Dying Wood craft in Tigiria, Cuttack

  Рет қаралды 439

Public Voice

Public Voice

Күн бұрын

କଟକ ଜିଲ୍ଲା ତିଗିରିଆ ମାନପୁର ଗାଁ ର ମହେଶ୍ୱର ମହାରଣାଙ୍କ ପରିବାର। ନିହଣ ମୁନରେ କାଠଗଣ୍ଡି ବି ହୋଇ ଉଠୁଛି ଜୀବନ୍ତ ପ୍ରତିମା
କାଠ ରେ ତିଆରି ମୂର୍ତ୍ତିର ଚାହିଦା କମୁଥିବା ବେଳେ ତେପନ ପୁରୁଷଙ୍କ କାଠର କାରୁକାର୍ଯ୍ୟକୁ ଆଜିବି ବଞ୍ଚେଇ ରଖିଛନ୍ତି କଟକ ଜିଲ୍ଲା ତିଗିରିଆ ମାନପୁର ଗାଁ ର ମହେଶ୍ୱର ମହାରଣା ଙ୍କ ପରିବାର। ମହେଶ୍ଵର ଙ୍କ ନିହଣ ମୁନ ରେ କାଠ ଗଣ୍ଡି ବି ହୋଇ ଉଠୁଛି ଜିବନ୍ତ ପ୍ରତିମା। କାଠରେ ତିଆରି ଭାଲୁକୁଣି, ହାତୀ ,ବାଘ, ଓ ବିଭିନ୍ନ ପ୍ରକାରର ବହୁରୁପି ଓ ମୁଖା ତିଆରି କରନ୍ତି ଓ ତା ସାଙ୍ଗକୁ ଜଗନ୍ନାଥ ମୂର୍ତ୍ତି ଓ ବିଭିନ୍ନ ଦେବୀ ଙ୍କ କାଠ ମୂର୍ତ୍ତି ତିଆରି କରି ନିଜ ପରିବାର ର ପ୍ରତିପୋଷଣ କରି ଆସୁଛନ୍ତି ମହେଶ୍ଵର ମହାରଣା। ତାଙ୍କ ପୁଅ ବାପାଙ୍କ ଠାରୁ ବି ଏହି କାର୍ଯ୍ୟ ଶିଖିଛନ୍ତି
ଯଦି ସରକାରଙ୍କ କିଛି ସାହାଯ୍ୟ ମିଳିଲେ ସେ ନିଜର କାରୁକାର୍ଯ୍ୟକୁ ବଞ୍ଚାଇ ରଖିବେ ବୋଲି କହିଛନ୍ତି
ପବ୍ଲିକ ରିପୋର୍ଟର: ମାନସ ସାହୁ, କଟକ
#cuttack #Tigiria #woodwork #manpur #Moharana #Odisha #news #Govt @top fans ଖବର ଆଜିର - Khabar Ajira

Пікірлер
Responsibility to dead people
6:26
Public Voice
Рет қаралды 5
Electric Flying Bird with Hanging Wire Automatic for Ceiling Parrot
00:15
SCHOOLBOY. Мама флексит 🫣👩🏻
00:41
⚡️КАН АНДРЕЙ⚡️
Рет қаралды 7 МЛН
Berhampur Tata Vande Bharat express inaugurated
6:36
Public Voice
Рет қаралды 24
Infinite LEGO Candy Factory...
18:09
Brick Machines
Рет қаралды 5 МЛН
Sundargarh welcomes Suvadra
2:53
Public Voice
Рет қаралды 243