ଦ୍ରୌପଦୀ ମୁର୍ମୁଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିବାକୁ ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେବି : ସୁର ରାଉତରାୟ

  Рет қаралды 33,120

Prameya News7

Prameya News7

2 жыл бұрын

ଦ୍ରୌପଦୀ ମୁର୍ମୁଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିବାକୁ ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେବି : ସୁର ରାଉତରାୟ
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews7.com/
KZbin: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
SARPANCHA BABU SABADHAN • SARPANCHA BABU SABADHA...
Explore Odisha: • Explore Odisha
Breakfast Odisha: • Breakfast Odisha News7
Maganna Oligi • Video
Biswas Abiswas Andhabiswas: • Biswas Abiswas Andhabi...
Digital Special Stories: • Digital Special Stories
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Nua Jibana Nua Asha : • Nua Jibana Nua Asha | ...
No Tension: FUNNY Interviews: • No Tension: Exclusive ...
Face To Face: • Face To Face

Пікірлер: 31
@villageindia5072
@villageindia5072 2 жыл бұрын
Congress ର ଏକ ମାତ୍ର ନେତା ଯିଏ ଓଡ଼ିଶା ର ଗର୍ବ ଆଉ ଗୌରବ ଚାହୁଛି..... ସେ ହେଉଛି ସୁର ଭାଈ... ଆଉ ବାକି congres ବିଧାୟକ ଓଡ଼ିଶା ଦ୍ରହି....😠 CM ଆଉ PM କୁ ମୋର କୃତଜ୍ଞତା ଜଣାଇବି 💐💐💐💐💐💐💐💐
@dhanajayasahoo4369
@dhanajayasahoo4369 2 жыл бұрын
ସୁର ଭାଇ ଓଡିଶା ର ଗର୍ଵ ପାଇଁ ଦୌରପତି ମୁର୍ମୁ ଙ୍କୁ ଭୋଟ ଦିଅନ୍ତୁ.
@dwarikamishra391
@dwarikamishra391 2 жыл бұрын
ସୁର ବାବୁ ଆପଣ ଏହା କଲେ ତୁମ ନାମ ଇତିହାସ ହୋଇଯିବ। କିନ୍ତୁ ନଦେଲେ ସମୟ ଆସିବ କବାଟ କଣ ରେ ଭୋ ଭୋ ହେଇ କାନ୍ଦୁଥିବ ହେ ପ୍ରଭୁ ଆମେ 9 ଜଣ ଓ କଂଗ୍ରେସ ଦଳ କି ଭୁଲ କରିଦେଲୁ ? ମାଟି ଝିଅ କୁ ଛାଡି ପାର୍ଟ କୁ ଜାବୁଡି ଲୁ। ଆଃ ଆଃ ଥୁ .....
@aratadash5311
@aratadash5311 2 жыл бұрын
Thanks sura Bhai
@byomakeshmishra4287
@byomakeshmishra4287 2 жыл бұрын
Sura babu is a experienced and matured politician.
@durgacharanhembram5586
@durgacharanhembram5586 2 жыл бұрын
Sura sir kor proposal taku hundred percent samarthan karuchhi. Jay jagannath Jay Bharat.
@sujitbhoe2728
@sujitbhoe2728 2 жыл бұрын
ସୁର ସାର ଠିକ କଥା କହୁଛନ୍ତି ପାଟି ବଡ ନୁହେଁ ଦେଶ କେମେତି ଆଗକୁ ଯିବ ଚିନ୍ତା ଖରିବା ଦରକାର
@mitrabhanumishra5748
@mitrabhanumishra5748 2 жыл бұрын
Good prastab sura babu.we congratulations you. Joy Jagannath
@basudevbeherabb
@basudevbeherabb 2 жыл бұрын
Jay Jagannath
@harishchandrapradhan8637
@harishchandrapradhan8637 2 жыл бұрын
ଶେଷ ସମୟରେ ଭଲ ନିଷ୍ପତ୍ତି ନେଇ ନିଜ ପ୍ରଦେଶ ର ଆଦିବାସୀ ଝିଅକୁ ଭୋଟ ଦିଅ ସୁରଭାଇ, ରାହୁଲ ଗାନ୍ଧୀ ଭଳି ଛୋଟ ପିଲାଠୁ କାହିଁକି advice ନେବ
@sushantakumarpradhan6758
@sushantakumarpradhan6758 2 жыл бұрын
Great leader Sura sir is impartial and selfless . Congratulations 🙏🙏
@jaydevadha7816
@jaydevadha7816 2 жыл бұрын
🙏🙏🙏
@chaturbhujabag5095
@chaturbhujabag5095 11 ай бұрын
ମହାମହିମ ରାଷ୍ଟ୍ରପତି
@parsuramjena7119
@parsuramjena7119 Жыл бұрын
Ur two in one policy dhikkaar.
@madanperei
@madanperei 2 жыл бұрын
Jia odisha mati ra jhiku support karuni see odia nuhe mu support kare sura bhai nku kintu see bhul nishpatti nele mu au support karibini
@basantnayak3007
@basantnayak3007 2 жыл бұрын
Your supreme Sonia and Rahul who created the world 😂😂😂😂
@akshayakumarbhol4132
@akshayakumarbhol4132 2 жыл бұрын
ଦ୍ରୌପଦୀ ମୁର୍ମୁ ଙ୍କୁ କଂଗ୍ରେସ ଦଳ ସମର୍ଥନ କଲେ ବା ନ କଲେ କିଛି ଫରକ୍ ପଡିବନି ।ଶରଦ ପାୱାର ଓ ଗୋପାଳ କୃଷ୍ଣ ଗାନ୍ଧୀ ନିଜର ବ୍ୟକ୍ତିତ୍ଵ ବଜାୟ ରଖିବା ପାଇଁ ବିରୋଧୀ ଦଳ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କରିଦେଲେ । ବଙ୍ଗାଳୀ ନାନୀ ମାମଲତି କରି କରି ହାଲିଆ ହେଇଗଲା। ଶେଷରେ ନାନି ମୁଣ୍ଡ କାମ କଲାନି ବୋଲି ଜାଣି ହେଲା, ଯେତେବେଳେ ରାଷ୍ଟ୍ର ଦ୍ରୋହୀ ପରମ ମା ଗିହା ଫାରୁକ୍ ଅବଦୁଲ୍ଲା କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ତା ପାଖେ ବି ଅଧିଆ ପଡ଼ିଲା । କାହାରି ଜଣଙ୍କର ବି ଦମ୍ ପାଇଲାନି , କାରଣ ବିଜେପି ର ଘୂର୍ଣି ଝଡ଼ରେ କୁଟା ଖିଅକ ପରି ଉଡ଼ିଯିବା ସାର ହେବ ବୋଲି ଏମାନେ ଦୃଢ଼ ନିଶ୍ଚିତ୍ତ ଥିଲେ । ଶେଷରେ ଜଣେ ଘର ଛଡ଼ା କୁ ପ୍ରାର୍ଥୀ କରିବାକୁ ବାଧ୍ୟ ହେଲେ, ଯାହା ତୁଳା ଠୁ ବି ଅଧିକ ହାଲୁକା ।
@srigoutamvloging6427
@srigoutamvloging6427 2 жыл бұрын
Thankyou surababu aga mati pare party .
@RanjanKumar-oc8cq
@RanjanKumar-oc8cq 2 жыл бұрын
Mukhymantri election Hasina satebale odisha sr mou Sonia Gandhi ki pachari ki vote deb
@sadanandasahoo3707
@sadanandasahoo3707 2 жыл бұрын
ସୁର ଭାଈ, ହାଇକମାଣ୍ଡ ଅନୁମତି ଦିଅନ୍ତୁ କି ନ ଦିଅନ୍ତୁ, ଆପଣ ଅନ୍ତତ ଚେଷ୍ଟାକରିବେ, କହିବେ, ସେଥିପାଇଁ ଧନ୍ୟବାଦ।
@hatakishoresahoo1984
@hatakishoresahoo1984 2 жыл бұрын
Draupadi murmu ଯଣେ ଆଗଧାଡ଼ି ନେତା କିନ୍ତୁ। ନିଜ ଗାଁରେ ବିଜୁଳି ନଥିଲା ଏଗୁଡା ଭାରି ଲଜ୍ଜିତ କଥା ନୁହେଁ।
@shortsnewsstation6157
@shortsnewsstation6157 2 жыл бұрын
Kede mgh news channel emiti kae thumbnail deicha
@srigoutamvloging6427
@srigoutamvloging6427 2 жыл бұрын
Odisha pcc gandhi pari bara godania nuhanti.ellect doupradi madam .Jane odisha ra mahila rastra mukhya haba odisha ra garba.
@rinaranimohapatra7269
@rinaranimohapatra7269 2 жыл бұрын
P.C.C. jaha kahibena , tame kahile kan heba .Narasingha Mishra , P.C .C. Sarat patnaik , Panchanan Kanoongo emanankar gote katha tamar au gote katha . 10 prakar katha kahi pagal karideba ki ?
@prafullakumarpradhan8129
@prafullakumarpradhan8129 2 жыл бұрын
Lajya lajya. Surabhai
@gupteswardash1413
@gupteswardash1413 2 жыл бұрын
Vote nai dia
@worldgk117
@worldgk117 2 жыл бұрын
କିଏ ବେ ସୋନିଆ ଗାନ୍ଧୀ ସେତ ବିଦେଶୀ ଝିଅ ତାଙ୍କ କଥାରେ କାହିଁକି ପଡୁଛ
@nilambarmohanty9385
@nilambarmohanty9385 2 жыл бұрын
Boycut congress 😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡
@gupteswardash1413
@gupteswardash1413 2 жыл бұрын
Tela mara
- А что в креме? - Это кАкАооо! #КондитерДети
00:24
Телеканал ПЯТНИЦА
Рет қаралды 7 МЛН
Зачем он туда залез?
00:25
Vlad Samokatchik
Рет қаралды 3,2 МЛН
路飞被小孩吓到了#海贼王#路飞
00:41
路飞与唐舞桐
Рет қаралды 80 МЛН
Despicable Me Fart Blaster
00:51
_vector_
Рет қаралды 25 МЛН
- А что в креме? - Это кАкАооо! #КондитерДети
00:24
Телеканал ПЯТНИЦА
Рет қаралды 7 МЛН