ଦୁନିଆର ସବୁଠୁ ରହସ୍ୟମୟ ଜାଗା କଣ୍ ଅଛି ପିରାମିଡ୍ ଭିତରେ || WHAT IS INSIDE IN EGYPT PYRAMIDS

  Рет қаралды 539,057

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 2 700
@mahendranahak863
@mahendranahak863 3 ай бұрын
ଶିକ୍ଷା ସମୟରେ ପୃଥିବୀ ଇତିହାସ ବହିରେ ପଢ଼ିଥିଲି ଆଉ ଭାବୁଥିଲି ସାଧାରଣ ବସ୍ତୁ ହୋଇଥିବବୋଲି କିନ୍ତୁ ସେଦିନ ପଢିଥିବା ପାଠ ଆଜି ବୁଝାପଡିଲା. ଧନ୍ୟବାଦ ଭାଇ ❤️❤️❤️
@ashokentertainmentsbp5817
@ashokentertainmentsbp5817 3 ай бұрын
E sabu video school & college re pila mananku dekheile bhala huanta
@iswarchandranaik
@iswarchandranaik 3 ай бұрын
Thank you bro ❤❤❤❤
@SaismitaSai-j8o
@SaismitaSai-j8o 3 ай бұрын
I am happy
@Pitambergond-vb2lj
@Pitambergond-vb2lj 3 ай бұрын
Mui v padithili
@sagarnaik4899
@sagarnaik4899 3 ай бұрын
😊
@bijaypanda3597
@bijaypanda3597 3 ай бұрын
ଇଜିପ୍ଟ ର ପିରାମିଡ୍ ବିଷୟରେ ଏତେ ସବୁ ଜଣା ଅଜଣା ତଥ୍ୟ ବହୁ କଷ୍ଟ ସହି ପ୍ରଦାନ କରି ଥିବାରୁ ହୃଦୟରୁ ଧନ୍ୟବାଦ୍ ।
@bhagyalaxmisahu7459
@bhagyalaxmisahu7459 3 ай бұрын
ଧନ୍ୟବାଦ୍ ପୁଅ ତୁମକୁ। ବହୁତ ସାହାସୀକତାର କାମ କରୁଛ। ଭଗବାନ ତୁମକୁ ଆଶିର୍ବାଦ କରନ୍ତୁ ଓ ସହାୟ ହୁଅନ୍ତୁ।🙏🙏
@chandansahoo1886
@chandansahoo1886 2 ай бұрын
Hiii
@MunaDalabehera-z3j
@MunaDalabehera-z3j 3 ай бұрын
ଲବ ଭାଇ ତୁମର ଚିନ୍ତା ଧାରା ବୋହୁତ ଭଲ ଯାହାକି annimal ବିଷୟରେ କହିଲା tq from କନ୍ଧମାଳ I am proud of u
@basantarout9538
@basantarout9538 2 ай бұрын
ଦୁନିଆ ର ସପ୍ତାଶ୍ଚର୍ଯ୍ୟ ଭିତରେ ମିଶର ପିରାମିଡ୍ ଅନ୍ୟତମ ଦେଖି ବହୁତ୍ କିଛି ଜାଣିଲି.. Thanks a lot 👍 👌 👌 ❤️ ❤️
@budunibaskey7524
@budunibaskey7524 3 ай бұрын
ମୁଁ ଛୋଟ ବେଳେ ବହିରେ ପଢି ଥିଲି ପରୀମିଡ୍ ବିଷୟରେ, ଧନ୍ୟବାଦ୍ ଭାଇ ତୁମ ଦ୍ୱାରା ଆଜି ବହୁତ୍ କିଛି ତା ବିଷୟରେ ଜାଣିବାକୁ ପାଇଲି ❤❤❤❤
@samuelnaik3172
@samuelnaik3172 3 ай бұрын
ଲବ ଭାଇ ତମେ ଆମ ଓଡ଼ିଶାର ଗର୍ବ ଓ ଗୌରବ iam proud of you
@kishorkumarbhitiria323
@kishorkumarbhitiria323 2 ай бұрын
Au teke nahi be bedha.. Tk adhika kahi deuchhuu😂😂
@DasharathaMunda-h6e
@DasharathaMunda-h6e 3 ай бұрын
ମୁଁ ପିରାମିଡ୍ ବିଷୟରେ ବହିରେ ପଢିଥିଲି,ହେଲେ ଆଜି ଲବ ଭାଇ ତୁମ video ମାଧ୍ୟମରେ ଓଡ଼ିଶାବାସୀ ଦେଖିପlରୁଛନ୍ତି,ତେଣୁ ତୁମକୁ ସତ ସତ ଧନ୍ୟବାଦ୍
@rbgamer6244
@rbgamer6244 3 ай бұрын
Good 🎉
@SuryakantiMallickSurya
@SuryakantiMallickSurya 3 ай бұрын
I am also read in book
@Mrfriend007
@Mrfriend007 3 ай бұрын
​@@SuryakantiMallickSurya bhai tame odia heiki odia tk kuha ama bhasa ku tk respect dia pls ❤
@Sitakanta1155
@Sitakanta1155 3 ай бұрын
Please
@Angultokagaming
@Angultokagaming 3 ай бұрын
Bhai mote tk bhalare bujhei pariba ki insta re
@dipuomom6396
@dipuomom6396 2 ай бұрын
Thanks
@sandhyasahu3288
@sandhyasahu3288 Ай бұрын
Bahut khushi lagila dekhiki video ta
@AlekhaKanhar-r9q
@AlekhaKanhar-r9q 3 ай бұрын
ଓଡ଼ିଶାର ପ୍ରଥମ vlog ର ଯାହାକି Egypt ଗସ୍ତ ଯାହା ଜଣା ପଡୁଛି ବହୁତ ବଢିଆ ଭିଡିଓ ,ଜୟ ଜଗନ୍ନାଥ 🙏🙏🙏
@binodkumar-px7ld
@binodkumar-px7ld 3 ай бұрын
ପିରାମିଟ୍ ବିଷୟରେ ସୂଚନା ଦେଇଥିବାରୁ ଧନ୍ୟବାଦ ଲବଭାଇ ବହୁତ୍ କଷ୍ଟ ରେ ଭିଡିଓ ତିଆରି କରି ଥିବାରୁ ଅସେସ୍ ଅସେସ୍ ଆଉଥରେ ଧନ୍ୟବାଦ ଲବଭାଇ..!! ଜୟ ଜଗନ୍ନାଥ 🙏!!
@BibekPrusty
@BibekPrusty 3 ай бұрын
ଲବଭାଇ ଆମ ଓଡ଼ିଶା ରେ no1 Hero ☺️☺️
@goutammallick-mt3wy
@goutammallick-mt3wy 3 ай бұрын
ତମ ପାଇଁ ବହୁତ୍ ଖୁସି କାହିଁକି ନା ମୁଁ ସତରେ ଏହି ପିରା ମିଡ ଦେଖି ପାରୁଛି ବହୁତ୍ ବହୁତ୍ ଧନ୍ୟବାଦ୍
@Mjvlogsofficial024
@Mjvlogsofficial024 3 ай бұрын
ଘରେ ଥାଇ କି ବାହାର ଜାଗା ଦେଖୁଛୁ thank you ଲବ ଭାଇ
@Iamdeb-01
@Iamdeb-01 3 ай бұрын
ବହୁତ ବହୁତ ଧନ୍ଯବାଦ ଲବ ଭାଇ ଏତେ ସୁନ୍ଦର ସ୍ଥାନ ଓ ଦେଶମାନଙ୍କର Lifestyle, Growth ଆଉ ସୁନ୍ଦର ଭାବରେ କିଛି ନୂଆ ଶିଖାଉଥିବାରୁ ❤
@AbhimanyoSenapati
@AbhimanyoSenapati 3 ай бұрын
ପିରାମିଡ୍‌ ବହୁତ୍‌ ସୁନ୍ଦର ଦେଖାଯାଉଛି ଲବଭାଇ ଲବ୍‌ୟୁ
@SABITA_OFFICIAL232
@SABITA_OFFICIAL232 3 ай бұрын
ଏହି ଭିଡିଓ ଦେଖିବା ପାଇଁ ମୁଁ wait କରି ଥିଲି thankyou 😊
@Odkaran45
@Odkaran45 3 ай бұрын
Hi
@PAPUNI_-K-_ROUT
@PAPUNI_-K-_ROUT 3 ай бұрын
Au mu tama message dekhibaku❤❤❤
@PAPUNI_-K-_ROUT
@PAPUNI_-K-_ROUT 3 ай бұрын
Kahniki na ❤❤❤❤
@Indianvillagelife-k3i
@Indianvillagelife-k3i 3 ай бұрын
@@SABITA_OFFICIAL232 thanks
@jhasketanmahanta6086
@jhasketanmahanta6086 2 ай бұрын
ପିରାମିଡ୍ ବହୁତ ସୁନ୍ଦର
@CITYKHABAR
@CITYKHABAR 3 ай бұрын
ଦେଶ ବିଦେଶର ଦୃଶ୍ୟକୁ ଆମ ପାଖରେ ପହଞ୍ଚାଇ ପାରୁଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ୍
@Suryasms440
@Suryasms440 3 ай бұрын
ଯାହା ହେଉ video ମାଧ୍ୟମରେ ଦେଖି ପାରିଲୁ jauta ki ଆମେ ବହି ରେ ପଢିଥିଲେ ଆଜି ସେ ଜିନିଷ laba ଭାଇଙ୍କ through ରେ reality palce pyramid ଦେଖି ପାରିଲୁ ସେଇଟା ହିଁ ବଡ଼ କଥା so thanks laba bro....sara Odisha ବାସୀଙ୍କୁ ଆଉ idian ଙ୍କୁ ଦେଖାଇ ଥିବାରୁ...god bless you for long time....
@Krish-n4i
@Krish-n4i 3 ай бұрын
ଭାଇ କଣ ଯେ କରୁଛ ଏକୁଟିଆ‌ ତମ କାମ ପିରାମିଡ୍ ଠାରୁ ଆହୁରି ଆଶ୍ଚର୍ଯ୍ୟ ଧନ୍ୟ ରେ ତମ କାମ ଭାଇ ଆମ ପାଇଁ....ବହୁତ ବହୁତ ଧନ୍ୟବାଦ
@dasarathimohapatra618
@dasarathimohapatra618 3 ай бұрын
ବହୁତ ସୁନ୍ଦର ଲାଗିଲା ଭିଡିଓ, ପିରାମିଡ୍ ଵିଷୟ ଵହିରେ ପଢୁଥିଲୁ ତାହା ଆଜି ଦେଖିବାକୁ ପାଇଲୁ, ହଲରେ Movie ଦେଖିଲାଭେଳି ଲାଗୁଛି, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ଯାତ୍ରା ମଂଗଳ ମୟ ହେଉ,ଜୟ ଜଗନ୍ନାଥ,
@PrakashChandraSi-v5e
@PrakashChandraSi-v5e 3 ай бұрын
ମୋ ଆଶା ପୂରଣ ହୋଇଗଲl ଲୋବ ଭାଇ, ପିରାମିଡ୍ ଦେଖିକି, tq
@DibaKarmundaMunda
@DibaKarmundaMunda 20 күн бұрын
ଜୟେ jagarnath ଲବ ଭାଇ ବହୁତ napai
@hasaduniya
@hasaduniya 3 ай бұрын
ବାରିପଦା ପିଲା ମନେ Like କର ❤️
@djstascreation
@djstascreation 3 ай бұрын
Mu
@suko400
@suko400 3 ай бұрын
Mg
@RakeshDas-f6z
@RakeshDas-f6z 3 ай бұрын
😂 hajari Naa khajuri😅
@Tapan407
@Tapan407 3 ай бұрын
Presents sir
@Sujay_Sabar
@Sujay_Sabar 3 ай бұрын
Banda ta 😂
@ganeshgaipai9746
@ganeshgaipai9746 3 ай бұрын
ଅତି ସୁନ୍ଦର ହୋଇଛି
@khosalpurtokacreation6701
@khosalpurtokacreation6701 3 ай бұрын
ଯାଜପୁର ରୁ କିଏ ଦେଖୁଛ ଲାଇକ କର ❤❤❤
@gangadharpuhana4498
@gangadharpuhana4498 2 ай бұрын
Very interesting and knowledgeable things.
@girishmurmu7051
@girishmurmu7051 3 ай бұрын
ବହୁତ ସମୟ wait ପରେ Finaly Pyramid Video ଦେଖିଲି Thank U Bro❤❤❤
@lipunswain6185
@lipunswain6185 3 ай бұрын
ବହୁତ ଖୁସି ଲାଗିଲା କି ଲବ ଭାଇ ଏତେ ଭଲ ଭାବରେ ବୁଝାଇଲେ ❤ ଯେଉଁ ସାଙ୍ଗ ମାନେ ଦେଖୁଛନ୍ତି like 😊 share support karantu bhai nku
@saubhagyakumarswain8060
@saubhagyakumarswain8060 3 ай бұрын
ସତରେ ଲବ ଭାଇ କନ୍ କନ୍ ନ ଦେଖ।ଉଛ ପୃଥିବୀ ର। ସତରେ u re great
@chintamanidas7795
@chintamanidas7795 3 ай бұрын
ସୁନ୍ଦର ଅତି ସୁନ୍ଦର ତମକୁ ଧନ୍ୟବାଦ ❤️❤️❤️
@luckyhembram1973
@luckyhembram1973 3 ай бұрын
ଭାଇ ସେ ଜାଗାରେ ଆଗରୁ ସମୁଦ୍ର ଥିଲା। ଆଉ ସେମାନେ ବଡ଼ ଡଙ୍ଗା ରେ ଆଣି ଗୋଟେ ଗଟେ ରଖୁଥିଲେ। ନୋହେଲେ ଡେମ୍ ପାଣି କଣ୍ଟ୍ରୋଲ କରୁଥିଲେ। ଏମିତି ହିଁ ସମ୍ଭବ।
@prakashnaik4077
@prakashnaik4077 3 ай бұрын
Laba bhai respect button ❤
@milansingh2455
@milansingh2455 3 ай бұрын
ସୁନ୍ଦର ଅତି ଶକ୍ତିଶାଳୀ ଦେସ 🤗 ଭାଇ ତୁମକୁ ବହୁତ ଧନ୍ଯବାଦ ଆହୁରି ଅଧିକରୁ ଅଧିକ ପରେମଶ୍ବର ଶାହାଯୋ କରୁ
@sisirapradhan2768
@sisirapradhan2768 3 ай бұрын
Love you my lovely small brother laba from Mayurbhanj Odisha All odia proud for laba No service.No business but our laba visited many countries so we are very happy I pray to lord Jagannath for my brother laba he is successful to beutiful journey. God bless you my brother ❤️ you
@S.neevas
@S.neevas 3 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଲବଭାଇଏମିତି ଅନେକ ଐତିହାସିକ ଜାଗା ଦେଖାଅ ବହୁତ୍ ଭଲ ଲାଗୁଛି କାରଣ ଛଟବେଳ ବହିରୁ ପଡିଥିବା ଜିନିଶଦେଖୀବାକୁ ମିଳୁଛି ଧନ୍ୟବାଦ୍❤❤❤🖥📚🔖📰🕯🕯🕯
@SatyabanSahoo-q7k
@SatyabanSahoo-q7k 2 ай бұрын
Bahut Sundar heichi
@SOMIT.FF-yx5hd
@SOMIT.FF-yx5hd 2 ай бұрын
କଳାହାଣ୍ଡି ଜିଲ୍ଲା ରୁ କିଏ କିଏ ଦେଖୁଛନ୍ତି like ❤ କର
@Struggling0
@Struggling0 3 ай бұрын
ଛୋଟେ ବେଳେ ସ୍କୁଲ ରେ ପଢିଥିଲି।।ଆଜି ଲବ ଭାଇ ପାଇଁ ଜୀବନ୍ତ ଦେଖିଲି । ବହୁତ୍ ବହୁତ୍ ଧନ୍ୟବାଦ୍❤❤❤
@thirdeye9492
@thirdeye9492 3 ай бұрын
ଜୀବନରେ ହୁଏତ ପିରାମିଡ଼ ଦେଖିବା ସମ୍ଭବ ହୋଇପାରି ନ ଥାନ୍ତା.... ତୁମ ପାଇଁ ହିଁ ସମ୍ଭବ ହେଲା... ଧନ୍ୟବାଦ ଲବ ଦା 👍👍❤️
@jubalapradhan8441
@jubalapradhan8441 3 ай бұрын
KZbin re search kara, pyramid video hajare dekhibaku paiba😂
@subhadradas678
@subhadradas678 3 ай бұрын
Really bahut sunder video nice place
@philipbadra9512
@philipbadra9512 3 ай бұрын
ଭାଇ place ବହୁତ ସୁନ୍ଦର ହେଇଚି
@ganeshsumansahu6372
@ganeshsumansahu6372 Ай бұрын
Thanks Bhai ପୂର୍ବ କଳାର ଲୋକଙ୍କ କଷ୍ଟ ପାଇଁ ଏସବୁ ସମ୍ଭବ ଆଜିକାଲିର technology କିଛି ବି ୟା ତୁଳନାରେ ବହୁତ୍ କମ୍ ଆଜି ଦେଖିଲି Pyramid ଭିତରେ ଏତେ ସବୁ କେମିତି କରୁଥିଲେ ସେ god ହିଁ ଜାଣନ୍ତି ତମ ପାଇଁ ଆମେ ଦେଖିପରିଲୁ Thank you so much Bhai ❤❤
@prasantanath4718
@prasantanath4718 3 ай бұрын
ପିରାମିଡର ଭିତର ଦୃଶ୍ୟ ଏବଂ ବାହାର ଦୃଶ୍ୟ ଅତି ନିକଟରୁ ଦେଖି ବହୁତ ଭଲଲାଗିଲା । ଆମକୁ ନୁଆ ନୁଆ ଜାଗା ଦେଖାଉଥିବାରୁ ତୁମକୁ ବହୁତ ବହୁତ ଧନ୍ୟବାଦ ।
@dambrubonda9799
@dambrubonda9799 3 ай бұрын
ପିରାମିଡ ବହି ପଢିବା ଜାଣିଥିଲେ real ଦେଖୁଛୁ ଲୋଭ you laba bhai ❤❤❤❤
@anupamadas6512
@anupamadas6512 3 ай бұрын
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗିଲା । ଏମିତି ନୂଆ ନୂଆ ଭିଡିଓ ଆଣୁଥାଅ ଆମେ ମାନେ ଦେଖୁଥାଉ। ଭଗବାନ ମଙ୍ଗଳ କରନ୍ତୁ । ଦୀର୍ଘାଯୂ ହୁଅ।
@Chandu.Sanju2.0
@Chandu.Sanju2.0 19 күн бұрын
ଧନ୍ୟବାଦ ବାଦ ଲବ ଭାଇ 🙏🏽🙏🏽🙏🏽🙏🏽🔥🔥🔥
@ObitoObito-r2b
@ObitoObito-r2b 18 сағат бұрын
Bhai apana bahut kasata kariki vedio karuchnti like ta banuchi hni...😊😢 Bhai bahut bahut dhanyabad piramid dekheiba pain bahut badhia lagila first time dekhiki❤❤❤❤😊😊😊😊😊
@chhotraysoren3966
@chhotraysoren3966 3 ай бұрын
ଲବ ବାବୁ ତୁମକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ତୁମକୁ ଯେତେ ପ୍ରଶଂସା କଲେ ବି କମ୍ ହେବ I ଆଗକୁ ଆଗକୁ ମାଡି ଚାଲ ...
@judhisthiranaik2503
@judhisthiranaik2503 3 ай бұрын
ବହୁତ ବହୁତ ସୁନ୍ଦର ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା, 🙏ଜୟ ଜଗନ୍ନାଥ 🙏
@sushantapradhan3519
@sushantapradhan3519 3 ай бұрын
ଏମିତି ଭିଡିଓ ଦେଖାଇ ବହୁତ୍ ଧନ୍ୟବାଦ୍
@surekhapattnaik927
@surekhapattnaik927 3 ай бұрын
Best blog God bless you my child
@SrknthKumar
@SrknthKumar 2 ай бұрын
Thank you ଲବ ଭାଇ ଇତିହାସ ର ପିରାମିଡ୍ କୁ ଦେଖାଇଥିବା ରୁ ପିରାମିଡ୍ ର ପ୍ରକୁତରେ ନାଁ ହେଉଛି ବାବିଲନ ନଗର ଫାରୋହ ରାଜାଙ୍କ ସମୟରେ ତିଆରି କରାଯାଇଛି। ପିରାମିଡ୍ ନାଁ ଖ୍ରୀଷ୍ଟିଆନ ଧର୍ମ ଶାସ୍ତ୍ର ବାଇବଲ ରେ ଲେଖା ହୋଇଛି, ଆଦି ପୁସ୍ତକ 11-1,6 ସେତେବେଳେ ଏକ ଭାଷା ଏକ ଜାତି ଥିଲା । କୈାଣସି ଧର୍ମ କର୍ମ ଜାତି ଭେଦି ଭେଦନ ନ ଥିଲା, । ଏକମାତ୍ର ପରମ୍ପରା ଈଶ୍ୱରଙ୍କୁ ସେବା କରୁଥିଲେ।
@queenashiq_
@queenashiq_ 2 ай бұрын
ଆମେନ 🎉
@queenashiq_
@queenashiq_ 2 ай бұрын
ଆଉ ପରମେଶ୍ୱର ଅନେକ ଭାଷା ସୃଷ୍ଟି କଲେ,
@nayanmurmu9064
@nayanmurmu9064 3 ай бұрын
yours explaining style and research style is so excellent...educated people can't do like that which you r doing...❤❤❤
@AnantaSing-uz1ep
@AnantaSing-uz1ep 3 ай бұрын
Pyramid baharu bohuto sundara but bhitore bohuto bhynkara dhekhajauchi thanks lobo Bhai dekhethibaru
@Prayag-w2p
@Prayag-w2p 3 ай бұрын
ବହୁତ ସୁନ୍ଦର ହେଇଛି ମିଶର ପିରାମିଡ୍ ଉପରେ video ❤🎉
@RkLifestyle-bb6eg
@RkLifestyle-bb6eg 2 ай бұрын
ଭାଇଲୋ ତୁମେ ଆମେ ପଢିଥିବା ଇତିହାସ କୁ ଆମେ ଆଜି ଦେଖିପରୁଛୁ , ସତରେ ବହୁତ୍ ରହସ୍ୟ ମୟ ଏ ଜାଗା, ଲବ ଭାଇ ତୁମକୁ ବହୁତ ବହୁତ୍ ଧନ୍ୟବାଦ 🙏🙏🙏
@satyabansahoo1569
@satyabansahoo1569 3 ай бұрын
Ajira video bahut bhala heichi bahut Sundar heichi book rej jau jinisa padhithilu aji apananka pain dekhiparuchu thank you kana lekhibi janiparuni ei video dekhila pare bahut khusi laguchi
@ISAKGAMANGO
@ISAKGAMANGO 3 ай бұрын
ଧନ୍ୟବାଦ ଲାଭ ବ୍ରୋ ପିରାମି ପାରୁନ ର ସମୟ ରେ ତିଆରି ହେଲା 🎚️✝️ପବିତ୍ର ଭାଇବେଲ ରେ ଲେଖା ଅସୀ ❤❤❤❤❤❤👌👌
@lsamal1115
@lsamal1115 3 ай бұрын
Hello bro kete odeyaa re ochi bro kohi bo please
@lsamal1115
@lsamal1115 3 ай бұрын
Mane bible ree
@Suser-gv1cw9fe8v
@Suser-gv1cw9fe8v 3 ай бұрын
କେତେ ଅଧିଆ ରେ ଲେଖା ଅଛିକି
@sagarsamadproduction
@sagarsamadproduction 3 ай бұрын
​@@lsamal1115 ଭାଇ Bible ର ଯାତ୍ରା ପୁସ୍ତକରେ ଦେଖନ୍ତୁ mosses ଆଉ faro ଙ୍କ ବିଷୟରେ ଆଉ ସେଇଠି ହିଁ ଅଛି ଯଉ ସମୁଦ୍ର(sea) କୁ ଇଶ୍ୱର mosses ଙ୍କ ଦ୍ଵାରା ଦୁଇ ଭାଗ କରିକି ଇସ୍ରାଏଲ ର ଲୋକ ମାନଙ୍କୁ ମିସର(ପିରାମିଡ଼ )ଦେଶ ରୁ ଆଣିଥିଲେ
@queenashiq_
@queenashiq_ 2 ай бұрын
​@@lsamal1115ଆଦି 11:
@RajendraSoy143
@RajendraSoy143 3 ай бұрын
ଧନ୍ୟବାଦ ଲଵ ଦାଦା❤❤❤❤
@anujkumarbehera3489
@anujkumarbehera3489 3 ай бұрын
Bahut bahut dhanyawad laba bhai Aapana ate sara parisram karu sara desara sabu kichi amoku dekhi paruchanti jaha sabu achi . Aame ghare basi ame sabu dekhi paruchu . love you and god bless you .
@PravakarPradhan-z1c
@PravakarPradhan-z1c 2 ай бұрын
Very nice and very beautiful views
@ShilpiDanga
@ShilpiDanga 3 ай бұрын
Mu history re padhuthili au aji dekhiki bujhili bahut bhala lagila
@kiranputa3949
@kiranputa3949 3 ай бұрын
ଭାଇ ମୁଇ ଆଜି ପହେଲା ଦେଖୁଛେଁ ଲାଇକ୍ ଟେ ହେଉ
@MrThiruGadanga
@MrThiruGadanga 3 ай бұрын
Nice ❤❤❤❤ bhai
@t.n.timepass9800
@t.n.timepass9800 3 ай бұрын
Love you bhai ❤️❤️❤️❤️❤️ ମୁଁ ଲାଇକ କରିଛି
@Sushantraaz443
@Sushantraaz443 3 ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻 ଭାଇ
@PrameswarGouda
@PrameswarGouda 3 ай бұрын
Number van video gana Lo bhai bhayankar
@KanchanDas-n2d
@KanchanDas-n2d 3 ай бұрын
Jay Jagannath Rd kendrapara talchua odisha
@bibhutimohanty7522
@bibhutimohanty7522 3 ай бұрын
ଭାଇ ବହୁତ ଭଲ କରୁଛ
@sanjaykumarm774
@sanjaykumarm774 3 ай бұрын
Bahut badhia Bhai ,nua nua Katha janibaku pauchu Tama dwara bahut bahut dhanyabad bahut sundar
@Travel-y6z
@Travel-y6z 3 ай бұрын
ବହୁତ ବଢିଆ ଲାଗୁଛି ଭିଡିଓ ଦେଖିକି🎉🎉🎉🎉🎉❤❤❤
@manasranjansahoo3732
@manasranjansahoo3732 Ай бұрын
The only KZbin channel which is worthy one, educational..rather than watching useless channel , family day to day use less video.hats off brother ..keep on love u
@MesiahOfficialVlog8
@MesiahOfficialVlog8 3 ай бұрын
❤ ବୋଡ଼ିଆ ସୁନ୍ଦର ଜାଗା ❤❤❤
@BHIKARIDAS-z2e
@BHIKARIDAS-z2e 3 ай бұрын
Yaku hi kahonti best vlogger ahuri agoku janti sir God bless you sir 😊😊♥️♥️♥️♥️♥️
@durjyasanta8223
@durjyasanta8223 3 ай бұрын
ଅତି ସୁନ୍ଦର ଜାଗା ଭଲ ଲାଗୁଚି ଧନ୍ୟ ବାଦ ଭାଇ🎉🎉🎉
@Dev-jk6rr
@Dev-jk6rr 3 ай бұрын
ଆଜିମୁବହୁତଖୁସିସକାଳେଭିଡିଅଅପୋଲଡୋକରାହଇଛି
@CrecenciaBarla-i7t
@CrecenciaBarla-i7t 2 ай бұрын
Bohut bhal lagila pyramids dekhi...thank you bhai
@BabiMahalik-d2i
@BabiMahalik-d2i 26 күн бұрын
ନାଇସ୍ ଭିଡ଼ିଓ 😊😊
@sundarmohanmarndi7979
@sundarmohanmarndi7979 3 ай бұрын
ବହୁତ ସୁନ୍ଦର ଭିଡିଓ 🎉🎉🎉🎉
@Gayatrikisan
@Gayatrikisan 3 ай бұрын
Wow nice mateta sabu Swapna parika laguchhi😲😲😲
@Krishna143u46
@Krishna143u46 3 ай бұрын
ଅତି ସୁନ୍ଦର ଭିଡିଓ Movie ଭଳି ଲାଗୁଛି
@NidhiMajhi-l5p
@NidhiMajhi-l5p 8 күн бұрын
Matesabuthueividiobahutabhala.lagila.thenks
@chintamanimaharana7507
@chintamanimaharana7507 3 ай бұрын
ଦୁନିଆରେ ଏମିତି ବି କିଛି କିଛି ଜିନିଷ ଅଛି ଯାହା ଆମକୁ ନିଜ ଆଖିରେ ଦେଖିବାକୁ ସାତ ସପନ, କିନ୍ତୁ ଲବ ଭାଇ ପାଇଁ ସବୁ ଦେଖି ପାରୁଛୁ, ଲବ ଭାଇ ତୁମକୁ ଧନ୍ୟବାଦ ଦେଲେବି କମ ହେଇଯିବ, ଚିନ୍ତାମଣି from Keonjhar,
@lalitaapat1359
@lalitaapat1359 9 күн бұрын
I am from keonjhar
@bidyabidyarthi
@bidyabidyarthi 3 ай бұрын
4:13 ଆମର ଇଣ୍ଡିଆ ପତାକା ଦେଖାଯାଉଛି ଆପଣ କହିଲେନି ଥରେ କହିଦିଏ ଜୟ ଭାରତ ଲାଇକ
@sushilchakisushil557
@sushilchakisushil557 3 ай бұрын
ବଢିଆ notice କରିଛ 😊
@143MARNDI
@143MARNDI 3 ай бұрын
ଅତି ସୁନ୍ଦର ଜାଗା ଭଲ ଲାଗୁଚି ଧନ୍ୟ ବାଦ ❤❤❤❤ ପି ଆର୍ ଏମ୍ ❤❤❤ କୋଇମ୍ୱଟର
@DasharathaMunda-h6e
@DasharathaMunda-h6e 3 ай бұрын
ଧନ୍ୟବାଦ୍ ଲବ ଭାଇ
@HrushikeshaMoharana-se9em
@HrushikeshaMoharana-se9em 3 ай бұрын
ଭାଇ ଅତି ସୁନ୍ଦର ହେଇଚି ପିରାମିଡ଼ 👌👌👌କିଛି କହିବାର ଶବ୍ଦ ନାହିଁ ତୁମକୁ 👌👍👍
@PradeepKumarMishra-nh1ej
@PradeepKumarMishra-nh1ej 3 ай бұрын
Bahut interesting 🤔
@rameshchandramuduli2786
@rameshchandramuduli2786 3 ай бұрын
Jai jagannath Laba Jaha heu tuma jogu ame odisha bhitare pura dunia ku dekhuchu seita b tuma akhire. Jaga tumaku ashirwad Karu.❤❤
@Ranjansahu-qw4sk
@Ranjansahu-qw4sk 3 ай бұрын
Thank you Bhai Tamo pain aame sobu jaga dekhi paruchu❤ God bless you❤
@rajeshsahu4795
@rajeshsahu4795 3 ай бұрын
ବହୁତ ଧନ୍ଯବାଦ ଲବ ଭାଇ । ତୁମ ପାଇଁ ହିଁ ଏମିତି ଆଶ୍ଚର୍ୟ୍ଯ ସ୍ଥାନ ସବୁ ଆମେ ଦେଖିବାକୁ ପାଉଛୁ। Sunrise ନୁହେଁ sunset । ❤ you Laba bhai
@RanjanHimerika-rr2ee
@RanjanHimerika-rr2ee 3 ай бұрын
ସୁନ୍ଦର ଦେଶ ଦେକେଇ ତିବା ପାଇଁ ଧନ୍ୟବାଦ ଭାଇ❤❤❤
@sushilchakisushil557
@sushilchakisushil557 3 ай бұрын
Pyramid dekheiba ପାଇଁ ମୁଁ ଲବ ଭାଇଙ୍କୁ ବହୁତ ଥର comments କରିଥିଲି,ଯେବେ Killi Paul ଲବ ଭାଇ ଙ୍କୁ ignore କରିଥିଲେ ସେବେଠୁ ମୁଁ comments କରିଥିଲି Pyramid ଦେଖେଇବା ପାଇଁ ଆଉ finnaly ଆଜି ସେ video ମୁଁ ଦେଖି ପାରୁଛି ଭାଇଙ୍କୁ ଯେତେ ଧନ୍ୟବାଦ୍ ଦେଲେ ବି କମ୍ ହବ 😊😊😊😊❤❤❤❤
@ManojkumarMohanta-df6nz
@ManojkumarMohanta-df6nz 3 ай бұрын
ବାତ୍ୟା ଦାନା ରେ କ୍ଷୟ କ୍ଷତି ହେଇଥିବା family ପାଇଁ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି "ଜୟ ଜଗନ୍ନାଥ"ସେମାନଙ୍କୁ ଭଗବାନ ଭଲରେ ରଖନ୍ତୁ😢
@Ranjita-o4f7o
@Ranjita-o4f7o 3 ай бұрын
❤❤❤❤
@Rcartoonvideo4mh
@Rcartoonvideo4mh 3 ай бұрын
Jay Jagannath bhai🙏🙏🙏
@bablujyotish6517
@bablujyotish6517 3 ай бұрын
ମୋ ଛୋଟ ଦିନର ସ୍ୱପ୍ନର ସହର ..ମୁ କେବେ ଯିବି ଏଇ ଜାଗାକୁ...
@Indianvillagelife-k3i
@Indianvillagelife-k3i 3 ай бұрын
ବହୁତ ବଢିଆ
@sandhyjena8407
@sandhyjena8407 2 ай бұрын
Bhai bahuta sundara video wow
@Simply_joyful_with_Raji
@Simply_joyful_with_Raji 9 күн бұрын
Bahut badhia video bhai
@puspalatasitha1577
@puspalatasitha1577 3 ай бұрын
Laba sir thank you ae video dekheiba pain
@gobindachandranayak9576
@gobindachandranayak9576 3 ай бұрын
ଲବ ଭାଇ ,you are great
@Rkbro424
@Rkbro424 3 ай бұрын
ବହୁତ ସୁନ୍ଦର vlog ♥️♥️♥️
@laxmimanisingh1849
@laxmimanisingh1849 3 ай бұрын
Hi
@ShaktisekharPanda703
@ShaktisekharPanda703 3 ай бұрын
ପିରାମିଡ୍ ate pakha ru dekhithiba ru baut dhanyabad ❤ very amazing video
@DaitarySethi-qs7xx
@DaitarySethi-qs7xx 2 ай бұрын
Lava ji, Salute to you. You are the great parichaya of Odisha. A talent of respected tribes of india. Nice video. Thanks a lot.
The evil clown plays a prank on the angel
00:39
超人夫妇
Рет қаралды 53 МЛН
Beat Ronaldo, Win $1,000,000
22:45
MrBeast
Рет қаралды 158 МЛН
When you have a very capricious child 😂😘👍
00:16
Like Asiya
Рет қаралды 18 МЛН
Mystery of Ancient Pyramids | How were they really built? | Dhruv Rathee
18:21
The evil clown plays a prank on the angel
00:39
超人夫妇
Рет қаралды 53 МЛН