Fertilizer at Paddy miking stage ଧାନ କ୍ଷୀର ଢୋକିବା ଅବସ୍ଥା ରେ 2ଟି ସ୍ପ୍ରେ

  Рет қаралды 48,749

KRUSHI SAMPADA

KRUSHI SAMPADA

Күн бұрын

Пікірлер: 110
@BikramMahapatra-z8n
@BikramMahapatra-z8n 17 күн бұрын
Hi jy jagannath
@krushisampada
@krushisampada 16 күн бұрын
ଜୟ ଜଗନ୍ନାଥ
@uttardwibedy1314
@uttardwibedy1314 Ай бұрын
Sir dhana khira dhokiba pore aau kichi spary kora jaye ki....
@krushisampada
@krushisampada Ай бұрын
କ୍ଷୀର ଖାଇବା ସମୟ ରେ NPK 0:0:,50 lit ପ୍ରତି 7gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@uttardwibedy1314
@uttardwibedy1314 Ай бұрын
@krushisampada sir dhana re aahara pasigolani....aau darkar padiba ki?
@uttardwibedy1314
@uttardwibedy1314 Ай бұрын
@krushisampada bisa katha kahuchi
@sibanisenapati2610
@sibanisenapati2610 2 ай бұрын
0:52:34,boran ସହିତ super d ମିସେଇକି ପକେଇଲେ କଣ ଅସୁବିଧା ହେବକି
@krushisampada
@krushisampada 2 ай бұрын
Peaticide କୁ 2ଦିନ ପରେ ସ୍ପ୍ରେ କରନ୍ତୁ
@pratapchandramahanand1405
@pratapchandramahanand1405 Ай бұрын
Sir 🙏. Puja dhana abe abe fula udauchi. Thoda time re amistar top deichi. False smut pain tilt abe debiki. Ta sahita 0 0 50 debi ki. Please suggest me sir 🙏
@sandipkumarpradhan8331
@sandipkumarpradhan8331 29 күн бұрын
ସାର ନମସ୍କାର, ସାର ଧାନ କାହିଁକି ଫୁଲ ହେଇଯାଉଛି ପାଚିଲା ସମୟରେ ଟିକେ କହିବେ କି । ତାର କାରଣ ଓ ନିରାକରଣ ଟିକେ କହିବେ
@krushisampada
@krushisampada 29 күн бұрын
ଧାନ ଫସଲ ରେ ସାଆରା ରୋଗ ଲାଗିଛି। ଏହା ଏକ ବିହନ ବହୀ କବକ ଜନିତ ରୋଗ।fungicide ସ୍ପ୍ରେ କଲେ ଏହାକୁ ଅଧିକ ସଂକ୍ରମିତ ହେବାକୁ ଦେବ ନାହିଁ।ଏହାକୁ ନିୟନ୍ତ୍ରଣ କରିବା ପାଇଁ 1. Copper hydroxide 77%WP lit ପ୍ରତି 1gm ବା 2. Chlorothalonil 70%WP ଲିଟର ପ୍ରତି 2gm ବା 3. Picostrobin 7.05%+Propiconazole 11.7% SC (Galileo way) lit ପ୍ରତି 1.2ml ବା 4. Fluopyram 17.7%+Tebuconazole 17.7%SC lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। ଏହି ଜମିରୁ ଉତ୍ପାଦିତ ଧାନ କୁ ବିହନ ହିସାବରେ ବ୍ୟବହାର କରନ୍ତୁ ନାହି
@sandipkumarpradhan8331
@sandipkumarpradhan8331 29 күн бұрын
@@krushisampada ବୁଝିଗଲି ସାର, ଏହା ବିହନ ରୁ ସୃଷ୍ଟି । ବହୁତ ବହୁତ ଧନ୍ୟବାଦ ସାର । ତେବେ ଭଲ ବିହନ କେଉଁ company ର କିଣିବା କିମ୍ବା କେମିତି ଧାନ ରୁ ଫୁଲ ନ ହେବ ପୂର୍ବରୁ କେମିତି ଉପଚାର କରିବା ଟିକେ କହିବେ ସାର । ଧନ୍ୟବାଦ ସାର ।
@srikantabagh7956
@srikantabagh7956 27 күн бұрын
Tag start Kama kana sir
@pratapchandramahanand1405
@pratapchandramahanand1405 Ай бұрын
Sir 🙏. Panicle bahariba purbaru amister top deic. Abe gote gote baharuchi aau fungicide spray karibiki. 52.34 e time re spray karibiki. Sir gandhipok pain chloro plus cyper deba pain kahuchanti kintu gote video re apana kahichanti j chloro plus cyper dele bph ra sambhabana badhe boli. To sir alternative kahantu jaha gandhi aau panicle mite ku b bhala kama deba. Please suggest me sir 🙏.
@krushisampada
@krushisampada Ай бұрын
ଆଉ fungicide ସ୍ପ୍ରେ କରିବା ଆବଶ୍ୟକ ନାହିଁ। ଗନ୍ଧି ପୋକ ପାଇଁ Dichlorovus 76%EC lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@pratapchandramahanand1405
@pratapchandramahanand1405 Ай бұрын
@@krushisampada thanks sir 🙏
@binatamadehi9866
@binatamadehi9866 Ай бұрын
0;0:50 no milile normal potas sara mop ku panire miseiki spray korile kichhi asubidha hobo ki. ?
@srikantabagh7956
@srikantabagh7956 Ай бұрын
Tilt Fungicide ଆମେ ଧାନ ର କେଉଁ ସମୟରେ ଦେଇ ପାରିବା,
@gobardhanbhoi2832
@gobardhanbhoi2832 Ай бұрын
Very good advice Sir
@its_me_barsha228
@its_me_barsha228 Ай бұрын
ଆଜ୍ଞ୍ୟା ଧାନ ଫୁଲ ଉଡିବା ସମୟରେ chloropiripous cypermethren ଦେଲେ କିଛି ନଷ୍ଟ ହବନାହିଁ ତ କଉ ସମୟରେ ସ୍ପ୍ରେ କରିବା ଟିକେ କୁହନ୍ତୁ
@JosephPradhan-c6s
@JosephPradhan-c6s 2 ай бұрын
କୃଷି ସୂଚନା ପାଇଁ ଧନ୍ୟବାଦ୍ ଆଜ୍ଞା 🙏🌺
@krushisampada
@krushisampada 2 ай бұрын
Welcome
@SachidanandaBarik-z4m
@SachidanandaBarik-z4m Ай бұрын
00-00-50+cypermethien 10 EC+pexalan spray kari.heba.ki
@sureshnandi45
@sureshnandi45 2 ай бұрын
Sir Thoda Sara re potash, urea pakeile. Npk 0:52:34 au Born spray Karibaku padiba na pakeba darkar padibani.
@krushisampada
@krushisampada 2 ай бұрын
ସ୍ପ୍ରେ କଲେ ଅଧିକ ଫାଇଦା ମିଳିଥାଏ
@malaysenapati2981
@malaysenapati2981 Ай бұрын
ସାର୍ ନମସ୍କାର ଧାନରେ କ୍ଷୀର ହବା ଅବସ୍ଥାରେ npk 52.34/ Boron 20 and Amistar top ଦେଇ ହେବ କି ଅପେକ୍ଷା ରେ ରହିଲି ନିହାତି ଜଣେଇବେ, ମୋର ଅନୁରୋଧ ଆପଣଙ୍କ ପାଖରେ 🙏
@krushisampada
@krushisampada Ай бұрын
ଧାନ କ୍ଷୀର ଅବସ୍ଥାରେ NPK 0:0:50 lit ପ୍ରତି 5-7gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।Boron ସ୍ପ୍ରେ କରିବା ଆବଶ୍ୟକ ନାହିଁ
@malaysenapati2981
@malaysenapati2981 Ай бұрын
@@krushisampada ସାର୍ ମୁଁ ଆଣି ସାରିଛି କଣ କରିବି ସାର୍, ଔଷଧ ଦେଇ ପାରିଲି ନାହିଁ ବର୍ଷା ପାଇଁ ଏବେ ଧାନ ଗଛରେ ଫୁଲ ଆସି ଯାଇଛି
@malaysenapati2981
@malaysenapati2981 Ай бұрын
ସାର୍ ନମସ୍କାର ଆପଣ କହିଲେ ନାହିଁ, ଆଗରୁ ଆଣି ରଖିଥିଲି ବର୍ଷା ପାଇଁ ଦେଇ ପାରିଲି ନାହିଁ ଧାନରେ ଫୁଲ ଆସିଗଲା npk 52.34 and boron 20 please please reply
@patrabiranchi5064
@patrabiranchi5064 2 ай бұрын
Thanks sir.
@krushisampada
@krushisampada 2 ай бұрын
Welcome
@theonenonly850
@theonenonly850 Ай бұрын
Sir namaskar..mo dhana gacha kenda baharisarichi kintu kenda Tala muhaan ba jhaadi hauni khira dhoki paribani..Kana spray kariba please sir help karantu
@jagmogansahu2345
@jagmogansahu2345 2 ай бұрын
Sir Barsha na hebar 😭 mui first time chaas karithile
@pabankumarluha3016
@pabankumarluha3016 Ай бұрын
ବହୁତ୍ ବଢିଆ, ଧନ୍ୟବାଦ
@patraamarendra
@patraamarendra 2 ай бұрын
ସାର୍ ମୋର ଧାନ ରୋଇବାର 60 ଦିନ ହେଲାଣି ଥୋଡ ସାର potas, uria, npk 20:20 ଦେଇଛି ଏବେ boron 20 ଆଉ npk 00:52:34 କୁ spray କରିପାରିବି। ସାର୍ ଟିକେ ଜଣେଇବେ
@krushisampada
@krushisampada 2 ай бұрын
ହଁ ସ୍ପ୍ରେ କରନ୍ତୁ
@debasishnayak7237
@debasishnayak7237 Ай бұрын
sir dhana ଗଛ ମୂଳ ରେ ଧଳା ଧଳା ଟିକି ଟିକି ପୋକ ଲାଗିଛି । ଇଏ କେଉଁ ପୋକ କଣ ପ୍ରତିକାର କରିବା
@krushisampada
@krushisampada Ай бұрын
ମାଟିଆ ଗୁଣ୍ଡି ପୋକ ଲାଗିଛି।Pexalon ଏକର ପ୍ରତି 94ml ହିସାବରେ ସ୍ପ୍ରେ କରନ୍ତୁ
@sanjibsahu9199
@sanjibsahu9199 2 ай бұрын
ଏବେ ତ ଗର୍ଭ ଧରିବା ଆରମ୍ଭ ହେଇଗଲାଣି କୋଉ ସାର ବ୍ୟବହାର କଲେ ଆଗକୁ ଭଲ ଅମଳ ହେବା ଆଊ ଧାନ ଅଜନ ହେବ
@Userkapileswardhamkatana
@Userkapileswardhamkatana Ай бұрын
ତରୁଭୂଜ ପାଇଁ କଉ ସାର ପ୍ରୟୋଗ କରିବା
@gajindrasabar28
@gajindrasabar28 Ай бұрын
Sir🙏🙏🙏 dhana bhaharuchhi tenu kari (Rock Star insecticide+Boron) misei Spry kale Phaida miliba ta...please give me advice🙏🙏🙏
@rutuparnasahoo6695
@rutuparnasahoo6695 Ай бұрын
Sir mu 0 52 34 , boran pakeaichhi dhana bahari sarichhi 0 0 50 cholorapairiphos misi padiba ki nahi tikea sigjara kahibea❤❤❤❤
@krushisampada
@krushisampada Ай бұрын
କେବଳ NPK 0:0:50 କୁ lit ପ୍ରତି 5-7gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@Jaykisan503
@Jaykisan503 2 ай бұрын
Sir ମୋର ଧାନ ବର୍ତ୍ତମାନ ଥୋଡ଼ ଅବସ୍ଥାରେ ଅଛି ବାହାରି ନାହିଁ ଆଉ ୧୦ ଦିନ ପାଖା ପାଖି ରେ ବାହାରି ଯିବ ବାହାରିଲା ପରେ ଅଗାଡ଼ି ନହେବା ପାଇଁ ଉପାୟ ବତାନ୍ତୁ ପ୍ଲିଜ୍ ସାର
@krushisampada
@krushisampada 2 ай бұрын
kzbin.info/www/bejne/noCreJiCfpySeck
@ManasBhoi-q7p
@ManasBhoi-q7p 2 ай бұрын
Sir good morning nutrifeed 0 52 34 & boron 20 dhana fasalare kau abstare au ketebele use kariba
@krushisampada
@krushisampada 2 ай бұрын
ଥୋଡ ଅବସ୍ଥାରେ ସ୍ପ୍ରେ କରନ୍ତୁ
@pratapchandramahanand1405
@pratapchandramahanand1405 2 ай бұрын
Sir 🙏 thoda abasthare matlab kenda flagleaf bhitare thila bele na flagleaf ru bahari gala pare. Abastha ku janiba jaruri sir so I commented. Please suggest me sir 🙏
@sanjibsahu9199
@sanjibsahu9199 2 ай бұрын
ସାର୍ ଆମର ଧାନ ଗଛ ପତ୍ର ରେ ବାଦାମୀ ରଙ୍ଗ ର ଛୋଟ ଛୋଟ ଚିହ୍ନ ବହୁତ୍ ଦେଖା ଯାଉଚି ଆଉ ଅଗ ପତ୍ର ପୋଡି ଯାଉଚି କଣ ମେଡିସିନ ବ୍ୟବହାର କଲେ ଗଛ ସୁନ୍ଦର ଦେଖା ଯିବ କୁହନ୍ତୁ ସାର୍
@DibyasankarMajhi
@DibyasankarMajhi 2 ай бұрын
NPK 0050 ଆମ ଏରିଆରେ ମିଳୁନି ସାର କଣ କଲେ ପାଇପାରିବୁ
@krushisampada
@krushisampada 2 ай бұрын
Online ରେ ମଗାଇ ଦିଅନ୍ତୁ
@chintuadasb1657
@chintuadasb1657 2 ай бұрын
ପ୍ରଜାପତିଙ୍କ ପୋକ ଦମନ ପାଇଁ କେଉଁ ବିଶ ଦବାକୁ ପଡିବ
@impkj427
@impkj427 2 ай бұрын
Sir besi dose patra tk jali jae ki sir
@krushisampada
@krushisampada 2 ай бұрын
ନିଶ୍ଚିନ୍ତ, ଅନୁମୋଦିତ ପରିମାଣ ର ସାର ସ୍ପ୍ରେ କରନ୍ତୁ ଓ ଅପରାହ୍ନ ସମୟ ରେ ସ୍ପ୍ରେ କରନ୍ତୁ
@ashokbarik3784
@ashokbarik3784 2 ай бұрын
Sirbahutabhallagila
@krushisampada
@krushisampada 2 ай бұрын
Thank you
@AshokkumarBadamali-s5u
@AshokkumarBadamali-s5u 2 ай бұрын
ଭଲ ଲାଗିଲା
@krushisampada
@krushisampada 2 ай бұрын
Thank you
@goutamsahu545
@goutamsahu545 2 ай бұрын
sir sukhila kenda besi bharuchi kn debi
@krushisampada
@krushisampada 2 ай бұрын
କେଣ୍ଡା ତଳୁ କାଟି ଦେବ ଫଳରେ ଶୁଖିଲା କେଣ୍ଡା ବାହାରିଥାଏ।ବର୍ତମାନ ଏହାକୁ ନିୟନ୍ତ୍ରଣ କରି ହେବ ନାହିଁ।ଔଷଧ ସ୍ପ୍ରେ କଲେ ଲାଭ ନାହିଁ। ବରଂ ଧାନ ର ଥୋଡ ଅବସ୍ଥାରେ ସ୍ପ୍ରେ କରିଥିଲେ ଲାଭ ହୋଇଥାନ୍ତା
@nikudash9041
@nikudash9041 2 ай бұрын
​Sir ଏହି problem ରେ ଥୋଡ ସମୟରେ କୋଉ insecticides ଦେଲେ ଭଲ ହୁଏ
@sk2.5
@sk2.5 2 ай бұрын
ଆଜ୍ଞା ନମସ୍କାର ଶୁଖିଲା କେଣ୍ଡା ବହୁତ ବାହାରୁଚି ଧାନ ରେ... କଣ କରିବି ଟିକେ ଜଣେଇବେ..... ଗଣ୍ଠି ରୋଗ ବିଷୟରେ ଭିଡିଓ ବନାଇବାକୁ ଅନୁରୋଧ
@shibanaik4983
@shibanaik4983 2 ай бұрын
Coragen spray karanti.
@sk2.5
@sk2.5 2 ай бұрын
@@shibanaik4983 ଧନ୍ୟବାଦ
@msvideochannel5017
@msvideochannel5017 2 ай бұрын
Action 505
@krushisampada
@krushisampada 2 ай бұрын
ଧାନ ର ଥୋଡ ଅବସ୍ଥାରେ କାଣ୍ଡ ବିନ୍ଧା ପୋକ ଲାଗିଲେ କେଣ୍ଡା ତଳୁ କାଟି ଦେବ ଫଳରେ ଶୁଖିଲା କେଣ୍ଡା ବାହାରିଥାଏ।ବର୍ତମାନ ଏହାକୁ ନିୟନ୍ତ୍ରଣ କରି ହେବ ନାହିଁ।ଔଷଧ ସ୍ପ୍ରେ କଲେ ଲାଭ ନାହିଁ। ବରଂ ଧାନ ର ଥୋଡ ଅବସ୍ଥାରେ ସ୍ପ୍ରେ କରିଥିଲେ ଲାଭ ହୋଇଥାନ୍ତା
@JakeshParida-ub8oq
@JakeshParida-ub8oq 2 ай бұрын
Npk 00-52-34 ବୋରାନ 20 ସାଥିରେ ବିଷ ମିସେଇକି ସ୍ପ୍ରେ କରିପାରିବାକି?
@amarjitsinghrana903
@amarjitsinghrana903 Ай бұрын
No problem
@harbhajan6616
@harbhajan6616 2 ай бұрын
ସାର୍ ଧାନ ଫସଲ ଲାଲ ହୋଇଛି ମେଡିସିନ କୁହନ୍ତୁ
@Jeevan-er2jv
@Jeevan-er2jv 2 ай бұрын
Sir kanda poka pain kau bisa debi tke kahibeki,gata barsha pura nasta karideithile..,...sooo plz sir
@krushisampada
@krushisampada 2 ай бұрын
kzbin.info/www/bejne/bneqXnyEecydiZI
@KartikKesral-ms5tt
@KartikKesral-ms5tt 2 ай бұрын
N p k 0,52,34 dele heba ki sir
@krushisampada
@krushisampada 2 ай бұрын
ହଁ
@kumar_kumar2610
@kumar_kumar2610 2 ай бұрын
Sir dhalagundi poka baa chakada poka nalagiba pain previous medichine kuhantu
@hemrajhealth7170
@hemrajhealth7170 2 ай бұрын
sir dhan Patra lal hele potas deiheba ki
@krushisampada
@krushisampada 2 ай бұрын
ହଁ ଦିଅନ୍ତୁ।Blitox 50 lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@AbinashDey-ym2nz
@AbinashDey-ym2nz 2 ай бұрын
Sir amister top + incectiside aka sangare spary kariheba
@krushisampada
@krushisampada 2 ай бұрын
Insecticide ଓ pesticide ମିଶାଇ ସ୍ପ୍ରେ କରନ୍ତୁ
@RupeshPatel-c8f
@RupeshPatel-c8f 2 ай бұрын
Sir tilt spry kale heba ki
@krushisampada
@krushisampada 2 ай бұрын
ହଁ ହେବ
@agricultureislife2024
@agricultureislife2024 2 ай бұрын
Sir dhana ebe baharuchi abe jiba murta pakeipariba ko
@umakantamohanty508
@umakantamohanty508 2 ай бұрын
ସାର ମୁଁ ଗୋଟେ ଏକର ଏରାଇଜି ୬୪୪୪ ଧାନ କରିଛି ଧାନ ଏ କ୍ଷଣି ଫୁଲ ଓଡାଉଛି କଣ ସାର ବିଷ ଦେବି
@krushisampada
@krushisampada 2 ай бұрын
Amistar top lit ପ୍ରତି 1ml ସହିତ ବୋରୋନେ 20% lit ପ୍ରତି 1gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@AbinashDey-ym2nz
@AbinashDey-ym2nz 2 ай бұрын
Sir ma dhana re fagal disease + stem borer+bph lagichi kan karibi
@krushisampada
@krushisampada 2 ай бұрын
ପ୍ରଥମେ BPH କୁ ତାପରେ FUNGAL ଓ Stem borer କୁ ନିୟନ୍ତ୍ରଣ କରନ୍ତୁ
@mrutyunjaydas8055
@mrutyunjaydas8055 2 ай бұрын
Sir ମାଳି 4ଧାନ ରେ ଥୋଡ଼ ସାର DAP patas dhli kan ଧାନ ପଡ଼ିଯିବ ପ୍ଲିଜ଼ sir kuntu
@krushisampada
@krushisampada 2 ай бұрын
ନା ପଡ଼ିବନି
@Ipshita4598
@Ipshita4598 2 ай бұрын
ଧାନ ରେ କ୍ୟାଲସିଅମ୍ କେତେ ଦିନ ପରେ ଦେଲେ ହେବା
@DilipRana-i1g
@DilipRana-i1g 2 ай бұрын
Sar agaru amistartop spry kale heba ki nahi
@krushisampada
@krushisampada 2 ай бұрын
ହଁ ସ୍ପ୍ରେ କରନ୍ତୁ
@gourabyoutube
@gourabyoutube 2 ай бұрын
Sir frist vew please sir ସାରୁ ଭିଡ଼ିଓ କରନ୍ତୁ 🇮🇳
@krushisampada
@krushisampada 2 ай бұрын
Thank you
@nayankumarcreation3004
@nayankumarcreation3004 2 ай бұрын
Sir potassium 25% humic acid 60%monosilicic acid 7.5% polysilicic acid 7.5% ଏହାକୁ ଧାନର କେଉଁ ଅବସ୍ଥାରେ ସ୍ପ୍ରେ କରିଲେ ଭଲକାମ ଦେବ
@krushisampada
@krushisampada 2 ай бұрын
ଧାନ ର ବୃଦ୍ଧି ଅବସ୍ଥାରେ ସ୍ପ୍ରେ କରାଯାଏ
@jibankumar312
@jibankumar312 2 ай бұрын
Sir dhana jami re Sara pakeile kete samay bhitare dhana gachha sampurna bhabe pai thaye ?
@krushisampada
@krushisampada 2 ай бұрын
3-4 ଦିନ
@SuvankarPatra-g8c
@SuvankarPatra-g8c 2 ай бұрын
Sar jibrolic acd pan cashara kipari pryaga kariba
@krushisampada
@krushisampada 2 ай бұрын
ଫୁଲ ଆସିବା ପୂର୍ବରୁ lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
@ggandnrgamer9073
@ggandnrgamer9073 2 ай бұрын
Sir apananka ghara kouthi
@harbhajan6616
@harbhajan6616 2 ай бұрын
ସାର୍ ଧାନ ଫସଲ ଲାଲ ହୋଇଛି ମେଡିସିନ କୁହନ୍ତୁ
@krushisampada
@krushisampada 2 ай бұрын
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜମିରେ Potash ସାର ଏକର ପ୍ରତି 12kg ସହିତ Sagarika Z++ ଏକର ପ୍ରତି 10kg ପ୍ରୟୋଗ କରନ୍ତୁ। Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ମିଶାଇ ସ୍ପ୍ରେ କରନ୍ତୁ। କିମ୍ବା Copper oxychloride 50%WP drum ପ୍ରତି 37gm ସହିତ Streptocycline 2gm କିମ୍ବା Conika lit ପ୍ରତି 2gm ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ। ଆବଶ୍ୟକ ପଡିଲେ 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@harbhajan6616
@harbhajan6616 2 ай бұрын
ସାର୍ ଧାନ ଫସଲ ଲାଲ ହୋଇଛି ମେଡିସିନ କୁହନ୍ତୁ
@krushisampada
@krushisampada 2 ай бұрын
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜମିରେ Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ। Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ମିଶାଇ ସ୍ପ୍ରେ କରନ୍ତୁ। କିମ୍ବା Copper oxychloride 50%WP drum ପ୍ରତି 37gm ସହିତ Streptocycline 2gm କିମ୍ବା Conika lit ପ୍ରତି 2gm ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ। ଆବଶ୍ୟକ ପଡିଲେ 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@harbhajan6616
@harbhajan6616 2 ай бұрын
ସାର୍ ଧାନ ଫସଲ ଲାଲ ହୋଇଛି ମେଡିସିନ କୁହନ୍ତୁ
@krushisampada
@krushisampada 2 ай бұрын
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜମିରେ Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ। Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ମିଶାଇ ସ୍ପ୍ରେ କରନ୍ତୁ। କିମ୍ବା Copper oxychloride 50%WP drum ପ୍ରତି 37gm ସହିତ Streptocycline 2gm କିମ୍ବା Conika lit ପ୍ରତି 2gm ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ। ଆବଶ୍ୟକ ପଡିଲେ 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@harbhajan6616
@harbhajan6616 2 ай бұрын
ସାର୍ ଧାନ ଫସଲ ଲାଲ ହୋଇଛି ମେଡିସିନ କୁହନ୍ତୁ
@krushisampada
@krushisampada 2 ай бұрын
ଧାନ ଫସଲ ରେ ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ ଲାଗିଛି।ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜମିରେ Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ। Copper oxychloride 50%WP lit ପ୍ରତି 2.5gm ସହିତ Plantomycine lit ପ୍ରତି 1gm ହିସାବରେ ଅପରାହ୍ନରେ ମିଶାଇ ସ୍ପ୍ରେ କରନ୍ତୁ। କିମ୍ବା Copper oxychloride 50%WP drum ପ୍ରତି 37gm ସହିତ Streptocycline 2gm କିମ୍ବା Conika lit ପ୍ରତି 2gm ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ। ଆବଶ୍ୟକ ପଡିଲେ 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 14 МЛН
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 17 МЛН
人是不能做到吗?#火影忍者 #家人  #佐助
00:20
火影忍者一家
Рет қаралды 20 МЛН
1% vs 100% #beatbox #tiktok
01:10
BeatboxJCOP
Рет қаралды 60 МЛН
Hirakud 57: Long Bold Grain Paddy for a Bumper Rabi Harvest
3:16
Mangal Murti Seeds
Рет қаралды 19 М.
Quando eu quero Sushi (sem desperdiçar) 🍣
00:26
Los Wagners
Рет қаралды 14 МЛН