Former BSF Jawan Suffering From Unknown Disease Urges For Help

  Рет қаралды 1,048,909

OTV

OTV

Күн бұрын

Пікірлер: 2 500
@dasVlog9658
@dasVlog9658 3 жыл бұрын
Otv କୁ ଧନ୍ୟବାଦ ଏ news ଆମକୁ ଦେଖେଇ ଛନ୍ତି🙏ମୁଁ ସବୁ ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରୁଛି , ତାଙ୍କୁ ଦୟାକରି କିଛି ସାହାଯ୍ୟ କରନ୍ତୁ🙏😭😭😭😭jai hind 🇮🇳😔
@mainamarndi4033
@mainamarndi4033 3 жыл бұрын
Sir mu apanaka sahita katha habaku chahuchhi plese !
@babupradhan9903
@babupradhan9903 3 жыл бұрын
❤❤❤
@skchandan4484
@skchandan4484 3 жыл бұрын
ସାହାଯ୍ୟ ସହ ଆନ୍ଦୋଳନ ର ସୋର ଉଠା ଯାଉ ଯୟ ଜବାନ
@monalishasamal6946
@monalishasamal6946 3 жыл бұрын
Bhai tara kichi phone pay number Achhi jadi dia
@dasVlog9658
@dasVlog9658 3 жыл бұрын
@@monalishasamal6946 sorry, mo Pakhare kichhi contact nahni,.kebala mu eatiki janichi se paschima Odisha re tanka ghara Balangir,.mu Bhadrak ru kahuchi..mu kichhhi help kariparuni boli mu dukhita
@paramanandasabar8221
@paramanandasabar8221 3 жыл бұрын
ସରକାର ଅଣ ଦେଖା କରୁଛନ୍ତି ଜଣେ ବିର ଯବାନ କୁ ତାଙ୍କୁ ସରକାର ତରଫରୁ ସାହାର୍ଯ୍ଯ ଦରକାର
@sibajinayakvlog1853
@sibajinayakvlog1853 3 жыл бұрын
Hnn broo
@saishreemallick3523
@saishreemallick3523 3 жыл бұрын
ହେ ଭାରତ ମା ତୋ ବୀର ପୁତ୍ରର ଏ ଦୁଃଖକୁ ତୁ ହିଁ ଦୁର କର😢😢😢😢
@Manager480
@Manager480 3 жыл бұрын
Odisha re Bahut gandi mara Mg achanti kechi hebani Bhai
@psbcomedyclips1
@psbcomedyclips1 2 жыл бұрын
@@Manager480 ❤️
@Harekrushna_official
@Harekrushna_official 2 жыл бұрын
ହେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରୁ ମୋର ଏତିକି ପ୍ରାର୍ଥନା ବୀର ଜୱାନ ଙ୍କ ଆଖିରେ ଲୁହ ସୁଖୁ ନାହିଁ ପ୍ଲିଜ୍ ବୀର ଜୱାନଙ୍କୁ ଭଲ କରିଦିଅନ୍ତୁ ହେ ସରକାର
@journeyofhoteliers7091
@journeyofhoteliers7091 2 жыл бұрын
Jaggarnath ta manisha gadha pratima taku kan dakucha uparwala prabhunku daka se tanku nischaya bhala karibe
@lommm5449
@lommm5449 3 жыл бұрын
ଧନ୍ୟବାଦ.ଭାରତ ରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆପଣଙ୍କ ଶାସନ ଭିତରେ ଏମିତି ଘଟଣା ନ ହେବାକଥା ଭାରି ଦୁଃଖ ର ବିଷୟ ଏହି ଯବାନଙ୍କୁ ଏମିତି ସମମାନ ମିଳିବକି
@ajayakumarnayak8249
@ajayakumarnayak8249 3 жыл бұрын
ହେ ଭାରତ ମା ତୋ ବୀର ପୁତ୍ର ଆଜି ଏ ଦୁଃଖ ଯନ୍ତ୍ରଣା ରେ ଛଟପଟ ହଉଛି ତାକୁ ସାହା ହ ମା 🇮🇳🇮🇳🇮🇳🙏🙏
@bipinabihariacharyaacharya1595
@bipinabihariacharyaacharya1595 3 жыл бұрын
Bharat mata ki jay.mode babu daya karantu
@priyabrata2615
@priyabrata2615 3 жыл бұрын
ସେ ବାବୁଙ୍କୁ ଅନୁରୋଧ ସେ ରୁଗଗ୍ରସ୍ତ ଯବାନଙ୍କୁ ଟିକେ ସାହାଯ୍ଯ କରନ୍ତୁ ସେ କିଭଳି ନାୟ ପାଇବେ. ଆଓ ମିଡିଆ କୁ ବହୁତ୍ ବହୁତ୍ ଧନ୍ୟବାଦ ଦେବି କାରଣ ସେ ଅଛନ୍ତି ବୋଲି ବହୁତ୍ ଲୋକ ନାୟ ପାଉଛନ୍ତି.
@skchandan4484
@skchandan4484 3 жыл бұрын
Han sata katha Ehi bhali media nka pai sata baharaku asuchi💓❤🙏🙏🙏🙏💞💕
@lokendranagnag4656
@lokendranagnag4656 3 жыл бұрын
Dhania bad midia bhae atakana karu chhan armi jaban manku mor jaban bhaeku ati jaldi gamment sahajia milu jeki bodar juguchhan jarlagi ame aramse rahu chhu tahake ate dukha pherbi gamment janijini bi ajana ati jaldi mor maati maar jaban puaku sahajia milu🙏🙏🙏🙏🙏
@Omdsmanas
@Omdsmanas 3 жыл бұрын
❤👏❤please help this jaban👏👏👏👏👏🇮🇳😓
@gangamadkami2911
@gangamadkami2911 3 жыл бұрын
6yy6
@rakeshkumarsingh2563
@rakeshkumarsingh2563 2 жыл бұрын
Se ama bharat 🇮🇳 desa pain ladhuthile sarkar tanka care naba katha. Tankara sabu subidha asubidha re sarkaar pura nistara saha tanku sahajoga kariba katha hele a ta kali juga sarkaar aakhiku dusibani. I love ❤you jaban.
@pintudas-yr8te
@pintudas-yr8te 3 жыл бұрын
ବହୁତ୍ ଦୁଃଖ ଲାଗୁଛି ଏ ସବୁ ଦେଖି , ସରକାରଙ୍କୁ ବିନମ୍ର ଅନୁରୋଧ ତୁରନ୍ତ ପୂର୍ଣ୍ଣ ସହଯୋଗ କରିବା ସହିତ ପରିବାର ର ଜଣକୁ ଚାକିରୀ ଦିଅନ୍ତୁ plz 🙏
@manojkumarmohanty1866
@manojkumarmohanty1866 2 жыл бұрын
ବହୁତ ଦୁଃଖ ଲାଗୁଛି ଏ ଭଳି ପରିସ୍ଥିତି ଦେଖି ।ଭଗବାନ ଏଭଳି ଦୁଃଖ ଶତୃକୁ ବି ନଦେଉ ।
@soumyaranjansahu8015
@soumyaranjansahu8015 3 жыл бұрын
I am praying for God to save this indian army🙏🙏
@subratsahusubratkumarsahu5047
@subratsahusubratkumarsahu5047 2 жыл бұрын
I am praying for God to save this Indian army 🙏🙏🙏👍
@explorwithtushar0204
@explorwithtushar0204 3 жыл бұрын
ଆମ ଦେଶର ଚାଷୀ ଆଉ ଯବାନ ମାନଙ୍କ ପାଇଁ ଏତେ ଅନ୍ୟୟ କାହିଁକି ।।।।।। ଆମେ ଉତ୍ତର ଆଶା କରୁ ।।।।।।। ଜୟ ଯବାନ ଜୟ କିଶାନ ଜୟ ହିନ୍ଦ୍
@amargeli5288
@amargeli5288 3 жыл бұрын
ବହୁତ ଦୁଃଖ ଲାଗୁଚି ପ୍ରଥମେ otv କୁ ହୃଦୟରୁ ଧନ୍ୟବାଦ plz ସରକାର ସାହାଯ୍ୟ କରନ୍ତୁ 😔
@sibunnayak1602
@sibunnayak1602 3 жыл бұрын
😭😭😭😭ସରକାର କୁ ମୁ ଅନୁରୋଧ କରୁଛି କିଛି ସହାୟ କରାଜାଉ😓😓😓😢😢😢
@ishwarchandramurmu440
@ishwarchandramurmu440 2 жыл бұрын
ସରକାର ସୋଇଛନ୍ତି
@hiranmayeesamantaray2577
@hiranmayeesamantaray2577 3 жыл бұрын
Bahut bahut dhanyabad otv ku,loka nka drustigochara ku ye bhali jinish anithibaru
@soubhagyaranjanmanthan8886
@soubhagyaranjanmanthan8886 3 жыл бұрын
I pray to God for his speedy recovery 🙏🙏 All rights and facilities as given to a retired Jawan should be provided to him at the earliest
@pruthwirajrana7268
@pruthwirajrana7268 3 жыл бұрын
ସରକାର ନିଦରୁ ଉଠ ଯବାନ କଥା ଟିକେ ଚିନ୍ତା କର ଏହି ଯବାନ ହେଉଛନ୍ତି ଆମ ଓଡିଶାର ଗର୍ବ ଏବଂ ଗୌରବ ଏମିତି ଅବହେଲା କରିବା ସରକାରର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ?
@pravakarchand
@pravakarchand 3 жыл бұрын
କିଏ ସାହାଯ୍ୟ କରୁ କୁ ନ କରୁ ଦୟାକରି ତାଙ୍କ bank account details send କରନ୍ତୁ ମୁଁ ମୋ ସାମର୍ଥ୍ୟ ରେ ଯାହା ବି ହେବ ସେତିକି ସାହାଯ୍ୟ କରିବି 🙏🙏🙏 ଜୟ ଯବାନ ଜୟ କିଶାନ୍। ଦେଶର ସୀମା ରେ ଯବାନ ଏବଂ ଦେଶ ଭିତରେ ଚାଷୀ ମାନଙ୍କ ପାଇଁ ଆମେ ଆଜି ଦୁଇ ଓଳା ଖାଇବାକୁ ପାଉଛେ ଆଉ ଶାନ୍ତି ରେ ରାତିରେ ନିରାପଦ ରେ ସୋଇ ପାରିଛନ୍ତି କେବଳ ଏଇ ଯବାନ ଙ୍କ ପାଇଁ 🙏🙏
@odiapaheli2806
@odiapaheli2806 3 жыл бұрын
👍👍👍
@uknumakantanayak1769
@uknumakantanayak1769 3 жыл бұрын
Jay Hind 🇮🇳🙏🇮🇳
@satyabrataswain9259
@satyabrataswain9259 3 жыл бұрын
U r real hero bro
@rollymurmuofficial272
@rollymurmuofficial272 3 жыл бұрын
Tq for ur help bhai and ur good thinking
@muktikantamahunta4975
@muktikantamahunta4975 2 жыл бұрын
Vi nice
@muodia2002
@muodia2002 3 жыл бұрын
ଆମ ଦେଶର ଚାଷୀ ଆଉ ଜବାନ ମାନେ କାହିଁକି ଏତେ ଅଭହେଳିତ ହେ ସରକାର
@tulsiramsahu6264
@tulsiramsahu6264 3 жыл бұрын
Sarkar ra kaan naina .jay hind
@mksupersix9026
@mksupersix9026 3 жыл бұрын
Modi babu kuade gale
@skchandan4484
@skchandan4484 3 жыл бұрын
ସ୍ବାର୍ଥ ପର ଦେଶ ଇଏ ଏଠି କେବଳ ରାଜନିତୀ ଆଉ Election bele 500 ଟଙ୍କା ଦରକାର୍ 😢😢 ଜୟ ଜବାନ 💕💓❤
@jyotiranjanmohapatra4489
@jyotiranjanmohapatra4489 3 жыл бұрын
ତଥାପି ଆମ ବିଜେଡି ସରକାର ଜିନ୍ଦାବାଦ..........🌹🌹🌹🌹🌹🌹
@jyotiranjanmohapatra4489
@jyotiranjanmohapatra4489 3 жыл бұрын
କାହିଁ ନବୀନ ବାବୁ ନାହାନ୍ତି କି..... ମୋଦି ବାବୁଙ୍କୁ ଖୋଜା ପଡିଲା.....
@narendrakumarjena149
@narendrakumarjena149 3 жыл бұрын
Thank you otv, pls continue this, jeparjyanta tanka milini
@KalkiAvatar-z2e
@KalkiAvatar-z2e Жыл бұрын
ବହୁତ୍ ଖୁସିର୍ କଥା..... .ଚାଲ ସମସ୍ତେ ଦେଶ ପାଇଁ ଜୀବନ୍ ଦେମା.......ଶଳେ ଯୁଗ କଣ ହେଲାଣି.....ଯବାନ୍ ହେବାକୁ ଯାଉଛନ୍ତି......ଆରେ ଶଳେ ନିଜ ଜନ୍ମ କଲା ମାକୁ ସୁରଖ୍ୟା ଦିଅ...
@a-1bhupenofficial734
@a-1bhupenofficial734 3 жыл бұрын
ସରକାର ଙ୍କୁ ଅନୁରୋଧ ଏଇ ଯବାନ ଭାଇ ଙ୍କୁ ଟି କେ ଦୃଷ୍ଟି ଦିଅନ୍ତୁ 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏🙏
@abhinashhembram4250
@abhinashhembram4250 3 жыл бұрын
👍👍👍🙏🙏🙏 bhai aaponoko comment jodi bodhi be otv news wala tahele please help kori diyontu pl otv news
@round_2hell815
@round_2hell815 3 жыл бұрын
Thik kahichha bhai
@lovemallick3047
@lovemallick3047 3 жыл бұрын
ହେ ପ୍ରଭୁ କାଳିଆ ଠାକୁର। 😭। ତୁ ମୋ ଜୀବନ ନେଇଯା ହେଲେ ତାଙ୍କୁ ଭଲ କରିଦିଅ 🥺
@debasishjenajcbopt772
@debasishjenajcbopt772 3 жыл бұрын
He bhagwan mo jibana neiki tumku diantu
@lisanisa905
@lisanisa905 3 жыл бұрын
Apana bahut vala Jagannath apananku valare rakahantu 🙏
@pramodakumarpatra9196
@pramodakumarpatra9196 3 жыл бұрын
🙏🙏🙏
@Sanjaykumar-lj3cd
@Sanjaykumar-lj3cd 3 жыл бұрын
Sarkar kana karu chi
@incredibleindia9205
@incredibleindia9205 2 жыл бұрын
Gote bahapia tu. Ei katha manaru bhab. Comment re kain lekhuchu.
@kunaswain6677
@kunaswain6677 3 жыл бұрын
ଦୁଃଖର ବିଷୟ ଜଣେ ଯବାନ ଏତେବଡ ସମସ୍ୟା ଭୋଗୁଛନ୍ତି, ଅର୍ଥାତ ପ୍ରଶାସନର କୌଣସି ନିଘା ନାହିଁ, ଏଇ ମିଡ଼ିଆ ଭାଇ ମାନଙ୍କ ସହଯୋଗରେ ଜଣେ ଯବାନ ଏବଂ ତାଙ୍କ ପରିବାରର ଆର୍ଥିକ ସହାୟତା ଯୋଗାଇଦେବାକୁ ସହାୟକ ହେଉ,ଜୟ ଯବାନ।
@trilochankhuntia7120
@trilochankhuntia7120 3 жыл бұрын
Great Brave soilder There is no word to Salute him😭😭😭😭😭Even in Parasalis He tries to move His Hand to indicate Salute to our country India
@parakshitkisan9785
@parakshitkisan9785 2 жыл бұрын
Amit houa tahala kahi BSF or armi ra kahijuga dabanshi 🇮🇳🇮🇳🇮🇳👮
@indramanigarnayak2942
@indramanigarnayak2942 2 жыл бұрын
SIR apko bahut bahut dhanya bad..
@subhamsinghnavodayan4790
@subhamsinghnavodayan4790 3 жыл бұрын
A soldier never loose anything easily.. that's why he is fighting alone to his obstacles..but for whom he was fighting, bleeding and sweating she is non other than Bharat Mata 🇮🇳 plz have a look on all such casualties..a soldier bhai can only understand the pain of other soldier bhai🙏🙏🇮🇳
@villageallin1tv
@villageallin1tv 3 жыл бұрын
ସରକାର ଏହି ଯବାନ କୁ ସାହାଯ୍ୟ କରିବା ଦରକାର
@santosh34556
@santosh34556 2 жыл бұрын
Odisha na central
@krushnarout2658
@krushnarout2658 2 жыл бұрын
SOLDIER IS NOT FOR STATE OR COUNTRY BUT FOR NATION.
@bishnu.9prasaddashedby12mk6
@bishnu.9prasaddashedby12mk6 2 жыл бұрын
@@santosh34556l p
@ranjan33647
@ranjan33647 2 жыл бұрын
Right
@PSS-su1jw
@PSS-su1jw 3 жыл бұрын
ହେ ଭଗବାନ୍ ଯବାନଙ୍କୁ ଜଲଦୀ ଭଲ କରିଦିଅ 🙏🙏🙏
@anusayasagar88
@anusayasagar88 3 жыл бұрын
Thanks otv🙏🙏to inform it
@saharukhhaiburu98
@saharukhhaiburu98 3 жыл бұрын
Thanks a lot of OTv I proud to your serve..... Jawan ku help korajahu .. Jai hind..
@agreeculturelifestyle7298
@agreeculturelifestyle7298 3 жыл бұрын
ମୋ ସରକାର କୁ ଅନୁରୋଧ ଦୟାକରି ଇ ଯବାନ ର ସାହାଯ୍ୟ କରାଯାଉ 🙏
@sabitasinku9548
@sabitasinku9548 3 жыл бұрын
Politician nka ghara dekha au tanka ghara dekha😭😭😭😭jay jawan 👍👍👍👍I love Indian Army ❤️❤️❤️❤️❤️kichii help kara sakar
@odiashortstories3102
@odiashortstories3102 3 жыл бұрын
I salute sir 🙋‍♀️🙋‍♀️
@amartechzandgaming
@amartechzandgaming 3 жыл бұрын
I too
@k.saiamritpuspa3341
@k.saiamritpuspa3341 3 жыл бұрын
@@amartechzandgaming swwwwss
@purnamajhi3358
@purnamajhi3358 3 жыл бұрын
Jai jaban Jai kisan
@ଠଡିଶାଟିଭି
@ଠଡିଶାଟିଭି 2 жыл бұрын
Kuade gale modi
@bbsrtokabiswajit
@bbsrtokabiswajit 2 жыл бұрын
I salute sir jai hind
@manojbagh6279
@manojbagh6279 2 жыл бұрын
ହେ ଭାରତବାସୀ ଯବାନଙ୍କୁ ପ୍ରଥମେ ଟିକେ ସାହାଯ୍ୟ କରନ୍ତୁ ଆମର ଜିବନ ଯବାନ୍
@sampadsahu1574
@sampadsahu1574 3 жыл бұрын
Thankyou O TV channels
@EastCoastRailways
@EastCoastRailways 3 жыл бұрын
This the truth , this what a soldier get after years of service why govt isn't helping . Literally shameful
@ajitkumarpalai6881
@ajitkumarpalai6881 3 жыл бұрын
ଅଭଦ୍ର ସରକାରକୁ ଏ ଦୁଃଖ କଣ ଦେଖାଯାଉ ନାହିଁ । ସାହାଯ୍ୟ କର a ଦୁଃଖୀ ଲୋକଙ୍କୁ ଦୟା କର ।
@susantarana587
@susantarana587 3 жыл бұрын
Right bhai
@satyajitswain6021
@satyajitswain6021 3 жыл бұрын
Tu ta ete vadra nije jaiki sahajya karunu khali cmnt kariba pain asuchha tu kn manisa nuje kete janamunsahajya karichhu loka nku
@binodsangita15
@binodsangita15 3 жыл бұрын
Right bhai sarkar ethi chora
@Dineshpatra53
@Dineshpatra53 3 жыл бұрын
Right bhai
@bikram264
@bikram264 3 жыл бұрын
@@satyajitswain6021 Bhai kain Ete Tekucha Taku Sarkar ta Nija kartyab kariba Uchhit ........
@2two-sidegamers142
@2two-sidegamers142 3 жыл бұрын
ସରକାର ଙ୍କୁ ମୋର ଏତିକି ଅନୁରୋଧ ଦୟାକରି ସାର୍ ଙ୍କୁ ସାହାଯ୍ୟ କରନ୍ତୁ ଦେଶ ର ଯବାନ ମାନଙ୍କ ପାଇଁ ଏତେ ଅଭହେଳା କାହିକି
@babulalray3518
@babulalray3518 3 жыл бұрын
Thanks otv emiti news dekhei thibaru Au prasasan pakhare bhi Ae topic ku display kara
@kamalameher7128
@kamalameher7128 2 жыл бұрын
ସରକାର ହିଁ ଯବାନ ଙ୍କୁ ସବୁ ପ୍ରକାରର ସହଯୋଗ କରିବେ । ଜୟ ଯବାନ ଜୟ କିଶନ । ଜୟ ହିନ୍ଦ୍ ।
@sticktoit1039
@sticktoit1039 3 жыл бұрын
IPL ରେ କୋଟି କୋଟି income ହେଉଛି.. ତାଙ୍କ ପାଇଁ ପୋଲିସ Force ମୁତୟନ ହେଉଛି | ହେଲେ ଦେଶ ର ଯବାନ ଏବେ ଅବହେଳିତ | କି ଦେଶ ଇଏ |ସବୁ Franchise cricket ku କୋଟି କୋଟି ଦେଉଛି |ହେଲେ ଦେଶ ର ବୀର ଯବାନ ପାଇଁ କେହି ନାହିଁ |❤😭😭😭😭😭😭😭😭😭
@ManojKumar-dj7ub
@ManojKumar-dj7ub 3 жыл бұрын
Sabu magia sarakara Khali Kia Kouthi Bada Bada kokaku diajau6i
@nakgamming5801
@nakgamming5801 3 жыл бұрын
Khauti sarkar
@madhusmitarout8097
@madhusmitarout8097 3 жыл бұрын
Right
@madhusmitarout8097
@madhusmitarout8097 3 жыл бұрын
Jie ama country au start pai km kruchhanti jaban Mane tanka byabasta kariba darkar
@sagarempire9174
@sagarempire9174 3 жыл бұрын
Mo b ....ipl
@cartoonodisha2556
@cartoonodisha2556 3 жыл бұрын
Salute sir dil se salute sir satre dekhile kanda laguchi jawan hei bi ebe tanku kehe pacharunahanti
@manojact3726
@manojact3726 3 жыл бұрын
ଆଖିରୁ ଲୁହ ଅଟକି ପାରିଲିନି 😥😫😭😭 ସରକାର୍ ତୁମେ ଯଦି ମଣିଷ ହେଇଥିବ ନା ତାହା ହେଲେ ଚୁପ୍ ରୁହନି😭😭
@susantajena359
@susantajena359 2 жыл бұрын
ଓଟିଭି ମୋର ଧନ୍ୟବାଦ୍
@ranjitsamal9526
@ranjitsamal9526 3 жыл бұрын
Thanks otv 👍
@odiaculturenews6463
@odiaculturenews6463 3 жыл бұрын
ସରକାର ଙ୍କ ଆଖିକୁ ଏ ସବୁ ଦେଖାଯିବନି ଯୋଉ ମାନଙ୍କ ପାଇଁ ସରକାର ବଞ୍ଚି ଥାନ୍ତି ସେମାନଙ୍କୁ ଭୁଲି ଯାଇଛନ୍ତି
@susmita12.
@susmita12. 3 жыл бұрын
କଣ କମେଣ୍ଟ ଦେବୀ ଜାଣି ପାରୁନି ମୁଁ ପୁରା ବିମୁଗ୍ଧ 😔😔
@yourmasti
@yourmasti 3 жыл бұрын
Vdo ku ଦେଖିଲେ ତ କାନ୍ଦ ଲାଗୁଚି cmt କଣ ଦବା 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
@yourcreaterrm
@yourcreaterrm 3 жыл бұрын
😭😭😭😭
@avinashseth2750
@avinashseth2750 3 жыл бұрын
Mu bhi kichi kahiparu nahi...
@baputheloverboy5024
@baputheloverboy5024 3 жыл бұрын
Kn pain dia heini
@suvendudas9983
@suvendudas9983 3 жыл бұрын
Sata re Moro luha asigala😭😭😭😭
@amit12276
@amit12276 3 жыл бұрын
Salute to the jawans🇮🇳
@pheonix504
@pheonix504 3 жыл бұрын
No need of only social media patriotism,help the needy people around u. Thank u OTV. Send his voice upto high command Jay Hind
@satyabansahu927
@satyabansahu927 3 жыл бұрын
Really it is very bad news 😓😓😓. I felt his affection towards motherland . I salute him and request to government thet please help him . JAY HIND 🇮🇳🇮🇳🇮🇳🇮🇳
@rakeshpodiami7209
@rakeshpodiami7209 3 жыл бұрын
Wow otv emiti news chaduchi we proud of otv Odisha 👍
@skchandan4484
@skchandan4484 3 жыл бұрын
ସ୍ବାର୍ଥ ପର ଦେଶ ଇଏ ଏଠି କେବଳ ରାଜନିତୀ ଆଉ Election bele 500 ଟଙ୍କା ଦରକାର୍ 😢😢 ଜୟ ଜବାନ 💕💓❤
@skchandan4484
@skchandan4484 3 жыл бұрын
ଭାଗ୍ୟ ମୋର ଭଲ ମୋର ଶାରୀରିକ ଗଠନ ଟିକେ ଭଲ ନାହି ନ ହେଲେ ଏ ସ୍ବାର୍ଥ ପର ଦେଶ ପାଇଁ ଜୀବନ ଦେବାକୁ ପଡିଥାନ୍ତା Till I respect My Nation Jay Hind 🙏❤💓
@priyanshurath7313
@priyanshurath7313 3 жыл бұрын
OMG..... Heart touching ..... Jie dina thila desara surakha karuthila tara asubidha time re govt kn soichi....
@mr.rasiklalmohanta581
@mr.rasiklalmohanta581 2 жыл бұрын
Plz ଭଗବାନ ଏ ଭାଇ କୁ ସହାୟତା କରନ୍ତୁ 🙏🙏
@jaydevadha7816
@jaydevadha7816 2 жыл бұрын
Thanks for Otv for important news
@rickydalai5985
@rickydalai5985 3 жыл бұрын
😭😭😭😭😭😭love you sir❤...I really crying for your situation...bhart mata ki jay... government plz help him...ooo god plz help them...god bless you sir
@purnanandadas4468
@purnanandadas4468 3 жыл бұрын
Heartly salute to veer jawan, govt should look after the matter seriously. Jai hind ki sena.
@hdvlogs9390
@hdvlogs9390 3 жыл бұрын
I love you Sir.. 💚💚💚 You are a great soldier of Indian. You are real Bahubali of India. Please Hai Jagannath Swami Cure his decease. Hai Maa Samalei Maa Please protect his life from decease. 🙏🙏💚🙏🙏
@sumantasahoo494
@sumantasahoo494 2 жыл бұрын
ଭଗବାନ କୁ ଏତିକି ପ୍ରାର୍ଥନା କରୁଛି, ଏ ଯବାନର ସ୍ୱାସ୍ଥ୍ୟ ଭଲ ହେଇଯାଉ ଆଉ ତାଙ୍କୁ ସରକାର ତରଫରୁ କିଛି ସାହାଯ୍ୟ ମିଳୁ 🙏🙏🙏
@dineshjena6029
@dineshjena6029 3 жыл бұрын
Thanks otv sir
@nilamadhabaacharya579
@nilamadhabaacharya579 3 жыл бұрын
ଭଗବାନ କରନ୍ତୁ ତାଙ୍କର ସବୁ ଆଶା ପୂରଣ ହେଉ🙏
@nilamadhabaacharya579
@nilamadhabaacharya579 3 жыл бұрын
🙏ସରକାର ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ😥
@ShankarSahu-dx8eh
@ShankarSahu-dx8eh 3 жыл бұрын
ଆମର ଅନୁରୋଧ ଓଡ଼ିଶା ସରକାର ଏ ବୀର ଜବାନ କୁ ନ୍ୟାୟ ଦରକାର ମିଡ଼ିଆ ସାର୍ କୁ ଧନ୍ୟବାଦ
@Ajitsahoo645
@Ajitsahoo645 2 жыл бұрын
ହେଁ ଜଗନ୍ନାଥ ତୁମେ ମୋ ଜୀବନ ନେଇ ଯା ହେଲେ ତାଙ୍କୁ ଭଲ କରିଦିଅ ଜବାନ ମାନେ ଅଛନ୍ତି ବୋଲି ଆମେ ଭଲ ରେ ଅଛୁ 😭
@kunabhuekunabhue3344
@kunabhuekunabhue3344 2 жыл бұрын
thanks otv worker
@trilochannayak4328
@trilochannayak4328 3 жыл бұрын
Jay jawan Jay kisan I salute sir
@lipi...9256
@lipi...9256 3 жыл бұрын
ସରକାର ଙ୍କୁ ଏତିକି ଅନୁରୋଧ ତାଙ୍କୁ ଭଲ କରିଦିଆଯାଉ ।। plzzz plzzz ତାଙ୍କ ପାଇଁ ଆମେ ସୁରକ୍ଷିତ ଥିଲେ ହେଲେ ଆଜି ସେ ଅସୁରକ୍ଷିତ ତାଙ୍କୁ ଭଲ କରିଦିଆଯାଉ plz।।। ଆଖିରେ ଲୁହ ଆସିଯାଉଛି ଦେଖିଲେ ।।ପ୍ରଭୁ ତାଙ୍କୁ ଭଲ କରିଦିଅ ।।।😫😫😫😫😫😫😫
@kalandidas125
@kalandidas125 3 жыл бұрын
ତମେ ସିନା ଦୁଃଖ ଶୁଣି କାନ୍ଦୁଛ. ହେଲେ ଏ ନିର୍ଦୟ ସରକାର ର ନିଦ ଭାଙ୍ଗୁନି.
@tillynazreen1366
@tillynazreen1366 3 жыл бұрын
Thanks to Otv I salute your work,shame on Odisha govt,Heart touching video l salute you sir 🙏😭
@motimalasabar7868
@motimalasabar7868 2 жыл бұрын
ହଁ ସରକାର ଏହି ଯବାନ ଙ୍କୁ ସହାୟକ ହୁଅନ୍ତୁ
@lilenbiswal9707
@lilenbiswal9707 3 жыл бұрын
Thanks OTV
@adarshajeevan1315
@adarshajeevan1315 3 жыл бұрын
ମା' ଭାରତୀ ତୁମ ଗେହ୍ଲା ଦୁଲାରା ର ଦାୟିତ୍ଵ ତୁମକୁ ଲାଗିଲା ମା🙏
@premachand8191
@premachand8191 3 жыл бұрын
The man with a real spirit.salute you sir
@sudhansushekharsamantasing8778
@sudhansushekharsamantasing8778 3 жыл бұрын
ହେ ସରକାର୍ ଜବାବ୍ ଦିଅ ଚାଷୀ ଓ ଯବାନ କିପରି ଅଛନ୍ତି l
@surajbagh2206
@surajbagh2206 2 жыл бұрын
Thanks midiya sir
@satrughanabariha7806
@satrughanabariha7806 Жыл бұрын
I pray Lord Jagannath with my heart to cure retired BSF soldier.Government should provide all necessary help to him immediately.
@govinda2775
@govinda2775 3 жыл бұрын
ଯିଏ 60 ଲକ୍ଷ୍ୟ 80 ଲକ୍ଷ୍ୟ ପାଉଛି ତାଙ୍କୁ 5 ଲକ୍ଷ୍ୟ କମେଇ ଏହି ମାନଙ୍କୁ ଦେଲେ କଣ ହେବ ଏମିତି ଛାଡ଼ିବା ସବୁଠୁ ଦୁଃଖ ର ବିଷୟ
@sachinbahalia
@sachinbahalia 3 жыл бұрын
I can't control my tear salute sir god bless you recovery quick 😣😣😣😣
@rameshmahakur7968
@rameshmahakur7968 3 жыл бұрын
ଏକ ଦୁଃଖର ବିଷୟ ଏପରି ଅବହେଳିତ ଏକ ବୀର ଯବାନ ର ଦୁଃଖର କାହାଣୀ କୋଉଠି ତ୍ରୁଟି ରହିଛି ତାହା ତୁରନ୍ତ ଓଡ଼ିଆ ସରକାର ଆଉ ଭାରତ ସରକାର ଏ ବୀର ଯବାନ ର ଅସୁବିଧା ସମୟରେ ତାଙ୍କର ଜଉ ହକ ଅଛି ତାହା ତୁରନ୍ତ ପ୍ରଦାନ କରିବାକୁ ଅନୁରୋଧ କରୁଛି
@dharamveerrout5404
@dharamveerrout5404 2 жыл бұрын
Sat Sat Naman mahan Deshpremi ko
@tugringsabar800
@tugringsabar800 3 жыл бұрын
Otv ku bahut dhanyabad,dayakari tanku sarkari sahajya miliba parjanta tanka news high light karantu,uparista karma charinku bheti tankar mota moto janantu plz,jai hind.
@rajendrarajendra5442
@rajendrarajendra5442 3 жыл бұрын
ଆମେ ଜେତେ କହିଲେ ସବୁ କିଛି କମ୍ ହେବ। ସରକାରୀ ସାହାଯ୍ୟ ଅନିଵାଯ୍ୟ। କେହି ସାହାଯ୍ୟ କରେଇ ଦେଲେ ଭଲ ହେବ।
@TSCreationsatnamibabu
@TSCreationsatnamibabu 3 жыл бұрын
😭😭😭 jay Jawan Jai Kisan, Hey prabhu ! kahin ate kasta dauchha, Maa samalei pakhe mor guhari aaye ki Aamar Jawan jaldi bhal hei jaun 🙏🙏🙏🙏🙏 Jai maa Samalei🙏🙏🙏
@laxmidharbehera8025
@laxmidharbehera8025 3 жыл бұрын
❤️ଆଜିକା ଯୁଗରେ ସରକାର ଚାଷି ଓ ଜବାନ ଙ୍କୁ ନିଜର ପାଦ ଧୂଳି ବୋଲି ଭାବୁଛି ସେଭାବିବା କଥା ଯବାନ ନଥିଲେ କୋଉ ସରକାର ରହିବ ନିଜ ଘରେ ସୋଇବା ପାଇଁ Army,Bsf and Crpf Jawan ଦରକାର 🔥
@subasishmohapatra8656
@subasishmohapatra8656 3 жыл бұрын
Great 👍🇮🇳Indian🇮🇳 🙏🙏🙏Jay hind Jay jagannath 🙏🙏🙏🙏🥰🥰🥰🥰
@shyamasisa3177
@shyamasisa3177 2 жыл бұрын
God bless to this Army and Thanks to repoter 💕💕💕❤🇳🇪
@MOTIVATIONALCOUNSELLING
@MOTIVATIONALCOUNSELLING 3 жыл бұрын
I request to government please do something for this shouldier. We are proud to be an Indian. If government will help this gentleman other shoulders may keep trust on government. I salute OTV👏👏👏👏👏🌻🌻🌻🌻🌻🌻🥀🥀
@sudhanshudash6100
@sudhanshudash6100 3 жыл бұрын
Really I proud of you sir ❤️
@damodarpadhy6805
@damodarpadhy6805 3 жыл бұрын
🙏🙏🙏 May God recover his health and bless him
@Techshotsv
@Techshotsv 2 жыл бұрын
OTV କୁ ଧନ୍ୟବାଦ ହେ ପ୍ରଭୁ ତାଙ୍କୁ ଭଲ କରିଦିଅନ୍ତୁ ଦୟାକରି ସରକାର ଏମିତି ସୈନିକମାନଙ୍କ ପ୍ରତି ଟିକେ ଧ୍ୟାନ ଦିଆନ୍ତୁ
@allroundereducation9692
@allroundereducation9692 3 жыл бұрын
Govt. Support him...i wish speed recovery of disease .God bless him.
@JJComunicationJJ90
@JJComunicationJJ90 3 жыл бұрын
I am salute mare jawan bhai😓😓😓
@prashntakumardas3178
@prashntakumardas3178 3 жыл бұрын
Great work Highly Appreciated this work.. Otv news...keep it up.. 🎊🎊🎊🎊🎊🎉🎉🎉🎉
@sushantakumura6111
@sushantakumura6111 3 жыл бұрын
ଦୟାକରି ସରକାର କୁଂ ମୋର ଅନୁରୋଧ ତାଙ୍କ ପରିବାର କୁ କିଛି ସହଯୋଗ ଦିଆଯାଉ 🙏🙏🙏 ।
@Shiva5786
@Shiva5786 2 жыл бұрын
Salute u OTV
@debanandanegi4307
@debanandanegi4307 3 жыл бұрын
Odisha No-01 reporter no doubt.
@gayatrijena370
@gayatrijena370 3 жыл бұрын
Au kou youth jawan hebaku chesta b karibeni jadi emiti ashaya abastha re yanku chhadi dia jiba . Pls government help him 🙏
@srikanta671
@srikanta671 3 жыл бұрын
Jay jawan god bless you sir🙏🙏
@kruttibasmuduli7832
@kruttibasmuduli7832 3 жыл бұрын
Jay jawan🇮🇳🇮🇳🇮🇳 Jay kishan, god bless you Jay hind
@sumitrakhanda3773
@sumitrakhanda3773 3 жыл бұрын
Sarkar Ra kn aha dautya nuha.plese help govt.
@prasantray5483
@prasantray5483 3 жыл бұрын
Govt must help this soldier.I urge upon govt to help this gentleman.
@prasantray5483
@prasantray5483 3 жыл бұрын
The lady must be given a job.
@chinmayakumarrout3603
@chinmayakumarrout3603 2 жыл бұрын
Prabhu hagganath nku mora prathana se jawan nku bhala karidiantuu .. 🙏🏼😭😭
@lalimahabhoi7915
@lalimahabhoi7915 3 жыл бұрын
Thanku OTV👍
А я думаю что за звук такой знакомый? 😂😂😂
00:15
Денис Кукояка
Рет қаралды 1,5 МЛН
Viral Chhangani Kachori का नया Competitor? | Chhangani Club Kachori Kolkata
4:54
Petuk Tv हिन्दी
Рет қаралды 1,2 МЛН
Odisha: A Youth From Jeypore Made A War Helmate For Jawans
4:20
Kanak News
Рет қаралды 299 М.