First time Maa in Camera Frame | Satya Bhanja

  Рет қаралды 471,331

Satya Bhanja

Satya Bhanja

Күн бұрын

Пікірлер: 1 000
@bhaiteravlogbala
@bhaiteravlogbala 3 жыл бұрын
ସତ୍ୟ ଭାଇ ଏଇ ଭଳି ଦୃଶ୍ୟ ଅନ୍ଧ ବିଶ୍ବାସ କୁ ଆଗକୁ ବଢ଼ାଇବା ରେ ପ୍ରେରଣା ଦଉଚି ହଁ ମୁଁ ମନୁଚି କି ଦେଵୀ ଶକ୍ତି ଅଛି କିଛି କିଛି ଯାଗାରେ ପ୍ରତ୍ୟକ୍ଷ କାମ କରେ କିନ୍ତୁ ଆଜିର ସମାଜ ରେ ଏଇ ଭଳି ଦୃଶ୍ୟ କୁ ଦେଖେଇବା ଠିକ୍ ନୁହଁ ଏହାର ଫାଇଦା ଲୋକ ଉଠାଉଛନ୍ତି ଲୋକଙ୍କୁ ଠକୁ ଛନ୍ତି ।
@timepasswithguruji3636
@timepasswithguruji3636 3 жыл бұрын
ଓ ଆସିଲୁ ଦିବ୍ୟ ଜ୍ଞାନ ଦେବାକୁ
@bhaiteravlogbala
@bhaiteravlogbala 3 жыл бұрын
@@timepasswithguruji3636 ନାଇଁ ରେ ଭାଇ ଆମେ ଦିବ୍ୟ ଜ୍ଞାନ ଦଉନୁ reality ରେ ଏମିତି ହଉଚି ।
@babub4u323
@babub4u323 3 жыл бұрын
ନିହାତି 🤔 ସତ୍ୟ ବାବୁ ମଧ୍ୟ ଭୁଲ୍ କରୁଛନ୍ତି , ସତ୍ୟ ବାବୁ ଭାବୁଛନ୍ତି ଯେ ଏହି ଭଳି ଘଟଣା ପ୍ରସାରଣ କରିଦେଲେ ଲୋକେ ପ୍ରଶଂସା କରିବେ ଏହା ସମ୍ପୂର୍ଣ୍ଣ ଠପ୍ କରିଦେବ ସଂସ୍ଥାକୁ ।
@lizatarai2642
@lizatarai2642 3 жыл бұрын
Right
@p.pritipuspamohapatra4180
@p.pritipuspamohapatra4180 3 жыл бұрын
thik katha
@jharanasahoo1990
@jharanasahoo1990 3 жыл бұрын
ଏଇଟା ଗୋଟେ ଅନ୍ଧ ବିଶ୍ବାସ। ଠାକୁର ଙ୍କୁ ଅବମାନନା ଏ ସ୍ତ୍ରୀ ଲୋକ କରୁଛି।
@banitadas8877
@banitadas8877 3 жыл бұрын
E pari karuthiba luka ku mado thik se hele debi baharipadibo debi na kahi luko ku nijo pado tole rakhuchu sarathi pari
@sushantmaharana339
@sushantmaharana339 3 жыл бұрын
Bhul eha lokamanankara dharmika biswasa
@islamicterroristsociety1650
@islamicterroristsociety1650 3 жыл бұрын
ସତ କଥା
@ajayakumardash9441
@ajayakumardash9441 3 жыл бұрын
Maa kan brekdance karuchanti paida piuchanti chanaguda khauchanti
@sonymahapatra6062
@sonymahapatra6062 3 жыл бұрын
@ROJALIN SWAIN kahu nahanti sata kn
@kanhucharan143
@kanhucharan143 3 жыл бұрын
ଯଦି ମାଆ ଆସିଛନ୍ତି ତେବେ ଏ ବିଶ୍ୱକୁ କରନା ଦାଉ ରକ୍ଷା କରୁ।। ଯେତେ ବେଳେ ଜଗତ ର ନାଥ ଶ୍ରୀଜଗନ୍ନାଥଙ୍କ ଦୁଆରେ ଭକ୍ତ ଶୂନ୍ୟ ହୋଇଗଲେ କରନା ଲାଗି । ଭାଇ ଏଭଳି ଅନ୍ଧ ବିଶ୍ୱାସକୁ ସତ ବୋଲି ମାନନ୍ତୁନି
@pinkalkriss2819
@pinkalkriss2819 3 жыл бұрын
Right🤣🤣🤣😂😂😂👍👍👍
@jogendranayak9365
@jogendranayak9365 3 жыл бұрын
Correct vai
@saraswatidas1826
@saraswatidas1826 3 жыл бұрын
Right
@rakeshvlogo1015
@rakeshvlogo1015 3 жыл бұрын
Are eate jadi kahuchu tahale corona ku bhala karidanu
@rakeshvlogo1015
@rakeshvlogo1015 3 жыл бұрын
Kn ta janichu tu re tike kahibu ti
@SUJITKUMAR-oc8tm
@SUJITKUMAR-oc8tm Жыл бұрын
ବହୁତ୍ ସୁନ୍ଦର ଅଭିନୟ ,
@saradasahoo2865
@saradasahoo2865 3 жыл бұрын
ଏ କଳିଯୁଗରେ ପାପ ଅଧର୍ମ ଅନ୍ଯାୟ ଅନାଚାରରେ। ଯୋଉଠି ଅନାଦି ବିଷ୍ଣୁ ନିରାକାର ପରଂବ୍ରହ୍ମ ଜଗନ୍ନାଥ କାଠପାଷାଣ ରୂପରେ ଗୁପ୍ତ ଲୀଳା କରୁଛନ୍ତି। ଯୋଉ ଶ୍ରୀମନ୍ଦିରରେ ମା ମହାଲକ୍ଷ୍ମୀ ସାକ୍ଷାତ ରୂପରେ ଷାଠିଏ ପଉଟି ରାନ୍ଧୁଣିଆ ହୋଇ ମଧ୍ଯ ଗୁପ୍ତରେ ସେବା କରୁଛନ୍ତି। ଯୋଉଠି ପବନ ସୂତ ହନୁମାନ ବି ଗୁପ୍ତରେ ଲୀଳା କରୁଛନ୍ତି ଯୋଉଠି ସମସ୍ତେ ପାଷାଣ ହୋଇ ଦେଉଳରେ ବସିଛନ୍ତି କଣ ଆଉ କହିବା ।
@bikashpratibha1877
@bikashpratibha1877 2 жыл бұрын
Han sampurna sata katha jauthu bhagaban gupta re sabu karanti aaji samaj re bhagban dharaprushta re tanka lila ku emiti kn kariparibe apnan hela boli emane bahgabnanka apana karuchanti 🙏
@mahakallmahakall9273
@mahakallmahakall9273 3 жыл бұрын
100.%.sata maa dehare ashanti mu bi biswasha kareni aguru kintu amiti kichi ghatila mo saha manili je kichi adrushya shakti achi
@MPatra-wx6jt
@MPatra-wx6jt 6 ай бұрын
Thik କହିଲ ଭାଇ ଯେ ପର୍ଯ୍ୟନ୍ତ ଏ ମଣିଷ ନିଜ ଆଖିରେ ନ ଦେଖିଛି ସେ ଯାଏ ବିଶ୍ୱାସ କରିବନି
@RSTechCraft
@RSTechCraft 3 жыл бұрын
Maa nku abamananna kari kn miluchhi e loka mananku kalijugara binasha ku nije hata mariki dakuchha wait kara time ku 😊 Har har mahadev🙏🙏
@bikashswain6959
@bikashswain6959 3 жыл бұрын
ଏ ମାଇକିନା ମାଡ ଦରକାର ଏମାନକଂ ପାଇଁ ହିନ୍ଦୁତ୍ୱ ବିପଦ ରେ
@pinkalkriss2819
@pinkalkriss2819 3 жыл бұрын
Right
@pinkalkriss2819
@pinkalkriss2819 3 жыл бұрын
Barambar tale padijauchi puni chhida heiki nachuchi🤣🤣🤣🤣😂😂😂😂
@sonymahapatra6062
@sonymahapatra6062 3 жыл бұрын
ଏହା ସବୁ କୃଷ୍ଣ ଚେତନା ର ଅଭାବ । ଅନ୍ଧ ବିଶ୍ବାସ କୁ ଦୟା କରି ପ୍ରୋତ୍ସାହନ ଦେବା ବନ୍ଦ କରନ୍ତୁ । ଭଗବାନ ପରଂବ୍ରହ୍ମ ଅଟନ୍ତି। ତାଙ୍କର କୌଣସି ଆକାର କି ଆକୃତି ନାହିଁ ସେ ନିରାକାର। ଜଣେ ସାଧାରଣ ମଣିଷ କୁ ଭଗବାନ ଆସିବା ଅସମ୍ଭବ ଅଟେ।।
@rakeshvlogo1015
@rakeshvlogo1015 3 жыл бұрын
Tm bhari janicha auuu
@kumarsoumya3151
@kumarsoumya3151 2 жыл бұрын
Kia kahila gote sadharan manisha Thakur nku nija sarira ku ani paribani ....mana re bhakti thile se nije mana ku asibe Thakur...
@jdcreation1326
@jdcreation1326 2 жыл бұрын
Right kahila
@sunitapanda7839
@sunitapanda7839 3 жыл бұрын
ମାନିଲେ ଠାକୁର ନ ମାନିଲେ ପଥର 🙏🙏🙏🙏🙏🙏
@durgesuprasadpallei4841
@durgesuprasadpallei4841 3 жыл бұрын
Hii
@harapriyasahoo7406
@harapriyasahoo7406 3 жыл бұрын
Right friend
@PPDIGITALBANKEL
@PPDIGITALBANKEL 3 жыл бұрын
Tume manu6 ki go
@odishamirror2954
@odishamirror2954 3 жыл бұрын
ଯିଏ କହୁଛି ମାନିଲେ ଠାକୁର ନମାନିଲେ ପଥର, ତାକୁ ଖଣ୍ଡେ କାଗଜ ଧରେଇ ଦେଇକି କୁହନ୍ତୁ ମାନିଲେ ପଇସା ନମାନିଲେ କାଗଜ ଦେଖିବେ ପ୍ରକୁତ ଉତ୍ତର ମିଳିଯିବ
@goldeneye1897
@goldeneye1897 3 жыл бұрын
@@odishamirror2954 R
@abhisekmaharana1437
@abhisekmaharana1437 3 жыл бұрын
ମୋ ମାଉସୀଙ୍କ ଝିଅ ଙ୍କୁ (ମାନେ ମୋ ଦିଦି କୁ) ମା' ଲାଗନ୍ତି। ଆଉ ମା' ଲାଗିବା ବେଳେ କଣ ସବୁ ହୁଏ ମୁଁ ନିଜେ ଦେଖିଛି । ସତ୍ୟ ବାବୁ ଆପଣ ଏମିତି ମିଛ ପ୍ରଚାର କରନ୍ତୁନି।।
@kpmohanty1738
@kpmohanty1738 3 жыл бұрын
You are right
@mrgamer1925
@mrgamer1925 3 жыл бұрын
ଭାଇ ଦୟାକରି ତୁମ ଦିଦି ଙ୍କ ଠାରେ ଲାଗୁଥିବା ମା ଙ୍କ ନାମ କହିବେ
@mrgamer1925
@mrgamer1925 3 жыл бұрын
ଆପଣ ଙ୍କ ଘର କୋଉଠି ଦୟାକରି କହିବେ
@abhisekmaharana1437
@abhisekmaharana1437 3 жыл бұрын
@@mrgamer1925 କେନ୍ଦ୍ରାପଡ଼ା ମା' ଶାରଳା
@Really_adi_00
@Really_adi_00 17 күн бұрын
Kendrapara ra kou jaga mu b kendrapara ra pila Mora jibara achhi mu bohut dukha re achhi ​@@abhisekmaharana1437
@prasantapurahita
@prasantapurahita 2 жыл бұрын
ଜୟେ ଶ୍ରୀ ମା ସନ୍ତୋଷୀ🙏🙏🙏
@harapriyasahoo7406
@harapriyasahoo7406 3 жыл бұрын
Maa santosi nka ra jay hau🙏🙏🙏
@prafulladash6726
@prafulladash6726 3 жыл бұрын
Ja heu Satya bou badhia deunchi. Beautiful. Satya babu madichala.
@antaryamikhuntia3376
@antaryamikhuntia3376 3 жыл бұрын
Are bhai e satya kie
@trilochanparida1377
@trilochanparida1377 3 жыл бұрын
ଯିଏ ପ୍ରକୁତ ମା ଏମିତି ଆସନ୍ତିନି କି ଏମିତି ହୁଅନ୍ତିନି
@rajeshkumarpati153
@rajeshkumarpati153 3 жыл бұрын
Yes
@manishasahoo7627
@manishasahoo7627 2 жыл бұрын
Right
@kumarsoumya3151
@kumarsoumya3151 2 жыл бұрын
@army lover miku hn se michutare jhuluchanti .....jadi maa lagichanti ...maa kuheni mu maa santosi boli.....
@birubhaiwold5604
@birubhaiwold5604 3 жыл бұрын
ସୁନ୍ଦର ଅଭିନୟ
@prameshdalabehera4263
@prameshdalabehera4263 3 жыл бұрын
ମିଛ ସବୁ ମିଛ ଏହିଟା ଅନ୍ଧବିଶ୍ୱାସ ରହିଛି ପଶୁବଳି ବନ୍ଦ କରାନ୍ତୁ
@pitabastarai9963
@pitabastarai9963 2 жыл бұрын
ନାଚ ଟା ବଢିଆ ଲାଗିଲା 😁😁😁😁😁😁😁😁😁
@meditationmusic1061
@meditationmusic1061 3 жыл бұрын
ଆବେ ରହବେ.. ସାହସ ଅଛି ଯଦି ଉଡ଼ିକି ଦେଖା.. ଖାଲି ଡାନ୍ସ କଲେ ହବନି.. 🤣🤣🤣🤣
@archu11159
@archu11159 3 жыл бұрын
😂😂😂😂😂😂😂 right
@Odiavloger724
@Odiavloger724 3 жыл бұрын
🤣🤣🤣
@pswain1830
@pswain1830 3 жыл бұрын
Pura thik kahila
@sms951
@sms951 2 жыл бұрын
😂😂😂
@basudevmahapatra8264
@basudevmahapatra8264 3 жыл бұрын
ଜୟ ଶ୍ରୀରାମ +ସତରେ କଣ ମାଁ କଂ ଆବ୍ରିଭାବ ¿ତେବେ ମାଁ କଂ ହାତରେ ଅଗ୍ନି ଦେବ କୁଂ କିଛି ସମୟ ପାଇଁ ରଖ ¿
@p.pritipuspamohapatra4180
@p.pritipuspamohapatra4180 3 жыл бұрын
Good idea👌
@sudhansubehera1605
@sudhansubehera1605 3 жыл бұрын
Maa ta bhala dance 💃💃 karuchanti🤣🤣🤣🤣
@trueline5641
@trueline5641 2 жыл бұрын
Hmm pura daru pike dance kare 🤣 sunny😂
@sms951
@sms951 2 жыл бұрын
🤣
@djniranjanremix5035
@djniranjanremix5035 2 жыл бұрын
ଅଜ୍ଞାନ ରୁ ଏସବୁ ହେଉଛି
@rashmiranjanjenarashmiranj1647
@rashmiranjanjenarashmiranj1647 2 жыл бұрын
ଭଲ ଅଭିନେତ୍ରୀ ଜଣେ । ସିନେମା,ମେଗା ଧାରାବାହୀକ ଜାତ୍ରା ପ୍ରବଳ ଦେଖନ୍ତି ଜଣାପଡୁଚି।
@chapaladas3374
@chapaladas3374 3 жыл бұрын
Duniare jane hin bhagawana kalia thakura.. bada deulare basi sara duniaku aneichanti... ..
@jharanasahoo1990
@jharanasahoo1990 3 жыл бұрын
ଠାକୁର କ'ଣ ଏମିତି ନାଚିଥାନ୍ତି କି?
@ajayadehuri6795
@ajayadehuri6795 2 жыл бұрын
କିଛି ମାଆ ଆଶ୍ଚର୍ଯ୍ୟ ଜନକ କଥା କୁହନ୍ତୁ ଯାହା ଲୋକ ଅଧିକ ବିଶ୍ୱାସ କରିବେ ,ଅନୁରୁଧ
@akshaysamal910
@akshaysamal910 3 жыл бұрын
କାହିଁକି ଏ ପରି ଦୃଷ୍ୟ କୁ ଗୁରୁତ୍ୱ ଦେଉଛନ୍ତି!
@parbatirana7735
@parbatirana7735 2 жыл бұрын
ଜୟେ ମାଁ ସନ୍ତୋଷି
@subashnayak4611
@subashnayak4611 3 жыл бұрын
Camera କୁ ଦେଖି କେମିତି ହସୁଛି। ଶଳା ଖାଲି ମାଡ଼ ଅଭାବ ହଉଛି 🤣🤣🤣
@pinkalkriss2819
@pinkalkriss2819 3 жыл бұрын
😅😅😅😅🤣🤣🤣🤣😂😂😂😂😂right👍👍👍
@rakeshvlogo1015
@rakeshvlogo1015 3 жыл бұрын
@army lover miku tu mada khaibu ki re
@pinkimallick6956
@pinkimallick6956 3 жыл бұрын
ସତରେ ଏମାନଂକୁ ଅନ୍ଧ ବିଶ୍ୱାସି କୁହନ୍ତି.
@sangitanayak8991
@sangitanayak8991 2 жыл бұрын
Bala naaa
@ushashreesahu6170
@ushashreesahu6170 2 жыл бұрын
Thik 🤣
@maheshpanda5325
@maheshpanda5325 2 жыл бұрын
ଏହି ମହିଳା କୁ ଲଜ଼୍ଯା ନାହିଁ ଏହି ଉକ୍ତ ସଳା ମାନଙ୍କୁ କାମ ନାହିଁ
@subhashreepatra2325
@subhashreepatra2325 3 жыл бұрын
🤗🌹👍🙏🏻ଭଲରେ ରୁହ ସବୁଦିନ ମା ଙ୍କ ଅଶ୍ରିବାଦରୁ🤗👍🌹🙏🏻
@deepakray1970
@deepakray1970 3 жыл бұрын
Tama.ghar ku .nei jaio
@rakeshvlogo1015
@rakeshvlogo1015 3 жыл бұрын
@@deepakray1970 tu nabu ki re
@TheWordOfGodOBM
@TheWordOfGodOBM 2 жыл бұрын
ଏ ସବୁ ମାନସିକ ରୋଗୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜି କାଲି ଭଗବାନ,ଦେବୀ ନାମରେ ଯାହା କହିଲେ ମଧ୍ୟ ବୁଝି ନ ବିଚାରି ବିଶ୍ୱାସ କରୁଛନ୍ତି ।
@santosirana1428
@santosirana1428 2 жыл бұрын
Dance is super , also matched with music.she must be invited to dod super mom
@saradaojha1072
@saradaojha1072 3 жыл бұрын
ଏଥର ଗଲେ ଖାଲି ଏତିକି କରିବେ ଯଦି ଏହି ସ୍ତ୍ରୀ ଲୋକ ଦେହରେ ପ୍ରକୁତ ଠାକୁରାଣୀ ଆସୁଛି କେବଳ ଏତିକି କହିବେ ମା ତୁ ଠାକୁରାଣୀ ମତେ ଗରମ ଗରମ ଖିରି ଫୁଟୁ ଥିବ ମତେ ଖୁଆଇଦେ କିନ୍ତୁ ମୋ ପାଟି ଯେମିତି ନ ପୋଡ଼େ
@SatyaBhanja
@SatyaBhanja 3 жыл бұрын
Address: ବାସୁଦେବ ଜୟ ମା ସନ୍ତୋଷୀ ପୀଠ। At: ତିହୁଳା, Po: ଓହଳ, ଭାୟା: ବାମନାଳ ବ୍ଲକ୍: ନିମାପଡା, ଜିଲ୍ଲା: ପୁରୀ
@BMStar654
@BMStar654 3 жыл бұрын
Thanks Bro..
@ravinhood8473
@ravinhood8473 3 жыл бұрын
Thanks sir
@bikashkumarbehera9772
@bikashkumarbehera9772 3 жыл бұрын
@Masti Time right bro
@bhagirathipatro8205
@bhagirathipatro8205 3 жыл бұрын
@@BMStar654 qq
@himanshupanda7169
@himanshupanda7169 3 жыл бұрын
By.
@maminaik1062
@maminaik1062 2 жыл бұрын
ଜୟ ମାସତୁସୀ
@kunmunbehera9472
@kunmunbehera9472 3 жыл бұрын
Praise the Lord
@prakashdas871
@prakashdas871 3 жыл бұрын
Thanks Satya Bhai...
@titili4884
@titili4884 3 жыл бұрын
ଜୟ ମା କାଳୀ 🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹
@Dipuranjan45
@Dipuranjan45 2 жыл бұрын
ସାରଥୀ ବାବା ପ୍ରଡକ୍ସନ ଏ ଲୋକ ମାନେ ହେଉଛନ୍ତି ଶଳା ଅନ୍ଧ
@sarmisthanayak1432
@sarmisthanayak1432 3 жыл бұрын
Jay maa santoshi
@sushantibehera7367
@sushantibehera7367 Жыл бұрын
ଦୁନିଆ ରେ ଯଦି କେହି ସତ ଭଗବାନ .....ଥାନ୍ତି .........🚩ସେ ହେଉଛନ୍ତି ସୂର୍ୟ ଦେବ🚩 ମୋ ଆଖି ରେ ତାଙ୍କୁ ସବୁ ଦିନ ଦେଖୁଚି
@p.pritipuspamohapatra4180
@p.pritipuspamohapatra4180 3 жыл бұрын
Sat ya babu Jagannath apananku sadbudhhi diantu
@sushreesamikshyanayak4059
@sushreesamikshyanayak4059 2 жыл бұрын
Jay Maa Santoshi 🙏❣️🤗
@kabitasethi3444
@kabitasethi3444 2 жыл бұрын
Jay maa mangala nkara jay
@babuludash2980
@babuludash2980 3 жыл бұрын
ମାଲିକା କୁ ଆଲୋଚନାକରା ଯାଉ ଏସବୁ ଅନ୍ଧ ବିଶ୍ୱାସ ମାଲିକା କୁ ପ୍ରଚାର କରନ୍ତୁ ଏସବୁ ର କିଛି ପ୍ରମାଣ ନାହିଁ ଯେ ତାଙ୍କ ଦେହ ରେ ଦେବୀ ଅଛନ୍ତି ଯଦି ବି ଅଛନ୍ତି ତାହେଲେ ତାଙ୍କର ଯାତ୍ରା ବା ତାଙ୍କ ତିଥୀ ରେ ବାର ରେ ଆସିବା ର କାରଣ ନ କହି ଗଲେ କାହିଁ କି
@parbatirana7735
@parbatirana7735 2 жыл бұрын
ଜୟେ ମାଁ ସନ୍ତୋଷୀ 🙏🌺🌺🌺🌺
@ramachandra2341
@ramachandra2341 2 жыл бұрын
ଛି ଛି,ଦେକିବାକୁ ଲଜା ଲୁଗୁଛି ହିନ୍ଦୁ ସମାଜକୁ ଓପମାନ କରିବା ପାଇଁ ଏସବୁ ଦନ୍ଦା ଚାଲେଇଛ
@himeshkumarjena
@himeshkumarjena 2 жыл бұрын
Yaaku mumbai pathao re 😅 Kerkera acting karuchi 👏👏
@subasmangaraj1532
@subasmangaraj1532 3 жыл бұрын
Jay jagannath.bhagabanku Biswas kara amiti pahasan karani.kaunaai debi sakti manisha dehere pasile manisa banchiba.laxmi narayan nka abamnya hauchi.bola Jay Jagannath.
@sanatanvlog6041
@sanatanvlog6041 2 жыл бұрын
Jay jagannath Jay panchasakha
@chitaranjanbehera7307
@chitaranjanbehera7307 3 жыл бұрын
Tqq satya babu
@babub4u323
@babub4u323 3 жыл бұрын
ଏହା ଜଗନ୍ନାଥ ଶ୍ରଂସ୍କୃତି ପାଇଁ କିବା ଆଧ୍ୟାତ୍ମିକ ବିକାଶ ର ରୂପ ରେଖା ନୁହେଁ : ଏହା କେବଳ ନିଜର ପତ୍ତିଆର ଓ ନାମ ଖ୍ୟାତି ର କାର୍ଯ୍ୟ ।
@skdsingerkumarsaroj655
@skdsingerkumarsaroj655 3 жыл бұрын
ଜୟ କଳକୀ ଜୟ ଜଗନ୍ନାଥ
@susrim7465
@susrim7465 2 жыл бұрын
Maja laguchi dekhi se loka ku dekhi
@usantanayak3928
@usantanayak3928 3 жыл бұрын
Jayaaa maaaa jagat jananee jaya maa udharakarini rakharatni maaaa ............udhara karela maaa jagat jananee maaa🌺🌺🌺🌺🙏🙏🙏🙏🙏🙏🙏🙏
@daktarmurmu9474
@daktarmurmu9474 3 жыл бұрын
ଆଜି କାଲି ଲୋକ ମାନେ ଜଗନ୍ନାଥଙ୍କ ବି ମାନୁ ନାହାନ୍ତି
@pdsworld761
@pdsworld761 3 жыл бұрын
Wawhhhh... Bhagawan emti dance b karanti... 😳😳😳😳
@prasadmajhi5559
@prasadmajhi5559 3 жыл бұрын
🌅 Jay Jagannath 💩 Sundar Maa Koruna mohi Maya Tali Johora 🗽
@Devkumar-lifestyle
@Devkumar-lifestyle 3 жыл бұрын
ମା ସଂତୋଷୀ ଙ୍କୁ ମୁଁ ବହୁତ୍ ମାନେ ଆଉ ମାନୁଥିବି ଜୀବନ ସାରା ହେଲେ ଏମିତି କେବେ ଦେଖି ନି ମୁଁ
@Devkumar-lifestyle
@Devkumar-lifestyle 3 жыл бұрын
@ROJALIN SWAIN ମିଛ ବୋଲି କହିନି ଆଜ୍ଞା , କେବେ ଏମିତି ଦେଖିନି ସେଇଟା କହିଲି
@puspalatapadhi415
@puspalatapadhi415 3 жыл бұрын
Jay maa Santoshi
@prabhasinirout9672
@prabhasinirout9672 3 жыл бұрын
ମୁଁ ଜାଣିବାରେ କାହା ଶରିରକୁ ଦେବୀ ପ୍ରବେଶ କଲେ ତାଙ୍କୁ କେହି ଛୁଅନ୍ତି ନାହିଁ , କେହି ବି ତାଙ୍କୁ ଛୁଇଁଲେ ଅନ୍ୟାଚାର ହେଇଯାଏ , ଆଉ ଯାହା ଦେହକୁ ଦେବୀ ପ୍ରବେଶ କରି ଥାଆନ୍ତି ସେ ଆଉଥରେ ସ୍ୟୈଚ ହେଲାପରେ ଯାଈ ତାଙ୍କ ଦେହକୁ ଦେବୀ ପ୍ରବେଶ କରି ଥାଆନ୍ତି , ଏଇଟା ମୁଁ ସବୁ ଯାଗାରେ ଦେଖିଛି ପ୍ରାୟ , କିନ୍ତୁ ଏଠାରେ ତ ଲୋକ ସମସ୍ତେ ଛୁଇଁ ଦେଉଛନ୍ତି କାଇଁ କିଛି ତ ହଉନି
@niranjanswain7760
@niranjanswain7760 3 жыл бұрын
ଜୟ ମା
@Truptimayeebehera5495
@Truptimayeebehera5495 3 жыл бұрын
Basudev Jay maa santoshi 🙏🙏🙏 bahut bhala laguchi 🙏 Satya bhai
@rajashreebehera-8629
@rajashreebehera-8629 3 жыл бұрын
Jay ma santoshi
@omprakashnayak3273
@omprakashnayak3273 2 жыл бұрын
So funny video ma knu kn majhire bhoko laguchi au nida laguchi😅😅😅😅
@rajeshjena559
@rajeshjena559 3 жыл бұрын
ଭାଙ୍ଗ ଟିକେ ବେଶୀ ହେଇଗଲା
@islamicterroristsociety1650
@islamicterroristsociety1650 3 жыл бұрын
ଜୟ ମାଁ କାଳୀ ପୂଜା ର ଜୟ ହେଉଛି 🙏🚩
@syedsarwrlli118
@syedsarwrlli118 3 жыл бұрын
Super darma
@sibaprasad5351
@sibaprasad5351 2 жыл бұрын
ଦୈବ ଶକ୍ତି ଅଛି ଆମେ ମାନୁଛୁ ହେଲେ ଏ ପରି ନୁହେଁ
@debabratadebabrata384
@debabratadebabrata384 3 жыл бұрын
Jay maa santoshi prabhu basudev
@jackydev33
@jackydev33 2 жыл бұрын
ଯେତେ ବେଳେ ଲୋକ ରୋଗ ରେ ମରୁଛନ୍ତି ତ ଏ ପାଗିଲି କୁଆଡେ ଯାଉଛି ସବୁ ଅନ୍ଧ ବିଶ୍ୱାସ
@bikashkumarbehera9772
@bikashkumarbehera9772 3 жыл бұрын
ମାନସିକ ରୋଗ
@bikashkumarbehera9772
@bikashkumarbehera9772 3 жыл бұрын
@Miku Behera vagaban sri krusna gita re kahicahnti sabatra bidayaman vagabna. Science v kauchai every thing is energy. Energy convert to conscious Chetana hi varamha ate Santan dharma bess to science
@bikashkumarbehera9772
@bikashkumarbehera9772 3 жыл бұрын
@Miku Behera Jaganatha vaout vakata achanti kintu kahaku jaganatha laganati nahi
@swetalinpanda4535
@swetalinpanda4535 2 жыл бұрын
Mun only mahadev nku hin belive kare but mun sabu debata nku respect kare but mahadev is always with me 🤗
@sambitkumarmallick8198
@sambitkumarmallick8198 3 жыл бұрын
Some one of the villagers :- Mausi to swami ra road accident hei gala!! Mausi be like:- Act carry on karibi na swami ku dekhibaku jibi... 😄😄😄😄😄
@raghunathhota1830
@raghunathhota1830 2 жыл бұрын
This is lit bro 🔥
@sumitrabehera6029
@sumitrabehera6029 2 жыл бұрын
😂😂
@miracleayurabedbysangramke8394
@miracleayurabedbysangramke8394 3 жыл бұрын
ଏଗୁଡା ଫାଲତୁ ପ୍ରହସନ । ସତ୍ୟତା ଖୁବ କମ
@ajitbehera9192
@ajitbehera9192 3 жыл бұрын
Tu gote pagal
@miracleayurabedbysangramke8394
@miracleayurabedbysangramke8394 3 жыл бұрын
@@ajitbehera9192 ହା ହା ହା ହା ହା ମୁଁ ଗୋଟେ ପାଗଳ ବୋଲି ଆଜି ଜାଣିଲି ।।।।।
@manas0293
@manas0293 3 жыл бұрын
ମୁଁ ଆଜି ଯାଏ ଆପଣଙ୍କ କୌଣସି ଭିଡିଓ କୁ dislike କରି ନାହିଁ ।ଏଇଟା ପ୍ରଥମ dislike ମୋର।🙏
@prafulladash6726
@prafulladash6726 3 жыл бұрын
Satya bhanja manka nacha jamila. Only histrya. Beautiful.
@MamataNaik2680
@MamataNaik2680 3 жыл бұрын
ଜୟ ମଁl ସନ୍ତୋଷୀ
@aditiyatripathy645
@aditiyatripathy645 3 жыл бұрын
ସତ୍ୟ ବାବୁ ଆପଣ କଣ ଏଠାକୁ ଆସିଥିଲେ, ଆମ ଗାଁ ପାଖରେ, ଯାହା ହେଉ ଏହି ଜିନିଷ ଟା ସତ ହେଉ କି ମିଛ ହେଉ ଆପଣଙ୍କ ମାଧ୍ୟମରେ ସାରା ଭାରତବାସୀ ତ ଦେଖି ପାରିଲେ, ଅଶେଷ ଧନ୍ୟବାଦ
@SatyaBhanja
@SatyaBhanja 3 жыл бұрын
ଆଦିତ୍ୟ ବାବୁ...ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ଜାଣି ନ ଥିଲି, ଆପଣଙ୍କ ଘର ସେଇ ପାଖରେ ବୋଲି। ଜାଣିଥିଲେ ଆପଣଙ୍କୁ ନିଶ୍ଚିନ୍ତ ଦେଖା କରିଥାନ୍ତି...
@bbsr919
@bbsr919 Жыл бұрын
Maa mu purbaru keu papa karma karitili mu ei janmare bahut kasta pauchi jadi satare maa santoshi heitiba mo kastharu khandan kara.jai maa santoshi.
@armyworld7287
@armyworld7287 3 жыл бұрын
Santoshi maa
@izireal-estate3619
@izireal-estate3619 3 жыл бұрын
Maa nka asirbad milu
@Spodiaeatingshow
@Spodiaeatingshow 3 жыл бұрын
Jay maa
@nareshnayak1655
@nareshnayak1655 2 жыл бұрын
Om Jay Santashi maa Namha
@vivaanswain7270
@vivaanswain7270 3 жыл бұрын
Basudeva Jay maa santoshi...
@susanta659
@susanta659 2 жыл бұрын
Very beautiful acting 😭😭😭😭😭
@saritabaghel8821
@saritabaghel8821 3 жыл бұрын
ଜୟ ମାଁ ସନ୍ତୋଷୀ 🙏🙏🙏
@harapriyasahoo7406
@harapriyasahoo7406 3 жыл бұрын
He maa atiki ashribada kara a duniare karona kamijau🙏🙏🙏
@priyankapriyadarshini6887
@priyankapriyadarshini6887 3 жыл бұрын
Maa 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@kaushikpradhan6536
@kaushikpradhan6536 3 жыл бұрын
ଜୟ ମା ସନ୍ତୋଷି 🙏🌺🙏
@rakeshvlogo1015
@rakeshvlogo1015 3 жыл бұрын
Jay maa santoshi 🙏🙏
@Truptimayeebehera5495
@Truptimayeebehera5495 3 жыл бұрын
Maa tuma Saha bharasha 🙏🙏🙏
@adikandapradhan8331
@adikandapradhan8331 3 жыл бұрын
ଏହି ମହିଳା ଙ୍କ ଶରୀର ରେ ଯଦି ମା ପ୍ରକଟ ହେଉଛନ୍ତି ତାହାଲେ ଇଏ ପୃଥିବୀ ରେ ସର୍ବ ଶକ୍ତି ଶାଳୀ ମଣିଷ ହୋଇଥାନ୍ତେ ମଣିଷ ମାନେ ଭଗବାନ ଙ୍କୁ ପ୍ରାଥନା କରନ୍ତେ ନାହିଁ ଏହାର ମନେ ନୁହେଁ ଜେ ଭଗବାନ ନାହାନ୍ତି , ଏହା ଆମ ସମାଜ କୁ ଅନ୍ଧ ବିଶ୍ବାସ ଆଡ଼କୁ ଠେଲି ଦେଉଛି.
@SagarRanjanMohanty
@SagarRanjanMohanty 3 жыл бұрын
We r born and brought up in such a country which is a land of vast culture & the word 'belief' is in the blood of every Indian.So it's not simply India rather Mother India. Bhrat Maata ki Jaya!!!!!! Jaya Jagannath....
@prabinaswain806
@prabinaswain806 3 жыл бұрын
Metal program bhai , unsubscribe the channel please....
@thelogic8870
@thelogic8870 2 жыл бұрын
This is the reason why we r the follower of history but never becomes the creator of history.
@biswanathswain4574
@biswanathswain4574 3 жыл бұрын
ମାଡ ନିତାନ୍ତ ଆବଶ୍ୟକ
@hipustraveljourney716
@hipustraveljourney716 3 жыл бұрын
Kichhi kharap nahi Jay maa Santoshi
@bhubaneswarbehera167
@bhubaneswarbehera167 3 жыл бұрын
ଗୋଟେ ପାଲା ଚାଲିଛି
@rajanayak2594
@rajanayak2594 3 жыл бұрын
Jay maata jagat janani maa sarba mangala maata samastankara mangal karantu Samagra biswaku bhalare rakhantu atiki prathana🙏🙏🙏🙏 🌺🌺🌺🌺🌺🌺🌺🌺🌺
@thebeliever5276
@thebeliever5276 2 жыл бұрын
ଭଗବାନ ଏ ଭଳିଆ ଅଭଦ୍ର ସ୍ତ୍ରୀ କଉଠି ଦେଖିନି
@bijaylaxmimaharana1156
@bijaylaxmimaharana1156 3 жыл бұрын
🙏Jay maa santoshi 🙏🙏🙏
First Time in Front of Camera | Satya Bhanja
12:57
Satya Bhanja
Рет қаралды 476 М.
1, 2, 3, 4, 5, 6, 7, 8, 9 🙈⚽️
00:46
Celine Dept
Рет қаралды 112 МЛН
Кто круче, как думаешь?
00:44
МЯТНАЯ ФАНТА
Рет қаралды 6 МЛН
Subhadra Scheme: Loka Nakali Katha Asali | Kanak News
21:12
Kanak News
Рет қаралды 651 М.
Maa Santoshi Pitha | Nimapada, Puri | Satya Bhanja
8:36
Satya Bhanja
Рет қаралды 635 М.