Dr Nazia Alam at Avahana 2023

  Рет қаралды 8,569

The Odisha Society of the Americas - Georgia OSA-GA

The Odisha Society of the Americas - Georgia OSA-GA

Күн бұрын

Пікірлер: 22
@bijayalaxmimohanty568
@bijayalaxmimohanty568 3 ай бұрын
ନାଜିଆ ଆଲମ ଙ୍କ ଏହି ମଧୁର ସଂଗୀତ ସବୁ ଓ ଗୀତ ଗୋବିନ୍ଦ ଶୁଣିବାକୁ ଅତି ମନମୁଗ୍ଧକର ❤❤❤❤❤ଜୟ ଜଗନ୍ନାଥ
@premanandamishra7348
@premanandamishra7348 Жыл бұрын
ଅତି ସୁନ୍ଦର ମନ ପ୍ରାଣ କୁ ସ୍ପର୍ଶ କଲାଭଳି ପରିବେଷଣ। ନାଜିଆ ଆଲାମ ଙ୍କୁ ଯେତେ ପ୍ରଶଂସା କଲେ ବି କମ୍। ତାଙ୍କର ଉତ୍ତରୋତ୍ତର ମଙ୍ଗଳ କାମନା କରୁଛି।
@amarendrapattnaik4258
@amarendrapattnaik4258 Жыл бұрын
ବହୁତ ସୁନ୍ଦର ଗାଇଛନ୍ତି, ସ୍ବନାମଧନ୍ଯା କଣ୍ଠଶିଳ୍ପୀ ନାଜିଆ ଆଲାମ୍ ,ମହୋଦୟା। ଆମେ ସିକନ୍ଦର ଆଲାମ୍ ମହୋଦୟ ଙ୍କ ବହୁତ ଶ୍ରଦ୍ଧା କରୁ ଅତି କର୍ଣପ୍ରିୟ ତାଙ୍କର ସୁମଧୁର, ତାଙ୍କ ଝିଅ ଭାବେ ନାଜିଆ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ବୃନ୍ଦାବନ ବନେ ବଂଶୀ ଆହା ବହୁତ ବହୁତ ଗାଇଛନ୍ତି 🙏🙏🙏🙏
@banacreations1102
@banacreations1102 Жыл бұрын
ମୋ ଦ୍ୱାରା ଲେଖା ଭଜନ ଟିଏ ଗାଇଲେ ଲେଖନୀ ସାର୍ଥକ ହୁଅନ୍ତା.
@banacreations1102
@banacreations1102 Жыл бұрын
ଆମ ଓଡିଶା ରେ ନାଜିଆ ଆଲମ ପରି ଝିଅ ପାଇ ଆମେ ଭାଗ୍ୟବାନ.. ଉତ୍ତରଣ ବୟସରେ ନାଜିଆ ଆଲମ ଙ୍କ ଗୀତ ଗୋବିନ୍ଦ ଓ ଅନାନ୍ୟ ସବୁ ସ୍ୱର୍ଗୀୟ ସ୍ୱରର ଭଜନ ଶୁଣି ମୁଁ ମୁଗ୍ଧ ହୁଏ. ନାଜିଆ ଆଲମ ସ୍ୱର ହିଁ ମହାପ୍ରଭୁଙ୍କ ଅବସ୍ଥିତିର ପରିଚୟ...
@debendrabehera3
@debendrabehera3 Жыл бұрын
ଯୟଜଗନ୍ନାଥ ନାଜିଆ ଭଉଣି👍👍👍👌💐🙏🙏
@lalatendukanungo5013
@lalatendukanungo5013 Жыл бұрын
Feel proud that we continue to get Singer who very well deliver songs of our culture and tradition. My heartiest respect to her. God bless her to reach its height with splendid success in her benevolent endeavours.
@gyanabratamohanty4219
@gyanabratamohanty4219 Жыл бұрын
ଏମିତି ସୁନ୍ଦର କାର୍ଯ୍ୟକ୍ରମର ଆୟୋଜକଙ୍କୁ ଧନ୍ୟବାଦ,ଭକ୍ତିପୂତ ପ୍ରଣାମ | ଉତ୍ତମ ପ୍ରୟାସ | ନାଜିଆ ଓ ସମସ୍ତ ବାଦ୍ୟ ପ୍ରଣାମ | ବାବାଙ୍କ ଏକ କାଳଜୟୀ ଶିବ ଭଜନ - ପ୍ରଣମlମୀ ଶିବାଂ ଶିବ କଲପତରୁଂ -AIR ରୁ ଆଣି ସାର୍ବଜନୀନ କରିବାକୁ ଅନୁରୋଧ | ଜୟ ଜଗନ୍ନାଥ | 🙏🙏🙏
@calmcurrent1998
@calmcurrent1998 Жыл бұрын
Dr.Nazia ji bhajans sung in your melodious voice takes me to another worl.May PRABHU shower you with unlimited blessings.❤
@narsinghpanda9808
@narsinghpanda9808 Жыл бұрын
Dr Nazia Ma'nku Mor Antarika Shraddha O Namaskar 🙏 Ati Sundar Prastuti Dr Nazia Ma'nkar Sustha Swastha O Sudirgha jivanar Kamana Kare❤️ Jay Jagannath Swami 💐🙏
@banacreations1102
@banacreations1102 Жыл бұрын
ଅପସରି ଲାଣି ରଜନୀ ରାଣୀ ଉଠହେ ମଦନ ମୋହନ. ପୂରୁବ ଆକାଶେ ସୂରୁଜ କିରଣେ ହସିଲାଣି ଦଶ ଦିଶ ମନୁଆ ଜାଗ ହୁଅ ସଚେତନ... ମନୁଆ.... ବିବେକର ବହ୍ନି ଦିପେ ଜାଳିଦିଅ ଶ୍ରଦ୍ଧା ରୂପକ ତେଲ ଭରିଦିଅ ବିବେକର ବହ୍ନି...... ମନ ନାନା ରଙ୍ଗ କୁସୁମେ ସଜାଇ ଦିଅ ତୁ ନନ୍ଦ ନନ୍ଦନେ...... ମନୁଆ..... ଜାଗ..... ଚକ୍ଷୁ ଯୁଗଳ ପଦ୍ମକୁ ଭେଟି ଅଶ୍ରୁ ଧାରାର ବାସନା ସାଉଁଟି... ଚକ୍ଷୁ ଯୁଗଳ....... ବ୍ରଜ କିଶୋରଙ୍କୁ ବନ୍ଦାଇ ଭଜ ତୁ ନବନୀତ ଶ୍ୟାମଘନ..... ମନୁଆ..... ଚିତ୍ତ ସୁରଭି ଚାମରରେ ବିଞ୍ଚି ହୃଦ ନୈବେଦ୍ୟ ଶଙ୍ଖେ ଦିଅ ସିଞ୍ଚି ଚିତ୍ତ ସୁରଭି..... ଅବୟବ ବୀଣା ଅନୁରାଗେ ଟାଣି ଶୁଣାଅ ଗୋପୀ ଚନ୍ଦନେ.... ମନୁଆ.... ଜାଗ ହୁଅ ସଚେତନ. ମନୁଆ ଜାଗ ହୁଅ ସଚେତନ... ଅପସାରିଲାଣି ରଜନୀ ରାଣୀ ଉଠ ହେ ମଦନ ମୋହନ ପୂରୁବ ଆକାଶେ ସୂରୁଜ କିରଣେ ହସିଲାଣି ଦଶ ଦିଶ.... ମନୁଆ..... ଜାଗ ହୁଅ ସଚେତନ.... ଅପସରି ଲାଣି........ ................ ବନ ଲତା ମିଶ୍ର ମୋ..7855043349 ଭଜନ ବହି publish ହୋଇଛି. ପ୍ରାୟ ନିଜ ଲେଖା ଭଜନ ର ନିଜସ୍ୱ ସ୍ୱର କରିଛି. ଏମିତି ଅନେକ ଭଜନ ଲିଖିତ ହୋଇଛି. ନିଜସ୍ୱ ସ୍ୱର ବି ଅଛି.... ସୁଯୋଗ ମିଳିଲେ ଭଜନ ଗୁଡିକ ପଠାନ୍ତି. ନାଜିଆ ଆଲମ ଙ୍କ ସ୍ୱରରେ ତାହା କେତେ ସୁନ୍ଦର ହୋଇ ପାରନ୍ତା.....
@banacreations1102
@banacreations1102 Жыл бұрын
ଆଜି ଆମେରିକାରେ ଭଜନ ଗାଉଥିବା ବେଳେ you tube ଜରିଆରେ ଭଜନ ସବୁ ଶୁଣିବାର ସୁଯୋଗ ପାଇଲି.
@binodinidebi4004
@binodinidebi4004 Жыл бұрын
Good ,very nice .
@bipinbehera6912
@bipinbehera6912 7 ай бұрын
So sweet voice
@narsinghpanda9808
@narsinghpanda9808 Жыл бұрын
Pnaha Kantha shilpi o Badak brundanku Mor Antarika Shraddha ❤️❤️❤️
@SushantaKuNayak
@SushantaKuNayak 8 ай бұрын
ବହୁତ ସୁନ୍ଦର
@amarendradash4707
@amarendradash4707 8 ай бұрын
ଅତି ସୁମଧୁର ହୃଦୟସ୍ପର୍ଶୀ। ଯେତେ ଶୁଣି ଲେ ବି ନୂଆ ଲାଗେ ।
@pallavitejaswarupini8691
@pallavitejaswarupini8691 Жыл бұрын
Khub sundar
@ashokrao2377
@ashokrao2377 3 ай бұрын
Namaskar nazia didi evam sarv gana bandhu
@trilochannayak9749
@trilochannayak9749 Жыл бұрын
Best
@trinathpradhan5322
@trinathpradhan5322 Жыл бұрын
Jay jaganath 🙏
@krishnagatidas3259
@krishnagatidas3259 Жыл бұрын
What is mean here...sai....pl explain....Jay Hind
Divine Chants of Buddha I HARIHARAN I Buddham Saranam Gachchami I Full Audio Song
1:01:56
Article 370 & 35-A : Jammu-Kashmir (1947 to 2019) by Dr. @vikasdivyakirti
3:22:40
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
The evil clown plays a prank on the angel
00:39
超人夫妇
Рет қаралды 53 МЛН
Sumoulika Sarkar | Raag Madhumanti | Suromurchhana Annual Concert 2024
29:37
Panipat  1761 (with English subtitles) : Oration by Shri. Ninad Bedekar
3:44:16
Maratha History
Рет қаралды 4,8 МЛН
Pre-Algebra Final Exam Review
1:56:08
The Organic Chemistry Tutor
Рет қаралды 337 М.
Raja Yoga: The Path of Meditation (Part 1) | Swami Sarvapriyananda
1:40:09
Vedanta Society of New York
Рет қаралды 653 М.
Capitalism | Communism | Socialism | Marxism & Ideologies | UPSC
1:54:58