Five held for death of contractual worker in Odisha's Kalinganagar || Kalinga TV

  Рет қаралды 905,613

Kalinga TV

Kalinga TV

Күн бұрын

Пікірлер: 341
@ramakantaanimation
@ramakantaanimation Ай бұрын
ଅଭିଯୋଗର 2 ଦିନ ପରେ ପୋଲିସ ଚୂପଥିଲା, ଯଦି ଏହି ଫୋନ ନ ଆସିଥାନ୍ତା ତାହେଲେ ପ୍ରକୃତ ସତ କେବେ ସାମ୍ନାକୁ ଆସିପାରିନଥାଆନ୍ତା। ଯେମିତି ଦିନ ପରି ରାତି ଅଛି ଠିକ୍ ସେମିତି ଭଗବାନ ଙ୍କ ଭଳି ଆତ୍ମା ଭି ଅଛି, ଏହା ହେଉଛି ସୁଷ୍ଟ୍ରିର ନିୟମ।
@ysmantosh
@ysmantosh Ай бұрын
Police ku kali poisa darkar
@anuanuanuanu2190
@anuanuanuanu2190 Ай бұрын
Lancha khiya police
@odiaputra
@odiaputra Ай бұрын
ei phone call ketebele asithilaa.... body miliba purbaru naa pare ??
@Sosila-b6v
@Sosila-b6v Ай бұрын
Purba ru asithila ​@@odiaputra
@chinmayakumarsahoo2363
@chinmayakumarsahoo2363 Ай бұрын
Pare​@@odiaputra
@ARCHANAKANHAR-sq4ot
@ARCHANAKANHAR-sq4ot Ай бұрын
ଏଇଟା ସତ୍ୟର ଜୟ ହଇଛି କଲିଯୁଗର କଥା ଜୟ ଜଗନ୍ନାଥ ଏପ୍ରଭୁ ସତ୍ୟ ର ଜୟ
@pabitranaik2539
@pabitranaik2539 Ай бұрын
ଅପରାଧୀ ମାନଙ୍କୁ ଭୟଙ୍କର ଶାସ୍ତି ମିଳିବା ଦରକାର ନ ହେଲେ ଏମିତି ଆଗକୁ ଆହୁରି ଅପରାଧୀ ମାନଙ୍କର ସାହସ ବଢ଼ିବ
@harichandansabat1912
@harichandansabat1912 Ай бұрын
ଏଇଠି ହେତୁବାଦୀ ମାନେ ଉତ୍ତର ରଖନ୍ତୁ l ଭୁତ, ପ୍ରେତ ନାହାନ୍ତି ବୋଲି ସେମାନେ ଦାବି କରୁଥିଲେ ସେମାନେ ! ଯାହାହେଉ ଆସାମୀ ଧରାପଡ଼ିଲେ! ସେ ପିଲା ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳୁ ଶୀଘ୍ର !
@Sandip_HitZone_Carbine
@Sandip_HitZone_Carbine Ай бұрын
Athi Hetu Badinkara Kichi Kama Nahi Athi Jia Mari Jaichi Ta Ghara Family ku Nyaya Darkar
@Bikashvlog8
@Bikashvlog8 Ай бұрын
ଆରେ ହଣ୍ଡପା ଭୂତ କୋଉ ମୋବାଇଲ ରେ ଫୋନ କରିଥିଲା ଟିକେ କହିଲୁ😂
@akashkumarbehera4377
@akashkumarbehera4377 Ай бұрын
​@@Bikashvlog8bhai re mo mamu ghara gnaa ghatana se pila ra atma jaha dehare lagile se stree loka bahare ruhanti tanka ghara pakha pila boli dekhibaku asithile o dekhisariba pare jeunthi rahuchhanti sethiku jaithile bhari ta pare sethu call re rahiki kahile 😢
@nareshpedenti1363
@nareshpedenti1363 Ай бұрын
Are bhai sange sange kana pain kahila nhi se ଆତ୍ମା ଟା, ki mate marideichanti boli au ଏଇଟି ପୋତି ଦେଇ ଛନ୍ତି ବୋଲି arrest hela pore kn pain kahila , eita sabu ମିଥ୍ୟା ଅଟେ। ମୁଁ ଆତ୍ମା କୁ ବିଶ୍ୱାସ କରେ ନି। କିନ୍ତୁ ତାଙ୍କ ପରିବାର କୁ ନ୍ୟାୟ ମିଳୁ ।
@Sandip_HitZone_Carbine
@Sandip_HitZone_Carbine Ай бұрын
Hnn Seiya Kuha jouloka Mari Jaichi taku Nyaya milu
@MadhumitaMita-mx9sz
@MadhumitaMita-mx9sz Ай бұрын
ଏ ଭଗବାନ୍ ଏ ସବୁ କଣ ଘଟଣା ଘଟୁଛି ଏ ଦୁନିଆ ରେ 🤔😭ଏମିତି ଦୋଷୀ କୁ ଫାସୀ ଦିଆଯାଉ 🙏
@maxii3288
@maxii3288 Ай бұрын
Hii madhu
@lalukanhar87
@lalukanhar87 Ай бұрын
Pasi diayajau
@ganeshparida5190
@ganeshparida5190 Ай бұрын
ଜେତେ ଶିଘ୍ର ପାରୁଛ ନିୟାୟ ଦିଅ ମହନ ସରକାର
@lipankumar2.0292
@lipankumar2.0292 Ай бұрын
କିଛି ଲୋକ ମାନୁନଥିଲେ ଭୂତ ପ୍ରେତ କିଛି ନାହିଁ ବୋଲି ଏବେ ଦେଖ ସିଲୁ ର ଆତ୍ମା ଯାହା କହୁଚି ସବୁ ସତ କହୁଚି 😢
@NandakiswarMallick
@NandakiswarMallick Ай бұрын
ଜୟ ଶ୍ରୀ ରାମ ଯିଏ ଭୁତ ପ୍ରେତ ଭଗବାନ ନାହାନ୍ତି କହୁଛି ସିଏ ମହାମୁର୍ଖ ା ହେତୁବାଦି ମାନେ ତମହାମୂର୍ଖ ଯାକ ାମୁ ବି ଭୁତ ପ୍ରେତ ଦେଖିଛି ଏହା ସତ୍ଯ
@samirbehera007
@samirbehera007 Ай бұрын
ସତରେ ଭୁତ ଅଛି କି ଭାଇ 😔🙄plz କୁହନ୍ତୁ ମୁ ତାପରେ ଭଗବାନ କୁ ବିଶ୍ୱାସ କରିବି ମା ରାଣ 🙏
@KalkiAvatar-z2e
@KalkiAvatar-z2e Ай бұрын
ଜଦି ଭୁତ ନାହି ଭାବୁଚ ତାହେଲେ..ତମେବି ତମେ ନୁହେ ମନେ ରଖ..​@@samirbehera007
@Wildshort978
@Wildshort978 Ай бұрын
Achhi bhai mu dekhichi hele kounasi manisa bhali nuhe chhota black chhaya pari​@@samirbehera007
@samantamallick4u
@samantamallick4u Ай бұрын
Mu b dekhichi bhut 😮😮
@samirbehera007
@samirbehera007 Ай бұрын
@@samantamallick4u ଭାଇ ସତରେ କି କଣ ହେଇଥିଲା କୁହ tike🙏
@BalaktushnaNauak
@BalaktushnaNauak Ай бұрын
ବହୁତ କଷ୍ଟ ଲାଗୁଛି।ଯିଏ ମାରିଛି ତାଙ୍କୁ ଉଚିତ ଦଣ୍ଡ ଦିଆଯାଉ। ଜୟ ଜଗନ୍ନାଥ
@BaijayantiSwain-u1b
@BaijayantiSwain-u1b Ай бұрын
Ok
@sonalisamal9571
@sonalisamal9571 Ай бұрын
ହେ ପ୍ରଭୁ ଏ ସବୁ କଣ ହୋଉଛି 🙏🥺🥺🥺
@B.k.Sahani-bv2kz
@B.k.Sahani-bv2kz Ай бұрын
ହେ ଜଗନ୍ନାଥ ତୁମେ ହିଁ ସତ୍ୟ ପ୍ରଭୁ 🙏
@O.PNayakVlogs
@O.PNayakVlogs Ай бұрын
ଜଗନ୍ନାଥ ତାର ଆତ୍ମା କୁ ସାନ୍ତି ଦିଅନ୍ତୁ 🙏..... ଜୟ ଜଗନ୍ନାଥ
@itzjitenmbj
@itzjitenmbj Ай бұрын
ଆତ୍ମା ଶାନ୍ତି ପାଇଁ jay Jagannath ❤❤❤❤
@nagendrakumarbehera6308
@nagendrakumarbehera6308 Ай бұрын
କାଲି ଆଉ କାହା ସହ ଏମିତି ନହେବ ବୋଲି କଣ ଗ୍ୟାରେଣ୍ଟି ମାରିକି ପ୍ରମାଣ ଲିଭେଇ ଦେଉଛନ୍ତି ଏମାନେ ଏଥିରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କର ବି ହାତ ଅଛି ଲାଗୁଚି କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ
@unsend_gamer
@unsend_gamer Ай бұрын
Hn bhai
@bhagbatpradhan2365
@bhagbatpradhan2365 Ай бұрын
Right
@reetap4008
@reetap4008 Ай бұрын
ଶରୀର ବିନ।ଶି କିନ୍ତୁ ଆତ୍ମା ଅବିନ।ସି । ଆତ୍ମା ଶରୀର ଛାଡ଼ିଲା ପରେ ଯେକୌଣସି ଜୀବିତ ଶରୀରରେ ପ୍ରବେଶ କରି ପାରିବ। ଏହା ନିରାଟ ସତ୍ୟ
@PradeepSnehavlogs
@PradeepSnehavlogs Ай бұрын
Right katha
@bimalhasda7170
@bimalhasda7170 Ай бұрын
Bilkul mithya 100%ମିଥ୍ୟା। ଆଈମା କାହାଣୀ ଶୁଣି କେବେ ଅନ୍ଧ ଭାବରେ ବିଶ୍ଵାସ କରନ୍ତୁନି।
@akshaykumar786-y4f
@akshaykumar786-y4f Ай бұрын
​@@bimalhasda7170bhai jebe samna re dekhiba Cheri pakeiba seithi ka....
@akshaykumar786-y4f
@akshaykumar786-y4f Ай бұрын
Hm atma sarir re prabesh kri pariba jdi se jama fasa re bandha hei nathiba ta se pasi pariba...
@bimalhasda7170
@bimalhasda7170 Ай бұрын
@@akshaykumar786-y4f ଆପଣ ଆଗରୁ କେବେ ଦେଖିକି ଛେରି ପକାଇଛନ୍ତି ବୋଧେ। ଏବେ ବି କହୁଚି ଭାଇ ଯାହାକୁ ଦୁଇ ଆଖି ରେ ନ ଦେଖି କେବେ ବିଶ୍ଵାସ କରନ୍ତୁ ନାହିଁ। ଭୂତ ହୋଇ ଯୋଉ ଝିଅ କଥା ହେଉଛି ସିଏ ହେଉଛି ଘଟଣା ଜାଗା ର ପ୍ରତ୍ୟକ୍ଷ ଦର୍ଶି।
@sonutwinkle
@sonutwinkle Ай бұрын
ନୀଳାଚଳ ପ୍ଲାଣ୍ଟ ରେ safety ନିୟମ ଆଳ ରେ ଜଣେ ଶ୍ରମିକ ଯଦି ଭୁଲ ରେ ଚଷମା କି nose mask ପିନ୍ଧି ନ ଥିବ, ତେବେ gate pass ଛଡେଇ ନେବା, 50 ହଜାର fine ଏହି ଭଳିଆ କରିବେ କିନ୍ତୁ ଗୋଟେ ଶ୍ରମିକ ପ୍ଲାଣ୍ଟ ଭିତରେ ହତ୍ୟା କରା ଗଲା safety ଵାଲା କି security ଵାଲା ଜାଣି ପାରିଲେନି କେମିତି? ପ୍ଲାଣ୍ଟ ଭିତରେ ଯଦି ସକାଳୁ booking ନ କରିବ ତେବେ ତୁମ କୁ ଖାଇବାକୁ ମିଳିବ ନାହିଁ.. ଠିକା କର୍ମଚାରୀ କୁ ନୀଳାଚଳ ସ୍ଥାୟୀ କର୍ମଚାରୀ କୁକୁର ମାଙ୍କଡ଼ ଭଳିଆ ବ୍ୟବହାର କରନ୍ତି..
@debasissahoo7829
@debasissahoo7829 Ай бұрын
ଖାଲି ନୀଳାଞ୍ଚଳ ନୁହଁ ଟାଟା ର ସବୁ ପ୍ଲାଣ୍ଟ ରେ ଏମିତି ହେଉଛି, shutdown ରେ 24 ଘଣ୍ଟା 32 ଘଣ୍ଟା ଡିଉଟି କରାଉଛନ୍ତି ହେଲେ ନିୟମ ହିସାବ ରେ 8 ଘଣ୍ଟା ରୁ ଅଧିକ କେହି କାମ କରିପାରିବେନି ଟାଟା ର ପେରମାନେଣ୍ଟ ଷ୍ଟାଫ ଧମକ ଦେଉଛନ୍ତି କାମ ନକଲେ gatepass ଏମିତି cancel କରିବୁ ଟାଟା ରେ ଅଉ କୋଉଠି କାମ କରିପାରିବନି
@KhirodBehera-pb6wc
@KhirodBehera-pb6wc Ай бұрын
Tata ରେ ବି ଏ ପ୍ରକାର ବ୍ଯବହାର କରୁଛନ୍ତି
@sonutwinkle
@sonutwinkle Ай бұрын
@@KhirodBehera-pb6wc ହଁ ଆଜ୍ଞା କାରଣ ନୀଳାଚଳ ରେ ମୁଁ କାମ କରୁଛି, shutdown ନା ରେ ଦୀର୍ଘ ସମୟ ଖଟାଉଛନ୍ତି
@angelpriyanka2877
@angelpriyanka2877 Ай бұрын
​@@sonutwinklelabour union nka pakhaku kn pai jauna tame Mane ...jadi company amiti mana mani karuchhi ta labour union pakhare jao tapare company re tala padijiba sabu din pai
@sonutwinkle
@sonutwinkle Ай бұрын
@@angelpriyanka2877 ଏଠି labour union ନାହିଁ, tata ର କୌଣସି ପ୍ଲାଣ୍ଟ ରେ union ନାହିଁ
@ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା
@ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା Ай бұрын
ବାପ ମା ପିଲାମାନଙ୍କୁ ସଂସ୍କାର ଦେଲେନି ଆଧ୍ୟାତ୍ମିକ ଶିକ୍ଷା ଦେଲେନି ଯାହାର ପରିଣାମ ଏମିତି ପଶୁସମବ୍ୟବହାର କଲେ
@anupkumarmohanty3880
@anupkumarmohanty3880 Ай бұрын
Correct 😒😒
@AnjaliNath-cv7co
@AnjaliNath-cv7co Ай бұрын
ଯେଉଁ ମାନେ ସିଲୁ କୁ ହତ୍ଯା କରିଚନ୍ତି ସେମାନଙ୍କୁ ଉଚିତ୍ ଦନ୍ଡ ଦିଆଯାଉ।
@Ramakanta.123
@Ramakanta.123 Ай бұрын
ଶିକ୍ଷା ------ଅସତ ଉପାୟରେ ଧନ ଉପାର୍ଜନ କରିବାକୁ ଚେଷ୍ଟା କଲେ ଏଭଳି ହୁଏ.... 😭😭
@kishorbehura3999
@kishorbehura3999 Ай бұрын
ଭାଇ ସବୁ କମ୍ପାନୀ ରେ ଜବରଦସ୍ତ କାମ କରନ୍ତି.. ଲେବର ମାନ ଙ୍କ କୌଣସି ସୁବିଧା ନାହିଁ. ଏ ଅଫିସର ମାନେ ଲେବର କୁ ମାରିବାକୁ ପଛାଉନାହାନ୍ତି ଏଇ... ଆମ ଓଡିଶା 🙏ଜୟ ଜଗନ୍ନାଥ
@anupkumarmohanty3880
@anupkumarmohanty3880 Ай бұрын
Correct 😒
@pabitranaik2539
@pabitranaik2539 Ай бұрын
ଆମ ଭାରତ ବର୍ଷରେ ନ୍ୟାୟ ମିଳିବା ବହୁତ କଷ୍ଟ କର। କିଛି ଦିନ ଯିବ ଧିରେ ଧିରେ ସମସ୍ତେ ଭୁଲି ଯିବେ।ଆମେ ଯେତେ ଚିତ୍କାର କରି କହିଲେ ଫାଶୀ ଦିଅ,କେହି ଶୁଣିବେନି।ନାମକୁ ମାତ୍ର ଆଇନ୍ ଗଢା ହେଇଛି।😌😌😌😌😌
@chandrasekharjena5946
@chandrasekharjena5946 Ай бұрын
ନୀଳାଚଳ ଇସ୍ପାତ କର୍ତୃପକ୍ଷ ଙ୍କୁ ମଧ୍ୟ ଗିରଫ କରିବା କଥା | ମୃତକ ଙ୍କ ପରିବାର ର ଅଭିଯୋଗ ପରେ ମଧ୍ୟ ନୀଳାଚଳ କର୍ତୃପକ୍ଷ କାହିଁକି ଅବହେଳା କରିଥିଲେ ?
@KalkiAvatar-z2e
@KalkiAvatar-z2e Ай бұрын
ସିଏ ଶଳା ସବୁ ଜାଣିଚି..
@subratdas9585
@subratdas9585 Ай бұрын
ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପ୍ଲାଣ୍ଟ ବନ୍ଦ କରାଯାଉ ,ଏକ ନାମୀ ଦାମୀ ପ୍ଲାଣ୍ଟ ରେ ଏମିତି କେମିତି କଲେ
@technicalashish2810
@technicalashish2810 Ай бұрын
Right
@majhiyatudu794
@majhiyatudu794 Ай бұрын
ସୁକିନ୍ଦା ଅଞ୍ଚଳରେ ଏତେ ବଡ ଅଘଟଣ ଘଟିଲା ଅଥଚ ବିରୋଧୀ ଦଳ ହିସାବରେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଲେ ନାହିଁ କାହିଁକି ?
@technicalashish2810
@technicalashish2810 Ай бұрын
କମ୍ପାନୀ ଦଲାଲ୍ ସୁକିନ୍ଦା BJD ର ପ୍ରିତିରଞ୍ଜନ ଘଡାଇ
@bhagwannayak8611
@bhagwannayak8611 Ай бұрын
କମ୍ପାନୀ ପ୍ରବନ୍ଧକ ବିରୂଦ୍ଧରେ କାର୍ଯ୍ଯାନୁଷ୍ଠାନ ଏବଂ ସିବିଆଇ ତଦନ୍ତ ପରମ ଆବଶ୍ଯକ।
@sujatalenka1879
@sujatalenka1879 Ай бұрын
ପୁଲିସ ସବୁବେଳେ ଯଦି ଠିକ time ରେ action ନିୟନ୍ତା ସମାଜରେ ଅପରାଧ ବହୁତ ସଂଖ୍ୟାରେ କମିଯାଆନ୍ତା ଆଜ୍ଞା..... ସମସ୍ତେ ସେଇଭଳିଆ ନୁହନ୍ତି କିନ୍ତୁ ଭ୍ରଷ୍ଟାଚାର ଏତେ ମାତ୍ରା ରେ ଲମ୍ବିଛି ଯେ.... କେତକ କର୍ତ୍ତବ୍ୟ ନିଷ୍ଠ ପୁଲିସ ଙ୍କ କାର୍ଯ୍ୟ..... ଆଖି ଦୃଶିଅl ହେଇପାରୁନି
@SUBASHMALIK-j5q
@SUBASHMALIK-j5q Ай бұрын
Emiti bhul karuthiba loko ku faci dia jemiti ebhali au kebe kehi karibe nahi 😢😢 Jay Jagannath 🙏🙏🙏
@sudhakarpradhan4655
@sudhakarpradhan4655 Ай бұрын
Our law is very week and is not able to tackle to control crime at present social enviornment
@santoshkumarmohanty1888
@santoshkumarmohanty1888 Ай бұрын
ବଡ ବଡ କମ୍ପାନୀରେ କର୍ମଚାରୀମାନଙ୍କ ସୁରକ୍ଷା ଉପର ଦେଖାଣିଆ ନ କରାଯାଉ। ଟାଟା କମ୍ପାନୀ ଯେ ଡୁପଣ୍ଟକୁ ସୁରକ୍ଷା ଭାର ଦେଇ ଯେଭଳି ଗର୍ବ କରେ, ଶେଷରେ ଏଭଳି fatal accidentର ଖବର ମିଳେ। ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର।
@debendranathpal813
@debendranathpal813 Ай бұрын
We demand for justice this matter and strictly act by Govt
@Lucky-sk3lo
@Lucky-sk3lo Ай бұрын
ପ୍ରେତାତ୍ମା,ଭୂତ ଆଦି ଅନ୍ଧ ବିଶ୍ୱାସ ଆଇନ କହେ ଶିକ୍ଷିତ ଲୋକ ,ନିଜକୁ ଆଧୁନିକ ,ଚନ୍ଦ୍ର ପୃଷ୍ଟ ପାଦ ଦେବା ବିଜ୍ଞାନ ବୈଜ୍ଞାନିକ ବିଶ୍ୱାସ କରୁନଥିବା ଲୋକ ଶୁଣନ୍ତୁ ଏବେ କଣା କହିବେ।
@bimalhasda7170
@bimalhasda7170 Ай бұрын
@@Lucky-sk3lo ଯୋଉ ଭୂତ କହୁଛି, ସେଇ ଭୂତ କୁ ଯାଇକି ପଚାର, ସେ ପ୍ଲାଣ୍ଟ ର main gate ରେ strike ରେ ବସିକି କହୁଥିଲା ମୋ ଭାଇ plant ଭିତର କୁ ଯିବାର CC TV ଫୁଟେଜ ଅଛି, ବାହାର କୁ ଯିବାର ନାହିଁ। ମୋ ଭାଇ କୁ ଖୋଜି କି ଦିଅ। ଆଉ ପୋଲିସ ସବୁ ଘଟଣା କୁ ପର୍ଦ୍ଦାଫାଶ କଲା ପରେ, ମନ ଗଢା କାହାଣୀ। ପୋଲିସ୍ ବିଳମ୍ବ ରେ ହେଉ ପଛେ କିନ୍ତୁ ତା କାମ ସଠିକ ଭାବରେ କରିଛି। ଭୂତ ଫୁତ କିଛି ନାହିଁ, ଆପଣ ମାନେ ଲୋକଙ୍କୁ ଅଯଥା ଭ୍ରମିତ କରି ଭୟ ଭିତ କରନ୍ତୁ ନାହିଁ । ଏହା ଅନୁରୋଧ।
@angelpriyanka2877
@angelpriyanka2877 Ай бұрын
​@@bimalhasda7170jadi apankara ghara Loko kiye amiti kala Bala heiki marithanta tahale apana janithante prakruta dukha kn ..shame on you
@bhabanisankarpradhan3434
@bhabanisankarpradhan3434 Ай бұрын
Pila ti ama gaan pila 😢😢..
@sagarnayak3822
@sagarnayak3822 Ай бұрын
Kau gaon vai...jajpur re jette v industry achhi vai jie v kama karuthiba tike carefully rahiba..bastad Management
@bhabanisankarpradhan3434
@bhabanisankarpradhan3434 Ай бұрын
@sagarnayak3822 khandabandha gaan, Dhenkanal. Pila ti plant re houthiba kala karnama, corruption,ghotala sabu janithila that's why taku mariki chup karei dele.. au jie marila se ta nija sanga same Village ra..😔😔
@SwagathUrethane
@SwagathUrethane Ай бұрын
Bhuta jaha kahuchi sata
@bad_boy456
@bad_boy456 Ай бұрын
​@@bhabanisankarpradhan3434ତମ ଗାଁ ସରପଞ୍ଚ କୁ କୁହ ଫାସି ପାଇଁ govt ସରକାର ପାଖକୁ ଚିଠି କରୁ ତମ ଗାଁ ଲୋକ ଏକଜୁଟ ହୁଅ
@PratimaMallick-im8gn
@PratimaMallick-im8gn Ай бұрын
ସବୁବେଳେ ସବୁ ସମୟରେ ଏଇ ପୋଲିସ ମାନଙ୍କ ପାଇଁ ହିଁ ଅନେକ ଅପରାଧ ର ପର୍ଦାଫାଶ ହୋଇପାରୁନାହିଁ.
@PeacefulPlatter-ps7lw
@PeacefulPlatter-ps7lw Ай бұрын
Bohut dukha laguchhi
@pruthirajroutray3247
@pruthirajroutray3247 Ай бұрын
Very sad news bahut dukha laguchi
@BiswajitsahaniBisu-kd3mf
@BiswajitsahaniBisu-kd3mf Ай бұрын
Moha majhi sarakar immediate action contractor
@YBS55
@YBS55 Ай бұрын
❤❤Satyam enterprises ku BAN KORAJAU❤❤
@____sipuu__108
@____sipuu__108 Ай бұрын
ସିଲୁ ଭାଇ ପାଇଁ ଦୁଃଖ ଲାଗୁଛି କିନ୍ତୁ ଭୁତ କଥା କହୁଛି.. ଶୁଣିଲେ ହସ ଲାଗୁଛି ଭାଇ reality ହଉଛି ଅପରାଧୀ କୁ ଧରିବାକୁ ଚାଲ୍ ଚାଲିଛି କିନ୍ତୁ ଭଲ ଚାଲୁ ଚାଲୁ 😐
@angelpriyanka2877
@angelpriyanka2877 Ай бұрын
Apanaku bhuta Katha michha lagipare kintu eta sata Katha bhuta satare achhi duniyare au ye voice sei silu atma ra
@jayantid7855
@jayantid7855 Ай бұрын
ତା ଭିତରେ କେତେ ଦାଦନ ବଳି ପଡ଼ିଥିବେ
@laxmanmurmu3285
@laxmanmurmu3285 Ай бұрын
Jay jaganath 🙏 atmaku santi diantu
@Ana_Animated
@Ana_Animated Ай бұрын
ଆମ ଜିଲ୍ଲା ra ପିଲା nku ମରିଲ😥😥😥
@ArtisKrishna
@ArtisKrishna Ай бұрын
Samastaku fasi darkar
@user-mz1Anisha
@user-mz1Anisha Ай бұрын
Haa
@Hacker_king393
@Hacker_king393 Ай бұрын
ଭାଇ ଆତ୍ମା କୁ ତୁମେ ବିଶ୍ୱାସ କରୁଛ
@Beautifulnture-et2bk
@Beautifulnture-et2bk Ай бұрын
Tu Bhagwat Geeta Padhee janibuu Sabu solution Achiii Jai Sri Krishna
@sandhyaranimishra2451
@sandhyaranimishra2451 Ай бұрын
Jay maa kali 🙏🙏🙏 sata re heba jay
@dasharathipatra-bw7tb
@dasharathipatra-bw7tb Ай бұрын
ଛୋଟ ଲୋକ ଗୁଡା ଏମିତି ଲୋକଙ୍କୁ ମାରିଦିଆଯାଉ
@akhyabehera1622
@akhyabehera1622 Ай бұрын
Jay Jagannatha
@RIDER-SANTOSH111
@RIDER-SANTOSH111 Ай бұрын
Jay Jagannath prabhu rakhe Hari ta mae kia
@rabindrakumardas8238
@rabindrakumardas8238 Ай бұрын
Kalinganagar police station ra maximum police money pain Kama karanti..... without money re kichi kama karanti nahi....Sadharana lokaku seithi ku naya mileni....Jajpur jete bi Industries & Mines achhi sabu ebe Bihari & Bangali control re chaliuchi.....
@worldmoviesstar2.0
@worldmoviesstar2.0 Ай бұрын
Right bro,, aita ku kemiti control kora jai paribo
@E-TechEducation
@E-TechEducation Ай бұрын
ଏଇ call କେତେବେଳେ ଆସିଥିଲା? Body ମିଳିବା ପରେ ନା ପୂର୍ବରୁ?
@Sjhodia
@Sjhodia Ай бұрын
ଏଇଟା ପୋଲିସ୍ ରୋ କାମ ନୁହେଁ ,ତାଙ୍କେ କାଲି ଲାଞ୍ଚ ଖାଇବା ଜାଣି ଛନ୍ତି ଏସବୁ ମାନେ।
@RisheshMituna
@RisheshMituna Ай бұрын
ପୋଲିସ୍ ଆମ ସମାଜ ପାଇଁ ଗୋଟେ ଗୋଟେ କଳଙ୍କ
@jssetv2084
@jssetv2084 Ай бұрын
ଗୋଟେ ଅନ୍ଧ ବିଶ୍ୱାସ କୁ ଗୁଜବ କରିବାକୁ ଚେଷ୍ଟା କରନି ଆରେ ଭାଇ ଭୁତ ପ୍ରେତ ଏସବୁ ଫିଲ୍ମ ସିରିଏଲ ରେ ଦେଖିବାକୁ ଭଲ ଲାଗେ natural ଲାଇଫ ରେ ଏସବୁ କିଛି ନାହିଁ ତାର ଯଉ ସମ୍ପର୍କୀୟ ଭଉଣୀ ଦେହରେ ଆତ୍ମା ଅଛି ତାକୁ doctor ଙ୍କ ପାଖକୁ ନେଇ treatment କରାଅ ଜାଣିପାରିବ ପ୍ରକୃତ ରେ ଆତ୍ମା ଅଛି ନା ଏସବୁ କାହାର ବଦଲା
@PavakaraPradhan
@PavakaraPradhan Ай бұрын
Good news vai
@Barunakumar-ft4qr
@Barunakumar-ft4qr Ай бұрын
😢😢jay jagannath 😅😢
@annapurnasahoo8768
@annapurnasahoo8768 Ай бұрын
Justice the family🙏🙏
@spacecuriosity2304
@spacecuriosity2304 Ай бұрын
Tata ପ୍ଲାଣ୍ଟ କୁ ସବୁ ଯାଅ ଦାଦନ ଖଟି
@YBS55
@YBS55 Ай бұрын
❤ crime branch investigation hou❤❤ company ro High level officers mane thibe❤karono JCB AND CHIPS DISPATCH ... KAHA ORDER RE MURDER PLAN HOITHILA❤❤❤ COMPANY BONDH HOU❤❤
@odiaputra
@odiaputra Ай бұрын
ei phone call ketebele asithilaa.... body miliba purbaru naa pare ?
@jajatinayak5573
@jajatinayak5573 Ай бұрын
Odishre majhi Nehi Jogi chaheye
@SetahSisirCrieation
@SetahSisirCrieation Ай бұрын
ସରକାର କଣ ନ୍ୟାୟ ଦେଉଛି ଦେଖି ଵାକୁ ବାକିରହିଲା 😢😢😢😢😢😢
@spacecuriosity2304
@spacecuriosity2304 Ай бұрын
ଏଇ ଭୂତ ଆଜି ଯାଏ କୋଉଠି ଶୋଇଥିଲା... ଏମିତି ମଜାଗ କରନି
@KalkiAvatar-z2e
@KalkiAvatar-z2e Ай бұрын
ମାଗିହା ଶଳା ପୋଲିସ୍ କୁ ଫାଷ୍ଟ୍ ରେ ହାଣିଚାଲ....
@AnilKumar-g9w2g
@AnilKumar-g9w2g 23 күн бұрын
Jay Jagannath 🙏🙏
@Saliniofficialvlogs-1
@Saliniofficialvlogs-1 Ай бұрын
Satare bahut dukha laguchi😭😭😭
@YBS55
@YBS55 Ай бұрын
❤❤POLICE SUSPEND HOU❤❤
@JustifyPacificxx7fn
@JustifyPacificxx7fn Ай бұрын
Jadi emiti audio darkar hele ame dabhu audio
@pralayaofficial1060
@pralayaofficial1060 Ай бұрын
Strong action should be taken against this company
@krishnaparida7141
@krishnaparida7141 Ай бұрын
God tanka atmaku rest diantuu🙏😭😔
@fullentertainment_video
@fullentertainment_video Ай бұрын
ସେ ଜେସିବିDRIVERକୁ ଧରିଲେ ସେ ଠିକ୍ କହିବ, 😭
@Subhasmita1111
@Subhasmita1111 Ай бұрын
Se superviser au manasa ku dharile sabu sata bahariba
@torbewafaabhimajhi3323
@torbewafaabhimajhi3323 Ай бұрын
Police ku gehibaa katha
@anuanuanuanu2190
@anuanuanuanu2190 Ай бұрын
Ati shighra nyaya diauntu har har Mahadev har har Mahadev 😢😢😢😢
@A1localTokaPanda
@A1localTokaPanda Ай бұрын
❤❤
@shivashankarMurmu-j7w
@shivashankarMurmu-j7w Ай бұрын
CHII KALINGANAR POLICE STATION, SILU RO NAYAA DIIOO, CHIIII POLICE CHII CHIII JAJPUR POLICE BEKARR
@KumarLipu-p4g
@KumarLipu-p4g Ай бұрын
Police bi athire achhi
@Dancersaroj7
@Dancersaroj7 Ай бұрын
ଆମ ଏରିଆ ଘଟଣା
@BanitaNaik-u4n
@BanitaNaik-u4n 29 күн бұрын
Hii 2:34
@Dancersaroj7
@Dancersaroj7 29 күн бұрын
@BanitaNaik-u4n kie....bani kahucha?
@sinipriyadarshnimallik5342
@sinipriyadarshnimallik5342 Ай бұрын
😢😢😢😢🙏🙏
@avayjena9238
@avayjena9238 Ай бұрын
୨୦୨୪ ମସିହାରେ ବି ଭୂତ କାହାଣୀ ସୁଣାଉଚ୍ଚ
@Lalitbariha3224
@Lalitbariha3224 Ай бұрын
Bhuta jadi dekhiba aasa aama pakhaku
@UllashswainUllashkumarswain
@UllashswainUllashkumarswain Ай бұрын
Mo bapanku amiti mari fingi thile samudra re police semanku particular dosi manku dharithila witness avabru semanku bell dele. Semane manichhanti aame samudrare fingideithilu. Hell police chargesheet kohalae pc karbar karichhanti. Doctor b pc khaiechi pm report change krichhanti. Aatma lagi sabu kahithila hele police kahuchi court ahaku grahan karibani . Kan karibi aapanmane sahajya sahayoga kale dosimane uchit danda paiebe. Aamaku nyaya milipariba.
@subhrajitsamaljajpur1536
@subhrajitsamaljajpur1536 Ай бұрын
ଆପଣଙ୍କ ବାପା କୋଉଠି ରହୁଥିଲେ କି ଆଉ ତାଙ୍କୁ କିଏ କାହିଁକି ମାରିଲେ 🥲🥲
@UllashswainUllashkumarswain
@UllashswainUllashkumarswain Ай бұрын
@subhrajitsamaljajpur1536 mo bapa gaan re krishi kama karanti ..
@technicalashish2810
@technicalashish2810 Ай бұрын
ତୁରନ୍ତ ନିଳାଚଳ MD ସୁଧୀର ମେହେତା ଙ୍କୁ arrest କରାଯିବା ଉଚିତ୍।
@riteshnayak8824
@riteshnayak8824 Ай бұрын
Ama village re bi amiti atma jahaku lagile bi ta murtyhu gatana kahiba aha satya gatana,ta pua ku bi dekhiba pain dakutiba😢😢
@mithunolywood7650
@mithunolywood7650 Ай бұрын
Police jadi easabu janiba aau helmet kie check kariba
@Baccha-chor29
@Baccha-chor29 Ай бұрын
ଟିକିଏ ତ ଲଜ୍ଜା ମାଡ଼ିବା କଥା 😂
@ChandinidasTina
@ChandinidasTina Ай бұрын
Om santi om
@DhartiDas-h5z
@DhartiDas-h5z Ай бұрын
Family ku naya dia jau aman ku pashi dia jau 😭🙏
@rasmitatete3751
@rasmitatete3751 Ай бұрын
4ଜଣକୁquikly ଫାଶୀ ଦିଅନ୍ତୁ
@KailashNaik-c3z
@KailashNaik-c3z Ай бұрын
ଅନ୍ଧ ବୈଜ୍ଞାନିକ କୁ ଦେଖାଓ ଏଇ videoଟା ଗାଁ ଲୋକେ ତ ଆଗରୁ ଯାଣିଛନ୍ତି ଯେ ଭୂତ ଡାହାଣୀ ଅଛନ୍ତି ହେଲେ ଆଧୁନିକ ଲୋକ ଏହାକୁ ମାନନ୍ତି ନାହିଁ ଆଉ ଅନ୍ଧ ଲୋକ ଏଇଟା ଭଲକି ଦେଖ ଭୁତ ନା ମଣିଷ 😮😢😢ଏଇଟା ଅନ୍ଧ ବିଶ୍ୱାସ ନା ସତ ଇନା ଜାଣିଲତ
@MANOJKUMARPRADHAN-q4u
@MANOJKUMARPRADHAN-q4u Ай бұрын
Right
@jeeusparida9058
@jeeusparida9058 Ай бұрын
Security କଣ ଶୋଇଥିଲା କାମ କରୁଛ ନା ଦରମା ନେଇ ଖାଲି gandimarauchanti
@sumitrabal6642
@sumitrabal6642 Ай бұрын
😢😢😢😢😢😢
@reetap4008
@reetap4008 Ай бұрын
😱 OMG 😳
@BadalNayak-lq6dx
@BadalNayak-lq6dx Ай бұрын
ଭୁତ କହୁଛି ହତ୍ୟା କାହାଣୀ ଇୟେ ମିଛ ଫୁଣି ଭୁତ କହୁଛି
@pradeepkumarsanty6996
@pradeepkumarsanty6996 Ай бұрын
This matter should be referred to Rationalist professor Rath for his opinion, who does not believe in the existence of soul after death
@dasrakeshkumar8304
@dasrakeshkumar8304 Ай бұрын
Need immediately action odish government
@rabindrasingh5856
@rabindrasingh5856 Ай бұрын
ଇଏ ହେଉଛି ଆଛେ ଦିନ
@basantamunda3653
@basantamunda3653 Ай бұрын
Pretma ra phone number kete KALINGA TV paila kemiti ?
@Guddy_Guddly
@Guddy_Guddly Ай бұрын
A voice ta jhia pila ka voice pari laguchi
@KuniBisoee
@KuniBisoee Ай бұрын
Ta au kn lagiba jadi ta atma jhiaa dehare pasichi
@sapankumaracharya7267
@sapankumaracharya7267 Ай бұрын
Media public pressure rahile police investigation kariba na Hele odisha re police slow
@YBS55
@YBS55 Ай бұрын
❤❤yes sometimes it's happened...it's called atma ghosha....we know story BBC NEW REBIRTH and recreation ❤❤
@RajuDas-s9k
@RajuDas-s9k Ай бұрын
🤦🤦😭😭 Jaya jagannath 🙏🙏🪔
@Ajkumar_04f
@Ajkumar_04f Ай бұрын
Phone kala kie
“Don’t stop the chances.”
00:44
ISSEI / いっせい
Рет қаралды 62 МЛН
1% vs 100% #beatbox #tiktok
01:10
BeatboxJCOP
Рет қаралды 67 МЛН
The evil clown plays a prank on the angel
00:39
超人夫妇
Рет қаралды 53 МЛН
Bigger Scam Of Begging | Gang Operating Beggars In Bhubaneswar
3:12
“Don’t stop the chances.”
00:44
ISSEI / いっせい
Рет қаралды 62 МЛН