ଗାୟକ-ରତ୍ନ-"ଲୋକନାଥ କର" ଙ୍କ ଗୀତି କବିତା ମାଳିକା //GAYAK-RATN-LOKANATHA KAR // GAYAKA-PRABHAT KUMAR SAHOO

  Рет қаралды 326,845

Sanskar Odia Tv

Sanskar Odia Tv

Күн бұрын

Пікірлер: 246
@JJPA2019
@JJPA2019 4 жыл бұрын
ଅତି ହୃଦୟ ସ୍ପର୍ଶୀ। ଏହିପରି ଗାୟକମାନଙ୍କ ଜୀବନୀକୁ ଲିଖିତ ଭାବେ ପରିପ୍ରକାଶ କରିଲେ ନିଶ୍ଚିତ ରେ ପାଲା ଜଗତର କଲ୍ୟାଣ ହେବ।
@lokanathmaharana8842
@lokanathmaharana8842 Жыл бұрын
ଏଭଳି ଗାୟକ ଆମ ପାଖରେ ନାହାନ୍ତି😭😭ଅତି ଦୁଃଖ ଦାୟକ ଅତି ଉଚ୍ଚକୋଟୀର ଗାୟକ🙏🙏
@rameshkumarrana9788
@rameshkumarrana9788 Жыл бұрын
ସ୍ବର୍ଗତ ଆତ୍ମା ଙ୍କୁ ପ୍ରଣାମ। ଆପଣଙ୍କର ସ୍ଥାନ ପାଲା ଜଗତରେ ସବୁଦିନ ପାଇଁ ଅପୂରଣୀୟ ରହିଲା ।
@dr.manasranjanpandapanda2483
@dr.manasranjanpandapanda2483 6 ай бұрын
True feelings can't be be expressed in words. ଆଜ୍ଞା, ମୁଁ ଜଣେ English Professor. କିନ୍ତୁ ସବୁବେଳେ ପାଲା ଦେଖେ, ସେ ପୁଣି ମୋ ନନା, ମାନେ ମୋ ବାପା ଙ୍କ ସହ। ବଡ଼ ଭାଇ ପ୍ରଣାମ ସମସ୍ତଙ୍କୁ। ଏ ଭଗବାନ୍ କଣ ପାଇଁ ଏତେ ନିଷ୍ଟୁର ହେଇଯାଆନ୍ତି ? ବୋଲ ଶ୍ରୀ ସତ୍ୟ ନାରାୟଣ ଙ୍କ ପିର୍ଥର୍ଥେ... ହରିବୋଲ 😢
@chinmayamunanayak7580
@chinmayamunanayak7580 4 жыл бұрын
ମହୋଦୟ ହୃଦୟ ରୁ କୋଟି କୋଟି ପ୍ରଣାମ ପରିବେଷଣ ଅତି ସୁନ୍ଦର କୋଇଲି ଚଉତିଶା ଏକ ନୂଆ ରୂପରେ, ଅତି ଚମତ୍କାର ପ୍ରଦର୍ଶନ।🙏🙏🙏
@parikhitamohapatra8714
@parikhitamohapatra8714 2 жыл бұрын
ଆମକୁ ଦୁଃଖ୍ର ରେ ଛାଡି ଦେଇ ଚାଲିଗଲେ। ଜଗନ୍ନାଥ ଆତ୍ମାର ବୈକୁଣ୍ଠ ପ୍ରାପ୍ତି ହେଉ।🙏🙏🙏🙏
@parikhitamohapatra8714
@parikhitamohapatra8714 2 жыл бұрын
ଏକାକୀ ଚାଲିଗଲେ ଆମ କୁ ଛାଡ଼ି। ବଡ଼ ଦୁଃଖଦ ଅବସ୍ଥାରେ। ପ୍ରଭୁ ଜଗନ୍ନାଥ ଆପଣଙ୍କ ଆତ୍ମା କୁ ବୈକୁଣ୍ଠ ପ୍ରାପ୍ତି କରନ୍ତୁ। ଜୟ ଜଗନ୍ନାଥ ସ୍ଵାମୀ 🙏🙏
@pitabashpadhy329
@pitabashpadhy329 Жыл бұрын
ବିଶିଷ୍ଟ କଳାକାର ମାନଙ୍କ ମୃତ୍ଯୁ ହେଇନପାରେ। "ତୁମ୍ଭ ନଶ୍ବଦେହ ଗ୍ରାସିଛି ଶ୍ମଶାନ ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ"।
@swayammishra4999
@swayammishra4999 2 жыл бұрын
Mu mo jeebana kala bhitare jete gayaka mana nku sunichhi , apana sabutharu bhala gauchhanti . Ki sundar gayana apana nkara !🙏🙏🙏
@ad549
@ad549 4 жыл бұрын
ଧନ୍ଯ ଧନ୍ଯ ଧନ୍ଯ ପ୍ରଭାତ ସାର ମହୋଦୟ ଉଚ ସ୍ତରର ପରିବେଶଣ।ଧନ୍ଯ ଧନ୍ଯ ଆପଣ
@sukantadash3070
@sukantadash3070 4 жыл бұрын
ନିଜ ଭବିଷ୍ୟତ ର ଦୁଃଖକୁ ସତେ ଯେମିତି ପ୍ରଭାତ ବାବୁ ଆଗରୁ ଜାଣିପାରିଥିଲା, ସେପରି ଉପକ୍ରମଣିକା ଦେଇଛନ୍ତି । ଆଜି ବହୁତ୍ କଷ୍ଟ ଲାଗୁଚି,ମହାପ୍ରଭୂ ତାଙ୍କୁ ଏ ବିପଦରୁ ଉଦ୍ଧାର କରନ୍ତୁ ।
@Manu-nz8gx
@Manu-nz8gx 4 жыл бұрын
Oh. Kan na kahile agyan !
@JJPA2019
@JJPA2019 4 жыл бұрын
ସତ କଥା କହିଲେ ଆଜ୍ଞା, ଆଜି ନିଜେ ସେହି ରୋଗରେ ରୋଗାକ୍ରାନ୍ତ। ସମସ୍ତ ପାଲାକାର ଓ ଦର୍ଶକଙ୍କ ଏହି ପ୍ରାର୍ଥନା ପୁଣି ସେ ମଞ୍ଚକୁ ଆସି ଏହିପରି ଅନନ୍ୟ ପ୍ରତିଭାକୁ ପରିପ୍ରକାଶ କରନ୍ତୁ।
@Manu-nz8gx
@Manu-nz8gx 4 жыл бұрын
He Hari !
@ajaykumarswain7436
@ajaykumarswain7436 3 жыл бұрын
@@Manu-nz8gx 🎉🎉
@krushnajyoti3528
@krushnajyoti3528 3 жыл бұрын
ହଁ ମୋର ଅତି ଆପଣାର ପ୍ରଭାତ ଭାଇନା ❤️ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।🙏
@krupasindhunayak5967
@krupasindhunayak5967 Жыл бұрын
କୋଇଲି ମାଳିକା ଏମିତି ପରିବେଷଣ କଲେ ଯେ ନିଜ ହାତରେ ପୁଣି ନିଜ ପାଇଁ ଅପରେସନ ମାଳିକା ଲେଖିବାକୁ ପଡିଲା,ଅମର ଆତ୍ମାର ସଦଗତି ହେଉ,, ଜୟ ଜଗନ୍ନାଥ ❤❤❤❤❤❤
@santanukumarpanda1776
@santanukumarpanda1776 Жыл бұрын
ଲୋକନାଥ କର ଥିଲେ ଗାୟକ ରତ୍ନ ଆପଣ ମଧ୍ୟ ଥିଲେ ଗାୟକ ରତ୍ନ ପ୍ରଭାତ କୁମାର ସାହୁ,ଲୋକନାଥ କର ଯେଉଁ ବ୍ୟାଧି ରେ ପୀଡିତ ହୋଇ କୋଇଲି ମାଳିକା ଲେଖିଥିଲେ ଆପଣ ସେ ଚଉତିଶା କୁ ସୁନ୍ଦର ଭାବେ ପରିବେଷଣ କରୁଥିଲେ,ଆପଣ ମଧ୍ୟ ସେହି ରୋଗ ରେ ପୀଡିତ ହୋଇ ଆମମାନଙ୍କୁ ଛାଡି ଚାଲିଗଲେ,ଆପଣ ଙ୍କ ଭାଷାରେ କବି ବଞ୍ଚେ କଳାକାର ବଞ୍ଚେ ଭକ୍ତ ବଞ୍ଚେ ଦେଶସେବକ ବଞ୍ଚେ,ଆପଣ ଆମ ହୃଦୟ ରେ ବଞ୍ଚି ରହିଛନ୍ତି ରହିବେ ମଧ୍ୟ,ଆପଣ ଶେଷ ଜୀବନରେ ଲେଖିଥିବା " ଅପରେସନ ଚଉତିଶା "ବହୁତ ସୁନ୍ଦର ହୋଇଛି,ବହୁତ ମୂଲ୍ୟବୋଧ,ପ୍ରଭୁ ଚରଣ ରେ ଆପଣ ଙ୍କ ର ନିବେଦନ ଅତ୍ୟନ୍ତ ହୃଦୟସ୍ପର୍ଶୀ,ଆଗାମୀ ପିଢି ର ପାଲା ଗାୟକ ମାନେ ଆପଣ ଙ୍କ ଜୀବନ ଆଧାରିତ " ଅପରେସନ୍ ଚଉତିଶା " କୁ ଓଡିଶା ର ପ୍ରତିଟି ମଞ୍ଚ ରେ ଆପଣ ଙ୍କୁ ମନେପକାଇ ଗାଇବେ,ଆପଣ ଚିର ସ୍ମରଣୀୟ,ଆପଣ ଅମର,ପୁଣି ଥରେ ଧରା କୁ ଆପଣ ଏହିପରି ପ୍ରତିଭା ଧରି ଜନ୍ମ ନିଅନ୍ତୁ,ଆପଣ ସର୍ବଦା ପ୍ରତିଟି ଓଡିଆ ର ହୃଦୟରେ ଥିଲେ ଅଛନ୍ତି ରହିବେ, 🙏ଜୟ ଜଗନ୍ନାଥ🙏
@Manu-nz8gx
@Manu-nz8gx Жыл бұрын
Dhanya Gayak Ratna au palapremo11
@JitendraPati-hj9xh
@JitendraPati-hj9xh 6 ай бұрын
ଉଭୟ ରତ୍ନ ଆଜି ଆମ ପାଖରେ ଦୃଲ୍ଳଭ ହେଇ ରହିଗଲେ 😔 ରତ୍ନ ଉପାଧି ରେ ଅଭିଷିକ୍ତ ଉପଯୁକ୍ତ ରତ୍ନ ଦୁଇ ଜଣଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳି 🙏🏼😭
@debarajsarangi8819
@debarajsarangi8819 3 ай бұрын
ପ୍ରଭୁ ଆପଣ ଆମ ମାନଙ୍କ ପାଖରେ ଶସରିରେ ନାହାନ୍ତି ଠାକୁରେ ଆପଣଙ୍କୁ ତାଙ୍କ ପକଗଜୁ ନେଇଗଲେ କିନ୍ତୁ ଆପଣ ସମସ୍ତ ସଂସ୍କୃତି ପ୍ରେମୀ ଙ୍କ ହୃଦୟରେ ଆମର ହେଇ ରହିଛନ୍ତି ଆଉ ରହିବେ।ଜୟ ଜଗନ୍ନାଥ ।ଅଶ୍ରୁକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।
@Sabita889
@Sabita889 Ай бұрын
Very good 🎉❤ pala
@Kalpataru012
@Kalpataru012 4 жыл бұрын
ବୋହୁତ ବୋହୁତ ଧନ୍ୟବାଦ ସାର ମୋ ଅଞ୍ଚଳ ର ଗାୟକ ଙ୍କ ଲୋକନାଥ କର ଙ୍କ କୋଇଲି ଚଉତିଶା ଗାଇଥିବାରୁ l ସବୁଠୁ ବଡ଼ କଥା ଆପଣଙ୍କ ପରିବେଷଣ ଏବଂ ଆପଣଙ୍କ ସ୍ୱର ଅତି ଉଚ୍ଚ କୋଟିର l କ ଠାରୁ କ୍ଷ ପର୍ଯ୍ୟନ୍ତ ଆପଣଙ୍କ ମୁଖ ରୁ ଶୁଣିବାକୁ ମୋର ବୋହୁତ ଇଚ୍ଛା l ଜୟ ଜଗନ୍ନାଥ l
@Manu-nz8gx
@Manu-nz8gx 4 жыл бұрын
Pura thik
@Manu-nz8gx
@Manu-nz8gx 4 жыл бұрын
Dhanya apane mahashay
@durgamadhab4231
@durgamadhab4231 3 жыл бұрын
Ye bahi mili pariba ki bhai
@nirasahoo284
@nirasahoo284 Жыл бұрын
It is unbelievable that pravat sahoo is no more. He was very unique and talented pala Gayak.
@subhangithought6752
@subhangithought6752 4 жыл бұрын
ଆପଣଙ୍କ ଦୟାରୁ ଗାୟକ ରତ୍ନ ଲୋକନାଥ କର ଙ୍କୁ ଜାଣି ଧନ୍ୟ ହେଲି।🙏🏻
@Manu-nz8gx
@Manu-nz8gx 4 жыл бұрын
@Basanta kumar He Prabhu ie Kan ?
@lokanathdas5246
@lokanathdas5246 Жыл бұрын
ବହୁତ ସୁନ୍ଦର ଅଟେ ଏହା ଓଡ଼ିଶାର ଏକ ପାରମ୍ପରିକ ପୁରାତନ ଲୋକକଳା କୁ ଆଲୋଚନା ବହୁତ ସୁନ୍ଦର ଅଟେ ଗାୟକ ମ଼ହାସୟ ଙ କୋଇଲି ମାଳିକା। ଗାୟକ ପ୍ରଭାତ କୁମାର ସାହୁ ସତ ନାହିଁନ୍ତ ତାଙ୍କର ଏହି ପାଲା ମାଧ୍ୟମରେ ସେ ଚିରଞ୍ଜିବୀ ,
@niranjansamal7986
@niranjansamal7986 4 жыл бұрын
Very attractive pala. Super voice. I never seen any pala gayak of such high tense voices.
@Manu-nz8gx
@Manu-nz8gx 4 жыл бұрын
True
@upendramishra5638
@upendramishra5638 Жыл бұрын
ଅନବଦ୍ୟ ଦାନ. ସୁନ୍ଦର ପରିବେଷଣ. 🙏🙏🙏
@utkalalokdash6662
@utkalalokdash6662 2 жыл бұрын
ଆପଣଙ୍କ ଅଭାବ ଆଜି ସାରା ଓଡ଼ିଶା ଅନୁଭବ କରୁଛି
@anantasamal5654
@anantasamal5654 2 жыл бұрын
Gayak Ratna Prabhata Kumar shahu is my best of life . His every movment words was my first life stage stand in this earth
@binapanibehera6063
@binapanibehera6063 4 жыл бұрын
Bahut sundar sir nka mana katha apana poblic re kahichanti thanks sir.definetly pala is a gold kohinur.pravu apananku ahuri uchha stanare rakhi asirbada diantu
@khatrabasinit3533
@khatrabasinit3533 4 жыл бұрын
Ratna loka natha karankara koili malika , sahu mahashayank kanthare bada hruday bidarak , sasnkara ku dhanyabad ,,
@shaktiprasadpradhan941
@shaktiprasadpradhan941 4 жыл бұрын
Apana sabuuuuu dine koti Odia nka hrudaya re ruhantu. Jay Jagannath 🙏🙏🙏🙏🙏
@kanaklatasamal470
@kanaklatasamal470 4 жыл бұрын
ପ୍ରଣାମ ଭାଇ। ବହୁତ ସୁନ୍ଦର। ଜୟ ଜଗନ୍ନାଥ।
@ad549
@ad549 4 жыл бұрын
ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଧନ୍ଯ ଲୋକନାଥ କର ମହୋଦୟ ଏବଂ ଧନ୍ଯ ଆପଣଙ୍କ ଲେଖା।
@AmitKumar-gh7dj
@AmitKumar-gh7dj 3 жыл бұрын
Ati ati ati madhura gaibasaili. JAY BHABANI
@narayanbinayak4517
@narayanbinayak4517 2 жыл бұрын
What prabhat sir told happpendto himself . A great tragedy .lost to odisha . Naman to gayak ratna prabhat Babu .
@Manu-nz8gx
@Manu-nz8gx 4 жыл бұрын
He mahabhag, apananka koili malika gaiba saili swatantra. Dhanya apane...
@parikhitamohapatra8714
@parikhitamohapatra8714 4 жыл бұрын
Jay Jagannath Dhanyabad PravatSir Your Koili Mallika Is very attractive and your Presentation technic is beutiful heartouching
@godabarimangaraj5027
@godabarimangaraj5027 4 жыл бұрын
Mahabahu Prabhat Babu nku Bhala karidia jay Jagannath 🙏🙏🙏🙏🙏🙏🙏🙏🙏
@rohitakumarsethi2503
@rohitakumarsethi2503 2 жыл бұрын
ବହୁତ ସୁନ୍ଦର ପାଲା ପରିବେଷଣ, ଠାକୁର ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ ଭଲ କରିଦିଅନ୍ତୁ
@sanjibtripathy6486
@sanjibtripathy6486 4 жыл бұрын
Many many thanks Gayaka mahodaya babu ki sundara apananka pala apananku mo antara ru sadhubad janauchi
@Manu-nz8gx
@Manu-nz8gx 4 жыл бұрын
Koili Malika swatantra. Dhanya apane Gayak Ratna Prabhat K Sahu
@rajendrakumarsubudhi1052
@rajendrakumarsubudhi1052 Ай бұрын
ପ୍ରଭାତସଦା ପ୍ରଭାତଜିବନେନୋହିବସଂଧ୍ୟା ଆଗତ ମାତ୍ର ଏସଂସାର ମତ ଶରୀର ନି ଶେଷ ହୋଇ ଛି୤ସତ ସଭିଙ୍କ ହୃଦୟେ ତୁମେ ସଦା ବିରାଜିତ
@trilochanpatnaik6321
@trilochanpatnaik6321 Жыл бұрын
ସବୁଠାରୁ ଦୁଃଖ ଏହିଯେ ଯେଉଁ ଗାୟକ ରତ୍ନ ପ୍ରଭାତ କୁମାର ସାହୁ ଲୋକନାଥ କରଙ୍କ କୋଇଲି ମାଳିକା ପରିବେଷଣ କରୁଛନ୍ତି ସେ ଦିନେ ସେହି କର୍କଟ ରୋଗ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ନେବେ ବୋଲି। ଏଭଳି ଦୁଃଖ କାହାକୁ ପ୍ରଭୁ ନ ଦିଅନ୍ତୁ ବୋଲି ପ୍ରାର୍ଥନା କରୁଛି।
@subratbarik1166
@subratbarik1166 6 ай бұрын
ଯେତେଥର ଶୁଣିଲେ ବି ନୂଆ ଲାଗୁଛି ଆଉ କେହି ଆପଣଙ୍କ ଭଳି କୋଇଲି ମାଳିକା ଗାଇପାରିବେ ନାହିଁ. 🙏😭ଆପଣ ନାହାନ୍ତି ସିନା କିନ୍ତୁ ଆପଣଙ୍କ ମଧୁର କଣ୍ଠ ସଦା ସର୍ବଦା ରହିଛି.. ରହିବ.. ରହିଥିବ 🙏🙏
@dhaneswardehury6426
@dhaneswardehury6426 9 ай бұрын
ଗାଇବାର କଳା ,କଣ୍ଠର ଯାଦୁ,ଚାଲିର ଠାଣି, କହିବାର ଢଙ୍ଗ, ପାଦର ଭଙ୍ଗୀ ସବୁକିଛି ନିଆରା। ତେଣୁ ପାଲାଜଗତର ଏକ ଅପୂରଣୀୟ କ୍ଷତି।
@Akshayanaik-c1c
@Akshayanaik-c1c 2 ай бұрын
ଓଁ ନମଃ ନାରାୟଣ 💐🙏 ପ୍ରଭାତ ସାହୁ ଆତ୍ମା କୁ ସଦଗତି କରନ୍ତୁ ନାରାୟଣ 😭💐🙏
@pramodkumar573
@pramodkumar573 4 жыл бұрын
Pramoda. Kumar. Jena 🙏🙏🙏🙏🙏🙏🙏👌🤯👍
@anitamahapatra3990
@anitamahapatra3990 4 жыл бұрын
ଜୟ ଜଗନ୍ନାଥ, ସୁନ୍ଦର ସୁନ୍ଦର ଖୁଵ ସୁନ୍ଦର, ହୃଦୟ ଛୁଆଁ ।।
@arnapurnarout7501
@arnapurnarout7501 4 жыл бұрын
Very super performance....Jay jagannath.
@biswanathsenapati9351
@biswanathsenapati9351 4 жыл бұрын
Sir apanka pala aoo paribeshan bahut bahut bhala lagila. koili chaotisha bisayare kahibar nahi.. 💯 ru 💯
@SaumyaRanjanPatra-im2we
@SaumyaRanjanPatra-im2we Жыл бұрын
No 1 gayaka prabhata sir
@malayadash7543
@malayadash7543 3 жыл бұрын
Prabhata babu koileupare aadhareta kabeta bhouta sunder
@DeepuDash-n8i
@DeepuDash-n8i Жыл бұрын
Super duper gayak no1❤❤❤
@sujansahu884
@sujansahu884 3 жыл бұрын
Sir pranam,sir bahut badhia paribesan heichhi, prabhu Jagannath apananku sabubele bhalare rakhantu,etiki prarthana.
@wisdomacademye-education3464
@wisdomacademye-education3464 3 жыл бұрын
Marvelous presentation by Pravat babu...
@tapaswininishank1603
@tapaswininishank1603 2 жыл бұрын
God gifted voice sir ...aapana nka aatma nka ra aatma ra sadgati heu ...aapna nka ra aatma beikuntha re Stana pau ...God bless your family
@Manu-nz8gx
@Manu-nz8gx Жыл бұрын
Rightly said.
@krushnachandrasahoo1758
@krushnachandrasahoo1758 4 жыл бұрын
May Jagannath Cure Prabhat Sahoo Gayak ratna. Jay Jagannath.
@sankardehury9855
@sankardehury9855 4 жыл бұрын
U r great Prabhat sir
@krushnasahoo7401
@krushnasahoo7401 3 жыл бұрын
Thank a lot Prabhata Sahoo gayakratna. Jay Jagannath Swami
@bidyadhar5602
@bidyadhar5602 2 жыл бұрын
We Miss you Pravat Sahoo sir
@kedarsahu9888
@kedarsahu9888 Жыл бұрын
ଜୟ ଜଗନ୍ନାଥ। ପ୍ରଭାତ ସାହୁ ଙ୍କ ସ୍ଥାନ ଅପୂରଣୀୟ
@anantasamal5654
@anantasamal5654 2 жыл бұрын
Prabhat Kumar shahu is my life I love 💕 always him
@DilipMandal-pl2yf
@DilipMandal-pl2yf 6 ай бұрын
Bahuth bahuth dhanybad pala gayak shargiya prabhath kumar shahu
@BiswajitNayak-c4d
@BiswajitNayak-c4d 3 ай бұрын
odisha ra palajagTare a vali gayak au milibeni...jai jagannath om Shanti...
@rajeebadutta6044
@rajeebadutta6044 4 жыл бұрын
Really marvelous voice sir
@akrurnayak2068
@akrurnayak2068 3 жыл бұрын
Bhagawan nka pakhare prathana karuchi jaldi Pravat sir susta hoi puni pala karantu ame dekhibu really exlent pala gayak .
@charitrakumarbai6301
@charitrakumarbai6301 2 ай бұрын
ଅତି ସୁନ୍ଦର ପରିବେଷଣ 🙏
@ajayapal8389
@ajayapal8389 4 жыл бұрын
Jaganath apana nku Sada asribada karithantu. 🙏🙏🙏🙏🙏
@anantasamal5654
@anantasamal5654 2 жыл бұрын
Prabhat Kumar shahu ku koti koti pranam
@khatrabasinit3533
@khatrabasinit3533 4 жыл бұрын
Sahu mahashay odishara pathagara garba au gaurab , jagannath tanku arogya karantu ,
@RaghuramYT-k8j
@RaghuramYT-k8j 4 жыл бұрын
Sir pura super
@kanaklatasamal470
@kanaklatasamal470 4 жыл бұрын
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଦାରବିନ୍ଦେ ନିବେଦନ ଆପଣଙ୍କ ଶରୀର ଶିଘ୍ର ଆରୋଗ୍ୟ କରିଦିଅନ୍ତୁ। ଜୟ ଜଗନ୍ନାଥ।
@mousamarya2701
@mousamarya2701 3 жыл бұрын
Se au nahanti
@kanaklatasamal470
@kanaklatasamal470 3 жыл бұрын
@@mousamarya2701 କାହା କଥା କହୁଛନ୍ତି ଆପଣ?
@dyaramtandi2666
@dyaramtandi2666 4 жыл бұрын
ହେ ଭଗବାନ ସାର ଙ୍କ ଦେହ ଠିକ୍ କରିଦିଅ 🙏🙏🙏
@Manu-nz8gx
@Manu-nz8gx 4 жыл бұрын
Mor b sei minati
@rabindramartha8677
@rabindramartha8677 4 жыл бұрын
Prabhunkara eaki bichara L. Karanka sesa kabita gau gau prabhu aji pravata babunku a dukha dele. Prabhunku aji gali debaku ichha heuchhi.
@sudeeptakumarguin9045
@sudeeptakumarguin9045 2 жыл бұрын
Gayaka "Ratna Lokanath Kara" nka ra gote pala khojiki upload karantu pls🙏🏻 God bless you 🙏🏻
@niranjanpanda3653
@niranjanpanda3653 2 жыл бұрын
Sundar paribesana
@suryakantaparida3775
@suryakantaparida3775 4 жыл бұрын
Ati sundar - Jay Jagannath swami
@bigyanprasadsamantray7577
@bigyanprasadsamantray7577 4 жыл бұрын
Aapananku , Koti Namaskar , Hrudaya sparshi , Lokanatha kar Koili choutisha paribeshana kale , *JAY JAGANNATH SWAMI*.
@santoshswain8971
@santoshswain8971 Жыл бұрын
Never end of this type of singer
@chandanmohanty5687
@chandanmohanty5687 Жыл бұрын
Sabu ratna ama pakharu chali jauchanti , jay Jagannath,omm santi ,rip
@pramodkumar573
@pramodkumar573 4 жыл бұрын
Jayjagannath Mhapavu Raqkara Pavatababu Sha.huya 🙏🙏🙏🙏🙏🙏🙏🙏🙏
@sibasishpradhan1215
@sibasishpradhan1215 3 жыл бұрын
I like it Gayak Ratna Prabhat Sir, namaskar
@HemantaDas-v2y
@HemantaDas-v2y 3 ай бұрын
Jay jagannath sir
@bikashkumarsamal990
@bikashkumarsamal990 2 жыл бұрын
Thank you pravat babu namaskar
@sibasishpradhan1215
@sibasishpradhan1215 3 жыл бұрын
Jay jagannth, Namaskar Gayak Ratna Prabhat Sir
@golekhamalllik8863
@golekhamalllik8863 2 ай бұрын
Jay Guru 🙏🙏🙏
@usharanisamantaray2864
@usharanisamantaray2864 6 ай бұрын
ଅମର ରହେ ଗାୟକ ମହାଶୟ।
@santoshswain8971
@santoshswain8971 Жыл бұрын
I miss one of the best singer of odisha
@rasanandasahoo3046
@rasanandasahoo3046 4 жыл бұрын
Many many thanks prabhatbabu
@alekhabehera7177
@alekhabehera7177 4 жыл бұрын
God bless you Sir 🙏
@santoshswain8971
@santoshswain8971 Жыл бұрын
Koili Malika and asa asa priyatamA best singer is gayak ratna pravat sahu
@bharatbiswal2064
@bharatbiswal2064 2 жыл бұрын
Prahlad sahoo nka pala is best pala
@manashmohanty6759
@manashmohanty6759 4 жыл бұрын
You are great sir
@rojalinnath7524
@rojalinnath7524 4 жыл бұрын
ଗାୟକ ରତ୍ନ ପ୍ରଭାତ ସାହୁ ଆପଣଙ୍କ ପାଲା କଳାକୁ ଅଶେଷ ପ୍ରଣାମ।।ଆପଣ କହିଲେ ଗୋପୀନାଥ ଠାକୁର ଦିବଙ୍ଗତ ଗାୟକ ଲୋକନାଥଙ୍କୁ ପାଚିଲା ଆମ୍ବ ଦେଇଥିଲେ କିନ୍ତୁ ମୁଁ ଗୋଟିଏ ବହି ପଢ଼ିଥିଲି କବି ଗୌରଚରଣ ସାମନ୍ତସିଂହାର ସେଥିରେ ବର୍ଣନା ଅଛି ଯେ ପାଚିଲା କଦଳୀ ଦେଇଥିଲେ ବୋଲି।।ଯାହାବି ହଉ କିନ୍ତୁ ଆପଣଙ୍କ କୋଇଲି ଶିକ୍ଷା ପରିବେଷଣ ଅତ୍ୟନ୍ତ ସୁମଧୁର ଲାଗିଲା।।ଜୟ ଜଗନ୍ନାଥ।।
@krushnachandranath2096
@krushnachandranath2096 4 жыл бұрын
ଗାୟକ ରତ୍ନ ପ୍ରଭାତ ସାହୁ ଆପଣଙ୍କ ପାଲା ଓ ସାହିତ୍ୟ ଚର୍ଚ୍ଚା କୁ ଅଶେଷ ପ୍ରଣାମ ।ଆପଣ ଦିବଙ୍ଗତ ଗୋପିନାଥ କରଙ୍କର ଶେଷ ଗୀତ "କୋଇଲି ମାଳିକା" ଉପସ୍ଥାପନା ଖୁବ୍ ଉଚ୍ଚ କୋଟୀର ଥିଲା ।ଆଖିରୁ ଲୁହ ଆସି ଯାଉଛି । ଦୟାକରି କୋଇଲି ମାଳିକା ଗୀତ ଟି ପଠାଇଲେ ଆପଣଙ୍କ ପାଖରେ ଋଣି ହେବି । ଉତ୍ତର ଅପେକ୍ଷା ରେ। ଜୟ ଜଗନ୍ନାଥ।
@Manu-nz8gx
@Manu-nz8gx 2 жыл бұрын
ଚାଲିଗଲେ ଆଜି
@hemantsamantary9312
@hemantsamantary9312 4 жыл бұрын
Magnificent sir 🙏
@sujatatrilathy6053
@sujatatrilathy6053 2 жыл бұрын
Pravu jaganath valare rakhantu
@gayakbinayaknayakpala5098
@gayakbinayaknayakpala5098 3 жыл бұрын
Gayaka jibana ra dukha 🙏🙏🙏🙏
@jameswarsundaray911
@jameswarsundaray911 2 жыл бұрын
Very nice and Heart touch
@sureshpatra2885
@sureshpatra2885 Ай бұрын
Jay jagannath
@sarojmohapatra1097
@sarojmohapatra1097 4 жыл бұрын
Very nice to hear
@ahalyadas1014
@ahalyadas1014 3 ай бұрын
Apana ta au ama pakhaku feribeni Satya Narayana Apananku tanka pakhare nhala re rakhantu
@krushnajyoti3528
@krushnajyoti3528 3 жыл бұрын
ଭାଇନା ଆଜି ଆମେ ଆପଣଙ୍କ ଅଭାବ ଅନୁଭବ କରୁଛୁ । ଏ ଆଲୋଚନା ଦେଖିଲି ବହୁତ ଦୁଃଖ ଲାଗୁଛି। ଆପଣଙ୍କ କଥା ମନେ ପଡୁଛି। ଆପଣ ଶିଘ୍ର ଆରୋଗ୍ୟ ଲାଭ କରି ପୁଣି ଥରେ ପାଲା ପରିବେଷଣ କରନ୍ତୁ । ଏହା ହିଁ ମୋର ପ୍ରାର୍ଥନା 🙏🙏
@subhraprakashsahoo8819
@subhraprakashsahoo8819 2 жыл бұрын
😭
@anasuyapattanaik9635
@anasuyapattanaik9635 4 жыл бұрын
He pujya 🙏
@ajayapal8389
@ajayapal8389 Жыл бұрын
Legend never dies 🙏🙏🙏🙏
@harapriyamishra6497
@harapriyamishra6497 4 жыл бұрын
My Uncle is always perfect
@bansharajbarama4088
@bansharajbarama4088 3 жыл бұрын
Sir namaskar very good pala paribesan
@bharatbiswal2064
@bharatbiswal2064 2 жыл бұрын
Sir best pala ram ram bhai
@muktapanigrahi5054
@muktapanigrahi5054 2 жыл бұрын
Bahut dukha lagila prabhat babu tame b se rogare kasta paila
Симбу закрыли дома?! 🔒 #симба #симбочка #арти
00:41
Симбочка Пимпочка
Рет қаралды 4,8 МЛН
Players vs Pitch 🤯
00:26
LE FOOT EN VIDÉO
Рет қаралды 136 МЛН
What type of pedestrian are you?😄 #tiktok #elsarca
00:28
Elsa Arca
Рет қаралды 34 МЛН
Odia Pala ll Radha Janma ll Gayak Ratna ll Prabhat Sahu ll Pala 3 ll SJPRF
49:40
Shree Jagannath Pala Research Foundation
Рет қаралды 762 М.
Симбу закрыли дома?! 🔒 #симба #симбочка #арти
00:41
Симбочка Пимпочка
Рет қаралды 4,8 МЛН