Рет қаралды 1,586,735
Immerse yourself in the enchanting romance of "Ei Barsha Re" 🌧️, a beautiful track featuring the talented Prakruti Mishra and Abhishek Panda. Sung by the lovely Prakruti Mishra, with heartfelt lyrics by Tapu Nayak and mesmerizing music by Asad Nizam. Perfect for a romantic getaway or a cozy evening!
To listen to the latest Odia songs subscribe now 👉🏻@saregamaodiaofficial
Credits:
Cast - Prakruti Mishra & Abhishek Panda
Director - Ashutosh Pattnaik
Dop - Biswajit kuldi
Additional Cinematographer - Satyam SS
Edit - Biswaranjan Subudhi
Creative Team - Rahul Ray & manini nanda
Art director - Nabaghana Dalai
Asst director - Debasis Sing & Mr Shakti
Production controller - MUhuta
Make up - Andy
Styling - Lovina Nayak
DI studio - Digital Dreams
Colorist - Mahesh
Producer - debi prasad padhi
Audio credit
Singer - Prakruti Mishra
Music - Asad Nizam
Lyricist - Tapu Nayak
Mix & master - Afians Studio
Lyrics:
ମୁଁ ତତେ ଖୋଜୁଛି ଅଛୁ କୋଉଠି
ତୁ ମତେ ଖୋଜୁଛୁ କି ନା
ମୁଁ ତତେ ଡାକୁଛି ଭିଜା ପାଗରେ
ତୁ ଆସି ଥରେ ଛୁଇଁ ଯା ।
ଏ ଦେହ ଏ ମନ କେବେଠୁ ପିୟାସୀ
ମେଘ ସାଥେ ତୁ ଯା' ରେ ବରଷି
ଆମେ ଜଳିବା ପ୍ରେମ ରେ ଆଉ ଥରେ।
ତୁ ଥରେ ଆ ଏଇ ବର୍ଷା ରେ
ଏଇ ବର୍ଷା ରେ....
ଏଇ ବର୍ଷା ରେ....
ଏଇ ବର୍ଷା ରେ....
ବୁନ୍ଦା ବୁନ୍ଦା ମେଘ ଟୋପା ଓଠ କୁ ମୋ ଛୁଏଁ
ଭାବି ତୋ ଚେହେରା ଆଖି ନଇଁ ଯାଏ
ଓଦା ଓଦା ବାଟ ଛୁଇଁ ପାଦ ନାଚିଯାଏ
କଳମେଘି ଗଭା ମୋର ଆପେ ଖୋଲିଯାଏ
ଏ ସଜ ଏ ଲାଜ ରଖିଛି ମୁ ସେମିତି
କହ ଆସି ତୁ ଛୁଇଁବୁ କେମିତି
ଆମେ ଭିଯିବା ପ୍ରେମ ରେ ଆଉଥରେ....।
ତୁ ଥରେ ଆ ଏଇ ବର୍ଷା ରେ.....
ଏଇ ବର୍ଷା ରେ.....
ଏଇ ବର୍ଷା ରେ.....
ଏଇ ବର୍ଷା ରେ.....
ଦୁଷ୍ଟ ଏଇ ଅସରାଏ ବର୍ଷା ରେ ମୁଁ ଭିଜେ
ବହି ବହି ଯାଏ କାଇଁ ମାଦକତା ଆଜି
ଧକ ଧକ ହୁଏ ଛାତି ଥରି ଯାଏ ହାତ
ସେଇ ମିଠା ସ୍ପର୍ଶ ଖୋଜେ ହେଇ ମୁଁ ଆହତ..
ମୁଁ ଓଦା ତୁ ଓଦା ,ଆମେ ରେ ଏମିତି
ସ୍ମୃତି ରଖିଛି ସେଦିନୁଁ ସାଇତି
ଆମେ ଭିଜିବା ପ୍ରେମ ରେ ଆଉଥରେ..l
ତୁ ଥରେ ଆ ଏଇ ବର୍ଷାରେ.....
ଏଇ ବର୍ଷା ରେ.....
ଏଇ ବର୍ଷା ରେ.....
ଏଇ ବର୍ଷା ରେ.....
#eibarshare
#prakrutimishra
#saregamaodia
#abhishekpanda
#saregamaoriginals
#newodiasong
#latestodiasong
#loveodiasong
#romanticsong
Learn to sing in Sur with AI Powered Personal Music Teacher- Padhanisa by Saregama. Download Padhanisa App now; sarega.ma/padh...
Aawaz Aapki, Gaane Hamare, Ab Sunegi Duniya Saari
Make your own cover on this song and we’ll launch it on our Openstage KZbin Channel.
Send it on content@saregama.com
To buy Saregama Carvaan, visit www.saregama.c...
To buy virus free original tracks, visit www.saregama.c...
Label:: Saregama India Ltd, A RPSG Group Company
To buy the original and virus free track, visit www.saregama.com
Follow us on:
KZbin: / saregamaodia
Facebook: / saregama
Instagram: / saregama_odia
X: / saregamaglobal