Family attacked by miscreants in Bhubaneswar in front of cops

  Рет қаралды 840,147

OTV

OTV

Күн бұрын

Family attacked by miscreants in Bhubaneswar in front of cops
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 863
@sureshsireducationpoint8248
@sureshsireducationpoint8248 2 жыл бұрын
ପୋଲିସ ଡିପାର୍ଟମେଣ୍ଟର ଆଉ ଆବଶ୍ୟକତା ନାହିଁ । କାହିଁକି ଖାଲି ଦରମା ନେବା ପାଇଁ ସେ ଡିପାର୍ଟମେଣ୍ଟ ରହିବ । ଆବୋଲିସ୍ କରିଦିଆଯାଉ ଏହି ଡିପାର୍ଟମେଣ୍ଟକୁ ।
@prakashghose7518
@prakashghose7518 2 жыл бұрын
ମନ୍ତ୍ରୀଙ୍କ ଗାଡି ଆଗରେ କିଏ ଝାଡୁ ମାରି ରାସ୍ତା ସଫା କରି କରି ନେବ.
@santoshpattnaik4446
@santoshpattnaik4446 2 жыл бұрын
Thik katha
@santoshpattnaik4446
@santoshpattnaik4446 2 жыл бұрын
Lagya janaka katha
@santoshpattnaik4446
@santoshpattnaik4446 2 жыл бұрын
Police upare bharasa rahiba nahi
@msilentworld2553
@msilentworld2553 2 жыл бұрын
sata katha kahile re bhai
@angular_dotnet_web_api_ful1231
@angular_dotnet_web_api_ful1231 2 жыл бұрын
ଯୋଗୀ କୁ ଦେଇ ଦିଅ ଓଡିଶା ଭାର ... ବିଜୁ ପଟନାୟକ ପୁଅ ପାରିବନି
@ganeshbehera8650
@ganeshbehera8650 2 жыл бұрын
You are Right
@sukantaparida7587
@sukantaparida7587 2 жыл бұрын
@@ganeshbehera8650 politics bjp no
@bhaktikantasahoo3080
@bhaktikantasahoo3080 2 жыл бұрын
Right 👍
@Algrowstudy
@Algrowstudy 2 жыл бұрын
Right
@swasub9736
@swasub9736 2 жыл бұрын
Biju babu nka pua ta majhi item ta se kn kariba
@jitendrasahoo8141
@jitendrasahoo8141 2 жыл бұрын
ପୋଲିସ କେବଳ ଫାଇନ କାଟିବା ବେଳେ ସିଂହମ ପାଲଟି ଯାଏ.. ହେଲେ ଏପରି ପରିସ୍ଥିତି ରେ ଆମେ କଣ କରିପାରିବୁ... ଏହାଠୁ ବଡ ଦୁଃଖର କଥା ଆଉ କଣ ହେଇପାରେ..
@rakeshpraharaj7629
@rakeshpraharaj7629 2 жыл бұрын
Ekdum thik katha.Odisha police are coward.
@kalyanpanda5885
@kalyanpanda5885 2 жыл бұрын
ଏହାହିଁ ସ୍ମାର୍ଟ ସିଟି ର ଉଦାହରଣ. ଓ 22 ବର୍ଷ ଶାସନ ରେ ହୋଇଥିବା ବିକାଶ ର ଚିତ୍ର
@rupakpradhan4402
@rupakpradhan4402 2 жыл бұрын
👍👍
@satyabratsahoo8968
@satyabratsahoo8968 2 жыл бұрын
Right....
@janmejaysingh3317
@janmejaysingh3317 2 жыл бұрын
ମୁଁ କହୁଛି ପୋଲିସ ଅକାତ ଲେସ ତାଙ୍କର କିଛି ବି ଅକାତ ନାହିଁ ସେଥିପାଇଁ ନିଜେ ବଞ୍ଚିଲେ ବାପ ର ନା ନିଁଏ ଗୋଟେ ଗୋଟେ ଅସ୍ତ୍ର ଯେମିତି ଭୁଜାଲି,ଲୁହା ରୋଡ,କତା ନିଜ ଘରେ ନିଜ ପାଖରେ ରଖନ୍ତୁ ସମସ୍ତେ ଆଉ ପରିସ୍ଥିତି ର ସାମ୍ନା କରନ୍ତୁ ପୋଲିସ ଆସିକି ପହଂଚିବା ଆଗରୁ ସେଲ୍ଫ ଡେ଼ଫେନ୍ସ is most 🙏🏻
@shreekrushnapanda1124
@shreekrushnapanda1124 2 жыл бұрын
Jadi otv ku police hairanakaribe madua sadharana lokanku hairana karibe
@Something970
@Something970 2 жыл бұрын
I think now Bhubaneswar is not safe City 💔
@JIT_BEHERA_47
@JIT_BEHERA_47 2 жыл бұрын
Bro city good but people bad
@satyanayak4271
@satyanayak4271 2 жыл бұрын
Right
@aspirant2830
@aspirant2830 2 жыл бұрын
Odisha hela deshara sabuthu safe jaga. Aama Police aau sarkar hele bada MG
@sukantaparida7587
@sukantaparida7587 2 жыл бұрын
@@satyanayak4271 rong
@sdash6242
@sdash6242 2 жыл бұрын
Too many uneducated and unemployed youth with khatti culture
@chaitanyabariki810
@chaitanyabariki810 2 жыл бұрын
ନମ୍ବର ୱାନ ସରକାର ଙ୍କ ନୂଆ ଯୋଜନା 🙏ମଦ ପିଇ ଶୋଦିଵା ଯୋଜନା 🙏
@sujitkumarbiswal3966
@sujitkumarbiswal3966 2 жыл бұрын
Right Katha kahicha
@manupower4751
@manupower4751 2 жыл бұрын
Right bro Sehi bola appne.
@parkashrao3810
@parkashrao3810 2 жыл бұрын
Prati rasan kad re 7 day 5 litar mad milib new jojana
@neuvlgrudrashubhashree9420
@neuvlgrudrashubhashree9420 2 жыл бұрын
ଯେତେବେଳେ ନଙ୍ଗଲା ହେହି ମୋତି ଲେ ମଘୀୟା ଉପର ଙ୍କୁ ଗରମ ପାଣି କରିକି ତାଙ୍କ ବାଣ୍ଡ ଉପର କୁ ଢାଲି ଦେଇଥାନ୍ତୁ 🤣🤣ଆଉ ଜୀବନ ସାରା ମଦ କି କାହାରି ଘର ଆଗରେ ନଙ୍ଗଲା ହେହି ନଥାନ୍ତେ
@RAJESHpradhan01994
@RAJESHpradhan01994 2 жыл бұрын
ଓଡିଶା ପୋଲିସ କେବଳ ରାଜନେତା ମାନଙ୍କୁ ସୁରକ୍ଷା ଦେବା ପାଇଁ ରହିଛି। ଅନ୍ୟାୟ ବିରୋଧରେ ଯିଏ ସ୍ବର ଉତ୍ତୋଳନ କରିବ ସେମାନଙ୍କୁ ଦମନ କରିବା ହେଉଛି ପୋଲିସ ର ପ୍ରଥମ କାମ .. ବତ୍ତର୍ମାନ ର ଓଡିଶା ସରକାର ଏବଂ ସେଦିନର ବ୍ରିଟିଶ ସରକାର ମଧ୍ୟରେ କିଛି ଫରକ ନାହିଁ।
@sunilhati
@sunilhati 2 жыл бұрын
Sata katha kahuchha bhai
@sunilkumarpatnaik6953
@sunilkumarpatnaik6953 2 жыл бұрын
Two wheeler checking & fine paain busy...Police .
@bulumuni5981
@bulumuni5981 2 жыл бұрын
ଆପଣ ଠିକ୍ କଥା କହି ଛନ୍ତୀ ଏକଦମ ରାଇଟ୍ 👍
@deepakraul7321
@deepakraul7321 2 жыл бұрын
ମାଇଚିଆ ପୋଲିସ ଙ୍କ ଉପରେ ଆକ୍ସନ ନିଆ ଯାଉ
@geetum9387
@geetum9387 2 жыл бұрын
Bhubaneswar is not safe now 😭
@pradyumnakap945
@pradyumnakap945 2 жыл бұрын
ଦୟାକରି ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ ଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଉ. ଯୋଉ ଯୋଉ ଆଶାମୀ ଏଇ ସବୁ କୁକାର୍ଯ୍ୟ କରିଛନ୍ତି ସେଇ ମାନଙ୍କ ଠାରୁ ସବୁ ଟଙ୍କା ଆଦାୟ କରାଯାଉ ଏବଂ ଏଇ ଚୋର ମାନଙ୍କୁ କୋଠାର ଦଣ୍ଡ ଦିଆଯାଉ.
@dularamsoren4887
@dularamsoren4887 2 жыл бұрын
ତାଙ୍କ ଘରକୁ ଵୋଲଡୋଜର ମଡେଇ ଦିଅ ଆଉ ପିଡିତର ଘର ମରାମତି ପାଇଁ ଖର୍ଚ ଆଦାୟ କର ।
@pinkikumandal5190
@pinkikumandal5190 2 жыл бұрын
Sehi. Payment AAMAR SARKAR. DEBA. KAARANA. MO. SARKAR. 5T. ACHI. GUNDA. POLICE. AAMARA
@sweetchulbuli2999
@sweetchulbuli2999 2 жыл бұрын
ବାହା ବାହା ବାହାରେ କ୍ୟାପିଟାଲ ପୋଲିସ 👏👏👏
@theweoponmaster2416
@theweoponmaster2416 2 жыл бұрын
ଛି ଛି...ସରକାର ଟିକେ ଶିଖ ଦୁବାଇ ରୁ ବୁଲିକି ଗଲ...ଦୁବାଇ ପୋଲିସ ଠୁଁ ଟିକେ ଶିଖ..ଛି ଛି
@jagabalia8481
@jagabalia8481 2 жыл бұрын
ପୋଲିସ department ଆଉ ଆବଶ୍ୟକ ନାହିଁ। ସମସ୍ତେ ଘରେ AK 47ରଖନ୍ତୁ।
@nibeditavlogs8611
@nibeditavlogs8611 2 жыл бұрын
Odisa re sabu kichi hahuchi Kn karuchanti
@ganeswar5187
@ganeswar5187 2 жыл бұрын
ମଞ୍ଚେଶ୍ୱର ପୋଲିସ ର ବାଇଟ କାଇଁ ???????
@harekrushnabehera5851
@harekrushnabehera5851 2 жыл бұрын
ଏଇତ ଆମ ଓଡ଼ିଶା ସରକାରଙ୍କ ସଫଳତା।ଏଥିପାଇଁ ଆମ ନବୀନ ସରକାର ନଂ ୧। ଯୋଗୀ ସରକାର ଥିଲେ । ଏପରି ହୋଇ ନଥାନ୍ତା ।
@chandrakantalenka4204
@chandrakantalenka4204 2 жыл бұрын
Kana Yogi Yogi hauchu be ....Yogi bala chodi pakauchi...up re ghare pasiki rape karithante au police rapist nku protection deithanta
@Ramesh-mi9mq
@Ramesh-mi9mq 2 жыл бұрын
ସାର ସଳା ମଦୁଆଙ୍କୁ ତମଘରେ କଟୁରୀ ଠୁ ପନିକି ପର୍ଯ୍ୟନ୍ତ ଯେତେକ ଯିନିଷ ଥାଏ ସମସ୍ତେ ମିଶି ହାଣିଥାନ୍ତ ମଦୁଆଙ୍କୁ, police ଆସିଲା ବେଳକୁ ସବୁ ଖେଳ ସରିଥାନ୍ତା, ତମେ କଣଯାଣିନ police ର ଦି ପଟେ ଦାଢ଼🙏
@santoshswain5033
@santoshswain5033 2 жыл бұрын
Right
@ranjitsbioconcept6264
@ranjitsbioconcept6264 2 жыл бұрын
ସେନା ବଦଳରେ ପୋଲିସ୍ ଚାକିରି କୁ ୪ ବର୍ଷ କରିଦେବା କଥା,,ଖାଲି ଖାଇ ପେଇକି ପେଟ ବଢାଇଛନ୍ତି,, ଛି ଛି ଓଡ଼ିଶା ପୋଲିସ୍,,shame on you
@mkpradhan2750
@mkpradhan2750 2 жыл бұрын
Bhai ... ଏଇଟା କଉଠି କାର ଘଟଣା 😂😂 ଭୁବନେଶ୍ୱର ଟା କୁଆଡେ କି ରାଜଧାନୀ ବଦଳି ଗଲା କି ନାଁ ଭୁବନେଶ୍ୱର ଅଛି ଅଲଜ୍ୟା ପ୍ରଶାସନ 😭😭🙏🏻 ରାଜଧାନୀ ରେ ଏମିତି ଅନ୍ୟ ଜିଲ୍ଲା କଥା କଣ କହିବା
@vimasendas4324
@vimasendas4324 2 жыл бұрын
Jogi sarkar is all right
@chandranarayandas7110
@chandranarayandas7110 2 жыл бұрын
ଏମିତି ଚାଲିଛି ଆମ ଶାସନ ବ୍ୟବସ୍ଥା କଣ କହିବା କାହାକୁ କହିବା ଓଡ଼ିଶା ରେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି ନା କିଛି ଜାଣନ୍ତି ନା କିଛି ଶୁଣନ୍ତୁ , ମଦ ତ ପୁରା ଗାଁ ଗାଁ ରେ ଖୋଲିଲେ ମୁଖିଆ
@chittaranjankabi2909
@chittaranjankabi2909 2 жыл бұрын
Salute the news Reporter
@santoshbarik
@santoshbarik 2 жыл бұрын
They spoiled the life of odisha youth by forming biju juba bahini, made them liquor addict just to win election. Now Odisha people are suffering.
@satyanayak4271
@satyanayak4271 2 жыл бұрын
ଠିକ୍ କଥା ଭାଇ ! ସେ ତ ବିଜୁ ଯୁବ ଗୁଣ୍ଡା ବାହିନୀ ଅଟନ୍ତି ! Power କୁ ଆସିବା ପାଇଁ ତ ଏମାନେ ଲୋଡା ! ନ ହେଲେ ଏମାନେ କେମିତି ଏତେ ବର୍ଷ ଜିତୁ ଛନ୍ତି ! ନବୀନ ପଟ୍ଟନାୟକ କୁ କଣ ଦିଶୁନି ନା ଜାଣି ପେଲା ଶଳା ! ସବୁବେଳେ power ରେ ରହିବାକୁ ହେଲେ ନବୀନ ପଟ୍ଟନାୟକ ଏମାନଙ୍କୁ ପାଳି ପୋଷି ରଖିବାକୁ ପଡିବ ! କାରଣ power ଗଲେ ନବୀନ ର death ହେଇଯିବ ! ସଂସାର ରୁ ବିଦାୟ ନେଇଯିବ !
@chinmayadalai5312
@chinmayadalai5312 2 жыл бұрын
ଗାଁ ଛାଡି ସହରରେ ରହିଲ। ଏ ପରିସ୍ଥିତିରେ କିଏ ଅଛି ସାଥ ଦେବାପାଇଁ। ଗାଁ ରେ ହୋଇଥିଲେ ସାହିପଡିଶା ଚାଲିଆସିଥାନ୍ତଜ ସାହାଯ୍ୟ କରିବାପାଇଁ। ସହରରେ ଆପେ ବଞ୍ଚିଲେ ବାପର ନାଁ।
@subashchandradas1638
@subashchandradas1638 2 жыл бұрын
ଧନ୍ୟ ରେ ପ୍ରଶାସନ, ଆମ ସରକାର ଧନ ଜୀବନ ଓ ଆତ୍ମ ସମ୍ମାନ କୁ ଏହିପରି ଭାବରେ ରକ୍ଷା କରୁଛନ୍ତି। ଏ ତ ପୁରା ରାମରାଜ୍ୟ। ଧିକ୍
@sabchangasi4580
@sabchangasi4580 2 жыл бұрын
Odisha Police fine recovery pain achi, kahar protection pain nuhon, try to understand.
@sabmohmayahe4813
@sabmohmayahe4813 2 жыл бұрын
Chodi pua mane lancha nebe au fine collect karibe.. Au maipa pakahre pureibe.. A sala sarkar hin kharap aku ae thara change kale thik haba
@ranjanswain5498
@ranjanswain5498 2 жыл бұрын
Right
@ranjanswain5498
@ranjanswain5498 2 жыл бұрын
Maderchhod sale sadharna loko nku hairana karuchanti.....
@BineshKumarNaik
@BineshKumarNaik 2 жыл бұрын
Odisha police Department କୌଣସି ବାଳ କୁ ମୁହଁ । ମଦ ପାଇଁ ଖାଲି ଚାଲାଣ କରିବ ଆଉ କଣ !
@OdishaGovernmentjobs
@OdishaGovernmentjobs 2 жыл бұрын
😀 ପୋଲିସ ଅଧିକାରୀ ଡରିଗଲେ ବୋଧେ 😂
@localguys5297
@localguys5297 2 жыл бұрын
Police ର କିଛି କାମ ନାହିଁ।😏 ତାଙ୍କ ପକେଟ୍ ଗରମ ହେଲେ ହେଲା।
@deepaknayak6622
@deepaknayak6622 2 жыл бұрын
ଭୁବନେଶ୍ୱର ରେ ପୋଲିସ କେବଳ ନେତା ଓ ଅଫିସର ଙ୍କ ସେବାରେ...........
@chittaranjan4132
@chittaranjan4132 2 жыл бұрын
PCR ବହୁତ ଫାଷ୍ଟ ଆସେ ଫୋନ୍ କଲେ ଲୋକ ଗୁଡା କିଛି ଜାଣି ନାହାତି ପୋଲିସ ଅଧିକାରୀ କହିଛନ୍ତି ଆମେ ସର୍ବ ସର୍ବଦା ଆପଣଙ୍କର ହିତ ପାଇ ଆଗେଇ ଆସୁ ସବୁ ମିଛ ପ୍ରତିଶ୍ରୁତି ଦିଅନ୍ତି 🙏👏👏🥺🥺👍👍👍👍👍👍
@sureshchpainter.subscribe8578
@sureshchpainter.subscribe8578 2 жыл бұрын
ଯୋଗ ସରକାର ଦରକାର
@dukhishyamdash357
@dukhishyamdash357 2 жыл бұрын
Suspend All PCR Van staff immediately,
@amareshdutta961
@amareshdutta961 2 жыл бұрын
No. 1- C M government re smart City & smart idea
@dsdofficial8621
@dsdofficial8621 2 жыл бұрын
ଭୁବେଶ୍ବରଠାର ରେ ଇମିତି ହଉଚି ଅନ୍ୟ ଠାରେ ଆଉ କଣ କରି ହେବା
@kailashpanigrahi6705
@kailashpanigrahi6705 2 жыл бұрын
ଏମିତି ସମସ୍ୟା ହେଲେ ବଞ୍ଚିବା କଠିକର ପାଠ
@goutamagoutama4565
@goutamagoutama4565 2 жыл бұрын
ଦୁଃଖଦାୟକ ଘଟଣା
@ullashmaharana6320
@ullashmaharana6320 2 жыл бұрын
ଏଠି ସାଧାରଣ ଲୋକଙ୍କ ସ୍ଥାନ ନାହିଁ ,ଶାସନ ଓ ପ୍ରଶାସନ ସଂପୂର୍ଣ୍ଣ ଢିଲା
@SwagatDashofficial
@SwagatDashofficial 2 жыл бұрын
Only police ହିଁ ଦାୟୀ ଏ ସବୁ ଅସାମାଜିକ କାର୍ଯ୍ୟ ପାଇଁ
@dineshk.mahanandia932
@dineshk.mahanandia932 2 жыл бұрын
Take strong action against the miscreant
@prasantpattnaik7343
@prasantpattnaik7343 2 жыл бұрын
PCR ରେ ଥିବା ସମସ୍ତ କର୍ମଚାରୀ ମାନଙ୍କୁ august15 ରେ ପୁରସ୍କୃତ କରାଯିବା ଉଚିତ
@muralidharmajhi5548
@muralidharmajhi5548 2 жыл бұрын
ଏ ଶଳା ପୋଲିସ ଅଧିକାରୀ ମାନଙ୍କୁ ଜାମୁ କାଶ୍ମୀର କୁ ପଠାଇଦିଆନ୍ତୁ, ଏ ଶଳା ଙ୍କ ର କିଛି କାମ ନାହିଁ,ମିଲ୍ଟାରି ମାନଙ୍କୁ ଥାନା duty ଦିଅନ୍ତି, ତା ପରେ ଓ଼ିଶାରେ କାନୁନ ଠିକ୍ ରୂପେ ଚାଲିବ,
@shinchan_am
@shinchan_am 2 жыл бұрын
Smart city isn't safe city anymore 💔...
@eGuidanceMathematics
@eGuidanceMathematics 2 жыл бұрын
Good job pcr.......
@deepakmohanty8759
@deepakmohanty8759 2 жыл бұрын
First helmet and Now Number Plate .. Sabu Check sarila pare Ae Case nebe Ama Police Baabu
@krishnamohapatra3356
@krishnamohapatra3356 2 жыл бұрын
if strengthen action is not taken within next 48 hours then dismiss the iic mancheswar police station bbsr . Remove him from the service . Stop his salary etc Better kick him out of the service .
@sujatamohanty6713
@sujatamohanty6713 2 жыл бұрын
ଭୁବନେଶ୍ୱର crime re ମୁମ୍ବାଇ କୁ ବଳିଯିବ
@baliyaraut2808
@baliyaraut2808 2 жыл бұрын
ଓଡ଼ିଶା ସରକାରଙ୍କୁ ମୋର ନିବେଦନ ଆମ ରାଜ୍ୟରୁ ମଦ ସହିତ ଅନ୍ୟାନ୍ୟ ନିଶାଦ୍ରବ୍ୟ ସଂପୂର୍ଣ୍ଣ ରୁପେ ଉଠାଇ ଦିଆଯାଉ କାରଣ ନିଶାସକ୍ତ ମନୁଷ୍ୟ ହିଂସ୍ର ପଶୁ ଭଳି ଆଚରଣ କରିଥାଏ ସେଥିପାଇଁ ଗ୍ରୀକ ଦାଶନିକ ଆରିଷ୍ଟୋଟଲଙ୍କ ମତରେ ମନୁଷ୍ୟ ହେଉଛି ସାମାଜିକ ପ୍ରାଣୀ ଯିଏ ସମାଜ ବିନା ଜୀବନ ଯାପନ କରେ ସେ ହୁଏତ ପଶୁ କିମ୍ବା ଦେବତା ହୋଇପାରେ
@ranjitkumarsoreng
@ranjitkumarsoreng 2 жыл бұрын
Now in India, Bhubaneswar is the most unsafe place.
@ashokhota8687
@ashokhota8687 2 жыл бұрын
ଯୋଗୀ ଶାସନ ଦରକାର । ସବୁ ଖର୍ଚ୍ଚ ମଦ୍ୟପ ମାନଙ୍କ ଠାରୁ ଆଦାୟ କରିବା ଦରକାର୍ ଓ ଜେଲ୍ ପଠାଇବା ଦରକାର୍ ।
@manishpanda641
@manishpanda641 2 жыл бұрын
ଓଡିଶା ରୁ ମଦ ବଦ କରାଯାଉ
@parkashrao3810
@parkashrao3810 2 жыл бұрын
Habanahi bhai nabin babu prati panhyat re mada shop karichi
@arupmohapatra7804
@arupmohapatra7804 2 жыл бұрын
This is why education is important
@banitadalabehera244
@banitadalabehera244 2 жыл бұрын
@@parkashrao3810 u r absolutely ryt bro 👍
@sushantabhuyan2810
@sushantabhuyan2810 2 жыл бұрын
Odisha police ku kuha ebe helmet check Kariba au road upare khali patrolling Karu ....shame on Odisha police
@kartikchandradas1430
@kartikchandradas1430 2 жыл бұрын
Odisha police kukura
@sunakarsahoo4070
@sunakarsahoo4070 2 жыл бұрын
ଏହି ଘଟଣା ପାଇଁ ସରକାର ଙ୍କୁ କେଉଁ ପୁରସ୍କାର ପ୍ରଦାନ କରିବା ଦରକାର ସ୍ମାର୍ଟସିଟି ନମ୍ବର ଓ୍ଵାନ ମୁଖ୍ଯମନ୍ତ୍ରୀ
@tapanburman4707
@tapanburman4707 2 жыл бұрын
ମୁଁ ବହୁତ ଖୁସି ଆପଣ ମନେ ଖୁସିତ ..ଜୟ ନବୀନ ଜୟ ମଦ
@SashankaSekharPatel00
@SashankaSekharPatel00 2 жыл бұрын
ୟୁପି ପୋଲିସ, ଦିଲ୍ଲୀ ପୋଲିସ୍ ମହାରାଷ୍ଟ୍ର ପୋଲିସ୍ ଆଦି ଗୋଟିଏ ଦେଶ ଗୋଟିଏ ଭାରତ ଦେଶର ସ୍ଥାନୀୟ ପୋଲିସ ନିଜ କାମ ପାଇଁ ସବୁବେଳେ ସାବାସୀ ପାଉଥିବାବେଳେ ସେହି ଦେଶର ରାଜ୍ୟ ଓଡିଶା ପୋଲିସର ଏଭଳି ନିତିଦିନିଆ କାର୍ଯ୍ୟକଳାପକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ।😡😡😡😡😡😡😡😡😡😡😡
@santoshbarik
@santoshbarik 2 жыл бұрын
Request to the government to ensure safety first then development.
@swarajdey1173
@swarajdey1173 2 жыл бұрын
Shame to police dept !!!
@anantamoharana6735
@anantamoharana6735 2 жыл бұрын
ଓଡିଶା ରେ ଦିନକୁ ଦିନ law and order ଖରାପ ହେଇଗଲାଣି, ଏଇଥିପାଇଁ ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାର ଦାୟୀ.
@prakashchandraroutray8825
@prakashchandraroutray8825 2 жыл бұрын
ପ୍ରଥମେ ପୋଲିସ ମାନଙ୍କୁ ଆରେଷ୍ଟ୍ କରାଯାଉ ।
@biswanathmuduli9097
@biswanathmuduli9097 2 жыл бұрын
ଏଥିପାଇଁ ଆମ ସରକାର ନବୀନ ପଟନାୟକ ଦାୟୀ କାରଣ ସେ ଗାଁଠୁ ସହର ଯାଏ ଅଧିକରୁ ଆହୁରି ଅଧିକ ମଦ ଦୋକାନ ଖୋଲିବାରେ ଜନସାଧାଣକୁ ସହଯୋଗ କରୁଛି
@ManojKumar-ki9tm
@ManojKumar-ki9tm 2 жыл бұрын
ଯେ ପ୍ରଯ୍ୟନ୍ତ ୟେ ଭଳି ଘଟଣାକୁ ଛୋଟ ନ ଭାବି ଦୃଢ଼ ପଦଖେପ ନ ନିୟା ଯାଇଛି, ୟେ ଘଟଣା ବାରମ୍ବାର ଘଟୁଛି।
@manojkumarofficial6929
@manojkumarofficial6929 2 жыл бұрын
ଆରେ ଭୁଟ ଦବ କଉଠି ଶଙ୍ଖ ଚୀନ ଯଉଠି ଶଙ୍ଖ ଚୀନ ଯେବେ ରହିବ, ଓଡ଼ିଶାର ଗୁଣ୍ଡା ଗର୍ଦି ବଡ଼ି ଚାଲିବ ଶଙ୍ଖ ଚୀନ ଜିନ୍ଦାବାଦ ଯାହା ହଉ ଓଡିଶା , No,1👍 କିଛି ଅସୁ ବିଧା ନାହିଁ, ହଉ ଭାଙ୍ଗିଛିତ ପୁଣି ଭୁଟ ଟାଇମି ରେ ମିଳିବନି କାହାକୁ ଯଦି ଖରାପ ଲାଗି ଥାଏ 🙏🙏🙏🙏.
@ajitkumarsamal1733
@ajitkumarsamal1733 2 жыл бұрын
Police should be responsible to arrest all those unsocial peoples for lifetime imprisonment and address press meet for this.
@balarammunda1516
@balarammunda1516 2 жыл бұрын
Police should be responsible to arrested all those unsocial peoples for lifetime imprisonment and address ... Very careless odisha police....
@premkumarpatnaik5062
@premkumarpatnaik5062 2 жыл бұрын
Very sad state of affairs in the smart City, hopefully necessary action would be initiated, thanks to OTV for telecasting the issue
@MrIndia-xs2ml
@MrIndia-xs2ml 2 жыл бұрын
ପ୍ରଶାସନ ଏହା ପାଇଁ କିଛି action ନେଇଛି କି ନାହିଁ?
@manjushreemukhi7715
@manjushreemukhi7715 2 жыл бұрын
ପୋଲିସ department ku privatisationକରିଦେଲେ ଭଲ ହୁଅନ୍ତା
@sonubiku5927
@sonubiku5927 2 жыл бұрын
Where is 5T sarkar?
@purnimasingh1182
@purnimasingh1182 2 жыл бұрын
Odisha sarkar🙏
@harisankarpadhi9053
@harisankarpadhi9053 2 жыл бұрын
ସେମାନେ ଆଉ କେହି ନୁହନ୍ତି ଆମ ନବୀନ ବାବୁଙ୍କ ମଦ ପିଇ ସାଙ୍ଗମାନେ ଏଣୁ ପୁଲିସ ସେମାନଙ୍କୁ କିଛି କରିବ ନାହିଁ ଅରାମରେ ଖାଇପିଇ ସୋଇପଡ !
@krushnachandrasahoo8050
@krushnachandrasahoo8050 2 жыл бұрын
ଆଇନ ଶୃଙ୍ଖଳାକୁ ଯିଏ ବି ଅବମାନନା କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ।
@shyamalhaldar5884
@shyamalhaldar5884 2 жыл бұрын
ପୋଲିସ ମାନେ ଖାଲି ଲାଞ୍ଚ ନେବା ପାଇଁ ଆଗୁଆ ହୋଇଥାଏ ।
@anandachandradash4232
@anandachandradash4232 2 жыл бұрын
ଏ ହେଉଛି5ଟି ସରକାର ର କମାଲ, ଭଲସେ ଗୋଟିଏ ସରକାର କୁ25ବର୍ଷ ପର୍ଯ୍ୟନ୍ତ ରଖିଲେ ଏହାହିଁ ହେବ ୍
@djbabunentertainment8516
@djbabunentertainment8516 2 жыл бұрын
Police କୁ ସେମାନେ ମାଲ ଟିକେ ଦେଇଛନ୍ତି ପିଇବାକୁ... ସେଥି ପାଇ police ଆଗରେ ଏମିତି କରିଛନ୍ତି
@shrabanisinghbhoi2520
@shrabanisinghbhoi2520 2 жыл бұрын
Wonderful Administration of Odisha Govt no defence how to living odisha people
@dr.purnendutripathy5263
@dr.purnendutripathy5263 2 жыл бұрын
ଭୁବନେଶ୍ୱର କୁ ଏକ ଅପରାଧ ପ୍ରବଣ ସହର ରେ ଏହି ସରକାର ପରିଣତ କରିଛି।
@indianfoodslovers6908
@indianfoodslovers6908 2 жыл бұрын
Ooh beautiful case for a beautiful state
@sibamishra639
@sibamishra639 2 жыл бұрын
Bhauni amo police manai smart police bhai manai abai helmet checking rai bg tanko mind helmet pai so bhauni kharap bhabane helmet checking sarila parai semani keche step nebai sai time jai please wait karantu. its high time smart city police ketai din aau amete helmet checking karibai ,normal lokonka help karantu 🚔
@pratyushkumarnayak5624
@pratyushkumarnayak5624 2 жыл бұрын
shame on bbsr police
@manojpradhan361
@manojpradhan361 2 жыл бұрын
ଆଉ ଏମାନେ ରୁଚିକାକୁ ନ୍ୟାୟ ଦେବେ😠
@biswaranjanswain4602
@biswaranjanswain4602 2 жыл бұрын
Government has failed to improve law and order situation in the state. I do remember there was a DCP in BBSR called Himanshu Lal.. He was a good cop during his time there was So many encounters happened. Truck owners were not feeling safe due to highway robberies under his supervision police shot Jubir khan a highway robber. We need strong and bold officers like him to control these criminals.
@kruticreationlpgroup654
@kruticreationlpgroup654 2 жыл бұрын
ଏହି ଘଟଣାରେ ସାମ୍ବାଦିକ ଓ ସ୍ଥାନୀୟ କର୍ପୋରେଟରଂକ ଭୁମିକା କଣ ହେବା ଉଚିତ?
@Forestry-ok7dq
@Forestry-ok7dq 2 жыл бұрын
Bhubaneswar the crime capital....
@prananathpati9976
@prananathpati9976 2 жыл бұрын
ଭୁବନେଶ୍ବରରେ ବିଶ୍ବସ୍ତରୀୟ ପୋଲିସ ବ୍ୟବସ୍ଥା! ତାର ପୁଣି ଏଇ ଅବସ୍ଥା! ବିଶ୍ବସ୍ତରୀୟ ହିଞ୍ଜଡ଼ା ମୂର୍ଖମନ୍ତ୍ରୀଙ୍କୁ ଏସବୁ ଦେଖା ଯାଉଛି ନା ନାହିଁ? ଆଉ ସେ ଚନ୍ଦା ପୋଲିସ କମିଶନର କଣ ଚୁଟି ରୋପଣ କରିବାକୁ ଯାଇଛି କି? ତାକୁ ଦେଖା ଯାଉନି? ରାଜଧାନୀର ଅବସ୍ଥା ଯଦି ଏଇଭଳି ତେବେ ରାଜ୍ୟର ଅବସ୍ଥା କଣ ହେଉଥିବ?
@sukantpatnaik3187
@sukantpatnaik3187 2 жыл бұрын
ଭୁବନେଶ୍ୱର ଭଳିଆ ରାଜଧାନୀ ରେ ଏମିତି ଗୁଣ୍ଡାରାଜ ଚାଲିଛି ଅନ୍ୟ ସହର ଗାଁ ସାହି ରେ ଅବସ୍ଥା କଣ ହଉଥିବ ଚିନ୍ତା କରନ୍ତୁ.....
@srikanta671
@srikanta671 2 жыл бұрын
ୟୋଗୀ ସରକାର ଦରକାର ଏଠି
@rajeshbhubneshwar6929
@rajeshbhubneshwar6929 2 жыл бұрын
Bhubaneswar dcp is sleeping are what... please take action immediately....are else public will take action
@biswabhusannanda694
@biswabhusannanda694 2 жыл бұрын
Bhubaneswar Police should give protection to the life and property of the law abiding citizens especially the senior citizens.
@sweetchulbuli2999
@sweetchulbuli2999 2 жыл бұрын
Clean city with best Crim City
@rabindrakumarmohanty9415
@rabindrakumarmohanty9415 2 жыл бұрын
ଖୋଦ ରାଜଧାନୀ ବାସିନ୍ଦା ଅସୁରକ୍ଷିତ,
@rememberourhistory4947
@rememberourhistory4947 2 жыл бұрын
Police job 5 year karajau au 5 year pare performance dekhhiki select karaju
@roseroy8031
@roseroy8031 2 жыл бұрын
Give Justice
@comedyfactory2406
@comedyfactory2406 2 жыл бұрын
କାଇଁ ବାଣ୍ଡ ଏ ପୋଲିସ ଦିପାର୍ଟମେଣ୍ଟ ଏମିତି କରୁଛଅନ୍ତି
@bulupolaibhaskarhial8232
@bulupolaibhaskarhial8232 2 жыл бұрын
ନବୀନ ପଟ୍ଟନାୟକଙ୍କୁ ସରକାର କିଛିକରିପାରିବନାହି ଓଡିଶା ରେ ଜଗି ସରକାର ଦରକାର
@prakashkumarswain1843
@prakashkumarswain1843 2 жыл бұрын
That is the power of odisha police
@bapunibarik2590
@bapunibarik2590 2 жыл бұрын
It is very shameful act for the so called smart City Bhubaneswar. I can't understand whether odisha police is actually have any power or they are only the order taker of bbsr gundas and politicians. The culprits should get arrested very soon.
@prasantray5483
@prasantray5483 2 жыл бұрын
This is stupidity.PCR police personnel should be interrogated n action should be taken against them.
@tapaskumar5840
@tapaskumar5840 2 жыл бұрын
ବି ଜେ ଡି ଗୋଣ୍ଡା, ପୋଲିସ କଣ କରିବ , ନବୀନ ସରକାର , ଦାଇ।
@PintuDas-mf5wh
@PintuDas-mf5wh 2 жыл бұрын
3 police phone kari daki parithantea ta stap manaku amana aga saspent kariba katha
The Joker wanted to stand at the front, but unexpectedly was beaten up by Officer Rabbit
00:12
Sex Racket Busted In Bhubaneswar
3:48
Kanak News
Рет қаралды 2,2 МЛН
ସ୍ତ୍ରୀଙ୍କୁ ନେଇ ଗାଡ଼ି ଚୋରି
6:43
Man Detained On Charges Of Marrying  3 Women In Bhubaneswar
7:41