ଗାୟକ ନୃସିଂହ ଚରଣ ହୋତାଙ୍କ ଲଢ଼େଇ ପାଲା ଶିଶୁପାଳ ବଧ (ମାଘ), ଶେଷ ଭାଗ || Nrusingha Charan Hota || LADHEI PALA

  Рет қаралды 210,945

Sanskar Odisha TV

Sanskar Odisha TV

Күн бұрын

★ ଲଢେଇ ପାଲା
★ ବିଷୟ- ଶିଶୁପାଳ ବଧ (ମାଘ)-(ଶେଷ ଭାଗ)
★ ଗାୟକ- (ଯୁବ ସମ୍ରାଟ) ନୃସିଂହ ଚରଣ ହୋତା
★ ମଞ୍ଚ- ଗେଙ୍ଗୁଟିଆ, ଢେଙ୍କାନାଳ
★ ସଂସ୍କାର ଓଡ଼ିଶା
************************************************************
★ Ladhei Pala Sishupala Badha (Magha)-(Last Part)
★ Gayak Nrusingh Charan Hota
★ Sanskar Odisha
**************************************************************
ସମସ୍ତ ପାଲା କଳାକାରଙ୍କ ନାମ :-
ଗାୟକ : (ଯୁବ ସମ୍ରାଟ) ଶ୍ରୀ ନୃସିଂହ ଚରଣ ହୋତା
ବାୟକ : ଶ୍ରୀ ଭୀମସେନ ବେହେରା
ଶ୍ରୀପାଳିଆ : ଶ୍ରୀ ମଦନ ମୋହନ ସ୍ୱାଇଁ
ସହଯୋଗୀ ପାଳିଆ : ଶ୍ରୀ କେଦାର ନାଥ ଶର୍ମା
: ଶ୍ରୀ ରମେଶ ଚନ୍ଦ୍ର ସାହୁ
:
ଠିକଣା-ଆଠଗଡ଼
********************************************************************************************
★ Camera Man : Akshaya
★ Editor : Binaya
★ Design By : Ajaya
★ Upload & Published By : Sanjaya
★ Post Production : Studio Sai Creatives
★ Produced By : SANSKAR ODISHA
**********************************************************************
Following .....
Subscribe : http // www.youtube.com / sanskar odisha
odia pala : http // www. facebook.com / sanskar Odisha
Copyrights reserved with SANSKAR ODISHA
ସଂସ୍କାର ଓଡିଶା youtube channel ର ଏହି ପାଲା ସବୁ ଯଦି ଆପଣ ମାନଙ୍କୁ ଭଲ ଲାଗୁଥାଏ ତେବେ ଆମ Channel କୁ Like କରନ୍ତୁ ଏବଂ Share କରନ୍ତୁ I ଆମ ସହ ଯୋଡ଼ିହେଇ ରହିବା ପାଇଁ ଏବଂ ସବୁବେଳେ କିଛନା କିଛି ନୂଆ ପାଲା ଏବଂ ଭିର୍ଣ୍ଣ ଭିର୍ଣ୍ଣ ପାଲା ଗୀତ କଣ୍ଟେଣ୍ଟ ର notification ପାଇବା ପାଇଁ ସଂସ୍କାର ଓଡ଼ିଶା କୁ ନିଶ୍ଚୟ Subscribe କରନ୍ତୁ I ହଁ bell button କୁ press କରିବାକୁ ଭୁଲିବେନି I
Thanks......... ********************************************************************************************************
SishuPalaBadhaMaghaKabya
#SanskarOdisha
#GayakNrusinghCharanHota
#NrusinghaCharanHotaBadiPala
#BadiPala #LadheiPala
#NrusinghaHotaPala

Пікірлер
@rajatsahu5175
@rajatsahu5175 7 ай бұрын
ସମ୍ରାଟ ପରେ ସାର୍ । ରାଜା କୁ କିଏ ହରାଇଲେଣି । ଅତି ସୁନ୍ଦର ❤❤❤❤❤❤ ଏ ସାଧକ ର ପ୍ରଣାମ 🙏🙏🙏 ଗ୍ରହଣ କରିବେ ।
@ମୋକବିତା-ଯ5ଢ
@ମୋକବିତା-ଯ5ଢ 7 ай бұрын
ସୁନ୍ଦର ପାଲା ପରି ବେଷଣ ଧନ୍ୟବାଦ ସାର 👏👏👏
@BiswanathBiswanath-h8v
@BiswanathBiswanath-h8v 12 күн бұрын
Bahut sundar pala paribesana
@HariharJena-z6u
@HariharJena-z6u 8 ай бұрын
ନୃ ସିଂହ ବାବୁ ବହୁତ୍ ଭଲ
@bidyutlatamishra5906
@bidyutlatamishra5906 8 ай бұрын
ସୁନ୍ଦର ପାଲା ପରିବେଷଣ
@parsuramsahoo7509
@parsuramsahoo7509 5 ай бұрын
ସମ୍ମାନନୀୟ ଗାୟକ ମହୋଦୟ ଆଜିର ପରିବେଷଣ ଉଚ୍ଚ କୋଟୀର ଅଭିନୟ ବହୁତ୍ ଭଲ। ଶୁଭେଛା ଶୁଭ କାମନା ।ଧନ୍ୟବାଦ୍❤🎉🎉🎉🎉🎉🎉🎉🎉🎉🎉❤😊😊😊😊
@BRAJAMOHANMISHRA-pt1gv
@BRAJAMOHANMISHRA-pt1gv 2 ай бұрын
Bahaduria gayak
@manojbehera3748
@manojbehera3748 8 ай бұрын
ବହୁତ ସୁନ୍ଦର ପାଲା ପରିବେଷଣ Duty ରୁ ଆସିଲା ପରେ ମୁଁ ଆପଣ ଙ୍କ ପାଲା ଟିକେ ନ ଦେଖିଲେ ନିଦ ଆସେନା ଜୟ ଜଗନ୍ନାଥ
@saratnayak7090
@saratnayak7090 8 ай бұрын
ନୃସିଂହ ହୋତା ମୋ ଭଗବାନ ❤❤❤
@KSHETRAMOHANSWAIN-u2c
@KSHETRAMOHANSWAIN-u2c 3 ай бұрын
ହୋତାବାବୁ ବହୁତ ସୁନ୍ଦର ଧନ୍ୟବାଦ
@RanjanSundaray-ty4vf
@RanjanSundaray-ty4vf 5 ай бұрын
ଗାୟକ ମହାଶୟଙ୍କ ଗାଇବା ଶୈଳି ବହୁତ୍ ସୁନ୍ଦର୍ ତା ସାଙ୍ଗକୁ ବାୟକ ଭାଇ ଏବଂ ଶ୍ରୀ ପାଳିଆ ଭାଇ ମାନଙ୍କ ସହଯୋଗ ପାଲା ର ପରିବେଷଣ ଟିକୁ ବହୁତ୍ ସୁନ୍ଦର କରିଦେଉଛି ।ତାଙ୍କୁ ମୋ ତରଫରୁ କୋଟି ପ୍ରଣାମ।
@alokmalik3421
@alokmalik3421 7 ай бұрын
Very very nice bhai 🎉🎉🎉🎉
@Satyamkhuntia-j1m
@Satyamkhuntia-j1m 4 ай бұрын
Bahuta sundara paribesana namaskar sir
@SujitKumar-mt1zb
@SujitKumar-mt1zb 8 ай бұрын
ଅତି ସୁନ୍ଦର ପାଲା ତୁମର. ତୁମକୁ ସତକୋଟି ପ୍ରଣାମ, ନାରାୟଣ ତୁମକୁ ସେମିତି ଶକ୍ତି ଦିଅନ୍ତୁ. ଓଡିଶା ର ଅଗଣିତ ପାଲା ପ୍ରେମୀ ତୁମ ପାଲା କୁ ଦେଖି ନାରାୟଣ ଙ୍କର ଆଶୀର୍ବାଦ ଲାଭ କରନ୍ତୁ
@dhrubabarik4320
@dhrubabarik4320 7 ай бұрын
ଅତି ସୁନ୍ଦର ପାଲା ପରିବେଷଣ
@MangarajBiswal-l5x
@MangarajBiswal-l5x 3 ай бұрын
Super
@MangarajBiswal-l5x
@MangarajBiswal-l5x 3 ай бұрын
Beautiful
@parikhitamohapatra8714
@parikhitamohapatra8714 4 ай бұрын
ସୁନ୍ଦର ପରିବେଷଣ ପାଇଁ ଧନ୍ୟବାଦ ସହ ନମସ୍କାର ଆପଣଙ୍କୁ। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏🙏
@ChittaranjanMahanta-rl3iu
@ChittaranjanMahanta-rl3iu 3 ай бұрын
Very nice 👍
@pradiptakumarDash.
@pradiptakumarDash. 8 ай бұрын
ମନୋରମ ପରିବେଶଣ ପାଇଁ ଗାୟକ ସନାତନ ଦାଶଙ୍କ ବଡ଼ ଭାଇର ତୁମକୁ ଅନେକ ଶୁଭେଚ୍ଛା.
@santoshsahoo1005
@santoshsahoo1005 3 ай бұрын
ପାଲା ଜଗତର ସମୁଦ୍ର କହିଲେ ଚଳିବ
@chaitanypatra4479
@chaitanypatra4479 7 ай бұрын
ଅତି ସୁନ୍ଦର
@Ronakgaming07-p1w
@Ronakgaming07-p1w 5 ай бұрын
Hota sir is my favorite gayaka
@chakradhardash7954
@chakradhardash7954 6 ай бұрын
Hota babu,,,, das babu,,, nom, 1
@KamallochanBarik-q3d
@KamallochanBarik-q3d 7 ай бұрын
ଅତି ସୁନ୍ଦର ପାଲା ତୁମର ତୁମକୁ ଶତକୋଟି ପ୍ରଣାମ ନାରାୟଣ ତୁମକୁ ସେମିତି ଶକ୍ତି ଦିଅନ୍ତୁ
@krushnachandramahanta3540
@krushnachandramahanta3540 8 ай бұрын
ହୋତା ସାର୍, ନମସ୍କାର, ଆପଣଙ୍କ ପାଲା ଯେତେ ଦେଖୁଥିଲେ ସେତିକି ସୁନ୍ଦର ଲାଗେ । ଦେହ ଟିକେ ଯତ୍ନ ନେଉଥିବ । ପାଲା ସମାଜ କୁ ଆଗେଈ ନେବାକୁ ହେବ ।
@MangarajBiswal-l5x
@MangarajBiswal-l5x 3 ай бұрын
Excellect
@SuchitraKar-lb8wx
@SuchitraKar-lb8wx 8 ай бұрын
ଜୟ ଶ୍ରୀକୃଷ୍ଣ 🙏
@Tarunu-dp2fs
@Tarunu-dp2fs 7 ай бұрын
Ati sundar
@kishorchandramandal2721
@kishorchandramandal2721 4 ай бұрын
No1hotasir
@MangarajBiswal-l5x
@MangarajBiswal-l5x 3 ай бұрын
Nice
@sureshpatra2885
@sureshpatra2885 4 ай бұрын
Sundar pala paribhasan
@bibatschhipodh3591
@bibatschhipodh3591 7 ай бұрын
Excellent.
@rameshchandrakhuntia2927
@rameshchandrakhuntia2927 4 ай бұрын
Hota babu is my favorite Gayaka
@cmpradhan2315
@cmpradhan2315 8 ай бұрын
Excellent
@MangarajBiswal-l5x
@MangarajBiswal-l5x 3 ай бұрын
Good
@mohitkumarmallick347
@mohitkumarmallick347 5 ай бұрын
Beautiful...
@debasmitapanda5733
@debasmitapanda5733 8 ай бұрын
Jay Jagannath
@chittaranjannanda9660
@chittaranjannanda9660 8 ай бұрын
🙏 Jayaghanath 🙏
@jilupadhi4864
@jilupadhi4864 13 күн бұрын
ମୁଁ ପଶ୍ଚିମ ଓଡ଼ିଶା ର ସୋନପୁର ର ଗାୟକ ମହସହ ଙ୍କୁ ମୋର ଗାଁ କୁ ଆଣିବାକୁ ଚାହୁଚି ତାଙ୍କ ସହିତ କେମିତି ଯୋଗାଯୋଗ ହୋଇ ପାରିବ
@MangarajBiswal-l5x
@MangarajBiswal-l5x 3 ай бұрын
Hero
@subratnayak6307
@subratnayak6307 6 ай бұрын
ଗାୟକ ଙ୍କ ଫୋନ୍ ନମ୍ବର ସେୟାର karantu
@RabiPanda-px5zv
@RabiPanda-px5zv 6 ай бұрын
ସାର କଚ ଦେବ ଯାନୀ ପରିବେଷଣ କରନ୍ତୁ
@milinaik-hp4se
@milinaik-hp4se 7 ай бұрын
Ok😊😊😊😊
@santoshbehera1226
@santoshbehera1226 5 ай бұрын
Nrusingh sir you rr a public tr. I am from karamala, kanas.
@JitendraSethi-r8y
@JitendraSethi-r8y 7 ай бұрын
Nice pala hota sir
@sumantakumarpati443
@sumantakumarpati443 7 ай бұрын
Sundar pala
@satyabratabehura839
@satyabratabehura839 7 ай бұрын
ପାଲା ଅତି ଉଚ୍ଚ କୋଟିର, ସଂସ୍କାର ଚ୍ୟାନେଲ ରେ ପ୍ରସାରିତ ପାଲା ସ୍ପଷ୍ଟ ଭାବ ରେ ଶୁଣିବାକୁ ମିଳେ
@LabaRana-be2lx
@LabaRana-be2lx 7 ай бұрын
❤❤❤❤❤❤❤❤😊😊😊😊😊
@nirakarsahoo6512
@nirakarsahoo6512 3 ай бұрын
Hota sir sisupala ra name ta sisipala kn pain rahila tk kahibe ki
@antaryamimohapatra6635
@antaryamimohapatra6635 4 ай бұрын
Paribesana saili ucha kotira
@MangarajBiswal-l5x
@MangarajBiswal-l5x 3 ай бұрын
Tiger
@ମୋକବିତା-ଯ5ଢ
@ମୋକବିତା-ଯ5ଢ 7 ай бұрын
ହସ୍ତିନା ରେ ନୁହେଁ, ରାଜସୁୟ ଯଜ୍ଞ ବାରୁଣା ବନ୍ତ ରେ ହୋଇଥିଲା
@jyotishkumarpattanaikpatta9095
@jyotishkumarpattanaikpatta9095 4 ай бұрын
Bayakanka badya ati chamkar
@villageboyrishi98
@villageboyrishi98 8 ай бұрын
3:45
@ManishKumarNanda-h8i
@ManishKumarNanda-h8i 7 ай бұрын
Sudar pala
@prasnnasubudhi9980
@prasnnasubudhi9980 6 ай бұрын
Mm mo bi
@Sanjay-i1f5c
@Sanjay-i1f5c 5 ай бұрын
Phone no
@sukadevsamantaray4914
@sukadevsamantaray4914 4 ай бұрын
Pala Apananku sova paunahin
@SantoshBehuria-ps1tr
@SantoshBehuria-ps1tr 7 ай бұрын
Over acting. Sound is faster than speech.
@sitaramtiwary24
@sitaramtiwary24 6 ай бұрын
Tumaku Kia juba samrat kala
@GiridhariBehera-nj4jl
@GiridhariBehera-nj4jl 6 ай бұрын
Tame kie ki emiti kahucha Jane gayaka ku
@KSHETRAMOHANSWAIN-u2c
@KSHETRAMOHANSWAIN-u2c 3 ай бұрын
ପାଲାବୋଧେବୁଝିପାରୁନାହାନ୍ତି ?
@AlokaSanantaray-vx9vv
@AlokaSanantaray-vx9vv 7 ай бұрын
Sundar pala
Last Person Hanging Wins $10,000
00:43
MrBeast
Рет қаралды 151 МЛН
When my son wants to eat KFC #shorts #trending
00:46
BANKII
Рет қаралды 27 МЛН
It's the natural ones that are the most beautiful#Harley Quinn #joker
01:00
Harley Quinn with the Joker
Рет қаралды 22 МЛН
哈莉奎因被吓到了#Cosplay
00:20
佐助与鸣人
Рет қаралды 32 МЛН
Last Person Hanging Wins $10,000
00:43
MrBeast
Рет қаралды 151 МЛН