ଗୋପୀନାଥ ମେହେର କେନ୍ କେନ୍ ଡିଜାଇନ୍‌ର ପାଟ୍ ଶାଢୀ ବୁନୁଛନ୍ ?

  Рет қаралды 1,088

Paharaa

Paharaa

Күн бұрын

ସମ୍ବଲପୁରୀ କଟନ୍ ଶାଢୀ ତୁଲନାଥି ପାଟ୍ ଶାଢୀ ମାନକେ ଟିକେ ଅଏତକା ମେହନତ୍ ଲାଗିଥିସି । ସଭେଁ ପାଟ୍ ଶାଢୀ ବୁନି ନାଇଁପାରନ୍ । ଇଥରର ଡିଜାଇନ୍ ସବୁ ଦୁଶରା ଶାଢୀ ମାନକଁରନୁ ଭିନେ । ଗୋପୀନାଥ ମେହେର ଆରୁ ତାକଁର ପୁଓ ମିଶିକରି ପାଟ୍ ଶାଢୀ ମାନେ ବୁନୁଛନ୍ ଆରୁ ବେପାରୀର ରେଟ୍ ହିସାବେ ବିକୁଛନ୍ । ୪୫କୁଠି, ୩୯କୁଠି, ୨୧ କୁଠି, ୫ କୁଠି ଲେଖେଁ ଡିଜାଇନ୍ ମାନେ ବୁନୁଛନ୍ । ଡିଜାଇନ୍ ଦେଖିକରି ଶାଢୀ ରେଟ୍ ଲଗେଇଥିସନ୍ ଆରୁ ଇ ସବୁ ୧୯ ହଜାର ନୁ ୨୫ ହଜାର ତକ୍ ଭିଲ୍ ଶାଢୀ ବିକୁଛନ୍ ।
About Us!
ପହରା, ଆମର ସମିଆଁ ଆର୍ ସମାଜର ଦର୍ପନ୍‌
ଆମର ତିହାର ବାହାରର ଉସନାକି, ଆମର ଘର କୁଟୁମ୍ ଆର ସମ୍ପର୍କର ଗହକି
ପହରା, ଆମର ଉଷତ୍ ଆନନ୍ଦର କଥାନୀ
ଆମର ଭାଷାଥି, ଆମକୁ କହେବେ ଆମର ନନୀ
ଆମର ଗାନା ବାଜନା, ଆମର ତିହାର ବାହାର, ଆମର ଗାଁ ମାଁ ଆରୁ ଭାଇ ବହେନ୍‌କଁର କଥା
ଆମର ଝି’ମାନେ ଆମକୁ ଦେଖାବେ ବାଟ୍ ଆରୁ ଆମକୁ ଶୁନାବେ ଆମର ଭାଷାଥି ଦୁନିଆଁ ଯାକର ଖବର
ପହରା ଆମର ନୂଆଁ ଜୀବନ୍ ଆର ନୂଆଁ ସପନ୍‌ର ପ୍ଲାଟଫର୍ମ
ଆଗକେ ବଢ୍‌ବାର ଲାଗି ପହରା ଆମର ସିଢି
ପହରା, ଆମର କଥା, ତୁମର କଥା, ସମ୍‌କଁର କଥା
ଆମର ସମିଆଁର ସବୁନୁ ସୁନ୍ଦର କଥା
ଆମେ ଠିଆ ହେମୁ ଆପଣକଁର ସୁଖ୍ ଆର ଦୁଖ୍‌ଥି
ଆମର ଭାଷା ଆମର ସଂସ୍କୃତିର ପହରଦାର ହେଇକରି ଠିଆହେମୁ ଆପଣକଁର ସାଙ୍ଗେ
ପହରା, ଆମର ଭାଷା, ଆମର ତୁଲସୀ ଚଅଁରା
ଜୁହାର 🙏
Subscriber If you are watching this video on KZbin, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର

Пікірлер
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН
How to treat Acne💉
00:31
ISSEI / いっせい
Рет қаралды 108 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 148 МЛН