Food Suppliers Ministers understand their departmental responsibilities.

  Рет қаралды 7,919

Sunstar TV

Sunstar TV

Күн бұрын

ଯୋଗାଣ ମନ୍ତ୍ରୀ ଆଳୁ ରେଟ ର ସମାଧାନ କରି ପାରୁ ନାହାଁନ୍ତି। ଏଣୁ ତେଣୁ ମନ୍ତବ୍ୟ ଦେଇଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବି ଦୁର୍ଗାପୂଜା ବୁଲୁଥିଲେ ଏବେବି ବୁଲୁଛନ୍ତି। ମୋହନ ମାଝୀଙ୍କୁ ନବୀନ ପଟ୍ଟନାୟକ କପି ପେଷ୍ଟ କରିବେ, ସେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ, ଇଏ ମାତ୍ର ୩ ମାସ। ନବୀନ ପଟ୍ଟନାୟକଙ୍କୁ ଜାତିସଂଘ ବି ପ୍ରଶଂସା କରିଛି। ଖାଦ୍ୟ ଯୋଗାଣରେ ବ୍ୟବସ୍ଥା ନ କରି,ବିରୋଧୀ ଦଳ ନେତାଙ୍କ ବିଷୟରେ ନ କୁହନ୍ତୁ।
#sunstartv #foodminister #cmoodisha #manasbastia #popularity #naveenpattnayak #potatocrisis #oppositionofleader #minister #krushnachandrapatra #odishanews #latestnews
★★★
SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
★★★
SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
★★★
“ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
★★★
“ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
★★★
SUBSCRIBE NOW !!!
➠Visit Our Website: sunstartv.com/
➠News in Odia: sunstartv.com/...
➠KZbin: / sunstartvodia
➠Facebook: / sunstartvodia
➠Twitter: / sunstartvodia
➠Instagram: / sunstartvodia
★★★
#Sunstartv

Пікірлер: 56
@Binodkumarpanigrahi2187
@Binodkumarpanigrahi2187 13 сағат бұрын
ଏ ସରକାର ଭାଙ୍ଗିଲେ ଭଲ ହୁଅନ୍ତା, ନବୀନ ପଟ୍ଟନାୟକଙ୍କୁ ଲୋକେ ଝୁରୁଛନ୍ତି ,ବିଜେପି ର ନୀତି ଆଦର୍ଶ ଭଲ ଲାଗୁନି, bjd ଶାସନ୍ ଭଲ ଥିଲା
@ratnakarbehera8045
@ratnakarbehera8045 13 сағат бұрын
ଭାଇ ବଢିଆ କହିଲ....ପାତ୍ର ବାବୁ ଆଗେ ଆଲୁ ପିଆଜ ରେଟ୍ kamantu....ta ପରେ କହିବେ
@sadanandasahoo3707
@sadanandasahoo3707 13 сағат бұрын
କୃଷ୍ଣ ପାତ୍ରଙ୍କ ବକ୍ତବ୍ୟ ଶୁଣିଲେ ଲାଗେ ,ସିଏ ଓ୍ବାର୍ଡମେମ୍ବର ପାଇଁ ଯୋଗ୍ୟ
@Zanil-kr7ll
@Zanil-kr7ll 7 сағат бұрын
🤣🤣🤣 ete bada post
@manishapattanayak2152
@manishapattanayak2152 11 сағат бұрын
ଆମ ମୁଖ୍ୟମନ୍ତ୍ରୀ 🙏🏻 ଆମ ଦେଶ ଆଉ ରାଜ୍ୟର ଗର୍ବ ଆଉ ଗୌରବ 🙏🏻 We❤Our No1 CM Nabin Pattanayak Sir 🙏🏻
@manishapattanayak2152
@manishapattanayak2152 11 сағат бұрын
ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Sir❤🙏🏻 ଜିନ୍ଦାବାଦ🙏🏻 ଆମ ନବୀନ ବାବୁ 🙏🏻 ଆମ ହିରୋ🙏🏻
@trinathsethi5036
@trinathsethi5036 13 сағат бұрын
Good bhai
@rajumandangi183
@rajumandangi183 13 сағат бұрын
Right
@pramodsamal47
@pramodsamal47 12 сағат бұрын
Very good brother. Really you are great. Your logic is justified.
@pradeepjena3595
@pradeepjena3595 13 сағат бұрын
Very True said bro 🙏
@alekhkumarsingh2722
@alekhkumarsingh2722 8 сағат бұрын
ଏ ଜଣେ ପାନ ଦୋକାନୀ ପାନ ଦୋକାନ ରେ ସବୁ ଚର୍ଚ୍ଚା ୱାର୍ଡ ମେମ୍ବର ହେବାକୁ ଏବେଠୁ ପ୍ରଚାର
@BharatiSahoo-lj5fl
@BharatiSahoo-lj5fl 13 сағат бұрын
100℅ right
@DhadubandhuLenka
@DhadubandhuLenka 13 сағат бұрын
ଗୋଜଣା ମନ୍ତ୍ରୀ ଗୋଟିଏ ଭାବ ବିହୁଳ ହଉଛନ୍ତି ଦେଶଶ୍ୟେଧୀନ ହେଲାଠାରୁ କେବେକିଛୀ ହେଉନଥିଲେ ବାଉଳାଚାଉଳା
@JayJagannath0307
@JayJagannath0307 12 сағат бұрын
Right 👍
@suniabehera-nk1sr
@suniabehera-nk1sr 12 сағат бұрын
କୃଷ୍ଣ ପାତ୍ର ଆଳୁ ଵିକୁନ
@bijayparida8085
@bijayparida8085 9 сағат бұрын
ନବୀନ ବାବୁ ଓଡ଼ିଆ ଲୋକଙ୍କ ହୁଦେୟରେ ଅଛନ୍ତି
@BasantaBehera-gl3li
@BasantaBehera-gl3li 13 сағат бұрын
ଭାଇ ସେ ଯୋଗାଣ ମନ୍ତ୍ରୀ ନୁହଁ ସେ ଯୋଗଣୀ ମନ୍ତ୍ରୀ ସେଇଟା ପୁରା ବେଲଜ୍ୟl ଟା
@SurendraMallick-ef8bq
@SurendraMallick-ef8bq 11 сағат бұрын
ଭାଇ,ସେଇଟା, ଯୋଗାଣ ମନ୍ତ୍ରୀ, ହେବାପାଇଁ,,ଯୋଗ, ନୁହେଁ
@sumantasundaray7440
@sumantasundaray7440 11 сағат бұрын
Bhai beautiful
@qxztr
@qxztr 8 сағат бұрын
କୁଷ୍ଟ ପାତ୍ର ମନ୍ତ୍ରୀ ପଦ ପାଇଁଁ ଅଯୋଗ୍ୟ।
@bibhutibhusanmaharana8061
@bibhutibhusanmaharana8061 10 сағат бұрын
Pura thik kahile sir
@narayanpradhan7148
@narayanpradhan7148 10 сағат бұрын
Right kahichanti sir
@kalandisahoo9661
@kalandisahoo9661 8 сағат бұрын
Jay nabeen sir
@manishapattanayak2152
@manishapattanayak2152 11 сағат бұрын
କାହିଁ ରାଣୀ କାହିଁ ଚନ୍ଦ୍ର ଜାଣି😂 କାହିଁ ଆମ ହିରୋ ରାଜା ନବୀନ ବାବୁ 🙏🏻 କାହିଁ ସେ ହାଣ୍ଡିଆ ମୂର୍ଖ ମୋହନ 😂
@Funny_odiahub32
@Funny_odiahub32 8 сағат бұрын
😂😂
@samirparida9685
@samirparida9685 10 сағат бұрын
Thank you Bhai
@NarsinghPujari-b9t
@NarsinghPujari-b9t 12 сағат бұрын
Allu mantri bhal upadhi
@SantoshKanhar-ly8eg
@SantoshKanhar-ly8eg 2 сағат бұрын
Right ❤❤❤
@Sarojmohapatra19
@Sarojmohapatra19 12 сағат бұрын
Right.katha
@kailashchandrabehera8609
@kailashchandrabehera8609 12 сағат бұрын
Food minister gote kukura. Tara kandagyan nahi. Cm nka original ity nahi. Se jaha ghare basiki khauchhanti.
@tarakantaagasti1405
@tarakantaagasti1405 9 сағат бұрын
ନୂଆ ମନ୍ତ୍ରୀ କଥା କହିବାର ଶଇଲି ଜଣା ନାହିଁ ଦୟାକରି ଶିଷ୍ଟାଚାର ଶିଖନ୍ତୁ
@mahendrakumar-hc3zx
@mahendrakumar-hc3zx 11 сағат бұрын
ଟାଉଟର କଥା କହୁଛନ୍ତି
@bhaktimarga853
@bhaktimarga853 12 сағат бұрын
ସେ ଶୁଖିଲା ଲୋକପ୍ରିୟତାରୁ କଣ ମିଳିବ ?
@BasantaBarik-fb1ei
@BasantaBarik-fb1ei 12 сағат бұрын
Bhai kana kahilama
@Pushpanjalipanda-nw3ej
@Pushpanjalipanda-nw3ej 12 сағат бұрын
Am nabini sir nku sahi paruni am cm no 1 bujhilu
@nilamanisethi9211
@nilamanisethi9211 11 сағат бұрын
Krisna patra Jane jogya minister Mane haunahin
@HariharaMohapatra-n8y
@HariharaMohapatra-n8y 12 сағат бұрын
Mr.patra bahut lamba kuhanti aji nuhe dkl re bepar kaladin r abhyash.
@pramodsamal47
@pramodsamal47 12 сағат бұрын
Those who coments against Naveen patnaik are the mads.
@ManojMohanty-e8o
@ManojMohanty-e8o 8 сағат бұрын
Krushna patra murkha ta.
@KamalakantaSahu-q6k
@KamalakantaSahu-q6k 3 сағат бұрын
ଆଳୁ ଆସୁଥିଲା ବାଟ ଭୁଲି କି କଲିକତା ପଳେଇଗଲା
@SunitaRaita-r3z
@SunitaRaita-r3z 11 сағат бұрын
Raiht
@maacharchikadj2019
@maacharchikadj2019 12 сағат бұрын
Kursha patra uda member pai tike
@mitusahoo5641
@mitusahoo5641 7 сағат бұрын
ALU mantry nuy chukaa mantry
@Pushpanjalipanda-nw3ej
@Pushpanjalipanda-nw3ej 12 сағат бұрын
Alura katha bujhi tar Munda kharap hoigalani
@kishorchsahoo3745
@kishorchsahoo3745 12 сағат бұрын
Aalu,kam,hau,ki,naheu, jogan mantri mohaday, gala, bhuli,galani,, packet??????,😂
@Drvictor98
@Drvictor98 12 сағат бұрын
Jete bhokile b pandu asibani 😂😂😂
@NarsinghPujari-b9t
@NarsinghPujari-b9t 12 сағат бұрын
Chaula kebedaba allu mantri
@SashankaBehera-ih9yd
@SashankaBehera-ih9yd 7 сағат бұрын
Nabina luka priayata keiti achhi Balana chura gurdaka lutu Thule seimane kahibe ame 5that bhut teithilu ame r au Bjp darkar
@nilamanisethi9211
@nilamanisethi9211 11 сағат бұрын
Alu patato aji 35rukama nahin tela kama nahin agaku BJP zero
@PratapSwain-wh6ki
@PratapSwain-wh6ki 12 сағат бұрын
A. Gode. Chora. A. Kana. Kahiba
@kishorchandrasahu2497
@kishorchandrasahu2497 9 сағат бұрын
Right
Миллионер | 2 - серия
16:04
Million Show
Рет қаралды 1,2 МЛН
Inside Out 2: ENVY & DISGUST STOLE JOY's DRINKS!!
00:32
AnythingAlexia
Рет қаралды 17 МЛН
Зу-зу Күлпаш 2. Бригадир.
43:03
ASTANATV Movie
Рет қаралды 708 М.
10 ମୁଣ୍ଡ ଯିବ ! | Odisha Reporter
2:40
Odisha Reporter
Рет қаралды 521 М.
Миллионер | 2 - серия
16:04
Million Show
Рет қаралды 1,2 МЛН