DOLA PURNIMA CELEBRATION IN OUR BHANJAKIA VILLAGE

  Рет қаралды 881

SCIENTIFIC MOHAN

SCIENTIFIC MOHAN

Күн бұрын

Dolo Purnima Celebrate In Bhanjakia Village Of Mayurabhanj, Odisha #scientific_mohan#GopaloOgaloSong
CREATER:-🌼MOHAN KUMAR BARIK🌼
🥰SUBSCRIBE NOW:- / scientificmohan7
🎥VIDEO BY:- SCIENTIFIC MOHAN TEAM🎞️
1.🌼Mohan Kumar Barik🌼
2.Rakesh Kumar Barik 😃
3.Dibya Joyti Barik😄
Facebook:- / juniorscientistmohan
Instagram:-@Mohan_Kumar_Barik_Offical
ଜୟ ଜଗନ୍ନାଥ⭕❗⭕
🔰ଓଡ଼ିଶା ର ପ୍ରାକୃତିକ ସୈନ୍ଦର୍ଯ୍ୟ ରେ ଭରା ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର ଠାରୁ ପ୍ରାୟ ୧୧୦ କି.ମି ଦୂରରେ ପଡ଼େ ଐତିହାସିକ ଭଞ୍ଜକିଆ ଗ୍ରାମ । ଏହି ଗ୍ରାମରେ ଅନେକ ସମ୍ପ୍ରଦାୟର ଲୋକମାନେ ମିଳିମିଶି ବାସ କରନ୍ତି। ହେଲେ ଏହି ଗ୍ରାମର ଗଉଡ଼ ଅର୍ଥାତ ଗୋପାଳ ସମ୍ପ୍ରଦାୟର ଲୋକ ମାନଙ୍କର ସଂସ୍କୃତି ଟିକେ ନିଆରା।
🎁ତେବେ ଏହି ସମ୍ପ୍ରଦାୟର ଲୋକମାନଙ୍କର ମୁଖ୍ୟପର୍ବ ମଧ୍ୟରୁ ଦୋଳପୂର୍ଣ୍ଣିମା ଅନ୍ୟତମ। ଏହି ଦୋଳପୂର୍ଣ୍ଣିମା ସମୟରେ ଭଗବାନ କୃଷ୍ଣଙ୍କୁ ଦୋଳଗୋବିନ୍ଦ ରୂପରେ ପୂଜା କରାଯାଇଥାଏ। ତେବେ ଶ୍ରୀ ରାଧା ଗୋବିନ୍ଦ ଗଉଡ଼ ସେବା ସଂଘ ଭଞ୍ଜକିଆ , ମୟୂରଭଞ୍ଜ ତରଫରୁ ଦୋଳପୂର୍ଣ୍ଣିମା ଦିନ ଭଗବାନ କୃଷ୍ଣଙ୍କ ର ପ୍ରତିମା ଟିକୁ ସାରା ନଗର ପରିକ୍ରମା କରାଯାଉଥିବାବେଳ । ଆଖପାଖରେ ଅବସ୍ଥିତ ଥିବା ଗ୍ରାମ ଗୁଡିକରେ ମଧ୍ୟ ପରିକମା କରାଯାଥାଏ ।
ତେବେ ଗଉଡ଼ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ କିପରି ପାଳନ କରିଥାନ୍ତି ଚାଲନ୍ତୁ ଏ ସମ୍ପର୍କରେ ଅଧିକ କିଛି ଜାଣିବା ଆସନ୍ତୁ ।
🎁ଗଉଡ ସମ୍ପ୍ରଦାୟର ଲୋକମାନେ ଦୋଳପୂର୍ଣ୍ଣିମା ଦିନ ଗାଇ ମାନଙ୍କୁ ବନ୍ଦାପନା କରନ୍ତି ତେଣୁ ଭୋର ସକାଳ ସମୟରେ ଗାଇମାନଙ୍କୁ ଗାଧୋଇ ଦିଆଯାଇଥାଏ। ପରେ କିଛି ସମୟ ପାଇଁ ଖରାରେ ଛାଡ଼ିଦିଆ ଯାଇଥାଏ।
ଦୋଳପୂର୍ଣ୍ଣିମା ଦିନ ଗୋମାତାଙ୍କୁ ଅର୍ଥାତ ଗାଇ ମାନଙ୍କୁ ବନ୍ଦାପନା କରିବା ପାଇଁ ପଳାସ ,ଶାଳ, ଧାତକି, ତିଳଉ ଆଦି ଜଙ୍ଗଲ ଜାତ ଫୁଲ ଗୁଡିକୁ ନେଇ ମାଳ ପ୍ରସ୍ତୁତ କରାଯାଇଥାଏ ।
ବେଳ ବୁଡିବା ପରେ ଅର୍ଥାତ ସନ୍ଧ୍ୟା ସମୟରେ ଗେଡ଼ା ନାମକ ଏକ ବୃକ୍ଷର ଛାଲିରୁ ରସ ସଂଗ୍ରହ କରି ଚାଉଳ ସହିତ ମିଶାଇ ଚକୁଳି ପିଠା ପ୍ରସ୍ତୁତ କରାଯାଇଥାଏ।
ପରେ ପୂଜାଥାଳିରେ ସବୁତକ ଜିନିଷ ଥୋଇଦେଇ ଗୁହାଳ ନିକଟରେ ଗାଈମାନଙ୍କୁ ବାନ୍ଧିବା ପାଇଁ ଥିବା ଖୁଣ୍ଟ କୁ ପୂଜା କରାଯାଇଥାଏ । ପରେ ଗାଇ ମାନଙ୍କୁ ହଳଦୀ ପାଣିରେ ଗୋଡ଼ ଧୋଇ ଦିଆଯାଇଥାଏ।ପରେ ଗାଇ ମାନଙ୍କର ଲଲାଟରେ ଅଗରୁ ଚନ୍ଦନ ଚିତା ଦିଆଯାଇଥାଏ।ଏହାପରେ ଗାଈ ମାନଙ୍କୁ ଜଙ୍ଗଲଜାତ ଫୁଲରେ ତିଆରି ମାଳଟି ପିନ୍ଧେଇ ଦିଆଯାଇଥାଏ।
ଗଉଡ଼ ସମ୍ପ୍ରଦାୟର ଲୋକମାନେ ଗୋମାତାଙ୍କୁ ମା ବୋଲି ପୂଜା କରିଥାନ୍ତି। ତେଣୁ ଦୋଳପୂର୍ଣ୍ଣିମାରେ ଗାଇମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଯାଇଥାଏ।
ପରେ ଦୀପଜାଳି ଗାଇମାନଙ୍କୁ ବନ୍ଦାପନା କରାଯାଇଥାଏ ଏବଂ ଚକୁଳି ପିଠାଟି ଗୋମାତାଙ୍କୁ ଖୁଆଇ ସାରିବା ପରେ । ଗୋମାତା ଙ୍କ ଠାରୁ ଆର୍ଶିବାଦ ପ୍ରାର୍ଥନା କରାଯାଇଥାଏ ।
ଦୋଳପୂର୍ଣ୍ଣିମା ଦିନ ଶ୍ରୀ ରାଧା ଗୋବିନ୍ଦ ଗଉଡ଼ ସେବା ସଂଘ ଭଞ୍ଜକିଆ , ମୟୂରଭଞ୍ଜ ତରଫରୁ ଗ୍ରାମ ପରିକ୍ରମା ତଥା ସହର ପରିକ୍ରମା କରାଯାଇଥାଏ।
ଦୋଳ ଯାତ ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା
🎁#TAG'S(For Related Video's)🎥
#Mohan_Kumar_Barik_Offical
#Scientific_Mohan #Bhanjakia #Mayurbhanj #Odisha #Gouda #Holi #New_Video #Gouda_Video #Bhanjakia #Cuttack_Dolo_Yatra
#Bhanjnakia#Mohan_Kumar_Barik_Offical

#Bhanjnakia
#gopala_ogala#gopalaogalamahimagopalaogala_mahimavideosong
#No_Copyright_intended
#Self_generated_music
#Music_Are_Varified_By_KZbin_Copyright_Cheaking_Software #purchase_Music

Пікірлер: 6
@ScientificMohan
@ScientificMohan 2 жыл бұрын
ଭିଡ଼ିଓଟିକୁ ଶେଷ ଯାଏଁ ଦେଖିବାକୁ ଅନୁରୋଧ ଧନ୍ୟବାଦ🙏 #Scientific_Mohan
@rahulmohakud73
@rahulmohakud73 2 жыл бұрын
Very nice video❣️
@dibyajyotibarik7833
@dibyajyotibarik7833 2 жыл бұрын
Nicee
@ScientificMohan
@ScientificMohan 2 жыл бұрын
Thanks 🥰
@padmalochan139
@padmalochan139 2 жыл бұрын
So nice 👍👍 well done 👍
@ScientificMohan
@ScientificMohan 2 жыл бұрын
Thanks Sister 🥰
Sigma baby, you've conquered soap! 😲😮‍💨 LeoNata family #shorts
00:37
Life hack 😂 Watermelon magic box! #shorts by Leisi Crazy
00:17
Leisi Crazy
Рет қаралды 80 МЛН
Don't look down on anyone#devil  #lilith  #funny  #shorts
00:12
Devil Lilith
Рет қаралды 47 МЛН
Viral Video of a Man's Crazy Job Interview
16:02
Darryl Vega TV
Рет қаралды 1,4 МЛН
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 2,1 МЛН
KANDHA MANKAR GANESH PUJA
18:25
ଆମେ କନ୍ଧ ପିଲା
Рет қаралды 171