Lobha ଲୋଭ - କଥା ନଦୀ Katha Nadi

  Рет қаралды 689,916

DD ODIA

DD ODIA

Күн бұрын

#odiaplaylobhokatha
#lobhokatha
#kathanadi

Пікірлер: 420
@PratimaBehera-z3t
@PratimaBehera-z3t 3 ай бұрын
2024 କିଏ କିଏ ଦେଖୁଛ ❤❤
@asish1418
@asish1418 Ай бұрын
@@PratimaBehera-z3t mun
@user-Berhampurboy
@user-Berhampurboy 16 күн бұрын
I'm watching reality is good story ..sucha a mazing story I always miss this memories in my childhood life
@tungurubhola7220
@tungurubhola7220 11 күн бұрын
Didi mu dekhuchi.....😊
@samcurran5800
@samcurran5800 2 жыл бұрын
Masterpiece. Real enough acting to make anyone cry. This is GOLD. Today's Odia Film Industry is Simply GARBAGE.
@manoranjan9325
@manoranjan9325 3 ай бұрын
ମୋ ସ୍କୁଲ ବେଳର ଏହି କାହାଣୀ ଟି .
@supravapandit613
@supravapandit613 2 жыл бұрын
ଖୁବ୍ ସୁନ୍ଦର କଥା ନଦୀ
@teachervloggerjunoon5867
@teachervloggerjunoon5867 2 жыл бұрын
✔️✔️
@abhimanyusathy9627
@abhimanyusathy9627 7 ай бұрын
ମୋ ପିଲା ଦିନ କଥା ମୋନେପୋଡି ଗଲା 😭😭💞💞🙏🙏
@pabitravlogs9168
@pabitravlogs9168 2 жыл бұрын
❤️❤️❤️❤️❤️❤️❤️
@bahubalisantosh1939
@bahubalisantosh1939 2 жыл бұрын
Akhi re luha aasigala.... school time re dekhithili...so pilla dina Katha mane padigala
@truptimayeepanda3340
@truptimayeepanda3340 2 жыл бұрын
ପିଲାଦିନେ ମୁଁ ଯେତେବେଳେ ସ୍କୁଲରୁ ଆସେ ସେତେବେଳେ ଏସବୁ କୁ ଦେଖେ ।ଆଜି ପିଲା ଦିନର କଥା ମନେ ପଡିଗଲା ଏସବୁ ଦେଖି।
@sameer_barik2305
@sameer_barik2305 2 жыл бұрын
Right 🙏
@sameer_barik2305
@sameer_barik2305 2 жыл бұрын
Mu bi dekhe jebe DD national TV re dauthila
@chefsaraot7316
@chefsaraot7316 2 жыл бұрын
Pp
@chefsaraot7316
@chefsaraot7316 2 жыл бұрын
P
@chefsaraot7316
@chefsaraot7316 2 жыл бұрын
P
@jokergamer8055
@jokergamer8055 Жыл бұрын
ପିଲା ଦିନେ ମୁ 1 ଥର ଦେଖି ଥିଲି ସେଇ ଦିନଠୁ ମୂ ଏ କାହାଣି ଦେଖି ବା ପାଈ ମୁ ବହୁତ ଖୋଜେ ଆଜୀ ପାଈ ଗଲି ଆଉ ଆଜି ମୋ ପିଲା ଦିନର କଥା ଆଜି ମୋ ଆଖି ଆଗରେ ଦେଖା ଯାଉଛି (ସେଥି ପାଈ ମତେ DD NATIONAL) ମୋର ସବୁଠୁ ପ୍ରୀୟ
@AkashKumar-k8k1u
@AkashKumar-k8k1u 3 ай бұрын
Hi
@LaxmiPriya-i4q
@LaxmiPriya-i4q 3 ай бұрын
Mu bi dekhi nathili
@tapanbarik779com4
@tapanbarik779com4 3 ай бұрын
ଓଡ଼ିଆଙ୍କ ପ୍ରଥମ ମନୋରଞ୍ଜନ ଚାନେଲ୍ ଆମ ଦୂରଦର୍ଶନ ପିଲାଦିନ କଟିଛି ମୋର
@singer9164
@singer9164 5 ай бұрын
କୋଉଠି କେଜାଣି ହଜି ଯାଇଛି ମୋର ସେଇ ପିଲା ଦିନ, କାଲି ପରି ଲାଗୁଛି,😢😢
@chandrakantaacharya8623
@chandrakantaacharya8623 2 жыл бұрын
ସତରେ କେତେ ଖୋଜିଛି ସବୁବେଳେ ଭାବେ କି ୟୁଟି ଉବ୍ ରେ କଣ ପାଇଁ ଆସୁନି। ଆଜି ପାଇଗଲି। ବହୁତ୍ ଖୁସି ଆଉ ଧନ୍ୟବାଦ୍ ମଧ୍ୟ।
@teachervloggerjunoon5867
@teachervloggerjunoon5867 2 жыл бұрын
Yess👌👌
@DAKOTA1940s
@DAKOTA1940s 2 жыл бұрын
ସରଳ କାହାଣୀ ଭିତରେ ସମାଜକୁ ଏକ ଶିକ୍ଷା ଓ ମୋ ମାତୃଭାଷା ର ମୁଲ୍ୟ କୁ ବଜାଇ ରଖି ବାର ଏକ ପ୍ରୟାସ । କେତେ ଭଲ ଲାଗୁଥିଲା ସେ ପ୍ରତେକ ଶବ୍ଦ । ଖାଣ୍ଟି ଓଡ଼ିଆ..... ତମେ ଆପଣେ 🙏🏻.... ଜୟ ଜଗନ୍ନାଥ❤️🙏🏻
@boringblogs5852
@boringblogs5852 10 ай бұрын
🙏
@_BeAJ0ker
@_BeAJ0ker Жыл бұрын
TV ରେ ଆଜି କାଲି ଚାଲୁଥିବା ଘରଭଙ୍ଗା ସିରିଏଲ୍ କୁ ବନ୍ଦ କରି... ଏଇ ଭଳି pure content ଆଉ amazing story ଚାଲିବା ଦରକାର ❤😊
@Cloud_gaming_op
@Cloud_gaming_op 7 ай бұрын
ଓଡ଼ିଆ ଧାରାବାହିକ ହସ୍ତାକ୍ଷର ,ଅପଲୋଡ଼ କରନ୍ତୁ ବହୁତ ଶିକ୍ଷଣୀୟ ଧାରାବାହିକ ହସ୍ତାକ୍ଷର
@amritamrit5215
@amritamrit5215 2 жыл бұрын
Ebe ra... generation...esabu ra mithapana kmt janibe..we have the best childhood ❤️❤️❤️pure odia language ❤️
@sisirkumar8047
@sisirkumar8047 2 жыл бұрын
ସୁନ୍ଦର ଗଳ୍ପ ଟିଏ 💖 ପିଲାଦିନ କଥା ପୁଣି ଥରେ ମନେ ପକାଇ ଦେଲା
@birenkumarsahoo2823
@birenkumarsahoo2823 2 жыл бұрын
U r rt
@saijitmantry8703
@saijitmantry8703 2 жыл бұрын
👍❤
@teachervloggerjunoon5867
@teachervloggerjunoon5867 2 жыл бұрын
Right
@tophanbiswal
@tophanbiswal 2 жыл бұрын
ଆଗ କାଳର କରାଳ ଓ ମନୋହର ଦୃଶ୍ୟ ଅତ୍ୟନ୍ତ ଆକଶ୍ରନିଅ ,💯🖤🙏🙏🙏🙏🙏
@sharmisthamoharana143
@sharmisthamoharana143 2 жыл бұрын
ମୁଁ ଏଇ କାହାଣୀଟି ଖୋଜୁଥିଲି। ଧନ୍ୟବାଦ, ଆପଣଙ୍କୁ ଅପଲୋଡ଼ କରିଥିବାରୁ। ଆଉ ଗୋଟିଏ କାହାଣୀ ଅଛି "ଜନ୍ମ ", ଦୟାକରି ଅପଲୋଡ଼ କରିବେ। ପିଲା ଦିନର ସ୍ମୃତି ସବୁ ମନେ ପଡ଼ିଗଲା। ଏମିତି ଆହୁରି ଅପଲୋଡ଼ କରନ୍ତୁ।
@teachervloggerjunoon5867
@teachervloggerjunoon5867 2 жыл бұрын
Yesss
@akj1924
@akj1924 2 жыл бұрын
Please sir upload all other old odia telefilms/serials/stories..this stories are really heart touching..
@rabindraswain1459
@rabindraswain1459 2 жыл бұрын
Nice story
@akj1924
@akj1924 2 жыл бұрын
Thanks for supporting ...
@teachervloggerjunoon5867
@teachervloggerjunoon5867 2 жыл бұрын
Yess
@tophanbiswal
@tophanbiswal 2 жыл бұрын
ବହୁତ୍ ସୁନ୍ଦର ଗଳ୍ପ ଟିଏ । ପୁରୁଣା ଭିଡିଓ ଆଉ ପୁରୁଣା ଗପ ଦେଖିବାକୁ ଭଲ ଲାଗେ
@tapansnehasumita967
@tapansnehasumita967 2 жыл бұрын
mu bi
@tophanbiswal
@tophanbiswal 2 жыл бұрын
@@tapansnehasumita967 ଓ ବହୁତ୍ ଭଲ
@teachervloggerjunoon5867
@teachervloggerjunoon5867 2 жыл бұрын
Hmm
@jay.hanuman-ji798
@jay.hanuman-ji798 6 ай бұрын
ସେତ ବେଳ ଦୁନିଆ ଆଉ ଫିଲ୍ମ୍ , ଗଳ୍ପ ସବୁ କେତେ ସୁନ୍ଦର ଥିଲା ଆମେ ଆଜିକାର ପିଲା ଆମ ବେଳା ଖରାପ କୀ ଆମେ ସେକାଳରେ ଜନ୍ମ ନେଇପରିଲୁନି ଏବେ ବଡ଼ ହେଲାବେଳକୁ ଏଇ ଦୁନିଆ ଯାହା ହେଲେଲାନି ଦେଖିକି ସେହି ହଉନି , ମୋତେ ଇଚ୍ଛା ହୁଏକି ସେ ଭଳିଆ ଦିନ ଏବେ ଫେରିଆସନ୍ତା କି 😢
@RajendraDhal-sf3zo
@RajendraDhal-sf3zo 5 ай бұрын
Se samaya ra pila mu....DD ODIA re jaha bi serial deu thila sabu vala lagu thila..mora sabu mane achhi
@BabunBabuna
@BabunBabuna 12 күн бұрын
Tamr kau masia janamaki
@Sandeepkumar-xj1wr
@Sandeepkumar-xj1wr 2 жыл бұрын
ପିଲା ଦିନର ସ୍ମୃତି, ଦୟା କରି ବୁଢା ଶଙ୍ଖାରୀ କୁ upload କରନ୍ତୁ I ଆଉ ଯେତେ କହିଲେ ଭାଗବତ ତୋଷ ନ ରହିଲା ମୋର ଚିତ ର ଆଉ କିଛି Episode କୁ ଭି Upload କରନ୍ତୁ I
@sonu-monu-comedy8604
@sonu-monu-comedy8604 3 ай бұрын
Upload ହୋଇସାରିଛି ଦେଖନ୍ତୁ
@hemantasatapathy9024
@hemantasatapathy9024 7 ай бұрын
ଆମ ପିଲା ଦିନର ସ୍ମୃତି ଆଜି ବି ଜୀବିତ ହୁଏ ଏହି ଗଳ୍ପ ଓ କାହାଣୀ ସବୁ ଦେଖିଲେ ସତରେ ସେ ଦିନ କେତେ ସୁନ୍ଦର ଥିଲା
@RR-wp8jt
@RR-wp8jt 2 жыл бұрын
ଖାଣ୍ଟି ଓଡ଼ିଆ... ଆଜି ବିରଳ 😔😔😔 ଆଉ ଓଡ଼ିଆ ନୁହଁ ତ ଓଲିଉଡ ସିନେମା... ପରମ ***** ଗୁଡ଼ାକ😡😡
@madhusmitadigi
@madhusmitadigi 2 жыл бұрын
କିଛି ଦିନ ପୂର୍ବ ହିଁ ଏ ଗଳ୍ପ କଥା ଭାବୁଥିଲି ଆଉ ଆଜି ମିଳିଗଲା । ବହୁତ ଭଲ ଲାଗିଲା ଏ ଗଳ୍ପ ଦେଖିକି ।
@teachervloggerjunoon5867
@teachervloggerjunoon5867 2 жыл бұрын
Nice
@pareshdharua5579
@pareshdharua5579 2 жыл бұрын
Thanks a lot for upload as a new vdo that is a part of my childhood ❤😥 stay support your channel and given many love & efficiency..
@nilandrinaik4977
@nilandrinaik4977 10 күн бұрын
2024 ରେ କିଏ କିଏ ଦେଖୁଛ
@Bepatient3239
@Bepatient3239 2 жыл бұрын
Really ....those childhood stories are heaven ❤️❤️
@teachervloggerjunoon5867
@teachervloggerjunoon5867 2 жыл бұрын
Yess
@utkalaudaya615
@utkalaudaya615 2 жыл бұрын
Such realistic acting only seen in dd Odia..hats off to the stories as well as actors..
@muodia2002
@muodia2002 2 жыл бұрын
ବାଶି ଫୁଲ ଛାଢନ୍ତୁ
@ranjitbai5982
@ranjitbai5982 Жыл бұрын
A strong message has been provided to the society
@odishaviralvideo5252
@odishaviralvideo5252 8 ай бұрын
ଆଜି ଏହି ଡିଡି ଓଡ଼ିଆ channel ଦେଖିକି ମୋ ଆଖିରେ ଲୁହ ଆସିଗଲା ।ସେ ଦିନ ସେ କଳା ଧଳା ଟିଭି ର ମଜା ।ଆଜି ର କାନ୍ଥ ଟିଭି ରେ ନାହିଁ।ସେ ଦିନ ର ସାଙ୍ଗ ସାଥି କଥା ଭାରି ମନେ ପଡୁଚି ମୁ ଏବେ ତାମିଲନାଡୁ ରେ ଅଛି।କିନ୍ତୁ ମୋର ମନ ମୋର ଗାଁ ରେ😢😢😢😢
@pintucreation9315
@pintucreation9315 4 ай бұрын
😢😢😢😢
@dsfilmsentertainmentpvtltd.
@dsfilmsentertainmentpvtltd. 2 жыл бұрын
DD National intro bgm.... Create second goosbumps to me after Longtime
@rishikesh4340
@rishikesh4340 2 жыл бұрын
ଓଡିଆ କଥାନଦୀ ର କାହାଣୀ "ଦାୟ" ଲୋର୍ଡ କରନ୍ତୁ
@teachervloggerjunoon5867
@teachervloggerjunoon5867 2 жыл бұрын
👌
@odiabeautylifestyle5533
@odiabeautylifestyle5533 2 жыл бұрын
National TV re dekhuthilu 15 year old piladina Katha mane padigala 😭😭😭😭😭😭 school ru asi dekhuthilu mahut Maja laguthila kahin hajigala se piladina 😥😥😥😥😥😥
@birajablogger
@birajablogger Жыл бұрын
Tamaku abe kete age
@biswaranjanrout3880
@biswaranjanrout3880 2 жыл бұрын
ପିଲାଦିନ କଥା ମନେ ପଡ଼ିଗଲା 🤔🤔🤔🤔🤔
@ajayakumarbeherabehera1097
@ajayakumarbeherabehera1097 2 жыл бұрын
Mu bahut dina helani ae episode bahut khoju thili old is gold,all old episode more bahut bahut like, thanks bhai 🙏
@chuinsatyabratdhoba994
@chuinsatyabratdhoba994 2 жыл бұрын
Kuade gala sedina kash sedina feriasantaki God Will be return of old day
@akj1924
@akj1924 2 жыл бұрын
I am very much pleased on you for uploading this..thank u sir..
@Childrentvp1
@Childrentvp1 2 жыл бұрын
This is called real acting ❤️.....auu ebe mana iichaa 😂😂😂
@pravatibehera9527
@pravatibehera9527 2 жыл бұрын
Bashi phula chadantu
@prasantkumardash4432
@prasantkumardash4432 9 ай бұрын
ଆମ ଛୋଟ ବେଳେ black&white Tv ଥିଲା ଆଉ ଏଇ ଗୋଟେ ଚାନେଲ ହିଂ ଥିଲା
@dhanukrishnachannel5902
@dhanukrishnachannel5902 2 жыл бұрын
ପିଲା ଦିନର ଟିଭି ଦେଖା ସ୍ମୃତି ଆଜି ତାଜା ହେଇଗଲା
@rscreation8036
@rscreation8036 2 жыл бұрын
Mane mane e story khojuthili hele paunathili 😔thank you so much upload karithibaru ❣️❣️❣️😘😘😘 bahut kichi mane padi gala pila dina smruti 😔😔😔😭😭😭😭
@lbofficial5286
@lbofficial5286 2 жыл бұрын
Welcome
@Mahadev78455
@Mahadev78455 2 күн бұрын
Bahut bhala laguchi ,mo schoolbelara. Story
@pintucreation9315
@pintucreation9315 4 ай бұрын
ଆଜି ହୁଏତ ବିଜ୍ଞାନ ଆଗେଇଛି ବହୁତ୍ କିଛି ଉଦ୍ଭାବନ କରିଛି ମନୋରଞ୍ଜନ ପାଇଁ ଓ ବହୁତ୍ ଚାନେଲ ମଧ୍ୟ ବାହାରୁଚି କିନ୍ତୁ ପିଲା ଦିନ ର ସେ D D odia ଚାନେଲ ରେ ଏଭଳି ଧାରାବାହିକ ଆଉ ଗପ ଦେଖିବାକୁ ମିଳୁଥିଲା କେତେ ସୁନ୍ଦର ଲାଗେ ଆଜି ସେ ରଙ୍ଗୀନ LED re TV କାଇଁ ସେ ମଜା ସେ ଖୁସି। ପିଲା ଦିନ ରେ ସେ black and white tv ନିଜ ଘରେ ନଥାଇବି ପର ଘର ଦୁଆରେ ଲୁଚି ଲୁଚି ଦେଖିବା ମଜା ହିଁ କିଛି ଅଲଗା । ଘରେ ଆଜି LED tv re b nai ଜୀବନ ର ସବୁଠୁ ମୂଲ୍ୟ ବାନ୍ ମୁହୂର୍ତ୍ତ ପିଲା ବେଳ ବିତେଇ ଦେଇଥିବା ସମୟ😢😢😢😢
@Cricketmystery24
@Cricketmystery24 2 күн бұрын
Childhood memory's of 90's born
@manjulachinda9062
@manjulachinda9062 2 жыл бұрын
ଲୋଭ ରୁ ମୃତ୍ୟୁ
@mailnath2001
@mailnath2001 Жыл бұрын
The actress is Bijayani Mishra is a brilliant actress, and my sisters childhood besties :)
@SheshedebKarmi
@SheshedebKarmi Ай бұрын
Thanks dordarshan BUBANESWETKENDRA upload galpa lova❤❤❤❤❤❤❤❤❤❤
@SheshedebKarmi
@SheshedebKarmi Ай бұрын
Bargad
@dipudraws
@dipudraws 2 жыл бұрын
Great initiative from dd Odia,❤️ hidden gems like this one are kept hidden in their office, I want dd Odia please upload everything you have showed till date, like stories from SIET, INSPECTOR AJAY, HOTEL , BASI FULA, kana mamu, BIKRAM BETALA, katha sarita and all other masterpieces of Odisha.
@satyapeda7504
@satyapeda7504 2 жыл бұрын
ww
@jyotidas807
@jyotidas807 2 жыл бұрын
Memories are always golden ☺️☺️☺️
@teachervloggerjunoon5867
@teachervloggerjunoon5867 2 жыл бұрын
Yess
@boringblogs5852
@boringblogs5852 10 ай бұрын
Old is alway❤ Gold
@Manojmks31
@Manojmks31 2 жыл бұрын
Piladine dekhithili TV re 20yrs talara gapa mane padigala.
@teachervloggerjunoon5867
@teachervloggerjunoon5867 2 жыл бұрын
Nice
@LaxmiPradhan-ov6np
@LaxmiPradhan-ov6np Ай бұрын
Mate asabu bahuta bhala lage
@SAISANGITACHANNEL
@SAISANGITACHANNEL 2 жыл бұрын
Wow bohut barsa pare dekhili a story bohut vala lagila...🥰
@boringblogs5852
@boringblogs5852 10 ай бұрын
ହେ ଜଗନ୍ନାଥ -ଯଦି ଆପଣ ମତେ ଲାଇଫ ରେ ଅଲଗା ଜନ୍ମ ଦିୟ pls old ଲାଇଫ ଦେବ 🙏ଗାଁ ଜନ୍ମ ଜଉଟି network🙏ନଥିବ ଆମେ sakhtiman ଦେଖିବା ପାଇଁ srikisna ଦେଖିବା ପାଇଁ ଆଉ କା ଘର ଯିମି ମଜା ଥିଲା ସେତେବେଳେ,, ଏବେ ସବୁ ଅଛି କିନ୍ତୁ ସେ କୁଶୀ ନାହିଁ 😜
@abhimanyukhilar170
@abhimanyukhilar170 2 жыл бұрын
Basi fula pls upload
@antaryamimoharanavlog
@antaryamimoharanavlog 2 жыл бұрын
ଆମେ ଓଡ଼ିଆ ବହୁତ ବଢିଆ
@bijaydehuri6053
@bijaydehuri6053 Жыл бұрын
ଏମିତି ଜିଅନ୍ତା ରୋଲ୍ କେବଳ ଅଶ୍ରୁମୋଚନ କରିପାରିବେ
@satyapriyasahoo5
@satyapriyasahoo5 2 жыл бұрын
Sundar galpa tia
@deepakkusahoo8928
@deepakkusahoo8928 2 жыл бұрын
Jete Sabu old serial Aou gapa achhi upload kale aame bahut khusi hebu 🙏🏻🙏🏻🙏🏻🌷🙏🏻🙏🏻🙏🏻🙏🏻🙏🏻❤️❤️❤️❤️💐💐
@tnstudio6526
@tnstudio6526 2 жыл бұрын
DD6 old serial KUHUDI ra link miliba ki
@subhrantamallik7333
@subhrantamallik7333 2 жыл бұрын
ସତରେ ପିଲାଦିନ କଥା ମନେ ପଡିଗଲା 🥰🥰🥰🥰🥰🥰🥰🥰
@teachervloggerjunoon5867
@teachervloggerjunoon5867 2 жыл бұрын
😥
@purnimasing2364
@purnimasing2364 2 жыл бұрын
Pila Dina kotha Mane padijauchi
@tapansnehasumita967
@tapansnehasumita967 2 жыл бұрын
kia amiti puruna story dekhibaku bholo paoo like kara
@patitapabanjena2324
@patitapabanjena2324 2 жыл бұрын
Amitika garu chura brahman lokamananku kriya karma, sarga narka kahi Income karuthile ao ebe bi karuchhanti
@teachervloggerjunoon5867
@teachervloggerjunoon5867 2 жыл бұрын
R8
@sashikantbiswal3317
@sashikantbiswal3317 2 жыл бұрын
Asru bochan is the great acter 👍🏿👍🏿
@bishnupriya7467
@bishnupriya7467 2 жыл бұрын
Please upload Sabita telefilm
@lokanthswain9430
@lokanthswain9430 Ай бұрын
Maikina budhi re sarbanasa
@arjunkumar-zq1rf
@arjunkumar-zq1rf 4 ай бұрын
8:50 ଦୁର୍ଲଭ ସାମନ୍ତରାୟ (ରାଜୁ ଦାସ କମେଡି ରେ )😂😂😂
@soumyaranjandash5251
@soumyaranjandash5251 2 жыл бұрын
Pls upload bahurupi short film
@motivationmanagement3274
@motivationmanagement3274 9 күн бұрын
Really that days was golden days. People's are innocent, Honest and that time love❤ was also real. All looks beautiful and everyone have beautiful heart. Village life was a Heaven. Missing those days❤❤.
@aryandas1764
@aryandas1764 2 жыл бұрын
Childhood memories 🔥🔥
@ajayakumarbeherabehera1097
@ajayakumarbeherabehera1097 2 жыл бұрын
Last seen dekhi akhiru luha asi jauchhi really very sad episode
@jitu1991
@jitu1991 2 жыл бұрын
Great childhood memories...
@poornaswain9203
@poornaswain9203 2 жыл бұрын
Nice video
@bibhuprasadsahoo773
@bibhuprasadsahoo773 2 ай бұрын
ଏଭଳି ଗଳ୍ପ ଆଗକୁ ଆଉ ଦେଖିବାକୁ ମିଳିବନି
@Aditya_Educationpoint
@Aditya_Educationpoint Жыл бұрын
Mun sei 90s ra chua au sei 90s pila esabu golden story memory kebe b bhuliparibeni thik na sanga mane...
@manojbiswalsongs2192
@manojbiswalsongs2192 2 жыл бұрын
ପିଲା ଦିନ କଥା ମାନେପଡିଗଲା 😥😥😥😥😥😥😥😥😥😥
@biswadeepsahoo
@biswadeepsahoo 2 жыл бұрын
Child hood memory. Kete sundar bhabe serial banuthile
@swayamprangyatripathy4054
@swayamprangyatripathy4054 2 жыл бұрын
My childhood memories😍😍
@mrsarojentertainment
@mrsarojentertainment 2 жыл бұрын
Hiii
@teachervloggerjunoon5867
@teachervloggerjunoon5867 2 жыл бұрын
👌
@skvloges750
@skvloges750 2 жыл бұрын
It's also my childhood memories 😂😅
@umeshtutorials2240
@umeshtutorials2240 3 ай бұрын
ପିଲା ସମୟ ରେ ଦେଖିଥିଲି, ଆଜି ଦେଖି ପୁଣି ପିଲା ଦିନ ମନେ ପଡ଼ିଗଲା 😢
@papinabiswal173
@papinabiswal173 2 жыл бұрын
Childhood memories ❤❤❤❤Mu always esabu vdo dekhe 😘😘😘
@nityakrushnapal1498
@nityakrushnapal1498 4 ай бұрын
Na ame au chhota heipariba na au se dina ku feri paiba Black &white tv re serial dekhiba au taku puni jai sanga manaka sahita discuss kariba Se sabu puruna odia actor nka biyog apuraniya.
@pinkimahapatra3648
@pinkimahapatra3648 Жыл бұрын
Mu pila dine dekhe scool ru asiba pare..mo mama b dekhibara...so sweet memories😢😢😢
@Pradhan162
@Pradhan162 Жыл бұрын
Jete sabu ebekara comedy hero video karuchhanti sabu a story tale... Aji mane padigala mo pila dina ra katha.... 🙏🙏🙏
@subhashreesahoo8733
@subhashreesahoo8733 2 жыл бұрын
Honourable Ashrumochan Sir 🙏
@mrsarojentertainment
@mrsarojentertainment 2 жыл бұрын
Hiii
@dibyanathpradhan6789
@dibyanathpradhan6789 Жыл бұрын
Chota bele school ru ferila pare jj nka sahita basiki dekhuthili...pila dina katha mane padigala
@ranjanswain6839
@ranjanswain6839 2 жыл бұрын
Basi fula galpa up load kariba plz
@teachervloggerjunoon5867
@teachervloggerjunoon5867 2 жыл бұрын
yesssss
@pratyushpratyush8674
@pratyushpratyush8674 2 жыл бұрын
Emitika story mate vl lage
@ArchanaNayak-hv7xo
@ArchanaNayak-hv7xo 3 ай бұрын
Dd odia re se tebele gote gita ase sundara mo ଓଡ଼ିଶାକୁ ଦେଖ ଆଉ ଗୋଟେ ଗୀତ ଆସେ ଓଡ଼ିଶା ମୋ ଓଡ଼ିଶା ଆଉ ଗୋଟେ ଗୀତ ଆସେ ଆମକୁ ବଞ୍ଚି ବାକୁ ଦିଅ ମୁ ସେ ସବୁ ଗୀତ କୁ ବହୁତ୍ miss କରୁଛି କାରଣ ମୁ ଯେତେବେଳେ ସ୍କୁଲ ରୁ ଆସି tv dekhe ta ae gita sabu ase mate vari vala lage
@ajayakumarbeherabehera1097
@ajayakumarbeherabehera1097 2 жыл бұрын
Ea episode dekhi akhiru luha asi jauchhi
@internet3829
@internet3829 Жыл бұрын
About 10 years ago i had seen this programme
@sabitaadhikaree2162
@sabitaadhikaree2162 2 жыл бұрын
Very very imotional
@Manzit756
@Manzit756 2 жыл бұрын
Our childhood memory
@SantanuBarik-s8n
@SantanuBarik-s8n 15 күн бұрын
Dimiti fulla acted by sulu mohanty plz upload kara au jharaka acted by rabi babu (gopala rahasya)
@gyanasethi3888
@gyanasethi3888 2 жыл бұрын
Thank you dd odia for this memorable video
@skanything
@skanything 10 ай бұрын
Our odia industry have fabulous talents but not have any good platform now..
@umeshsahoo5344
@umeshsahoo5344 2 ай бұрын
Agamidinare,dd1,chanelar,telefilm,Amaodiara,parichaya,tiyarikariba
Tele Film Janma || ଜନ୍ମ II  Cast- Asrumochan Mohanty
29:55
Minecraft Creeper Family is back! #minecraft #funny #memes
00:26
Tele Film - MANISHA( ମଣିଷ )
30:18
DD ODIA
Рет қаралды 333 М.
Minecraft Creeper Family is back! #minecraft #funny #memes
00:26