Durga Chautisha | Very Powerful Devi Sloka | ଦୁର୍ଗା ଚଉତିଶା । ଦକ୍ଷିଣ କାଳି ମନ୍ତ୍ର

  Рет қаралды 478,273

Sri Purushottam

Sri Purushottam

Күн бұрын

Durga Chautisha | Very Powerful Devi Sloka | ଦୁର୍ଗା ଚଉତିଶା । (କ ଠାରୁ କ୍ଷ ପର୍ଯ୍ୟନ୍ତ)
Listen complete version of very powerful Devi Mantra "Durga Chautisha" first time in KZbin.
Singer: Biplab Das
Music Arrangements : Ranjan Mishra
Studio: Mallhar Studio
Video editor: Debi Prasad
Production: Sri Purushottam
Released Date 03/11/2021
#durga_chautisha
#dakhinakali
#kalipuja
#devi_mantra
#kankankankalmala
#dakhinakalisloka
#ugratarasulapanisubhadra
#dadkinkalimantra
#kalimantra
Any unauthorised use of this song is strictly prohibited. Legal action taken if noticed

Пікірлер: 373
@sudiptasahoo8221
@sudiptasahoo8221 2 күн бұрын
ହେ ମା' ଜଗତ ଜନନୀ ମା'...🙇‍♀️ କରୁଣାମୟୀ, ମଙ୍ଗଳମୟୀ ମା'....🙇‍♀️🙇‍♀️🙇‍♀️
@kamalakumar1663
@kamalakumar1663 12 күн бұрын
Jay meri kali maa Kati Kati pranam kartau maa dhanyawad 🙏🙏🙏🙏🙏🙏🙏🙏🌺🌺🌺🌺🌺🌺🌺🌺🌺❤❤❤❤❤❤❤❤❤❤❤❤🎉🎉🎉🎉🎉🎉🎉🎉🎉🙏♥️♥️♥️♥️♥️♥️♥️♥️♥️♥️♥️♥️♥️♥️
@sudiptasahoo8221
@sudiptasahoo8221 2 күн бұрын
ଜୟ ମା' ଦକ୍ଷିଣକାଳୀ...🙇‍♀️🙇‍♀️🙇‍♀️
@arobindamohanty6886
@arobindamohanty6886 2 жыл бұрын
ବହୁତ୍ ବହୁତ୍ ସୁନ୍ଦର ହୋଇଛି। ହୃଦୟ ଛୁଇଁଲା । ଜୟ ମା ଦକ୍ଷିଣ କାଳିକା । ଜୟ ମହାପ୍ରଭୁ।
@alokbhuyan4955
@alokbhuyan4955 Жыл бұрын
🙏❤
@bhumanprasadpati2897
@bhumanprasadpati2897 2 жыл бұрын
ଜୟ ମା ଉଗ୍ରତାରା ଜୟ ମା ଭୁବନେଶ୍ୱରୀ ଜୟ ମା ଦ‌କ୍ଷିଣକାଳୀ
@sudiptasahoo8221
@sudiptasahoo8221 2 күн бұрын
ମା'...🌺🌺🌺🙇‍♀️🙇‍♀️🙇‍♀️
@user-tj2cy9is4u
@user-tj2cy9is4u 2 күн бұрын
ମା 🙏🙏🙏🙏🙏
@manojkumarsamantaray1286
@manojkumarsamantaray1286 3 ай бұрын
ଏଇ ମନ୍ତ୍ର ଟି ରଥ ଶର୍ମା ମୋହାଦୟ କଣ୍ଠ ରୁ ଶୁଣିବା ରେ ପ୍ରବଳ ଇଛା। ଭାଇନା ବି ଅତି ସୁନ୍ଦର ଭାବେ ଗାଈଛନ୍ତି
@chuleswarmeher8028
@chuleswarmeher8028 2 жыл бұрын
ନମାମି ଗିରିରାଜସୂତା 🙏🙏🙏
@pabitradash5006
@pabitradash5006 Жыл бұрын
ବହୁତ ବଢିଆ ମନ କୁ ଛୁଇଲା ଜୟ ମା କାଲି
@pradipkandi5112
@pradipkandi5112 2 ай бұрын
Jay maa gangakali maanka jay ho 33 koti maa prabhunku pranam maalo maa 🏵️🌷🥀💐🌸🪷🌺🙏🙏🙏🙏🙏🙏🙏❤️❤️❤️❤️❤️❤️❤️
@SusantJena-rt7ey
@SusantJena-rt7ey 11 күн бұрын
Jay maa dakhina Kali 🙏🙏🙏🙏
@pradipkandi5112
@pradipkandi5112 3 ай бұрын
Jay maa dakhineswari Kali maanka jay ho 33 koti maa prabhunku pranam maalo maa 💐🥀🌸🌺🏵️🌷🪷❤️❤️❤️❤️❤️❤️❤️🙏🙏🙏🙏🙏🙏🙏
@sarbeswarpradhan7912
@sarbeswarpradhan7912 2 ай бұрын
Jay maa Bhagwati Durga Tarinee maa...
@snehanshusahoo9072
@snehanshusahoo9072 2 жыл бұрын
🌹🌹🌹🌹🙏🙏🙏🙏🙏🌹🌹🌹🌹 ଜୟ ମା ଦକ୍ଷିଣେଶ୍ୱର କାଳୀ ମା 🙏🙏🙏🙏ଆଶୀର୍ବାଦ ପ୍ରଦାନ କର ମା ମଙ୍ଗଳା 🙏🙏
@rakhimajhi6477
@rakhimajhi6477 2 жыл бұрын
Maa apna charana re mora pranam nia jai maa Dakhinakali jai 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻💘💘💘💘💘💘💘
@Padmacharannayak-fd4ge
@Padmacharannayak-fd4ge 4 ай бұрын
P
@pradipkandi5112
@pradipkandi5112 2 ай бұрын
Jay maa dakhineswari Kali maanka jay 🌷🏵️💐🌸🪷🥀🌺❤️❤️❤️❤️❤️❤️❤️🙏🙏🙏🙏🙏🙏🙏
@sachidanandadas3689
@sachidanandadas3689 5 ай бұрын
*ॐ ଶ୍ରୀ ଜଗଦମ୍ବିକାୟୈ ନମଃ**🌺🌺 ଦୁର୍ଗା ଚଉତିଶା🌺🌺* *କଂ କଂ କଂ କଙ୍କାଳମାଳା କମନୀୟ ବଦନା ପ୍ରସ୍ପୁଷ୍ଠାଖ୍ଯାଂ କରାଳୀ ଖଂଖଂଖଂ ଖଡ୍ଗ ହସ୍ତା ଖରତର ଗମନା ଖଣ୍ଡ ଚନ୍ଦ୍ରକାନ୍ତ ମୈ।ଳୀ ଗଂଗଂଗଂ ଗର୍ଜୟତି ଗିରିବର ତନୟା ଗର୍ବ ଗମ୍ଭୀର ଘୋଷା ଘଂଘଂଘଂ ଘର୍ଘରାଘ୍ରୀଂ ଘନଜ ଘନଭରାଂ ପାତୁ ମାଂ ଘୋର ରୁପା ।। ୧ ।।* *ଙଙଙ ॐକାର ନାଦା ଉରଗଗଣ ଭୂଷା ଉର୍ଦ୍ଧ ନେତ୍ରାଉନିଦ୍ରା ଚଂଚଂଚଂ ଚଣ୍ଡରୁପାଂ ଚଟ ଚଟ ଚରଣା ଚର୍ଚ୍ଚିକା ଚକ୍ରହସ୍ତାଂ ଛଂଛଂଛଂ ଛନ୍ଦଗର୍ଭାଂ ଛଳଛଳ ନୟନାଂଛିନ୍ନମସ୍ତା ଛବିଳାଂ ଜଂଜଂଜଂ ଜଗତମାତା ଜଗତ୍ ଜନ ହିତା ଜଗତ୍ ପାତୁ ପୂର୍ବିକା। ୨ ।।**ଝଂଝଂଝଂ ଝମ୍ପଝମ୍ପା ଝଟଝଟ ବଦନା ଝୀଣ୍ଟିକା ଝର୍ଝରିକା ଞଂଞଂଞଂ ଅଞନାଭାଂ ନବଗିରି ବପୁଷାଂ କୁନ୍ଦଲୀଳା ବରାଢ୍ୟାଂ। ଟଂଟଂଟଂ ଟଙ୍କହସ୍ତା ଟହଟହ ବଦନାଂ ଟଙ୍କ ଟଙ୍କାର ନାଦାଂ ଠଂଠଂଠଂ ଠକାର ଠାବା ଶ୍ବଶିରସି ସିରସା ପାତୁ ମାଂ ଦେବୀ ଦୁର୍ଗୈ ।।୩ ।।**ଡଂଡଂଡଂ ଡାଳିମ୍ବ ବକ୍ତ୍ରା ଡମ୍ବରୁଧରକରାଂ ଡାକିନୀଡାକହାକା ଢଂଢଂଢଂ ଢଙ୍କାରନାଦା ଢଳଢଳମୁକୁଟା ଳଂକୃତା ଭ୍ରାମରାଢ୍ୟାଂ ଣଂଣଂଣଂ ନନ୍ତରୂପା ନବଘନବପୁଷାଂ ନୃମୁଣ୍ଡମାଳା ଶିବାଃ ତଂତଂତଂ ତତ୍ବଵୋଧା ତରୁଣ ରବିକରା ତ୍ରାହିମାଂ ଦେବୀଦୁର୍ଗୈ ।। ୪ ।।* *ଥଂଥଂଥଂ ଥୋଽଥର୍ବବେଦୋ ଥରଥରବଦନା ସ୍ଥୂଳଭୂତା ସୁସ୍ଥିରା଼ଃ ଦଂଦଂଦଂଦୀର୍ଘକାୟା ଦ୍ରହସିତ ବଦନା ରୁଦ୍ରାଣି ଦୀର୍ଘଦ୍ରଂଷ୍ଟା ଧଂଧଂଧ୍ଂଧର୍ମରୁପାଂ ଧରିତ୍ରୀଧର ସୁତା ଧର୍ମକାମାର୍ଥମୋଖ୍ଯାଂ। ନଂନଂନଂ ନାଦମୁର୍ତ୍ତିଂ ନବନୀରଦ ତନୁଂକାଳିକେ ତ୍ବ୍ଂ ନମାମୀ ।। ୫ ।।* *ପଂପଂପଂ ପଦ୍ମସଂସ୍ଥାଂ ପରମଗୁଣମୟୀ ପଦ୍ମପତ୍ରାୟତାଖ୍ୟି ଫଂଫ ଫଂ ଫୁତକାର ଘୋରଫଳଭର ଫଳଦୈଫୁଳ୍ଳ ବକ୍ତା୍ରବ୍ୟନ୍ଦ୍ୟ ବଂବଂବଂସୁରେନ୍ଦ୍ର ବନ୍ଦ୍ୟାଅଭୟବରକରା ବଦ୍ଦନାଗେନ୍ଦ୍ର ବୃନ୍ଦୈ ।ଭଂଭଂଭଂ ଭକ୍ତ୍ୟାର୍ତ୍ତହନ୍ତା ଭଗବତୀ ବରଦେ ପାହିମାଂଭୋ ଭବାନୀ ।। ୬ ।।* *ମଂମଂମଂ ମନ୍ଦାରମାଳା ମଣିମୁକୁଟ ଭୂଷାମକାର ପନ୍ଚଶ୍ରେୟା ଯଂଯଂଯଂ ଭୟାର୍ତ୍ତ ହାରୀ ଯମଦଣ୍ଡନିବାରୀ ଯୋଗିନୀରୂପମୁର୍ତ୍ତୀ ରଂରଂରଂରକ୍ତାଙ୍ଗରାଗା ଅରିକୂଳଭୟଦା ରକ୍ତାଙ୍ଗ ମାଂସ ଭଖ୍ୟା ଳଂଳଂଳଂଳଙ୍କାର ପୂର୍ଣ୍ଣାଳସଦ ରୁଣଚାରୁ ପାତୁ ମାଂ ଳୋଳଜିହ୍ବା ।। ୭ ।।**ବଂବଂବଂବଦ୍ଦୋରଗେନ୍ଦ୍ରାଂ ବିଷମବପୁଦୃଷା ବେଦଗର୍ଭାବିଶାଳା ଶଂଶଂଶଂଶବ୍ଦ ରୂପାଶିବଶିବାମୋହିନୀ ଶଙ୍କରୀଶର୍ବଦାତ୍ରୀ ଷଂଷଂଷଂଷ୍ବେତ ଷୃକଷଟ ଭୂବନା ନନ୍ଦସନ୍ଦୋହ ମୂର୍ତ୍ତି ସଂସଂସଂ ସନ୍ତାନ ଦାତ୍ରିସକଳ ଗୁଣମୟୀ ସୃଷ୍ଟି ସ୍ଥିଚ୍ୟନ୍ତ କୀର୍ତ୍ତୀ ।।୮ ।।* *ହଂହଂହଂହଂସାଧିରୁଢାଂ ହରବର ଳଳନା ହନ୍ତପାରାତ୍ରିତାପାନ୍ ଖ୍ଯଂଖ୍ଯଂଖ୍ଯଂ ଖ୍ଯାନ୍ତିରୁପାଂ ଖନଖନ ବଚନାଂଗର୍ବଖର୍ବାପହାରି କ୍ରୀଂକ୍ରୀଂକ୍ରୀଂ ଐଂ କୁମାରୀ କହକୁହ ମଖିଳୈକୋକିଳେସାନୁରାଗୈ ମୁଦ୍ରା ସଂଜ୍ଞା ତ୍ରିରେଖାକୁରୁ କୁରୁ ସତତଂ ପାହି ମାଂ ଦେବୀ ଦୁର୍ଗୈ ।। ୯ ।।* *🌺🌺।।ଇତି ଶ୍ରୀ ଦୁର୍ଗା ଚଉତିଶା ସମ୍ପୁର୍ଣ୍ଣଂ।।🌺🌺*
@SriPurushottam
@SriPurushottam 5 ай бұрын
ଆଜ୍ଞା ଆପଣ ଙ୍କୁ କୋଟି ପ୍ରଣାମ । ଜୟ ଜଗନ୍ନାଥ 🙏
@KrishnanDas-zk3di
@KrishnanDas-zk3di Ай бұрын
@mr.motivation...7889
@mr.motivation...7889 Ай бұрын
Jay Maa tarini Jay Maa sarala Jay Maa biraja Jay Maa taratarini Jay Maa subhadra Jay Maa kali Jay Maa jogamaya Maa cuttack chnadi Maa mahalaxmi Maa gramadebati
@SusantJena-rt7ey
@SusantJena-rt7ey Ай бұрын
Jay maa durga, Jay maa dakhina Kali, Jay maa ugra tara
@padmanabhabhattamishra9159
@padmanabhabhattamishra9159 Жыл бұрын
ଧନ୍ୟବାଦ ଆପଣଙ୍କ ଶ୍ଳୋକ ଶୁଣି ଅତ୍ୟନ୍ତ ଆନନ୍ଦ ଅନୁଭବ କଲୁ, ଭବିଷ୍ୟତ ରେ ଏପରି ଶ୍ଳୋକ ପ୍ରକାଶ କଲେ ବହୁତ ଜ୍ଞାନ ଅର୍ଜନ ହେଵ, ଜୟ ମା ଦୁର୍ଗେ ଦୁର୍ଗତିନାଶିନୀ
@pritirajkabi
@pritirajkabi Жыл бұрын
ଆପଣଙ୍କୁ ନାହୁତ ଧନ୍ୟ ବାଦ 🙏ନମିତା ମାଡାମ ଓ ସିଦ୍ଧାର୍ଥ ଟିଭି ର କର୍ମ କର୍ତ୍ତାଙ୍କୁ |ଏବଂ ମୋର ଛୋଟ ଅନୁରୋଧ ଜେ ସୂର୍ଯ୍ୟନାରାୟଣ ରଥସରମା ସାର ଙ୍କ କଣ୍ଠ ରୁ ଆଉ କିଛି ମନ୍ତ୍ର ଓ ଭଜନ କିଛି ଦେଲେ ଲୋକମାନଙ୍କ ମନକୁ ଛୁଇଁବ |🙏🙏🙏🙏🙏🙏🙏🙏
@kirtandas5865
@kirtandas5865 Ай бұрын
Jay maa Dakhe Sore kali maa jay.
@sipunratha5270
@sipunratha5270 Жыл бұрын
Bahuta sundara maa nka chautisa.....
@kunjamohanmishra69
@kunjamohanmishra69 Жыл бұрын
ଓଁ ଶରଣାଗତ ଦିନାର୍ତ ପରିତ୍ରାଣ parayane ସର୍ବ ସ୍ଵତି ହରେ ଦେବୀ namohstute।
@basantaku.mahapatra4576
@basantaku.mahapatra4576 Жыл бұрын
ଜୟ ମାତାଦୀ 🙏🙏 ଅତି ପରିଷ୍କାର ଶୁଦ୍ଧ ଓ କୋମଳ ହୃଦୟଛୁଆଁ ଶବ୍ଦୋଚାରଣ ର ସୁନ୍ଦର ମା ଙ୍କ ଗୁଣଗାନ... ପ୍ରଣାମ ପଣ୍ଡିତ ଜୀ
@anuraj3403
@anuraj3403 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏❣️🌷 ଜୟ ମାଁ ଦୁର୍ଗତି ନାଶିନୀ🙏❤️🌺
@kabimaharana8432
@kabimaharana8432 Жыл бұрын
ମାଆ ମାଆ ମାଆ ମୋ ମା
@dipakkumarbal8318
@dipakkumarbal8318 Жыл бұрын
ବହୁତ ସୁନ୍ଦର ହେଇଛି l ଜୟ ମା ଦୁର୍ଗେ 🙏
@akashkhatua9070
@akashkhatua9070 2 жыл бұрын
ଜୟ ଜୟ ମା ଦକ୍ଷିଣ କାଳୀ 🙏☘️🍃🌱🍂😠😡🥺🦴💀👀🤷🤦🌺🌸🌻🌼💮🍂🍁🌱🍃☘️🌾🍀🌤️☀️🌄🌅🌅⛱️⛱️🏖️🏖️🏜️🌫️🐍🚞🚉🚔🚘🚢🚢🚠🚠🚡🚁🛸🛩️✈️🌐📡🛰️🧯🧲📎🔨🕒🕑❤️🧡💛💚💙💜🖤🔴🔵🇮🇳🐆🐎
@adityaprasadsatapathy6589
@adityaprasadsatapathy6589 2 жыл бұрын
Jay maa kali
@santoshkumarsahu7308
@santoshkumarsahu7308 Жыл бұрын
🙏🌺ଜୟ ମାଁ ଦକ୍ଷିଣକାଳୀ 🌺🙏
@pradipkandi5112
@pradipkandi5112 2 ай бұрын
Jay maa mahakali maa namaha 🥀🌺🪷🌸🌷🏵️💐🙏🙏🙏🙏🙏🙏🙏❤️❤️❤️❤️❤️❤️❤️
@Pmpapu
@Pmpapu Жыл бұрын
Maa Syama Kali 🙏
@ashishsahoo6960
@ashishsahoo6960 8 ай бұрын
ଜୟ ମା ଦୁର୍ଗା ଦେବୀ ନମଃ ନମଃ 🚩🙏🚩🙏🚩🙏🚩🙏🚩🙏🚩🙏🚩🕉️🌺🕉️🌺🕉️🌺🕉️🕉️🌺🕉️🌺🕉️🌺🕉️🌺🕉️🌺🕉️🌺🕉️🌺
@himansuray9537
@himansuray9537 Жыл бұрын
Om mata bani ki jay ho om shanti shanti shanti
@ssrabaniachary4208
@ssrabaniachary4208 Жыл бұрын
Jai maa dakshina kali...Maa lo maa charane sarana lo maa
@mr.chikun5332
@mr.chikun5332 Жыл бұрын
Maa lo to ra kete nama kahile nasare ❤❤❤
@kunisahu8360
@kunisahu8360 2 жыл бұрын
J maa laxmi mata ji 🙏 Jay Jagannath 🙏🙏🙏🙏
@jugalrana6743
@jugalrana6743 Жыл бұрын
Very beautyful jai maa durga
@mahantsarjupurisarju6383
@mahantsarjupurisarju6383 Жыл бұрын
ଜୟ ଜଗନ୍ନାଥ 🙏🌹 ଜୟ ଜୟ ଜଗନ୍ନାଥ 🙏🌹 ଜୟ ଶ୍ରୀ ଜଗନ୍ନାଥ 🙏🌹
@lipikachowdhary768
@lipikachowdhary768 2 жыл бұрын
Jay Jagannath,Jay Maa 🌷🌺🙏🌷🌺🙏🌷🌺🙏
@ritadhaldhalrita4034
@ritadhaldhalrita4034 2 жыл бұрын
🙏🏾🙏🏾🙏🏾🌺🌺🌺
@mishracreation4866
@mishracreation4866 2 жыл бұрын
ବହୁତ ସୁନ୍ଦର ବିପ୍ଳବ ଦାଦା‌👌👌👌😘😘🥰🥰
@gautamsharma4836
@gautamsharma4836 2 жыл бұрын
🕉 Jai Shree 🌷Jagannath 🦚Maha Prabhu Ji Om Namo Bhagwate Vasudewaya Namah 🌷🙏🌷🙏🌷🙏🌷🙏
@artistbishwajittripathy3352
@artistbishwajittripathy3352 2 ай бұрын
Maaa 😢😢😢mahadev
@saisatyammohanty5083
@saisatyammohanty5083 Жыл бұрын
Jay Maa kali 🙏🙏 , bhai sata re loma tankuri uthila 🙏🙏🙏🙏
@sachidanandadas3689
@sachidanandadas3689 Жыл бұрын
🙏🙏🙏 ଦୟା କରି ପୁରା ମନ୍ତ୍ରଟା ଲେଖି ପଠେଇବେ
@flowerspointg.t6159
@flowerspointg.t6159 5 ай бұрын
Milijiba 😊
@satyagaming4448
@satyagaming4448 26 күн бұрын
Pr kamite angya kuhantu ​@@flowerspointg.t6159
@biswambarnayak361
@biswambarnayak361 2 жыл бұрын
Jay Jagannath 🙏🙌 Jay Maa Dakshina Kali 🙏🙌
@nrusinghnathaacharya5164
@nrusinghnathaacharya5164 3 ай бұрын
Maa lo Dakhinakali Maha Ranee
@baradamohanty1382
@baradamohanty1382 2 жыл бұрын
Om Maa Devi Durge Kali Namostute
@arindamdas395
@arindamdas395 2 жыл бұрын
Jai Jai Jagannath Jai Sri Chaturdha Murti Jai Maa Adyashakti Mahamaya🙏🙏🙏🙏🙏🙏🙏🙏🙏🙏🙏🙏
@ratnakardas7475
@ratnakardas7475 Жыл бұрын
Jai Mata di 🙏 🙏 🙏 🕉️ 🕉️ 🕉️
@bhabanibag5283
@bhabanibag5283 2 жыл бұрын
Jai Maa Kali Har Har mahadev.
@PrafullaPatra-dj4jk
@PrafullaPatra-dj4jk Жыл бұрын
Jaymaa Dakshina kali dukhira sripayare prannam
@sureshkumarpanigrahi6246
@sureshkumarpanigrahi6246 Жыл бұрын
Jay maa dakhinakali
@pradipkandi5112
@pradipkandi5112 2 ай бұрын
Om sri Laxminrusingha namaha 🥀🪷🏵️🌺🌸🌷💐❤️❤️❤️❤️❤️❤️❤️🙏🙏🙏🙏🙏🙏🙏
@rinkumohantyrm8244
@rinkumohantyrm8244 2 жыл бұрын
Jay maa kali 🙏🙏🙏🙏🙏
@rasmitajayasingh1399
@rasmitajayasingh1399 2 жыл бұрын
Bahut badhia.maa sada krupa dhali rakhu tu upare
@haribandhusahoo1979
@haribandhusahoo1979 Жыл бұрын
Jay maa Durga 🙏🙏🙏
@padmalayabiswal1845
@padmalayabiswal1845 Жыл бұрын
Jai maa Bhubaneswari Jai maa Dhakhinakali
@bibekbehera6141
@bibekbehera6141 2 жыл бұрын
Jay maa Dakshin Kali🙏🙏🙏
@sushilsamanta1872
@sushilsamanta1872 10 ай бұрын
🙏🔱🕉️🌺JAY MAA DAKHINA KALI🌺🕉️🔱🙏
@jaynayak2011
@jaynayak2011 2 жыл бұрын
Jay jagannath Jay jagannath Jay jagannath
@worldnature6428
@worldnature6428 2 жыл бұрын
ଜୟ ମା ଦୂର୍ଗା
@alokkumarnayak1148
@alokkumarnayak1148 Жыл бұрын
Jaya maa kaali
@shivadhatree9746
@shivadhatree9746 Жыл бұрын
ଜୟ ମା କାଳୀ 🙏🙏
@srushticreation7844
@srushticreation7844 Жыл бұрын
ଜୟ ମା 🙏🙏🙏
@SuryaSandhya69
@SuryaSandhya69 Жыл бұрын
ବହୁତ୍ ସୁନ୍ଦର୍ ଭାଈ
@jagannathdasa9308
@jagannathdasa9308 2 жыл бұрын
ପବିତ୍ର ସ୍ନାନ ପୁର୍ଣିମା ର ଶୁଭେଚ୍ଛା
@kirtankalicharannayak7239
@kirtankalicharannayak7239 2 жыл бұрын
Jay Maa Dakshina Kali Jay Maa Sarala Jay Maa Siddheshwari Jay Jagannath 🙏🙏🙏
@pradipkandi5112
@pradipkandi5112 2 ай бұрын
Om namah shivaya Jay maa Parvati maanka jay Om sri ganeshay namah Jay shree kartikeswara namah Om sri bateswaraya namaha Om sri Satya Narayan namah Om sri saniswaraya namaha 33 koti maa prabhunku pranam maalo maa 🥀🪷🏵️🌺🌸🌷💐❤️❤️❤️❤️❤️❤️❤️🙏🙏🙏🙏🙏🙏🙏
@anjalinaik2849
@anjalinaik2849 Жыл бұрын
Ya devi sarba bhuteshu....... Shaktirupena sansthita.....
@trilochanprusty2427
@trilochanprusty2427 Жыл бұрын
Jay maa🙏🙏🙏🙏🙏
@kailashchandradas7317
@kailashchandradas7317 Жыл бұрын
Maaaaaaaa tu raksha karibu
@nilanjanachakraborty9785
@nilanjanachakraborty9785 28 күн бұрын
Just goosebump😢🌺🙏🏻🙏🏻🙏🏻
@user-yb4zo4mv2s
@user-yb4zo4mv2s 5 ай бұрын
Very nice song ❤❤❤❤❤
@biprabarabehera8315
@biprabarabehera8315 Жыл бұрын
Ati sundar
@himansuray9537
@himansuray9537 Жыл бұрын
Om maa mahakali
@pravatipanda6688
@pravatipanda6688 2 жыл бұрын
Maa go maa koti koti pranam 🙏🙏🙏🙏🙏🙏🙏🙏🙏🙏🌺🙏🙏🌺🙏🌺🌺🌺🌺🌺🌺🌺
@swarupsampadsahoo3906
@swarupsampadsahoo3906 2 жыл бұрын
Jay Maa Kali
@tulashidixit9894
@tulashidixit9894 2 жыл бұрын
Jay maa
@tutusashini9296
@tutusashini9296 2 жыл бұрын
Jaya jagannath
@ManojSahoo-fy4wv
@ManojSahoo-fy4wv Жыл бұрын
Jay maa Durga mata
@shishirpradhan7870
@shishirpradhan7870 2 жыл бұрын
Jay Jagannath sharanam.
@sashanksamantray7533
@sashanksamantray7533 2 жыл бұрын
ହେ 🙏ମା ମୋର ସମସ୍ତ ଦୋଷ କ୍ଷମା କର।
@utkaladirghika3139
@utkaladirghika3139 Жыл бұрын
ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
@yogendrapatel2925
@yogendrapatel2925 Жыл бұрын
Jay Shree Jagannath
@sagarworld1141
@sagarworld1141 Жыл бұрын
ଜୟ ଜୟ ଜୟ ମା ସୁଭଦ୍ରା ମା ଦକ୍ଷୀଣ କାଳିକା ମା ଦୂର୍ଗା 🙏🙏🙏
@Pmpapu
@Pmpapu Жыл бұрын
Maa udhar kar maa r duniyaru maa somosnte kemiti bholore rokhontu maa
@fakirmohanty
@fakirmohanty 8 ай бұрын
ଜୟ ମା ଦକ୍ଷିଣକାଳୀ ସରଣଂ 🙏🏿🙏🏿🙏🏿
@pravatipanda6688
@pravatipanda6688 2 жыл бұрын
Best singer
@santosheekalia7465
@santosheekalia7465 Жыл бұрын
Jay maa 🥰😍😘❤️🥰😍😘😘😘😘😘😘😘💕
@pragyannandadash
@pragyannandadash 2 жыл бұрын
ଜୟ ମା ଦୁର୍ଗା 🙏 । ଜୟ ମା କାଳୀ 🙏
@Gungun..Dibya..
@Gungun..Dibya.. 2 жыл бұрын
Om Kling kallikeyanga namah
@maakali1433
@maakali1433 2 жыл бұрын
Super🙏jay maa dakhina kali🙏🙏🙏🙏
@user-Abhilashjenamani
@user-Abhilashjenamani 2 жыл бұрын
ଜୟ ମା କାଳୀ। ଜୟ ଜଗନ୍ନାଥ
@bismitapradhan8132
@bismitapradhan8132 Жыл бұрын
Jay.maa🙏👏🙏
@manishamishra7962
@manishamishra7962 2 жыл бұрын
Maa lo 🌼🌼🙏💐🌹🌺🌸🌸🌸🌸
@muralidhar9215
@muralidhar9215 2 жыл бұрын
Jay maa dakhinaiali
@riteshrout1974
@riteshrout1974 Жыл бұрын
Jay maa kali Jay Jagannath
Maa Bimala Devi Stuti Ashtakam
9:01
Srikhetra Darshan
Рет қаралды 2,1 МЛН
Or is Harriet Quinn good? #cosplay#joker #Harriet Quinn
00:20
佐助与鸣人
Рет қаралды 48 МЛН
WILL IT BURST?
00:31
Natan por Aí
Рет қаралды 42 МЛН
Most Powerful Devi Mantra ||Mahishasura Mardini
28:43
Spiritual Tales
Рет қаралды 8 МЛН
Dasa Mahavidya Mantra | Pradyumna Mohanty | Deeptirekha | Panchasakha  Music
20:42
SREE BADRAKALI SAHASRAHAMAM| POWERFUL KALI MANTRA TO DESTROY ENEMIES
26:54
Hinduism India
Рет қаралды 2,8 МЛН