ଦୁଇ ଜଣ ଭକ୍ତ ଖୋଲିଲେ କଳ୍କୀ ମାଧବଙ୍କ ଲୀଳା/Pandita Kasinatha Mishra nka son Kalki/ kalkiavtar

  Рет қаралды 6,581

MALIKA SANDHANA

MALIKA SANDHANA

Күн бұрын

ଦୁଇ ଜଣ ଭକ୍ତ ଖୋଲିଲେ କଳ୍କୀ ମାଧବଙ୍କ ଲୀଳା/ ପଣ୍ତିତ କାଶୀନାଥ ମିଶ୍ରଙ୍କ ପୁଅ ପ୍ରକୃତ କଳ୍କୀ/ kalkiavtarkhandagiri/Malika bachaba@malikasandhana Malika bachana‎@malikasandhana @malikasandhana purirathayatrafullwatch #sidhartha #entertainment #rathayatrasong #namita #shorts #shiva #shiv #shivshankar #shivsena #shortsvideo #vairal_tiktok_trending #vairalshort #vairal #indian #india #indianarmy #navy #navya #pm #pmmodi #cm #cm manamohan #kasinatha mishra #pandita kasinatha #odiasibutv #odishakirtan #namasankirtana #mahamantra #mahanga #mahakal #kalki #kalingatv #kalkiavtar #ramayana #ajodhya #dwarikanath #kedarnatha #jamu& kasmir #war #warldwar #warzoneclips #worald #malika bichara#Mahendragiri#parsurama khetra #khandagiri malika #kalijuga #kalkiavatar #kalki #malikasandhana #malika #rathayatralive #maa #astrology #namita #funny#maa #biraja#birajanews #birajatemple #birajanewsodia #birajaprasad #purirathayatrafullwatch #love #rathayatrasong #sidhartha#kasinatha mishra #pandita kasinatha #badal nana #war #short #shortsviral #shortvideo #shorts #short #vairal_tiktok_trending #vairalshort #vairalvideo #vairalshorts #vairalshorts #vairalvideosMalika Bachana 2024 Odia
Malika Katha
Malika Jagannth
Malika News
Malika Bachana Hirakud Dam Bhangiba
Malika Bachana Prabachan
Malika Bachana Song#bhajan #cm #achyutanandamalika #pm #modiji #funny #rathayatralive #love #purirathayatrafullwatch #purirathayatrafullwatch #malikasandhana #rathyatraodisha #sidhartha #bhaskar #bhaskarexclusive #biraja #birajanews #india #indian #indianarmy #song #songs #shortvideo #shortsvideo #shortsviral #mumbai#kalikata#comedy #cooking #cricket #cricketnews #cringe #crime #myanejar#mumbaiindians #dilhinews#love #lovestatus #lovesong #lovestory #lovely #sriram#r #dilhaihindustani #loksabhaelection2024 #prabachana #ପ୍ରବଚନ #ramayana #ramayanam #bhagabata #biraja#chandimaa #divinemiracle #2027apocalypse #panchabhuta #mahapralaya #maabiraja #divinepower #spiritualawakening #devotion #hindufestival #divineenergy #miraclesofgoddess #spiritualjourney #holysite #faithandbelief #divineblessing #sacredrituals #mythology #divinestories #templevisit #goddesstemple #spiritualexperience #miracleofgod #hinduism #sacredplace #goddessworship #divineintervention #spiritualbeliefs #faithoverfear #heavenlyblessings #divineprotection #holymiracle #spiritualdevotion #goddesstales #divineinterventions #holygoddess#keshabodishasandhana#jagannath #kanaknews #malika #jaishreeram #bhakti #manjari #kalingatv #knews #otv #nandighoshatv #nirbachan #manipur #manipuri #manipuri_romantic_status #dangal #jodasrabana#sankranti #amabasya#shortsviral #shortsyoutube #shortsyoutube #shorts #short #shortsvideo #share #shortfeed #odianews #odiacomedy #odisha #odia #odishanews #odiasong #odiastatus #odiashorts #india #indian #hirakud #manjari #tarangtv #tarangplus #jaishreeram #srikrishna #srijagannath #srikhetra #sri #mahadev #mahakal #maastatus #mahavir #maa #bhairabi #hanuman #hanumana #hanumanchalisa #hanumanji #hanumanstatus #hanumanjayanti #hanumanbhajan #hanumanjistatus #hanumantemple #hanuman_whatsapp_statusbhabisyta#achyutanandamalika#sandhana#malikasandhana#@sandhanapluslive #malikasandhana #maa #namita #panchasakha #achyutanandamalika #endofkaliyug #sidhartha #bhavishyamalika #malika kahe#malikabachana #malikarahasyakaliyuga #shrikrishna #sidhartha #shortvideo #shortsviral #shortsvideo #shorts #short #vairl #vairlvideo #vairal_tiktok_trending #vairalshort #vairalshorts #vairal_video #srikrishna #srikhetra #birajanews #biraja #birajatemple #sarala #ଶ୍ରୀ #ଶ୍ରୀକ୍ଷେତ୍ରପୁରୀ #ଶ୍ରୀମଦ୍_ଭଗବତ୍_ମହାପୁରାଣ #ଶ୍ରୀମଦ୍ଭାଗବତପାରାୟଣ #gita #parayana #parayan #puri #sandhana #jatadharimaa@sandhanaplus #sandhana#malikasandhana#ମାଳିକା #ମାଳିକାବଚନ #ମାଳିକାବିଚାର #bhabisyata #shortvideo #endofkaliyug #panchasakha #puri #sidhartha #achyutanandamalika #bhavishyamalika #maa #namita #jaiphula #jaiphulamalika #namita #namita_agrawal_bhajan #namita_agrawal_bhajan #namitaagrawal #namitaagrawaljaganathastatus #nandighoshatv #knewsodisha #knews #knewsgujarati_official_channel #vairl thakura#thakura keshab chandra #charama #kuni prabachaka #mahanga #bagara #swarnakhetra # #hindutradition #divineevents #sacredmyth #ancienttemples #bleakfuture
Malika Bachana 2023 Odia
malika Bachana New Episode
Pancha Sakha Malika Bachana
Achyutananda Malika Bachana
Malika Bhavisyabani
Malika
dibakara baba
saradababa
Namita
namitaagrawal
sidhartha
sidhartha bhakti
puri
srikhetra
srimandira
carfestival
maa
banadurga
naradehi maa banadurga
Achyuta Malika
Kalikalpa Malika
World Malika
Bhavishya Malika Bhagabata Mahima Balarâma Das
knews
knewsodisha
liveodisha
Odisha
odishabhsakr
Jagannath Mahima
Jaiphula Malika
Gupta Malika
Malika Rahasya
Gita Gyan ORG malika
Mr Perfeect Malika
Rahasya Pothi Malika
Viral Odisha Hindi
Viral Odisha Hindi Malika
Shree Guru Krupa Malika
Viral Odisha New Episode
#daleighai
#jagannathmalika
#jagatsinghpur
#malika
#bhavishyamalika

Пікірлер: 304
@ATripathy-328
@ATripathy-328 14 сағат бұрын
🙏🏼ମହାପ୍ରଭୁ ରାମଙ୍କୁ ମଧ୍ୟ ଲୋକେ ଚିହ୍ନି ପାରି ନଥିଲେ, କୃଷ୍ଣଙ୍କୁ ମଧ୍ୟ ନାହିଁ ଓ ଏଇ ସମୟରେ ମଧ୍ୟ ସେହିପରି। ତ୍ରିସନ୍ଧ୍ୟା କରନ୍ତୁ ଓ ନିତ୍ୟ ଭାଗବତ ପଢ଼ନ୍ତୁ, ମହାପ୍ରଭୁଙ୍କ ଅନୁଭୂତି ମିଳିବ।🙏🏼
@purnnachandrasenapati3492
@purnnachandrasenapati3492 Сағат бұрын
Jay Sri guru madhaba namaste 🙏
@BhabishyaMalika
@BhabishyaMalika Күн бұрын
ପ୍ରଭୁଙ୍କ କୃପା ରୁ ସତ୍ୟ ର ପରିପ୍ରକାଶ ହେଉଛି ନିରାଟ ସତ୍ୟ କଥା ଜୟ ଶ୍ରୀ ମାଧବ 🙏
@monishamohanty5632
@monishamohanty5632 10 сағат бұрын
Dekha jau kete kalki baharuchanti
@ChandanKumar-km3vh
@ChandanKumar-km3vh 10 сағат бұрын
​@@monishamohanty5632ମୁ ନାଗୀନା କିଛି ଜାଣେନା ଗୁରୁ କହିଲେ ତାହା ଜାଣି ନୋହିଲୋ ସଂସାର ଭ୍ରମୁ ଥାଏ ପ୍ରାଣି ହାହାହାହା 😂😂🎉🎉🎉
@amitbikrammohanty1025
@amitbikrammohanty1025 9 сағат бұрын
​@@monishamohanty5632kete kalki mane ebe kete Jana kalki achanti ki....
@Jashobantasahoo1998
@Jashobantasahoo1998 9 сағат бұрын
​@@monishamohanty563212 achuta 13 kalki baharibe mahapurusha malika re lekhi chanti. Apana prakuta kalki kia jantu, sethi pai apana trisandhya bhagwat patha madhaba nama nitya japa karantu mahaprabhu ka ashribad prapta hele jani paribe.
@Jaymadhaba
@Jaymadhaba 7 сағат бұрын
ଦେଖିଲେ ଭାଇ କଣ କରିବ, ସେତେବେଳେ ସମୟ ନ ଥିବ
@radhekrishna1074
@radhekrishna1074 16 сағат бұрын
ଯାଇଫୁଲ ମାଳିକା ରେ ଲେଖା ହୋଇଛି କଳ୍କୀ ରୂପ ହୋଇବେ ମାଧଵ... 🙏🙏ଯାଇଫୁଲ ଲୋ.. M
@debasishmishra9415
@debasishmishra9415 22 сағат бұрын
ମାଳିକା ବର୍ଣିତ 17 ଅଙ୍କ ରେ ସତ୍ୟ ପ୍ରକାଶ... ଯୋଉ ପ୍ରୟାସ ବର୍ତ୍ତମାନ ଜାରି ରହିଛି ଆଉ ଚେତୁଆ ଭକତ ତଥା ସନାତନ ଧର୍ମୀ ଙ୍କ ପାଇଁ ଅମୃତ ନାମ ମାଧବ ନାମ ପରିପ୍ରକାଶ କରା ହଉଛି ଏହାର ପ୍ରମାଣ ଭାବିଷ୍ୟମାଳିକା ରେ ବର୍ଣିତ ଅଛି | ଜୟ ଶ୍ରୀ ସତ୍ୟ ଅନନ୍ତ ମାଧବ 🙏
@R.Tripathy22
@R.Tripathy22 10 сағат бұрын
ମାଳିକା ହେଉଛି ମହାପ୍ରଭୁ ଙ୍କ ମୁଖ ନିସୃତ ବାଣୀ। ମାଳିକା ର ପ୍ରତ୍ୟେକ ବାଣୀ ସତ୍ୟ ହେଉଛି ଏବଂ ଆଗକୁ ମଧ୍ୟ ସତ୍ୟ ହେବ।ତେଣୁ ଆଗକୁ ଆସୁଥିବା ବିନାଶ ରୁ ରକ୍ଷା ପାଇବା ର ଏକମାତ୍ର ମାର୍ଗ ହେଉଛି ତ୍ରିସଂନ୍ଧ୍ୟା ଧାରା। ସମସ୍ତେ ଶାକାହାରୀ ଓ ନିଶାମୁକ୍ତ ହୋଇ ତ୍ରିସଂଧ୍ୟା ଧାରା କୁ ଅନୁସରଣ କରନ୍ତୁ।
@R.Tripathy22
@R.Tripathy22 10 сағат бұрын
ଲୀଳାମୟ ମହାପ୍ରଭୁ ଙ୍କ ଲୀଳା ପ୍ରକାଶ ହେଉଛି।ମାଳିକା ର ପ୍ରତ୍ୟେକ କଥା ଅକ୍ଷରେ ଅକ୍ଷରେ ସତ ହେଉଛି।ସତ୍ୟ ର ପରିପ୍ରକାଶ ହେଉଛି।
@Ankmitales
@Ankmitales Күн бұрын
Bolo anande ekabar Hari Hari. Finally Mahaprabhu nka icha re Satya ra Prakasha Hoichi. Jay Shree Madhav 🙏🏻🪷✨
@UtsMts
@UtsMts 8 сағат бұрын
ଗୋଟଏ କଥା ସବବେଳେ ମନେ ରଖିଥିବେ, ସମୟ ଓ ପରିସ୍ଥିତି କେବେ ବି ବଦଳି ପାରେ ଏଥି ପାଇଁ କେବେ କାହାର ଅପମାନ କରନ୍ନ ନାହିଁ । ଜୟ ଶ୍ରୀ ମାଧବ
@Jashobantasahoo1998
@Jashobantasahoo1998 Күн бұрын
Mahaprabhu ka echa pura hau. Aji maa durga ka dhara agamana heba sanga re mahaprabhu ka satya pariprakash heichi hauchi aga ku haba. Papi melcha ninduka mane sabdhan hei jantu. 🙏Jay sri madhaba🙏
@divinesund32263
@divinesund32263 14 сағат бұрын
Bhagbanku bisayre jete alochana kale madhya kehi bujhiparantini ki janiparatini
@Tripathy-x8t
@Tripathy-x8t 14 сағат бұрын
ମହାପ୍ରଭୁ ଙ୍କ ଲୀଳା ପ୍ରକାଶ ହେଉଛି।ଯାହାର ଭାବ ଭକ୍ତି ଥିବ ସେ ବୁଝିପାରିବ ଅନୁଭବ କରିପାରିବ ସେଥିପାଇଁ ତ୍ରିସନ୍ଧ୍ୟା ଭାଗବତ ପଠନ କରନ୍ତୁ ଏବଂ ସତ ମାର୍ଗ ରେ ଯାନ୍ତୁ🙏🏼
@NewIndia5220
@NewIndia5220 2 сағат бұрын
ଏହି ପରି ସତ୍ୟର ପରିପ୍ରକାଶ କରିଥିବାରୁ ଧନ୍ୟବାଦ। ଜୟ ଶ୍ରୀ ମାଧବ।
@debasishmishra9415
@debasishmishra9415 Күн бұрын
Satya ra pariprakash bilamb heipare kintu Satya ku lucheyi rakhi huyena .aji ati sundar bhabare mohaprabhu nkr janma ra Satya Satya aji pari prakash hauchi
@SwatiSonawane-pk3do
@SwatiSonawane-pk3do 4 сағат бұрын
Jai shree Madhav dandvat pranam adham dasi ka Prabhu hame ashirvad do hum aapko kabhi bhulu nahi mai aapke charno mai sada seva karu
@rakeshtiwary9020
@rakeshtiwary9020 13 сағат бұрын
Jay Jagannath Satrah Ank me prakash hoga Kiska? Utar mil gaya Na 👌 श्री सत्य अनन्त कल्कि माधव महाप्रभु 🌿🌿 सत्य का प्रकाश🌿🌿 🙏🙏🙏🙏🙏🙏🙏🙏🙏
@dullabhasa5371
@dullabhasa5371 4 сағат бұрын
ସାଦର ପ୍ରଣାମ ଯେଉଁ ମାଁ ଓ ଭାଇ ସତ୍ୟ ଶାନ୍ତି ଦୟା କ୍ଷମା ମୈତ୍ରତା ରହି ପ୍ରଭୁଙ୍କ ଶରଣ ଯିବେ ସେମାନେ ହିଁ ପ୍ରଭୁଙ୍କୁ ପାଇଁ ପାରିବେ ଜୟ ଶ୍ରୀ ମାଧବ 🙏🙏🙏
@niranjanmishra6689
@niranjanmishra6689 14 сағат бұрын
ଆଗରୁ ମାଳିକା ପ୍ରଚାର ଏତେ ହେଉନଥିଲା ଏବେ କଣ ପାଇଁ ହେଉଛି ଆପଣ ମାନେ ସତ୍ୟ କୁ ବୁଝନ୍ତୁ ଆଉ ବେଶୀ ସମୟ ନାହିଁ ସେଥିଲାଗି ସବୁବେଳେ ପ୍ରଭୃଙ୍କୁ ସବୁକିଛି କର୍ମ ସମ୍ରପନ କରି ପ୍ରଭୁଙ୍କ ପାଦପଦ୍ମ ରେ ଶରଣ ରୁହନ୍ତୁ
@_Mishra556
@_Mishra556 23 сағат бұрын
ପ୍ରକୃତ ସତ୍ୟକୁ ଅନୁଭବ କରିବା ପାଇଁ ସଂପୂର୍ଣ୍ଣ ଶାକାହାରୀ ହୋଇ ତ୍ରିସଂଧ୍ୟା ଧାରା ଓ ନିତ୍ୟ ଶ୍ରୀମଦ୍ ଭାଗବତ କୁ ପାଠ କରନ୍ତୁ । ଯାହା ଦ୍ଵାରା ୧ ମାସ ମଧ୍ୟରେ ମହାପ୍ରଭୁ କଳ୍କୀ ଙ୍କ ଦର୍ଶନ ପ୍ରତ୍ୟକ୍ଷ ବା ପରୋକ୍ଷ ରେ ଦର୍ଶନ କରିପାରିବେ ।। ଜୟ ଶ୍ରୀ ଜଗନ୍ନାଥ 🙏🏻⭕‼️⭕
@dusmantabehera3412
@dusmantabehera3412 10 сағат бұрын
Satya Shanti Daya kshyama aau bhagwan nku jie sabu bele bhabo na re rakhi thibo se jani paribo
@Naturelove-k7m
@Naturelove-k7m 6 сағат бұрын
Right👍
@Gajendramajhi1
@Gajendramajhi1 10 сағат бұрын
Jay jaganath ହୃଦୟରୁ ହିଂସା କ୍ରୋଧ କୁ ତ୍ୟାଗକରି ପ୍ରଭୁଙ୍କ ଚରଣରେ ଶରଣ ଜାନ୍ତୁ,
@viveksrivastava9493
@viveksrivastava9493 11 сағат бұрын
MAHAPRABHU JIS PAR ANUGRAH KARENGE WAHI MAHAPRABHU KO JAAN PAYENGE MADHABA MADHABA NITYA CHAL PADEBA DEKHA PAYUKE CHINHE NA PAYEBA JAI SRI SATYA ANANAT MADHABA KALKIRAM MAHAPRABHU ❤❤❤❤
@Ravirav445
@Ravirav445 3 сағат бұрын
प्रभू की माया को वही समझ सकता है जिसको प्रभू समझाना चाहते है अपनी बुध्दि लगाना छोड़कर नाम जप भागवत पठन त्रिसंध्या अवश्य करें प्रभू जरूर अनुभव देगे
@madanmishra9916
@madanmishra9916 11 сағат бұрын
ହେ ଇଛାମୟ ଆପଣ ଙ୍କ କୃପାରୁ ହିଁ ଧୀରେ ଧୀରେ ସବୁ ସତ୍ୟ ର ପରିପ୍ରକାଶ ହେଉଛି। ତେଣୁ ସମସ୍ତେ ମାଧବ ନାମ ଜପ କରିବା ସହ ନିୟମିତ ଭାଗବତ ମହା ପୁରାଣ ପାଠ କରିବା ସହ ନିରାମିଷ ଭୋଜନ ଓ Trisandhya କଲେ ହିଁ ମହାପ୍ରଭୁ ଙ୍କ ଦର୍ଶନ କରି ଉଦ୍ଧାର ପାଆନ୍ତୁ 🙏🙏🙏🙏
@biswa378
@biswa378 11 сағат бұрын
अति सुन्दर बिषय है। अति पबित्र मय जानकारी दे रहे हैँ आप। ये बात हर इंसान को मानना पड़ेगा। हो सके आज जो नहीं मानते हैँ वो कुछ दिन बाद मानेंगे।। क्यों की जो सच है वो सच। कोई माने या ना माने समय आने पर सभी लोग मानेंगे। इसमें को द्विमत नहीं है। जय श्री माधव 🙏🙏🙏🙏 आप का लीला प्रकाश हो महाप्रभु आप का इच्छा पूर्ण हो 🙏🙏🙏 सारे बिस्व मे असत्य और अधर्म को बिनाश करें और सत्य, शांति, दया, ख्यामा, और मैत्री भाब प्रकाश हो 🙏🙏 जय श्री माधव 🙏🙏🙏
@hadibandhurout1319
@hadibandhurout1319 21 сағат бұрын
ଧୀରେ ଧୀରେ ସତ୍ୟ ପ୍ରକାଶ ହେଉଛି। ଏହା ନିଶ୍ଚୟ ମହାପ୍ରଭୁଙ୍କ ଇଚ୍ଛା। ଜୟ ଶ୍ରୀ ମାଧବ।
@SanjayDas-ko9vs
@SanjayDas-ko9vs 12 сағат бұрын
absoultly correct ,🎉🎉🎉 Joy shree jaganath
@a.santoshpatra1157
@a.santoshpatra1157 8 сағат бұрын
ବିଭିନ୍ନ ମାଳିକାରେ ବର୍ଣ୍ଣିତ ରହିଛି ଯେ ଯେତେବେଳେ ମହାପ୍ରଭୂ କଲ୍କିଙ୍କ ୧୭ ଅଙ୍କ ଚାଲିବ ସେତେବେଳେ ସମ୍ପୂର୍ଣ ସତ୍ୟର ପରିପ୍ରକାଶ ହେବ , ବର୍ତ୍ତମାନ ସତ୍ୟର ପରିପ୍ରକାଶ ହେଉଛି । ଜୟ ଶ୍ରୀ ମାଧବ , ପ୍ରଣାମ 🙏🙏🙏
@firojkumarbhoi174
@firojkumarbhoi174 Күн бұрын
Jaya shree madhav
@Jaymadhaba
@Jaymadhaba 7 сағат бұрын
ଆରମ୍ଭ ରୁ ଶେଷ ଯାଏଁ ଶୁଣିଲୁ, ବହୁତ ସୁନ୍ଦର ଉପସ୍ଥାପନା, ସବୁ ତାଙ୍କର ନିଜସ୍ଵ ମତ, ଜୟ ଶ୍ରୀ ମାଧବ 🙏🚩🏹🏹🏹🏹🏹🌺
@manasranjansahoo6645
@manasranjansahoo6645 17 сағат бұрын
😊ଶେଷ କଳି ଲୀଳା ଭାବ ତୋ ଆଗେ ବୁଝାଇ କହିବା ସର୍ବ ଲୋ ଯାଇ ଫୁଲ ଲୋ କଳ୍କୀ ରୂପ ହୋଇବେ ମାଧବ ଲୋ ଯାଇ ଫୁଲ 😊
@abinashnanda4057
@abinashnanda4057 21 сағат бұрын
ପ୍ରଭୁଙ୍କ ପ୍ରଚାର ପ୍ରସାର ଆଗକୁ ଆହୁରି ଜୋରଦାର ହେବ। ମୂର୍ଖ ମାନଙ୍କୁ ଆହୁରି କଷ୍ଟ ହେଵ ଏବଂ ପ୍ରଭୁଙ୍କ ଧର୍ମ ସଂସ୍ଥାପନା ରେ ବିନାଶ ର ସହଭାଗୀ ହେବେ। ପରନ୍ତୁ ଭକ୍ତ ମାନଙ୍କ ପାଇଁ ଆନନ୍ଦ ର ସମୟ। ଭକ୍ତ ଭଗବାନଙ୍କ ମିଳନର ସମୟ।
@ranjankumarpatel3321
@ranjankumarpatel3321 Сағат бұрын
ଜୟ ଜଗନ୍ନାଥ ❤️🙏
@PrabinKanjia
@PrabinKanjia 22 сағат бұрын
Jai shree madhaba 🙏🙏
@SanjayDas-stkpd
@SanjayDas-stkpd 23 сағат бұрын
ପ୍ରଭୁ ଦୟା କରିଛନ୍ତି କି ମୟା ସେଇ ଟା ତୋ ସମୟ କହିବ ସାଧୁ ସନ୍ତ ସମାଜଙ୍କ🎉
@ommdas4745
@ommdas4745 12 сағат бұрын
ଜୟ ଜଗନ୍ନାଥ ❤❤❤
@Ramgaming110
@Ramgaming110 12 сағат бұрын
Prabhu nka Daya kebala prapt hoithiba byakti hin bujhiba, Anya mananka pain " angur koli khata" Jay jagannath
@GohilDharmendrasinh-o2i
@GohilDharmendrasinh-o2i 15 сағат бұрын
Jay shree madhav ji Jay shree dwarkadhish ji
@pradhananu4930
@pradhananu4930 10 сағат бұрын
ତରକି ଥିବ ତେରକୁ ଚଉଦ ପନ୍ଦର ଲିଗିବ ହୁଣ୍ଡର ସତ ଉପୂଜିବ ସତରକୁ - now is this time come
@nimaidas961
@nimaidas961 10 сағат бұрын
Yes ofcourse.
@KeshabRout-u5d
@KeshabRout-u5d 9 сағат бұрын
Jay. Madhab
@debasisbaral3151
@debasisbaral3151 21 сағат бұрын
ସତର ର ରେ ସତ୍ୟ ପ୍ରକାଶ ହୋଇବ Jay ଶ୍ରୀ ମାଧବ
@biswabhusanrath2814
@biswabhusanrath2814 9 сағат бұрын
ଭଗବାନ କଳ୍କୀଙ୍କ ସମ୍ପର୍କରେ ଅତି ମଧୁମୟ ବାଣୀ ଶ୍ରବଣ କରି ଧନ୍ୟ ହେଲି l Badal ବାବା ଓ ଚକ୍ରଧରଙ୍କ ବାବାଙ୍କ କଥା ବହୁତ ଭଲ ଲାଗିଲା l ସାଧୁବୃନ୍ଦଙ୍କୁ ପ୍ରଣାମ l ଅର୍ଜୁନ ବାବୁଙ୍କୁ ଅଶେଷ ଧନ୍ୟବାଦ l ଜୟ ଜଗନ୍ନାଥ l 🙏
@biswa378
@biswa378 12 сағат бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏 ଓଡିଶା ତଥା ଭାରତ ଏବଂ ବିଶ୍ୱ ର କୋଣ ଅନୁକୋଣ ରେ ଥିବା ସମସ୍ତ ସନାତନୀ ସାଧୁ ସନ୍ଥ ଏବଂ ଭକ୍ତ ଜନ ଙ୍କୁ ସୂଚନା ଦେଉଛୁ କି ଏବେ ମହାପ୍ରଭୁ ବିଷ୍ଣୁ ଏବେ କଳ୍କୀ ରାମ ରୂପ ରେ ଧରା ପୃଷ୍ଟ ରେ ଅବତୀର୍ଣ ହୋଇ ସାରିଲେଣି। ଏବଂ ସମସ୍ତେ ସତ୍ୟ, ଶାନ୍ତି, ଦୟା, କ୍ଷମା, ଓ ମୈତ୍ରୀ ଭାବ କୁ ଆଚରଣ କରନ୍ତୁ ଏବଂ ଶ୍ରୀ ମଦ ଭାଗବତ ମହାପୁରାଣ ଗଗ୍ରନ୍ଥ କୁ ପାଠ କରନ୍ତୁ। ନିଶା ଆମିଷ ତ୍ୟାଗ କରନ୍ତୁ ଏବଂ କାମ, କ୍ରୋଧ, ଲୋଭ, ମୋହ, ହିଂସା, କପଟ,ଛଳନା, ଇତ୍ୟାଦି ତ୍ୟାଗ କରି ପ୍ରତି ନିତ୍ୟ ତ୍ରିକାଳ ସଂଧ୍ୟା କରି ମହାପ୍ରଭୁ ଙ୍କ ଶ୍ରୀ ଚରଣ ରେ ସମର୍ପିତ ହେବା ପାଇଁ ଚେଷ୍ଟା କରନ୍ତୁ।।ଏବଂ ସତ୍ୟ କଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଜୟ ଶ୍ରୀ ମାଧବ 🙏🙏🙏🙏 ଆପଣ ଙ୍କ ଇଛା ପୂର୍ଣ୍ଣ ହେଉ 🙏🙏🙏🙏
@SwatiSonawane-pk3do
@SwatiSonawane-pk3do 4 сағат бұрын
Jai shree Madhav dandvat pranam adham dasi ka
@chagalabaliamalikabachana4612
@chagalabaliamalikabachana4612 7 сағат бұрын
ଯେମିତି କଳ୍କୀ ରାମ ରୂପ ସେମିତି କଳ୍କୀ ଙ୍କ ରୂପ ଯାହାକି ଅଯୋଧ୍ୟରେ ଲିଳା କରିଛନ୍ତି ପ୍ରଭୁ 🙏🏻
@debasisbaral3151
@debasisbaral3151 21 сағат бұрын
Jay mahapravu nka ra Jay heu
@sagarmohanty2052
@sagarmohanty2052 23 сағат бұрын
Jai Shree Satya Ananta Madhaba 🙏
@Rahuljt8ol
@Rahuljt8ol 23 сағат бұрын
ମାଧବ 2007 ରୁ ମଲେଣି କାସି ପୁଅ ମାଧବ କେବେ ମାରିବ ଦେଖିବା ବାକି ଅଛି
@_Mishra556
@_Mishra556 23 сағат бұрын
କେତେ କମେଣ୍ଟ​ କରୁଚ ? 😅 Jealousରେ ମରି ଗଲେଣି ଏ ସବୁ 😂 @@Rahuljt8ol
@Jashobantasahoo1998
@Jashobantasahoo1998 23 сағат бұрын
​@@Rahuljt8ol apana kebe maribe apana ka time gana start hei glani Ready ruhantu.
@sagarmohanty2052
@sagarmohanty2052 23 сағат бұрын
@@Rahuljt8ol Kahara mariba banchiba kebala Prabhu jananti. Samaya asigalani bhai. Jadi kichhi sandeha achhi tebe mo saha dekha karantu. Apananka agyanata dura heijiba.
@SusantaParida-y2l
@SusantaParida-y2l 17 сағат бұрын
ଯୋଉମାନେ ଏବେ ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଥଟା କରି ଯାହା ଏଣୁ ତେଣୁ କହୁଛନ୍ତି ସେମାନେ ଧର୍ମ ସଂସ୍ଥାପନା ରେ ଆଗ କଟିବେ... ଦୟା କରି ଏପରି ଲୋକଙ୍କ କଥାକୁ କେହି ନଜର ଦିଅନ୍ତୁନାହିଁ..
@swagatikapal1241
@swagatikapal1241 6 сағат бұрын
Prabhu aei dhara prustha re abatarana kari sarileni...Prabhu nka krupa padiba pain dhara re rahiba bahut jaruri...trisandhya,bhagabat padhiba,sakahari khaiba aau Madhav nama japa...❤🙏🪷
@EnjoyNature1.0
@EnjoyNature1.0 17 сағат бұрын
Jai Shree Madhav 🙏
@PriyankaBehera-hi9mh
@PriyankaBehera-hi9mh 13 сағат бұрын
ଜୟ ଶ୍ରୀ ମାଧବ 🙏🙏
@DiluSwain-iw2ob
@DiluSwain-iw2ob Сағат бұрын
ହେ ଭକ୍ତଗଣ ଠାକୁର ମାନବ ଯୋନିରେ ଜନ୍ମ ନେଇଛନ୍ତି ଜଣେ଼ ଭକ୍ତ ଅଂଗରେ ଆସିଵେ ଆପଣମାନେ କହୁଛନ୍ତି ଠାକୁର ଜନମ ନେଇସାରିଲେଣି କାହାକୁ ବି ସୁଆର କରି ଵ ଆପଣମାନେ ଧନଲୋଭରେମିଛ ପଚାର କରୁନାହଁତ? ଜୟ ଜଗନ୍ନାଥ ଜୟ ପଂଚ ସଖା🙏
@govindachandrabehera1410
@govindachandrabehera1410 16 сағат бұрын
Radhe radhe Jaya Jagannath Jaya guru pranam. Kanhiki apana bhramita karuchha
@bibekanandaswain3404
@bibekanandaswain3404 15 сағат бұрын
Kehi bharamita Karu nahanti.ehi video re jaha kuha jauchhi taha sampurna rupe satya.maha Prabhu Janma hoi Gupta re Leela karuchhanti jahaku kebal chetua bhakta Mane bujhi paribe.maha prabhunka kruparu satyara prakash hauchhi agaku madhya heba.aapan Satya,Santi,daya, dharm,maitri ku palan karantu taha sahita tri sandhya, bhagwat mahapuran pathan,madhab nama japa karantu Satya ku Jani paribe.Jay shree madhab
@santoshkumarpradhan9003
@santoshkumarpradhan9003 14 сағат бұрын
Kali ra Prabha re apana mane bhrama re padichanti sei bhrama ru udhara nimante ei gyana cakhyu prabhu kripa ru banta hauchhi
@Ramgaming110
@Ramgaming110 12 сағат бұрын
Bhai, jama bhramita hua nahin kahin ki na bhramita hele apana madhaba nku Jani jibe jouta apananka bhagya re nahin bodhe. Tenu bhramita huantu nahin.
@rashmitamishra4934
@rashmitamishra4934 9 сағат бұрын
ଭାଈ ଆପଣଙ୍କୁ କେହି ଭ୍ରମିତ କରୁନାହାନ୍ତି।ମାଳିକା ସତ୍ୟ ଏବଂ ସତ୍ୟ ର ପରିପ୍ରକାଶ ହେଉଛି ଆଗକୁ ଯାହା ଘଟିବ ତାହା ସଚେ ତନ କରାଯାଉଛି।
@SwayanpravaRout-m6y
@SwayanpravaRout-m6y 4 сағат бұрын
Asha karuchhu ebe sabu malika birodhi mananku semananka question ra answer milijaithiba.tapare bi jadi kichhi question achhi khandagiri asantu pandita kashinath mishranka pakhaku.se sampurna prastuta achhanti sabu doubt clear kariba pain.
@_Mishra556
@_Mishra556 22 сағат бұрын
ସତ୍ୟର ପରିପ୍ରକାଶ ହେଲା ।🚩ଆଗକୁ ଆହୁରି ହେବ । କେବଳ ଚେତୁଆ ଭକ୍ତ ହିଁ ଚିହ୍ନିପାରିବେ । ସେମିତି ହୃଦୟ ରେ ଭାବ ଭକ୍ତି ଥିବା ଆବଶ୍ୟକ । ଆଉ ଯିଏ ନିନ୍ଦା କରୁଛନ୍ତି କେବେ ବି ମହାପ୍ରଭୁ ଙ୍କୁ ନ ପାଇ ବାଟବଣା ହୋଇ ଶେଷରେ ମାଆ ଙ୍କ ଦ୍ଵାରା ସଂହାର ହେବେ । ସେବେ ଜାଣିପାରିବେ କିଏ କଳ୍କୀ ହେଲେ ସମୟ ନ ଥିବ ।
@PankajISRO
@PankajISRO 11 сағат бұрын
ସମୟ ହେଲା ପରା, କାଶିଆ ପୁଅ ମାଧିଆକୁ ସିଘ୍ର ମୋ ପାଖକୁ ୧୨ ହାତ ଖଣ୍ଡା ଦେଇ ପଠା, ମା ଗିହା ଗଜର ଗଜର କାହିଁକି ହଉଚବେ। ମାଧିଆ ଗାଣ୍ଡି ରେ ଏକା ନାତ ଦେବି ତା ବୁଦ୍ଧି ଅନ୍ଧାର ହେଇଯିବ।
@Tripathy-n6k
@Tripathy-n6k 10 сағат бұрын
​@@PankajISROଭାଷା ସଞ୍ଜତ କରି କଥା ବାର୍ତ୍ତା କର।ଆପଣ କଣ ଭାବୁଛନ୍ତି ଆପଣ ଏମିତି negative comment କଲେ ସତ୍ୟ ଲୁଚିଯିବ ନା କଣ।ଯାହା ସତ୍ୟ ତାହା ସବୁବେଳେ ସତ୍ୟ। ଆଉ ସତ୍ୟ କେବେ ଲୁଚି ରହେନା ସତ୍ୟ ର ପ୍ରକାଶ ହେଉଛି ଏବଂ ଆଗକୁ ମଧ୍ୟ ହେବ।ଆଉ କିଏ ବାର ହାତ ଖଣ୍ଡା ତଳେ ପଡିବ ସେଇଟା ସମୟ କହିବ।
@pradhananu4930
@pradhananu4930 10 сағат бұрын
​@@PankajISROଭାଇ ଏହା ଆମ ଓଡ଼ିଶା ର ଗର୍ବ ଆଉ ଗୌରବର ଭାଷା । ଆପଣ କଣ ମାଳିକା ଜାଣିଛନ୍ତି କୁହନ୍ତୁ ଆମେ ଗ୍ରହଣ କରିବୁ କାଇଁ ଅଯଥା କାହାରିକୁ ନିନ୍ଦା କରି ଚାଲିଛ। ୟେ dialog ତମଠୁ ଆମକୁ ଭଲରେ ଆସେ କିନ୍ତୁ ଜଗନ୍ନାଥଙ୍କ ଧାରାରେ ଅଛୁ ସୁଧୁରିଯାଅ
@sagarmohanty2052
@sagarmohanty2052 10 сағат бұрын
@@PankajISRO Aaji jou bahasa kahichha. Tara phala tamaku nischaya miliba. Mrutyu kebe kahaku ase k hi janinahanti. Ehara danda tamaku nischaya miliba
@sadhuram4804
@sadhuram4804 7 сағат бұрын
Duryodhanbi amiti krisnaprabhunku bandi karibaku jauthila kemiti hela janichhuta bansa nasha hoigala (jaya shree madhab )
@bibhutibhusandas1368
@bibhutibhusandas1368 9 сағат бұрын
ଧୀରେ ଧୀରେ ପ୍ରଭୁ ତାଙ୍କ କୃପା ଋ ସବୁ ସତ୍ୟ ପରିପ୍ରକାଶ କରୁଛନ୍ତି ତାକି ସବୁ ଭକ୍ତ ଶୀଘ୍ର ଏକତ୍ରିତହୁଅନ୍ତୁ। ହେ ମହାବାହୁ, ଅପଣନଙ୍କ ଇଛା ପୂରଣହେଉ।
@Sksarajsagar
@Sksarajsagar 4 сағат бұрын
ଅଚ୍ୟୁତ ଅବତାରପରେ ହାଡିଦାସ ଅବତାର,ଏହେଉଛନ୍ତି,ଜଗନ୍ନାଥ ଅବତାର,ଯଦିହାଡିଦାସଜଗନ୍ନାଥଙ୍କପଥକୁଅପେକ୍ଷାକରିଛନ୍ତିତେବେତାରଜନ୍ମଛତିଆବଟ,ହଡିଆଓଅଚଚ୍ୟୁତନିଯେଜଗନ୍ନାଥ,ଅବତାର
@rojalinsenapati6338
@rojalinsenapati6338 14 сағат бұрын
Mahaprabhu nka ra Jay Ho Jay Ho Jay Ho ❤❤❤❤❤
@mitaliacharya3953
@mitaliacharya3953 11 сағат бұрын
जय श्री माधव
@AlakaSingh-vg6ol
@AlakaSingh-vg6ol 22 сағат бұрын
Jay jagannath
@Runupatra-z9f
@Runupatra-z9f 16 сағат бұрын
Echhamayanka echha ru hin parvunkara pariprash heuchhi au agaku madhya heba ethire tile matra sandeha nahi ,jay shree madhab 🙏.
@rojalinsenapati6338
@rojalinsenapati6338 14 сағат бұрын
Samaste Mahaprabhu nka Saran Ku asantu Krupa labha karantu ❤❤❤
@divinesund32263
@divinesund32263 14 сағат бұрын
Jajanagra jajapura nuha Malika bhalse bujhantu mahanga heuchi jajanagra
@Ramgaming110
@Ramgaming110 12 сағат бұрын
Jajanagra hela, jeuthi brahma subhastambh poti thibe, jeunthi jama maa sata bhuni thibe, jeunthi, jajati keshari jagyan karithibe, jeunthi nabhi Gaya khetra thiba, jeunthi kanak Durga bedi thiba, jeunthi Hari hara khetra, jeunthi uttara bahini baitarani thiba, jeunthi maa biraja adhisthatri hoi thibe aau kete pramana darkaar. Murkha nku kehi bujhei paribe nahin. Jay jagannath
@SaradaRout-wl8hg
@SaradaRout-wl8hg 12 сағат бұрын
Thik katha
@nimaidas961
@nimaidas961 10 сағат бұрын
Hau bhala katha . Mahanga ku dhari kari basitha. Tama manakara samay asigalani. Sudhuri jaya. Aau kam samay.
@Jashobantasahoo1998
@Jashobantasahoo1998 8 сағат бұрын
Jadi mahanga jajanagra apana ka keshaba thakura jou khuchanti chali gle kahiki . Jadi sia kalki rahiba ktha dharma Sansthapana pai.
@bikkyhindu3485
@bikkyhindu3485 12 сағат бұрын
Jai Shri Madhab mahaprahbu parnaam
@Ramgaming110
@Ramgaming110 12 сағат бұрын
Jay shree Madhaba. Pura biswa madhaba maya hebo, samaste eka mukha hoi madhaba naam bhajan karibe. ❤
@AnilKumar-fj2zo
@AnilKumar-fj2zo 2 сағат бұрын
Satya gatha,Malika amruta, suryan Saturn channel ku mu biswas kare
@Mishra-k7h
@Mishra-k7h 14 сағат бұрын
ସମୟ ଆସି ଉପନୀତ,ସତ୍ୟ ର ପରିପ୍ରକାଶ ହେଉଛି । ସମସ୍ତେ ତ୍ରିସନ୍ଧ୍ୟା ଓ ଭାଗବତ ପାଠ କରନ୍ତୁ 🛐🌸🌸🙌🏻
@UtsMts
@UtsMts 13 сағат бұрын
ଆପଣଙ୍କୁ କୋଠି ପ୍ରଣାମ
@satyasanatsni944
@satyasanatsni944 15 сағат бұрын
Prem se bolo anandyaka bar hari hari Mahaprabhunka echa purana heu 🙏🙏🙏
@Bhakti-Gitanjali
@Bhakti-Gitanjali 11 сағат бұрын
ଜୟ ଜଗନ୍ନାଥ, ସମସ୍ତ ସୁଜ୍ଞାନୀ ପଣ୍ଡିତ, ତଥା ସନ୍ଥ , ସାଧୁ ଙ୍କୁ କୋଟି ପ୍ରଣାମ । ସମସ୍ତେ ପ୍ରଭୁ ଙ୍କ ମାୟା ଲୀଳା ରେ ଭ୍ରମିତ । ପ୍ରକୃତ ସତ୍ୟ ଅତି ଗୁପ୍ତ । କହି ଦେଲେ ମଜା ସରି ଯିବ । ତାହା ତ ସମୟ କହିବ । ଜୟ ଜଗନ୍ନାଥ ସ୍ଵାମୀ ।
@Tripathy-n6k
@Tripathy-n6k 11 сағат бұрын
ମାଳିକା ବର୍ଣ୍ଣିତ ପ୍ରତ୍ୟେକ ବାଣୀ ସତ୍ୟ ହେଉଛି।ମହାପ୍ରଭୁ ଙ୍କ ୧୭ ଅଙ୍କ ରେ ସତ୍ୟ ର ପରିପ୍ରକାଶ ହେଉଛି।
@DEkataria
@DEkataria 11 сағат бұрын
Jai shree madhav 🙏 Mujhe kuch samjh nahi aa raha. Kya koi mujhe Hindi and English me bata sakte hai in short? Jai shree madhav 🙏
@aamy00
@aamy00 13 сағат бұрын
ବାଦଲ ଭାଇ ଆପଣଙ୍କ ଠାରୁ ଏହା ଆଶା କରାଯାଉ ନଥିଲା
@Ramgaming110
@Ramgaming110 12 сағат бұрын
Aau Kan michha ra asa Karu thile ki Bhai?
@nimaidas961
@nimaidas961 10 сағат бұрын
Agami dina re badali baku badhya.
@tapanmallick7958
@tapanmallick7958 40 минут бұрын
Malika atala satya🙏agyan aapana mane apanka channel re kahuchanti eie kalki puni au kou channel re sie kalki emiti samaste mu kalki mo pua kalki kahichalichanti ame kahaku bishwasa karibu?
@Sksarajsagar
@Sksarajsagar 4 сағат бұрын
ତାଙ୍କ ପୁଅ,ଆଗତ ଓଭବିଶ୍ୟତ,କଥା କହୁଛନ୍ତି,କି?ଆଉଅବଢାତାଙ୍କପାଖରହେଉଛି କି?ଯଦିନାହିଁ,ତେବେସେକେମିତିହେଲେ,ଭଗବାନ
@Ramgaming110
@Ramgaming110 3 сағат бұрын
Se sarba gyantaa. Aau abadha ta se Bantu chhanti , ame pauchhu. Aho bhagya aamara
@anitanayak1270
@anitanayak1270 Сағат бұрын
Really, to fir ye Bhagwa kalki ke name ka business na karte
@niranjanmishra6689
@niranjanmishra6689 15 сағат бұрын
ଭକ୍ତଙ୍କ ଲୀଳା ଭାରି ହୋଇବ 17 ଅଙ୍କ ରେ ସତ୍ୟପରିପ୍ରକାଶ ହେଉଛି ତେଣୁ ସଦାସର୍ବଦା ମାଧବ ନାମ ଜପ କରନ୍ତୁ 🙏🙏🌹ଜୟ ଶ୍ରୀ ମାଧବ 🙏🌹
@muralidharbeheraadhamtikch4082
@muralidharbeheraadhamtikch4082 6 сағат бұрын
ଭାଇ ଆମିଷ କାହାକୁ କହନ୍ତି ମୋର ଆପଣଙ୍କୁ ଅନୁରୋଧ ଟିକେ କହିବେ
@Ramgaming110
@Ramgaming110 3 сағат бұрын
Sarala bhasa re kahibaku gale Bhai prani nka sarira ku khadya bhabare grahana Kariba hin aamisa bhakhyana Kariba. Tenu kounasi prani hatya nakari sakahhar jiban Japan Kariba hin sanatan dhara
@bibhutibhusandas1368
@bibhutibhusandas1368 15 сағат бұрын
ବିଭିନ୍ନ ସନାତନ ଶାସ୍ତ୍ର / ଶାସ୍ତ୍ର ଏବଂ ଭବସିୟା ମଲାଇକା ପୁରାଣ ଅନୁଯାୟୀ, ଭଗବାନ ମାଧବ କଲ୍କି ରୂପରେ ପୃଥିବୀରେ ଅବତାର କରିବେ ବୋଲି ରଚନା କରାଯାଇଛି। ଏହି କାରଣରୁ, ସମସ୍ତ ସନାତନଙ୍କ ପାଇଁ ପ୍ରଭୁ 'ମାଧବ'ର ନାମ ଜପ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ |
@santoshkumarpradhan9003
@santoshkumarpradhan9003 14 сағат бұрын
Dhire dhire prabhu nka paripraksha hauchhi Sabh sei Madhav nka ichha tanka ichha binu kichhi v ghati nahin ki kichhi v ghatiba nahin
@santoshkumarpradhan9003
@santoshkumarpradhan9003 14 сағат бұрын
Biswas se milanti Madhav tarke bahu dura Pandaba bhai au Anya mananka katha ku biswas re nele hin prabhu prapta hebe
@kpinkyraorao9399
@kpinkyraorao9399 13 сағат бұрын
Mahaprabhu nka padapadma re koti koti pranam samastanku ame atiki kahuchu Prabhu madhaba Satya Prabhu dhara abatarana karisarileni Prabhu bhakti re. Pagala heuthiba loke. Satya ku. Bughijaantu. Tri Sandhya. Karantu amisa brarjana karantu. Aau diniaku bhala nahi Prabhu nka anubhaba paibe
@rojalinsenapati6338
@rojalinsenapati6338 14 сағат бұрын
Mahaprabhu nka Krupa ru Satya ra pari prakash hela
@bijayakumarpanda7902
@bijayakumarpanda7902 12 сағат бұрын
କେତେ ଆଉ ଗପ କହିବ? ସର୍ବଜ୍ଞ ପରି ଅଭିନୟ କରୁଛ. ସବୁ ମହାମାୟୀ🙏 ଙ୍କ ମାୟା..
@adyasatyayug6848
@adyasatyayug6848 12 сағат бұрын
ମିଛ କି ସତ ସମୟ ଆସିଲେ ବୁଝିବ, ତମକୁ କିଏ ଗୁଆ ପାନ ଦେଇ ନିମନ୍ତ୍ରଣ କରୁଛି ହୋ
@hadibandhurout1319
@hadibandhurout1319 10 сағат бұрын
ଆଜି ଯାହା ତୁମକୁ ଗପ ଭଳିଆ ଲାଗୁଛି, କାଲି ତାହା ସତ୍ୟରେ ପରିଣତ ହେବ। ସେତେବେଳେ କେବଳ ତୁମେ ଡହଳ ବିକଳ ହେବ ସିନା ଉପାୟ ମିଳିବ ନାହିଁ। ତେଣୁ ସମୟ ଥାଉ ଥାଉ ସଚେତ ହୁଅ। ତ୍ରିସଂଧ୍ୟା କର, ଭାଗବତ ପଢ, ନିରାମିଷ ଭୋଜନ କର। ବଂଚିଯିବ ହୋ…
@nimaidas961
@nimaidas961 10 сағат бұрын
Tama mananka pai micha hai pare.au samay nahi suduri jaya.
@sagarmohanty2052
@sagarmohanty2052 10 сағат бұрын
@@bijayakumarpanda7902 Gapa sunibaku kie dakile tamaku. Eha hauchhi lajya hina lokanka parichaya. Jai Shree Satya Ananta Madhaba 🙏
@swagatikasukla9767
@swagatikasukla9767 9 сағат бұрын
ତମକୁ କିଏ କହୁଚି କି ଏ ଗପ ଶୁଣିବାକୁ😊 ତମକୁ ବା ଏ ସବୁ ଗପ ପରି ଲାଗିବ , ଯେତେବେଳେ ଭାବିବ ସବୁ ଡେରି ହୋଇଯାଇ ଥିବ😢
@vijaykumarsagar8552
@vijaykumarsagar8552 17 сағат бұрын
Bhagwan Kalki ko bhakt ke siva aur koi nahi jan payega bhagwan apni yogmaya shakti khud ko ati manav rup me prakash karenge, keval samarpan bhav aur bhakti sehi prabhu jana ja sakega anyatha bade bade mathadish gyani bhi fail ho jayenge ki yahi prabhu hai...
@DIPTIPRAKASHNANDA
@DIPTIPRAKASHNANDA 4 сағат бұрын
Mada mansa khau thiba loka prabhu nku kana janibe.kalki ama samukha re thile bi janipariba nahi.sabu juga re prabhuji asanti kintu bahut kam loka hi janiparibe.
@Senapati10
@Senapati10 14 сағат бұрын
Gupta hela mukta madhab hele prakash jai shree madhab
@muralidharbeheraadhamtikch4082
@muralidharbeheraadhamtikch4082 5 сағат бұрын
ଖଣ୍ଡଗିରି କୋଇଠି ଅଛି ଜଦି ଜାଣିଛନ୍ତି ଭାଇ ଟିକେ କହିବେଆମକୁ
@Ramgaming110
@Ramgaming110 3 сағат бұрын
Bhai aapana Jani nahanti ki?
@KrishnaBhakt3508
@KrishnaBhakt3508 13 сағат бұрын
Jeunmane bhakta semane prabhunku janiparibe . Jeumane janiparunahanti semane karap kari kahibe. Tenu bhakta heba pain, vegetarian huantu, trisandhya karantu, bhagabat padhantu,nisa drabya parityaga karantu.
@cinecreator3036
@cinecreator3036 8 сағат бұрын
ଆରେ ଭାଇ। ଯଦି କିଛି ନୂଆ ତଥ୍ୟ ଅଛି ଦିଅ।ଏ କଥା ଗୁଡାକ କିଏ ଜାଣିନି କହିଲ।ସମୟ ନଷ୍ଟ ହେଇ ଗଲା । ସେତିକି ସତ୍ୟ ଭଞ୍ଜ ଚାନେଲ ରେ ସମୟ ଦେଇ ଥିଲେ ନୂଆ ତଥ୍ୟ ମିଳି ଥାଆନ୍ତା ।
@Ramgaming110
@Ramgaming110 3 сағат бұрын
Are bhai nua tathya hin ta dia jauchhi, jouta Satya bhanja channel bi pai nahanti. Taha hela mahaprabhu nka janma pramana. Madhaba hin kalki. Ya tharu aau adhika Kan darkaar
@Si_pu310
@Si_pu310 23 сағат бұрын
ବର୍ତମାନ କ'ଣ ଚେତୁଆ ଭକ୍ତ ନାହାନ୍ତି ? ।ପ୍ରସାରଣ ସାରଣୀ ଆଗରେ ଆତ୍ମ ଘୋଷିତ ହେବାପାଇଁ ଅନେକ ଵିନା ଶ୍ରେଣୀ ର ଚେତୁଆ ଭକ୍ତ ମାନେ ନିଜକୁ ନିଜେ ପରୋକ୍ଷରେ ପ୍ରଭୁ ଵୋଲି ପଞ୍ଜିକୃତ କରାଇଵାରେ ଆପ୍ରାଣ ଚେଷ୍ଟା କରୁଛନ୍ତି । ସେମାନଙ୍କୁ ପଚାରି ଵୁଝନ୍ତୁ ସେମାନେ ଆଜିଯାଏ ଲେସ ପାଇ ନାହାଁନ୍ତି ।ଇଏ ପୁଣି ଆସିଲା କେଉଁଠୁ ? ।ଯାହା ଜଣାପଡୁଛି ଵିନାଶ ନିଶ୍ଚିତ । ପ୍ରଭୁଙ୍କ ସଦ୍ ଇଛା ପୂର୍ଣ୍ଣ ହେଉ । ଜୟ ଗୁରୁଦେବ 🙏🙏🙏। ଜୟ ପଞ୍ଚସଖା 🙏🙏🙏
@sagarmohanty2052
@sagarmohanty2052 23 сағат бұрын
@@Si_pu310 Jai Shree Satya Ananta Madhaba 🙏
@debasishmishra9415
@debasishmishra9415 22 сағат бұрын
ପ୍ରକୃତ ଶାସ୍ତ୍ର ଅଧୟନ କରି ନିଜର ଜ୍ଞାନ କୁ ପରିପ୍ରକାଶ କରନ୍ତୁ | ଧର୍ମ ଶାସ୍ତ୍ର ପୁରାଣ ନ ଜାଣି ଏମିତି ମହାପୁରୁଷ ଙ୍କ ଦିବ୍ୟ ବାଣୀ କୁ ଆକ୍ଷେପ କରି କହିବା ଜଣେ ସତ୍ୟ ସନାତନ ଧର୍ମୀ ର ପରିଚୟ ନୁହେଁ. ଏହା ହିଁ ସତ୍ୟ ଯେ ମାଧବ ହିଁ କଳ୍କୀରାମ 🙏
@gitanjalidray6702
@gitanjalidray6702 16 сағат бұрын
Samaya asile tume mane tuma prashna ra uttara paiba.
@nimaidas961
@nimaidas961 10 сағат бұрын
Nischita binas haba papi manakara. Ninduka ka manaku kebe hela bhala lagi bani.
@Si_pu310
@Si_pu310 7 сағат бұрын
@@debasishmishra9415 ସମୟ କୁ ଅପେକ୍ଷା ଦେଖାଯାଉ ଗୋବିନ୍ଦ ର ଗତି ।
@muralidharbeheraadhamtikch4082
@muralidharbeheraadhamtikch4082 5 сағат бұрын
ଭାଇ ତୁମ କଳ୍କୀ ଅବତାର ଙ୍କୁ ପଚାରି ଆମକୁ କହିବ ଷୋଳ ନାମ କଣ କଣ ଏବଂ ସେ ଅକ୍ଷର କୋଉଠୁ କ୍ଷରି ଆସିଛନ୍ତି ଏବଂ ସେ ଗୋଟିଏ ଅକ୍ଷରର ନାମ କଣ ଆପଣଙ୍କୁ ମୋର ଅନୁରୋଧ
@Ramgaming110
@Ramgaming110 3 сағат бұрын
Kalki avatar tumara ki Amara nuhanti. Se samasta jagatara. Aau chhara manaba Kan janibe tanka naam bisayare. 16 naam Kan kahibi tume ta sarba naam. Prabhunku bhalapao, premakara, bhakti Kara. Tarka kale kichhi miliba nahin.
@DurgaMunda-lo1uo
@DurgaMunda-lo1uo 10 сағат бұрын
Joijogarnatporvu.
@pradayeenijena1500
@pradayeenijena1500 12 сағат бұрын
Gopokuhanahi tomekuho ponchosakha lekhithiba malika kon sabu print hei sarilaniki ?
@Jashobantasahoo1998
@Jashobantasahoo1998 11 сағат бұрын
"Hetu rasaiba paiki achuta sahastra purana kla kli kala thu bali kala jae haka ktha ta lekhi la"jetiki malika mahapurusha ka ra prakash haba ktha hei sarichi.
@nimaidas961
@nimaidas961 9 сағат бұрын
. Malika print hai gale kan sabu janipariba. MADHABA nama japa kara within few days you will get your answer.
@pradayeenijena1500
@pradayeenijena1500 9 сағат бұрын
Jagannath jopo kole kon hob kuho
@pradayeenijena1500
@pradayeenijena1500 9 сағат бұрын
Jagrnatha nka kala nei madhobo janmo jadi tume mulaku dharo dalokudharile kan hebo
@Jashobantasahoo1998
@Jashobantasahoo1998 8 сағат бұрын
​@@pradayeenijena1500Jagannath mandira kebe janti nahi laguchi. Akhi kholi ki dekha Jagannath ka pakha re chota Jagannath basichanti tanka name madhaba. Ebe sarat durga puja re durga mandapa ka puja chalichi dekha jaiki. Mahapurusha malika re lekhichanti "Ananta je juga hoiba madhaba ka sire sohibo, ananta madhaba lila dekhiba ku sidha giri pithe re chahita basi(sidha giri khandagiri ekamra bana ), ahe sunya sanshara basi nilanchala lila dekhi ja asi. ".
@rameshswain6451
@rameshswain6451 3 сағат бұрын
Nije. Pasanda. Nuheta
@muralidharbeheraadhamtikch4082
@muralidharbeheraadhamtikch4082 6 сағат бұрын
ବିଲୁଆ ବିଚାର ତୁମର ସବୁ ଭାଇ
@Ramgaming110
@Ramgaming110 3 сағат бұрын
Sabu bichara mahaprabhunkara
@SamSam-cg5mw
@SamSam-cg5mw 22 сағат бұрын
Eha kn apananka drudhokti na dambhokti ?
@Jashobantasahoo1998
@Jashobantasahoo1998 11 сағат бұрын
Drudhokti au dambhaokti mahaprabhu maha Vishnu kalki ka dhara agamana hei sarichi. Trisandhya bhagwat patha madhaba nama nitya japa karantu mahaprabhu ka ashribad prapta hele jani paribe.
@Marrygold652
@Marrygold652 11 сағат бұрын
Jay jagnnath mahaprabhu 🙏
@chintamanimoharana2678
@chintamanimoharana2678 8 сағат бұрын
ପଣ୍ଡିତ ପୁଅ😂 କୁ ଠାକୁର karisarlani 😂
@Jashobantasahoo1998
@Jashobantasahoo1998 8 сағат бұрын
Apana trisandhya bhagwat patha madhaba nama nitya japa karantu mahaprabhu ka ashribad prapta hele jani paribe prakuta kalki kia. Ninda karuchanti bhul re karantu nahi khyama magi sarana jao.
@Jaymadhaba
@Jaymadhaba 6 сағат бұрын
ଭାଇ ଟିକେ ବୁଝ, ସତ୍ୟ କୁ କେହି ଚିହିଁ ପାରିବେ ନାହିଁ, ସବୁ ଖରାପ ଚିନ୍ତା ଛାଡି, ପ୍ରଭୁ ଙ୍କ ଶରଣରେ ରୁହ
@Ramgaming110
@Ramgaming110 2 сағат бұрын
Tu ma bhagya kharap
@niranjansamal439
@niranjansamal439 4 сағат бұрын
Tame sabu galua.tamaku lajya achi
@Ramgaming110
@Ramgaming110 2 сағат бұрын
Tu Kan?
@slayeropbolte2978
@slayeropbolte2978 12 сағат бұрын
pitasri baja bajeiki pua ku kalki kahi prachara kari paisa kamauvhi.danya re kalijugara pitasri danya.tamaku ginijlg bookre rahiba darkara.
@user-Abhilashjenamani
@user-Abhilashjenamani 12 сағат бұрын
ସେ ନିଜ business କରିକି ରୋଜଗାର କରୁଛନ୍ତି l କାହାଠାରୁ ପଇସା ନିଅନ୍ତି ନାହି।
@user-Abhilashjenamani
@user-Abhilashjenamani 12 сағат бұрын
ଆପଣ ଯଦି ଏତେ ଜ୍ଞାନ ଆହରଣ କରିଛନ୍ତି ତେବେ ନିଜ କଥା ର ପ୍ରଚାର କରନ୍ତୁ । ଏଠି ଆସି ରାଉ ରାଉ କଣ ପାଇଁ ହେଉଛନ୍ତି।
@slayeropbolte2978
@slayeropbolte2978 12 сағат бұрын
@@user-Abhilashjenamani jana sabu haturu niantini.account ru nianti.padma babau nk vedeo dekhantu bujhijibe.
@Ramgaming110
@Ramgaming110 12 сағат бұрын
Tu gote tanka kebe deichhu ki ?
@slayeropbolte2978
@slayeropbolte2978 12 сағат бұрын
@@user-Abhilashjenamani ame kimba am paribar ra sadasya nku vagaban kahiparibuni. prachara karibu kahniki.amaku prqvu got chairing deichanti that's enough.vika magi bu kahniki.jaya jagnath.sei ak satya.au sabu mitya.
@slayeropbolte2978
@slayeropbolte2978 13 сағат бұрын
4 kala nuhe pancha kala thik thik kuka .
@Jashobantasahoo1998
@Jashobantasahoo1998 8 сағат бұрын
Mahaprabhu maha vishu kalki 64 kala re asibe Mane rakha .
@slayeropbolte2978
@slayeropbolte2978 6 сағат бұрын
@@Jashobantasahoo1998 tu bi suna pravu 64 kalare hni asibe jznm ru 5 kala thiba.jaha badal kahila 4 kahila au gote kana.jadi kalki kuha.
@Jashobantasahoo1998
@Jashobantasahoo1998 6 сағат бұрын
@@slayeropbolte2978 mahapurusha malika re lekhichanti apana kuade gyani padhi nahati ki taraka terua age n khibu khile sapya paibu.
@Jashobantasahoo1998
@Jashobantasahoo1998 6 сағат бұрын
@@slayeropbolte2978 apana ta ninduka, melcha papi tarka chada au kichi bujhanti nahi apana ku kai kuha jibo.
@slayeropbolte2978
@slayeropbolte2978 4 сағат бұрын
@@Jashobantasahoo1998 tu bujha jaha pachariliv5 kala kana kana kaha nahele muhna re tuning Mari basa. mo sanga re lagiba Tate mahanga pafiba.
@slayeropbolte2978
@slayeropbolte2978 13 сағат бұрын
A badala kahilu biraja nk janm bisaya re kaha.
@Jashobantasahoo1998
@Jashobantasahoo1998 11 сағат бұрын
Kn pai Tama pari papi melcha asura ku khiki kichi lavha nahi jia mahaprabhu maha Vishnu kalki ku jani paruni sia kn janibo maa ku.
@nimaidas961
@nimaidas961 9 сағат бұрын
Kan pai bu. Janile darijibu. Sudhuri jaya. Banchibara achi jadi bhagavat patha au trishandhya kara.
@slayeropbolte2978
@slayeropbolte2978 9 сағат бұрын
@@nimaidas961 Abe jz jadi janichu kaha.mate pathapadhana.sudhuribi kana to kathare.amiti micha jahi loka nku thakucha au gote kala kana jaldi kaha.na hele vukuna.
@Jashobantasahoo1998
@Jashobantasahoo1998 8 сағат бұрын
​@@slayeropbolte2978ete gyani asa camera aga ku kuha. Malika bhagwat.
@slayeropbolte2978
@slayeropbolte2978 6 сағат бұрын
@@Jashobantasahoo1998 mu camera samna re achi tu dekhiparunu seita to vul..jaha psvharili kasi nath uttera dau..khali Tina bajana.
@Rahuljt8ol
@Rahuljt8ol 23 сағат бұрын
ତମ ମାଧବ କୁ ଲାଜ ନାହିଁ କି କାସୀ ଟାଉଟର କୁ ସରମ ନାହିଁ
@_Mishra556
@_Mishra556 23 сағат бұрын
ତମ ମୁହଁ କୁ ଲାଜ ନାହିଁ , ଆସିକି ପଣ୍ଡିତ ଜି ଙ୍କ ଭିଡିଓ କୁ ଦେଖି ଏମିତି କହୁଚ ? ଯଦି ଦମ୍ ଅଛି ନିଜେ ଭିଡିଓ କରି ଜ୍ଞାନ ବାଣ୍ଟୁନ । ସେତିକି ତ ଆସିବନି କମେଣ୍ଟ ରେ ଲେଖିଲେ କଣ ହେବ । ଯାହା ସତ୍ୟ ତାହା କୁହାଯାଉଛି।
@amritbani2024
@amritbani2024 23 сағат бұрын
ତୋତେ ଲାଜ ନାହିଁ, ଦମ୍ ଅଛିତ୍ ସାମ୍ନାକୁ ଆସେ ଡିସେମ୍ବର 11 ଯାଜପୁରକୁ ପୂର୍ଣ୍ଣ ପ୍ରମାଣ ମିଳିଯିବ, ଆଉ ତାପରେ ତୋର କଣ ହେବ ଦେଖିବୁ
@sagarmohanty2052
@sagarmohanty2052 23 сағат бұрын
@@Rahuljt8ol Nije ta lajya hina. Apananku kie anumati deithile sunibaku. Lajya hina loka sunithili. Aaji apananku dekhili.
@_Mishra556
@_Mishra556 22 сағат бұрын
​​@@sagarmohanty2052ଠିକ୍ କଥା 😂ଆମେ ଭି ପ୍ରଥମ୍ ଥର ଦେଖିଲୁ ଏମିତି ଲଜ୍ଜ୍ୟା ହୀନ ମଣିଷ
@debasishmishra9415
@debasishmishra9415 22 сағат бұрын
ସତ୍ୟ କୁ ଗ୍ରହଣ କରିବାର ଯାହାର କ୍ଷମତା ନାହିଁ, ଶାସ୍ତ୍ର ସମ୍ମତ କଥା କୁ ବି ମିଥ୍ୟା କହି ପରିହାସ କରୁଛନ୍ତି ସେମିତି ଲୋକଙ୍କ ଠାରୁ ଆଉ କଣ ବା ଆଶା କରାଯାଇ ପାରେ.ସମୟ ଅଛି ବିଚାର କରନ୍ତୁ ଧର୍ମ କଣ ଆଉ ଅଧର୍ମ କଣ ?
News@9 Discussion 10 October 2024
21:55
OTV
Рет қаралды 303
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 97 МЛН
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 17 МЛН
🍉😋 #shorts
00:24
Денис Кукояка
Рет қаралды 4 МЛН
Win This Dodgeball Game or DIE…
00:36
Alan Chikin Chow
Рет қаралды 45 МЛН
Watermelon magic box! #shorts by Leisi Crazy
00:20
Leisi Crazy
Рет қаралды 97 МЛН