Рет қаралды 728
DHULIA//SAMBALPURI/KOSHLI//SHORT FILM//3P CREATIONS PADAMPUR//ASHOK BOHIDAR//PARAMESWAR BISHI//
ଆମର୍ ପରମ୍ପରା, ସଂସ୍କୃତି ସାଙ୍ଗେ ବଜା ଆଉ ବଜନିଆର ସମ୍ପର୍କ ଆବାହନ୍ କାଲୁଁ । ସତେଁ ଯେନତା କି ଵଜନିଆର୍ ବିନେ ସବୁ ଦେ'ଦେବତା ପୂଜା ପାଠ୍ ଅଲଝି ଯିବା । ତାକର୍ ବିନେ ଯାତରା ପରବ୍ ହଜିଯିବା ମେଟିଯିବା । ଭଲେ ସେ ବଜନିଆ ଆଏଜ୍ ସମାଜ୍ ରେ ଅବହେଲିତ୍ ହେଇ ରହି ଯାଇଛେ । ହେଲେ ଦେ'ଦେବତାର୍ ଅତି ନିଜର୍ ହେଇ ଥିଲା,ଅଛେ ଆଉ ଥିବା ଜନ୍ ତରା ବେଲ୍ ଥିବାର୍ ତକ୍ ।।
ସେ ବଜନିଆମାନକର୍ ମୁଖିଆ ଢୁଲିଆ ଚରିତ୍ର କେ ନେଇ ଆମର୍ ସର୍ଟ୍ ଫିଲ୍ମ "ଢୁଲିଆ" ।।
Concept.story & art -Parameswar Bishi(9777910143)
D.O.P. & LIGHT - Ranjan Seth
Editing - 3P STUDIO
Music & BGM-Madhab Singh Bariha
Make up & Costume- Daya & Sabhya
Catering-Tupesh Tripathy
Production designer,Manager & Asst. Director-Tenesh K Panda
Producer-Dileswar Singh Bariha
Screenpaly,Dilouge & Direction-Ashok Kumar Bohidar
#shortfilm #3pcreations #shortmovie #shortvideo #sambalpuri #koshli #dhulia #dhuliaa #ganabaja #gandabaja # gana baja #ganda baja #bajnia #bajnia #ashokbohidar #ashokbahidar #ashok bohidar #ashok bahidar
#teneshkpanda #tenesh panda #parameswarbishi #ashokkumbhar ##folk #culture #ranjanseth #tupesh #odia #