ଦିନ ୨ଟାରେ ସ୍କୁଲ ଆସୁଛନ୍ତି ମ୍ୟାଡାମ, ପଚାରିଲାଠୁ ମିଡିଆକୁ କହିଲେ ହୁ ଆର ୟୁ ! | PratidinTv

  Рет қаралды 2,896,462

Pratidin TV

Pratidin TV

Күн бұрын

ଦିନ ୨ଟାରେ ସ୍କୁଲ ଆସୁଛନ୍ତି ମ୍ୟାଡାମ, ପଚାରିଲାଠୁ ମିଡିଆକୁ କହିଲେ ହୁ ଆର ୟୁ ! | PratidinTv #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our KZbin Channel: / @pratidintvodisha
Subscribe To Our Hashtag Channel: / @hashtag6187

Пікірлер: 4 200
@Siba_creation1
@Siba_creation1 Жыл бұрын
ସରକାରଙ୍କୁ ମୋର ଅନୁରୋଧ ପ୍ରତି ସ୍କୁଲ ରେ CCTV ଲଗାନ୍ତୁ ସମାଧାନ ହେଇ ଯିବ ଆଉ। ଭୟ ବି ରହିବ ଶିକ୍ଷକ ଆଉ ଶିକ୍ଷୟତ୍ରୀ ଙ୍କର ଆଉ ଛାତ୍ର ଛାତ୍ରୀ ମାନେ🙏🙏🙏
@Pagli4838
@Pagli4838 Жыл бұрын
Thik katha bhai cc tv logeba darkar
@rosalinpanda2711
@rosalinpanda2711 Жыл бұрын
Right
@nilsahu2276
@nilsahu2276 Жыл бұрын
Yes
@officialsatya5997
@officialsatya5997 Жыл бұрын
Right bro
@M.G-GAMING
@M.G-GAMING Жыл бұрын
bhai amo 5t re laguchi
@ManassbpGaming
@ManassbpGaming Жыл бұрын
ବହୁତ ଭଲ ମେଡମ୍ ଟେ I am proud of you....!!!😊😊
@chandrakantakhuntia1587
@chandrakantakhuntia1587 Жыл бұрын
ଏମତି ସ୍କୁଲ ଜୀବନରେ ଅଯଥା ହସ୍ତକ୍ଷେପ ଯୋଗୁ ପିଲା ମାନେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଡରୁ ନାହାନ୍ତି | ପାଠ ପଢିବେ ଆଉ କେମିତି
@baikunthabehera3971
@baikunthabehera3971 Жыл бұрын
Bhitare kichhita gote thiba
@pratimamahanta8114
@pratimamahanta8114 Жыл бұрын
Yes
@kbm8749
@kbm8749 Жыл бұрын
Right 👍
@baikunthabehera3971
@baikunthabehera3971 Жыл бұрын
@@porsurambhatara8056 Repot kahuchi aame kahune .sikya khetrare aame achhu NO.18 KARANHA AAMA SARKAR NO.1 SE PUNHI BISWASTARIYA ABE AAMA SARKAR TEKA RAKHIBAKU HAKEY KARICHHANTI LAKHYA HASAL RE KHANHIJA PADHARTHA AAU DHINA KEITARE SARIJIBA UPARE .AAME ODIA BHARI BHADHHIA .JUHAR NEBA
@mangaltudu1472
@mangaltudu1472 Жыл бұрын
ଏଇଟା ଅଯଥା ହସ୍ତକ୍ଷେପ ନୁହଁ ଏଇଟା ଶିକ୍ଷକ ମାନେ କିଛି ତ ଗଡ଼ ବଡ଼ କରିଥିବେ ମିଡ଼ିଆ କେମିତି ଖବର ପାଇଲେ
@Life_of_sujit
@Life_of_sujit Ай бұрын
ଆରେ ନାରଣ....!! ଏଇ ତ ଆରମ୍ଭ... ଆଗକୁ ଦେଖ ଆମର ଭବିଷ୍ୟତ ପିଢ଼ି ଙ୍କର କଣ ସବୁ ଅବସ୍ଥା ହେବାକୁ ଯାଉଛି... By the way ମୋତେ ଏଇ ଭିଡିଓ ଟି ଦେଖିଲା ପରେ ଅନୁଭବ ହେଉଚି ନା teacher ନା ସେ ଛୁଆ ଆଉ ନା ଏଇ reporter ଗୁଡାଙ୍କ ର ସତରେ ନା ଆଉ କିଛି କାମ ଆଛି ନା ମୂଲ୍ୟବୋଧ କଣ?? ପରସ୍ପର ଉପରେ ଏତେ ଶସ୍ତା ବୀରତ୍ଵର ପ୍ରଦର୍ଶନ କଣ ପାଇଁ ଆଉ କାହା ପାଇଁ??? Genuiness, good intension s, honesty କହିବାର ମାନେ ହେଲା ପ୍ରଥମ କଥା ହେଲା କର୍ତ୍ତବ୍ୟ, ଦ୍ଵିତୀୟରେ ହେଲା ମାନସିକ ସ୍ତରରେ ପ୍ରକୃତ ଉଦ୍ଦେଶ୍ୟ କଣ ଆଉ ତୃତୀୟ ରେ ହେଲା ଏତେ ଆନୁଗତ୍ୟ ଅଛି କି ? ଆଉ ଯଦି ଅଛି କଣ ଅଛି ଆଉ ସେସବୁ କାହା ପାଇଁ ?? ଯେମିତି ଆଗରୁ ଷ୍ଟେଜ acting ରାମ ଲୀଳା ଯେଉଁ ପବିତ୍ର ଭାବନା ର ସହିତ, କିମ୍ବା କିଛି ଯାତ୍ରା ବି ଦେଖିକି ବାହାରୁଥିଲୁ ପାରିବାରିକ ସ୍ତର ରେ social message ଭଳିଆ ଅନୁଭବ ହେଲା ପରେ ଆମେ ପରସ୍ପର ମଧ୍ୟ ରେ ଯେମିତି ଗୋଟେ ଆମ ଭିତରେ ଗୋଟେ ମାନସିକ ସ୍ତରରେ ଗୋଟେ ଗୋଟେ ନୂତନ ପରିବର୍ତ୍ତନ ର ବାର୍ତ୍ତା କିମ୍ବା ପ୍ରେରଣା କିମ୍ବା କିଛି ଶିକ୍ଷା ମିଳୁଥିଲା, ଧିରେ ଧିରେ ତାହା ଯୁଗ ସହିତ ବଦଳି ଏବେର ପରିଭାଷା ବଦଳିଲି ତାହା ଫିଲ୍ମ ଦେଖିକି ହଲ ରୁ ବାହାରିଲା ପରେ, ଆଉ ସେ ଆମର ସବୁ କୌଣସି ସ୍ତର ରେ ଗୋଟେ ଗୋଟେ ପରିବର୍ତନ ଆସିଗଲାଣି, ଯାହାକି ଆଉ ସେଥିରୁ କିଛି ଶିକ୍ଷା ନୁହେଁ କେବଳ ଖାଲି entertainment ର ଖୋରାକ ହିସାବ ରେ ମାନସିକ ବିକୃତ କରିସାରିଲାଣି। ଆଉ ଜୀବନ ଚଳନୀ ର ସ୍ତର modernization ନାଆଁ ରେ ମାନସିକ ସ୍ତର ରେ ପଙ୍ଗୁ କରିସାରିଲେଣି। ଏତେ ବଡ଼ କଥା କାହିଁକି କହୁଛି ଯିଏ ବୁଝିବା ଲୋକ ବୁଝିବେ, before ୮୦-୯୦ ଦଶକ ର ଯେଉଁମାନେ ମୋର ଏହି message ku ପଢ଼ିବେ ସିଏ, ଆଉ ଯିଏ ନବୁଝିପରୁଛନ୍ତି ସେସମସ୍ତେ ଏବେକାର generation ର ହେଇଥିବେ challenge କରୀକି କହିପାରିବି। କିଛି ପୁରୁଣା ଲୋକ ବି ଥିବେ ସେମାନେ ବି ବୁଝିନଥିବେ, ସେମାନେ ତ ଜନ୍ମ ରୁ ହିଁ ଟିକେ ପଛଧାଡ଼ି ର ସେମାନଙ୍କ ଠୁଁ ସେମିତି ବି କିଛି ଆଶା ନାହିଁ । ଜୀବନର ମାନେ ହେଉଚି ସଂଘର୍ଷ, ହେଲେ ସଂଘର୍ଷ କାହା ସହିତ କରିବା ସେଇଟାର ଉତ୍ତର ନ ଜାଣି ସଂଘର୍ଷ କରିବା ନାରେ ବାହାସ୍ପଟ ମାରିଲେ କଣ ହେବ। ଯେମିତି ଜାଣେ କହିବା ଆଜି ମୁଁ english ପରୀକ୍ଷା ରେ ସବୁ ଉତ୍ତର ୧୦୦ ରୁ ୧୦୦ ଲେଖିକି ଆସିଛି, ହେଲେ ଦେଖିଲା ବେଳକୁ ପରୀକ୍ଷା ତ economics ର ଥିଲା, ତାହାଲେ କଣ କହିବା ସେଇ ଭଳିଆ ପିଲାକୁ। ସେଇ ଭଳିଆ ମୁର୍ଖାମୀ ପ୍ରତ୍ୟେକ ଦିନ ଆମେ ସମସ୍ତେ କରି ଚାଲିଛେ। ଯେଉଁଭଳି ଏଠି ଏବେ ଆଉ ପ୍ରକୃତ ଦକ୍ଷତା ଆଉ ଜ୍ଞାନ ର ସମ୍ମାନ ନାହିଁ, ସେମିତି ଶସ୍ତା ଆଉ quality ବିହୀନ ଜିନିଷ ହିଁ ମିଳିବ, ସେଇ ଭଳିଆ ଶସ୍ତା ମଣିଷ ବି ଖାଲି ସବୁ ଜାଗାରେ ହିଁ ମିଳିବେ। ମଣିଷ ନିଜେ ହିଁ ନିଜର ଉନ୍ନତିର କାରଣ ଅବା ବିନାଶ ର କାରଣ। ଏଠି ମଣିଷ ମାନେ ପୁରା ସମାଜ କଥା କହୁଛି। ଜୟ ଜଗନ୍ନାଥ🙏🏻 ଅନ୍ଧ ରାଇଜ ରେ ଦର୍ପଣ ବିକିବା ଭଳି ବହୁ ମହାପୁରୁଷ ଙ୍କ ମହାନ୍ ଆଦର୍ଶ ଓ ବିଚାର କୁ ଖାତିର ନକରି, ଆମେ ମୂର୍ଖବର୍ଗ ବଳି ଦେଇସାରିଲୁଣି, ଆମର ଉଦ୍ଧାର କେମିତି ହେବ, ରକ୍ଷା କର ପ୍ରଭୁ ଜଗନ୍ନାଥ 🙏🏻
@gundripasiproductions
@gundripasiproductions Жыл бұрын
ଏଇଠୁ ପିଲାମାନେ ଆହୁରି ସାହସ ପାଇବେ ଆଉ ଗୁରୁଙ୍କୁ କେବେ ମାନିବେନି ଆଉ ସେମାନେ ବିଦ୍ୟାଳୟରୁ ହିଁ DON ହେଇକି ବାହାରିବେ
@shishirkumarsahu2138
@shishirkumarsahu2138 Жыл бұрын
Don nai kuji Neta hoei baharibe
@i.ashisss
@i.ashisss Жыл бұрын
Thikk
@anuranimahapatra1920
@anuranimahapatra1920 Жыл бұрын
Right
@manojswain9596
@manojswain9596 Жыл бұрын
ସତ କହିଲେ ସମସ୍ତଙ୍କୁ ବାଧେ। ପିଲା କହିବ କାରଣ ତା ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି
@supriyamallick8031
@supriyamallick8031 Жыл бұрын
Pila ku dekhile jana paduchi se kete bahadur chhua emiti pila nka katha re madam mananku emiti hairana kariba thik nai alaga chhua nku pacharantu gote pila katha 100 jana pila nka bhabisyata kharap kariba ta thik nai emiti gote pila pain aji 100 jana pila gadha hei jauchhanti 10th padhu thile bi nija name lekhi asu nahi
@santoshkumarmishra2620
@santoshkumarmishra2620 Жыл бұрын
ପିଲାମାନଙ୍କୁ ସତ୍ ଶିକ୍ଷା ବାପା ମାଆମାନେ ଦିଅନ୍ତୁ. ଶିକ୍ଷୟିତ୍ରୀଙ୍କୁ ପିଲାମାନେ ସମ୍ମାନ ଦିଅନ୍ତୁ.
@ajayakumarchakra3647
@ajayakumarchakra3647 Жыл бұрын
Midia miss the madam Govt protect gurukula.
@baikunthabehera3971
@baikunthabehera3971 Жыл бұрын
Kaha katha re biswasa kariba hoigala 23 barsa SIKYA KHETRA RE AAME ACHHU 18 . KARANHA AAME NO.1 SARKARA PUNI AAMAR BISWASTARIYA ....
@santoushmandal7940
@santoushmandal7940 Жыл бұрын
Bala na ao
@pratimamahanta8114
@pratimamahanta8114 Жыл бұрын
Sabu school ra chhatra aibhalia
@baikunthabehera3971
@baikunthabehera3971 Жыл бұрын
@@pratimamahanta8114 karanha aame achhu SIKYARE 18 REPOT KAHUCHI AAME NO.1PUNHI BISWASTARIYA
@sarojinipal5098
@sarojinipal5098 Жыл бұрын
ଆଜିକାଲି ପିଲାମାନେ teacher ମାନଙ୍କୁ ମାନୁନାହାନ୍ତି l
@Gouri_Shankar_vlogs123
@Gouri_Shankar_vlogs123 Жыл бұрын
U r right 👍
@kk...139
@kk...139 Жыл бұрын
Write sir
@rabindranaik1363
@rabindranaik1363 2 ай бұрын
Correct
@Maharaj-m6r
@Maharaj-m6r 2 ай бұрын
Aji Kali Pila mane Manubada Brahmanabadia Jativadi Rakshyanashilata Dharmika Bhandami birodhi
@KumarAnanta-e3k
@KumarAnanta-e3k 2 ай бұрын
Abe sala tu Kate to teacher ki manithilu be
@rajalaxmimohapatra5995
@rajalaxmimohapatra5995 Жыл бұрын
ଏଇ ଭଳିଆ ଉଦ୍ଧତ ପିଲାଙ୍କୁ ଗୋଛି ଧରି ପିଟିବା ଦରକାର ନିଜେ ବହି ନ ଆଣି ଶିକ୍ଷକ ଙ୍କ ନାମରେ ଅଭିଯୋଗ କରୁଛି ଭଦ୍ରମୀ ଟିକେ ବି ନାହିଁ ତାକୁ ପ୍ରଥରେ କିଛି ପ୍ରଶ୍ନ ପଚାରନ୍ତୁ ମିଡ଼ିଆ ଭାଇମାନେ ତାପରେ ଶିକ୍ଷୟତ୍ରୀ ଙ୍କ ଉପରେ ଅଭିଯୋଗ ଆଣିବେ 🙏 ସରକାର୍ ମାଡ଼ ଉଠେଇ ଦେବାରୁ ଏଭଳି ସମୟ ଦେଖିବାକୁ ମିଳୁଛି
@Uctechnical123
@Uctechnical123 Жыл бұрын
ଆମ ସମୟ ରେ ଶିକ୍ଷକ ଙ୍କୁ ଦେଖିଲେ ଡରୁ ଥିଲୁ , ଆଜିର ପିଲା ମୁହଁ ରେ ଜବାବ୍ ଦେଉ ଚନ୍ତି , ଇ ଏ କିଭଳିଆ ସଂସ୍କାର , ସବୁ ଭୁଲ୍ ଗାର୍ଡିଆନ୍ ମାନଙ୍କର .....
@mamaratha4502
@mamaratha4502 Жыл бұрын
Sir mane thik nuha pila mananku kahucha sanskar sikhaucha
@mamaratha4502
@mamaratha4502 Жыл бұрын
Bhul maa bapa nkara nuha school phone re gapile kn haba sir nkara bhul
@RinkiBisoyi94
@RinkiBisoyi94 Жыл бұрын
Sabu teacher nka bhul
@beautysweety4591
@beautysweety4591 Жыл бұрын
Ta maa biya maghiya daripila tu
@khitish63706
@khitish63706 Жыл бұрын
ତମେ କଣ observed କଲ କି ଭାଇ a video ରୁ। ପିଲାକୁ ଦୋଷ ଦଉଚ ତା ଗର୍ଡିଆନ କୁ ଦୋଷ ଦଉଚ, ଏଥି ତ teacher ଠିକ୍ ନାହାନ୍ତି। ପିଲାଟିକୁ ମାନିବାକୁ ପଡ଼ିବ ଦରୁନି ସବୁ ସତ କହୁଚି।
@tapurinkucreation8438
@tapurinkucreation8438 Жыл бұрын
ସ୍କୁଲ ରେ ପିଲା ମାନେ, ବହୁତ ଉଦ୍ଧତ ହେଇ ଯାଉଛନ୍ତି. ମାଡାମ ଙ୍କ ର ପଦକ୍ଷେପ ଗ୍ରହଣ ଯୋଗ୍ୟ..... ପିଲା ଙ୍କୁ ସମ୍ଭାଳନ୍ତୁ, ଗାର୍ଡିଆନ ଙ୍କୁ ଅନୁରୋଧ
@jatteditzofficial2930
@jatteditzofficial2930 Жыл бұрын
Pila nka care, teacher nka responsibility
@rajendraprasadbehera5364
@rajendraprasadbehera5364 Жыл бұрын
Tame jaike sambhaluna tame pati re bada bada katha kahucha
@Pujarani731
@Pujarani731 Жыл бұрын
Madam asibe 2 ta re pila kahile bhul kn kale 😡 book na anile boli kn madam 2 ta bele asibe
@jatteditzofficial2930
@jatteditzofficial2930 Жыл бұрын
@@rajendraprasadbehera5364 ame b amo school re sambhaluche agyan Aapna Teacher Eligibility syllabus ru Pedagogy dekho, best teacher nka quality and responsibilities lekha jaichi NEP, RTE, NCF au jete b emiti documents achhi sesabu b dekho, janiparibo Teachers kn kn kariba darkar au kn kn kariba darkar nahi Jadi sesabu janino, ethi bekar katha kuhani. Pila mane school re jaha b karibe Teacher hin responsible
@pintubiswal327
@pintubiswal327 Жыл бұрын
Right Bro ....Mu janichhi Sarita Mam kemitika ,,,,Se bahut vala,,,,Mu Tanka Pakhare Padhichhi .,,,,. I Sure,,, Pila michha kahuchhanati....
@igouttampatro6300
@igouttampatro6300 Жыл бұрын
ଆଜ୍ଞା ଛାତ୍ର ମାନଙ୍କ କଥା ରେ ଏତେ ହୋ ହାଲ୍ଲା କାହିଁକି ମାନୁଛି ଶିକ୍ଷକ ମାନଙ୍କ କିଛି ଭୁଲ ଥାଇ ପାରେ କିନ୍ତୁ ବର୍ତମାନ ପରିସ୍ଥିତିରେ ଛାତ୍ର ମାନେ ବହୁତ ଉଦ୍ଧତ ହେଲେଣି ମୁଁ ଗଞ୍ଜାମ ଜିଲ୍ଲା ରୁ କହୁଛି ମୁଁ ସ୍କୁଲ କୁ ଯାଉଛି ଯେହେତୁ ମୁଁ ଭି ଜଣେ ଯୋଗ ପ୍ରଶିକ୍ଷକ ଛାତ୍ର ମାନଙ୍କ ପାଖରେ ଭାଦ୍ରାମି ନାହିଁ ଶିଷ୍ଟାଚାର ନାହିଁ ଯଦି କେହି ଗୁରୁ ଛାତ୍ର ଙ୍କୁ ଦଣ୍ଡ ଦେଲେ ତାର ଘରେ ଅଭିଯୋଗ ଆସୁଛି ଟୂଲ ଫ୍ରି ନମ୍ବର କାନ୍ଥ ରେ ଲେଖା ଯାଇଛି ଆଜ୍ଞା ଚାକିରୀ ରହିଲେ ଯାହା କିଛି ହେବ କେ କାହିଁକି କିଛି କହିବ ଯାକୁ ଚାକିରୀ ପିତା ସେ ଏପରି କରିବ ସବୁ ଓଡିଶା ସରକାର ଓ ପ୍ରଶାସନ ର ଅବହେଳା. ଦୟାକରି ଏପରି ଭିଡ଼ିଓ ଛାଡ଼ନ୍ତୁ ନାହିଁ ଶିକ୍ଷକ ଏହି ସମାଜ ର ମେରୁଦଣ୍ଡ ତାକୁ ଆଡୁ ସାଡ଼ୁ ପଚାରନ୍ତୁ ନାହିଁ ତାଙ୍କର ମର୍ଯ୍ୟାଦା ଅଛି ଯଦି ପଚାରିବ ଦୁଷ୍ଟ ଲୋକ ରାଜନେତା ମାନଙ୍କୁ ପଚାର ତମର ପତ୍ର କାରିତା ଛାଡ଼ିଯିବ
@sambitsethi682
@sambitsethi682 Жыл бұрын
You are right
@moodchanger6379
@moodchanger6379 Жыл бұрын
Right
@jagyandattakar3658
@jagyandattakar3658 Жыл бұрын
So awful situation... just observe the body language of the student.. you will understand what the situation may be... School is not only a no punishment zone but it is a life spoil zone.. all school..
@deepakdas5380
@deepakdas5380 Жыл бұрын
Bilkul se chua ra behaviour jemiti laguci chada
@sipunsahoo1663
@sipunsahoo1663 Жыл бұрын
Bekar mada
@babitaswain9088
@babitaswain9088 6 ай бұрын
ମିଡ଼ିଆ ଭାଇ ଦୟାକରି ଏପରି ଶିକ୍ଷକ ଓ ଶକ୍ଷୟିତ୍ରୀଙ୍କୁ ବଦନାମ କରନ୍ତୁନାହି 🙏🙏🙏🙏 କାରଣ ସେହି ଶିକ୍ଷକ ମାନଙ୍କ ପାଇଁ ଆମେ ଏତେ ବଡ ହୋଇ ପାରିଛି
@priyaranjanmurmu5335
@priyaranjanmurmu5335 5 ай бұрын
କାନୁନ୍ ଆଗରେ ସେ କିଏ ?? ଗୁଣ ଯାହା ଜଣା ପଡ଼ୁଛି ।।
@hearthacker6527
@hearthacker6527 5 ай бұрын
Tame kete bada heicha
@Adyasharc
@Adyasharc 5 ай бұрын
Right teacher nka pai semane bi reporter heichanti
@bhaktishakti5909
@bhaktishakti5909 5 ай бұрын
Na amiti teacher ku ami kariba darakar
@playpresents3559
@playpresents3559 5 ай бұрын
Good teacher
@mamataswain9835
@mamataswain9835 Жыл бұрын
ଆଜି ପିଲା ଖରାପ ହେଉଛନ୍ତି ଏଥିପାଇଁ ସରକାର ଦାୟୀ ଦଣ୍ଡ ମୁକ୍ତ କରିଥିବାରୁ ମାନୁ ନାଥନ୍ତି ଶିକ୍ଷକକୁ
@PSYCHO_GAMER009
@PSYCHO_GAMER009 3 ай бұрын
Tote gandi maruthile
@PSYCHO_GAMER009
@PSYCHO_GAMER009 3 ай бұрын
Tu maghia gote teacher heithibu sethipain to gandi pudhchi
@surendranaik3127
@surendranaik3127 Жыл бұрын
କେବଳ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଙ୍କୁ ଦୋଷୀ କରିବା ଠିକ୍ କଥା ନୁହେଁ । ଧ୍ୟାନ ଦିଅନ୍ତୁ କି ଏସ୍କୁଲ୍‌ ର ପିଲାମାନେ କେମିତି ସମସ୍ତ କଥାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
@kumarchinmay1588
@kumarchinmay1588 Жыл бұрын
Aji se pila amti kahuchi ta ta pai kie doshi
@odishabikugaming2767
@odishabikugaming2767 Жыл бұрын
@@kumarchinmay1588 se pila ra bapa maa
@silpabehera5236
@silpabehera5236 Жыл бұрын
Chua ku jodi bapa maa guid karibe to teacher kn karibe
@kumarchintu1062
@kumarchintu1062 Жыл бұрын
50000 salary nebe pila murkha bekari
@dhabludhablu6081
@dhabludhablu6081 Жыл бұрын
ମେଡମ ଠିକ୍ କହୁଛନ୍ତି। ଲାଗୁଛି ମିଡିଆ ଆଗରେ ବାଈଟ୍ ଦବା ପିଲା ହିଁ ବଦମାସ ଟା। ମିଡିଆ ଭାଇମାନେ କାହିଁକି Teacher ମାନଂକୁ ସବୁ ଦୋଷ ଲଧୁଛନ୍ତି। ପିଲାମାନଙ୍କ ର ମଧ୍ଯ ଭୂଲ୍ କହୁଛି।
@AkashNaik-mt9nq
@AkashNaik-mt9nq 4 ай бұрын
ସେ ପିଲା ର କଥା ରୁ ଜଣା ପଡୁଛି ସେ teacher ଙ୍କ ପ୍ରତି କେତେ respect କରୁଛି । ଅତି ଅଭଦ୍ର ପିଲାଟା।
@Faisu07Edits
@Faisu07Edits 4 ай бұрын
Wow sata kahiba ta bhul nahi re bhai
@m.d6954
@m.d6954 4 ай бұрын
​@@Faisu07Edits bhadrami ra saha bi kahihaba, Ama teacher jete kharap thile bi bhadrami thila amara.
@Pbiswal-fm1hi
@Pbiswal-fm1hi 4 ай бұрын
Pp😮​@@Faisu07Edits
@abhuentertain
@abhuentertain 4 ай бұрын
​@@Faisu07Edits hnn bhai😂😂
@sksuman3810
@sksuman3810 4 ай бұрын
Nija hakk prati boradh Kariba ta bhul nai 😂
@srisaidesignvastu9209
@srisaidesignvastu9209 Жыл бұрын
ଦିଦି ଙ୍କୁ ପିଲାମାନେ ଏମିତି ବ୍ୟବହାର କଲେ ପିଲାମାନଙକ ଭବିଷ୍ୟତ ଅନ୍ଧାର ହୋଇଯିବ ! ୨ ଟଙ୍କିକିଆ ରିପୋର୍ଟର ମାନେ ପ୍ରଥମେ ଆଇନ୍ ପଢନ୍ତୁ ତାପରେ ମାଡାମ୍ ଙ୍କୁ ପ୍ରଶ୍ନ ପଚାରନ୍ତୁ ।
@cocomamacreation3922
@cocomamacreation3922 Жыл бұрын
Right
@SwaraHrudayara
@SwaraHrudayara Жыл бұрын
ଶିକ୍ଷକଙ୍କୁ ନିନ୍ଦା କରିବା ଆଦୌ ଠିକ୍ ନୁହେଁ,,ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିନ୍ଦା କରି କୌଣସି ଛାତ୍ର ସଫଳତା ପାଇ ନାହାଁନ୍ତି !! ଆମ ସମୟରେ ଶିକ୍ଷକଙ୍କ ଠାରୁ ମାଡ଼ ଖାଇ ଦେହ ସାରା ଦାଗ ହୋଇ ଯାଇଥିବ ତଥାପି ଆମେ ଆମ Guardian ଙ୍କୁ କିମ୍ବା ଅନ୍ୟ କାହାକୁ କହି ନଥାଉ ଆଉ ଆଜି କାଲିର ପିଲା ଯେତିକି ତା ଠାରୁ Double ହେଉଛନ୍ତି ତାଙ୍କ Guardian ଟିକେ ଟିକେ କଥାରେ ମିଡିଆ ବାଲାଙ୍କୁ ଡାକି ଆଣୁଛନ୍ତି !!
@SiluMathematics
@SiluMathematics Жыл бұрын
ଯାହା ବାପା ମା ମିଡିଆ ଡାକୁଛନ୍ତି ତାଙ୍କ ପିଲା ନିଶ୍ଚିତ ଆଇଏଏସ ଆଇପିଏସ ହେବେ ପିଲା ପ୍ରତ୍ୟେକ ଦିନ ବିଦ୍ୟାଳୟ ରେ କଣ କଣ ପଢୁଛି ସେତିକି ଉପରେ ଧ୍ୟାନ ଦେଇପାରୁ ନାହାଁନ୍ତି ଖାଲି ଅଯଥା ପିଲା ମାନଙ୍କ ମୁଁହ ବଢେଇ ଦେଉଛନ୍ତି...
@SiluMathematics
@SiluMathematics Жыл бұрын
ଶିକ୍ଷକ ଏବଂ ଶିକ୍ଷଯତ୍ରୀ ମାନଙ୍କୁ ଦୋଷ ଦିଅନି ମିଡିଆ ପ୍ରଶ୍ନ ଏମିତି ପଚରୁଚୀ ଯେମିତି ନିଜେ ଉପସ୍ଥିତ ଥିଲେ... ପିଲା ମାନଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି କେବଳ ସେମାନଙ୍କର ପିତାମାତା...
@bijaykusamal1803
@bijaykusamal1803 Жыл бұрын
Right brother..the students don't have regards and respect for teachers
@Kostubh_Academy
@Kostubh_Academy Жыл бұрын
ନେତାଜୀ ସୁବାଷ ବୋଷ , କେମିତି ଆଜାଦ ହିନ୍ଦ୍ ଫୌଜ ଗଠନ କରି ଥିଲେ
@pramilapradhan2815
@pramilapradhan2815 Жыл бұрын
100% right mu bahut mada khai khaiki aji bhala job gote paili
@Storywithparijata
@Storywithparijata Жыл бұрын
ଆଜି କାଲି ଛୁଆ ଭାରି ବଦମାସ୍ ସବୁବେଳେ teacher nku ଦୋଷ ଦେବା ଠିକ nuha au jadi teacher pila ଙ୍କୁ punshiment ଦେଲେ so ଭୁଲ kn hela teacher ମାନେ ta punshiment ଦିଅନ୍ତି ଆମେ ବି pauthilu
@bikashbehera4487
@bikashbehera4487 Жыл бұрын
Pila mananku apana emiti kahi paribeni😡😡 quality less teacher manankar bishayare kuhantu🙏🙏🙏
@bibhutibhusan4363
@bibhutibhusan4363 Жыл бұрын
Pila mana nku sasti ra abhab
@ranunesha9251
@ranunesha9251 Жыл бұрын
Right
@sanskritalls
@sanskritalls Жыл бұрын
@@bikashbehera4487 60% or more teacher quality less
@nibeditanayak3066
@nibeditanayak3066 Жыл бұрын
Right
@Ganesh-ho6vs
@Ganesh-ho6vs Жыл бұрын
ଆଜି କାଲି ବିଦ୍ୟାଳୟରେ ଦଣ୍ଡହୀନ ଅଭାବରୁ ପିଲାମାନେ ବହୁତ ଉଦ୍ଧଣ୍ଡ ହେଲେଣି । ସରକାର ଏ ଦିଗରେ ନିଦାବିଷ୍ଣୁ । ସ୍କୁଲରେ ଦଣ୍ଡମୁକ୍ତ ଆଇନ କରି ଦେଇ ଆରାମରେ ଖେଳ ଦେଖୁଛନ୍ତି । " କଥାରେ ଅଛି ଛାଟ ନ ହେଲେ ପାଠ ନାହିଁ" ଏହି କଥା ହଟିଲା ଦିନରୁ ସମସ୍ତେ ଢିଲା ।
@SujitkumarJena-e5o
@SujitkumarJena-e5o 5 ай бұрын
ତୁ ଭୁଲ୍ କହିଲୁ ପିଲାଙ୍କୁ ଭଲ ପାଇବା ଦିଅନ୍ତୁ ସ୍ନେହ କରନ୍ତୁ /ସେମାନେ ଛୋଟ ପିଲାମାନେ ସେମିତି ଶିକ୍ଷା ଦେବ ସମିତି ଜାଣିବେ ////ତୋର ପିଲା ଛୁଆ ନାହିଁ ତୁ ଜାଣିବୁ କ'ଣ /ତୁ ଛୁଆ ଟେ। ତୋ ପାଇଁ ଛାଟ ନୁହେଁ ଠେଙ୍ଗା ଦରକାର //ତୁ କୋଉଠୁ ଲେଖି ଲୁ କହିଲୁ ,ତୋ ଘର କେଉଁଠି
@lucblase
@lucblase 5 ай бұрын
​@@SujitkumarJena-e5o ତୋତେ ବୋଧେ ସେହି ସ୍ନେହ ମିଳିନି 😂 ତୋ କଥାରୁ ଜଣା ପଡ଼ୁଛି
@Fiftyshadesoffood
@Fiftyshadesoffood 5 ай бұрын
Pila nku Bina danda re bi patha padhei haba kintu ei jau teacher mane mana mukhi sasan chaleichanti esabu jama bi thik nuhein.epate lakhya lakhya highly qualified pila struggle karuchanti job gote paibaku .aau emane sabu chakiri paijaichanti boli gote jatra chaleichanti
@bijayalaxmisahoo7609
@bijayalaxmisahoo7609 3 ай бұрын
​@@lucblase😂😂
@abhimanyudas9056
@abhimanyudas9056 2 ай бұрын
Danda bidhan rahiba katha school re
@parbatimishra8684
@parbatimishra8684 Жыл бұрын
ଏ ପିଲl ta ଗୋଟେ ଅଭଦ୍ରlମୀ ର ଚରମ ସୀମା ରେ madam ଙ୍କୁ ବ୍ୟବହାର କରୁଚି ଦଣ୍ଡ ମୁକ୍ତ ପାଇଁ amankara ସା ହା ସ ବହୁତ୍ ଆରେ ମିଡିଆ ଭାଇ ମାନେ ତ madam ଙ୍କୁ pacharuchnti ଏ ପିଲା ଉପରେ ପଡ଼ି amti khiba kt ଦୂର ଯୁକ୍ତିଯୁକ୍ତ
@aratidharua7168
@aratidharua7168 Жыл бұрын
Pila jaha karuchhu thik .Emiti heba uchit .kahi ki na Bhala pila Emiti kare...!!!
@odiamummyrojina
@odiamummyrojina Жыл бұрын
ଏତିକି ବକଟେ ଛୁଆ କେତେ କଥା କହୁଚି, ଜୀବନରେ କେବେ ମଣିଷ ହବନି ବେ, ଗୁରୁଙ୍କୁ ସମ୍ମାନ ଦିଅ
@nareshcreation2326
@nareshcreation2326 Жыл бұрын
Thik kahicha
@mkpradhan647
@mkpradhan647 Жыл бұрын
Chup chutiya, se sata katha kahichi
@pinumajhi7811
@pinumajhi7811 Жыл бұрын
Guru bramha guru Vishnu guru dev maheswar...
@rajibkumarnayak166
@rajibkumarnayak166 Жыл бұрын
Tame janina aji kalika teacher mana nku govt ru 80-90 hazar salary nauchanti aau patha satha padhau nahanti...Sei chua ta atleast kahichi sahas kariki...
@Gouri_Shankar_vlogs123
@Gouri_Shankar_vlogs123 Жыл бұрын
Bhai jaha kahela sata kahela
@jayadevsahoo136
@jayadevsahoo136 Жыл бұрын
ଛୁଆ ମାନେ ବହୁତ ବଦମାସ ହେଲେଣି
@ArunnaikArunnaik-s4b
@ArunnaikArunnaik-s4b 2 ай бұрын
ଏ ସବୁ ଭୂଲ ନଵିନ ସରକାରଙ୍କର କାହିଁକି ନା ସେ ସମୟରେ ଦଣ୍ଡ ମୁକ୍ତ ଅଂଚଳ କରିଥିଲେ ସେହି ଥି ପାଇଁ ସେହି ଅବସ୍ଥା।🎉🎉🎉
@manojofficial.6649
@manojofficial.6649 Жыл бұрын
Danda Mukta anchala .. Karibaru ehi Samasya heuchi .. So mo kahibi OLD IS GOLD...( Before 2009 )
@akashsahoovlogs2385
@akashsahoovlogs2385 Жыл бұрын
Hmm re bhai
@sahubabulifestyles412
@sahubabulifestyles412 Жыл бұрын
Absolutely...2009 Moro matric parathu aji emiti abastha..
@dogsworld2973
@dogsworld2973 Жыл бұрын
@@sahubabulifestyles412 michei teacher
@chittaranjanpahadasingh1271
@chittaranjanpahadasingh1271 Жыл бұрын
Media ବାଲା ବେଶୀ ହଉଛନ୍ତି।। ଆଜି କାଲି ମିଡିଆ ନିଜ କର୍ତ୍ତବ୍ୟ ବୁଲିଯାଉଛନ୍ତି ।।। ଅନ୍ୟ କୁ ପଚାରିବେ।।।
@BimalMajhi-fq5td
@BimalMajhi-fq5td Жыл бұрын
ସ୍କୁଲ୍ ରେ digital teacher's attendence କରାଯାଉ ବୋଲି ମୋର ଆଶା
@sridharapradhan2758
@sridharapradhan2758 Жыл бұрын
Ohh vare Elglish geahuchhi tuu ki pathha padhhu thibu tho Kathaa kohuchhi
@santoshmohapatra4357
@santoshmohapatra4357 Жыл бұрын
👍
@shadowoflight1436
@shadowoflight1436 Жыл бұрын
@@sridharapradhan2758 kn taku gali dauchu
@amulyanayak8484
@amulyanayak8484 Жыл бұрын
ଏମାନେ କୁଆଡେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ ଛି।
@kalingasendha
@kalingasendha Жыл бұрын
ଏ ବାଷ୍ଟାର୍ଡ ମିଡିଆ ମାନଙ୍କ ପାଇଁ ଶେଷରେ ଶିକ୍ଷକ ମଧ୍ୟ ହାରାସ୍ ହେବେ।
@propertychoice6967
@propertychoice6967 Жыл бұрын
🤣🤣🤣
@radhesketchpainting
@radhesketchpainting Жыл бұрын
Ye mg bhaskar balaku thapad darkara
@babu9302
@babu9302 Жыл бұрын
Right ✅️
@ritupattanayak8140
@ritupattanayak8140 6 ай бұрын
Media bala bahut adhika, Suna pilankun Mada hauni boli pila teacher kun bahut kharap behave karuchantin… Au media Tamara kichi rights nahin emiti behave kariba
@SabitriNaik143
@SabitriNaik143 6 ай бұрын
Midia Bala nku Dhaka Mari dhadao
@manoranjancreations9040
@manoranjancreations9040 Жыл бұрын
ପିଲା ମାନେ ଆଉ ଆଗ ଭଳି ନାହାନ୍ତି ଶିକ୍ଷକ ମାନକୁ ମାନୁ ନାହାଁନ୍ତି
@storywithkanchan5293
@storywithkanchan5293 Жыл бұрын
Right
@manoranjandeheri2232
@manoranjandeheri2232 Жыл бұрын
Right
@recipento225
@recipento225 Жыл бұрын
Pila mankanka ra 1% bi bhul nahi...
@igouttampatro6300
@igouttampatro6300 Жыл бұрын
@@recipento225 କେମିତି କାରଣ ଜଣାନ୍ତୁ
@Ayusmanshortvideo
@Ayusmanshortvideo Жыл бұрын
Teacher nahale kou bhalare acchanti
@hemsagarsahu4412
@hemsagarsahu4412 Жыл бұрын
ଛାତ୍ର ମାନଙ୍କର ମୁହଁ ବଢ଼ି ଗଲାଣି ଶିକ୍ଷକ ମାନଙ୍କୁ ମାନୁନାହାନ୍ତି
@mrchandan33
@mrchandan33 Жыл бұрын
Teacher goda ka sina thick thile students mane teacher ku manibe😅
@ganeshnath8594
@ganeshnath8594 Жыл бұрын
@@mrchandan33 tume manuchana kahariki
@mrchandan33
@mrchandan33 Жыл бұрын
@@ganeshnath8594 hmm mu mane samstanku
@mandakiniodiavlogs4670
@mandakiniodiavlogs4670 Жыл бұрын
Media କଣ ଚାହୁଁଛ ... ଏ ପିଲା ଏତେ ଅଭଦ୍ର ତାଙ୍କୁ କିଛି ତାଙ୍କ family କଣ କିଛି ସଂସ୍କାର ଦେଇ ନାହାନ୍ତି...
@upendrabhanjagouda3544
@upendrabhanjagouda3544 Жыл бұрын
ମିଡ଼ିଆ ମାନଙ୍କ ପାଇଁ ସାହସ ବଢୁଛି ପିଲାମାନଙ୍କ ତମ channel ପାଇଁ ଯାତ୍ରା କରୁଛ ଏଠି 🙏🙏🙏
@dishatrishalifestyle9395
@dishatrishalifestyle9395 Жыл бұрын
Thik katha👍👍
@mrutyunjayabahinipati5454
@mrutyunjayabahinipati5454 Жыл бұрын
Block bhaskar and pratin tv sasta media.. amanka lagi aaji pila mane patha padhu nahanti.. media kan jaiki ddnews and hindu paper padhiki reference niya... Murka mane report hele aeya huye.. Jay jagannath 🙏
@sushanttentdj7506
@sushanttentdj7506 6 ай бұрын
ଠିକ୍ କଥା
@adityaprasadtripathy8812
@adityaprasadtripathy8812 Жыл бұрын
ଅସଭ୍ୟ ଜନ ପ୍ରତିନିଧି ଓ ବିଶୃଙ୍ଖଳିତ ପିଲା ଓ ଅଭିଭାବକ ଶିକ୍ଷା ଓ ଶିକ୍ଷ କ ଙ୍କୁ ସମାନ ଦିଅନ୍ତୁ ସେ ପିଲା ଅଭଦ୍ର
@pinkuparichikuchannel548
@pinkuparichikuchannel548 Жыл бұрын
Right
@sudarshanpradhan8034
@sudarshanpradhan8034 Жыл бұрын
Right
@YTShibaFreefire
@YTShibaFreefire Жыл бұрын
U r wrong because teacher jodi patha padhei Boni pila book anibo kemiti actually teacher manankara bhul beacuse mu realise korichhi
@MishraRecords
@MishraRecords Жыл бұрын
No u r wrong
@motivation-jr6dr
@motivation-jr6dr Жыл бұрын
Are bhai ete batajae katha kainki gala, sei pilamank sei muhurtre gurdian nku daki school ru rusticate karidebar thila. Jou pilati media samnaku asi katha kahuchi ta behaviour ru jana jauchi taku ta parents kete sanskar deichanti, eibhali pilamane samajara, schoolra , au sikhara nama rakhibe, Jai Ho...,emank parents nku. Chi... Chi... Chi....
@ranjanjena1378
@ranjanjena1378 Жыл бұрын
ମୁଁ ଜଣେ ଶିକ୍ଷକ ହିସାବରେ ମୋର ଗୋଟେ doubt ଅଛି। ଯଦି ପିଲାମାନେ କ୍ଲାସ ରେ disturbance କରିବେ। ତାହାଲେ ଆମେ କିପରି ଆକ୍ସନ ନବୁ। ଏଇଟା ତ ଦଣ୍ଡ ମୁକ୍ତ ଅଞ୍ଚଳ ସେମାନଙ୍କୁ ତ teacher kichhi b punishment ଦେଇ ପାରିବେ ନାହିଁ। ତା ଭିତରେ ସେଇ ଜଣେ ପିଲା ପାଇଁ total class ର ପଢା disturb ହଉଛି। Syllabus,LRP, Utkarsh ଭଳି ଆମ ସରକାର ଙ୍କ ବହୁତ ଯୋଜନା କୁ ମଧ୍ୟ ଫଳପ୍ରଦ କରିବାକୁ ପଡିବ। ତା ଭିତରେ ଜଣେ ଶିକ୍ଷକ କେମିତି ସେ ପିଲା ସହ deal କରିବ କୁହନ୍ତୁ ?
@Sarojinidei_minivlog63
@Sarojinidei_minivlog63 Жыл бұрын
Right
@drvicky1729
@drvicky1729 Жыл бұрын
exactly. aei chua nku guardian control Kariba darkar
@Dailymessageofhope
@Dailymessageofhope Жыл бұрын
Right sir👍
@healer278
@healer278 Жыл бұрын
Sir ame para nirupaya atha ama mundare action kana neba kichinai
@kalingasendha
@kalingasendha 6 ай бұрын
ମହାଶୟ ଆଜିର ଦିନରେ ସବୁ ଜିନିଷରେ ରାଜନିତୀକୁ ପୁରେଇ ସବୁ ପରିବେଶ ଖରାପ କରି ସାରିଲେଣି ନେତମାନେ । ନିଜେ କୁତ୍ତା ହେଇ ଅଛନ୍ତି ତେଣୁ ଅନ୍ୟ ମାନଙ୍କୁ ମଧ୍ୟ ସେପରି କରିବାକୁ ପ୍ରୟାସ କରୁଚନ୍ତି । ପିଲାଙ୍କୁ ରାଜନୈତିକ ସଭାରେ ଯୋଗ ଦେବାକୁ କହି କଣ ପାଉଛନ୍ତି । ବିଚରା ଶିକ୍ଷକ ମାନେ ମଧ୍ୟ ଭୟରେ ପିଲାଙ୍କୁ ନେଇ ଯାଉଛନ୍ତି ।
@govindbehera2763
@govindbehera2763 7 ай бұрын
ଆଜ୍ଞା ସାମ୍ବାଦିକ ଭାଇ ମାନେ ଆଜି ର ପିଲା ବହୁତ ମିଛ କହୁଛନ୍ତି
@sks.30
@sks.30 Жыл бұрын
ପ୍ରଥମ କଥା ଏଠି ଯୋଉ news reporter ଭାଇ ମନେ ଯାଇଛନ୍ତି ତାଙ୍କ news chhanel ଅଭଦ୍ର news ଛାଡ଼ୁଛି ଯଦି ବିଶ୍ୱାସ ନହେଉଛି ପ୍ରଥେମେ ଦେଖ ଏବଂ ପିଲା ମନେ ଶିକ୍ଷକ ମାନଙ୍କ ସହ ଏମିତି ବ୍ୟବହାର କରିବା କଥା ନୁହ, ଯଦି କିଛି ହେଇଛି ତାକୁ ସମାଧାନ କରାଯାଉ ନା କି ମେଡ଼ିଆ ଡାକିକି ପିଲାଙ୍କ support ରେ କହି ପିଲାଙ୍କୁ ନଷ୍ଟ କରନାହିଁ 🤦🤦🤦🤦🤦🤦
@gulumamunexpress1716
@gulumamunexpress1716 Жыл бұрын
ପିଲା ମାନେ ଏ ସବୁ ର ବହୁତ ଫାଇଦା ଉଠାଉଛନ୍ତି
@niharranjanvlogs5967
@niharranjanvlogs5967 Жыл бұрын
ଛାତ୍ର ମାନେ ବହୁତ ଉଧତ ହେଇଗଲେଣୀ, ଗୁରୁ ସବୁଠାରୁ ବଡ଼ ପର୍ବ କାଳରେ ଅଭିଭାବକ ମାନେ ପିଲା ମାନଙ୍କୁ ଗୁରୁ କୃଳରେ ଛାଡ଼ିଦେଇ ଆସୁଥିଲେ ସେ ପିଲା ସେଠି ପାଠପଢା ସହିତ ଯିଵନରେ ଭଲ ମଣିଷ ଭାବରେ ଉଚୀତ ଶିକ୍ଷା ଲାଭ କରୁଥିଲେ,, ଗୁରୁ କୁ ନ ମଣିଷ ନର ଗୁରୁ ସାକ୍ଷାତ ଈଶ୍ୱର,,
@luxuryspasalon5489
@luxuryspasalon5489 Жыл бұрын
thik
@pratapmaity2499
@pratapmaity2499 Жыл бұрын
ଚାମାର୍ ର ଭୁମିକା
@gayatreemarble3866
@gayatreemarble3866 Жыл бұрын
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରମବ୍ରହ୍ମ ତତ୍ନେଶ୍ରୀ ଗୁରବେ ନମଃ 👏👏
@tarachanmahananda6791
@tarachanmahananda6791 Ай бұрын
Emiti video re mantra kam kareni
@tdmxhitman2726
@tdmxhitman2726 24 күн бұрын
@dbdas9171
@dbdas9171 Жыл бұрын
ବିଦ୍ୟାଳୟରେ ମିଡ଼ିଆ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଉ କାରଣ ଏମାନେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମଧ୍ୟରେ ନିଜ TRP ପାଇଁ ଯୁଦ୍ଧ ଲଗେଇ ଦେଉଛନ୍ତି...... ଦୋଷୀ ଦଣ୍ଡ ପାଇବା ଦରକାର କିନ୍ତୁ ପିଲାଙ୍କୁ ଭିତରକୁ ଟାଣି ତାଙ୍କ ଆଗରେ ଏସବୁ ପାଲା କଲେ ଭବିଷ୍ୟତରେ ସେମାନଙ୍କ ମଧ୍ୟରେ ସମ୍ପର୍କ କିପରି ରହିବ ସେତେବେଳେ ମିଡ଼ିଆ ଦାୟୀ ରହିବତ ?
@malayabiswal3391
@malayabiswal3391 Жыл бұрын
ସେ teacher ସେ ମାନଙ୍କ ନିଜ ଲୋକ ବଳି ମିଡିଆ ବାଲାଙ୍କୁ ମାନଙ୍କୁ ମନା କରୁଛି
@bijoydas-qx3qg
@bijoydas-qx3qg Жыл бұрын
No comments for media
@dbdas9171
@dbdas9171 Жыл бұрын
@@bijoydas-qx3qg Media is not the Court
@pradiptadas5728
@pradiptadas5728 Жыл бұрын
@@bijoydas-qx3qg bala na
@sheelamishra3889
@sheelamishra3889 Жыл бұрын
ଶିକ୍ଷକ ଙ୍କୁ ପ୍ରଥ ମେ ସମ୍ମାନ ଦୀ ଅ ନ୍ତୃ,
@SiluMathematics
@SiluMathematics Жыл бұрын
Teachers ଙ୍କୁ ଭୁଲ ଦେଲେ ହବନି କିନ୍ତୁ ପିଲା ମାନଙ୍କର ବି ଭୁଲ
@sureshsahoo6134
@sureshsahoo6134 6 ай бұрын
ଏଭଳି ଉଦ୍ଧତ ପିଲା ଉତ୍ତମ ମଧ୍ୟମ ହେବା ପ୍ରଥମତଃ ଦରକାର ଥିଲା ଏବେ ଯେଉଁ ଦଣ୍ଡମୁକ୍ତ ବ୍ୟବସ୍ଥା ହେଲା ଏହି ବ୍ୟବସ୍ଥାର ପିଲା ମାନେ ଫାଇଦା ନେଇଛନ୍ତି ଦ୍ଵିତୀୟତଃ ଏହି ବାଜେ ଗଣମାଧ୍ୟମ ପ୍ରତିନିଧି ଏମାନେ ଯେଉଁଭଳି ବ୍ୟବହାର କରୁଛନ୍ତି ମୁଁଥିଲେ ଏମାନଙ୍କୁ ବାଡ଼େଇ ଥାଆନ୍ତି
@rukmanameher1180
@rukmanameher1180 Жыл бұрын
ପ୍ରଥମ କଥା ହଉଛି କିପରି ଭାବେ ସଂସ୍କାର ପାଇବେ ଛୁଆମାନେ ସେଥିପ୍ରତି ବାପା ମାଁ ମାନେ ଧ୍ଯାନ ଦେବା ଦରକାର। ଗୁରୁଜନଙ୍କୁ କିପରି ବ୍ୟବହାର ଦିଆଯିବ ସେଥିପ୍ରତି ଧ୍ଯାନ ଦେବା ଦରକାର
@sumanbanchhor81
@sumanbanchhor81 Жыл бұрын
Sir jadi bapa maa jadi besi sikhadeuchhanti tebe school jibar kana darkar
@sasmitakhamari6007
@sasmitakhamari6007 Жыл бұрын
ya muha ta banda khaila bhali katha kahuchhi patha kana padheiba ya ku banda dekha aa tama guru maa ghuda gehi
@bhaktaharidas7093
@bhaktaharidas7093 Жыл бұрын
ବହୁତ ଲଜ୍ଜିତ ଏଇ ପିଲା ପାଇଁ
@santanudas5281
@santanudas5281 Жыл бұрын
ମାଡାମ ଠିକ କହୁଛନ୍ତି 🙏
@MishraRecords
@MishraRecords Жыл бұрын
ଏଇ ସାମ୍ବାଦିକ ଗୁଡା journalisim ପାଠ ପଢିନାହାନ୍ତି, କାଙ୍ଗାଳ ଗୁଡ଼ାଏ ଏଇ line କି ପଶି ଆସି ସମାଜ କୁ କଳୁଷିତ କରୁଛନ୍ତି, ବହୁତ tr ସାରା ଜୀବନ ଚାକିରୀ କରି ବିନା ଦରମା ଓ pension ରେ ମରିଯାଉଛନ୍ତି, ଏମାନେ ସେଗୁଡା କ ଦେଖୁ ନାହାନ୍ତି ତ, ଏମାନେ କଣ bed ଟ୍ରେନ କି?, ପାଠ କେମିତି ପଢ଼ା ଯିବ tr ଜାଣିଛି, ତାକୁ ଦେଖିବେ teaching expert, ଏମାନେ ନିର୍ଲଜ ଓ ବିଶୃଙ୍ଖଳିତ, ଆଉ ମୂର୍ଖ ବି,
@ashokkumarpati4516
@ashokkumarpati4516 Жыл бұрын
ପିଲାମାନଙ୍କ ଚରିତ୍ର ଗଠନ ଏବଂ ନୈତିକ ଚେତନାର ଅଭିବୃଦ୍ଧି ହେବ ତାହା ଦେଖନ୍ତୁ ।ଖାଲି ଶିକ୍ଷକ ମାନଙ୍କୁ ଏପରି ହଟ ହଟା ନକରି ପିଲାମାନଙ୍କ ଦୋଷ ଦୁର୍ବଳତା ଓ ଚଗଲାମି କୁ ଅଣଦେଖା କରନ୍ତୁ ନାହିଁ ।
@deepakjena6190
@deepakjena6190 Жыл бұрын
ଏ ଶଳା ମିଡ଼ିଆ ବାଲାଙ୍କୁ କିଏ ଡାକିଚି ଆମେ ଏବେ ବି ଆମ ସାର ମାନଙ୍କୁ ଦେଖିଲେ ସାଇକେଲ ରୁ ଓଲେହି ପଡୁଚୁ ନମସ୍କାର କରୁଚୁ ଆଉ ଆଜି କାଲି ର ପିଲାମାନେ ଏମିତି 🧡💚
@securityguard5099
@securityguard5099 Жыл бұрын
Madarchod media
@Futurejobodisha
@Futurejobodisha Жыл бұрын
Thik katha bhai kahile
@asakichhisikhiba
@asakichhisikhiba Жыл бұрын
Right.. ଏ ମିଡ଼ିଆ ଵାଲା ମାନେ ବିନା ଗୁରୁ ରେ ଚାକିରୀ କରିଛନ୍ତି ପରା.. ସେ କଣ ଜାଣିବେ ଗୁରୁ ଶିଷ୍ୟ ର ପରମ୍ପରା
@sashi-thehardworker8396
@sashi-thehardworker8396 Жыл бұрын
ପିଲାଙ୍କର ବହୁତ ସାହସ । ନମ୍ରନ୍ତି ଫଳିନ ବୃକ୍ଷା ।
@SweetDevilSuv
@SweetDevilSuv Жыл бұрын
ଉତ୍ତମ ବିଚାର
@naturesYtShorts
@naturesYtShorts Жыл бұрын
Always respect to Teacher 🙏
@Tapasminimohanty123
@Tapasminimohanty123 Жыл бұрын
A madam bahut bhala bcz mu tanka pakhare 3yrs padhichi.. Setevele one of my favorite teacher thile... Sabu bele teacher ra bhul thiba ata nuha.. Pila mananku punishment nahabara a hauchi phala.. Teacher agare amiti kathabarta karuchanti.... Teacher mane kaha under re nuhanti jemiti paibe semiti question karibe aau jemiti paibe semiti behave karibe .. Pilanku punishment utheibara phala a sabu...
@sandhyaranipatra9221
@sandhyaranipatra9221 Жыл бұрын
ଶିକ୍ଷୟତ୍ରୀ ମାଆ ସମାନ ସେ ଯଦି ପିଲାଙ୍କୁ ଶାସନ କଲେ କିଛି ଅସୁବିଧା ନାହିଁ.... ପିଲାଙ୍କ ଭୁଲ୍ ରହୁଛି ..
@malayabiswal3391
@malayabiswal3391 Жыл бұрын
ଯଦି sekhyatri ମା ସମାନ ତା ହେଲେ 2ta ରେ ଆସିବ ଠିକ୍ କଥା ସେକ୍ରେଟାରୀ ସ୍କୁଲ ରୁ ବାହାର କରିବା ଅଧିକାର କି ଏ ଦେଲା
@PATTANAIK_GAMER
@PATTANAIK_GAMER Жыл бұрын
@@malayabiswal3391 tama pakhare kn pramana achhi
@chandrakantakhuntia1587
@chandrakantakhuntia1587 Жыл бұрын
ସେକ୍ରେଟାରୀ ଯଦି କିଛି କରିଛି ଆପଣମାନେ ସେକ୍ରେଟାରୀ ଙ୍କୁ ଡାକି ପଚାରନ୍ତୁ, ଶିକ୍ଷୟତ୍ରୀ ଙ୍କୁ କାହିଁକି ପ୍ରଶ୍ନ ପଚାରୁଛନ୍ତି
@baikunthabehera3971
@baikunthabehera3971 Жыл бұрын
Mu kahuni repota kahuchi SIKHYA RE AAME 18 . KARANHA AAME NIJEKU NIJE KAHUCHE NO.1 PUNHI BISWASTARIYA .......MULLARU BHUL ACHHI KI ? 23 BARSA CHALILA . SETHIRE PUNHI DHINA KEITA PARE.KHANHIJA PADHARTHA ( MANHANIJ KROMAIT BOXSID ETC ) SARIJIBA MANE CHORI HOIJIBA AAMAR ABASTA KANHA HABA .HE ODISA JOY ... JUHAR FULBANHI
@SagarCollege
@SagarCollege 4 ай бұрын
ପିଲା ଟି ର ସୁଅଭାବ ଟା ବହୁତ୍ ଖରାପ ଅଛି।
@basantijena556
@basantijena556 Жыл бұрын
ଏସବୁ ଭୁଲ ସବୁ ସରକାର ଙ୍କର କାରଣ ସ୍କୁଲରୁ ମାଡ ଉଠେଇବାଟା ଠିକ ନୁହେଁ ତେଣୁ ପିଲା ଉଦ୍ଧତ ହଉଛନ୍ତି ପିଲାମାନେ ବାପ, ମା ଙ୍କୁ ମାନୁନାହାନ୍ତି ଏବେ କଣ କରୁଛ କର
@rajucreationarmylovers1373
@rajucreationarmylovers1373 Жыл бұрын
ଏହିପରି case dekhi Baki teacher ba school re ପିଲାଙ୍କ ପ୍ରଶ୍ନ ପଚାରିବା ପାଇ ଡରିବେ କହିବେ ବାପା ତୋତେ ମୁଁ exam re ୧୦୦/୧୦୦ no debi
@anuranimahapatra1920
@anuranimahapatra1920 Жыл бұрын
Right
@monalisamania2202
@monalisamania2202 Жыл бұрын
ସବୁ ଭୁଲ୍ ବାପା ମା ଙ୍କ ର ଆଗ ନିଜ ପିଲା ଙ୍କ ଭୁଲ୍ ଦେଖ ତା ପରେ ଶିକ୍ଷକ ଙ୍କ ଭୁଲ୍ ଦେଖିବେ ଆଜି କାଲି ବାପା ମା ନିଜ ପିଲା ଙ୍କ ଭୁଲ୍ କୁ ଅଣ ଦେଖା କରି ନିଜ ହାତ ରେ ତାଙ୍କ ଭବିଷ୍ୟତ ନଷ୍ଟ କରୁଛନ୍ତି ଏମିତି ପିଲା ଙ୍କୁ ସପୋର୍ଟ କରିବାର ମାନେ ତାଙ୍କୁ ଭୁଲ୍ କରିବାକୁ ପ୍ରୋ୍ସାହନ ଦେବା ଦୟା କରି ନିଜ ପିଲା ଙ୍କୁ ନିଜେ ଗଢନ୍ତୁ ଆଉ ପିଲା ଙ୍କ ଭୁଲ୍ ଦେଖନ୍ତୁ ଶିକ୍ଷକ ମାନଙ୍କର ବି ଭୁଲ୍ ହେଲେ ନିଜେ ନିଜ କୁ ଜଗିଲେ ଠିକ୍ ହେବ 🙏
@suryakanta94
@suryakanta94 4 ай бұрын
ଏ ପିଲା ଦିନେ ପ୍ରଧାନ ମନ୍ତ୍ରୀ ହବ 😂 ବଢିଆ ପିଲା ଟିଏ ବାପା ମା ଭଲ ସଂସ୍କାର ଦେଇଛନ୍ତି
@manojadalai9840
@manojadalai9840 Жыл бұрын
No respect is given to teacher. ସେ ଏତେ ସମୟ ଯାଏଁ ତମ questions ସବୁ ର ଉତ୍ତର ଦେଲେ, ସଳେଇ ଆଉ କିଏ ହେଲେ ତମକୁ କିଛିବି ଉତ୍ତର ଦେଇନଥନ୍ତା 😁
@balarampatra8972
@balarampatra8972 Жыл бұрын
ମିଡ଼ିଆ ଭାଇମାନଙ୍କୁ ଏତିକି ଅନୁରୋଧ ଦୁଇକୁଲକୁ ଦେଖିବାକୁ ପଡ଼ିବ ଖାଲି ଟିଚର୍ସ ମାନଙ୍କୁ ନିନ୍ଦା ଦେଲେହେବ ନାହିଁ ଆଜିକାର ପିଲାମାନେ ମଧ୍ୟ ବହୁତ ଦୁଷ୍ଟାମି କରୁଛନ୍ତି।ଆଜିକାଲି ମିଡ଼ିଆ ଭାଇମାନେ ଗଡୋଗୋଲିଆ ପରିସ୍ଥିତି ସୃଷ୍ଟି କରି ମଜା ଦେଖୁ ଛନ୍ତି।
@artsandshreyaslifestylebys3
@artsandshreyaslifestylebys3 Жыл бұрын
Always Respect Teacher🙏🙏🙏🙏
@namitasambalapurivlog77
@namitasambalapurivlog77 Жыл бұрын
Amiti chua mane kebe manisha hebeni j ki Guru nku Respect deba jani nahanti 😡
@basudev-zu1we
@basudev-zu1we Жыл бұрын
Aji କା ପିଲା ଙ୍କୁ ସମ୍ଭାଳି ହବନି ଆଉ ବାକି ରହିଲେ ଏଇ ମିଡ଼ିଆ bala 😡
@mirjahansdah51
@mirjahansdah51 Жыл бұрын
ମିଡିଆ ମାନେ ବି ଗୋଟେ ଗୋଟେ ପିଲାଙ୍କ ପରି ଅବୁଝା ହେଉଛନ୍ତି l
@snigdharanisahu2265
@snigdharanisahu2265 Жыл бұрын
ମିଡ଼ିଆ ମାନେ ହିଁ ହାରାମି *No-1 👊👊
@sipunswain5235
@sipunswain5235 Жыл бұрын
Au
@sipunswain5235
@sipunswain5235 Жыл бұрын
Kela laghichi au
@suryamanitadingi2758
@suryamanitadingi2758 6 ай бұрын
Bdmas media correct resion no janunu michha prachara koranti barambar questions.
@CharanMahanand-i8v
@CharanMahanand-i8v 6 ай бұрын
1 namber friends thanks midia harami
@CharanMahanand-i8v
@CharanMahanand-i8v 6 ай бұрын
1 namber friends thanks midia harami
@sandhyaranidas7179
@sandhyaranidas7179 Жыл бұрын
ଶିକ୍ଷା ଜଗତ ପୁରା ଗଲା
@SaraBadseth
@SaraBadseth 6 ай бұрын
Very good super teacher ❤
@GUNA1436
@GUNA1436 Жыл бұрын
କେଡେ ହାରାମି ମିଡ଼ିଆ ଏମାନଙ୍କ ପାଇଁ ରାଜ୍ୟ ଦେଶ ଖରାପ ହେଉଛି!!
@nirmalapati811
@nirmalapati811 Жыл бұрын
LP
@mahendraguru4273
@mahendraguru4273 Жыл бұрын
Media tora kn kala kire maghia
@mahendraguru4273
@mahendraguru4273 Жыл бұрын
Pila nka future saha kheliba kou madam nka adhikara nhi
@AmitKumar-xb4nl
@AmitKumar-xb4nl Жыл бұрын
@@mahendraguru4273 mind your language .. Bastard child
@AmitKumar-xb4nl
@AmitKumar-xb4nl Жыл бұрын
@@mahendraguru4273 to bhalia murkh hebe ki sabu pila
@shree1204
@shree1204 Жыл бұрын
Mam is absolutely right, be respect teachers. These type of behavior of childrens and media is not acceptable.
@sarojinikanhar8416
@sarojinikanhar8416 Жыл бұрын
Yes, ପିଲାମାନେ ସାର୍ ଦିଦି ଙ୍କୁ ଭୟ କରୁନାହାନ୍ତି ଜବାବ୍ ଦେଉଛନ୍ତି ଏହା ହେବାର କାରଣ ଦଣ୍ଡମୁକ୍ତ ଅଞ୍ଚଳ ହେବା ଯୋଗୁଁ ....
@lockydigal3692
@lockydigal3692 Жыл бұрын
ମୁର୍ଖ କି ମିଡ଼ିଆ ବାଲା ଜାଣିଛ କି ନାହିଁ ବଟମ୍ ମାରିଲେ ମାଷ୍ଟର ଙ୍କ present ବୋଲି ସରକାର ଘୋଷଣା କରିଛନ୍ତି, ତ ସେ ସେଇଟା କଲା କଣ ଅସୁବିଧା ହେଲା କି ତମର, ପିଲାଙ୍କୁ ସରକାର୍ ମୁର୍ଖ କରିଛି ଆଉ ତମେ ମାଷ୍ଟର୍ ଙ୍କୁ ଅପମାନ କରୁଛ
@subhashreepandalifestyle8551
@subhashreepandalifestyle8551 Жыл бұрын
ପିତା ମାତା ଶିକ୍ଷକ ଶିକ୍ଷୟିତ୍ରୀ ଆମର ଠାକୁର ଆମେ ତାଙ୍କୁ ପୁଜା କାରିବା କଥା ଆଜି କାଲି ପିଲାମାନେ ପୁରା ଖରାପ 🙏🙏🙏 ସେ ଆମର ପ୍ରଥମେ ଭାଗବାନ 🙏🙏
@Biju4433
@Biju4433 Жыл бұрын
Aaji kali pila mane bi kharap aame janichu. Kintu aaji kali ye teacher mane bi bahut kharap ok madam
@subhashreepandalifestyle8551
@subhashreepandalifestyle8551 Жыл бұрын
@@Biju4433 ham 🙏
@Rocky98725
@Rocky98725 Жыл бұрын
Madam ଠିକ୍ କହିଛନ୍ତି....ମିଡିଆବାଲାଏ ଯେତେ ଚେଷ୍ଟା କଲେ ବି ଜଣେ ଭଲ ଲୋକକୁ ଖରାପ କରିପାରିବେନି.
@swarnalatabeherabehera2352
@swarnalatabeherabehera2352 Жыл бұрын
Always respect teachers 🙏🙏
@munapalai3998
@munapalai3998 Жыл бұрын
You are riting ok
@barshadas5307
@barshadas5307 Жыл бұрын
Right bhai...a sola media Bala respect kn janinahanti
@asakichhisikhiba
@asakichhisikhiba Жыл бұрын
ଏ teacher ଠିକ କହୁଛନ୍ତି... ଏ media ଵାଲା ମାନେ ନିଜ position ର ଦୁରୁପଯୁଗ କରୁଛନ୍ତି
@SiluMathematics
@SiluMathematics Жыл бұрын
ଭାଇମାନେ ଯେତିକି ସମୟ ଏଠୀ ନଷ୍ଟ କରୁଚ ସେତିକି ସମୟ ପିଲା ମାନଙ୍କୁ ଟିକେ ବୁଝା ସେମାନେ ପାଠ କେମିତି ପଢ଼ିବେ
@nrusinhatripathy6930
@nrusinhatripathy6930 Жыл бұрын
ମୋତେ ବି ପଢେଇ ନଥିବା ଯୋଗୁଁ ମୁଁ ଗୀତା ପଢିଲି। ଆଉ ସଫଳତା ପାଇ ପାରିଲି।🙏🙏🙏🙏🙏
@jatteditzofficial2930
@jatteditzofficial2930 Жыл бұрын
🤣🤣
@chinmayasahoo2200
@chinmayasahoo2200 Жыл бұрын
Tara mane kan
@presanmallik1494
@presanmallik1494 Жыл бұрын
Satare gita knowledge is the best knowledge
@lipidashexplore6698
@lipidashexplore6698 Жыл бұрын
Bahut badia bhai. Asantu misiki gita prachar kaariba Harekrishna
@susmitajena5414
@susmitajena5414 Жыл бұрын
@@lipidashexplore6698 mote bi daka re
@rajendranrarayanasahoo962
@rajendranrarayanasahoo962 Жыл бұрын
Respect teacher 🙏🙏🙏
@ranjannayak8290
@ranjannayak8290 Ай бұрын
ନୁଆ ନୀଜୁତୀ କରାଜାଉ ଏମାନଙ୍କୁ କଢାଜାଉ
@sanjaymallickhindustanmera8031
@sanjaymallickhindustanmera8031 Жыл бұрын
ଏମାନେ ସ୍କୁଲ କୁ ପଢ଼ିବାପାଇଁ ଆସିନାହାନ୍ତି ଏମାନେ ଟାଇମ୍ ପାସ୍ କରିବାକୁ ଆସିଥାନ୍ତି ଏମାନଙ୍କ ମାଁ ବାପା ମାନେ ଏମାନଙ୍କ ସାଥ ଦବା ଠିକ୍ ନୁହେଁ ଏହି ପିଲାମାନେ ମାନେ ଦୀନେ ବଡହେବେ ବାପା ମାଁ ଙ୍କୁ ଚପଲରେ ମାରିବେ ରାସ୍ତା କଡ଼ରେ ବାପା ମାଁ କାନ୍ଦି ବୁଲିବେ
@shivanathnaik3230
@shivanathnaik3230 Жыл бұрын
Father and Mother are responsible for this activities. Media also. Students aren't showing respect to the teachers.
@suryakantaparida3722
@suryakantaparida3722 Жыл бұрын
Media bhai mane bahut kharap bhaba re question karuchanti teacher madam nku... Shameless media
@JYOTIPRAKASHPANDA11
@JYOTIPRAKASHPANDA11 Жыл бұрын
Pilati ra katharu janapaduchi se 100 percent micha kahuchi au a sabu school ru mada authi jibaru hauchi Jay jagannath🙏🙏
@NilakanthaPradhan-p9f
@NilakanthaPradhan-p9f 5 ай бұрын
ସବୁଠାରୁ ବଦମାସ୍ ମିଡିଆ
@CreationOdia1234
@CreationOdia1234 Жыл бұрын
ସେ ପିଲା ର ସାଳିନତା ତା ବାପା ମା ତାକୁ ଶିଖେଇ ନାହାନ୍ତି ଏତେ ଅଭଦ୍ର ସେ ପିଲା ବାଳ ତୁ ଛାତ୍ର ନା ବେ ତୁ ଶିକ୍ଷକ ଶିକ୍ଷକ ଙ୍କୁ ଏତେ ଅଭଦ୍ର ବ୍ୟବହାର Camera ସାମ୍ନା ରେ ତା ବାପ ମା କେମିତି ଭଦ୍ର ସବୁ ଦେଖାଯାଉଛି
@eatingranger9929
@eatingranger9929 Жыл бұрын
ଏ ଛୁଆଟା ବଡ ହେଲେ ଚୋର ହବ ଯାହା ତା ମୁହଁରୁ ଜଣା ପଡୁଚି 🔥
@aratidharua7168
@aratidharua7168 Жыл бұрын
Science teacher English kemiri padhaiba,,,,
@birensamal2282
@birensamal2282 Жыл бұрын
ଧନ୍ୟ ରେ ପିଲା,,, ଧନ୍ୟ ତୁମ ବାପା ମା 😄
@KeshabchandraKar
@KeshabchandraKar 6 ай бұрын
Madam is Right
@srikantamishra1755
@srikantamishra1755 Жыл бұрын
ଓଡିଶା ରେ ଭାରତର ସର୍ବନିମ୍ନ ଦରମା ପ୍ରାଥମିକ ଶିକ୍ଷକ ଙ୍କର, ସାମ୍ବାଦିକ ମାନେ ରାଜ୍ୟସରକାର ଙ୍କୁ କହି ଓଡିଶାର ପ୍ରାଥମିକ ଶିକ୍ଷକ ପଦ କୁ ନ୍ୟାୟ ଦେବା ରେ ସାହାଯ୍ୟ କରନ୍ତୁ l
@deepaksamal4273
@deepaksamal4273 Жыл бұрын
Madam thek kahechanti
@deepaksamal4273
@deepaksamal4273 Жыл бұрын
Tuma Kia bhai
@deepaksamal4273
@deepaksamal4273 Жыл бұрын
Katha khaicha ga
@ranjankumarsahoo9882
@ranjankumarsahoo9882 Жыл бұрын
ଜୟ ଦିଦି 😀😀😀
@biswajitsagar3028
@biswajitsagar3028 Жыл бұрын
Best teacher 🙏🙏🙏❤️🙏🙏🙏
@bhagyabantadas9540
@bhagyabantadas9540 Жыл бұрын
A media aau gardian nhi pilamanku nasta karibe
@lipsharanidas8527
@lipsharanidas8527 Жыл бұрын
Bala na
@jhunupadhan8247
@jhunupadhan8247 Жыл бұрын
@@lipsharanidas8527 😆😆
@utkalbhuyan180
@utkalbhuyan180 5 ай бұрын
Eei madam nku full support milu 🙏🏻
@sunitasamal944
@sunitasamal944 Жыл бұрын
ALWAYS RESPECT TEACHER 🙏🏻🙏🏻🙏🏻
@Vlogger_asish
@Vlogger_asish Жыл бұрын
Best teacher 🙏
@pentopaper618
@pentopaper618 Жыл бұрын
Jo pila r padhibar ichha thib se pila r behaviour ru jana padijae au ea science teacher so energetic mam sada bele teacher dayi nuh pila r doso ta ku agaku anun khali indi karidele t trp badhijauthib
@rupalisahoo9959
@rupalisahoo9959 6 ай бұрын
ସେ ଅଭଦ୍ର ଛୁଆ କୁ ସ୍କୁଲରୁ ବିଦା କରନ୍ତୁ
@manashbiswal3192
@manashbiswal3192 Жыл бұрын
ପିଲା ମାନେ ବହୁତ ଉଦ୍ଧତ ହେଇଗଲାହେନ୍ତି ତାଙ୍କୁ ପାନିଶୀମେଣ୍ଟ ଦିଆ ଯାଉ
@demonking1193
@demonking1193 Жыл бұрын
ଆଜି କାଲିକା ଯୁଗରେ କିଏ ଠିକ କିଏ ଭୁଲ କିଛି ଜାଣିହଉନି 🤔
@Jitukrishnalove123
@Jitukrishnalove123 Жыл бұрын
ଦୟା କରି ସବୁ ବେଳେ ଶିକ୍ଷକ ମାନଙ୍କୁ ଦୋଷ ଦିଅ ନ୍ତୁନି। ଏହି କାରଣରୁ ପିଲାମାନେ ସିକ୍ଷଙ୍କ ଙ୍କୁ ମନୁନାହାନ୍ତି ।ମିଡିଆ ଭାଇ ମାନେ ଏତେ ହସ୍ତକ୍ଷେପ କରିବା ଭୁଲ । ସବୁବେଳେ ପିଲା ଙ୍କ କଥା ମାନିବା ଭୁଲ । ଅତି ଖରାପ ପିଲା ଗୁଡା ସେମାନଙ୍କୁ ଖାଲି ଶାସନ ଦରକାର।
@sudhansusekhardash9010
@sudhansusekhardash9010 6 ай бұрын
ଯାହାର ଅଭିଯୋଗ ଅଛି କତୃପକ୍ଷଙ୍କୁ କହିପାରିବେ କିନ୍ତୁ କ୍ଲାସ room ରେ ନୁହେଁ ବୋଲି ଚର୍ଚ୍ଚା ଚାଲିଛି।
Man Mocks Wife's Exercise Routine, Faces Embarrassment at Work #shorts
00:32
Fabiosa Best Lifehacks
Рет қаралды 6 МЛН
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 9 МЛН
Worst flight ever
00:55
Adam W
Рет қаралды 31 МЛН
小路飞嫁祸姐姐搞破坏 #路飞#海贼王
00:45
路飞与唐舞桐
Рет қаралды 14 МЛН
Man Mocks Wife's Exercise Routine, Faces Embarrassment at Work #shorts
00:32
Fabiosa Best Lifehacks
Рет қаралды 6 МЛН