Election Result2024:ବିଜେଡି ନେତାଙ୍କ ବିସ୍ଫୋରକ ବୟାନ କହିଲେ...।BJD। Cuttack।

  Рет қаралды 50,078

News18 Odia

News18 Odia

Күн бұрын

Пікірлер: 216
@Deva5577-i3c
@Deva5577-i3c 4 ай бұрын
ଯେଉଁମାନେ ଲେଖିଛନ୍ତି ନବୀନ ଆଉ ଥିବେ ,୫ବର୍ଷ ନବୀନ ଆଉ ଥିବେ ତ .... ସେମାନକୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା💐💐🙏🙏 ଆମ ନବୀନ Sir ଙ୍କ ଆୟୁଷ ଆହୁରି ବଢ଼ିଗଲା।ଅଳ୍ପଦିନ ଭିତରେ ବିଜେପି ସରକାର ଭାଙ୍ଗି ନବୀନ Sir ମୁଖ୍ୟମନ୍ତ୍ରୀ ହୋଇ ଆସୁଛନ୍ତି👍👍👍
@BabuMishra-u6s
@BabuMishra-u6s 4 ай бұрын
O ki dukha.
@Deva5577-i3c
@Deva5577-i3c 4 ай бұрын
@@BabuMishra-u6s ଦୁଃଖ ନୁହେଁ ରେ ବହୁତ୍ ଖୁସି ।କାରଣ ପୁରାଣରେ କୁହାଯାଇଛି ଯେ ଅନ୍ୟର ଅମଙ୍ଗଳ ଚିନ୍ତା କଲେ ନିଜର ତ ଅମଙ୍ଗଳ ହୁଏ କିନ୍ତୁ ଯାହାର ଅମଙ୍ଗଳ ଚିନ୍ତା କରୁଛ ତାଙ୍କର ଅଧିକ ମଙ୍ଗଳ ହୋଇଥାଏ😀😀
@sanjeevpatra1975
@sanjeevpatra1975 4 ай бұрын
Right sir
@sunitagouda862
@sunitagouda862 4 ай бұрын
Thank you sir apana thik kahichhanti
@subhransudalai8360
@subhransudalai8360 4 ай бұрын
ପୁଣି ନବୀନ ❤❤❤❤❤
@bhagatagolari9976
@bhagatagolari9976 4 ай бұрын
ଲୋକ ମାନେ ବହୁତ ବହୁତ ବହୁତ ବହୁତ ବହୁତ ପୋସ୍ତେଇଲେଣି
@manishapattanayak2152
@manishapattanayak2152 4 ай бұрын
ସତକଥା ଆମେବି କାନ୍ଦୁଛୁ Sir 🙏🏻 ଏଠି ଆମର କେହି ସରକାରୀ ସୁବିଧା ପାଉନାହାନ୍ତି କିନ୍ତୁ ତଥାପି ଆମର ଏଠି ସମସ୍ତେ କାନ୍ଦୁଛନ୍ତି👍 ନବୀନ ବାବୁ ଜିନ୍ଦାବାଦ🙏🏻 Pandian Sir Jindabad🙏🏻
@santoshsahoo1005
@santoshsahoo1005 4 ай бұрын
ଆପଣ ସରକାର କରିବେ ଯେ କିଛି କଥା ନାହିଁ ମାତ୍ର 5ବର୍ଷ ପରେ ନା ଏବେ. ତେଣୁ ଏବେ ବିଜେପି ତ ତା କାମ କରୁ ଆମେ ଦେଖିବା. କିଂନ୍ତୁ ଆପଣ ମାନେ ସଙ୍ଘଠନ ସମ୍ଭାଳି ରଖନ୍ତୁ.24ବର୍ଷ ଶାସନ ଆପଣ ମାନେ କଲେ ଆଉ 5ବର୍ଷ ଯଦି ଆଉ କାହାକୁ ସୁଯୋଗ ନ ଦିଆଯିବ ଜନତା ଜାଣିବେ କଣ. ଭଲ ମନ୍ଦ ଲୋକେ କହିବେ. ଶୁଖିଲା ଟାରେ ସବୁ ଦଳର ଲୋକ ଖାଲି ବକ ବକ ହଉଛ
@biswamberbhutia3280
@biswamberbhutia3280 4 ай бұрын
ଓଡିଶା ରେ 147 ଏମ ଏଲ ଏ ବିଜେଡି ବିଜେପି ଅଛନ୍ତି। ବିଜେଡି ରେ ଉଭୟ କଂଗ୍ରେସ ଓ ବିଜେପି ଓ ବିଜେଡି କର୍ମୀ ଅଛନ୍ତି। କିନ୍ତୁ ବିଜେଡି ରେ କର୍ମୀ ବହୁତ ବଢିଛି ଏକ ଗୋଷ୍ଠୀ ଚାଲିଥିଲା। ଗୋଟିଏ ଗା ରେ ବିଜେଡି ର 1500 ଲୋକ ଭିତରୁ 450 କର୍ମଚାରୀ ବିଜେଡି ର ଼। ଗାଁ ଲୋକେ ଟିକିଏ ନାରାଜ ଥିଲା ଏକ ସାଇଡ ଓ ଉପହାସ।ସେଥିପାଇଁ ହାରିଲା ଆଗାମୀ 5.ଵରଷ୍ ପରେ ବିଜେପି ର ସୀଏମ ନ ହେବା ଆଗରୁ ସେମାନେ ବି ଉତପାତ ହେଲେଣି ଲୋକ ବି ବିଜେପି ଠାରୁ କିଛି ପାଉ ନାହାନ୍ତି। ଆମ ଗାଁ ରେ ରଜ ପର୍ବ ବିଜେଡି ଦଳ ଖରଚ କରୁଥିଲେ ତାଙ୍କ କର୍ମଚାରୀ। କିନ୍ତୁ ବିଜେପି ତା ଵି ଦେଇ ପାରିଲାନି ଆମ ଗାଁ ରେ ଲୋକ ବିଜେପି କୁ ଭୋଟ ଦେଇ ଭୁଲ କରିଛନ୍ତି ବୋଲି କହୀଲେଣି
@manishapattanayak2152
@manishapattanayak2152 4 ай бұрын
ପୁଣି ଥରେ ନବୀନ Sir🙏🏻
@banshidharasahoo5669
@banshidharasahoo5669 4 ай бұрын
ଏ ଟା ଟାଉ ଟ ର NO 1
@manishapattanayak2152
@manishapattanayak2152 4 ай бұрын
Right Sir👍 ଆପଣ ପୁରା ଠିକ୍ କଥା କହିଛନ୍ତି🙏🏻
@BarunGarnaik
@BarunGarnaik 4 ай бұрын
Nabin pattnaik is the real hero of odisha politics. He must be returne to odisha .His defeat is due to conspirancy of some leaders of both BJP and BJD .
@mahindratandi3808
@mahindratandi3808 4 ай бұрын
100% right sir
@Ambassador_Christ
@Ambassador_Christ 4 ай бұрын
Ama Odisha au CM already Bikasit karisarichhanti..
@runi.90
@runi.90 4 ай бұрын
Sir thik katha khauchanti
@Ambassador_Christ
@Ambassador_Christ 4 ай бұрын
We want Naveen Patnaik
@sunitadas9344
@sunitadas9344 4 ай бұрын
Thik kahichanti Sir
@DEKU_BAKKA
@DEKU_BAKKA 4 ай бұрын
BJD only
@chandanmallick4426
@chandanmallick4426 4 ай бұрын
Thik katha Naveen Patnaik come back puni karibe
@user-ly9ly4qq9j
@user-ly9ly4qq9j 4 ай бұрын
Yes sir
@PrafullaPradhan-g2e
@PrafullaPradhan-g2e 4 ай бұрын
ଆପଣ ସବୁ କଲେ, କିନ୍ତୁ ଜନ ସାଧାରଣ ପ୍ରତ୍ୟାଖ୍ୟାନ କଲେ କଣ ପାଇଁ l ଆପଣ ଲୋକଲୋଚନଙ୍କୁ ଗୋଟିଏ କଥା ଆଣନ୍ତୁ ଯେ, ମୁଣ୍ଡ ପିଛା ଋଣ କେତେ ଅଛି l
@saxenabros
@saxenabros 4 ай бұрын
next time cong govt kariba.....
@Ambassador_Christ
@Ambassador_Christ 4 ай бұрын
Gujarat ru asiki Odisha ku asiki sasana karibe aita hauchi Odisha ra Asmita
@DinabandhuSwain-k8i
@DinabandhuSwain-k8i 4 ай бұрын
ଠିକ୍ କଥା ଦିଦି
@taushifak4305
@taushifak4305 4 ай бұрын
Right... Gujarati dala aasi Kari odisha asmita kahu chhanti
@badaljena7749
@badaljena7749 4 ай бұрын
ଧନ୍ୟ ବାଦsir
@brahmaachary3955
@brahmaachary3955 4 ай бұрын
ବିଜେପି ସରକାର ଚାଲିଲା ଆଉ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବେ ନାହିଁ,
@SM_creation34
@SM_creation34 4 ай бұрын
Hu dekhiba kemit jibeni
@banditabiswal7194
@banditabiswal7194 4 ай бұрын
Dekhiba BJP sarkar kete nijukti deuchhanti bekaria jubaka jubati mananku jemiti aau dadana khatibaku baharku jibeni lokamane
@sunitadas9344
@sunitadas9344 4 ай бұрын
BJP ku hatao
@srimayeemansingh6197
@srimayeemansingh6197 4 ай бұрын
ଆରେ ବାଳ ଵିଜେଡି ଆଉ କୋଡ଼ିଏ ବର୍ଷ ଯାଏଁ ଆସିଵନି
@Anshu_777..
@Anshu_777.. 4 ай бұрын
ok
@Tapannayak75
@Tapannayak75 4 ай бұрын
୫ ବର୍ଷ ପରେ ବାଳ ଥିବ ଯେ ସୁନୁପାମ୍ପୁଡି ଖାଇବ, ଅନେଇଥା ଜଳକା
@amulyanayaks1438
@amulyanayaks1438 4 ай бұрын
❤❤❤
@Guddan-u3r
@Guddan-u3r 4 ай бұрын
Right ame ମନଦୁଃଖ କରୁଚୁ
@shashankapurohit4372
@shashankapurohit4372 4 ай бұрын
ଦିବାସ୍ବପ୍ନ ଦେଖୁଥା
@kalyankesharipattanayak4648
@kalyankesharipattanayak4648 4 ай бұрын
ଓଡ଼ିଶା ରେ ମୋଦୀ ଲୋକଙ୍କ ଇମୋନ୍ଶନ କୁ ନେଇ ଭୋଟ ପାଇଗଲା, ଯେମିତି ଭିକାରୀ କୁ ମୁଣ୍ଡିଆ ମାରିଲା ଭିକାରି ର ଦିଲ୍ ଖୁସ
@sumitraparida7131
@sumitraparida7131 4 ай бұрын
Right
@chandrakantakar5128
@chandrakantakar5128 4 ай бұрын
I am agreeing with you Sir and Mr. Pandian Ji is an efficient bureaucrat and he has contributed in many development works in Odisha.
@sarasamajhi6525
@sarasamajhi6525 4 ай бұрын
ନବୀନ ସରକାର ଆସିବ ଅନେଇକି ଦିବସପ୍ନ ଡକୁତ
@rudrapratapnayak-tq5sy
@rudrapratapnayak-tq5sy 4 ай бұрын
Sir thik karichhanti Naveen sir nkar aushaahuri badhijau
@dillipkumarswain5728
@dillipkumarswain5728 4 ай бұрын
So nice 👍👍❤❤❤
@ManojPradhan-uv6fg
@ManojPradhan-uv6fg 4 ай бұрын
ପାଞ୍ଚ ବର୍ଷ ପରେ ସେ ନର୍କପୁରରେ ଶାସନ କରିବେ
@pradiptarout4070
@pradiptarout4070 4 ай бұрын
ଆଉ ସ୍ଵପ୍ନ ଦେଖନି
@runi.90
@runi.90 4 ай бұрын
Bjp hatao
@megharaybaske8373
@megharaybaske8373 4 ай бұрын
୫ଵରଷ ଯାଏ ନବୀନ ରହିବେ ତ?
@user-ly9ly4qq9j
@user-ly9ly4qq9j 4 ай бұрын
Tu Rahi thibu taa
@PrafullaPradhan-g2e
@PrafullaPradhan-g2e 4 ай бұрын
ବାଉଁଶ ଥିବ ନା ବଇଁଶୀ ବାଜିବ l
@sangamaifarming
@sangamaifarming 4 ай бұрын
ଏ ଜନ୍ମ ରେ ଆଉ ଜିଟିବ ନାହି bjd
@KaluSahu-zt8gn
@KaluSahu-zt8gn 4 ай бұрын
Jaya jagannatha Jaya nabin pattnaik sir ❤❤❤i Love you bjd Biju Janata
@adisripriyadarshini8092
@adisripriyadarshini8092 4 ай бұрын
ନବୀନ କଣ ଅମର ଫଳ ଖାଇ ଛନ୍ତି କୀ
@bramhanandpattnaik4695
@bramhanandpattnaik4695 4 ай бұрын
Jay Nabin Jay ODISHA 🙏
@manoramadas5553
@manoramadas5553 4 ай бұрын
Best cm of odisha Naveen pattanaik sir
@Anshu_777..
@Anshu_777.. 4 ай бұрын
BJP ହଟାଅ
@Ambassador_Christ
@Ambassador_Christ 4 ай бұрын
Naveen Patnaik our emotion
@priyamitabiswal711
@priyamitabiswal711 4 ай бұрын
Only naveen patnaik❤❤
@hiradadh5692
@hiradadh5692 4 ай бұрын
Nabin sir of great CM of odisha❤❤❤❤❤❤❤❤❤
@bimaldehury7119
@bimaldehury7119 4 ай бұрын
Naveen patanaik jindabad
@rushikeshnayak5396
@rushikeshnayak5396 4 ай бұрын
Only Mohan cm sar
@bhaktacharansoren6797
@bhaktacharansoren6797 4 ай бұрын
ମଉସା ତୁମେ ସ୍ୱପ୍ନ ଦେଖୁଛ ।bjd ଆଣ୍ଠେଇବ
@UpendraBehera-o1z
@UpendraBehera-o1z 4 ай бұрын
ଏ ସବୁ ବେକାର କଥା । ବିଜେଡ଼ି କେବେ ଆସି ପାରିବ ନାହିଁ ।
@jangyadattasahoo9392
@jangyadattasahoo9392 4 ай бұрын
Nabin patnayak jindabad
@prakashghose7518
@prakashghose7518 4 ай бұрын
I am happy..
@Surajkumar-y5z4v
@Surajkumar-y5z4v 4 ай бұрын
Sir ac tunnel puri ru kuade gala
@satyabratasahoo7028
@satyabratasahoo7028 4 ай бұрын
JAY JAGANATH JAY SANKHA JAY ODISHA JAY BJD JAY CM NAVEEN PATNAIK SIR JAY VK PANDIAN SIR JAY PRANAB PRAKASH DAS SIR 🙏🙏🙏
@BikramPradhan-lt8fw
@BikramPradhan-lt8fw 4 ай бұрын
ଆଉ ବାଳ ଥିବ ଯେ ସୁଁପାପଡ଼ି ଖାଇବ
@StarNewsOdia-js1db
@StarNewsOdia-js1db 4 ай бұрын
ତମକୁ ନ୍ୟୁଜ ମିଳେନି ଏଭଳି ଭାଡୁଆ
@dillipsahoo7921
@dillipsahoo7921 4 ай бұрын
Nabin babu again cm hebe
@ssmitadas6830
@ssmitadas6830 4 ай бұрын
Nija mana katha
@naganbehera8830
@naganbehera8830 4 ай бұрын
You are right answer 💯 sir
@MaheswarKar-z8g
@MaheswarKar-z8g 4 ай бұрын
2029 ପାଣ୍ଡିଆନ ନେତୃତ୍ୱରେ ଲଢ଼ିବ ନା ବବି ଦାସ ନେତୃତ୍ୱରେ ଲଢ଼ିବ, ଗୋଟିଏ ଆଶ୍ଚର୍ଯ୍ୟ କଥା ହେଉଛି କେହି ଜଣେ ହେଲେ ନେତା କହୁ ନାହାନ୍ତି ଏହି ପରାଜୟ ପାଇଁ ପାଣ୍ଡିଆନ ଏକମାତ୍ର ଦାୟୀ।
@ramakantaparida443
@ramakantaparida443 4 ай бұрын
Thank you babu.baji palatu 2029re
@ksheerodmishra8544
@ksheerodmishra8544 4 ай бұрын
Future CM may be better if the GOD blesses the people of Odisha But there is no denial of fact that we voted against a ,Godly CM
@SRIKANTABehera-fu7to
@SRIKANTABehera-fu7to 4 ай бұрын
Jay BJD ASI ba 2029
@rajendraprasadsahoo9587
@rajendraprasadsahoo9587 4 ай бұрын
BJD will never come wait and see
@hnmusic3636
@hnmusic3636 4 ай бұрын
Ama odisha Naveen odisha jay Naveen jay BJD💚🐚✅🚩
@SarathiSwain-v4d
@SarathiSwain-v4d 4 ай бұрын
Jay nabin
@hnmusic3636
@hnmusic3636 4 ай бұрын
😢😢hm odisha basi chahunchhanti Naveen Sarkar only BJD🐚✅🚩
@taranisenpatra9171
@taranisenpatra9171 4 ай бұрын
Ete easy nahin
@sumitrakhuntiasumina5294
@sumitrakhuntiasumina5294 4 ай бұрын
Bjp ଆସୁ ଆସୁ ଦର ଦାମ ବୁଦ୍ଧି କରି ସାରିଲେଣି ସାଢେ ଚାରି ଓଡ଼ିଆ ଙ୍କ ଠାରୁ ଯାହା ଲୁଟୀବେ ତାକୁ ଆମକୁ ଦେବେ ତାପରେ କହିବେ bjp ଦେଲା ତମେ କଣ ତମ ଘରୁ ଦଉଛ ଆସୁ ଆସୁ କଣ ପାଇଁ ଏତେ ଅବିଚାର
@lalpatimohanta571
@lalpatimohanta571 4 ай бұрын
Ticket ଟା ଥିବ ତ?
@motilalpradhan2288
@motilalpradhan2288 4 ай бұрын
ବିଜେଡିରେ ପୁଣି ନେତା !!!!???? କ'ଣ ଥିଲେ କି ? ସବୁ ତ ପାଣ୍ଡୁର ବୋଲକରା କ୍ରୀତଦାସ ଚାକର ଚାକରାଣୀ ଚାଟୁକାର ଓ ବୁଚୁକାବୁହା ଥିଲେ, ନେତା ଥୂଲା କିଏ ? ଆଉ ଯଦି ନବିନ ବାବୁ ଥିଲେ....? ତେବେ ପାଣ୍ଡୁ ତଥା କଥା କଥିତ ନେତା ମାନଙ୍କର ସମସ୍ତ କୁକର୍ମ ଗୁଡ଼ିକୁ ଆଖିବୁଜି ସମର୍ଥନ ଦେଇଥିବାରୁ ପ୍ରତ୍ୟକ୍ଷ ଭାବରେ ଦାୟି ନୁହନ୍ତି କି ?
@PradyumnaNayak-g5i
@PradyumnaNayak-g5i 4 ай бұрын
Wait for 2029
@pramodapradhan9257
@pramodapradhan9257 4 ай бұрын
ଭାଇ ଆଜିଯାଏ କୋଉଠି ଥିଲ ଯେତେବେଳେ ପାଣ୍ଡୁ ତୁମକୁ କ୍ରୀତଦାସ କରିଲା ଓ ତୁମେ ଚାମଚା ନେତା ମାନେ ନିଜ ସିଟ ପାଇଁ ପାଣ୍ଡୁର ତେଲ ମାରୁଥିଲ କିନ୍ତୁ ଲୋକ ଜବାବ ଦେଲେ ତୁମର ଦମ ନଥିଲା ନବୀନ କୁ ଭୋଟ ଦେଲେ ସେ ପାଣ୍ଡୁକୁ ଖାତା ଖତୀୟନା ଦେଇ ଘରେ ଶୋଇବେ ଓ ତୁମେ ଓଡ଼ିଆ ନେତା ଚାମଚା କରିବ ହଁ ପାଣ୍ଡୁ କାମ କରିଛି କିନ୍ତୁ ପକେଟ କେତେ ଭରିଛି ଓ ତୁମେ ଚାମଚା ମାନେ କେତେ ଭାରିଛ
@deepakpatra8151
@deepakpatra8151 4 ай бұрын
ତମେମାନେ ପୁରାତନ କୁଜି ନେତା ତମକୁ କିଏ ପଚାରେ ବର୍ତ୍ତମାନ ତମେ ହେଲ ଓଲୁଅ ନେତା, ତମେମାନେ ତ puri ର ୪ପଟ ଖୋଲି ପାରିଲନି ବଡ଼ବଡ଼ କଥାବାର୍ତ୍ତା କରୁଛ ଦେଖ BJP ସରକାର ଖୋଲିବ ଆଉ BJD କୁଜିନେତା ଭକୁଆ ହବଛି
@SukmarMishra
@SukmarMishra 4 ай бұрын
We need Nabin & Pandian development of Odisha
@subashbaraj
@subashbaraj 4 ай бұрын
Yes, BJD will come back with thumping majority, We can't leave Without Nabin Pattanaik Thanks,
@smentertainment3056
@smentertainment3056 4 ай бұрын
Jai nabin 🙏 Jai bjd
@manojbiswalmanoj5090
@manojbiswalmanoj5090 4 ай бұрын
Jay Navin Patnayak
@PrakashMahapatra-z8r
@PrakashMahapatra-z8r 4 ай бұрын
No one has voice against vk. Why leader odisha are fearing to vk.
@priyaraniswain509
@priyaraniswain509 4 ай бұрын
ଏଇଟା ଚୋରଟା
@samarubhatrado3106
@samarubhatrado3106 4 ай бұрын
2029 ନବୀନ ଥିବ ତୋ
@BarunGarnaik
@BarunGarnaik 4 ай бұрын
Arun Pattnaik will come to odisha politics as soon as possible. for future to take the revange of his uncle's defeat in odisha.
@omsairam2035
@omsairam2035 4 ай бұрын
Amara nabini sarkar darkr
@arateemishra8873
@arateemishra8873 4 ай бұрын
Kahinki kan emiti problem hela ki
@rkbiswal621
@rkbiswal621 4 ай бұрын
Ata behia!
@swadhikarbetaj3768
@swadhikarbetaj3768 4 ай бұрын
ନବୀନ ପଟ୍ଟନାୟକ ଆଉ ଅଣାବନ ବର୍ଷ ବଂଚିବ
@Surajkumar-y5z4v
@Surajkumar-y5z4v 4 ай бұрын
Sir ur god father is pandian.
@harekrishnamahanta7592
@harekrishnamahanta7592 4 ай бұрын
Kebe heba I b j d govt
@padminibankara8222
@padminibankara8222 4 ай бұрын
Hn sir agali bar2029re nabin sarakar darkar Karan tanku sesa ସମୟରେ ଜିତେଇକି ବିଦାୟ ଦେବୁ
@pranatisamantaray144
@pranatisamantaray144 4 ай бұрын
BJP govt 6,months chaleiparibani govt bhangiba
@atalbiharidas1819
@atalbiharidas1819 4 ай бұрын
Long live bjd
@sasmitanayak9145
@sasmitanayak9145 4 ай бұрын
crying is drama
@GopalkrushnaSahoo-px4qe
@GopalkrushnaSahoo-px4qe 4 ай бұрын
24Year, s prabal khaicha
@dusmantamnb4250
@dusmantamnb4250 4 ай бұрын
😢😢😢😢
Players vs Pitch 🤯
00:26
LE FOOT EN VIDÉO
Рет қаралды 47 МЛН
小路飞还不知道他把路飞给擦没有了 #路飞#海贼王
00:32
路飞与唐舞桐
Рет қаралды 61 МЛН
Players vs Pitch 🤯
00:26
LE FOOT EN VIDÉO
Рет қаралды 47 МЛН