GAHANI - JANMASTAMI - ଗାହାଣୀ - ଜନ୍ମାଷ୍ଟମୀ | (ଶ୍ରୀକୃଷ୍ଣଙ୍କ ଜନ୍ମ କାହାଣୀ) | Gita Dash | Sidharth Music

  Рет қаралды 1,302,775

Sidharth Bhakti

Sidharth Bhakti

2 жыл бұрын

କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ । ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ।
------------------------------------------------------------
Song : Janmastami Gahani
Singer : Gita Dash
Lyrics : Dillip Jena
Music Director : Puratana
Music Arranger / Programmer :
Video Artist :
Album : Janmastami Gahani
Album No : 3671
Music Label : Sidharth Music
-------------------------------------------------------
♪ Full Song Available on ♪
JioSaavn : bit.ly/38h4awV
Wynk : bit.ly/2WiLqLr
Gaana : bit.ly/3sNvc8I
Apple Music : apple.co/3Diy7ei
Amazon Prime Music : amzn.to/3jdR8Xn
iTunes :
Spotify : spoti.fi/3mzSbTy
----------------------------------------------------------
Video Director : Abhaya Garanayak
Camera : Rintu, Narendra & Bicky
Editor : Balaram
Thumbnail Design : Bikash,Tapan
3D Modeling : Adil Ali Khan
Digital Grading : Shivananda Jena
Recorded At : Sidharth Studio
Voice Dubbing & Mixing By : Munna & Sangram
Mastering By : Sitaram Agrawal & Pradyumna Singh
Producer : Sitaram Agrawal & Namita Agrawal
Banner : Sidharth Music
-----------------------------------------------------------
Set Caller Tune ; Operator Codes:
Airtel Users Dial 5432117581027
Vodafone Users Dial 53712240991
BSNL (South / East) Users sms BT 12240991 To 56700
Idea Users Dial 53712240991
BSNL (North / West) Users sms BT 7469649 To 56700
Also available on Jio Tunes
-----------------------------------------------------------------
ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
--------------------------------------------------------------
Subscribe us on KZbin to watch clippings & promos of our All 3 Television Channels :
👉 Sidharth Bhakti : / sidharthbhakti
👉 SidharthTV: / sidharthtv
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook: / sidharthbhaktiodia
👉 Like us on Instagram: / sidharthbhakti
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #odiabhajan #odiasong #jayjagannathtv

Пікірлер: 335
@RanajitSahoo
@RanajitSahoo 2 жыл бұрын
ଏ ହେଉଛି ଆମ ପୁରାଣ ଆମ ସଂସ୍କୃତି ଇଏ ହେଉଛନ୍ତି ଆମ ଠାକୁର 🙏 କୋଉ ସାଇ କି ବାବା ନୁହଁ
@bijankumarsahu6448
@bijankumarsahu6448 2 жыл бұрын
ଭଲ ହେଇଚି କିନ୍ତୁ ନୂଆ ସ୍ୱର ରେ ଗୀତ ଗାଆନ୍ତୁ ଏଇ ସ୍ୱର ରେ ବହୁତ ଗୀତ ହେଲାଣି l ଜୟ ଶ୍ରୀ କ୍ରିଷ୍ଣା l ସମସ୍ତଙ୍କୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ର ଶୁଭେଚ୍ଛା ଓ ଶୁଭକାମନା l 🙏🙏🙏
@jagannath560pujhari
@jagannath560pujhari
ଆଗ୍ୟାଁ ଭୁଲ୍ ବୁଝିବେନି ବାପା ଗୁଣରେ ପୁଅ ହେବାକଥା କେମିତି ବିପରୀତ ହେଳା ଟିକେ ବୁଝେଇ କହିବକୀ
@dusmantakumar284
@dusmantakumar284 2 жыл бұрын
ଏଇ ଗୋଟିଏ ସୋରରେ ବହୁତ୍ ଗୀତ କଲାନି ତମ କୁ କାନ ନୂଆ ଗୀତ ସୋର ମିଳୁନି କି
@brundabanajena5094
@brundabanajena5094 2 жыл бұрын
ଜୟ ଜନ୍ମାଷ୍ଟମୀ ଗୀତା ମମି
@manaskumarpanda6250
@manaskumarpanda6250 2 жыл бұрын
ଜୟ ଜଗନ୍ନାଥ ପ୍ରଭୁ 🙏🙏
@sunitadas6951
@sunitadas6951 2 жыл бұрын
ଜୟ ଶ୍ରୀକୃଷ୍ଣ 🙏🙏🙏🙏🙏
@laxmidharapradhan615
@laxmidharapradhan615 2 жыл бұрын
🙏ଜୟ,ଜୟ,ଜୟ,ହରେ,କୃଷୄ🙏💥💐🌸💮🌻🌺🥀🌹🏵🌷🌼🌾🍇🍈🍊🍏🍎🍍🍌🍋🍓🍒🍑🍐🥝🥥🏡🌄⭐🌠🌗🌙🌘🌧🌦🌥⛈️🌤🌨🌩🌈🔥🔔
@bishnuparida8252
@bishnuparida8252 2 жыл бұрын
ଛାତ୍ର ଜୀବନରେ ଏହା ନିମନ୍ତ ଆବଶ୍ୟକ!
@manaskumarpanda6250
@manaskumarpanda6250 2 жыл бұрын
ବିଉଟିଫୁଲ ନାନୀ 👌👌🙏🙏👌👌🙏🙏
@Deepikaswain-hp6cy
@Deepikaswain-hp6cy
Jay sri krishna🙏🏻🙏🏻🙏🏻
@sumitrabarik5671
@sumitrabarik5671
Radha Krishna 🙏🙏🙏
@Yourart476
@Yourart476 Жыл бұрын
Mo dhana re ta bhagya re kete dukha lekha thila mo krishna mo jibana mo dhana re 😢😢😢😢
@dayasahu9177
@dayasahu9177 2 жыл бұрын
JAi sri ganesh
@ranjanranjanbagh1416
@ranjanranjanbagh1416
Jay Sri Krishna
@deepkbiswal9907
@deepkbiswal9907
Jay jagannath mahaprabhu
@babulacharya664
@babulacharya664 2 жыл бұрын
Bahut sundara kantha
@hinaBiswal-j7d
@hinaBiswal-j7d
Jayajaganath
@sriyanahak100
@sriyanahak100 2 жыл бұрын
Happy birthday sree krishna krishna bhagaban samasti ku bhala re rakhantu aasribaad karrantu Jay shree krishna bhagaban
@deepakkumardas4032
@deepakkumardas4032 Жыл бұрын
Wow beautiful ❤️❤️❤️ song
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН
Iron Chin ✅ Isaih made this look too easy
00:13
Power Slap
Рет қаралды 35 МЛН
Clowns abuse children#Short #Officer Rabbit #angel
00:51
兔子警官
Рет қаралды 77 МЛН
Khulana Sundari Gahani
49:35
Gita Dash - Topic
Рет қаралды 636 М.
Дарю Самокат Скейтеру !
00:42
Vlad Samokatchik
Рет қаралды 8 МЛН