ଗାୟକ କାହାକୁ କହିଲେ ମୋ ବାଳ ତୁ (ବାଳର ଅର୍ଥ କଣ) | Gayak Nrusingh Charan Hota | Ladhei Pala |Sanskar Odia

  Рет қаралды 662,352

Sanskar Odia Tv

Sanskar Odia Tv

Күн бұрын

👉ଗାୟକ କାହାକୁ କହିଲେ ମୋ ବାଳ ତୁ (ବାଳର ଅର୍ଥ କଣ)
👉Ladhei Pala Bala Arha Kana ?
Gayak Nrusingh Charan Hota & Team
Ladhei Pala
Sanskar Odia
**********************************************************************
★ Camera Man : Akshaya Behera
★ Editor : Binaya
★ Design By : Ajaya
★ Upload & Published By : Sanjaya
★ Post Production : Studio Sai Creatives
★ Produced By : SANSKAR ODIA
**********************************************************************
Following .....
👉 Subscribe : http // www.youtube.com / sanskar odisha
👉 odia pala : http // www. facebook.com / sanskar Odia
👉 Copyrights reserved with SANSKAR ODIA
**************************************************************************
ସଂସ୍କାର ଓଡିଆ youtube channel ର ଏହି ପାଲା ସବୁ ଯଦି ଆପଣ ମାନଙ୍କୁ ଭଲ ଲାଗୁଥାଏ ତେବେ ଆମ Channel କୁ Like କରନ୍ତୁ ଏବଂ Share କରନ୍ତୁ I ଆମ ସହ ଯୋଡ଼ିହେଇ ରହିବା ପାଇଁ ଏବଂ ସବୁବେଳେ କିଛନା କିଛି ନୂଆ ପାଲା ଏବଂ ଭିର୍ଣ୍ଣ ଭିର୍ଣ୍ଣ ପାଲା ଗୀତ କଣ୍ଟେଣ୍ଟ ର notification ପାଇବା ପାଇଁ ସଂସ୍କାର ଓଡ଼ିଆ କୁ ନିଶ୍ଚୟ Subscribe କରନ୍ତୁ I ହଁ bell button କୁ press କରିବାକୁ ଭୁଲିବେନି I
Thanks.........
**********************************************************************
#PalaBalaKana
#NrusinghCharanHotaLadheiPala
#GayakNrusinghCharanHotaPala
#LadheiPala #SanskarOdia

Пікірлер: 246
@Ushasagar12
@Ushasagar12 4 ай бұрын
ଜ୍ଞାନ ଅଛି ହେଲେ ଅଭଦ୍ର ଏବଂ ମଦୁଆ। ମୋ ମତରେ ସବୁଠାରୁ ଭଲ, ଗାୟକ ପୀୟୂଷ ବିଶ୍ଵନାଥ ସ୍ୱାଇଁ
@pravatkiranmahapatra8691
@pravatkiranmahapatra8691 4 ай бұрын
ମୋ ମତ ରେ ବି ବିଶ୍ବନାଥ ସ୍ବାଇଁ
@MDMD-te9dx
@MDMD-te9dx 4 ай бұрын
Pravat sahoo best.Hele se ebe nahanti
@santoshpatra3263
@santoshpatra3263 4 ай бұрын
1 no. Gayaka
@ManoranjanNayak-wm1cw
@ManoranjanNayak-wm1cw 4 ай бұрын
Hota bhala gayaka bhAuni but odisha re bada gayak lokanatha kara
@Ushasagar12
@Ushasagar12 4 ай бұрын
@@ManoranjanNayak-wm1cw Han thik kahichanti apana, but bhadra, namra o gyani and bhala bujheparithiba and samaj ku bhala sikhya deuthiba gayak nka bhitare gayak piyus Biswanath Swain sabuthu best. Apana agree huantu ki nahin but aeita 100%true.
@PrashantaPanda-d1n
@PrashantaPanda-d1n 3 күн бұрын
ATI Sundar 🎉🎉🎉
@binodchandratripathy760
@binodchandratripathy760 Ай бұрын
ଉତ୍ତମ ଗାୟକ ହୋତା ମହାଶୟ
@PrakashTarai-q9u
@PrakashTarai-q9u 3 ай бұрын
ହୋତା Sir No - 1 🙏🙏🙏
@monaranjanmohapatra3849
@monaranjanmohapatra3849 4 ай бұрын
ଗାୟକ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମଦୁଆ ଏବଂ ମିଛୁଆ ଏ ହୋତା
@sambitbehera1437
@sambitbehera1437 4 ай бұрын
ତମେ ଭଲ ତ ହୋ ସତୁଆ ମଣିଷ 😂😂😂ସଳା
@subratkishorejena5420
@subratkishorejena5420 3 ай бұрын
ତୁ ତ ବଡ଼ ସତୁଆ ଲୋକ ଟା 🤣🤣🤣
@AnnapurnaNeetu
@AnnapurnaNeetu 4 ай бұрын
ହଁ,, ଅନେକ କବି ଲେଖିଛନ୍ତି ବାଳ, କିନ୍ତୁ ଏ ଗାୟକ ଜଣଙ୍କ, ସଭାରେ ଯେପରି କହୁଛନ୍ତି, ସେ ଯୁବ ସମ୍ରାଟ ନୁହ ବାଳ ସମ୍ରାଟ।
@bibhutibhusannayak6445
@bibhutibhusannayak6445 2 ай бұрын
Right
@SarojMoharana-tm3be
@SarojMoharana-tm3be 4 ай бұрын
ହୋତା ଙ୍କ ପରି ଗାୟକ ସାରା ଓଡ଼ିଶାରେ ବିରଳ।ସବୁର ପ୍ରମାଣ ତାଙ୍କ ପାଖରେ ଅଛି।
@JitendraPati-hj9xh
@JitendraPati-hj9xh 4 ай бұрын
ଶୀଘ୍ର ଆରୋଗ୍ୟ ହେଇ ଯାଆନ୍ତୁ ଏତିକି ଭଗବାନ ଙ୍କୁ ପ୍ରାର୍ଥନା 🙏🏼
@matrukrupa2024
@matrukrupa2024 4 ай бұрын
ବାଳ ଅର୍ଥ ବାଳୁତ।ପ୍ରଭୂ ଜଗନ୍ନାଥ ଙ୍କ ନିକଟରେ ଯେଉଁ ବାଳ ଭୋଗ ଲାଗେ ତାହା ଅଶ୍ଳୀଳ ଶବ୍ଦ ନୁହେଁ।
@bonoshsahoo7894
@bonoshsahoo7894 4 ай бұрын
ଅନ୍ୟ ଗାୟକ ଙ୍କୁ ନିନ୍ଦା କରିବାରେ , ନିଜ ର ବଡପଣ ଦେଖେଇବାରେ, ଆଉ ମଞ୍ଚ ଉପରେ ଦର୍ଶକ ମାନଙ୍କୁ ଦୁର୍ବ୍ୟବହାର କରିବାରେ ହୋତା ସାର୍ ପ୍ରଥମ ।।।। ମୁଁ ତାଙ୍କର କିଛି ପାଲା ଦେଖିଛି , ସେ ଅନେକ ବହି ଶିଖିଛନ୍ତି ସେ ଭଲ ଶ୍ଳୋକ ଓ ଓଡ଼ିଆ ପଦ ବୋଲି ପାରନ୍ତି ହେଲେ ସେଗୁଡିକୁ ସଳଖ ରେ ଅର୍ଥ କରିବା ଆଜି ଯାଏ ଦେଖିନି ।।। କେଜାଣି ସେ କେମିତି ଏକ ନମ୍ବର ଗାୟକ????
@MDMD-te9dx
@MDMD-te9dx 4 ай бұрын
Vai badi pala re anya gayak maane ninda karanti .eita common.
@BirenMohanty-x5s
@BirenMohanty-x5s 4 ай бұрын
Se param mg
@bonoshsahoo7894
@bonoshsahoo7894 4 ай бұрын
@@MDMD-te9dx ହଁ ପରା ।।।।ସେଥିରେ ହୋତା ସାର୍ ଙ୍କୁ କେହି ପାରିବେନି ।।।
@RatnakarPradhan-p4o
@RatnakarPradhan-p4o 4 ай бұрын
@@MDMD-te9dx rrrrŕŕrrŕrrrŕrŕrrrrrrŕr
@biswajitsir
@biswajitsir 4 ай бұрын
Hota sir is the best. No one can beat him.
@kamarajumoharana8921
@kamarajumoharana8921 3 ай бұрын
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଶୀଘ୍ର ଆରୋଗ୍ଯ ଲାଭ କରନ୍ତ
@ChandankumarSamal-z5s
@ChandankumarSamal-z5s 4 ай бұрын
ନୃସିଂହ ହୋତା ଏକ ନମ୍ବର ପାଲା ଗାୟକ ଓଡ଼ିଶାରେ
@biswanathbehera7960
@biswanathbehera7960 4 ай бұрын
ସନା ଦାସ ଭଲ ଗାୟକ। ତାର ଭାଷା ର ଶାଳୀ ନ ତା ଅଛି। ହୋତା ମ ଦ ପି ତାର କାମ ସରି ଗଲାଣି।
@UdyatDalei
@UdyatDalei 4 ай бұрын
Hota is hota odisha no 1 pala gayak
@bonoshsahoo7894
@bonoshsahoo7894 4 ай бұрын
@@UdyatDalei କେମିତି ଭାଇ😀😀😀 ମୁଁ ଜାଣିନି ତମ ପାଲା ବିଷୟରେ ଜ୍ଞାନ କଣ ।।ତଥାପି ଟିକେ କୁହନ୍ତୁ କେମିତି ସେ ପ୍ରଥମ ।।।।।
@Asishi3379
@Asishi3379 3 ай бұрын
ହୋତା ନମ୍ୱର୍ ୧👍
@KrushnaChandraSahoo-r7s
@KrushnaChandraSahoo-r7s 2 ай бұрын
Really U are proud of Odisha. Thank sir. Krishna ch Sahoo Jharada Sadangi DKL
@nityanandabehera4132
@nityanandabehera4132 Ай бұрын
Best palagayak of odisha Mr.Hota.
@SNayak-kq5wd
@SNayak-kq5wd 3 ай бұрын
ଜାର ଯେତିକି ଜ୍ଞାନ ସେ ସେତିକି ବୁଝିବ class ରେ ସମସ୍ତ ଙ୍କ ରୋଲ ନମ୍ବର 1 ହୁଏନି ଗାୟକ ଯୁବ ସମ୍ରାଟ ଉପାଧି ତାଙ୍କୁ ପାଗଳ ହେଇକି ଦେଇ ନାହାନ୍ତି ତେଣୁ ସମାଲୋଚନା ଟିକେ ଦେଖିକି କରନ୍ତୁ
@natural_loversid2061
@natural_loversid2061 Ай бұрын
ଭାଇ ସତ କଥା କହିଲେ ।।।
@krushnasahoo7401
@krushnasahoo7401 3 ай бұрын
God is always with Hota Sir Very soon Hota Sir will come back to pala stage. Jay Jagannath Swami Krishna Chandra Sahoo jharada Sadangi DKL
@bulusahu6803
@bulusahu6803 4 ай бұрын
Hota very good
@chandrasekhartripathy3485
@chandrasekhartripathy3485 3 ай бұрын
Legendary😊
@debabratmohapatra173
@debabratmohapatra173 4 ай бұрын
ହୋତା ଖାଲି ଗାୟକ ସମ୍ରାଟ ନୁହେଁ, ମଦୁଆ ସମ୍ରାଟ ମଧ୍ୟ। ପାଲା ଆମ ସଂସ୍କୃତିର ଏକ ମୁଖ୍ୟ ଅଙ୍ଗ, ଯେଉଁଥିରେ ଉଚ୍ଚାରଣ ଓ ଆଚରଣ ପରିମାର୍ଜିତ ହେବା ଆବଶ୍ୟକ। କିନ୍ତୁ ଏ ଗାୟକ ଙ୍କ ଅଧିକ ଜ୍ଞାନ ,ନିଶାସକ୍ତ ମନ ଆଚରଣ କୁ କରିଛି ହୀନ।
@natural_loversid2061
@natural_loversid2061 Ай бұрын
ଆପଣ ତାଙ୍କ ତର୍କ କୁ ମିଛ ପ୍ରମାଣ କରି କି ଦେଖନ୍ତୁ ।। କାହାର ନିଜର ଜୀବନ ଶୈଳୀ କୁ ନେଇ କୁହନ୍ତୁ ନାହିଁ ।। ଜ୍ଞାନ ର ଜଣେ ସେ ମହାରଥୀ ।।
@RAlok687
@RAlok687 4 ай бұрын
ପାଲା ଜଦିସିଖିନ ତାହେଲେ ଦତକୃସ୍ନପଣ୍ଡାଙ୍କ ଠାରୁ ସିଖଜାଈ କେମିତି ପାଲା ହୁଏ ଦତକୃସ୍ନ ପଣ୍ଡା ତମକୁ କେମିତି ସିଖେଇବେ ଏ ଅଭିନୟ କରନା
@shishirkumarchhualsingh301
@shishirkumarchhualsingh301 3 ай бұрын
You are the best ❤️
@debendranarayandash9040
@debendranarayandash9040 4 ай бұрын
ଗାୟକ ଯୁବ ସମ୍ରାଟ ନୃସିଂହ ହୋତା ବଦଳରେ ଗାୟକ ବାଳ ସମ୍ରାଟ ନୃସିଂହ ହୋତା କଲେ ଭଲହେବ
@KALKITV
@KALKITV 3 ай бұрын
🙏🙏
@dr.guruprasadmohapatra6083
@dr.guruprasadmohapatra6083 4 ай бұрын
ଭଲ ମଦୁଆ ଭାବରେ ଓଡିଶାରେ ଖ୍ୟାତି ଅଛି।
@Matru_kruka
@Matru_kruka 2 ай бұрын
ହୋତା ସାର ଙ୍କ ପାଦ ତଳେ ପ୍ରଣାମ ଭଲ ଗାୟକ 🙏🙏🙏🙏
@priyabratmohanty4969
@priyabratmohanty4969 4 ай бұрын
ମୋ ଅନୁଭୂତି ରୁ ମୁଁ ଜାଣିଛି ଆଙ୍କର ଜ୍ଞାନ ଭଲ ଅଛି
@dravaranibal590
@dravaranibal590 4 ай бұрын
ହୋତା Sir ପ୍ରଣାମ, ଆପଣଙ୍କର ସୁସ୍ଥ ନିରାମୟ ଜୀବନ କାମନା କରୁଛି
@santoshbehera1226
@santoshbehera1226 4 ай бұрын
ବେସ୍ତ ଗାୟକ sir
@krushnasahoo7401
@krushnasahoo7401 4 ай бұрын
Hota is No 1
@prabhatbarik8787
@prabhatbarik8787 3 ай бұрын
Mr Hotta you are Amezing
@SatyabhamaBaral-yy4mh
@SatyabhamaBaral-yy4mh 4 ай бұрын
ଗାୟକ ପିୟତ୍ସ ବିଶ୍ଵନାଥ ସ୍ୱାଇଁ
@jitendradalei3245
@jitendradalei3245 23 күн бұрын
No 1 ମଦୁଆ
@basantipatel3838
@basantipatel3838 2 ай бұрын
Bahut sundar pala
@annandbarik581
@annandbarik581 2 ай бұрын
Hota sir. No1 gayak
@DeepakSahu-ko8ij
@DeepakSahu-ko8ij 19 күн бұрын
Mr Hota is best gaya ❤
@Santosh-ds7pl
@Santosh-ds7pl 2 ай бұрын
Hota bhai bahuta sundara pala gauchanti bahuta gyana bahuta sundara paribeshana karuchanti
@santoshkumarmohapatra78
@santoshkumarmohapatra78 4 ай бұрын
ପାଲା ବାଲା ହେବାର ଯୋଗ୍ୟତା ଆପଣଙ୍କର ନାହିଁ , ପାଲା ଏକ ମର୍ଯାଦାବନ୍ତ ଅନୁଷ୍ଠାନ ,ଆଉ ଆପଣଙ୍କର ଶିଷ୍ଟାଚାର ନାହିଁ
@AlokKumarNayak-y2e
@AlokKumarNayak-y2e 4 ай бұрын
ମଦ ପି ବା ବନ୍ଦ କର... ସୁସ୍ଥ ରୁହ
@ravidutta6723
@ravidutta6723 4 ай бұрын
ତମେ ନିଜର ନିଜତ୍ବ ରଖ
@santoshsubudhisubudhi2778
@santoshsubudhisubudhi2778 2 ай бұрын
No _1
@nalinikumarpatra4589
@nalinikumarpatra4589 4 ай бұрын
Hota babu apan bahut igo ra adhikari thank u
@nbehera_2023
@nbehera_2023 4 ай бұрын
Really hota sir you are great gayak
@rinkudash5807
@rinkudash5807 Ай бұрын
ଗାୟକ ସାର ଙ୍କ ନମ୍ବର ମିଳିପାରିବ କି...?
@binodpatra5409
@binodpatra5409 Ай бұрын
😢ଆଜ୍ଞା ସବୁ ପାଲା ଵାଲା ନିଜ ନିଜର ବଢାମି ଦେଖାନ୍ତି କିନ୍ତୁ ଜ୍ଞାନ ଶୂନ୍ୟ କାହିଁକି ପାଲା ରେ ଶ୍ରତା ମାନେ କିଛିତ ଶିକ୍ଷା କରିପାରିଲେ ନାହିଁ ଖାଲି ପ୍ରମାଣ ବାପ ମାଆ ପୁଅଠାରୁ ଅଲଗା ରହିଲେ ସଂସାର ଭିତରେ ଆଜ୍ଞା ମେନେସୁଇଜି ଆଉ ଗୁରୁଜନକୁ ଭକ୍ତି ଭୁଲି ଗଲେଣି ଶାଶୁ ବାହୁକୁ ଡରିଲାଣି ସେ ପାଲା ଵାଲା ଙ୍କ ମଧ୍ୟରେ ସମାନତା ନାହିଁ ଏଣୁ ଗୋଟେ କଥା ମାଆ ଶାରଳା ଅତି ସରଳ ଲୋକଙ୍କୁ ଭଲପାଆନ୍ତି ଯେ କି ଥିଲେ କାଳିଦାସ ଅତି ସରଳ ଥିବାରୁ ମାଆ ତାଙ୍କୁ ଅଭୟ ଆଶ୍ରୀଵାଦ ଦେଇଥିଲେ ଏଣୁ ଏପାଲାବାଲା ମାନେ ଏମାନଙ୍କର ଗରଳ ଛାଡି ନାହିଁ ଏମାନଙ୍କୁ କେଉଁ ସାରଳା ଆଶ୍ରୀବାଦ ଦେଇ ଛନ୍ତି ଆଜ୍ଞା ଏମାନେ ସବୁ ଜଣେ ଜଣେ ଵେପାରି ବଡ଼ ଭାଇ ଅବକାରି ଏଣୁ ଅଧମ ମତରେ ଆଣ୍ଠୁ ଏ ଘାସ ଷେଣ୍ଢ ଉପାସ
@BishnuprasadSarangi-t9x
@BishnuprasadSarangi-t9x 4 ай бұрын
Hota sar no1
@crazyyyy-cp5ih
@crazyyyy-cp5ih 4 ай бұрын
ସୁନ୍ଦର ବ୍ୟାଖ୍ୟା
@Babul110
@Babul110 Ай бұрын
Hota Sir is a tiger of Odissa
@chatrubhujasahoo9033
@chatrubhujasahoo9033 Ай бұрын
Nrusingha hota is the best Gayak in odisha
@Prafullakumarsahoo340
@Prafullakumarsahoo340 2 ай бұрын
Best singer(pala) in odisha
@AsimAdityaNanda
@AsimAdityaNanda 4 ай бұрын
ଗାଲୁଆଙ୍କର ଚାଷ
@anantasenapati8450
@anantasenapati8450 Ай бұрын
No1 data hari panda sir
@SajalSajal-u1h
@SajalSajal-u1h 4 ай бұрын
Gayak Singer Best Hota Babu's paala is so beautiful my crores bow at his feet
@JitendraSahoo-b3h
@JitendraSahoo-b3h 25 күн бұрын
You are right
@ashokdcure7847
@ashokdcure7847 4 ай бұрын
ଭଗବାନ କରନ୍ତୁ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା 😭😭😭
@prafullapradhan689
@prafullapradhan689 3 ай бұрын
I like gayak samrat Nrusingha Hota. Jai Jagannath
@kuluswain7472
@kuluswain7472 4 ай бұрын
Bhagabannka blessings achhi. Mada chhadantu.
@sanatanpal7492
@sanatanpal7492 2 ай бұрын
Hota sir no1
@NarayanaSethi-w8k
@NarayanaSethi-w8k 4 ай бұрын
PROUD OF ODISHA
@pk5993
@pk5993 4 ай бұрын
My feburit gayak ଯୁବ ସଂବ୍ରାଟ ନୃଷିଂହ ଚରଣ ହୋତା
@basantkumarbehera7006
@basantkumarbehera7006 3 ай бұрын
God bless nrusingh
@BijayaKumarMohapatra-g8j
@BijayaKumarMohapatra-g8j 3 ай бұрын
He is a good gayak it is no doubt. So in this regards juba samrat
@parikhitamohapatra8714
@parikhitamohapatra8714 4 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
@jagannathrath7349
@jagannathrath7349 3 ай бұрын
Jay jagannath apana jaldi susta haijantu
@RajeshPadhan-me1lu
@RajeshPadhan-me1lu 2 ай бұрын
Right sir katha
@bijaysahoo1377
@bijaysahoo1377 Ай бұрын
Sana dash best gayak
@pitambarmohanty1298
@pitambarmohanty1298 3 ай бұрын
ଅଂହକାରୀ ବ୍ୟକ୍ତିତ୍ୱ.....
@gouribalarout8897
@gouribalarout8897 4 ай бұрын
Don't worry ,GOD IS ALWAYS WITH YOU ❤❤️🙏❤️❤️
@MahimaBiswal-j2z
@MahimaBiswal-j2z 3 ай бұрын
No1.gayaka
@ajayasethy1912
@ajayasethy1912 4 ай бұрын
Right sir
@bmd4181
@bmd4181 6 күн бұрын
Hota sir no 01
@subratdash1133
@subratdash1133 3 ай бұрын
Sir 🙏🌹🌹🌹
@SubratPatra-f9n
@SubratPatra-f9n 3 ай бұрын
Jaha kuha pachhe Tama pala Amara bahutu pasanda
@krushnachandranath6553
@krushnachandranath6553 3 ай бұрын
ନମ୍ବର ପ୍ଲିଜ଼
@duryodhanswain8174
@duryodhanswain8174 3 ай бұрын
Jay Jagannath ⭕❗⭕🙏🙏🙏🙏🙏🙏🙏
@mangulunahak6204
@mangulunahak6204 2 ай бұрын
In Odisha 💋No=1 Only For Hota Sir 🙏🙏❤️Only Hota Sir 💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋💋
@ratnakardey1985
@ratnakardey1985 4 ай бұрын
ବହୁତ ବଡ଼ିଆ
@jitenkumarpandapanda6503
@jitenkumarpandapanda6503 2 ай бұрын
No one
@ashutoshbehera2512
@ashutoshbehera2512 4 ай бұрын
Bhala gayak
@bhaskarpanda8850
@bhaskarpanda8850 3 ай бұрын
ହୋତା ବାବୁଙ୍କୁ ମୋର ପ୍ରଣାମ
@GiridhariBhoi-r1k
@GiridhariBhoi-r1k 22 күн бұрын
Sir nka gunadekhantu,madata ajikali 80 vag loka piuchhanti.
@anildas-ry8vx
@anildas-ry8vx 2 ай бұрын
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@ArjunSahu-z7l
@ArjunSahu-z7l 4 ай бұрын
Ganjei tk adhika heijaichi
@sanvicreationentertainment2423
@sanvicreationentertainment2423 4 ай бұрын
Sisir padhi.biswantha swain
@ajaymaharana8440
@ajaymaharana8440 4 ай бұрын
ଖାଲି ମାଡ଼ ମାଡ଼ ମଦୁଆ ଠେଇ ମାଡ଼
@HeroMahala
@HeroMahala 3 ай бұрын
Prakrutare bhala gayaka.. best pala singer
@PratapBehera-u6v
@PratapBehera-u6v Ай бұрын
Pratapbeuria 🙏prite
@bibhutibhusanpradhan2644
@bibhutibhusanpradhan2644 Ай бұрын
Sachidanand Dash pala gayaka, Judhisti Parija pala gayaka
@bibhutibhusanpradhan2644
@bibhutibhusanpradhan2644 Ай бұрын
ଶ୍ରୀ ଯୁିଷ୍ଟିର ପରିଜା ଭଲ ପାଲା ଗାୟକ 1 ପ୍ରଥମ ଶ୍ରୀ ସଚ୍ଚିଦାନନ୍ଦ ଦାସ ଭଲ ପାଲା ଗାୟକ 2 ୟ
@UdhabPradhan-pi7ld
@UdhabPradhan-pi7ld 4 ай бұрын
Gaika umila sahu is great thanku anusarankar
@saratnayak7090
@saratnayak7090 Ай бұрын
ଉର୍ମିଳା ସାହୁ ଏଙ୍କୁୁ ଅନୁକରଣ କରନ୍ତି ନୃସିଂହ ହୋତା ସେ ମହାଶୟା ଙ୍କର ଗୁରୁ 😊😊
@JagabandhuDas-y7u
@JagabandhuDas-y7u 2 ай бұрын
Sir namste
@antaryamisahoo9871
@antaryamisahoo9871 3 ай бұрын
Thanks. Sir mana kininelo
@salegrampanigrahi3512
@salegrampanigrahi3512 10 күн бұрын
ପାଗଳ ର ପ୍ରଳାପ
@LaxmidharaPati-o8k
@LaxmidharaPati-o8k 2 ай бұрын
Mu sabu pala apanka ra dekhe
@PushpalataPanigrahi
@PushpalataPanigrahi 2 ай бұрын
Datta krishna,sishir Parhi are best.
@prashantkumardash5793
@prashantkumardash5793 Ай бұрын
ପର୍ଶୁରାମ ୟାର ଶିଷ୍ଯ, ଦଶରଥ ୟାର ପିଲାଦିନ ସାଙ୍ଗ ଆଉ, ଏଭଳି ମହାନ ବ୍ଯକ୍ତିତ୍ବଙ୍କୁ ତୁ, ତା ରେ ମଞ୍ଚ ଉପରେ ସମ୍ବୋଧିତ କରିବା କେଉଁ ବାଳ ଜ୍ଞାନ ବା,,,,
@JBloverboy
@JBloverboy 3 ай бұрын
ଜ୍ଞାନର ଅହଂକାର ଦେଖାଅନି ଗାୟକ ମହାଶୟ
@KarunakarLenka-n1r
@KarunakarLenka-n1r 11 күн бұрын
HOTA NISA MAHARANA
@duryodhanpatra2664
@duryodhanpatra2664 2 ай бұрын
ବାଳ ଅଶ୍ଳୀଳ ଶବ୍ଦ ହୁହେଁ ଯିଏ ଯାହା ବୁଝିଲେ
The Lost World: Living Room Edition
0:46
Daniel LaBelle
Рет қаралды 27 МЛН
Andro, ELMAN, TONI, MONA - Зари (Official Audio)
2:53
RAAVA MUSIC
Рет қаралды 8 МЛН
The Lost World: Living Room Edition
0:46
Daniel LaBelle
Рет қаралды 27 МЛН