Duplicate Cement Factory Busted by Commissionerate Police in Bhubaneswar

  Рет қаралды 834,013

OTV

OTV

Күн бұрын

#ଏଇ_ସିମେଣ୍ଟରେ_ଘର_କରିଛନ୍ତି_କି?
ରାଜଧାନୀରେ ନକଲି ସିମେଣ୍ଟ କାରଖାନା। ନକଲି ସିମେଣ୍ଟ କାରଖାନା ଠାବ କଲା କମିଶନରେଟ ପୋଲିସ । କୋଟି କୋଟି ଟଙ୍କାର ନକଲି ସିମେନ୍ଟ ଯାବତ । ବଡଗଡ ଥାନା ଟଙ୍କପାଣି ରୋଡ ଅଞ୍ଚଳରେ ଚାଲିଥିଲା ନକଲି ସିମେଣ୍ଟ କମ୍ପାନୀ।
#DuplicateCement #Cement #Brand #Bhubaneswar #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 1 100
@snehalatadalai9135
@snehalatadalai9135 Ай бұрын
ବହୁତ ଧନ୍ୟବାଦ OTV ସତ କୁ ସାମ୍ନା କୁ ଆଣିଛ
@rabindramohanta
@rabindramohanta Ай бұрын
Emane poisa deina thibe sethi pai bhai otv bala b chara
@DebendraRout-x9i
@DebendraRout-x9i Ай бұрын
ଓଡିଶା ର ଯେତେ ଘର ପୋଲ ଭାଙ୍ଗିଛି ଏୟା ଠୁଁ recovery କରାଯାଉ
@ArtistbibhuOfficial
@ArtistbibhuOfficial Ай бұрын
Aahuri Bahut Achanti Ehi Bhali, aahuri Bahut factory achi....
@SaileshDehuri
@SaileshDehuri Ай бұрын
Right😇😇😇
@fun-live-enjoy5682
@fun-live-enjoy5682 Ай бұрын
Kiye kariba? 😂 Aau kahinki?
@Swadhin_99
@Swadhin_99 Ай бұрын
Bala na
@lalitmohanpradhan3427
@lalitmohanpradhan3427 Ай бұрын
ଏତେ ବଡ଼ ଧକା 😢😢😢
@soumyamusic4u87
@soumyamusic4u87 Ай бұрын
ଏ ମାନଙ୍କୁ ରାସ୍ତାରେ ଘୋଷାରି ଘୋଷାରି ନବା ର ଥିଲା
@muna_khan123
@muna_khan123 Ай бұрын
𝐒𝐨𝐭𝐨 𝐤𝐨𝐭𝐡𝐚 𝐛𝐡𝐚𝐢 😂
@alok5549
@alok5549 Ай бұрын
Bhai sidha fasi daba katha ..ta pare au kei sahas karante nei
@soumyamusic4u87
@soumyamusic4u87 Ай бұрын
@@alok5549 fasi daba pain ghosariki nia jauu
@tfggemar1348
@tfggemar1348 23 күн бұрын
Ta pachhare pureiba katha😅
@SanjayMarndi-r2e
@SanjayMarndi-r2e Ай бұрын
ଏହି ଲୋକଙ୍କୁ ଆଜୀବନ ଜେଲ ହଉ ଲୋକଙ୍କ ଜୀବନ ସହିତ ଖେଳୁଥିବା ଵାଲା
@kamalmukhi3466
@kamalmukhi3466 Ай бұрын
China goverment punishment used strictly
@MuniNaik-s5q
@MuniNaik-s5q Ай бұрын
Fasi dio sola ku
@chitramartcreation.1993
@chitramartcreation.1993 Ай бұрын
Sejau cement banauchhi taku sei cement re cancrit karidia Kali munda chhadiki😂😂😂😂
@omm6324
@omm6324 Ай бұрын
​@@chitramartcreation.1993😮
@krupasinghpatra2906
@krupasinghpatra2906 Ай бұрын
ଶଲା ହାରାମି ଲୋକଙ୍କ ଜୀବନ ସହିତ ଖେଲ ଖେଲୁଛୁ
@santoshkumarsatapathy1385
@santoshkumarsatapathy1385 Ай бұрын
ଶଲା କୁ କୁଲୁ କୁଲୁ ଲାଗୁଚି
@Bijaya-d8h
@Bijaya-d8h Ай бұрын
ଠିକି୍ କଥାବାହାରିବ ଏ ସଳାକୁ ପାଣି ରେ ବୁଡାଇ କରେଣ୍ଟ ଲଗାନ୍ତୁ କେତେ ଲୋକଙ୍କ ର ଘରକୁ ବର୍ବାଦ କରିଛନ୍ତି ଲୋକଙ୍କ ର ମେରୁଦଣ୍ଡ ଏମାନେ ଭାଗିଂଦେଲେ ଏ ସଳାକୁ ଏପରି ଦଣ୍ଡ ଦିଆଯାଉ ଜିବନ ସାରା ମନେପଡିବ ଏପରି ଆଉରି ନକଲି ସିମେଣ୍ଟ ତିଆରି କରୁଥିବେ ଦଲାଲ୍ ମାନେ
@yeshsahoo6027
@yeshsahoo6027 Ай бұрын
କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ
@liteshkumar2496
@liteshkumar2496 Ай бұрын
ଶଳା ଦୋକାନୀ ମନେ ଵି ସବୁ ଜାଣି ଏମାନଙ୍କ ଠୁ packet ପିଛା 50 ରେ କିଣି ଅରିଜିନାଲ ସିମେଣ୍ଟ ରେଟ ରେ ବିକୁଥିବେ
@skumar7960
@skumar7960 Ай бұрын
ଏମିତି ଲୋକ ପ୍ରକୃତରେ ମଣିଷ ନୁହନ୍ତି
@subashsanta6319
@subashsanta6319 Ай бұрын
OTV ନିଉଜକୁ ବହୁତ୍ ବହୁତ୍ ଧନ୍ୟବାଦ୍
@sanjitsingh4676
@sanjitsingh4676 Ай бұрын
ଠଟିଭି ମିଡିୟା ଭାଇଙ୍କୁ ମୋର ଅନୁରୋଧ କି ଏ ସିମେଣ୍ଟ କମ୍ପାନୀ ମାନଙ୍କର ଉପରେ ଆଇନ୍ ର ପଦକ୍ଷେପ ନିଅନ୍ତୁ କାରଣ ସେମାନଙ୍କ ର ଅରଜିନାଲ ଲୋଗୋ ବସ୍ତା କିପରି ବାହାରେ ବିକ୍ରି ହେଲା ଏଥିପାଇଁ ସେ କମ୍ପାନୀ ମାନେ ଦାୟୀ
@PURNACHANDRASENAPATI-l5p
@PURNACHANDRASENAPATI-l5p Ай бұрын
ଭାଇ ଲୋଗୋ ବି duplicate କରିଦେଉଛନ୍ତି l
@ramaojha1074
@ramaojha1074 Ай бұрын
ଏସବୁ ଦେଖି ଭୟ ଲାଗୁଛି, କେଡେ ହାରାମି, କେତେ ଲୋକଙ୍କ ଘର ଉଜୁଡିଯାଇଥିବ
@abhijitbehera1112
@abhijitbehera1112 Ай бұрын
ଏଟା ପରମ ମାଗିଆ ଧରମ ଭାଇ .....
@mohitkumarmajhi3724
@mohitkumarmajhi3724 Ай бұрын
ଏ ମାନଙ୍କୁ ଏମିତି ଶାସ୍ତି ଦେଵାକଥା କି ଭବିଷ୍ୟତ ରେ ଏଭଳି କାମ କରି ବାକୁ ଲୋକ ହଜାର ଥର ଭାବିବେ
@adityanarayanacharya4784
@adityanarayanacharya4784 Ай бұрын
😔 କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ନିଜର ସ୍ବାର୍ଥ ପାଇଁ ଭୟଂକର କାମ କରିପାରନ୍ତି ଛାଡ଼ିବା କଥା ନୁହେଁ
@anuradhasahu1493
@anuradhasahu1493 Ай бұрын
thiki kahicha
@siddhibinayak2662
@siddhibinayak2662 Ай бұрын
ଭାଇ ଭଲ କାମ କରୁଛୁ ଧନ୍ୟବାଦ୍
@harekrushnabehera3138
@harekrushnabehera3138 Ай бұрын
ବର୍ଷେ ଦେଢ଼ ବର୍ଷ ହେଲାଣି ଏ ଡୁପୁଲିକେଟ କାରବାର, ପୁଲିସ କରୁଥିଲା କ'ଣ । କର୍ତ୍ତବ୍ୟ ର ଅବହେଳା ଅଭିଯୋଗରେ ପୋଲିସ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
@pravashdalai518
@pravashdalai518 Ай бұрын
କିଛି ପଚାରନ୍ତୁ ନାହିଁ,ତା କଥା ରୁ ଜଣାପଡୁଛି ସେ ମିଛ କହୁଛି ତା ଗାଲ କୁ ପିଟ ସେ ସତ କହିବ
@AkashAkash-dh1bd
@AkashAkash-dh1bd Ай бұрын
Jay jagannath swami nayan patha gami bhaba🙏🪔😢 Saha ha maha prabhu 🙏🌍
@rinku4387
@rinku4387 Ай бұрын
ସେଇଥି ପାଇଁ ମୁଁ ଭାବୁଛି ଆମ ଘର ଛାତ ହଲୁଚି କଣ ପାଇଁ ହଇରେ ମାଗିହା କଣ କଲୁ ତୁ 😡
@cm.vlog0
@cm.vlog0 Ай бұрын
Ki katha kahi chhu be 😂😂
@prasantabehera9593
@prasantabehera9593 Ай бұрын
😂😂
@BijayaKumarbehera-n6u
@BijayaKumarbehera-n6u Ай бұрын
😂😂
@biswajitmishra8339
@biswajitmishra8339 Ай бұрын
😂😅
@MOUTHBOXPLAYER
@MOUTHBOXPLAYER Ай бұрын
😂😂
@swastiprasaddas5508
@swastiprasaddas5508 Ай бұрын
ଏମାନଙ୍କୁ ଭଗବାନ କାହିଁକି ରଖିଛନ୍ତି!
@chandanmishra5936
@chandanmishra5936 Ай бұрын
Good job ,thanks for sharing
@kidstoystgm
@kidstoystgm Ай бұрын
OTV new thanks you sir
@Balabhachuhan1
@Balabhachuhan1 Ай бұрын
ନୂଆ ଅଖାରେ ପୂରେଇକି ଶଳା କହୁଛି ବିକ୍ରି ହଉନି ମାଡ ଦରକାର
@manasranjanmohanty3270
@manasranjanmohanty3270 Ай бұрын
ସିମେଣ୍ଟ ଇଟା କେହି କଣନ୍ତୁ ନାହିଁ ଘର ସବୁ ଭାଙ୍ଗି ଯିବ
@ashisdhoni8822
@ashisdhoni8822 Ай бұрын
Kya pagalpan he😂
@tripathybanamali7858
@tripathybanamali7858 Ай бұрын
ଆସନ୍ତା ଥରକୁ ବିଧାୟକ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ହେବାର ଥୟ।
@udaybhanuroutray6430
@udaybhanuroutray6430 Ай бұрын
Modi yaku next time yaku CM kariba
@basantipanda7986
@basantipanda7986 Ай бұрын
କେତେ ନିର୍ଲଜ ଲୋକ ଇୟେ! ମୁଁହ ହଲେଇକି କଥା ହୋଉଛି! ଲୋକ ଙ୍କ ନିଶ୍ୱାସ ପଡିବ ତୁ ପରିବାର ଉପରେ! 😮
@The_introvert0001
@The_introvert0001 Ай бұрын
Paisa deiki bahari jiba jail ru janichi se .... Ama desha ra justice system pure tar pura biswas achi 😂😂 ta dariba Kain ...
@amiya1k
@amiya1k Ай бұрын
ଏହି ସମୟରେ ଏହାର ସମସ୍ତ ସମ୍ପତି ଉପରି ବୁଲଡୋଜର ଛଡ଼ା ଯାଉ
@Kalundia436
@Kalundia436 Ай бұрын
ଆମର ତ ଚାଳ ଘର . ଆଗକୁ ଛାତ ଘର କରିବି ଭାବୁଥିଲି କିନ୍ତୁ ଭୟ ଲାଗୁଚି.
@maheshkumarpradhan8500
@maheshkumarpradhan8500 Ай бұрын
ଶଳା ଆମ ଘର ପାଖ cement ଦୋକାନୀ.... ଯିଏ ଯେତେ cement ବିକୁଛି ସେ ଦୋକାନି କୁ flight ରେ ବୁଲିବାକୁ ଯାଉଛନ୍ତି....
@swapnilraja1409
@swapnilraja1409 Ай бұрын
😂😂😂 ତମର ଅସୁବିଧା କଣ 😂
@suvrajyoti_munu
@suvrajyoti_munu Ай бұрын
Apana cement biku nahanti
@AnnapurnaJena-h5d
@AnnapurnaJena-h5d Ай бұрын
Taku badauna ....ta dokan re nian lagei dia se jouthi ghara karuchi ta ghara vangi dia 😂😂😂😂😂😂ta bisa chuti jati landa Kari muhan re kala boli bulao......bahara deshare ta fasi dia jae na hele guli mara jae
@AnnapurnaJena-h5d
@AnnapurnaJena-h5d Ай бұрын
​@@swapnilraja1409bahara deshare emiti loka ku fasi dia jae na hele guli Mari dia jae 😂😂😂😂ye ta loka nku maribaku basichi tenu taku Mari dele vala haba
@CS.worldwide
@CS.worldwide Ай бұрын
ତ ତୋର ଅସୁବିଧା କାହିଁକି ହଉଛି?? ତୋ ଦେହ ରେ କାହିଁକି ଯାଉନି?
@malayabarik3179
@malayabarik3179 Ай бұрын
Bahut bahut dhanyabad....otv ku..e lokanku aahiban karadanda miliba daha jete sabu CEMENT tiaari bhanguchhi...tar sabu kichhi se varanaa karu...joyguru ❤
@sudarshansingh7977
@sudarshansingh7977 Ай бұрын
Good news good work OTV news
@pintubarik503
@pintubarik503 Ай бұрын
Thanks 👍 otv
@sushantakumar3045
@sushantakumar3045 Ай бұрын
ଏମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ
@rajeshsahu74070
@rajeshsahu74070 Ай бұрын
୧.୫ ବର୍ଷ ଧରି ବେପାର ଚାଲୁଥିଲା ପୋଲିସ ଜାଣିନଥିଲା ନା ଆଜି ପିଶି ରେ କିଛି କମ୍ ହେବାରୁ raid କରାଗଲା 😮ମୋ ମତରେ ସେ ପୋଲିସ ମାନଙ୍କୁ ଆଗ ଜେଲ୍ ରେ ପୁରେଇ କୋର୍ଟ forward କରାଯାଉ 👍
@sudhirkumar-zr8cl
@sudhirkumar-zr8cl Ай бұрын
ସବୁ ପୋଲିସ ଛାତ୍ର ଛାୟା ରେ ,ପୋଲିସ କୁ ବଟି ମିଳିନି ତେଣୁ ଏ ପ୍ରହସନ
@Mstapancomedy
@Mstapancomedy Ай бұрын
OTV କୁ ଧନ୍ୟବାଦ
@maheswarbehera3391
@maheswarbehera3391 Ай бұрын
Thanks otv
@KSHIRASINDHULUHA
@KSHIRASINDHULUHA Ай бұрын
ଧନ୍ୟବାଦ ଓଟିଭି 🙏👍👍
@SIKHYAOKAHANI
@SIKHYAOKAHANI Ай бұрын
ଫାଶୀ ଦିଆଯାଉ ସେ ଲୋକଙ୍କ ଜୀବନ ସହ ଖେଳୁଛି
@sahadevpradhansahadevpradh7999
@sahadevpradhansahadevpradh7999 Ай бұрын
Thank you otv
@krushnaodiadhomaka8747
@krushnaodiadhomaka8747 Ай бұрын
Thanks for otv
@amitt319
@amitt319 Ай бұрын
First time reporters asking right question ❤‼️👍👏
@narayandhal8227
@narayandhal8227 Ай бұрын
ହେ ଭାଇ ମୁଁ ଖାଲି ଆଲଟ୍ରାଟେକ ପ୍ଲେନ ଆଉ ସୁପର୍ ରେ ମୋ ଘର କାମ କରେଇଛି ଏବେ ମୋତେ ବହୁତ୍ ଡାଉଟ ଲାଗୁଛି
@renubalanahak7000
@renubalanahak7000 Ай бұрын
Mu bi ultratech use karichi😢
@AnnapurnaJena-h5d
@AnnapurnaJena-h5d Ай бұрын
Se dokani ki badao sata kahiba😂😂😂
@srittamnayak9258
@srittamnayak9258 Ай бұрын
Mu bi ultratech use karichhi😢
@prmarndi6012
@prmarndi6012 Ай бұрын
😂😂😂😂😂
@Pibro1-e8j
@Pibro1-e8j Ай бұрын
Bhai mu b ultratech Ara barsa chata pakeichi
@malayaranjanmoharana925
@malayaranjanmoharana925 Ай бұрын
Thank you so much OTV
@mr.nobdy3786
@mr.nobdy3786 Ай бұрын
Mg se samal ra Pyant kholi pacha ade sei cement mari palastara kari dia
@SuvenduSatpathy-d8l
@SuvenduSatpathy-d8l Ай бұрын
ଧର୍ମ ସହିବନି । ଭଗବାନ ସଦ୍ ବୁଦ୍ଧି ଦିଅନ୍ତୁ।
@Radhu1971
@Radhu1971 Ай бұрын
Now time is coming every manufacturing company should engage their own squad team to check their company product, other wise company will close, because duplicate manufacturing is more in every state for normal law and punishment.
@nicgitamahanta9656
@nicgitamahanta9656 Ай бұрын
Dhanyabad o tv
@Prakashkaworld
@Prakashkaworld Ай бұрын
ଓଡ଼ିଶା ପୋଲିସ ଏମିତି ଲୋକଙ୍କ ସଂରକ୍ଷକ ସାଜିଛନ୍ତି
@ODISHA_MALE
@ODISHA_MALE Ай бұрын
Thank you OTV team ❤🎉
@madhabipradhan4938
@madhabipradhan4938 Ай бұрын
ତାହେଲେ ଅସଲି ଆଉ ନକଲି ବୋଲି ଜାଣିବ କେମିତି
@SidharthMishra99
@SidharthMishra99 Ай бұрын
Quality Testing Kari Pariba, Cube test ahuri bahut test achi
@biswaranjanbehera1901
@biswaranjanbehera1901 21 күн бұрын
Thank you OTV
@sanjayswain5824
@sanjayswain5824 Ай бұрын
ମଣିଷ ମଣିଷ କୁ ହିଁ ମାରୁଚି
@RudradebBagarti
@RudradebBagarti Ай бұрын
ସବୁ କଟକ ଭୁବନେଶ୍ୱର ଏରିଆରେ ଡୁବଳୀକେଟ
@barunSinghdeo-mq7pr
@barunSinghdeo-mq7pr Ай бұрын
Dhanyawad
@mauditripati2254
@mauditripati2254 Ай бұрын
Original cement bikile basta ku 5 /10 tanka mile . Emiti bikile 150/200 tanka labha pauthibe
@କୃଷିହିଁଏକମାତ୍ରଜୀବନ
@କୃଷିହିଁଏକମାତ୍ରଜୀବନ Ай бұрын
Thanks to OTV News
@asishm24
@asishm24 Ай бұрын
Se kou dokan ku bikichi aga information ana jau. Ama ghara plaster ta jhari jauchi anguthi re rampile. Laguchi b amara b duplicate use kari deichu
@prakashpalai143
@prakashpalai143 Ай бұрын
ଗଞ୍ଜାମ ରେ ବେଶୀ ରମ୍ଭା, ହୁମ୍ମା, ଗଞ୍ଜାମ ରେ ଏହି ସବୁ ପୁରୁଣା କଥା କାରଣ ସମସ୍ତେ ଚାନ୍ଦ l ନେଉଛନ୍ତି ଉଚ୍ଚ ପଦସ୍ଥ ଅଧିକାରୀ
@manmathsingh3208
@manmathsingh3208 Ай бұрын
ଏ ମାନଙ୍କୁ ଛୋଟ ଭୂଲ କହି କ୍ଷମା କରନ୍ତୁ ନାହିଁ।
@IpsitaPradhan-w8l
@IpsitaPradhan-w8l Ай бұрын
Bahut bhala news thank you to otv. factory malika ku kathora danda diajau
@debendranathrout3972
@debendranathrout3972 Ай бұрын
Only lifetime jail to him
@koraputiafullenjoy5355
@koraputiafullenjoy5355 Ай бұрын
Bahut badiya sambadika 🎉❤❤
@rahulbehera5076
@rahulbehera5076 Ай бұрын
Public ku kuha cement factory, godown re nialageidebe.
@sunil7358
@sunil7358 Ай бұрын
OTV News thank you so much
@SushantaSenapati-h9b
@SushantaSenapati-h9b Ай бұрын
ଅସଲି କେମିତି ଜାଣୀଵ
@minis_world7178
@minis_world7178 Ай бұрын
Thank you otv❤
@kapratudu4342
@kapratudu4342 Ай бұрын
O T V longlive
@mkaimchannel6167
@mkaimchannel6167 Ай бұрын
Thank you for caught these people
@ghanashyamnaik2171
@ghanashyamnaik2171 Ай бұрын
ଆମ ଓଡ଼ିଶାରେ ସବୁ ନକଲି ଜିନିଷ ଚଲେଇ ଦେବା😢🎉 😮
@aparajitamohanty2037
@aparajitamohanty2037 Ай бұрын
Thanks otv to give us this information
@rahulbehera5076
@rahulbehera5076 Ай бұрын
Government ku mu gote request Kari kahuchhi sabu business man gote court stamp paper re under taking lekhiba katha ki mu jadi thakuthaye, price high thaye tahele mote arrested karajau.tahele dekhiba kahara sahasa heba emitika kama karibaku.
@HiranyamallickHiranya
@HiranyamallickHiranya Ай бұрын
ତାକୁ 20 ବର୍ଷ ଆଜୀବନ ଜେଲ ଦଣ୍ଡ ଦିଆ ଯିବା ଦରକାର
@kanhupattnaik-k4w
@kanhupattnaik-k4w Ай бұрын
5 days re bahariba
@HRPC1234_INDIA
@HRPC1234_INDIA Ай бұрын
ଶଳା ନିଶ କୁ କଟା ଯାଉ
@subhampanigrahi6013
@subhampanigrahi6013 Ай бұрын
Maghiya nka godo hata katiki fingi deba katha
@jatindrasahu9584
@jatindrasahu9584 Ай бұрын
OTV News Thank you
@SAMIMOHAPATRA
@SAMIMOHAPATRA Ай бұрын
Only fasi
@galaxy5187
@galaxy5187 Ай бұрын
bhai this is india rape kale 6 years laguchi fasi pai , ea taa only duplicate karichi
@susantakumarsahu577
@susantakumarsahu577 Ай бұрын
Super Excellent news.👌👏👍 imidiatly action and arrest.👍🙏
@ManaranjanMana-q9o
@ManaranjanMana-q9o Ай бұрын
Very Good News. .I LIKE IT OTV
@ShibaniPatra-zx5gl
@ShibaniPatra-zx5gl Ай бұрын
Thanks 🙏👍🙏 OTV
@TripatiDeulapadia
@TripatiDeulapadia Ай бұрын
Otv Bhai good thank you
@Kautuknimalapuri-fo1qi
@Kautuknimalapuri-fo1qi 18 күн бұрын
Very good news bhai bhalakamakala
@achyutamajhi5509
@achyutamajhi5509 Ай бұрын
ବହୁତ ଧନ୍ୟବାଦ 🙏🙏🙏 ଏସଲାକୁ ନନବେଲ ହେବାର କଥା
@dreamboyManas
@dreamboyManas Ай бұрын
Dhaniya Baad ❤❤
@alokjena1421
@alokjena1421 Ай бұрын
Good job o tv
@madhabadora9952
@madhabadora9952 Ай бұрын
Otv news thanks🙏🙏. ଚରକୁ ପାଶୀ ଦିଆଯାଉ
@anilkumarswain8419
@anilkumarswain8419 Ай бұрын
Otv thanks 😊❤
@rskumar6035
@rskumar6035 Ай бұрын
Answer ଦେବା ଶୈଳୀ... Just wow..😅😮
@gourangasahu-sy1jk
@gourangasahu-sy1jk Ай бұрын
Super news
@prahaladsahoo5182
@prahaladsahoo5182 Ай бұрын
Very criminal case. ଲୋକଙ୍କ ଜୀବନ ସହ ଖେଳିବା . ଫାଶୀ ଦଣ୍ଡ ଦିଆଯାଉ . ଯେମିତି ଅନ୍ୟ କେହି ଏପରି ନକରିବେ . ଜୟ ଜଗନ୍ନାଥ
@SumanJena-d8c
@SumanJena-d8c Ай бұрын
1:27 ଏ line pura mast 😅😅
@imsadashibabardhan
@imsadashibabardhan Ай бұрын
Great job Brother
@adyashamohapatra4663
@adyashamohapatra4663 Ай бұрын
Thank u otv media please u bring the notice to the people. Wheather the action will be taken Or not
@nityanandadas295
@nityanandadas295 Ай бұрын
Jay jagannath🙏🙏🙏
@Piyuscreation-z6k
@Piyuscreation-z6k Ай бұрын
😢😢😢😢😢 ଜୟ ଜଗନ୍ନାଥ
@jilendradigal7374
@jilendradigal7374 Ай бұрын
Sir ଆପଣ ଏଭଳିଆ ଭିଡ଼ିଓ ନିହାତି ବନାନ୍ତୁ କାରଣ ଘର ଭୁଶୁଡି ମୃତ୍ୟୁ ରୁ ବଞ୍ଚାନ୍ତୁ
@anilbehera6777
@anilbehera6777 Ай бұрын
Otv agent lokanku aga ku anithibar dhanyavad
@loggingchanle763
@loggingchanle763 Ай бұрын
Right
@MGL_Creation
@MGL_Creation Ай бұрын
You got a new subscriber
@alokbeherabehera1597
@alokbeherabehera1597 Ай бұрын
Very good
КОТЁНОК МНОГО ПОЁТ #cat
00:21
Лайки Like
Рет қаралды 2,8 МЛН
ПОДРИФТИЛ С БАБУЛЕЙ #shorts
00:22
Паша Осадчий
Рет қаралды 2,3 МЛН
Горы Бесплатной пиццы
00:56
Тимур Сидельников
Рет қаралды 8 МЛН
how to make used oil stove at home || Oil Burner Stove
18:08
MP ke jugaad
Рет қаралды 2,1 МЛН
КОТЁНОК МНОГО ПОЁТ #cat
00:21
Лайки Like
Рет қаралды 2,8 МЛН