Forest Dept raids the house of famous YouTuber for illegally keeping animals in Bhadrak || KTV

  Рет қаралды 319,814

Kalinga TV

Kalinga TV

Күн бұрын

Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
KZbin: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews

Пікірлер: 346
@satyabrataparida1925
@satyabrataparida1925 6 ай бұрын
ସେ ତ ମାଙ୍କଡ଼ ମାନକୁ ଖାଇବାକୁ ଦିଅନ୍ତି ।ବନ ବିଭାଗ ଯିଏ ମାରୁଛନ୍ତି ସେମାନଙ୍କୁ ଧରି ପାରୁନି । ଏହା କିଛି ଲୋକଙ୍କ ଇର୍ଷା ର କାରଣ ।
@AnitabhoiAni
@AnitabhoiAni 6 ай бұрын
❤❤❤❤se ଭଲରେ ରହିଲେ ନା। ଟଙ୍କା ଇନ୍କମ୍ କଲେ ସେଇଥିପାଇଁ ସହିପରିଲେନି ତାଙ୍କୁ।
@dolagobindasahoo9267
@dolagobindasahoo9267 6 ай бұрын
ବନ ବିଭାଗର କର୍ମଚାରୀ ମାନେ କେତେ ସଚ୍ଚୋଟ , ତାହା ସମସ୍ତେ ଜାଣନ୍ତି । ଭଦ୍ର ଦମ୍ପତି ମାଙ୍କଡ ମାନଙ୍କର ବାପ ମାଆ ଥିଲେ,ସେମାନେ ତାଙ୍କୁ ମାରୁନଥିଲେ,ଆଇନର ଦ୍ୱାହି ଦେଇ ସେମାନଙ୍କୁ ଗିରଫ କରିବା ପ୍ରୟାସ,ଅତ୍ୟନ୍ତ ନିନ୍ଦନୀୟ । ସତରେ କଣ ଏ ଜାତିର କଙ୍କଡା ପ୍ରକୃତି । ଯଦି ଜଣେ ଆଗକୁ ବଢ଼ିଗଲା,ତାକୁ କେମିତି ତଳକୁ ଖସେଇ ହବ,ସେଥିପାଇଁ ପ୍ରୟାସ ଚାଲିଛି ।
@mamatapradhanmamata2600
@mamatapradhanmamata2600 6 ай бұрын
Right
@kabibhai
@kabibhai 6 ай бұрын
​@@AnitabhoiAnizlk
@BidwajitMajhi-fd3rx
@BidwajitMajhi-fd3rx 5 ай бұрын
Right
@babunamallick5594
@babunamallick5594 6 ай бұрын
ଯେଉଁମାନେ ହାତୀ ବାଘ ହରିଣ ସମ୍ବର କୁଟୁରା ଶୀକାର କରୁଛନ୍ତି ତାଙ୍କର ବନ ବିଭାଗର କର୍ମଚାରୀ ମାନେ କିଛି ତାଡି ପାରୁନାହାନ୍ତି, ଆଉ ଯେଉଁମାନେ ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଦେଇ ସ୍ନେହ ଶ୍ରଦ୍ଧା ଦେଲେ ତାଙ୍କ ବିରୁଦ୍ଧରେ କେଶ୍ କରି କାଯ୍ୟନୁଷ୍ଠାନ ଗ୍ରହଣ କରୁଛି, ଛି ଛି କି କଥା ଏଗୁଡାକ, ବନ ବିଭାଗ 🤣🤣🤣
@SagunJoharOfficial-zx4dy5sl9c
@SagunJoharOfficial-zx4dy5sl9c 6 ай бұрын
Full Right kotha 👍👍👍
@dipakmohanty603
@dipakmohanty603 6 ай бұрын
ବାଘ ବଂଶ ଓଡିଶାରୁ ନିଶ୍ଚିହ୍ନ ହେବାକୁ ବସିଲାଣି ତାଙ୍କୁ ସୁରକ୍ଷା ଦେଇ ପାରୁନ ଅନ୍ୟ ରାଜ୍ୟରୁ ମାଗିକି ବାଘ ଆଣିଲ ସିଏ ବି ମଲା ଆଉ ଗୋଟାଏ ଫେରିଗଲା ଆଉ ଏଠି କିଏ ଶୁଆ ପୋଷିଲା କିଏ ମାଙ୍କଡକୁ ଖାଇବାକୁ ଦେଲା ତା ଉପରେ ଭାଉ ଦେଖେଇ ଦାଉ ସାଧୁଛ।
@LittleDanceralisha
@LittleDanceralisha 6 ай бұрын
Ekdm write 👍
@jyostnathanapati1826
@jyostnathanapati1826 6 ай бұрын
Very true words
@DeepakIndianprank
@DeepakIndianprank 6 ай бұрын
Right now 🎉
@IshwarchandraPatra-by1jh
@IshwarchandraPatra-by1jh 6 ай бұрын
କୋଉ ଆଇନ ରେ ନନ୍ଦନକାନନ ରେ ବାଘ,ସିଂହ,ଭାଲୁ, ହରିଣ, ହାତୀ, ପକ୍ଷୀ, ସାପ, ବନ୍ଧା ପଡିଛନ୍ତି ???
@sangitamohanty237
@sangitamohanty237 6 ай бұрын
Lokmankar entertainment pai zoo kari pasu hairan karajauchhi jane pasu mankar help karuchhi taku raid karuchhanti
@IshwarchandraPatra-by1jh
@IshwarchandraPatra-by1jh 6 ай бұрын
@@sangitamohanty237 ମୋନାଲିସା ୟୁଟ୍ୟୁବ ରୁ ପଇସା ପାଉଛି ସତ କେତେ ପଇସା ପାଉଥିବେ ସେ କଥା ମୁଁ ଜାଣିନି କିନ୍ତୁ ମୁଁ ଯୋଉଟା ଆଖିରେ ଦେଖୁଛି ସେ କେବେବି ମିଛ ନୁହେଁ ! ଆଜି ଯୋଉ ମାଙ୍କଡ଼ ମାନଙ୍କର ଖାଇବାକୁ ନ ପାଇ ନିଶ୍ୱାସ ପକାଇଥିବେ କାହା ଉପରେ ପଡିବ ? ଫରେଷ୍ଟ ରେଡ କରିଛି ମୋନାଲିସା ଙ୍କ ଘରେ ଏ ସମ୍ବାଦ ଟି ଜାଣି ମନ ବହୁତ ଦୁଃଖ ଆଉ କଷ୍ଟ ଲାଗିଲା ପଶୁ ପ୍ରେମୀ ମଣିଷମାନଙ୍କ ନିଶ୍ୱାସ ବି ସେଇ କୁଚକ୍ରୀ ଉପରେ ପଡିବ ! ଜୟ ବଜରଙ୍ଗୱାଲୀ 🙏
@Funnyshorts5739
@Funnyshorts5739 6 ай бұрын
Thick kahila bhai​@@sangitamohanty237
@prasant6357
@prasant6357 5 ай бұрын
Kete law padhicha tame?
@KMPRODUCTIONKMPRODUCTION
@KMPRODUCTIONKMPRODUCTION 5 ай бұрын
Bando low podhicho sola
@maheshwardas310
@maheshwardas310 6 ай бұрын
ମା ଗିହା ଙ୍କ ଦେହ ସହୁନି କୁମ୍ଭୀର ମନୀଷ ଖାଉଛି କଣ ଛୋଡ଼ୁଛ
@bhismadevbehera8204
@bhismadevbehera8204 6 ай бұрын
Right 👌👍🏾👍🏾
@rakhitapuodiavlogs
@rakhitapuodiavlogs 5 ай бұрын
Right
@sanatpatra8203
@sanatpatra8203 5 ай бұрын
U R 100% R8
@OdiaTech24knowledge
@OdiaTech24knowledge 6 ай бұрын
ଆମ ଗାଁ ରେ ଲୋକ ମାନେ ଗାଈ ରଖି କ୍ଷୀର ଖାଉଛନ୍ତି ଆଉ ଷଣ୍ଢ ଛୁଆ କୁ ବିଲ ରେ ଛାଡି ଦେଉଛନ୍ତି , ଆମର ମୁଗ , ବିର ସବୁ ଖାଇ ଦେଉଛୁନ୍ତି , ଏହା ଉପରେ କିଛି କାଯ୍ୟାନୁଷ୍ଟନ ନୀୟା ଯାଉ
@suravikavita
@suravikavita 5 ай бұрын
ସେଇ ଜୀବଜନ୍ତୁ ମାନେ ବି ତାଙ୍କ ବିନା ମରିଯିବେ ...ତେଣୁ ଜୀବମାନେ ମରିଗଲେ କିଏ ଦୋଷୀ ହେଇ ଜେଲ୍ ଦଣ୍ତ ଭୋଗିବ ଆଗ କୁହନ୍ତୁ ????
@hi-yx8fc
@hi-yx8fc 5 ай бұрын
ମାଙ୍କଡ କେଉ ୱାଇଲ୍ଡ ଲାଇଫ ରେ ଆସୁଛି, ସବୁ ଖାଇ ସତ୍ୟା ନାଶ କରୁଛନ୍ତି ସିଏ ତ ଖାଇ ବାକୁ ଦେଉଥିଲେ,ଲାଳନପାଳନ କରୁଥିଲେ ବିଚାର ଜିଭ ଙ୍କ ର,ତୁମେ ଜେଉ ନନ୍ଦନ କାନନ ରେ ରଖି ଟିକେଟ sale karuchha
@srikantakumarhota6134
@srikantakumarhota6134 6 ай бұрын
ଯେଉଁମାନେ ଗାଈ, ଶୁଆ, ବିଲେଈ, ନେଉଳ, କୁକୁର ପାଳୁଛନ୍ତି, ତାଙ୍କ ଉପରେ କଣ ପଦକ୍ଷେପ ନେଉଛ ବନ ବିଭାଗ ଜଣାଈବେକି।
@jayakrushnarana4501
@jayakrushnarana4501 6 ай бұрын
ସେ କିଛି ଭୁଲ କରି ନାହିଁ।
@bhismadevbehera8204
@bhismadevbehera8204 6 ай бұрын
Right 👍🏾
@madanbag3358
@madanbag3358 6 ай бұрын
ହାତୀ ପୋଷିଥିବା ଲୋକଙ୍କୁ କାହିଁ ଆରେଷ୍ଟ କରୁନ
@suravikavita
@suravikavita 5 ай бұрын
ଦୟାକରି ଏମିତି ଅନ୍ୟାୟ କରନ୍ତୁ ନାହିଁ ବିଚରା କେତେ ଆଦର ଯତ୍ନରେ ରଖିଚନ୍ତି ସେମାନଙ୍କୁ ମାନସିକ ଯନ୍ତ୍ରଣା ଦିଅନ୍ତୁନି 🙏🙏🙏🙏🙏🙏
@SurendranathMishra-k9q
@SurendranathMishra-k9q 6 ай бұрын
ଏ ସବୁ ନାଟକ କିଛି ନେତାମାନଙ୍କର ଏଥିରୁ ସ୍ପଷ୍ଟ ଅନୁମେୟ। ହଁଇହୋ ବନବିଭାଗ ତୁମେ ଆଗରୁ କୁଆଡେ ସୋଇଥିଲ ବନବିଭାଗ ? ସେତ ଆଜିକାଲି ନୂଆ କରୁନାହାନ୍ତି ଇଲେକ୍ସନ ସମୟରେ ତୁମର ନିଦ ଭାଙ୍ଗିଲା ।
@DeepakKumarMallick-n9q
@DeepakKumarMallick-n9q 6 ай бұрын
ଏଠି ଆଇନ ଦେଖେଇବାକୁ ଚାଲିଆସିଛ I କୁକୁଡ଼ା ଛେଳି ମଇଁସି ଏସବୁ ବନ ବିଭାଗକୁ ଦେଖା ଯାଉନି ଆଉ ଯେଉ ପକ୍ଷି ସବୁ ବିକ୍ରି ହେଇଛି ଲୋକମାନେ ପିଞ୍ଜରାରେ ରକ୍ଷି ପାଳୁଛନ୍ତି ସେଗୁଡ଼ାକ କ'ଣ ଏଠି ମନମୁଖି ସାସନ ଚାଲିଛି
@queenofhearts5480
@queenofhearts5480 5 ай бұрын
To zoo walo ka ghr kaise chalega
@queenofhearts5480
@queenofhearts5480 5 ай бұрын
😅😅
@AKASH03-a
@AKASH03-a 6 ай бұрын
ମାଘିଆ ଓଡିଶା ରୁ ସହ ସହ ଗୋରୁ ଚାଲାଣ ହଉଛି ବାହାର ରାଜ୍ୟ କୁ ପୁଣି ପୋଲିସ ର ସୁରକ୍ଷା ରେ ପ୍ରଶାସନ ସେଇଟା ବାଣ୍ଡ କିଛି ଛୋଡ଼ି ପାରୁନି କି ତା ଉପରେ କାର୍ଯ୍ୟାନୁଷ୍ଟାନ ନଉନି କିନ୍ତୁ ଇଏ ମାଙ୍କଡ଼ କୁ ଖାଇବାକୁ ଦେଲେ ବୋଲି ଏତେ ବଡ଼ ଅପରାଧ କରିଦେଲା 😏😡 ମାଘିଆ ଏଥର ସରକାର ପରିବର୍ତ୍ତନ ହବା ଦରକାର ରାଜ୍ୟ ରେ ମନ ମୁଖି ଶାସନ ଚାଲିଛି ଏଥର ଜନତା ହିଁ ତାର ଉଚିତ ଜବାବ ଦେବେ
@damayantidas5308
@damayantidas5308 5 ай бұрын
ଟିକିକଥା କହିଲେ ଏଥିରେ କିଏ ଜଣେ ଚାଲ କରି ଫସେଇ ଛନ୍ତି ସହିପାରିଲେନି ଲୋକ
@ramakantanayak9567
@ramakantanayak9567 6 ай бұрын
ତମେ ମାଜ୍ଞା ସଲେ ବଡ଼ ବଡ଼ ଶିକାରୀ ମାନଙ୍କୁ ଧର ରେ ମଗ୍ୟା ମାନେ ଫରେଷ୍ଟ ବାଲା ତମ ମା ମାଇକିନା କୁ ଗେହିବାକୁକୁ ଯେ
@sanatpatra8203
@sanatpatra8203 5 ай бұрын
10% R8 👍👍👍👍👍👍👍
@Tandikana
@Tandikana 6 ай бұрын
😢 କଣ ଚାଲିଛି ଆମ ଓଡ଼ିଶାରେ ଭଲ କଲେ ଖରାପ
@subhasinirout9542
@subhasinirout9542 6 ай бұрын
ଲୋକ ତାଙ୍କୁ ଇର୍ଷା କରୁଛନ୍ତି ବୋଲି ଆଜି ବନ ବିଭାଗ ଚଢ଼ାଉ କରୁଛି
@bhismadevbehera8204
@bhismadevbehera8204 6 ай бұрын
Right 👍🏾
@priyasethi6350
@priyasethi6350 5 ай бұрын
ତମ ଓଡ଼ିଆ ଙ୍କର ନୀତି ,ଯିଏ ଉପରକୁ ଓଠୀବ ତାକୁ ଟାଣି ତଳକୁ ଖସେଇବ
@cryptodev6311
@cryptodev6311 5 ай бұрын
Pura right...Sethi pai ta odia tale
@niranjanswain412
@niranjanswain412 6 ай бұрын
ଆରେ ମା ଗିହଁହେ ଶଳା ଚୋରଙ୍କୁ dhar💐😊
@damayantidas5308
@damayantidas5308 5 ай бұрын
ସତକଥା କହିଲେ
@ShubhranshuSatapathy
@ShubhranshuSatapathy 5 ай бұрын
ହଇରେ ବନ ବିଭାଗ ଅଧିକାରୀ। ବନ୍ୟଜନ୍ତୁ କାମୁଡି ଦେଇଛନ୍ତି କି। ଦୟା ସ୍ନେହ ମମତା ପଶୁପକ୍ଷୀଙ୍କ ପାଇଁ ଯିଏ କରିଆସୁଛି ତା ବିରୁଦ୍ଧରେ କେସ କରୁଛ। ଓଡ଼ିଶାରେ ଗୋ ହତ୍ୟା ପ୍ରତିଦିନ ବିଜୁଳି ଖୁଣ୍ଟ ରେ ମାଙ୍କଡ ମରୁଛନ୍ତି ସେଇଟା ଦେଖାଯାଉନି। ହାରାମି ଶଳା ଆଇନ୍ ବିଷୟରେ ଆଗ ପଢ଼ିକି ଆସ।
@user-bikram
@user-bikram 6 ай бұрын
ଆକ୍ସନ ସଂପୂର୍ଣ୍ଣ ଭିତି ହିନ
@dasprak1
@dasprak1 6 ай бұрын
କିଛି ଇର୍ଷାଳୁ ଲୋକ ହିଁ ଏ ଯୁଗର ପ୍ରକୃତ ଏବଂ ଅଭଦ୍ର ମାଙ୍କଡ । 'ଭଦ୍ର' ପରିବାରର, ପ୍ରାଣୀଙ୍କ ପ୍ରତି ଥିବା ବାସ୍ତବ ସ୍ନେହ କୁ ବୁଝିବେ କେମିତି?
@hemantsamal4159
@hemantsamal4159 5 ай бұрын
କଣ ଖରାପ କରିଛନ୍ତି ତମେ ଦିନେ ଖାଇବାକୁ ଦେଇଛ
@saratranjanbehera6661
@saratranjanbehera6661 5 ай бұрын
ଧନ୍ୟରେ ଓଡିଶା ସରକାର..... ଯେତେବେଳେ ଏମିତି ନିରୀହ ମାଙ୍କଡ଼ ଗୁଡାକ ରୋଗ ରେ ପଡୁଛନ୍ତି ସେତେବେଳେ କୁଆଡେ ଯାଇଥିଲେ ଓଡିଶା ସରକାର.. ଛି ରେ ସରକାର..
@aadilifestyle7378
@aadilifestyle7378 6 ай бұрын
ଏ ଶଳା ବନ ବିଭାଗ ସବୁ ଛିଣ୍ଡେଇ ପକେଇବେ
@sanjaypanda1225
@sanjaypanda1225 6 ай бұрын
ବିଦେଶ ରୁ ଅଣା ଗଲା ବନ୍ୟ ଜନ୍ତୁ ଘରେ ରଖିଲେ ଚଳିବ। କିନ୍ତୁ କାହିଁକି?
@rajaniranidei6775
@rajaniranidei6775 6 ай бұрын
The video/s of Bhadra Madam are inspirations for the society to serve the innocent hungry creatures living around us - as in Sanskrit we are taught to maintain “ Jibe Daya “. The intention of Mrs Bhadra in all her videos are based on love , affection , and to serve the monkeys in form of food , water and medical assistance. The laws are framed not to be maintained by its meaning , but ought to be maintained in spirit. Let us think once about her mode of attachment and affection towards the creatures which have become lessons for the youngsters towards the creatures before they become extinct .
@sanjayamohanta3416
@sanjayamohanta3416 5 ай бұрын
ସେମାନେତ ରଖିଛନ୍ତି ମାରିନାହାନ୍ତି ନା ଅଭିଯୋଗ କାହିଁକି ହଉଛି ।କିଏ କରୁଛି ।ମାଙ୍କଡ କୁ ରଖିବା କଣ ଅପରାଧ।
@smileplease8477
@smileplease8477 6 ай бұрын
ଶଳା pandian ରାଜ୍ୟ କୁ ଖାଇଗଲାଣି ତା ଉପରେ ଚଢହୁ କରୁନ
@rabinarayanmalla807
@rabinarayanmalla807 6 ай бұрын
Modi jaraja
@niranjannayak5158
@niranjannayak5158 5 ай бұрын
କାହା ଘରେ ସାପ ପଶିଥିବା ବେଳେ ଫୋନ୍ କରାଯାଏ। ସାପ ଧରାଳି ଆସିବେ କିନ୍ତୁ ସେମାନେ କହିବେ ଆମକୁ ଡାକିଲେ ଆମ ଚାର୍ଜ ଦେବାକୁ ପଡ଼ିବ । ଆମେ କଣ ସାପକୁ ଘରକୁ ଡାକୁଥିଲୁ କି ଆପଣ ମାନେ ସେଇ ବିଭାଗରେ ଅଛ ସେଥିପାଇଁ ଆମେ ଡାକିଲୁ । ସେଥିଲାଗି ବହୁତ ଲୋକେ ସାପକୁ ମାରି ଦେଉଛନ୍ତି । ତାଙ୍କୁ ଡାକିଲେ ଟଙ୍କା ଦେବାକୁ ପଡିବ।
@AMAODISHAAMASAHITYA
@AMAODISHAAMASAHITYA 6 ай бұрын
ମାଙ୍କଡ଼ ରଖୁ ନାହାନ୍ତି ତାଙ୍କର ସେବା କରୁଛନ୍ତି
@laxmidharmuduli8424
@laxmidharmuduli8424 5 ай бұрын
କୁକୁଡ଼ା,କୁକୁର ଛେଳି ରଖିବା, କୁକୁଡ଼ା ଛେଳି ମାରି ଖାଇବା ଠିକ୍ ହେଉଛି,ମାଙ୍କଡ ମାନଙ୍କୁ ଖାଇବାକୁ ଦେଲେ ଭୁଲ ହର୍ଲା। ଏ କେଉଁ ନ୍ୟାୟ। ଜୀବେ ଦୟା ଏ ଗୁଡ଼ିକ ଉଠାଇ ଦିଆ
@manoranjan9325
@manoranjan9325 5 ай бұрын
କିଛି ହବନି ଯିଏ ଏମିତି କରିଛି ସେ ନିଶ୍ଚିତ ଦଣ୍ଡ ପାଇବ , ଯେମିତି ଆକବର କୁ ମିଳିଥିଲା,🙏 ଜୟ ଶ୍ରୀ ରାମ 🙏 ଜୟ ହନୁମାନ 🙏
@Ai_cartoons19
@Ai_cartoons19 6 ай бұрын
Monalisha bhadra bahut bhala kaama karuchanti loka sahiparu nahanti
@sunilkumarpatnaik6953
@sunilkumarpatnaik6953 6 ай бұрын
Jou maney Hathi maruchanti, tanka uparey kaan kaan action neu chanti ? Forest Deptt kaan ONLY civilians nka uparey action nebe ? SIKARI nku dhari ...STRONG ACTION NIANTU.
@ashish87k
@ashish87k 6 ай бұрын
ଜଣେ, youtuber ଆହତ, ଅସହାୟ, ନିରୀହ, କହି ନ ପାରୁଥିବା (बे जुबान) ଜନ୍ତୁକୁ ରଖି ପୋଷି ପାରୁଛି, ସେ ମହାନ । ହାତୀ ରଖିଲେ ଅସୁବିଧା ନାହିଁ ମାତ୍ର । ये जानबर आप लोगो को लूटने नही आते, ओ बेजुबान हे , कुछ खाने के लिए आते हे
@niranjannayak5158
@niranjannayak5158 5 ай бұрын
ବନ୍ୟ ଜୀବଜନ୍ତୁ ମାନେ ରାସ୍ତା କଡ଼ରେ ମରଣ ସହିତ ସଂଘର୍ଷ କରୁଥିବେ ସେତେ ବେଳେ ବନ୍ୟ ବିଭାଗକୁ ଫୋନ୍ କଲେ ରିଙ୍ଗ ହେଇ ହେଇ କଟିବ କେହି ଶୁଣିବେ ନାହିଁ। ସେତେବେଳେ ଯଦି ସାଧାରଣ ଲୋକେ ତାକୁ ବଞ୍ଚେଇ ବାକୁ କିଛି କରିବ ତାଙ୍କୁ ଜେଲ୍ ହବ ଇଏ କଉ ନିୟମ
@maheshwardas310
@maheshwardas310 6 ай бұрын
କଣ ସେ ଦୋଷ କଲେ ବାଳ କଥା କହୁଚ୍ଛ
@mamatasahu3392
@mamatasahu3392 6 ай бұрын
God bless monalisa
@DeepakIndianprank
@DeepakIndianprank 6 ай бұрын
ସେ 🐯 tiger ପାଳିଲେ ତମର କଣ ଅସୁବିଧା କିରେ ଚୋରା ସୋଲେ 😢😢😢
@rameshchandrabhoi5385
@rameshchandrabhoi5385 5 ай бұрын
ବନବିଭାଗ ଟିକିଏ ଧ୍ୟାନ ଦେବେକି ନଦୀ କୂଳିଆ ଅଂଚଳରେ ଲୋକମାନେ ବାରମ୍ବାର କୁମ୍ଭୀର ଦ୍ୱାରା ଶିକାର ହେଉଛନ୍ତି ଆଉ ବହୁ ଜୀବନହାନୀ ଘଟୁଛି ଏଥିପାଇଁ କି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ତା'ପରେ ମାଙ୍କଡ ମାନଙ୍କ କଥା ବର୍ତ୍ତମାନ ଜଙ୍ଗଲ ନଷ୍ଟ ହେବାଦ୍ବାରା ଜଙ୍ଗଲରୁ ପାଉଥିବା ସୀମିତ ଖାଦ୍ୟରେ ସେମାନଙ୍କର ପେଟ ପୁରୁନାହିଁ ତେଣୁ ସେମାନେ ଗ୍ରାମାଭିମୁଖି ହେଉଛନ୍ତି ଆଉ ଚାଷ କରାଯାଇଥିବା ଫସଲ ନଷ୍ଟ କରିବା ସହିତ ଲୋକମାନଙ୍କ ପାଖାପାଖି ହେଉଛନ୍ତି ଆଉ ଲୋକମାନଙ୍କ ଠାରୁ ବିଭିନ୍ନ ଦ୍ରବ୍ୟ ଖାଉଛନ୍ତି, ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନୂତନ ଜଙ୍ଗଲ ସୃଷ୍ଟି କରିବା ସହିତ ଜଙ୍ଗଲରେ ଫଳ ଗଛ ଲଗାଗଲେ ଜଙ୍ଗଲ ଯାନ୍ତୁଙ୍କ ସୁରକ୍ଷା ହୋଇପାରନ୍ତା ।
@AnitabhoiAni
@AnitabhoiAni 6 ай бұрын
Jungle re barah mariki bikri kari ଖାଉଛନ୍ତି ତାଙ୍କ ର କିଛି kariparuna ସେ ଟଙ୍କା ଦେଉଚିନା ତାଙ୍କୁ ଶୋପୋର୍ଟ କରୁଚ । ମୋନାଲିସା ଦେଉନି ସେଇଥିପାଇଁ ଆସିଛ।
@somanathmishra4111
@somanathmishra4111 5 ай бұрын
ଏ ମାନଙ୍କ ମୁଁହ ରେ ଲାଜ ନାହିଁ ।ଫରେଷ୍ଟ କୁ ସଫା କରି ସାରିଲେଣି ଏବେ ସାଧାରଣ ଲୋକଙ୍କୁ ସଫା କରିବାକୁ ବ୍ୟସ୍ତ
@thenoobplayer9742
@thenoobplayer9742 6 ай бұрын
Cow cutting toh atakai paruna au asigala bana bivaga mankada bancheiba. Sabu animals ku saman surkhya dio
@mamatamohapatra8559
@mamatamohapatra8559 6 ай бұрын
Right
@smitamohanty5111
@smitamohanty5111 6 ай бұрын
Ama ghare badi re mankada kichhi gachha patra rakhunahanti tame mane bana bibhaga asiki neijao to..
@s.m.centertainment8455
@s.m.centertainment8455 5 ай бұрын
ସେ ତାର ରଖିକି ପାଳୁଛି ଖାଇବାକୁ ଦଉଚି ଏମାନ ଗାଣ୍ଡି ଫାଟୁଛି... ଆଜିର ଦୁନିଆରେ ଖାଇବାକୁ ଦେବେ ନାହିଁ କିନ୍ତୁ ଥାଳ ଭାଙ୍ଗିବା ପାଇଁ ଅଛନ୍ତି
@damusingbhatara3894
@damusingbhatara3894 6 ай бұрын
Magia tomaku police chakiri dela kia....
@amohapatra123
@amohapatra123 6 ай бұрын
Sad
@priyankajena5184
@priyankajena5184 6 ай бұрын
God bless you monalisha didi.❤❤❤❤❤
@gopalbehera3078
@gopalbehera3078 6 ай бұрын
ସେ କିଛି ଖରାପ କାମ କରିନି
@rameshmalikeducationacadem9697
@rameshmalikeducationacadem9697 5 ай бұрын
ଏତେ ବର୍ଷ ଯାଏ କୋଉଠି ଥିଲେ ଏବେ ସେମାନେ ସଫଳତା ପାଇଲା ପରେ ଈର୍ଷା ପରାୟଣତା ହୋଇ ଚ ଡ଼ ଉ କରୁଛନ୍ତି... କିଛି ଲୋକଙ୍କର ହୀନ ମାନସିକତା ପାଇଁ ଏ step ନେଉଛନ୍ତି
@Kichhi-katha-e6o
@Kichhi-katha-e6o 5 ай бұрын
Zoo ରେ ଚଢାଉ କରାନ୍ତୁ ନିରୀହ ଜୀବ ଜନ୍ତୁ ଙ୍କୁ ଉଦ୍ଧାର କର
@justiceforu
@justiceforu 5 ай бұрын
Au kehi minister ki leader ghore raid kebe sunini khali school master, asa didi ,aganwadi didi, principal, labourer, common men, utuber....kamo kichi nahiii bholo hobo dadan khotoooo
@madanbag3358
@madanbag3358 6 ай бұрын
ମାଙ୍କଡ କୁ ଖାଇବାକୁ ଦେଲେ ଅପରାଧ ମାଙ୍କଡ କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଭଲ, ତୁମର ବୂଆ ଗୀହାତା ରେ ମାଗୀହା ପୋଲିସ ମାନେ ବର୍ଗିଆ ହେଇ କରି ମର୍ବ ମାଗିହେ
@saveanimmals
@saveanimmals 6 ай бұрын
they didn’t saw how many animals and people were saved they only saw how much they earned.You cannot post videos in social media but organisations like snake helpline do videography of there rescue and sell them to news portal
@prasantasahoo4833
@prasantasahoo4833 6 ай бұрын
ନବିନ ବିରେଧରେ କିଛି ଆକ୍ଟ ନାହିଁ lବଳ ଶଳେ l
@chiranjibsahoo7783
@chiranjibsahoo7783 5 ай бұрын
March ମାସ ରେ ଏମିତି ହୁଏ
@NSTAR195
@NSTAR195 6 ай бұрын
ମୁଁ ଛେଳି ରଖିଛି ଘରେ କିଛି ଅସୁବିଧା ହବ କି??
@dakshyadharua8148
@dakshyadharua8148 6 ай бұрын
Monalisa ସେବା କରୁଛନ୍ତି ତୁମେ ବନ ବିଭାଗ କେତେ ସେବା କରୁଛ
@manashnayak2114
@manashnayak2114 6 ай бұрын
Khali mankada pain kan se vairal au sabu khetrare bi se ta vairal thile god bless you
@vapianjali8901
@vapianjali8901 6 ай бұрын
God bless you your family 🙏 Didi You are ikon of odisha
@ganeshprasadparidabubu4515
@ganeshprasadparidabubu4515 5 ай бұрын
ମୋ ବାଳ ଆଇନି ସରକାର ର ..
@santoshmaharana493
@santoshmaharana493 6 ай бұрын
କଣ ହେଲା ସେଠୁ ସେମାନେ ଟଙ୍କା ସେବା କରୁଛନ୍ତି
@subasini6908
@subasini6908 6 ай бұрын
ଶୁଆ ପୋଷିଲେ ମଧ୍ୟ ରେଡ କରନ୍ତୁ
@dilliprath5144
@dilliprath5144 5 ай бұрын
She is a very good lady who shows sympathy to monkies. I have seen her helping people during flood. These stupid officers unnecessarily disturbing them. A young monkey whose mother passed away has been looked after. The village people should teach them a good lesson.
@sushantakumarpradhan6758
@sushantakumarpradhan6758 5 ай бұрын
Well done .
@gitanjalibehera7069
@gitanjalibehera7069 6 ай бұрын
Plz tanku blem karantuni🎉🎉🎉siata help karuchanti
@BhajantakumarNayak
@BhajantakumarNayak 5 ай бұрын
Banabibhag pasu pakhi nija dayityare rakhantu
@mausumisahoo289
@mausumisahoo289 5 ай бұрын
ପୋଲି ସିର କାମକଣ ଚଢୋଉ କଲାପରେ କଣ ବାଳ ପାଇଲ ନାହିଁ ନାହିଁ ଘରେ ଖାଲି ଦେହ ବେବସାଇ କରିବେ
@SonalipratyushDanta
@SonalipratyushDanta 5 ай бұрын
Bhala heichi
@prashantpalo5688
@prashantpalo5688 5 ай бұрын
O lord krishna may I have maturity to accept gracefuly what I can't change.
@khusiandqti6775
@khusiandqti6775 6 ай бұрын
Khaasi mansa khaucha seitaa aage karjyanustana kara dum achhi ta kara
@sashikantasahu8409
@sashikantasahu8409 6 ай бұрын
Badhia heichhi.
@shyammohanty4669
@shyammohanty4669 5 ай бұрын
ମଘୀଆ ପ୍ରଶାସନ ଓ କଳିଙ୍ଗ ନିୟୁଜ
@kartiknayak9015
@kartiknayak9015 6 ай бұрын
ମାଙ୍କଡ ରଖି ପଇସା ରୋଜଗାର
@tutulenka6072
@tutulenka6072 5 ай бұрын
Right decision
@RajeshKumar-yo4ld
@RajeshKumar-yo4ld 5 ай бұрын
Bohut bhala heichi..
@Ranjankumar-q2l2j
@Ranjankumar-q2l2j 5 ай бұрын
All zoo should be ban ,rule is for all
@sanjayamohanta3416
@sanjayamohanta3416 5 ай бұрын
ବନ ବିଭାଗ କର୍ମଚାରୀ ମାନଙ୍କର ଆଉ କାମ ନାହିଁ ବୋଧେ ।
@NoDaddyIssues
@NoDaddyIssues 6 ай бұрын
ବନବିଭାଗ କାଠ ତସକ୍ରି, ହାତୀ,ବାଘ ଏସବୁ ଶିକାର ରୋକି ପାରୁନାହାନ୍ତି, ତାଙ୍କ ସହ ହାତ ମିଳେଇ ଲୁଟୁଛନ୍ତି, କିଏ ମାଙ୍କଡ଼ କୁ ଖାଇବାକୁ ଦେଲା କିଏ ଶୁଆଟେ ରଖିଦେଲା ସେଇଆକୁ ନେଇ ବାହାଦୁରି ମାରୁଛନ୍ତି,, ଡକାୟତ ଗୋଷ୍ଟି
@manamohanpati2771
@manamohanpati2771 5 ай бұрын
But ambani can keep all wild animal.
@KishorZx
@KishorZx 6 ай бұрын
ବାଳ ନା ସେତ ଭଲ କାମ କରୁଛନ୍ତି
@hi-yx8fc
@hi-yx8fc 5 ай бұрын
ମାଙ୍କଡ କୁ ଖାଇବା ଦେଲେ jail ye kao niyama
@laxmanmajhi6837
@laxmanmajhi6837 6 ай бұрын
Bazar manonkoreto ate kukuro rokhuchhonti semanonkubi read korajau.bana bibhaga ku lajo lagiba kotha amitika lokonku read koruchhonti😅😅😅
@sambalpurdarshan6304
@sambalpurdarshan6304 5 ай бұрын
Gadi ghuda chalaeba kana kharap
@sabitadas2083
@sabitadas2083 6 ай бұрын
mankad karent khai padithila taku ani ghare seba kari rakhiba papa eia kaliyga naya
@sidhantnayak78777
@sidhantnayak78777 6 ай бұрын
Kukura pai kn aini kn kuha😂
@jayramsanta
@jayramsanta 5 ай бұрын
ଆମ ଘରେ ଛେଳି ମେଣ୍ଡା ଗାଈ କୁକୁର ବିଲେଇ ଅଛି ???
@ArakhitaSamal-t3g
@ArakhitaSamal-t3g 6 ай бұрын
Gud padakhep
@user-rg1sc2mf7d
@user-rg1sc2mf7d 5 ай бұрын
Chhii chhii...... Kie ye satru villain ku ta dhari paruna aauuu laja laguni
@lovefromodisha2582
@lovefromodisha2582 5 ай бұрын
Mo gharaku b gote parrot ape ape udiki asuchi... Khaiba pain.... Kan eta b aparadha..... ETA TAHELE PASU MANANKARA BHUL.... SEMANE KHAIBAPAIN MANISA PAKHAKU ASUCHANTI..... MANKADA MANAKU TAHELE JAIL RE PURAO... JADI AUKAT ACHHI BANA BIBHAGARA
@bhaktaram9490
@bhaktaram9490 5 ай бұрын
Faltu forest department..chhor manku sahaj au animal saver nku punishment..chi chi re forest department thu thu ha chhi...
@justiceforu
@justiceforu 5 ай бұрын
Kamo kichi achi police babu ro na a media bhai rooo
@abhipsha132
@abhipsha132 6 ай бұрын
Ei police mananku tanka ghara samnare security guard karibaku padiba.se ta injured mananka mananku rakhuchanti.khara bele khaiba piiba dianti
@shaitansingh9698
@shaitansingh9698 5 ай бұрын
Odisha govt rojagara dei paruni, jadi kie rojagar ra rasta khojuchi taku v bhangi dauchi 😢😢
@sganeshbehera3886
@sganeshbehera3886 6 ай бұрын
Election nearest heba ru ebe Chanda Collection pein gote nua jugada Sarakari Babu nka
@skb477
@skb477 5 ай бұрын
normal public ku kichi help karunati odisha police
@manojkumartripathy3493
@manojkumartripathy3493 6 ай бұрын
Jangal kati khaeiba,mannkada khaeibe kn balla department...
@PadmalayaPanda-wp5nc
@PadmalayaPanda-wp5nc 5 ай бұрын
Jeuthi mankada bari bagicha nasta Karu chhanti Sethi banabibaga kan karuchi?
@dallydhala4796
@dallydhala4796 6 ай бұрын
ଭଲ ହେଲା ତୁମେ ସବୁ ଦେଖେଇ ହେବାକୁ ଭିଡିଓ ଫୋଟ ଛାଡ଼ିବ କଣ ଏ ସୋସିଆଲ ମିଡିଆ ସବୁ ପାଗଳ
@rajeshrout4283
@rajeshrout4283 6 ай бұрын
Madama bhala kama kale kn bhul
@dallydhala4796
@dallydhala4796 6 ай бұрын
@@rajeshrout4283 ଭଲ କାମ କରନ୍ତୁ କିଏ ମନା କଲା ତା ମାନେ ନୁହେଁ ସବୁ ମିଡିଆ ରେ ଛାଡ଼ି କି ଭଲ କାମ କରୁଛୁ
Minecraft Creeper Family is back! #minecraft #funny #memes
00:26
Новый уровень твоей сосиски
00:33
Кушать Хочу
Рет қаралды 4,3 МЛН
Sundri Chulbuli’s reaction very interesting
4:42
Badri Narayan Bhadra
Рет қаралды 7 МЛН
How A Poor Boy Built Oberoi Hotels
17:18
Shivanshu Agrawal
Рет қаралды 1,8 МЛН