ କରିବେନି କହୁଚୁନା ଏବେ ଠୁ ଆହୁରି ଅଧିକ ଲୋକ ଖ୍ରୀଷ୍ଟିଆନ ହେବେ 😆😆😆😆😆
@EMMANUELOFFICIAL1M.
@EMMANUELOFFICIAL1M. Ай бұрын
ମୋ ଭାଇ ଧର୍ମ ପରିବର୍ତ୍ତନ ହେଉନି ପରିବର୍ତ୍ତନ ତ ଲୋକମାନଙ୍କର ଜୀବନ ଏବଂ ହୃଦୟ ପରିବର୍ତ୍ତନ ହେଉଛି କାରଣ ଏକମାତ୍ର ସତ୍ୟ ପରମେଶ୍ବର ହେଉଛନ୍ତି ତ୍ରାଣକର୍ତ୍ତା, ମୁକ୍ତିଦାତା, କ୍ଷମାମୟ, ଦୟାମୟ, ପ୍ରେମମୟ ଜୀବିତ ଈଶ୍ୱର ଯୀଶୁ ଖ୍ରୀଷ୍ଟ...Amen ✝️
@kailash7269
@kailash7269 Ай бұрын
ଶେଷରେ ଧର୍ମ ତ ପରିବର୍ତ୍ତନ ହେଉଚିନା ଜବର୍ ଦସ୍ତ୍ କଲେ ରହିବେ କେମିତି
@sujonomondal6268
@sujonomondal6268 Ай бұрын
ହେ ମୋର ହିନ୍ଦୁ ଭାଇ ମାନେ ଯୀଶୁଙ୍କ ପ୍ରତି ମନ ପରିବର୍ତ୍ତନ କର ନସେତ୍ ଯୀଶୁ ଯେବେ ଆସିବେ ତୁମ୍ଭେମାନେ ବିନଷ୍ଟ ହେବ । ଅନ୍ୟ ଧର୍ମକୁ ବିରୋଧ କାହିଁକି ପ୍ରତିରୋଧ କରୁନାହାଁନ୍ତି କେବଳ ଖ୍ରୀଷ୍ଟୀୟାନ୍ ମାନଙ୍କୁ ପ୍ରତି ଏତେ ଅନ୍ୟାୟ ମନ ଭାବ ତୁମ୍ଭମାନଙ୍କର କ'ଣ ଆମେ ଖ୍ରୀଷ୍ଟୀଆନ୍ ଲୋକମାନେ ଦେଶକୁ ବିକି କି ଖାଇଦେଲୁ ନା ସେତି ପାଇଁ ତୁମ୍ଭମାନଙ୍କର ମୁଣ୍ଡ କାମ ଦେଉନି।
@gopalmajhi7437
@gopalmajhi7437 Ай бұрын
Ma baal na ....
@sorenbabu6743
@sorenbabu6743 Ай бұрын
ବାପା କୁ ଭୁଲି ଅନ୍ୟ ପୁରୁଷ କୁ ବାପା ଡାକୁଥିବା ଲୋକଙ୍କ ପାଇଁ ଶକ୍ତ ଚାପୁଡ଼ା
@Santoshtadingi-qg8vr
@Santoshtadingi-qg8vr Ай бұрын
ଟିକ କହିଛନ୍ତି ଭାଇ
@JituPradhan-h8n
@JituPradhan-h8n Ай бұрын
Bapa kie janiba darkar
@Niranjan_official-8
@Niranjan_official-8 Ай бұрын
ମା ନଥିଲେ ତୁ ବାପା କୋଉଠୁ ପାଇଲୁ ବାୟା 😅
@sorenbabu6743
@sorenbabu6743 Ай бұрын
@Niranjan_official-8 ବାଳ ଟା ବୁଝିଲୁ
@gundharbhatra153
@gundharbhatra153 Ай бұрын
Right bhai
@munnabhaichanel3104
@munnabhaichanel3104 10 күн бұрын
ଆରେ ସମ୍ବିତ ତୁ ଆଉ ଫିଲ୍ମ ପାଉନୁ ତୁ ଏମିତି ଫିଲ୍ମ ବୋନଉଛୁ ତୁ ସତରେ ପୂଜାରୀ ହେଇଯା ମନ୍ଦିର ରେ ରହିକି ପୂଜା କର ବେକାର hero ଟା ରେ ମାଇଚ୍ଛା କୌଟିକାର
@AjayaMuthamajhi
@AjayaMuthamajhi Ай бұрын
ଧର୍ମ ରେ ହିଂସା ନ ଥାଏ କିନ୍ତୁ ସମ୍ବିତ bhai ସବୁ ଧର୍ମ ବିରୋଧ ରେ କହୁଛି .କିଏ କାହାକୁ କାହା ଧର୍ମ କୁ ଟାଣି ନେଉନାହାନ୍ତି but ଯିଏ ଯେଉଁ ଦେବତା କୁ ଇଚ୍ଛା କଲା ସେ ସେହି ଧର୍ମ କୁ ପାଳନ କରୁଛି କିନ୍ତୁ ଏତେ ଜଣା ଶୁଣା ଲୋକ ହେଇକି ଲୋକଙ୍କୁ ସମ୍ବିତ ଘୃଣା କରୁଛି
@SongOfTheWord
@SongOfTheWord 7 күн бұрын
ପ୍ରଭୁ ତୁମ୍ଭମାନଙ୍କୁ କ୍ଷମା କରନ୍ତୁ ଓ ସତ୍ୟ ଜାଣିବାକୁ ସାହାଯ୍ୟ କରନ୍ତୁ।
@mr_jaga_dada_5537
@mr_jaga_dada_5537 Ай бұрын
Jete chesta kole bi Jesus Christ nko kamo Bond kori pari boni😂😂😂😂😂😂😂😂😂
@Saltu92
@Saltu92 Ай бұрын
ଭାରତ ଗୋଟେ ଧର୍ମ ନିରୋପେକ୍ଷ ଦେଶ.. ନିଜ ଇଛା re ଯେ କୌଣସି ଧର୍ମ ଗ୍ରହଣ କରିପାରିବେ.
@KumarHamram
@KumarHamram Ай бұрын
Reali bro rait
@Hindustanzindabad-x
@Hindustanzindabad-x Ай бұрын
Koun constitution re lekha achi mg ...mg aita gote crime janichu t
@totalindus24
@totalindus24 Ай бұрын
​@@Hindustanzindabad-xmg...mg ହଉଛି ଧର୍ମ😂
@SunLight49
@SunLight49 Ай бұрын
ନିଜ ଇଚ୍ଛାରେ ହେଲେ ଭଲ କିନ୍ତୁ ପଇସା ଲୋଭ ଦେଇ କଲେ କଣ କହିବୁ ରେ,,ମୋ ଆଖି ଆଗରେ ହେଇଚି ପଇସା ଦେଇ ଧର୍ମ ପରିବର୍ତନ କରୁଛନ୍ତି,,, ବାଳ ଯୀଶୁ ଭଲ ଜ୍ଞାନ ଲୋକ ନୁହେଁ ସେଥି ପାଇଁ ବ୍ରିଟିଶ ମାନେ ଭାରତ କୁ ଲୁଟି ରେପ୍ କରି ଚାଲିଗଲେ
@WerewolfWerewolf-bn7jy
@WerewolfWerewolf-bn7jy Ай бұрын
Kintu boka beneiki , lobha dekhei nuhe.
@st-subham
@st-subham Ай бұрын
ସନାତନ, ମହିମା ଜୈନ, ବୁଦ୍ଧ, ସାରନା, ଦୁପୁବ, ଆଦିମବାସୀ ଏସବୁ ହିନ୍ଦୁ ଧର୍ମର ଏକ ଅଂଗ ବୋଲି କୁହା ଯାଏ, ତେବେ କଣ ପାଇଁ ଆଦିବାସୀ ଓ ହରିଜନ ମାନଂକୁ ମନ୍ଦିର ଭିତରକୁ ପ୍ରବେଶ ନିଷେଧ କରାଯାଉଛି, ଏମାନେ କଣ ମନ୍ଦିର ରେ ପୂଜକ ହୋଇ ପରିଵେ ନାହିଁ, ବାହ୍ମଣ ମାନେ କଣ ଭାରତ ବର୍ଷ ରେ ମୂଳବାସୀ ଥିଲେ, ସେମାନେ ବ୍ୟବସାୟ ଉଦେଶ୍ୟ ରେ ଆସି ଜାତିପ୍ରଥା ତିଆରି କଲେ, ସଂସ୍କୃତ ଭାଷାକୁ. ନିଜ ଭାଷାର ମାନ୍ୟତା ଦେଲେ, ଆଦିବାସୀ ମାନେ ଥଲେ ମୂଳବାସୀ, ଏହାର ପ୍ରଣାମ ପତ୍ର ସବୁ ଖ୍ରୀଷ୍ଟିଆନ ଧର୍ମର ଲୋକ ସବୁ ଚୋରାଇ କି ନେଇ ଯାଇଥିଲେ, ଯେତେବେଳେ ଭାରତ କୁ ସ୍ୱାଧୀନତା ଆଣିବା ପାଇଁ ସବୁ ଧର୍ମ ର ଲୋକମାନେ ସମାନ ବୋଲି କୁହା ଗଲା, ସେହି ପରିପ୍ରେକ୍ଷୀରେ ବିଦେଶୀ ଖ୍ରୀଷ୍ଟିଆନ ଭାବିଲା ଯେ ମୋ ଜାତି ଭାଇର ସ୍ଥାନ ଭାରତ ରେ ଅଛି, ଗୋରାସାହେବ ଗଲାବେଳେ ଗାନ୍ଧିଜୀ କହିଥିଲେ, ମୁଁ ଦିନେ ଭାରତକୁ ଫେରି ଆସିବି,ହିନ୍ଦୁ ହେଉଛି ସବୁ ଧର୍ମର ସଂଗଠନ, ବଞ୍ଚିବାର ଏକ ଭାଇଚାରା କହିଲେ ଭୁଲ ହେଵ ନାହିଁ. ତାହେଲେ ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ମାନେ କଣ ପାଇଁ ଶୁଦ୍ର ମାନଂକୁ ଛୋଟ ଜାତିର ଆଖ୍ୟା. ଦେଉଛନ୍ତି. ଏହାର ସୁଯୋଗ ନେଇ ଖ୍ରୀଷ୍ଟିଆନ ମାନେ ଆଦିବାସୀ ମାନଂକୁ ନିଜ ଧର୍ମରେ ସାମିଲ କରୁଛନ୍ତି.ଆଦିବାସୀ ମାନେ କେବେବି ହିନ୍ଦୁ ନୁହନ୍ତି. ସେମାନେ ହେଲେ ପ୍ରକୃତି ପୂଜକ, ମନ୍ଦିର ରେ କରନ୍ତି ନାହିଁ.
@SashikantSashikant-wy7hr
@SashikantSashikant-wy7hr Ай бұрын
ଖ୍ରୀଷ୍ଟିଆନ କାହାକୁ କୁହାଯାଏ ଜାଣିଛ କି ଏଇଟା ଧର୍ମ ନୂହ ଖ୍ରୀଷ୍ଟ ଙ୍କ ଜୀବନ ଶୈଳୀ ଅବଲମ୍ବନ କରୁଥିବାରୁ ଏମାନଙ୍କୁ ଖ୍ରୀଷ୍ଟିଆନ କୁହାଯାଏ ଖ୍ରୀଷ୍ଟ ଙ୍କ ଚରିତ୍ର ଆଚରଣ ଜୀବନ ଶୈଳୀ ମନୁଷ୍ୟକୁ ପାପରୁ ଅଧର୍ମ ରୁ ରକ୍ଷା ଏଣୁ ସିଏ ଧାର୍ମିକ ପରିଗଣିତ ହୋଇଥାଏ ପାପୀ କୁ ସଂହାର କରନ୍ତି ନାହିଁ ଯୀଶୁ ଖ୍ରୀଷ୍ଟ ସେହି ପାପୀ ବିନାଶ ନ କରି ବରଂ ପାପରୁ ପରିତ୍ରାଣ ମୁକ୍ତି କରିବା ର ମାର୍ଗ ଦେଖେଇ ଥାନ୍ତି ଏଣୁ ରାକ୍ଷସ ଜୀବନ କୁ ଅପରାଧ ଅଧର୍ମ କୁକର୍ମ ଅତ୍ୟାଚାର ଅନିଷ୍ଟ ବ୍ୟବିଚାର ଭ୍ରଷ୍ଟାଚାର ଚୋରି ଡକାୟତି କୁ ସୁଧାରିବା ପାଇଁ ମନ ପରିବର୍ତ୍ତନ ଜୀବନ ଶୈଳୀ ଶିକ୍ଷା ଦିଅନ୍ତି ଏଣୁ ଏମାନଙ୍କୁ ଖ୍ରୀଷ୍ଟିଆନ କୁହାଯାଏ , ଅନ୍ୟ ଭଗବାନଙ୍କ ଜୀବନ ଶୈଳୀ କ'ଣ ଶିକ୍ଷା ଦିଏ ଏହା ଭାବି ନିଅ
@anamgamango
@anamgamango 26 күн бұрын
ଓଡ଼ିଆ ଫିଲିମ ଦେଖନ୍ତି ନାହିଁ ଯେ ହେତୁ ଭଲ ଲେଖିବ ପାରନ୍ତି ନାହିଁ ଲାଷ୍ଟକୁ ଧର୍ମ ଧର୍ମ ନାମରେ
@jabuljabul9309
@jabuljabul9309 Ай бұрын
ଆରେ ମଦ ପିଇଁ ସ୍ତ୍ରୀ ମାରିବା ସିନେମା ବି ବନାଉନୁ ନା ଲାଜ ଲାଗୁଛି
@bldiscovery9857
@bldiscovery9857 Ай бұрын
ଧର୍ମିକତା ନିମନ୍ତେ ତାଡନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର ମାଥିଉ 5:10
@MundaHemanta
@MundaHemanta Ай бұрын
I love you Jesus ❤❤❤
@simalhansdah2259
@simalhansdah2259 Ай бұрын
ବାଳ ଫିଲ୍ମ କରିଛ ଧର୍ମ ବିରୁଧ ରେ କହୁଛ
@Santoshtadingi-qg8vr
@Santoshtadingi-qg8vr Ай бұрын
ତୋ ବାଳ ପାଇଁ କରା ହଇଛି ଶଳା ଆମେରିକା ଗେଇଁ ଦେ
@sarojkumarpangi4772
@sarojkumarpangi4772 Ай бұрын
କିଛି ଉକାଡି ପାରିବ ନାହିଁl ତ ଧର୍ମ ତ ପାଖରେ ରଖେ l
@lingarajjani3299
@lingarajjani3299 Ай бұрын
ଭାଇ ଫାରୋ ସାମ୍ରାଜ୍ୟ ପାଣି ପିଇ ମଲେ ଏ କୁ ଲାଉର ମଂଜି
@RahulaMallick-zu9fn
@RahulaMallick-zu9fn Ай бұрын
ଏହି ସିନେମା ଛାଲିବନି କାରଣ ଅନ୍ୟଧର୍ମ କୁ ଆକ୍ଷେପକରୁଛି ବା କଷ୍ଟଦେଉଛି l ଅନ୍ୟଧର୍ମ ବିରୁଦ୍ଧରେ ଏମିତିଭିଡିଓ କରିବା ଠିକ୍ ନୁହେ , କାରଣ ଭିଡିଓ ସବୁଧର୍ମର ଲୋକ ଦେଖନ୍ତି l
@Master_ofWhy
@Master_ofWhy Ай бұрын
ହ୍ୟୁମାନ ସାଗର ତା ସ୍ତ୍ରୀ କୁ ଖ୍ରୀଷ୍ଟିଆନ୍ କରିବା ପାଇଁ କହୁଥିଲା। ତା ସ୍ତ୍ରୀ ହିନ୍ଦୁ ଲୋକ ତ ତାକୁ ପଚାର ଏ ସିନେମା ଦେଖିବେ କି ନାହିଁ।
@sibaramsabar2304
@sibaramsabar2304 Ай бұрын
ଆରେ ଶ୍ରୀରାମ ଯଦି ବାଗବାନ ତାଙ୍କ ତ୍ରୀଙ୍କୁ ଜାଣି ପାରିଲାନି ସତୀ ବୁଲି
@durgaprasadmandal4110
@durgaprasadmandal4110 Ай бұрын
Bhagwan nka manaba avatara bisayare tahele tume kichhi janino.
@sarojkumarpangi4772
@sarojkumarpangi4772 Ай бұрын
ତମ ଫିଲ୍ମ ଫ୍ଲୋଫ ହେବ l ଏହା ଲେଖିକି ରଖେ l
@DebendraTakri
@DebendraTakri Ай бұрын
I love jesus❤❤❤✝️✝️✝️
@XZMLSREELEELASHORTS167
@XZMLSREELEELASHORTS167 Ай бұрын
ବାଇବେଲ ପଢ଼ନ୍ତୁ ଜାଣିବ ପ୍ରଭୁ ଯୀଶୁ ଖ୍ରୀଷ୍ଟ କିଏ ✝️ ୧୨ଜଣ ରୁ ଆରମ୍ଭ କରି ପୃଥିବୀ ସାରା ଖ୍ରୀଷ୍ଟ ଧର୍ମ ✝️ଓ ଯୀଶୁଙ୍କ କଥା ମାନି ବା ଲୋକ ଅଧିକ ⛪ତମର ସନାତନି ରେ କିଛିନାହିଁ ତୁମେ ନର୍କର ଲୋକ ଆମେ ସରଗ ରପୁରର ଲୋକ ✝️✝️ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମକୁ ଦୟାକରୁ
@durgaprasadmandal4110
@durgaprasadmandal4110 Ай бұрын
Amaku shikhaoni ok. Aga bharata re jehetu rahichha vedas, upanishad aou bhagwat geeta patha. Khali murkha bhali anya ra katha re padi convert hele hebani. Ame kaunasi dharma birodhi nuha kintu ama dharma ama nijara aou ama swabhimana. Jai Jagannath 🙏
@durgaprasadmandal4110
@durgaprasadmandal4110 Ай бұрын
Nije aga ama hindu dharma grantha padha dharma kana aou ishwa ra nka paribhasha kana jani pariba.
@pradhanpradhan335
@pradhanpradhan335 Ай бұрын
ଧର୍ମ ବିରୋଧୀ ଫିଲ୍ମ ହେଇଛି
@asiyasabar2263
@asiyasabar2263 Ай бұрын
God is good all the time ❤❤
@SaimanHo123
@SaimanHo123 Ай бұрын
ଏଟା ଫିଲ୍ଲିମ ନୁହେଁ ପୁରା ବିରୁଦ୍ଧ 😊😊
@SuniaMurmu-hm7hn
@SuniaMurmu-hm7hn Ай бұрын
ଧର୍ମଶାସ୍ତ୍ର ବାଇବେଲ କହେ - ଯେଉଁ ମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି ଯୀଶୁଙ୍କର ଶିକ୍ଷା ଦ୍ୱାରା ପରିଚାଳିତ ହୁଅନ୍ତି ସେ ସମସ୍ତଙ୍କୁ ସର୍ଗକୁ ନେବା ପାଇଁ ପ୍ରତିଶୃତି ଦେଇଅଛନ୍ତି..... ଆପଣଙ୍କର ଭଗବାନ କେବେ ସର୍ଗ କୁ ନେବା ପାଇଁ ପ୍ରତିଶୃତି ଦେଇଅଛନ୍ତିକି ?
@MamamanjariDas
@MamamanjariDas Ай бұрын
ଭାଇ ହିନ୍ଦୁ ଧର୍ମ ରେ ବୈଖୁଣ୍ଟ ପ୍ରାପ୍ତ ହୁଏ ବୋଲି ଅଛି
@durgaprasadmandal4110
@durgaprasadmandal4110 Ай бұрын
Tuma dharma shastra tuma pakhare rakha. Kintu ama sanatan dharma kuhe jeun mane sat karma kari chalanti sehi mananku hin swarga mili thae.
@durgaprasadmandal4110
@durgaprasadmandal4110 Ай бұрын
Tuma jishu kana swarga ra theeka nei rahichhanti na swarga ra malika 🙄
@durgaprasadmandal4110
@durgaprasadmandal4110 Ай бұрын
Tahele kahila anya dharma birodha re kahi semananku convert karaiba keun prakara dharma kimba sat patha! 🙄
@SuniaMurmu-hm7hn
@SuniaMurmu-hm7hn Ай бұрын
@@durgaprasadmandal4110 ସେ ମାଲିକ ଅଟନ୍ତି, ସେ ଆଦି ଓ ଅନ୍ତ - ଆରମ୍ଭରୁ ଥିଲେ ଅଛନ୍ତି ଆଉ ରହିଥିବେ ମଧ୍ୟ.....
@jyotirmayeegagarai
@jyotirmayeegagarai Ай бұрын
ଆରେ ଶିକ୍ଷିତ ହେଇ ମଧ୍ୟ ଅଶିକ୍ଷିତ ପରି କାମ କରୁଛ? ଆରେ ରାମ ଲଢିଥିଲେ ସୀତା ଙ୍କୁ ରାବଣ ଠାରୁ ଉଦ୍ଧାର କରିବା ପାଇଁ ସେ ହିନ୍ଦୁ ଧର୍ମ ପାଇଁ ଲୋଡ଼ି ନଥିଲେ ଏତିକି ଜାଣି ପାରୁନ କି?
@GaluRamMajhi
@GaluRamMajhi Ай бұрын
ସାନ୍ତାଳ, ସାର୍ନା ରୁ ସନାତନ ହଉ ଯେତେ ମାଠୀବ ମାଟ ,ଆଦିବାସୀ ସାନ୍ତାଳ ସେଇ ଦରପୋଡା କାଟ
@Bhagaan.....
@Bhagaan..... Ай бұрын
Kon typing koruchu nije janichu murkho
@gopalmajhi5659
@gopalmajhi5659 Ай бұрын
ଛୋଟ ବେଳୁ ସମ୍ବିତ ଭାଇଙ୍କୁ ପଶନ୍ଦ କରେ❤
@kalebdigal7202
@kalebdigal7202 Ай бұрын
ବାଳ ହିରୋ
@bindhupusika8300
@bindhupusika8300 Ай бұрын
ହାଲେ ଲୁୟା,,😊
@ShortsUsel
@ShortsUsel Ай бұрын
ଆଜି ପର୍ଯ୍ୟନ୍ତ ବଡ଼ Film industry ରେ ବି ଧର୍ମ ବିରୋଧରେ କରି ନାହାନ୍ତି ଆଜି ଆମ ଓଡ଼ିଶା ରେ ବାହାରିଲେ ହିନ୍ଦୁ ନାଁ ରେ ରାବଣଙ୍କ ହିଞ୍ଜଡ଼ା
@DeepakPradhan-jr4qk
@DeepakPradhan-jr4qk Ай бұрын
Christian loka Bdhibe ahuri badhi chalibe kintu kebe b Kom Hebeni. Ki Kom hebare chance nahi.
@XZMLSREELEELASHORTS167
@XZMLSREELEELASHORTS167 Ай бұрын
ଲବ ଭାଇ ଭୁଲିଯାଅନି ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମକୁ ଦୟାକରି ଥିବାରୁ ଦେଶ ଦେଶ ବୁଲିଲୁ ✝️ ଏବେ କ'ଣ ଟଙ୍କା ବେଶି ହେଲା ବୋଲି ବୀରଦି ଦଳରେ ସାମିଲ୍ ହେଲେ ଏବେବି ସମୟ ଅଛି ଲବ ଭାଇ ବାଇବେଲ ପଡ଼ିବାର ଆଉ ଯୀଶୁଖ୍ରୀଷ୍ଟ କୁପାଇବାର ⛪✝️⛪✝️⛪✝️🇮🇳🇮🇳🇮🇳🇮🇳🇮🇳✝️✝️✝️
@sibaramsabar2304
@sibaramsabar2304 Ай бұрын
ଆରେ ଲବ ଭାଇ ବାଇବେଲ ପଡେ ତାହେଲେ ଜାଣିବ ଏତିଆସ କନଯାଣିଚ
@Naturalviewsagain
@Naturalviewsagain Ай бұрын
ଭାଇ ସତ୍ୟ କେବେବି ଲୁଚି ରହେନା ଦିନେ ନା ଦିନେ ବାହାରକୁ ଆସେ ଆଜି ସେଇଥି ପାଇଁ ଫିଲ୍ମ ପରଦାରେ ସମସ୍ତଙ୍କ ସମ୍ମୁଖରେ ଜଣାଇ ଦିଆଗଲା କି ଯୀଶୁ ଖ୍ରୀଷ୍ଟ ହିଁ ଏକମାତ୍ର ଈଶ୍ୱର ଏହା ଆମ୍ଭେ ଅର୍ଥାତ୍ ଖ୍ରୀଷ୍ଟିଆନ ମାନେ କହୁନାହୁ ବରଂ ଆପଣ ମାନେ ଫିଲ୍ମ ମାଧ୍ୟମରେ ସତ୍ୟତା ପ୍ରକାଶ କରିଛନ୍ତି ସେଇଥି ପାଇଁ ଆପଣ ମାନଙ୍କୁ ଧନ୍ୟବାଦ୍ । ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ର ଗୌରବ ହେଉ ।
@AnandPatamajhi-og3ek
@AnandPatamajhi-og3ek Ай бұрын
ଭାଇରେ ଯୀଶୁ Dharm ନିମନ୍ତେ ଆସି ନ ଥିଲେ ଅନ୍ୟ ମାନଙ୍କୁ ବଛାଇ ନିମନ୍ତେ ଆସି ଥିଲେ । ବୁଲ କରୁଛ ଟିକ ନୁହେଁ . ଯୀଶୁ ସମସ୍ତ କୁ ଆଶ୍ରୀବାଧ କରନ୍ତୁ ଆମେନ୍
@RameshTadingi-ze9kx
@RameshTadingi-ze9kx Ай бұрын
ଦେଖନ୍ତୁ ଭାଇ ତମେ ବ୍ରାହ୍ମଣ ହୋଇଛ ବୋଲି ଏମିତି କହିଦେଲେ କିନ୍ତୁ ଲୋକ ତ ଗ୍ରହଣ କରିବେ ନାହିଁ ଦେଖନ୍ତୁ ଓଡ଼ିଶାର ଭାଇ ଭଉଣୀ ଆମେ ସିନେମା ଦେଖିକରି କଣପାଉଛୁ କିନ୍ତୁ ସେମାନେ ଆମକୁ ସିନେମା ଦେଖେଇ କୋଟି କୋଟି ଟଙ୍କା କମାଉଛନ୍ତି ସମ୍ବିତ୍ ଭାଇ କେବେ ଗରିବ ଆଦିବାସୀ ହରିଜନଙ୍କୁ ତମ ସିନେମା ଟଙ୍କା ରେ ସାହାଯ୍ୟ କରିଛି ବ୍ରାହ୍ମଣ ମାନେ ତ ଆଦିବାସୀ ହରିଜନଙ୍କୁ ଅଛୁଆଁ କହୁଛନ୍ତି ବ୍ରାହ୍ମଣ ଦେଖାଉଛନ୍ତି ଏମାନେ ଟଙ୍କା ପଛରେ ବାୟା ଯେତିକି ଧନ ସେତିକି ପରିବାର ରେ ଅଶାନ୍ତି ହେଇଶ୍ୱର ଏମାନେ କିଛି ଜାଣନ୍ତି ନାହିଁ ଏମାନଙ୍କୁ କ୍ଷମାକର ଆମେନ୍
@keshavbagh5274
@keshavbagh5274 Ай бұрын
ତ ବୋଲି ମୂର୍ଖ ଦୁନିଆରେ ନାହିଁ ରେ ଦୁଷ୍ଟ
@subalsuria
@subalsuria Ай бұрын
Dara💪sing 💪💪back
@SashikantSashikant-wy7hr
@SashikantSashikant-wy7hr Ай бұрын
ଏମାନଙ୍କ ଆଉ କିଛି ନାହି ଖ୍ରୀଷ୍ଟିଆନ ଲୋକ ଏମାନଙ୍କ ନମ୍ରତା ସରଳତା ସହନଶୀଳତା କୁ ଦେଖି ଏବଂ ସେମାନେ ନିଜ ପରି ନିଷ୍ଠୁର ହତ୍ୟାକାରୀ ହୋଇ ପ୍ରତିଶୋଧ ନେଇ ନ ଥାନ୍ତି ଏଣୁ ତାହା ଦେଖି ସୁବିଧା ପାଇ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଏପରି ଏମାନେ ସନାତନ କହି ନିଜକୁ ପବିତ୍ର ଧାର୍ମିକ ଧର୍ମ ବାଦୀ ର ଈଶ୍ବର ପରୟଣତା ପ୍ରୟୋଗ ନ କରି କେବଳ ହିଂସା ଅଶାନ୍ତି ମରାପିଟା ଝଗଡ଼ା ଲୁଣ୍ଠନ ଚୋରି ଅପରାଧ ଅନିଷ୍ଟ ଅଧର୍ମ କୁକର୍ମ ଅତ୍ୟାଚାର ଭ୍ରଷ୍ଟାଚାର ବ୍ୟବିଚାର ନରହତ୍ୟା ଘରଜଳେଇ ଦେବା ବିନାଶ କରିବାପାଇଁ ଦଙ୍ଗା କରନ୍ତି , ମାତ୍ର ଖ୍ରୀଷ୍ଟିଆନ ମାନେ ସେହି ପରି କରନ୍ତି ନାହିଁ , ଏଣୁ ଏଣୁ ଖ୍ରୀଷ୍ଟିଆନ ମାନଙ୍କ ନିୟୁନତା ଛୋଟ ମନୋଭାବ ଦେଖି ଏମିତି ଜାତି ଧର୍ମ ଭେଦଭାବ ରଙ୍ଗ ବର୍ଣ୍ଣ ଛୁଆଁ ଅଛୁଆଁ ବଡ଼ ଛୋଟ ସାନ ଉଚ୍ଚ ନିଚ୍ଛ ଭେଦଭାବ ରେ ସମସ୍ତଙ୍କୁ ଶିକାର କରନ୍ତି ଏମାନଙ୍କ ପ୍ରତି ଏଣୁ ଏମିତି ବ୍ୟବହାର କରନ୍ତି , ଗୋଟିଏ ଧର୍ମ ନିରପେକ୍ଷତା ଦେଶରେ ଧର୍ମ ଭେଦଭାବ ର ଫିଲ୍ମ କରି ଦେଶକୁ ଅଶାନ୍ତି ର ବୀଜ ବୁଣିବା ଦ୍ଵାରା କେବଳ ଗୋବର ମଳମୂତ୍ର ସେବନ କାରି ଅନ୍ଦ ଭକ୍ତି ବୃଦ୍ଧି ପାଇବ ଆଉ କିଛି ଲାଭ ନାହିଁ କିମ୍ବା ସମସ୍ତ ଙ୍କୁ ମୁକ୍ତିଲାଭ ହୁଏ ନାହିଁ ବରଂ ପାପ ରୂପକ ଯନ୍ତ୍ରଣା ର ନର୍କ ଭୋଗ ର ଶେଷ ଫଳାଫଳ ଏପରି ଧର୍ମ କର୍ମଚାରୀ ଙ୍କ ପାଇଁ ନିଶ୍ଚିତ ରହିବ
@rk.entertainmentM
@rk.entertainmentM Ай бұрын
Know your ..native roots Know your history.
@Amashmandal-j7w
@Amashmandal-j7w Ай бұрын
Yes bhai you are right 👏👏👌👍🙏
@AllrounderAnuv
@AllrounderAnuv Ай бұрын
ସବୁ ଧର୍ମକୁ ଏକତ୍ର କରେ ଗୋଟିଏ ଧର୍ମ, ତାହା ସନାତନ ଧର୍ମ जय श्री जगन्नाथ 🪷⚫❗⚫🪷
@SiddhuKumar-l3e
@SiddhuKumar-l3e Ай бұрын
ହେଲେ ବି ଆପଣ ଧର୍ମ ବିରୁଦ୍ଧରେ କଥା କହୁଛନ୍ତି ଭାଇ, ଏଠି କିଏ କାହାକୁ ବାଧ୍ୟ କରୁ ନାହାନ୍ତି ଧର୍ମ ପରିବର୍ତ୍ତନ କରିବା ପାଇଁ
@MrIndianCricketer2.0
@MrIndianCricketer2.0 Ай бұрын
ରାମ କେମିତି ହିନ୍ଦୁ ଧର୍ମର ଦେବତା ହେଲେ ? ସେ ଜଣେ ଆଦିବାସୀ ସଂପ୍ରଦାୟ ରେ ଆସୁଛନ୍ତି, କାହିଁକି ନା ରାମ ଜଣେ ବନବାସୀ , ଯିଏ ବନବାସୀ ସେ ଜଣେ ଆଦିବାସୀ, କିନ୍ତୁ ଆଦିବାସୀ ମାନେ ତୋ ହିନ୍ଦୁ ନୁହନ୍ତି । ରାମ ଜଣେ ବନବାସୀ ବା ଆଦିବାସୀ ହେଲେ ମଧ୍ୟ ବ୍ରାହ୍ମଣ ମାନେ କେମିତି ପୂଜା କରୁଛନ୍ତିି? ବ୍ରାହ୍ମଣ ମାନେ ଅନ୍ଧ ହୋଇଗଲେଣି .
@Sachin_official_0.1
@Sachin_official_0.1 Ай бұрын
E bhalia film koruthibaru odia film industry growth heuni😂😂
@msgajapati3040
@msgajapati3040 Ай бұрын
Sata Katha Bhai ...
@josephsabar7049
@josephsabar7049 Ай бұрын
Telugu movies industry jai sikha
@BaburamPujari-ke5pk
@BaburamPujari-ke5pk Ай бұрын
ସମ୍ୱିତ ଭାଇ ଏହି ପିଲ୍ମ୍ ମାଧ୍ୟମରେ ଯାହା ସବୁ ଦେଖାଇବାକୁ ଚାହୁଁଛନ୍ତି ସବୁ ସତ କଥା ଗାଁ ଗାଁ ରେ ଭୁଲି ଖ୍ରୀଷ୍ଟିଆନ ଧର୍ମର ଲୋଖ ମାନେ ହିନ୍ଦୁ ଧର୍ମର ଲୋକମାନଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ଆସିବାକୁ ଜବରଦସ୍ତ କରୁଛନ୍ତି । ଆଉ ପଇସା ମଧ୍ୟ ଦଉଛନ୍ତି । ଆଉ ଆମର ଗ ମାତା କୁ ମାରି ଖାଉଛନ୍ତି । ଭାଇ ମାନେ ଭୁଲି ଜାହ ନାହିଁ ଜାତି ଆମର ହିନ୍ଦୁ ଦେବତା ଆମର ଶ୍ରୀ ରାମ 🚩🙏❤️ ଜୟ ଶ୍ରୀ ରାମ 🙏 ଜୟ ସନାତନୀ 🚩🙏❤️
@sutamkumar4956
@sutamkumar4956 Ай бұрын
ସେମାନେ ଚାହୁଁ ଛନ୍ତି ସେଇ ଆଦିବାସୀ କି ଆଦିବାସୀ ରୁହନ୍ତୁ ଆଗକୁ ନ ଉଠନ୍ତୁ ତମେ ସାନ ଆଉ ଅମେ ହଉଛୁ ବଡ଼ ଏଇୟା ତ ।ହିନ୍ଦୁ ର ପ୍ରମୁଖ ଭୂମିକା ତାଙ୍କ ଲକ୍ଷ୍ୟ ।
@dushmanthjani3574
@dushmanthjani3574 Ай бұрын
Jay jagannath 🙏🙏🙏❤❤❤ iam nabarangpur
@JisayaPatamajhi
@JisayaPatamajhi Ай бұрын
ଯଦି ଶ୍ରୀରାମ ତମ ଦେବତା ( ତ ଜଗନ୍ନାଥ , ବଳଭଦ୍ର ସୁଭଦ୍ରା,ଶିବ ,ବିଷ୍ଣୁ ,ବ୍ରହ୍ମ,ମହେଶ୍ୱର ,ସରସ୍ଵତୀ,ଲକ୍ଷ୍ମୀ ,ଗଣେଶ ................................................ ଏମାନେ କଣ ଜେଜେ ବାପା ଜେଜେମା ମାନେକି କାହାକୁ ଦେବତା କାହାକୁ ଭାଇ ତ କାହାକୁ ଭଉଣୀ ତ କାହାକୁ ବାପା ତ କାହାକୁ ମାଆ ତ କାହାକୁ ଜେଜେ ତ କାହାକୁ ଜେଜେମା ତ କାହାକୁ ସାଙ୍ଗ ଏଇଟା କଣ ଚାଲିଛି କିଛି ବୁଝା ପଡୁନି
@AbhilashBhatra-q9n
@AbhilashBhatra-q9n Ай бұрын
ଜୟ ଜଗନ୍ନାଥ ଏମିତି ଫିଲ୍ମ ବେଶୀ ହୋଉ ଭାଇ
@santwana7164
@santwana7164 Ай бұрын
ସିନେମା ଦ୍ବାରା ଯଦି ଧର୍ମ ରକ୍ଷା କରାଯାଇ ପାରିଥାଆନ୍ତା, ତେବେ ଭାରତର ସବ ଭାଷାର ସିନେମା ପ୍ରଡ୍ୟୁସର ମାନେ ଧର୍ମ କୁ ନେଇ ହିଁ ସିନେମା କରିଥାନ୍ତି । ଲବ ହାଦ୍ ସା। ର ପାଠ କମ୍ ସେ କହିବେ ହିଁ ଭଲ ହେଇଚି । ସେ ଜାଣି ନାହାଁନ୍ତି ବୋଧେ ମୁସଲମାନ, ବ୍ରାହ୍ମଣ, କ୍ଷତ୍ରିୟ ଏପରି ଅନେକ ଉଚ୍ଚ ଜାତିର ଲୋକମାନେ ବି ଖ୍ରୀଷ୍ଟ ଙ୍କୁ ଗ୍ରହଣ କରି ଖ୍ରୀଷ୍ଟିଆନ ହେଇଛନ୍ତି, ତେବେ ସେମାନଙ୍କ ପରିବର୍ତ୍ତନ ଉପରେ କାହିଁକି ସିନେମା ରେ ଦେଖାଗଲା ନାହିଁ । ସମ୍ବିତ୍ ଜଣେ ବ୍ରାହ୍ମଣ ବୋଲି କହୁଛନ୍ତି ବ୍ରାହ୍ମଣ ଲୋକ ମାନେ ହିଁ ଆଦୀବାସୀ ମାନଙ୍କ ବିକଶିତ ଚାହୁଁ ନଥିଲେ । ଏହାର ଇତିହାସ ରହିଛି ।
@dhanurjayakirsani1485
@dhanurjayakirsani1485 Ай бұрын
Jaya sir ram ♈
@AliyabhuyanAliyabhuyan
@AliyabhuyanAliyabhuyan Ай бұрын
Sambit ଭାଇ ତମେ ତ ମନୁଷ୍ୟମାନଙ୍କୁ ନୁହେଁ ପ୍ରଭୁ ଯୀଶୁ କୁ ଚାଲେଞ୍ଚ କରୁଛ
@sujonomondal6268
@sujonomondal6268 Ай бұрын
All the western modern technology you all are using and don't say that it is from foreign and whenever somebody take the name of Jesus you people are saying that it is from foreigner God.। Shame should be there in yourself side. ଯୀଶୁ ବୋଲି କହିଲେ କି ବିଦେଶୀ ଦେବତା ବୋଲି କହୁଛ ଆଉ ବିଦେଶୀର ଜିନିଷ ବ୍ଯବହାର କରୁଛ ଠିକ୍ ମଧ୍ଯ ବୁଦ୍ଧି କି ଗିୟାନି ନାହି ଲଜ୍ଜା ହେବା କଥା ତୁମ୍ଭମାନଙ୍କର ମୂହଁ।
@sunilajagaranga1814
@sunilajagaranga1814 Ай бұрын
ଯୀଶୁହିଁ ଏକା ସତ୍ୟ ଇଶ୍ୱର ଭାଇ ତୁଇ କାହାକୁ ନବୁ ନ ନବୁ ତୁଇ କହିବା ପାଇଁ କିଏ ତୁ ତୋ କହୁତିଲୁ ଆମ ଲୋକମାନଙ୍କୁ ନେଉଛନ୍ତି କିଏ କାହାଲୋକଙ୍କୁ ନିଏ ନି ଭାଇ, ଭାଇ ଖ୍ରୀଷ୍ଟିଆନ ଲୋକମାନେ କୋଉ ଧର୍ମର ଲୋକମାନଙ୍କୁ କହନ୍ତି ନି କି ଧର୍ମ ପରିବର୍ତ୍ତନ କରିବ ପାଇଁ କହନ୍ତିନି, ମନ ପରିବର୍ତ୍ତନ କରିବା ପାଇଁ କହନ୍ତି, ଆମେନ ✝️✝️🙏🙏
@KrishnanayakNayak-t6e
@KrishnanayakNayak-t6e Ай бұрын
ସନାତନ ଧର୍ମରେ ବୁଧୁବାର movie Lunch କରିବା କଥା ସବୁ ସାଉଥ୍ ଫିଲ୍ମ ବୁଧୁବାର ରିଲିଜ ହୁଏ
@Alokkumar-g4t
@Alokkumar-g4t Ай бұрын
Sabu sauth film Thursday au Friday re release hua tu sala bala janichu
@birajakumarbarik3038
@birajakumarbarik3038 7 күн бұрын
ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ତ୍ୟାଗ ଓ ତପସ୍ୟା ର ମୂଲ୍ୟ ଏହି ଚଳଚିତ୍ର ll ଜୟ ଶ୍ରୀରାମ ll
@KantheswarMajhi-mz6jk
@KantheswarMajhi-mz6jk Ай бұрын
ସମ୍ବିତ ଭାଇ କୁ ଏବଂ ଲବ ଭାଇକୁ ମୁଁ ଅନୁରୋଧ କରୁଛି, ଆପଣମାନେ ତ ଏତେ ଶିକ୍ଷିତ ବ୍ୟକ୍ତି ମାନେ,ସାରା ଦେଶରେ ବୁଲିଛ, ଖ୍ରୀଷ୍ଟିଆନ ଧର୍ମ କୁ ନେଇ କାହିଁକି ଏତେ ବିବାଦ ସୃଷ୍ଟି କରୁଛ । ଯୀଶୁ ଖ୍ରୀଷ୍ଟ ଆପଣ ମାନଙ୍କର କ'ଣ ଅସୁବିଧା କରିଦେଲେ, ଭାଇ ବାଇବଲ ଟିକେ ପଢନ୍ତୁ, ତା ହେଲେ ଜାଣିପାରିବେ, ମୁଁ ଖ୍ରୀଷ୍ଟିଆନ ବ୍ୟକ୍ତି ହିସାବରେ କହୁଛି, ଏଇଟା ସତ କଥା, ଯେତେ ଯାହା କଲେ ବି ଖ୍ରୀଷ୍ଟିଆନ ଧର୍ମକୁ ଲୋପ କରି ପାରିବ ନାହିଁ 💯 % ଯେତେ ଯାହା କରି ମାରିଦେଲେ ବି ଆମେ ହିନ୍ଦୁ ହେବୁ ନାହଁ ମରିଗଲେ ବି ଯୀଶୁଙ୍କର ବଞ୍ଚି ଥିଲେ ବି ଯୀଶୁଙ୍କର ଲୁହା କୁ ଯେପରି ନିଆଁ 🔥 ଭିତରୁ କାଢି ବାଡେଇଲେ ଅଧିକ ସୁନ୍ଦର ଚମକ ଆସେ ସେପରି ଖ୍ରୀଷ୍ଟିଆନ ମାନଙ୍କୁ ଯେତେ ମାରିବ ସେତିକି ତା ଠାରୁ ଅଧିକ ଲୋକ ଯୀଶୁଙ୍କୁ ବିଶ୍ୱାସ କରି ସୁନ୍ଦର ଚମକ ଦେଖା ଯିବେ । Really Jay Jesus ❤️✝️❤️
@josephsabar7049
@josephsabar7049 Ай бұрын
Right 👍👍
@SuniaMurmu-hm7hn
@SuniaMurmu-hm7hn Ай бұрын
ପ୍ରଭୁ କହନ୍ତି ଭୟ କରନାହିଁ କାରଣ ମୁଁ ତୁମ୍ଭ ମାନଙ୍କ ସହିତ ଅଛି......
@Bagunsamad2.0
@Bagunsamad2.0 Ай бұрын
ଲବ ଭାଇ ଆପଣ ସାନ୍ତାଳୀ>>ସାରନା ଧର୍ମ ... You are not Brahman...
@jkgroupboys9777
@jkgroupboys9777 Ай бұрын
Sambit gote ବୁଲା କୁକୁରଙ୍କ ପରି ହଉଛି, ଧର୍ମ ନିରପେକ୍ଷ ରାଷ୍ଟ୍ର ରେ special ଧର୍ମ କୁ ଗୁରୁତତ୍ୱପୂର୍ଣ୍ଣ ଦେବା ଠିକ୍ ନୁହଁ,ଟିକେ ଭଲ ରେ ସମ୍ବିଧାନ ର ନିୟମ ଦେଖ,ମନଇଚ୍ଛା ଫିଲ୍ମ ଆଉ କଥା କୁହନି,ଭାରତ ତ ଟା ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର,😮😮
@jbproduction1099
@jbproduction1099 Ай бұрын
ଭାଇ ଧର୍ମ ନା ରେ କରୁଚ, କିନ୍ତୁ ସବୁ ବୁଝି କି କରନ୍ତୁ... ଯୀଶୁ ଧର୍ମ ନୁହେଁ ମନ ପରିବର୍ତନ କରନ୍ତି l ପ୍ରଭୁ ଯୀଶୁ ଏହିପରି ମୂର୍ଖ ମାନଙ୍କୁ କ୍ଷମା କର l
@Master_ofWhy
@Master_ofWhy Ай бұрын
Sambit Sir ❤️
@akhilkmajhi8445
@akhilkmajhi8445 Ай бұрын
ତମ ଫିଲ୍ମ୍ କିଛିବି ଫେମୋସ ହେବନି ok କିଏ ଡାଇରେକ୍ଟର ସେ ବେଶୀ ଦିନ ବୀ ଯିବେନି
@Jitendraviswain
@Jitendraviswain Ай бұрын
ଜୟ ଶ୍ରୀ ରାମ
@hiranofficial9762
@hiranofficial9762 Ай бұрын
ବଦମାସ୍ ଯାକୋ ଓଡ଼ିଆ ଫିଲ୍ମ୍ ଚାଲୁନି ବୋଲି ଧର୍ମକୁ ନେଇ କରିଛନ୍ତି, ତଥାପି କିଛି ହବନି
Мен атып көрмегенмін ! | Qalam | 5 серия
25:41
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН
Sabita bhabi returns ll Chandan biswal ll Odia comedy ll
24:13
Chandan Biswal
Рет қаралды 3,5 МЛН
College Reunionre Akashanka Kichi Mitha Mitha Katha - Gapa Hele Bi Sata Odia Movie Clip
11:25
Мен атып көрмегенмін ! | Qalam | 5 серия
25:41