Рет қаралды 148
#odiasong #oldodiasong #sadsong #EDuniyaBukure #EvergreenOdiaSong
Singer: Sanjay Kanungo
Music Arrangement: Narendra 'Nari' Mohapatra
Recording, Mixing, Mastering: Subu Da
Video Editing: Prashant
Recording: AB Studio, Cuttack
Advisory & Coordination: Guru Baishnab Kailash
Special Thanks: Amit Tripathy
------------------------------------------------------------
Original Song Credit:
Song: E Dunia Buku Re
Singer: Suresh Wadkar
Lyrics: Bana Bihari Panda
Music: Basudev Rath
Movie: Kaberi in Odia language (1983)
Licensed to KZbin by
Sony Music Entertainment India Pvt. Ltd. / Mayur Cassettes LLP
Lyrics
---------------------------------------
ଉଡ଼ିଗଲା ପକ୍ଷୀ ଭାଙ୍ଗିଦେଇ ତାର ଛଳନାର ବାଲିଘର
ସାଥି ଆଜି ଏକା ମନରେ ତା କୋହ
(ଆଖିରେ ଲୁହର ଧାର) ..2
ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ କେତେ ଦୁଃଖ କେତେ ଝଡ ସହିଯା ରେ..2….
ଏ ଦୁନିଆ ବୁକୁରେ...
ସାଥି ହୀନ ତୋ ଜୀବନେ ପାଇଲୁନି ମମତା
ନାହିଁ ତୋର କପାଳରେ ସିନ୍ଦୁର ଅଳତା
ଶୁଖିଗଲା ଭରା ନଦୀ ମିସିଲାନି ସାଗରରେ
ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ
କେତେ ଦୁଃଖ କେତେ ଝଡ ସହିଯା ରେ
ଏ ଦୁନିଆ ବୁକୁରେ.....
ଭାଙ୍ଗି ଗଲା ସବୁ ତୋର ସପନର ସହର
ରହିଗଲା ତୋ ଲାଗି ଜୀବନ ଟା ଲୁହର
ପଥର ତୁ କରି ଛାତି ପଛ କଥା ଭୁଲି ଯା ରେ
ଏ ଦୁନିଆ ବୁକୁରେ ବଞ୍ଚିବାକୁ ହେଲେ
କେତେ ଦୁଃଖ କେତେ ଝଡ ସହିଯା ରେ
ଏ ଦୁନିଆ ବୁକୁରେ....
--------------------------------------------------------------------------------------------------------------
If You Liked The Video Please Do Subscribe To My Channel.
Keep Supporting Me So I Continue To Provide Such Quality Content.
Thank You for Watching!