ଗରୀବଙ୍କ ଘର ଛଡାଇନେବେ ମୋହନ ସରକାର|| HOME || BASTI || MOHAN MAJHI || News95 Odia

  Рет қаралды 104,466

News95 Odia

News95 Odia

Ай бұрын

#rasancard #politics #odisha #bjp #odishabjp #bjpgovernment #odishapolitics #farmer #rasan #bjd #bjdodisha #odishaviralvideo
#news95odia #politics #odishanews #breakingnews #viralvideo #modi #modigovernment #package #specialstory #bjpparty #cmmohanmajhi #cmmohan #cmo #ajirakhabar #odishakhabar #viralkhabar #viralnews #trending #trendigvideo
News95 Odia is one of the leading news hub that provides you with comprehensive up-to-date Odia news coverage from all over Odisha and India. We provide here 24/7 latest Odia top Stories, Politics News in Odia, Odia Breaking Stories, Odia live news, Current Affairs News in Odia, Sports News in Odia, Business News in Odia, Entertainment News in Odia, Astrology News in Odia, Spirituality News in Odia, and many more here only on #news95odia
II LIKE II
II SHARE II
II SUBSCRIBE II
Follow us on:-
Instagram :- / news95odia
Facebook:- / news95odia
Twitter :- / news95odia
==============================================
#news95odia #odisha #odishanews #odianews #breakingnews #politics #government

Пікірлер: 290
@Mrmindblowingabhiram
@Mrmindblowingabhiram 27 күн бұрын
Next electoin ରେ ହାରିବ BJP ସରକାର ଏହା ମୋର ଆଭିଶପ ଅଟେ । ସେ ଯେଉଁକାମ କରୁଛନ୍ତି ।ଗରିବଙ୍କ ଘର ଦ୍ଵାର ଭାଙ୍ଗି ଦେଉଛି । ଏହା ଓଡ଼ିଶାର ମୁଖ୍ୟମନ୍ତ୍ରୀ କୁହାଯାଏ ନାହିଁ । ମୋତେ ଲାଗୁଛି ଓଡ଼ିଶା ସତ୍ୟନାଶ ହେବ
@sudhirlakraeatingblogs
@sudhirlakraeatingblogs 27 күн бұрын
5yrs re auu kichi no thibo bhai sobu moriba ame auu kichi nahi dekhutha cm ku gopal dash jemti kola semti hebo
@stylestar486
@stylestar486 26 күн бұрын
BJP ନାମ ନେବ ଏମିତି ଯଦି କରେ
@DilipSahu-yj5vn
@DilipSahu-yj5vn 25 күн бұрын
Jabardakhal hatiba darkar
@stylestar486
@stylestar486 25 күн бұрын
@@DilipSahu-yj5vn ଯେଉଁମାନଙ୍କର ନିଜର ଜମି ଥାଇକି ଯଦି ସେମାନେ ସରକାରୀ ଜମି କୁ ଜବର ଦଖଲ କରିଛନ୍ତି ତେହେଲେ ସରକାର ତାଙ୍କ ସହିତ ଯାହା କଲେ ବି ଚଳିବ, କିନ୍ତୁ ଯାହା ପାଖରେ ମୂଳରୁ ଜମିବାଡ଼ି ନାହିଁ ଭୂମିହୀନ ଯେଉଁମାନେ ତାଙ୍କ ସହିତ ଏମିତି ଅନ୍ୟାୟ କଲେ ଧର୍ମ ସହିବ ନାହିଁ
@lilirout5905
@lilirout5905 25 күн бұрын
Company kholiba boli BJP dadan balanku swapna dekheidela vote neigala ebe gariba nku maribani ta kan au
@samantakumbhar1909
@samantakumbhar1909 23 күн бұрын
ମୋହନ୍ ମାଝି ନାଁ ରେ FIR କରାଯାଉ ଏ ସୁନିଶ୍ଚିତ
@user-ip1wx5fi5r
@user-ip1wx5fi5r 22 күн бұрын
ଗୋଟେ ବଡ଼ ଗାତ ଖୋଳି ସମସ୍ତ ବେସାହାରା ଗରିବ ମାନଙ୍କୁ ମାରି ପୋତି ଦିଅ ମୋହନ ମାଝି ତା ପରେ ଶାନ୍ତି ରେ ରାଜ୍ୟ କୁ ଶାସନ କରିବ
@sureshchandrakandi3449
@sureshchandrakandi3449 25 күн бұрын
ନବୀନ ବାବୁ ଥିଲେ ଗରିବଙ୍କ ସାଥୀ
@subratmadgul5375
@subratmadgul5375 23 күн бұрын
@@sureshchandrakandi3449 କୋଉ ଗରିବକୁ ତ ବୋପା ନବୀନ ସାହା ହେଇଥିଲା କିରେ ଚୁତିଆ ଶଳା କହିଲୁ ଟିକେ.... ନବୀନ ଅମଳ ରେ କଣ ଗରିବ ଙ୍କ ଘର ଭଙ୍ଗା ହେଇନି... ସେତେବେଳେ ତୁ କହିଲୁ ନାହିଁ.. କଣ ପାଟିରେ ନବୀନ ର ପେଳ ପଶି ଥିଲା କି ତୁ ବିଜେପି କୁ ଟାର୍ଗେଟ କରି ବିଜେଡି କୁ ଟେକୁଚୁ... ଶଳା ଚମଚା...
@mithundada5814
@mithundada5814 20 күн бұрын
​@@subratmadgul5375 hoi re lundbhakktt tota reality dekhiki to gandi fatijauchee bodhe ....mu bjd supporter nuho au nabin Amala re bhangahaechée bt semankuu ghoro bi diahaechee jodi belive heuni govt ro report dekho au World re Odisha ku jodi Loko mane janichontee saeta hela 1 . Lord Jagannath 🙏 2 . Naveen Pattnaik. Pain au aponkar akhiki ku tike khuliki reality kn chalichi saeta upore kuhontuuu . Btw spread love ❤
@mithundada5814
@mithundada5814 20 күн бұрын
​@@subratmadgul5375@subratmadgul5375 hoi re lundbhakktt tota reality dekhiki to gandi fatijauchee bodhe ....mu bjd supporter nuho au nabin Amala re bhangahaechée bt semankuu ghoro bi diahaechee jodi belive heuni govt ro report dekho au World re Odisha ku jodi Loko mane janichontee saeta hela 1 . Lord Jagannath 🙏 2 . Naveen Pattnaik. Pain au aponkar akhiki ku tike khuliki reality kn chalichi saeta upore kuhontuuu . Btw spread love ❤
@mithundada5814
@mithundada5814 20 күн бұрын
​@@subratmadgul5375​​@subratmadgul5375 hoi re lundbhakktt tota reality dekhiki to gandi fatijauchee bodhe ....mu bjd supporter nuho au nabin Amala re bhangahaechée bt semankuu ghoro bi diahaechee jodi belive heuni govt ro report dekho au World re Odisha ku jodi Loko mane janichontee saeta hela 1 . Lord Jagannath 🙏 2 . Naveen Pattnaik. Pain au aponkar akhiki ku tike khuliki reality kn chalichi saeta upore kuhontuuu . Btw spread love ❤
@mithundada5814
@mithundada5814 20 күн бұрын
​@@subratmadgul5375​​@subratmadgul5375 hoi re lundbhakktt tota reality dekhiki to gandi fatijauchee bodhe ....mu bjd supporter nuho au nabin Amala re bhangahaechée bt semankuu ghoro bi diahaechee jodi belive heuni govt ro report dekho au World re Odisha ku jodi Loko mane janichontee saeta hela 1 . Lord Jagannath 🙏 2 . Naveen Pattnaik. Pain au aponkar akhiki ku tike khuliki reality kn chalichi saeta upore kuhontuuu . Btw spread love ❤
@pramoddutta7997
@pramoddutta7997 25 күн бұрын
ସରକାର ଭାଗିଦିଆ ଯାଉ ଆଉ ଥରେ ଇଲେକ୍ସନ କର
@sumitrachandra552
@sumitrachandra552 23 күн бұрын
बिल्कुल
@NarayanNayak-wf8cg
@NarayanNayak-wf8cg 28 күн бұрын
ପ୍ରଥମ ଥର ସରକାର କରୁଛି ବିଜେପି ଏମିତି କାମ କଲେ ଆଗାମୀ ପଞ୍ଚାୟତ ଆଉ ମୁନିସପାଲିଟ ଇଲେକ୍ସନ ରେ ପୁରା ସୁନ ହୋଇଯିବ
@user-ke6dk6bv7l
@user-ke6dk6bv7l 25 күн бұрын
ଆଉ ପଂଚାୟତ ଭୋଟ ରେ ସଫା ହେଇଯିବ
@user-xe3lo1dc7s
@user-xe3lo1dc7s 21 күн бұрын
ସୁନ କଥା କହନା ଭାଇ ଟଙ୍କା ର ଭୋଟ ଯୋଉଠି ଟଙ୍କା ସେଇଠି ଭୋଟ,ଆମ ମାନଂକ ର ବୁଦ୍ଧି ଥିଲେ,ଆମେ ସରକାର ହେଇ ପାରିବା,ସେ ବୁଦ୍ଧି ଆମ ପାଖରେ ନାହିଁ, ଆମକୁ ଯୋଉ ପାଟି ଦେଲା ଟଙ୍କା ତା କଥା ରେ ହେଲୁ ବଙ୍କା ଆଉ କ'ଣ କହିବି,ଏବେ ସାଶନ କରିଲେ ସହିବାକୁ ପଡ଼ିବ
@mahabirmajhi2683
@mahabirmajhi2683 19 күн бұрын
BJD ro sankha Genda hoijiba nischita ! Pandian / Pranab Prakash Das sasan aau Odisha rey chaliba nahin !!!
@PurnachandraBarik-qt2ct
@PurnachandraBarik-qt2ct 26 күн бұрын
Mohan ସରକାର ଗରିବଙ୍କ ଜମି ଛଡାଇ ନିଅନ୍ତୁ ନାହିଁ।ଜମିବାଡ଼ି, ବିଲବଣ, ପାହାଡ଼ ପର୍ବତ ଆଦି ସମସ୍ତ ଜିନିଷ ପ୍ରକୃତି ପ୍ରଦତ୍ତ ଜିନିଷ.। ଏଗୁଡିକୁ ଉପଭୋଗ କରିବା ଲୋକମାନଙ୍କର ଅଧିକାର।ଭୁଲ କରନ୍ତୁ ନାହିଁ। ନଚେତ bjp କୁ ଆଉ କେହି ଭୋଟ ଦେବେ ନାହିଁ।ସରକାର ବଦଳାଇ ଦିଆଯିବ। Bjp ଉଚିତ ଶିକ୍ଷା ପାଇବ।
@mahabirmajhi2683
@mahabirmajhi2683 19 күн бұрын
Pandian, Pranab Prakash Das, Pranab Balwant Rai ,Priti Ranjan Ghadai etc loot kari koti koti tonka komailey, seita kon bholo thila? Odisha ro garib loka aau mines area lokankor kon labho hela!!!
@kumaromanu3137
@kumaromanu3137 24 күн бұрын
ଯେତେବେଳେ ବସ୍ତି ବାସିନ୍ଦାଙ୍କ ଭୋଟ ନେଲା ବେଳେ ନେଇଗଲ ଏବେ ଜିତିଲେ ପରେ ତାଙ୍କ ସହିତ ଖେଲୁଚ ସେମାନେ ଯିବେ କୁଆଡେ ସରକାରଙ୍କୁ ପଚାର । ଏବେ ଆମେ ଯିବୁ କୁଆଡେ। ବିଜେପି ଆଉ ହବନି 😢😢😢😢
@karunakarkisan1143
@karunakarkisan1143 26 күн бұрын
2029ରେ ବିଜେବି ଶୂନ୍ୟ ହୋଇଯିବ l
@pramoddutta7997
@pramoddutta7997 25 күн бұрын
ଗରିବ ଲୋକ ଙ୍କ ଘର ଭାଙ୍ଗିଲେ ତୀବ୍ର ଆନ୍ଦୋଳନ ହେବ
@OdiaTraveller_
@OdiaTraveller_ 24 күн бұрын
Bhai gariba achanti manuchi ta bhitaru nija gan re kahara ghara jaga nathiba au rahila basti re jaga bika hauchi kou hak re sarakari jami ta tanka jami
@user-xe3lo1dc7s
@user-xe3lo1dc7s 21 күн бұрын
ଭାଇ ଓ ଭଉଣୀ,ମା, ମାଉସୀ, ବାପା କକା ମର ସମସ୍ତଙ୍କୁ,ଅନୁ ରଦ ଓଡ଼ିଶା ସରକାରଙ୍କୁ ହଟାଅ,ଆମର ଏଭଳି ସରକାର ଦରକାର ନାହିଁ, ଗରିବଙ୍କୁ ଲାତ ମାରିବ, ତ ତେ କ'ଣ ଏଥିପାଇଁ ଜିତେଇଛୁ,
@Mrmindblowingabhiram
@Mrmindblowingabhiram 27 күн бұрын
BJB ସରକାର କୁ ଆଉ ବେସିଦିନ ଚାଲିବ ନାହିଁ
@disumsuder6947
@disumsuder6947 27 күн бұрын
ବଡ଼ ବଢିଆ ଙ୍କ ଜବରଦଖ ଆଗେ ହଟାଓ,
@chandrameher6166
@chandrameher6166 27 күн бұрын
ଠିକ୍ କରୁଛନ୍ତି ସରକାର କିନ୍ତୁ ଯାହାର ରହିବା ପାଇଁ ଜାଗା ନାହିଁ କିନ୍ତୁ ସରକାରୀ ଜମି ରେ ରହୁଛନ୍ତି ସେମାନଙ୍କ ପାଇଁ ସୁବିଧା କରିବେ ତାହାକୁ ରହିବା ପାଇଁ ଜାଗା ବାଣ୍ଟିବେ ବଳି ମୋର ଆଶା ମୋ କଥାରେ କିଏ କିଏ ରାଜି
@ranajitkumarmohanty9740
@ranajitkumarmohanty9740 27 күн бұрын
ଆଦାନୀ ଅମ୍ବାନୀ ବେଶି ସମୟ ଅପେକ୍ଷା କରି ପାରିବେନି ll ଗୁଜୁରାଟୀ ନେତାଙ୍କ strict instruction. ଜାଗା ଖାଲି ହେଲେ ପୁଞ୍ଜିପତିଙ୍କୁ ଦିଆଯିବ ll
@gtmusicvlog
@gtmusicvlog 25 күн бұрын
କି ରାଜନୀତି ମୋତେ ଲାଗୁଛି ନୁଆ ସରକାର ଗରିବ ମାନଙ୍କୁ ଆତ୍ମହତ୍ୟା କରିବାକୁ ମଜବୁର କରିଦେବ। ବଡ଼ ବଡ଼ ଲୋକ ଙ୍କୁ ଧର ମନା ନାହିଁ। ଗରିବ ଲୋକଙ୍କୁ ହଇରାଣ କଲେ ସେ ଜିବେ କୁଆଡେ ପ୍ରକୃତି ସହିତ ଖେଳିଲେ ପରିଣାମ ଭୋଗିବାକୁ ପଡ଼ିବ ଯଦି ଭଗବାନ ଆକ୍ସନ ମୋଡ ରେ ଆସିଲେ କ'ଣ ହେବ ତାହା ଏମାନଙ୍କୁ କିଛି ଜଣା ନାହିଁ।
@shakaharipruthivi8696
@shakaharipruthivi8696 27 күн бұрын
ବାଂଲାଦେଶୀ ଆଗେ ହଟେଇ କି ଦେଖା । ଜଣା ପଡ଼ିବ ଏ ସରକାର କାମ କରୁଛି। ଗରିବ ହିନ୍ଦୁଙ୍କୁ ଉଚ୍ଛେଦ କରିବା କି ବାହାଦୂରୀ । ବାବୁ, ନେତା ମାନଙ୍କ ଠାରୁ ଆରମ୍ଭ କରି ଦେଖାଅ। Bjp ଗୋଟେ ଦଳ ସେ ଯେଁଉ ରାଜ୍ୟ ରେ ବି ସରକାର କରେ ତାର ସମର୍ଥକ ଓ ଭୋଟର ଙ୍କ ଉପରେ ହିଁ ଅତ୍ୟାଚାର କରେ ଓ ହାରେ। ଏହାର ମୂଳ କାରଣ ଦୂରଦୃଷ୍ଟି ର ଅଭାବ। ଓ ନଷ୍ଟ ଭର୍ଷ୍ଟ ଅମଲା ତନ୍ତ୍ର ଦ୍ଵାରା ପରି ଚାଳିତ ହେବା। ନିଜ ଗୋଡ଼କୁ ଯିଏ କୁରାଢି ମାରିବ ତାକୁ ହିଁ କହନ୍ତି bjp ଦଳ?
@RabindrachandraSahu
@RabindrachandraSahu 27 күн бұрын
Mohan ସରକାର ସରକାରୀ ଜମି ଜବରଦଖଲ ହଟାଇ ଭୂମିହୀନ ଗରିବ ମାନଙ୍କୁ ଦେବେ 👍👍👍🙏🙏🙏
@sudhirlakraeatingblogs
@sudhirlakraeatingblogs 27 күн бұрын
@@RabindrachandraSahu kaha ku debo nahi se sobu adani nebo sobu biki saridebo
@deepakacharya3892
@deepakacharya3892 26 күн бұрын
@@sudhirlakraeatingblogs ଭାଇ ମୋର ଠିକ୍ ବୁଝିଛି, FEKU PARTY କୁ। ଗେରୁଆ PARTY ର ପରିଭାଷା - ଗରିବ ବିରୋଧୀ, ଆଦାନୀ ଙ୍କ ଭଳି ଧନୀ ମାଫିଆ ମାନଙ୍କ ଚାକର ହେଲା ମୋଦି, ଗୋମାଂସ ବେପାରୀ ଙ୍କ ଠାରୁ ହଜାର ହଜାର କୋଟି ର ଚାନ୍ଦା ନେଇ ନିଜକୁ ହିନ୍ଦୁ କହିବା, ଦଙ୍ଗା, ଗୁଣ୍ଡାରାଜ୍, RSS TERRORIST ସଂଘ୍ ଇତ୍ୟାଦି ଯେତେ କହିଲେ ବି କମ୍। ଜଙ୍ଗଲି ମାଙ୍କଡ ମୋହନା କୁକୁର କୁ REMOTE, AHUJA ଏବଂ ଗୁଜରାଟ REMOTE ଓଡ଼ିଆ ଅସ୍ମିତା ।
@user-nq1gn4eh3h
@user-nq1gn4eh3h 23 күн бұрын
ବର୍ତ୍ତମାନ ଯେଉଁ ଘର ଭଙ୍ଗା କାର୍ଯ୍ୟ ଚାଲିଛି ତାହା କ'ଣ କେବଳ ଧନୀମାନଙ୍କର କି ? ନୁହଁ । ବେଶି କରି କେବଳ ଗରୀବ ମାନଙ୍କର ଘର ଭଙ୍ଗାଯାଇଛି ଆଉ ଏକଥା ବୋଧେ ଆପଣ ଜାଣି ନାହାଁନ୍ତି । ଭୂମି ନ ଥିବା ଲୋକ ହିଁ ସରକାରୀ ଜାଗାରେ ଛୋଟ ମୋଟ କୁଡ଼ିଆ ଘର କରି ରହୁଛନ୍ତି ଏବଂ ଟାଉନ୍ ସହର ଗୁଡ଼ିକରେ ବିସ୍ତକରି ରହୁଛନ୍ତି । ଆଉ ସେହି ଘର ଗୁଡାକ ତ ଏହି ସରକାର ଭାଙ୍ଗୁଛି
@umakantirana2496
@umakantirana2496 24 күн бұрын
ଆଗ ମୋହନ ମାଝି ଘର ଭାଙ୍ଗାଯାଉ ଜାଣିବ ଗରିବ ଲୋକମାନେ ତା ପାଇଁ କେତେ କଷ୍ଟ ପାଉଛନ୍ତି
@user-vv4yu4uf7w
@user-vv4yu4uf7w 25 күн бұрын
ଘର ଭାଙ୍ଗିବା ସହଜ ହେଲେ ତିଆରି କରିବା କେତେ କଷ୍ଟ ଘର ଭାଙ୍ଗିବା ବା ବଦଳରେ ପାଇସା ଦେବା ଜରୁରୀ
@pbmmusicentertainmentchann5179
@pbmmusicentertainmentchann5179 24 күн бұрын
ଆଗକୁ sara ଓଡିଶା ରେ ନିଅ ଜଳିବ ଲୋକ ଚୁପ ରହିବେ ନାହିଁ
@OdiaTraveller_
@OdiaTraveller_ 24 күн бұрын
Bhai tk pachara tk keteJana 200/500re Munda bikichanti 😂nabin dela modi asile au kichi daba lobhi loka samaste, profit nathile nije relative pacharunahanti eta puni sarakar
@deepakacharya3892
@deepakacharya3892 27 күн бұрын
ମୋହନା ହାଣ୍ଡିଆ ବାଲା କୁ ଶନି ଦଶା ପଡ଼ିଛି। କେଉଁ COLLECTOR ବି ବସ୍ତି ବାସିନ୍ଦାଙ୍କ ମାମଲାରେ ମୁଣ୍ଡ ପୁରେଇବେ ନାହିଁ। ବସ୍ତି ବାସିନ୍ଦାଙ୍କ ଙ୍କୁ ହଇରାଣ କଲେ ଶଙ୍ଖ ବାହିନୀ ଏବଂ ଲୋକେ ଉଭୟ ମୋହନା ର ସାମଧି କରି ସେଠି ହାଣ୍ଡିଆ ବେପାର କରିବେ।
@PurnachandraBarik-qt2ct
@PurnachandraBarik-qt2ct 26 күн бұрын
You are right.
@PurnachandraBarik-qt2ct
@PurnachandraBarik-qt2ct 25 күн бұрын
@@deepakacharya3892 right
@karunakarkisan1143
@karunakarkisan1143 26 күн бұрын
ନବୀନ ତାଙ୍କ ଉତ୍ତରାଧିକାରୀ ବାଛିବା ଠିକ୍ ହେବ l
@sumitrachandra552
@sumitrachandra552 23 күн бұрын
Right
@girisusanta582
@girisusanta582 27 күн бұрын
Odisha re b j p sarkar besi dina nuha
@KapaleswarSa
@KapaleswarSa 25 күн бұрын
ଆମେ ଗରିବ
@user-vb6wl1gu1h
@user-vb6wl1gu1h 23 күн бұрын
5 barso pore bjp nam hajijibo
@aaradhyamaa6144
@aaradhyamaa6144 27 күн бұрын
Bikash na Binash
@amitkumarpradhan8935
@amitkumarpradhan8935 27 күн бұрын
ଲୋକଙ୍କ ଠୁ ନେଇ ଆଦାନୀ କୁ ଦେବ ...
@parshurammajhi1431
@parshurammajhi1431 27 күн бұрын
Mohana sarakar bada luka manakara to kichhi kari paribani gariba luka manakara luha padiba mohana upare sia bhasi jiba
@tingujiacomedy1945
@tingujiacomedy1945 27 күн бұрын
Bjp sarakar last time bass
@DAXTERSHORTS
@DAXTERSHORTS 19 күн бұрын
BJP hatao
@user-ip1wx5fi5r
@user-ip1wx5fi5r 23 күн бұрын
Naba das Vali Mohan majhi ra abasta heba
@patitakumarchoudhury9855
@patitakumarchoudhury9855 27 күн бұрын
ଗରିବ କମ, ଠକ, ଟାଉଟର ସବୁ ମାଡି ବସିଛନ୍ତି ସରକାରୀ, ବେସରକାରୀ, ପତିତ ଜମି, ଗୋଚର ଜମି , ସରକାର ଙ୍କ ପଦେକ୍ଷେପ କୁ ସ୍ୱାଗତ 🙏ଗରିବ ଲୋକଙ୍କୁ ସେମାନଙ୍କ ପୁଅ ଝିଅ ପୋଷିବାକୁ ବାଧ୍ୟ୍ୟ.ସରକାରୀ ଜମି, ଘରୋଇ ଜମି ନିଜ ପୈତୃକ ସମ୍ପତି ଭାବିବା ଅନୁଚିତ 🙏ସବୁ ଜବରଦଖଲ ବିଜେଡି ସରକାର, ଦେଶର ଆଇନ ଶିଖେଇଛି 🙏
@BiswajitPradhan-qx1vk
@BiswajitPradhan-qx1vk 25 күн бұрын
Ek dam ସତ
@SoudaminiSabar-in5lj
@SoudaminiSabar-in5lj 19 күн бұрын
👊👊👊
@patitakumarchoudhury9855
@patitakumarchoudhury9855 17 күн бұрын
@@SoudaminiSabar-in5lj kr👊👊👊🤜
@niharranjanbastianihar9379
@niharranjanbastianihar9379 28 күн бұрын
ସୁପ୍ରିମ କୋୖର୍ଟ ଯିବାକୁ ପଡିବ
@sanjuktaoram4149
@sanjuktaoram4149 27 күн бұрын
@@niharranjanbastianihar9379 gariba
@manasdash8604
@manasdash8604 27 күн бұрын
ଭଲ କାମ କରୁଛନ୍ତି କିଏ କହିଥିଲା ସରକାରି ଜମି ମାଡ଼ିବସି ରହିବାକୁ
@patitakumarchoudhury9855
@patitakumarchoudhury9855 27 күн бұрын
10000% ଠିକ 👍👍
@sudamsahu187
@sudamsahu187 26 күн бұрын
Bhala heba
@TunamahantaTuna
@TunamahantaTuna 25 күн бұрын
ହେତେଦିନରୁ ମୋହନ ମାଝି ଆଡିଆପିହୁଥୀଲେ ମୋହନ କୁ ସକାରୁ ହଟାଜାଅ
@b9gi6
@b9gi6 27 күн бұрын
Bahar state ru asi odisha re population badhauchhanty
@user-famboy
@user-famboy 27 күн бұрын
Gariba Loko kuade jibe gariba Loko vote bele ethi pain ken😢😢
@bijaykumarnayak5387
@bijaykumarnayak5387 24 күн бұрын
Amitika cm dar kar nae
@lalitmohanmohapatra8761
@lalitmohanmohapatra8761 27 күн бұрын
Good decision.
@somyaamohanty5498
@somyaamohanty5498 27 күн бұрын
Naveen puni asiba
@sipendramalik2192
@sipendramalik2192 24 күн бұрын
ଯେଉଁମାନେ ସରକାରୀ ଭୂମିରେ ବାସ କରୁଥିବା ଲୋକମାନେ ଯିବେ କୁଆଡେ଼? ପ୍ରଥମ ଯେଉଁମାନେ ସରକାରୀ ଭୂମିରେ ବସ ବାସ କରନ୍ତି ପ୍ରଥମେ ଅନ୍ୟ କାର୍ଯ୍ୟ କରାଯାଉ ତାପରେ ଏହିପ୍ରକାର ବ୍ୟବସ୍ଥା କରାଯାଉ 😢😢 ନ ହେଲେ ଆମର ନୁନାର ଓଡ଼ିଶା ମାଟିରେ ମିଶିଯିବ 😢
@RajeshSahoo-k5b
@RajeshSahoo-k5b 24 күн бұрын
ଗରିବ ର ଘର ଦ୍ଭାଙ୍ଗିଲେ ସିନା ଅମ୍ବାନୀ ଆଦାନୀ ଜାଗା ଦିଆ ଜିବ ନହେଲେ ଟଙ୍କା କୁଆଡ଼ୁ ଆସିବା ତୋର ବାଳ ମୁହ ଦେଖିଲେ ଖାଇବାକୁ ମିଳିବନି
@subratmadgul5375
@subratmadgul5375 23 күн бұрын
ତର ଜଉ ପେଳ ଭଳିଆ ମୁହଁ ଦେଖିଲେ... ଶଳା ଗେଇବାକୁ ତ ଭଉଣୀ ମୋତେ ଦେବନି....
@user-qi9yr5nh6x
@user-qi9yr5nh6x 28 күн бұрын
ଗରିବ ଲୋକମାନଙ୍କର ଘର ଭାଙ୍ଗି ଧନୀ ଲୋକ ପାଖକୁ ଦିଆଯାଉ।
@LeehibanandaMohanty
@LeehibanandaMohanty 18 күн бұрын
CM CHANGE KORA JAU ....
@BenudharNayakBenudharNay-wk2zo
@BenudharNayakBenudharNay-wk2zo 27 күн бұрын
Good job mm sir
@pravanjanpravanjanmohapatra
@pravanjanpravanjanmohapatra 25 күн бұрын
Thanks c m sir
@pjoesh
@pjoesh 24 күн бұрын
Mohon sarkar nuho BJP SARKAR KUHANTU
@RanjanKanda
@RanjanKanda 23 күн бұрын
Mahan katha ❤
@sushil089
@sushil089 28 күн бұрын
Lingaraj mandir and jaganath mandir property all should be taken by govt
@akshya3587
@akshya3587 24 күн бұрын
Ek dum right...hatiba Katha jabardakhal no koriba hi bholo
@user-ry4lh8dn7f
@user-ry4lh8dn7f 27 күн бұрын
2028 Re BJP HATAO ODISHA BANCHAO
@suryakantadas8677
@suryakantadas8677 24 күн бұрын
Perfect decsn ...
@harizKhan506
@harizKhan506 19 күн бұрын
ଏଥର laser ଦ୍ୱାରା attack haba
@ranjannayak1741
@ranjannayak1741 27 күн бұрын
Gariba loko manka ghara jami chadei nele ...bjp au sarkar ko bebhe ashibani ..agami panchayat election re ya jabab diya jiba...bjp mukta odisha karidiya jiba..
@sureshkumarsahoo7985
@sureshkumarsahoo7985 24 күн бұрын
Bhul hoegala vote deiki
@HarishchandraSamad-qg7zx
@HarishchandraSamad-qg7zx 23 күн бұрын
BJP amiti kamo korile lastre posteibo.....public hin bhagaban au public hin Sarkar..Nua Sarkar hele bhala kamo dhekheiki dhekha..
@manaskumarbar561
@manaskumarbar561 27 күн бұрын
Very good decision
@ajayamohapatra9155
@ajayamohapatra9155 24 күн бұрын
Good Job👍🏿
@user-ro6wr2qm8h
@user-ro6wr2qm8h 24 күн бұрын
Next election re b j p hajba au Congress asiba kathha sata ,
@user-sk8yt1uf9c
@user-sk8yt1uf9c 27 күн бұрын
Good,disesana
@pop-Y-t8w
@pop-Y-t8w 27 күн бұрын
Jaldi action nele bhala haba👍
@ganapatimajhi3556
@ganapatimajhi3556 26 күн бұрын
Bahut jaruri
@hareshchandranaik8065
@hareshchandranaik8065 19 күн бұрын
Please save poor people and landless people kindly 🙏
@vickygroupers5266
@vickygroupers5266 27 күн бұрын
Very nice
@sudamurma1238
@sudamurma1238 27 күн бұрын
Jai nabin sarkar.nabin sir sabu garib loko dukha bujhu thi le...BJP .garib loko ku kandui chi..Nabin sir come back to CM
@sadhanugursandi8798
@sadhanugursandi8798 24 күн бұрын
ଏ ଇଟା ସବୁ ପ୍ରଦାନ ମନ୍ତ୍ରୀ ପ୍ଲାନ୍😢😢😢
@subratmadgul5375
@subratmadgul5375 23 күн бұрын
ତ ବଉ ଘଇତା ପାଣ୍ଡୁ ର plan
@DasharathaRoti
@DasharathaRoti 27 күн бұрын
Amiti kale punithare sarkar badaliba
@ajitbehera2260
@ajitbehera2260 25 күн бұрын
Bjp ku bhot dei Goribo kanduchhonti .Bhogobanku Prarthana. Koruchhonti A sorkar sigro Bhangi jau
@purnachpatra1330
@purnachpatra1330 27 күн бұрын
Right
@kumarjena6492
@kumarjena6492 17 күн бұрын
Ame bhabithile amo dukha sunibe mohan sir kintu olota
@bibhutibhusanbehera5464
@bibhutibhusanbehera5464 26 күн бұрын
Garibamara ନୀତି
@kumarsahoo7987
@kumarsahoo7987 24 күн бұрын
odisha BJP Take some knowledge from up election.BJP destroy at up due to Ram mandir (heavy destroy of public property)
@Rajesh14375
@Rajesh14375 24 күн бұрын
Mohan odisha bashi heiki odisha pani kichi kariparibani bjp sabu jaga neijiba goriba loka garib hoirahibe dhoni Aahuri dhoni heba e bjp modi rajuti odisha basi ebe bujhiparila kie bhala sarkar ghara ki jaga khande deiparuni bjp sarkar hele jaumane jangal re basabasa kari asuchanti agoru se jagaku bjp kabja karuchi jemiti ta maa biaru jaga esabu
@BhaktuHembram-ll5uh
@BhaktuHembram-ll5uh 26 күн бұрын
Sabu jami adibasi mane tiyari karchanti sarkar tiyari karini
@basantasahu1031
@basantasahu1031 20 күн бұрын
ବିଜେପି ଭାଙ୍ଗିବ
@IshaChudimahal
@IshaChudimahal 27 күн бұрын
Jay mohan sir 🙏🙏🙏🙏🙏🙏🙏🙏🙏🙏🙏🙏
@subhashrout99371
@subhashrout99371 27 күн бұрын
Bhala. Karichanti
@rabisahu8788
@rabisahu8788 25 күн бұрын
300 unit bijli free mada band pacharile muja band
@patrastiekey8875
@patrastiekey8875 27 күн бұрын
My giha sarkar
@bijanshil9584
@bijanshil9584 27 күн бұрын
BJP ko hatao
@SonamKhan-wy1kq
@SonamKhan-wy1kq 24 күн бұрын
Sahara india rs kiye deba lokonku
@Medicineinfo658
@Medicineinfo658 24 күн бұрын
Next election re BJD sure
@user-ml2sr1nv7q
@user-ml2sr1nv7q 25 күн бұрын
Bahut bahut Dhanyvad mohan sarkar ku🙏
@Mr.Santali_Tech
@Mr.Santali_Tech 24 күн бұрын
Vote delo ebe namo niyo
@aratanayak8009
@aratanayak8009 25 күн бұрын
ବଡବଡିଆ ମନେ କେବେହେଲେ ବିଜେପି କୁ ଭୋଟ ଦେଇନଥିବେ କି ଦେବେ ନାହିଁ ଗରିବ ମନେ ଭୋଟ ଦେଲ ଏବେ ନାମ ନିଅ
@aswinibanchhor8945
@aswinibanchhor8945 19 күн бұрын
ସରକାରୀଚାକିରିଆ ଲକ୍ଷଟଙ୍କାଦରମାପାଇପିସିଖାଉଛନ୍ତି ଠିକସେକାମକରୁନାହାନ୍ତି mla mp ମାଲେମାଲ ହେଲେଏଠିଗରିବଙ୍କଘରଭଙ୍ଗାହେଉଛି ପଜେପି ଓଡିଶାରୁଲୁପ୍ତହେଇଯିବ
@ugreshantandi
@ugreshantandi 24 күн бұрын
Bjp odisha ra vol pain asithile ଟିପ୍ ମାରିବା ପାଇଁ ମୋହନ‌ମାଝି କୁ ମୋଦି ବ୍ୟବହାର‌ କରୁଛନ୍ତି ମୋହନ ସାର ଙ୍କ ଭୁଲ ନାହିଁ ଓଡିଶା ପରିବର୍ତ୍ତନ ଚାହୁଥିଲା ଏ ସବୁ ତ ପରିବର୍ତନ
@user-rb4ly6yy4b
@user-rb4ly6yy4b 24 күн бұрын
Mohan tinipanjiru jiba
@SdineshBhai
@SdineshBhai 23 күн бұрын
Bhal hela
@friendrejoicehappyness
@friendrejoicehappyness 27 күн бұрын
PM avash jojana re samastanku ghara milijiba
@kanhudas3308
@kanhudas3308 24 күн бұрын
ଏ ଓଡିଶା ର ଲୋକ ତ ଚାହୁଁଥିଲେ ତ ନୂଆ ସରକାର ହେଇଗଲା ତ ନୂଆ ସରକାର ଯାହାବି କରୁଛନ୍ତି ଏ ମୋହନ sir ଠୀକି 100% Rhght 👏👏ଏବେ ଏ ଲୋକ ମାନେ ଗଛ ତଳେ ରୁହନ୍ତୁ ବାଃ ବାଃ ରେ ଏ ଡବଲ ଇଞ୍ଜିନି ମୋଦୀ ଆହୁରି କଣ ଅଛି ଭାଙ୍ଗି ଦେ 🤣🤣👎
@user-pk1tz5lf8w
@user-pk1tz5lf8w 18 күн бұрын
ବହୁତ ଗରିବ ଲୋକ ମାନେ ଭାବିଥିଲେ ଯେ ନୂଆଁ ସରକାର ଆସିବେ ଗରିବ ଲୋକଙ୍କୁ କିଛି ଭଲ ମନ୍ଦ ଦାୟୀତ୍ବ ଗ୍ରହଣ କରିବେ ସେମାନଙ୍କ ଦୁଃଖ ଚାଲିଯିବ ହେଲେ ଏଠି ଓଲଟା ବୋଝ ଉପରେ ଲଳିତା ବିଡା ବିଡା 😂😂
@ashokdehuri1965
@ashokdehuri1965 25 күн бұрын
Yes
@sripatimeher6168
@sripatimeher6168 27 күн бұрын
Ghara khande kari jia rahichi taku uthaiba sarakar prati bhayankara heba. Jia accr acr jami madi basichi taku utha.
@BTSJK906
@BTSJK906 28 күн бұрын
To munha podi jau to bansa budu lok manku jau kanduchu
@mkdrofficial4568
@mkdrofficial4568 25 күн бұрын
Jay Congress
@subhanarayanparida3737
@subhanarayanparida3737 23 күн бұрын
Nice step but general caste can buy stsc plot
@SsPix23
@SsPix23 21 күн бұрын
BJD ର ଲୋକ ମାନେ ସରକାରୀ ଜମି ମାଡ଼ି ବସିଛନ୍ତି
@ajitbehera2260
@ajitbehera2260 25 күн бұрын
Bjp hotibo
@prasantakharsel3045
@prasantakharsel3045 23 күн бұрын
Gariba loka manaka ghara bhagi thik Kalani mohan sarakar tumaku bhagaban kbe khayama karibe nahi
Odisha CM-designate Mohan Majhi Interacts With Locals
3:27
Kanak News
Рет қаралды 578 М.
Советы на всё лето 4 @postworkllc
00:23
История одного вокалиста
Рет қаралды 4,8 МЛН
Inside Out Babies (Inside Out Animation)
00:21
FASH
Рет қаралды 23 МЛН
Советы на всё лето 4 @postworkllc
00:23
История одного вокалиста
Рет қаралды 4,8 МЛН