Former driver of Ollywood actor Siddhant Mohapatra seeks financial assistance for livelihood

  Рет қаралды 565,311

OTV

OTV

6 ай бұрын

#ସିଦ୍ଧାନ୍ତଙ୍କ_ଫ୍ୟାମିଲି_ଡ୍ରାଇଭର୍_ଦେବରାଜଙ୍କ_ଗୁହାରି..
ଯେତେବେଳେ ସୁପରଷ୍ଟାର୍ ସିଦ୍ଧାନ୍ତ ମହାପାତ୍ରଙ୍କ ଫ୍ୟାମିଲି ଡ୍ରାଇଭର୍ ଥିଲେ.. ସବୁକିଛି ଠିକଠାକ୍ ଥିଲା.. ଦରମା ଗଣ୍ଡାକ ସମୟରେ ମିଳିଯାଉଥିଲା..ଆଉ ପରିବାର ମୁହଁରେ ହସଫୁଟୁଥିଲା.. କୁନି ଝିଅ ସ୍କୁଲ ଯାଉଥିଲା, କୁନି ପୁଅ କୋଳରେ ଖେଳୁଥିଲା.. ହେଲେ ଆଜି ଖାଲି ଦୁଃଖ ଯନ୍ତ୍ରଣା ଆଉ ଅସହାୟତା..କାହିଁକି ଏମିତି ହେଲା ! ବିଧାତା କାହିଁକି ଏତେ ନିଷ୍ଠୁର ହେଲେ.. ତା’ର ଉତ୍ତର କାହା ପାଖରେ ବି ନାହିଁ..
#Nabarangpur #SpecialStory #HelpForDevraj #SiddhantaMahapatra #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 454
@harishnayak8993
@harishnayak8993 6 ай бұрын
ସିଦ୍ଧାନ୍ତ ସାର୍ ବହୁତ୍ ଭଲ ମଣିଷ ଭାଇ ସେ ନିଶ୍ଚୟ ତୁମକୁ ସାହାର୍ଯ୍ୟ କରିବେ,ଭଗବାନ ଙ୍କ ଉପରେ ଭରସା ରଖନ୍ତୁ ସେ ନିଶ୍ଚୟ ତୁମକୁ ଭଲ କରିଦେବେ,ଯାହାର କେହି ନାହାଁନ୍ତି ତାର ଭଗବାନ ହିଁ ସାହା ଜୟ ଜଗନ୍ନାଥ
@manguswain2170
@manguswain2170 3 ай бұрын
Sidhant sala chitiphant chor
@jaga325
@jaga325 6 ай бұрын
I hope siddhant sir will definitely help them ❤🙏
@BhishmarathiSamantaray
@BhishmarathiSamantaray 6 ай бұрын
ସିଦ୍ଧାନ୍ତ ମହାପାତ୍ର ଜଣେ ଭଲ କଳାକାର ସହିତ ଜଣେ ଭଲ ମଣିଷ ମଧ୍ୟ। ସେ ତୁମକୁ ନିଶ୍ଚୟ ସାହାଯ୍ୟ କରିବେ। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ...
@Rakeshbhai.07887
@Rakeshbhai.07887 6 ай бұрын
ସିଦ୍ଧାନ୍ତ ଭାଇ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଏଇ ଭାଇ ଜଣଙ୍କୁ ସାହାଯ୍ୟ କର ପ୍ରଭୁ ଜଗନ୍ନାଥଙ୍କୁ ମୁଁ ପ୍ରାଥନା କରୁଚି ଏଇ ଭାଇ କୁ ଭଲ କରିଦିଅ 🙏🙏🙏🙏
@Learn2unlearn
@Learn2unlearn 6 ай бұрын
ହେ ମଣିମା କେବଳ ଆପଣକଂ କରୁଣା ହିଁ ଭରଷା। ଦୟାକର ପ୍ରଭୁ।
@user-ql3ip7he1v
@user-ql3ip7he1v 6 ай бұрын
ଭାଇ ଆପଣମାନେ କିଛିମାତ୍ରାରେ ସାହାଯ୍ୟ କରନ୍ତୁ।ଓଡ଼ିଶାରେ ସବୁ ଭାଇମାନେ ଏକ ଟଙ୍କା ମାତ୍ର ଦେଲେ ଭାଇର ଅପରେସନ ହେବ
@gopalmuduli8756
@gopalmuduli8756 6 ай бұрын
କେବଳ ସିଦ୍ଧାର୍ଥ ସାର୍ help କଲେ ହେବନାହିଁ। ଆମେ ସବୁ ଓଡ଼ିଶା ବାସି ବି କିଛି କିଛି ଆର୍ଥିକ ସହାୟତା କଲେ ଭାଇ ଙ୍କ କିଛିଟା help ହେଇ ପାରିବ। Please କିଛି ସାହାଯ୍ୟ କରନ୍ତୁ ।🙏🙏🙏
@ShadrakSabar-bc8ly
@ShadrakSabar-bc8ly 6 ай бұрын
ସିଦ୍ଧାନ୍ତ sir is good man ନିଚୟ ସେ ପରିବାର କୁ ହେଲ୍ଫ karibe
@SubhashreeRudra154
@SubhashreeRudra154 6 ай бұрын
ସିଦ୍ଧାନ୍ତ ଭାଇ ଭଉତ ଭଲ ଲୋକ ଜଣେ ❤️କିନ୍ତୁ ଭାଇ ତୁମେ ସିଦ୍ଧାନ୍ତ ଭାଇ ଙ୍କୁ ଟିକେ ଜଣେଇବାର ଥିଲା 👍👍👍👍ସିଦ୍ଧାନ୍ତ ଭାଇ ତୁମ କୁ ନିଚୟ ସାହାଯ୍ୟ କରିବେ 🙏🙏ଭଉଣୀ ଜଣଙ୍କ ଭଉତ ଭଲ 👍
@SabitaRani-ef7ow
@SabitaRani-ef7ow 6 ай бұрын
ସିଦ୍ଧାନ୍ତ ଭାଇ ନିହାତି ହେଲ୍ପ କରିବେ
@anilkumarmaharana8110
@anilkumarmaharana8110 6 ай бұрын
ଖାଲି ସିଦ୍ଧାନ୍ତ ସାର୍ କାହିଁକି।।ଆମେ ସମସ୍ତେ ସାହାଯ୍ୟ ପାଇଁ ଆଗକୁ ଆସିବା ଦରକାର। ଖାଲି କମେଣ୍ଟ ରେ ଲେଖିଲେ ହେବନି ଭାଇ।।। ଜୟ ଜଗନ୍ନାଥ
@sanjaylovesmita3609
@sanjaylovesmita3609 6 ай бұрын
Right
@karnarana4016
@karnarana4016 6 ай бұрын
Hn bgai
@karnarana4016
@karnarana4016 6 ай бұрын
Hn bhai
@prasantashaoo3475
@prasantashaoo3475 6 ай бұрын
Right
@jitendraparida4580
@jitendraparida4580 6 ай бұрын
Right 👍
@nagumandal8122
@nagumandal8122 6 ай бұрын
Siddhant sir sure help Karibe ❤❤
@santoshjena2537
@santoshjena2537 6 ай бұрын
🙏😭ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁ ମେ ପ୍ରଭୁ ଏମିତି କାହିଁକି ନିରୀହ ପିଲା କୁ କଷ୍ଟ ଦେଇଛନ୍ତି ପ୍ରଭୁ 😭🙏
@rasanandasethy
@rasanandasethy 6 ай бұрын
ଭାଇ ତମ ଡାଇଭର ଅସୁବିଧାରେ ଅଛି ଦେଖ ଟିକିଏ ଜୟ ଜଗନ୍ନାଥ
@Sudhir_Vlog
@Sudhir_Vlog 6 ай бұрын
Sidhanta sir nihati help karibe...
@user-TRADE-WITH-ADK
@user-TRADE-WITH-ADK 6 ай бұрын
Bala ta kariba😂😂
@user-of8kn8hi3j
@user-of8kn8hi3j 6 ай бұрын
Tu jai karide tike​@@user-TRADE-WITH-ADK
@user-gm4pz1dy7g
@user-gm4pz1dy7g 6 ай бұрын
Rani panda help karib
@Sudhir_Vlog
@Sudhir_Vlog 6 ай бұрын
@@user-gm4pz1dy7g ଠିକ କହିଲ ଭାଇ ରାନୀ ଦିଦି ହିଁ help କରିବେ
@subratkumarbehera9461
@subratkumarbehera9461 6 ай бұрын
​@@user-TRADE-WITH-ADKଶଳା mg tu kichhi janinu
@Dibya14395
@Dibya14395 6 ай бұрын
Sidhant sir nka saha Anya odisha basi b jadi Rs.50 ki Ra. 100 ta lekhaye b dianti bahut upakar heba tanka🙏
@myjourney8090
@myjourney8090 6 ай бұрын
Big hope at Sidhant sir, please help him🙏🙏🙏❤❤❤
@prakashghosh3376
@prakashghosh3376 6 ай бұрын
🙏🙏🙏ଜୟ ଜଗନ୍ନାଥ ଭାଇ ଆପଣ ଭଲ ହେଇ ଯିବେ ଈଶ୍ୱର ଅଛନ୍ତି ⭕❗⭕
@SonaliSahoo-xh4je
@SonaliSahoo-xh4je 6 ай бұрын
I hope sindhant sir help him karibe surely ❤🙏
@BibhutiOfficial786
@BibhutiOfficial786 6 ай бұрын
Otv news channel କୁ ବହୁତ ଧନ୍ୟବାଦ🙏
@Santosh.731
@Santosh.731 6 ай бұрын
OTV କୁ ଧନ୍ୟବାଦ
@nilakanthadash6633
@nilakanthadash6633 5 ай бұрын
NICE TO SEE THAT OTV IS DOING GREAT JOB..THANK YOU OTV FOR PUBLISHING SUCH TYPE OF NEWS..FOR THIS TYPE OF NEWS HATS UP TO OTV AND THE MEMBERS OF OTV FAMILY..❤❤❤❤🙏🙏🙏🙏
@mrutyunjayasahoo1179
@mrutyunjayasahoo1179 6 ай бұрын
ଭାଇ ସେ ଗରିବ ଲୋକଙ୍କ ପାଇଁ ଆମେ କିଛି ଗୋଟେ ବାଟ ନିଶ୍ଚିନ୍ତ କରାନ୍ତୁ ଭାଇ🙏🙏🙏🙏
@santoshel34...41
@santoshel34...41 6 ай бұрын
Plz sidhant sir help karntu ae family ku 🙏
@stvodia073
@stvodia073 6 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜଗନ୍ନାଥ ତୁମର କୃପା କରିବେ
@aloksmarttips299
@aloksmarttips299 6 ай бұрын
ହେ ଭଗବାନ ତାଙ୍କୁ ଭଲ କରିଦିଅନ୍ତୁ🙏
@user-si7vt9jq7f
@user-si7vt9jq7f 6 ай бұрын
ଦୁଃଖୀକୁ ଖାଲି ଦୁଃଖ ଦୋଉଛ ହେ ପ୍ରଭୁ ରଖ୍ୟକର
@Gyanabhr
@Gyanabhr 6 ай бұрын
I seek to people of odisha donate money to him for their cure, may jagannath watch over him🙏😔
@sonaliaabha-jo5ol
@sonaliaabha-jo5ol 6 ай бұрын
Jay Jagannath❤❤ Haii Bada thakura jadi tame Satore acho A bhai nku Khub jaldi Sustha kari dio 😢😢 Au tanka parivar ra Samastaku khusire re bhalare rakha
@subashjenavlogs8688
@subashjenavlogs8688 6 ай бұрын
Pls ମୁନା ଭାଇ... ସାହାଯ୍ୟ କରନ୍ତୁ ଏହି ଭାଇ ଙ୍କୁ.
@sankarsanbarik2767
@sankarsanbarik2767 3 ай бұрын
ତମେ ବି କର
@jayantid7855
@jayantid7855 6 ай бұрын
ମୋର ସମ୍ପୂର୍ଣ୍ଣ ବିଶ୍ଵାସ ରହିଛି ସିଦ୍ଧାନ୍ତ ସାର୍ ଙ୍କ ଉପରେ ତା ପରେ ବି ଅନୁରୋଧ କରୁଛି ସାର୍ ଆପଣ ନିଶ୍ଚିତ କିଛି ସାହାଯ୍ୟ କରନ୍ତୁ 🙏🙏🙏🙏
@antuasamal7446
@antuasamal7446 6 ай бұрын
ଜୟ ଜଗନ୍ନାଥ ଏକି ଲିଳା ହେ ମହାବାହୁ ଏ ଭାଇ ର ଦେହ ଭଲ କରିଦିଅ
@HappyBamboo-xl1be
@HappyBamboo-xl1be 6 ай бұрын
Sidhant Mohapatra sir Jane bhala loka Se nishaya help karibe
@mrsilu7253
@mrsilu7253 6 ай бұрын
ସିଦ୍ଧାନ୍ତ sir nischay help କରିବେ
@harprasadsenapati3945
@harprasadsenapati3945 6 ай бұрын
Sidhanta sir apana bhala loka tanku tike sahajya karantu.
@pradeepkumarprusty6001
@pradeepkumarprusty6001 6 ай бұрын
Maa🙏😭sabu thhik karidebe 🌺🙏
@chinmayeepradhan6901
@chinmayeepradhan6901 6 ай бұрын
Jay Jagannath prabhu se bhai ku Saha hua
@liptanbariki7107
@liptanbariki7107 6 ай бұрын
Jay jagannath🙏🙏🙏❤❤❤
@rajkumaar1997
@rajkumaar1997 6 ай бұрын
ରାନୀ ପଣ୍ଡା ଦିଦି ଆସ ଆଉ ସାହାଯ୍ୟ କର🙏🙏🙏
@gandharbsahoo791
@gandharbsahoo791 6 ай бұрын
Driver maha Sangha help kichi karantu jay jagannath
@himan7996
@himan7996 6 ай бұрын
JAY JAGANNATH ❤❤❤ PLEASE HELP SIDHARTHA MOHAPATRA ❤❤❤
@sabyasachiswain-ep7cn
@sabyasachiswain-ep7cn 6 ай бұрын
Sidhant sir good human being
@BrajabandhuBarik-et9jk
@BrajabandhuBarik-et9jk 6 ай бұрын
ଜୟ ଜଗନ୍ନାଥ 🙏,, ଭାଇ ଆମେ ତ କହିଲେ କିଛି ହବନି,, ସାମାନ୍ୟ ମଣିଷ ଆମେ,, ଭଗବାନ ଙ୍କ ଉପରେ ଭରସା ରଖନ୍ତୁ,, ସବୁଠିକ ହେଇଯିବ,, ବାକିରହିଲା ସିଦ୍ଧାନ୍ତ ଭାଇ (ମୁନା )ଙ୍କ କଥା,, ସାହାଯ୍ୟ କରିବା ତାଙ୍କ ଉପରେ ନିର୍ଭର କରେ,,ପରଦା ଉପରେ ହଉ କି ପରଦା ବାହାରେ ସେ ବହୁତ ଭଲ ମଣିଷ,, ଏତିକି ଆମେ ଜାଣିଛୁ,, ଦେଖାଯାଉ.. ସମୟ କୁ ଅପେକ୍ଷା.. ସବୁ ଠିକ ହେଇଯିବ,, God bless you,, ଜୟ ଜଗନ୍ନାଥ 🙏
@sankarsanbarik2767
@sankarsanbarik2767 3 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏 ଦୟାକରି ସମସ୍ତ ଓଡ଼ିଶାବାସୀ ସାହାଯ୍ୟ କରନ୍ତୁ 🙏🙏🙏
@RRODIABHAKTI
@RRODIABHAKTI 6 ай бұрын
ପ୍ରଭୁ ଜଗନ୍ନାଥ ଙ୍କୁ ମୋର ଏତିକି ପ୍ରାର୍ଥନା ପ୍ରଭୁ ଭଲ କରିଦିଅ
@Susree5656
@Susree5656 6 ай бұрын
ଜୟ ମା ତାରିଣୀ ଲୋ ମା ସେ ଭାଇଙ୍କୁ ଭଲ କରିଦିଅ ଭାଇ 😢
@Pappun143
@Pappun143 6 ай бұрын
Jai jagannath good blessed deho vl heijau
@ajayasahu4728
@ajayasahu4728 6 ай бұрын
Jay Jagannath Jay Shree ram Jay Bajrangbali God bless u sindhant sir great superstars se surely help karibe
@dronabarik4600
@dronabarik4600 6 ай бұрын
Mohaptra sir please help korontu Sidhart mohapatra
@subashnaik6058
@subashnaik6058 6 ай бұрын
Please Sir, help to this person 🙏🙏🙏
@laxmidharbarik5867
@laxmidharbarik5867 6 ай бұрын
ସିଦ୍ଧାନ୍ତ sir ସାହାଯ୍ୟ କରିବେ ସେ ବହୁତ ଭଲ ଲୋକ
@bvavgjavvacgshacanb-626-haj
@bvavgjavvacgshacanb-626-haj 6 ай бұрын
bala naa berhampur loka nku pachare kede magia se gote dina bi parliament re present nathaye se
@SSin1234
@SSin1234 6 ай бұрын
Tnku sir
@basantsahubasantkumarsahu480
@basantsahubasantkumarsahu480 6 ай бұрын
ହେ ଭଗବାନ ଏତେ ନିଷ୍ଠୁର କଣ ପାଇଁ ତମେ 🙏
@ganeswar5187
@ganeswar5187 6 ай бұрын
ସିଦ୍ଧାନ୍ତ sir ସାହାଯ୍ୟ ଦେବେ କି ନାହିଁ ସେ ଅଲଗା କଥା ଯଦି ସମସ୍ତେ ଜଣେ ଜଣେ ସେ ଭାଇଙ୍କୁ କିଛି କିଛି ଛୋଟ ବଡ଼ ସାହାଯ୍ୟ କରନ୍ତେ ଆହୁରି ଭଲ ହୁଅନ୍ତା 🙏🙏🙏🙏 ବ୍ୟାଙ୍କ account କିମ୍ବା phon pe ଦିଅନ୍ତୁ please
@dineshbarik9
@dineshbarik9 6 ай бұрын
Siddhant sir sure help Karibe🙏🙏🙏
@KuniParibar
@KuniParibar 6 ай бұрын
Sidhanta sir bahut bhala se nihati tumo dukha suniki nihati bhabare sahajiya karibe sir nka upare bharasha rakha auu bhagwan nk upare b rakha sabu thik heijiba 🙏jai jagannath 🙏
@user-nu2ks1tv5d
@user-nu2ks1tv5d 6 ай бұрын
Sidhanta sir sure help Karibe
@VeetiNaveenBabu1989
@VeetiNaveenBabu1989 5 ай бұрын
🙏God bless you. Sindhant sir help you by God grace.🙏
@simple_boy_papun143
@simple_boy_papun143 6 ай бұрын
Jay Jagannath ⭕‼️⭕ prabhu se bhainku jaldi bhala karidiantu 🙏
@abhayakumardash8565
@abhayakumardash8565 6 ай бұрын
ଜୟ ଜଗନ୍ନାଥ ଭରଷା ହୁଅନ୍ତୁ ପ୍ରଣାମ
@user-dj1lo4fp1g
@user-dj1lo4fp1g 6 ай бұрын
ସିଦ୍ଧାନ୍ତ ସାର୍ ସାହାଯ୍ୟ କରନ୍ତୁ ଜୟ ଜଗନ୍ନାଥ
@bulupanda9539
@bulupanda9539 6 ай бұрын
ସିଦ୍ଧାନ୍ତ ଭାଈ ବହୁତ ଭଲ ସାହାଯ୍ୟ କରିବେ।
@prasantapanda1557
@prasantapanda1557 6 ай бұрын
Jay jagannatha
@kcindiannayak
@kcindiannayak 6 ай бұрын
Jay jagannath🙏🙏 bhala karidia
@user-eq9yr9jp4n
@user-eq9yr9jp4n 6 ай бұрын
Sidhant sir jani na thibe. Pl media bhai mane tanku janantu se nichinta help karibe 🙏🙏joy jagannath
@limarajaentertainment1522
@limarajaentertainment1522 6 ай бұрын
ରାଣୀ ପଣ୍ଡା ନିଶ୍ଚିନ୍ତ ସାହାଯ୍ୟ କରିବେ
@sadhanugursandi8798
@sadhanugursandi8798 6 ай бұрын
ଜୟ ଜଗନ୍ନାଥ ଏ ରୋଗୀକୁ ନିହାତି ସାହାଯ୍ୟ ମିଳୁ ...
@vijaysahoo3346
@vijaysahoo3346 6 ай бұрын
Jagannath tuma ku saha huantu Jai jagannath 🙏🙏🙏🙏🙏
@asutoshjena2528
@asutoshjena2528 6 ай бұрын
Sidhanta sir Great person
@ranjansahu861
@ranjansahu861 6 ай бұрын
Thanks 👍👍👍 OTV
@ajittandi473
@ajittandi473 6 ай бұрын
Sai Bless you 🙏
@rajeshmallick7570
@rajeshmallick7570 6 ай бұрын
Jay jaganatha
@ommsainayak7919
@ommsainayak7919 6 ай бұрын
Jay jagannath
@amarendradash533
@amarendradash533 6 ай бұрын
Rani panda jadi sunibe sure help karibe Jay jagannath
@fakirmohansahoo2079
@fakirmohansahoo2079 6 ай бұрын
ବହୁତ ଦୁଃଖ ଦାୟକ, ଜୟ ଜଗନ୍ନାଥ 🙏🙏🙏🥲🥲🥲
@santoshel34...41
@santoshel34...41 6 ай бұрын
He prabhu rokhya karantu Ae family ki 🙏❤️😭
@chaitanyachaitanya8103
@chaitanyachaitanya8103 6 ай бұрын
ଜୟ ଜଗନ୍ନାଥ ପ୍ରଭୁ ତୁମେ ସାହାହୁଅ ହରେ କୃଷ୍ଣ ପ୍ରଭୁ
@user-vh5pq9wn6x
@user-vh5pq9wn6x 6 ай бұрын
Prabhu jagannath achhanti sabu thik karibe please sidhu bhai help you🙏🙏🙏
@baijayantipingua9830
@baijayantipingua9830 6 ай бұрын
Siddhhanta sir nihati sahajya karibe 🙏🙏
@chintamanidas6194
@chintamanidas6194 6 ай бұрын
God bless you
@Rodking05dilu
@Rodking05dilu 6 ай бұрын
Jay Jagannath ⭕❗⭕ ODISHA DRAIVURE MAHASHANGHA KU SAHAJIYA MAGE MO TAME PARA AMA DRAIVURE JAY JAGANNATH ⭕❗⭕ ODISHA DRAIVURE MAHASHANGHA AK TA JINDABAD
@BinodmantriMantri
@BinodmantriMantri 6 ай бұрын
ରାଣୀ ଦିଦି କୁହ ତମକୁ ସାଜୀୟ କରିବେ
@arabindaprusti4841
@arabindaprusti4841 6 ай бұрын
Sidhant Sir will help you.Jay Jagannath
@satyanarayanabehera8572
@satyanarayanabehera8572 6 ай бұрын
Har Har Mahadev🙏 Jay Shree Ram🙏
@rajanbarik7866
@rajanbarik7866 6 ай бұрын
God bless you Bhai
@kanchannayak8349
@kanchannayak8349 6 ай бұрын
Sidhant sir apanka driver,sarkar se am odissa ra help karantu 🙏
@jogendrasahujogendrasahu9971
@jogendrasahujogendrasahu9971 6 ай бұрын
Jay jagannath god bless you 🙏 bhai
@babitadalai8691
@babitadalai8691 6 ай бұрын
Vai. Jagannatha. Apananku. Vala. Karidiantu. Amme. Aoananka. Pain. Prathana. Karibu
@bapibarik236
@bapibarik236 6 ай бұрын
ଜଗନ୍ନାଥ ସହାୟକ ହେବେ 🙏🙏🙏
@user-pn4rw2th8t
@user-pn4rw2th8t 6 ай бұрын
Jay jagannath 🙏🌺🙏🌺🙏🌺🙏🌺🙏🌺🙏🌺🙏🌺🙏🌺
@manojkumarselma1254
@manojkumarselma1254 6 ай бұрын
Bhagaban tumanku jagannath saha hebe bhai om nama sibaya
@user-gv8ep2pd5w
@user-gv8ep2pd5w 6 ай бұрын
Definitely sidhant sir help them and also Odisha govt.
@jayjagannath1257
@jayjagannath1257 6 ай бұрын
ଜୟ ଜଗନ୍ନାଥ 🙏🙏🙏
@shibaprasadkandi6292
@shibaprasadkandi6292 6 ай бұрын
Je Jagannath tume bharasa 🙏🙏🌺🙏🌸🌸🙏🌸🙏🙏🙏🙏🙏🙏
@rishymaharana1878
@rishymaharana1878 6 ай бұрын
Siddhant Bhai please tanku help karantu
@labhamofficial4985
@labhamofficial4985 6 ай бұрын
GOD BLESS YOU ❤
@bhabanishankarpati466
@bhabanishankarpati466 6 ай бұрын
So sad News.. Siddhanta sir should help him at that time
@sritampatra4153
@sritampatra4153 6 ай бұрын
Siddhant sir plz help him
@RASHMITANAIK-zz3cr
@RASHMITANAIK-zz3cr 6 ай бұрын
Thanks 👍👍 to otv News
@user-qu3kh3hf9z
@user-qu3kh3hf9z 6 ай бұрын
God bless you bhai Bhagavan thik karege apko
@santoshibehera6380
@santoshibehera6380 6 ай бұрын
God bless you Jay jagannath 🙏❤️🙏
UNO!
00:18
БРУНО
Рет қаралды 4,5 МЛН
OMG what happened??😳 filaretiki family✨ #social
01:00
Filaretiki
Рет қаралды 11 МЛН
Can This Bubble Save My Life? 😱
00:55
Topper Guild
Рет қаралды 49 МЛН
Interview with dr V P Gangadharan in Nerechowe | Manorama News
25:31
Manorama News
Рет қаралды 451 М.
Jwain amar NRI Mr gulua new comedy// Mr gulua viral video
18:31
Mr. GULUA Comedy
Рет қаралды 2,8 МЛН
UNO!
00:18
БРУНО
Рет қаралды 4,5 МЛН