Elections 2024: MLA Mukesh Kumar Pal addresses a public gathering in Pallahara |

  Рет қаралды 43,208

Nandighosha TV

Nandighosha TV

16 күн бұрын

#election2024 #MukeshKumarPal #electioncampaign #politics #nandighoshatv
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 89
@Himanshu_bhusan
@Himanshu_bhusan 15 күн бұрын
ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।
@Sonalikapradhan-
@Sonalikapradhan- 15 күн бұрын
ରାଜ୍ୟରେ ଲୋକସଭା ଓ ବିଧାନଶୋଭା ନିର୍ବାଚନ ରେ ବିଜେଡି ସବୁବେଳେ ବିଜୟ ହାସଲ କରି ଆସିଛି ଏବଂ ଆଗକୁ କରି ଆସୁଥିବ.
@Mamali_behera
@Mamali_behera 15 күн бұрын
ଓଡ଼ିଶା ର ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଓ କୃଷି ଠାରୁ କ୍ରୀଡା ସମସ୍ତ କ୍ଷେତ୍ରରେ ସମୀକ୍ଷା କରି ସବୁଥିରେ ଉନ୍ନତି ଆଣି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
@Mamali_behera
@Mamali_behera 15 күн бұрын
ପୁଣୀ ନିର୍ବାଚନ ଜିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭରତର ସବୁଠୁ ଅଧିକ ଦିନଧରି ମୁଖ୍ୟମନ୍ତ୍ରୀ ଭାବେ ସେବା ଦେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ।
@Komalsahoo
@Komalsahoo 15 күн бұрын
ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l
@Healthin2791
@Healthin2791 15 күн бұрын
ମୁଁ ନବୀନ ପଟନାୟକ ଆଉ ଭିକେ ପାଣ୍ଡିଆନ ଫ୍ୟାନ ଜୟ ବିଜେଡି ଶଙ୍ଖ ଚି଼ହ୍ନ ରେ ଭୋଟ ଦିଅନ୍ତୁ ଜୟ ଯୁକ୍ତ କରନ୍ତୁ
@Himanshu_bhusan
@Himanshu_bhusan 15 күн бұрын
ଯେତେ ସବୁ ଭଲ କାର୍ଯ୍ୟ ହୋଇଛି ଓଡ଼ିଶାରେ ତାହା ପାଇଁ ବିଜେଡି ଦଳର ନେତାମାନଙ୍କୁ ଓ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡ଼ିବ।
@dibya5252
@dibya5252 15 күн бұрын
Mr.pal your best topic & best taking.very nice very good
@Vijay-lenka
@Vijay-lenka 15 күн бұрын
ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।
@Tapassamal-
@Tapassamal- 15 күн бұрын
ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l
@Komalsahoo
@Komalsahoo 15 күн бұрын
ମୋ ସରକାର ତଥା 5T ମାଧ୍ୟମରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି ନବୀନବାବୁ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦେଶରେ ମଡେଲ ରାଜ୍ୟହିସାବରେ ପରିଗଣିତ।
@Kalki6940
@Kalki6940 15 күн бұрын
ଦେଶ ସାରା ହିଂସା ଦଙ୍ଗା କାରୀ BJP ଦେଶରୁ ମୂଳପୋଛ ହେଇ ଯିବ ଧର୍ମ ସହିବନି ମଣିପୁର ରେ ସହ ସହ ସସ୍ମିତା ହରଣ କରିଲ, ଲକ୍ଷ୍ମୀପୁରକ୍ଷେରି ରେ କୃଷକ ଉପରେ ଗାଡି ଚଢ଼େଇ ଦେଲ, ଦେଶର ଗର୍ବ ଗୌରବ ଖେଳାଳି ତାଙ୍କୁ ବଳାତ୍କାର କରିଲ , ସରକାରୀ ସଂସ୍ଥାକୁ ଆଦାନୀ ଅମ୍ବାନୀ ହାତରେ ଦେଇ ଦେଶକୁ ଖାଇ ଗଲ, ଆଦାନୀ ଅମ୍ବାନୀ ଋଣ ଛାଡ଼ କରିଲ ଗରିବ ଋଣ ଛାଡ଼ ହୋଇ ପାରିଲା ନାହିଁ, ହୁ ହୁ ହୋଇ ଦର ବୃଦ୍ଧି କରିଲ ,ଘରୋଇ ଗ୍ୟାସ ୨ ଗୁଣା କରିଲ ଧର୍ମ ସହିବନି ମୋଦୀ ସରକାର ରସା ତଳକୁ ଯିବା ସମୟ ଆସିଛି
@ajayabehera155
@ajayabehera155 15 күн бұрын
ଏଥର ଓଡିଶା ରେ ବିଜେପି ସରକାର
@Tapassamal-
@Tapassamal- 15 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି।
@Vijay-lenka
@Vijay-lenka 15 күн бұрын
ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।
@Sonalikapradhan-
@Sonalikapradhan- 15 күн бұрын
ଆଜି ଓଡ଼ିଶାର ପୁରପଲ୍ଲୀ ଠାରୁ ସହରାଞ୍ଚଳ ଯାଏଁ ବିକାଶ ର ଗାଥା ସାରା ଦେଶଦେଖି ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା କୁ ଅନୁସରଣ କରିବା ପାଇଁ ଉତ୍ସାହିତ ହେଉଛନ୍ତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ '
@nihardas4958
@nihardas4958 15 күн бұрын
❤❤❤❤❤
@DHARANIDHARMUNDA-wy6mo
@DHARANIDHARMUNDA-wy6mo 13 күн бұрын
ସାରା ପାଲଲହଡ଼ା ରେ ସବୁ ଭୂତ ଯୋଜନା । କେବଳ କାଗଜ କଲମରେ ଚାଲିଛି ଯୋଜନା । ଲୋକ ଏଥର ସଚେତନ ହେଲେଣି । ଉଚିତ୍ ଜବାବ ଦେବେ ।
@pareshghadaighadai4421
@pareshghadaighadai4421 15 күн бұрын
Jay Jagannath 🙏Jay BJD Jindabad ❤Jay Nabini Sir ❤❤❤❤❤👍
@bidyadharpadhan9532
@bidyadharpadhan9532 14 күн бұрын
ଦୟା କରି ଯାହାକୁ ଭୋଟ ଦେଉଛ ଦିଅ, ବିଜେଡି ପଛରେ ଜାଅନି
@naturebeautyk.n8557
@naturebeautyk.n8557 15 күн бұрын
ଏଇ କଥା କହି ଶିଖିନି
@Hunter35046
@Hunter35046 7 күн бұрын
Jay Jagannath....
@SayanshDash
@SayanshDash 7 күн бұрын
Best speech
@kamakshyaprasadmallik1645
@kamakshyaprasadmallik1645 15 күн бұрын
କିଛି ହେବ ନାହିଁ, ଏଥ ର ବିଜେପି ଜିତୁଛି . 15 ଲକ୍ଷ ଟଙ୍କା କଥା ଛାଡ଼, 35% ଜଳ ସେଚନ ପ୍ରତିଶ୍ରୁତି କୁଆଡେ ଗଲା, ଚାଷୀ ହସ୍ତସନ୍ଥ ,ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି, hospitals ରେ doctors college ରେ teaching staff ନାହାନ୍ତି.25 ବର୍ଷ ସାସନ କଲା ପରେ ମଧ୍ଯ ମୌଳିକ ସୁବିଧାରୁ ବଞ୍ଚିତ. ଭାଷଣ ମାର ନାହିଁ.
@DHARANIDHARMUNDA-wy6mo
@DHARANIDHARMUNDA-wy6mo 13 күн бұрын
ରେଙ୍ଗାଳି ନଦୀବନ୍ଧ ଯୋଜନା ର ବିସ୍ଥାପିତ ଲୋକଙ୍କ ଜମି ହଡ଼ପ କରିଛି କିଏ ? ତାଙ୍କ ପାଇଁ ଉଦ୍ଧିଷ୍ଟ ଜମି ବାହୁବଳୀ ଲୋକ ନିଜ ନାମରେ ଅକ୍ତିଆର କରି ନେଇଛନ୍ତି । ଭଗବାନ ସହିବେ ନାହିଁ ଏଇ ପ୍ରତାରଣା । ସରି ସରି ଆସୁଛି ଦିନ । ଅଭିଶାପ ପଡ଼ିବ ଲୋକଙ୍କ । ବିସ୍ଥାପିତ ଲୋକଙ୍କ ଲୁହ ରେ ଧୂଳିସାତ ହୋଇଯିବ ତୁମ ସାମ୍ରାଜ୍ୟ ।
@DHARANIDHARMUNDA-wy6mo
@DHARANIDHARMUNDA-wy6mo 13 күн бұрын
ରେଙ୍ଗାଳି ବ୍ରାହ୍ମଣୀ ସେତୁବନ୍ଧ କୁଆଡେ ଗଲା । ଏ ପର୍ଯ୍ୟନ୍ତ ସେମିତି ଢୋ
@sridharsahoo8540
@sridharsahoo8540 13 күн бұрын
Jana samundra shows a great success.
@DHARANIDHARMUNDA-wy6mo
@DHARANIDHARMUNDA-wy6mo 11 сағат бұрын
ଏକ ଲକ୍ଷ କୋଟି ଟଙ୍କାର ଯୁବ ବଜେଟ ହଉ ଦେଖିନେବା ....
@fakirkhuntia6145
@fakirkhuntia6145 11 күн бұрын
Good
@kunabarad531
@kunabarad531 15 күн бұрын
Bsky card ame painu ame ta vote dei pari buni
@DHARANIDHARMUNDA-wy6mo
@DHARANIDHARMUNDA-wy6mo 11 сағат бұрын
ଦୁଇ ଲକ୍ଷ ସରକାରୀ ଚାକିରି ମିଳିବ ଓଃ so nice
@BishwanathSethiBishwa
@BishwanathSethiBishwa 15 күн бұрын
Right,well said
@1984sib
@1984sib 15 күн бұрын
କୋର୍ଟ ରେ କାମ କରୁଥିବା Grade III BC ମାନଙ୍କୁ ସ୍ଵତନ୍ତ୍ର Cadre ରୂପେ ସ୍ଵୀକୃତି ଦେଇ ସିନିୟର୍ Clerk ମାନଙ୍କ ଠାରୁ ଅଧିକ ଦରମା ଦିଆଯାଉ ।
@naturebeautyk.n8557
@naturebeautyk.n8557 15 күн бұрын
200 % sure
@umakantsethi680
@umakantsethi680 15 күн бұрын
Mukesh pal bahut sundara bakrukta.great speeker.
@BibhutiDalei-hz7xs
@BibhutiDalei-hz7xs 10 күн бұрын
ମୁକେଶ ପାଲ ଙ୍କ ବକ୍ତବ୍ୟ ଶୁଣି ଅଭିଭୂତ !!!!!
@bijaykumarbijaykumar2683
@bijaykumarbijaykumar2683 15 күн бұрын
Ok
@jyotiranjanpattnaik5769
@jyotiranjanpattnaik5769 15 күн бұрын
6th tìme navèeñ cm hebày àù iñďìar recòrd karìbay
@bulubaral1704
@bulubaral1704 15 күн бұрын
Jay Jagnnath Jai Naveen sir Jai BJD jitiba bjd
@subashbehera6748
@subashbehera6748 15 күн бұрын
Only BJD sarkar june 4❤
@jk-eg2ye
@jk-eg2ye 15 күн бұрын
BJP ମୁକ୍ତ ଓଡ଼ିଶା ଗ୍ୟାରେଣ୍ଟି, only BJD 💚🐚🐚🐚
@DivyangVillageVlogger
@DivyangVillageVlogger 10 күн бұрын
ବାଣ୍ଡ୍ ଭାଷଣ ମାରି ରାଜନୀତି କରୁଛ ଶଳା ୨୫ ବର୍ଷ ହେଲା ଶଳା ଭିନ୍ନକ୍ଷମ ଲୋକମାନଙ୍କ ପାଇଁ କିଛି ବି କରି ପାରିଲୁନି ଶଳା ଅନ୍ୟ ଦଳକୁ ନିନ୍ଦା କରୁଛୁ।
@pintupadhan2299
@pintupadhan2299 15 күн бұрын
ଵିକାସ ଦୁଇ ବସ୍ତା ଦେବ
@user-xt5kt7nx3w
@user-xt5kt7nx3w 15 күн бұрын
🙏👍♥️🌹
@premanjanbarik4066
@premanjanbarik4066 15 күн бұрын
Woo..b.j.d.jindabad
@gajendramajhi3718
@gajendramajhi3718 15 күн бұрын
BJD jindabad
@prasannakumarnayak4575
@prasannakumarnayak4575 9 күн бұрын
Good spich Mukesh pal. Jai BJD
@tutusahoo1783
@tutusahoo1783 14 күн бұрын
Jay bjd
@ManojMohanty-rf3ze
@ManojMohanty-rf3ze 15 күн бұрын
Jay BJD 💚💚💚
@dillipkumarpradhan5482
@dillipkumarpradhan5482 15 күн бұрын
Bjp💯💯ରେ ଜିତିବ
@rulisapocilps3317
@rulisapocilps3317 14 күн бұрын
Rahul
@vidstoryz6234
@vidstoryz6234 15 күн бұрын
BJD 🔥🐚👍
@rakeshkumarroutray8698
@rakeshkumarroutray8698 15 күн бұрын
ବାଳ ନା
@mayamodi4487
@mayamodi4487 15 күн бұрын
odisha ra vikash dekhi modi madhya daruchanti Navin babu nku...
@nabinnabin3213
@nabinnabin3213 15 күн бұрын
Thank you 🎉🎉🎉🎉🎉 only bjd
@jKM355
@jKM355 15 күн бұрын
Vot dela ready hua dadan jiba pain
@jyotiranjanpattnaik5769
@jyotiranjanpattnaik5769 15 күн бұрын
Mukèsh bàbu d pradhan kù gañďìmàŕ
@hrushikesh780
@hrushikesh780 15 күн бұрын
jay bjd jay naveen
@bidyadharpadhan9532
@bidyadharpadhan9532 14 күн бұрын
ପାଣ୍ଡୁ କିଏ ତମ ମାନଙ୍କ ବାପ କି ଶଳେ ଅଲାଜୁକେ, ବିଜେଡି ଛାଡିକି ଆଉ ଯାହାକୁ ଭୋଟଦେବା କଥା ଦେବା, କାହା ଚାକର ଆମେ ହେବାନି
@pratapmeher6694
@pratapmeher6694 15 күн бұрын
Bjp❤❤❤❤
@krishkrishan6623
@krishkrishan6623 15 күн бұрын
BSKY bigata 25 barsaru kauthi thila? Aji centre ru avail haba pare dhyana asila na?
@user-tw9le4mi8w
@user-tw9le4mi8w 15 күн бұрын
ତାମିଲ୍ ଗୋଲାମ ଓଡିଶାପାଇଁ ଲଜ୍ଜ୍ୟା
@chandrasekharsamal9176
@chandrasekharsamal9176 15 күн бұрын
Bihari to pai bhlla,mitha laguchi.
@user-tw9le4mi8w
@user-tw9le4mi8w 15 күн бұрын
@@chandrasekharsamal9176 tu kan golam
@pritampolei7087
@pritampolei7087 15 күн бұрын
Golam pandu ra.aimane ta odisha ku tamilian hatare teki deba pain basichhanti
@VIBES_OD
@VIBES_OD 15 күн бұрын
Jay BJD 💚
@user-wm7ou8eh3z
@user-wm7ou8eh3z 15 күн бұрын
Bjp 💐
@DivyangVillageVlogger
@DivyangVillageVlogger 10 күн бұрын
Tu shala....ନବିନ ବାବୁ ର ଚେଲା ଚାମୁଣ୍ଡା ମାନେ ଅନେକ Comment ରେ ଲେଖନ୍ତି,ଶଳେ ମାନେ କୁଆଡ଼େ ଗଲେ ଆଜି ଶଳା ବେଇମାନ୍ ରାଜନୈତିକ ଦଳ...ଗୁଣ୍ଡାଗର୍ଦି ଶଳେ ସବୁ..ସାହସ ଅଛିତ ମୋତେ Reply ଦିଅ ଶଳା ଏତେ ୨୫ବର୍ଷ ହେଲା ଆମ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମାନଙ୍କ ପାଇଁ କ'ଣ ଉକାଡିଛ ରେ। ସବୁ ତ କେନ୍ଦ୍ର ସରକାରଙ୍କ ର ଯୋଜନା। PM Awas Indra Gandhi Pension PM Kissan ସବୁତ କେନ୍ଦ୍ର ସରକାରଙ୍କ ର ଯୋଜନା।😮
@shantidvlogs7759
@shantidvlogs7759 15 күн бұрын
Odisha basi bujiparunanti ketedina hele Tamil Mane asiki odisha ku sasan karibe,jahato Abe gote sasan salaichi
@pradeeptpradhan451
@pradeeptpradhan451 15 күн бұрын
Nabin sarkar bidaya kara,odisha banchaa
@LittleDanceralisha
@LittleDanceralisha 15 күн бұрын
ମାନିବାକୁ ପଡ଼ିବ 👍 ନେତା ହେବ ତୋ ଏମିତି 1st class👍 ମୋତେ ଲାଗୁଛି BJP ସେହି ଏରିଆରୁ ଗୋଟେ ଭି ଭୋଟ ପାଇବା କଷ୍ଟକର ପାଠ ହେଇଯିବ 👍 BJP କର୍ମୀ ମାନେ ଯାହା ଦେବେ ।।
@AjayakumarGochhi
@AjayakumarGochhi 14 күн бұрын
ମୋ ବାଳ ନା
@suruchigadanayak8815
@suruchigadanayak8815 15 күн бұрын
147 seat bjd sure neb
@bhismasahu9290
@bhismasahu9290 14 күн бұрын
Sab jhoot
@lachmansamarath8503
@lachmansamarath8503 13 күн бұрын
Bjd 126
@dasarathitada9591
@dasarathitada9591 15 күн бұрын
Bjp
@AjayakumarGochhi
@AjayakumarGochhi 15 күн бұрын
ଇଲେକ୍ସନ ପରେ ପାଣ୍ଡୁ ତୁମ BJD ନେତା ମାନଙ୍କୁ ଚପଲ ବୁହାଇବ।
@rulisapocilps3317
@rulisapocilps3317 14 күн бұрын
Right
@rajeeblochanpradhan1832
@rajeeblochanpradhan1832 14 күн бұрын
Tu haribu
@madhabbain9924
@madhabbain9924 14 күн бұрын
अनदेखा भाषण गलत मंत्र 👂 को सुना रहा है
@shantidvlogs7759
@shantidvlogs7759 15 күн бұрын
Hare nabin ku bot dele Mari Mari heiki moribo
@birenpradhan4545
@birenpradhan4545 15 күн бұрын
Watch this bjd rally Mukesh pal at pallahara bjd will win 130 seat in odisa nabin Babu for 6th time cm for Odisha. BJP kemiti June ,10 re govt form Kariba odisa re na ye ek naya Jumla by feku sardar .
@user-zu7qc7cc3p
@user-zu7qc7cc3p 15 күн бұрын
Belageya Navin chamach geyas to bapa dauchi up re pradan mantri aabas ujna up re duye lakhya pachase hajare dauchi odissre miluchi saturi hajare tanka kuade AAU payesha gala kuade Navin Sarkar chor nka Pati ku vote debanahi atar jeba nabin Sarkar Hatao pehele hatao
@saratkumardas9746
@saratkumardas9746 15 күн бұрын
Jay bjd
The most impenetrable game in the world🐶?
00:13
LOL
Рет қаралды 15 МЛН
100❤️ #shorts #construction #mizumayuuki
00:18
MY💝No War🤝
Рет қаралды 15 МЛН
когда достали одноклассники!
00:49
БРУНО
Рет қаралды 1,3 МЛН