Ganpati Visarjan 2022 !!! Odisha Ganjam || Vlog

  Рет қаралды 26,037

Royal Odisha Boy

Royal Odisha Boy

Жыл бұрын

Ganpati Visarjan || Har Har Mahadev || Vlog #ganeshchaturthi #ganeshji #Royal Odisha Boy
Apne Bhai ko Please Follow Karna :-
Instagram - / lingaraja_sahu
Ganesh Visarjan hamare village me bohot masti huwa dosto ke sath
and Sri Ram ji, Sri Laxman Ji or Mata Sita procession ke sath.
Mere gaon me jo log hai sb le bohot help kiya and mast se Ganpati Bapa ka Visarjan huwa.
Your Queries :-
#ganeshchaturthi
Ganpati Bapa
#ganeshji
#ganeshutsav
#ganpatibappamorya
#ganesha_status
#Hanuman ji
#Ram Ji
Mata Sita
#Ravan
#bali
#sugriva
Don't Forget to Like, Comment, Share and Subscribe The Channel
( Thank You For Watching This Video )
Royal Odisha Boy
From - Ganjam Odisha ( India) #Royalodishaboy

Пікірлер: 15
@maanarayani6002
@maanarayani6002 Жыл бұрын
Bhaina Mosstt haeche waa planning da 🔥🔥👍100 100 khala auu
@RathFamilyVlogs
@RathFamilyVlogs Жыл бұрын
Super duper vlog
@royalodishaboy
@royalodishaboy Жыл бұрын
Thank You
@deepakkumarsahu5458
@deepakkumarsahu5458 Жыл бұрын
Wow... Awesome..
@mruniquejituvlog
@mruniquejituvlog Жыл бұрын
ଧନ୍ୟବାଦ ଲିଙ୍ଗା ଭାଇ ଅତି ସୁନ୍ଦର Really Amazing 👌👌👌
@NehaSingh-ko7hg
@NehaSingh-ko7hg Жыл бұрын
Very nice 👍🙂👍🙂
@itiedp
@itiedp Жыл бұрын
Jay Gajanan
@babysahu6440
@babysahu6440 Жыл бұрын
Ganpati bapa morya 🙏🙏🙏 Nice video 👌👌...
@kanhucharanmaharana3280
@kanhucharanmaharana3280 Жыл бұрын
👌Super Jay Ganapati Bapa
@storyontube4697
@storyontube4697 Жыл бұрын
Kaka 5k view
@royalodishaboy
@royalodishaboy Жыл бұрын
Ha 🙏
@statuscom8553
@statuscom8553 Жыл бұрын
ଯଦି ତମେ ଗାଁ ର ହିଁ ବିଡିଓ ସୁଟୁ କରିକି upload କରିବ ତେବେ ଏମିତି ବିଡିଓ view ଅଧିକ ଅସିବନି । ଖାସ କରିକି ନିଜ ଗାଁ ରେ । କାହାହିଁ କି ନା ପ୍ରତେକ ଗାଁ ରେ ଗଣେସ ପୂଜା,ଦୁର୍ଗା ପୂଜା କାଳିପୂଜା ଏହା ପ୍ରତିଦ୍ୱନ୍ଦାତ୍ମକ ଭାବନା ସୃଷ୍ଟି କରି ପାରେ । ଏହି ପାରେ ପ୍ରତିଦ୍ୱନ୍ଦାତ୍ମକ ଗୋଷ୍ଟି un Like and report ମାରି ପାରେ । ଆଉ ଏହା ଗୋଟେ new channel ra growth ବାଦ୍ଧା ସୃଷ୍ଟି କରି ପରେ । ଯଦି ଆପଣ ଏମିତି କେବଳ ଏମିତି ବିଡିଓ ସୁଟୁ କରିବେ ଘାସ କରିକି ନିଜ ଗାଁ ର ହୁଏତ କେବଳ ଆପଣ ଙ୍କ ଗାଁ ଲୋକେ ନଚେତ୍ ସେ ବିଡିଓ ସହିତ ସମ୍ବନ୍ଧ ରଖୁଥିବା ବ୍ୟକ୍ତିହିଁ ଦେଖିବେ। ଯେମିତି ollywood film industry, ଓଡିଆ KZbin video ଏହା କେବଳ ଅଞ୍ଚଳିକ (ମୁଁ ଭାସାକୁ ନେଇକି କହୁନି ଏହା କେବଳ ଉଦାହରଣ )। ଏବଂ ଏହି ପ୍ରକାର ବିଡିଓ କେବଳ ସ୍ମୃତି କୁ ମନପକାଇବାରେ ସାହାଯ୍ୟ କରିବ । ଏମିତି କିଛି content ଉପରେ ବିଡିଓ ପ୍ରସ୍ତୁତ କରନ୍ତୁ ଯାହା କେବଲ ଗାଁ ନୁହେଁ କି କୌଣସି ଗୋଷ୍ଟି ଉପରେ ନହୋଇକି ସେ content ସମଗ୍ର ଦେସ ସହିତ ଜଡିତ ରହିବେ । ଆପଣଙ୍କ ଯେଇଁ ବଟେସ୍ୱର ମନ୍ଦିର ଉପରେ ବିଡିଓ ବନେଇଥିଲେ ବହୁତ ଭଲ ହୋଇଥିଲା । volg ଅର୍ଥାତ ଏହା ନୁହେଁ କି ଆମ ଘର ଭିତରେ ଯେଉଁଟା ଅଛି ତାକୁ ଦେଖେଇବା ଏଇଟା ଆମ କୁହଁ ,ଏଇଟା ଆମ ବାଡି,ଏଇଟା ମୋ ସୋଇବା ରୂମ ,ଏଇଠି ମୋ ଗାଧାଏ । ଏହି ପ୍ରକାର ବିଡିଓ ର ମୂଲ୍ୟ ସେତେବେଳେ ରହିବ ଯେତେବେଳେ ଆପଣ ଗୋଟେ star / celebraty ହେବେ । ଯେଉଁଟା ଆପଣ ଏବେ କରୁଛନ୍ତି ମୁଁ କେବଳ ତାହାର ଉଦାହରଣ ଦେଲି । ଆପଣଙ୍କ ଯେଇଁ ବଟେସ୍ୱର ମନ୍ଦିର ଉପରେ ବିଡିଓ ବନେଇଥିଲେ ବହୁତ ଭଲ ହୋଇଥିଲା । ଏମିତି ବିଡିଓ ସୁଟୁ କରନ୍ତୁ । ଏହା ମୋ ଭାବନା ଯଦି ଖରାପ ଲାଗେ ତେବେ sorry ତମ ପରି ମୁଁ ମଧ୍ୟ ଏମିତି ଭୁଲ କରିଥିଲି ଯେଉଁଟା ମୋ ସଫଳତାରେ ବାଧାଥିଲା ତେଣୁ ତମ କୁ କହିବାକୁ ଇଛୁକ ପ୍ରକାସ କଲି
@royalodishaboy
@royalodishaboy Жыл бұрын
Thanks for feedback, but mu Mora life style upr video banau ni aeta athi paie kali ji taki odisha bahare lok v janata ku odisha re kemiti nija culture re Ganesh pooja visarjan hau boli baki kichi nahi, And ea Mora travel vlog only for place but Ganesh pooja time re thili boli ea sabu shot kali taki out of odisha v loka dekhtu and odisha ra lok v ea video ku diki tanke niha gaon ku miss kara tu and nija culture ku and THANK You for Most important Feedback 😊
@statuscom8553
@statuscom8553 Жыл бұрын
@@royalodishaboy ଆପଣଙ୍କ ଭାବନା କୁ ପ୍ରସଂସା କରୁଛି ଓ ସନମାନ ଭି କରୁଛି କି ଆପଣ ଆମ ଜନ୍ମ ମାଟି ର ପରମ୍ପରା କୁ ଓ ପ୍ରତିଭାକୁ ଅନ୍ୟ ମାନଙ୍କୁ ଦେଖାଇବା କୁ ଆଗକୁ ରସିଲେ ଏବଂ ସେଥିପାଇଁ ବହୁତ ପରିସ୍ରମ ଭିକରୁଛନ୍ତି ଓ ଆପଣଙ୍କ ବହୁମୁଲ୍ୟ ସମୟ ଭି ଦେଉୁଛନ୍ତି ଆପଣଙ୍କ ପାଖରେ ଆମେ ଚିରଉପକୃତ ରହିବୁ । ଆପଣ ଜାଣିଛନ୍ତି ଆପଣ ଙ୍କ ଆଘରୁ ବହୁତ KZbin ଆସିଛନ୍ତି ଏବଂ ଏମିତି ଓଡିଶାର ସାସ୍କୃତି ଉପରେ ବିଡିଓ ପ୍ରସ୍ତୁତ କରିଛନ୍ତି । ଯାହା ଆପଣ KZbin re search କଲେ ଦେଖି ପାରିବେ । କେବେ ଭାବିଛନ୍ତି ଏତେ ଓଡିଆ ଲୋକ KZbin re video ବିଡିଓ ପ୍ରସ୍ତୁତ କରୁଛନ୍ତି ତାଙ୍କ ବିଡିଓ ଛାଡିକି ଲୋକେ ତମ ବିଡିଓ କଣ ପାଇଁ ଦେଖିବେ । କହିବାର ଅର୍ଥହେଲା କି ତମ ବିଡିଓରେ କଣ ଏମିତି advantage ଅଛି ଯେ ସେମାଙ୍କ ବିଡିଓରେ ନାହିଁ । ସେମାନଙ୍କ ପାଖରେ ସବ୍ସକ୍ରାଇବର KZbin re search କଲେ ପ୍ରଥମେ ସେମାନଙ୍କ ବିଡିଓ ଆସବ ତମ ର ନୁହେଁ କହିବାର ଅର୍ଥହେଲା :- ସବୁ ଦିନେ ଜଙ୍ଗଲ ରେ ଲତାକୁ ହିଁ ସୂଯ୍ୟ କିରଣ ପାଇଁ ସଂଘର୍ସ କରିବାକୁ ପଡେ କାରଣ ବହୁତ ପୂର୍ବରୁ ଉଠି ଯାଇଥିବା ବଡ ଗଛ ନା କୌଣସି ଛୋଟ ଗଛକୁ ବୃଧିହେବା ରେ ବାଧାପାପ୍ତ କରେ । ବଡ ଗଛ ବଡ ହେବା ସକାସେ ଅଧିକ ସୂଯ୍ୟକିରଣ ଗ୍ରହଣ କରେ ଏବଂ ତାପରେ ବହୁତ କମ ପରି ପାଣରେ ଛୋଟ ଗଛ ।ଲତା ପାଖକୁ ସୂଯ୍ୟକିରଣ କେବେବି ଆସି ନଥାଏ ଯାହା ଆସେ ନକହିଲେ ଭଲ କିନ୍ତୁ ଲତା ପାଖରେ ଗୋଟେ advantage କି ଅନ୍ୟ ଗଛ ପରି ମଜୁବୁତ ନୁହେଁ ତେଣୁ ସୂଯ୍ୟକିରଣ ପାଇବା ପାଇଁ ସେ ମୋଡି ହୋଇ ହୋଇ ଗଛର ଅଗ୍ର ଭାଗକୁ ପହଁଚି ସୂଯ୍ୟକିରଣ ପ୍ରପ୍ତ କରେ । ଯେମିତି ତମର ଗୋଟେ advantage ତମେ ହିନ୍ଦି ରେ କହୁଛ ଯେଉଁଟା ବାକି KZbinର ହୁଏତ ବ୍ୟବହାର କରୁଥିବେ । ମୁଁ କହିବାର ତାତ୍ତପଯ୍ୟକୁ ବୁଝି ପାରୁଥିବ । ଭିଡ ଭିତରେ କମ କରିବ (ସାଧାରଣକର୍ମ ଚାରି:- company ରେ ମିସିକି କାମ କରିବେ per 20 person one AC, no coffee no tea ) ନା ଭିଡ ରୁ ଅଲଗା ହେଇକି କାମ କରିବ( ସାଧାରଣକର୍ମ ଚାର ମାନଙ୍କ ମାଳିକ :-company ରେ ନିଜର ବ୍ୟକ୍ତିଗତ ଗୃହ ac+tv+coffie any time ) ମୋର କହିବାର ଅର୍ଥ ତମେ ଭଲ ବିଡିଓ ସୁଟୁ କରୁଛ ତମେ ଯାହିଁବ ଯଦି ଆଗକୁ ଯାଇପାରିବ । କିନ୍ତୁ ଭଲ content + advantage ରହିବା ଆବସ୍ୟକ ମୋ କମେଟ ଯଦି ଖରାପଲାଗୁଛି ତମର ଏମିତି ଗୋଟେ friend ku ଦେଖାଓ ଯାହାକୁ ବିଡିଓ editing ନଚେତ KZbin re sucecss ହେଇଥିବ । ଏବେ ଆପଣ subscribe କମ ଅଛି ସେଥିପାଇଁ ମୁଁ ଏମିତି କମେଣ୍ଟ ଦେଉଛି କାରଣ କମେଣ୍ଟ ବହୁତ ଲୋକ ଦେଖିବେ ନାହିଁ ଏହି ହୁଏତ subscribe ବଢିଲେ ମୁଁ ତୁମ କୁ ଏହି ପ୍ରକାର କମେଣ୍ଟ ଦେଇ ପାରିବିନାହିଁ ମୁଁ ଜାଣିଛି ଆପଣ ଙ୍କୁ ବହୁତ କଷ୍ଟ ହୋଉଥିବ । ସେଥିପାଇଁ ମୁଁ ଦୁଖିତ
@royalodishaboy
@royalodishaboy Жыл бұрын
Nahi mate kharap laguni kahi kina tama comment padhi mate bohot kichi sikhi Baku milila ta mu Tama ku 'Respect' kare and tama 'Advice' ku madhiya Thank You 😊
Budhakhol temple Ganjam Odisha |  Panchu mahadev temple
11:31
Introducing Odisha
Рет қаралды 215 М.
🌊Насколько Глубокий Океан ? #shorts
00:42
버블티로 체감되는 요즘 물가
00:16
진영민yeongmin
Рет қаралды 93 МЛН
Dangarmurli chatria puja //samleswari bhajan..//kalahandi
11:04
Rakesh Official
Рет қаралды 69 М.
May 8, 2024(2)
0:43
Sipun Patro
Рет қаралды 8 М.
Patnagarh bastren Devi (2022) #patnagarh
7:31
Nayan
Рет қаралды 332 М.
🌊Насколько Глубокий Океан ? #shorts
00:42