ଗରିବ ଆଦିବାସୀ ଝିଅ ବୋଲି, ମୁଁ କଣ ଅଶୁଭ, ଗାଁରୁ ସହର ଆସିଛି ନିଜକୁ ସ୍ୱରକୁ ପରିଚୟ ଦେବାକୁ ! Singer Rajani Mondal

  Рет қаралды 198,528

Pratidin TV

Pratidin TV

Күн бұрын

Пікірлер: 808
@kshetrabhaipresents
@kshetrabhaipresents Ай бұрын
ବହୁତ ଖୁସି ଲାଗୁଚି ଯେ ଆମ ଆଦିବାସୀ ଭଉଣୀ କୁ ଆଗକୁ ଯିବାକୁ ସାହାଯ୍ୟ କରିଥିବାରୁ । ବିଶେଷ କରି PRATIDIN TV Channel କୁ ଜୟ ଜଗନ୍ନାଥ 🙏🙏
@DSPSOURA
@DSPSOURA Ай бұрын
ଭାଇ ମୁଁ ବି ଜଣେ.. ଆଦିବାସୀ ସଉରା ପିଲା.. ଗର୍ବ କରେକି ଆମ ଆଦିବାସୀ ପିଲା.. ସେ କେତେ ଯେ କଷ୍ଟ କରି ଥିବ ତା ଜୀବନ ରେ.. ଆମେ ଯେତେଜଣ ସଉରା ଆଦିବାସୀ ଅଛେ.. ତାଙ୍କ କୁ.. ଆଗକୁ ନେବା ପାଇଁ.. ପ୍ରାର୍ଥନା କରିବା 🙏.. ଯେମିତି କି କଳା ସଂସ୍କୃତି ଆଗକୁ ବଡ଼ାଇ ବେ... ଜୟ ଆଦିବାସୀ...
@damadarsoura8581
@damadarsoura8581 Ай бұрын
Right
@PratapMangaraj-l8y
@PratapMangaraj-l8y Ай бұрын
ସୁନ୍ଦର ସ୍ୱର ଆଗକୁ ବଢ଼ିବାରେ ସୁଯୋଗ ମିଳିବ
@kanhucharanbehera6877
@kanhucharanbehera6877 Ай бұрын
ଆପଣ ଜଣ ଭଲ କଳାକାର ହେବ ଭଗବାନ ଆପଣଙ୍କୁ ଆଶ୍ରିବଦ କରନ୍ତୁ jay jagannath
@RatnaKoro
@RatnaKoro Ай бұрын
Jaya jagarnathath swhami
@AratiBhuyan-i7m
@AratiBhuyan-i7m Ай бұрын
ମୁଁ ବି ଜଣେ ଆଦିବାସୀ ଝିଅ, ବାପା ମାଆ ଚାଲିଯିବା ଯିବା ପରେ P.G କରି , ଆର୍ଥିକ ଅଭାବ ରେ ପଡ଼ି ରହିଛି ଆଜି ପର୍ଯ୍ୟନ୍ତ। ଆଦିବାସୀ କେତେ ଯେ କଷ୍ଟ ..... କିଛି କହିଥିବାରୁ ଧନ୍ୟବାଦ। God bless you sister... ଗଜପତି
@ashokkumarnayak3300
@ashokkumarnayak3300 Ай бұрын
ଭ ଉଣୀ ସରକାରୀ ଚାକିରି ପାଇଁ Apply karantu.. you tube ru . Patha padhantu.. bhal bhal teacher u tube re achhanti.. ଆଦିବାସୀ ଏକଲବ୍ୟ ବି ଥିଲେ . Situation ku handle kari future karibaku try karantu..
@MrX-cx3no
@MrX-cx3no Ай бұрын
ଭଉଣୀ ମୋ ୟୁଟ୍ୟୁବ ଚ୍ୟାନେଲ ରେ କାମ କରିବ କି?
@sk.gaurisankhar
@sk.gaurisankhar Ай бұрын
Sata katha but other cast loka mane reservation pain kimba anya karanaru bahut nicha dekhitahanti aamaku kintu madichal boli mar lok ka bavna ko😂😂
@chandrashekhargo7343
@chandrashekhargo7343 Ай бұрын
ତମ ପାଇଁ ସରକାରୀ ଚାକିରି କରିବାର ବହୁତ ସୁଯୋଗ ଅଛି।କେମିତି କହୁଛ ଯେ ପିଜି କରି ପଡ଼ି ରହିଛି। କେବଳ certificate dhari Basile hebani
@Boom-z8j
@Boom-z8j Ай бұрын
​@@chandrashekhargo7343Xm notification ta asuchi kintu xm date ghunchi ghunchi jauchi aau result pare b corruption 😅
@AjitaGamanga-s4x
@AjitaGamanga-s4x Ай бұрын
ରଜନୀ ଭଉଣୀ ବହୁତ ସୁନ୍ଦର ଆଗକୁ ବଡ଼ନ୍ତୁ
@SatyanarayanSabar-z5n
@SatyanarayanSabar-z5n Ай бұрын
ବହୁତ ସୁନ୍ଦର ଆମ ଆଦିବାସୀ Dear Sister Rajani ଗୀତ ଗାଇଛନ୍ତି ମୁଁ ଅତି ଖୁସି
@Rajendrasabar-l1d
@Rajendrasabar-l1d Ай бұрын
ଦିଦି ଗୀତ କୁ ବହୁତ ସୁନ୍ଦର ଲାଗୁଚି ଯେ ତୁ ଜାନୁ ଭାଇ ବି ଧନ୍ୟବାଦ ଦେଉଛି ଶ୍ରୀ ଜଗନ୍ନାଥ
@pitabashjani2007
@pitabashjani2007 29 күн бұрын
ଭହୁଣି ଆଦିବାସୀ ବୋଲି ନୀଜକୁ ଛଟବଲି ଭାବିନି ଆମ ଆଦିବାସୀ ହିଁ ଏହି ଲୋକମାନଙ୍କୁ ରହିବାକୁ ଜାଗାଦେହିଛି ଜୟ ଆଦିବାସୀ 💪💪💪💪💪💪💪💪💪💪
@TrinathMadkami-o8u
@TrinathMadkami-o8u 15 күн бұрын
😂😂
@rakeshroul6523
@rakeshroul6523 Ай бұрын
ଭଉଣୀ ବୋହୁତ ସୁନ୍ଦର ଗୀତ ଆଗକୁ ମାଡି ଚାଲ ଜୟ ଜଗନ୍ନାଥ 🙏🙏🙏
@HariGautamRaita
@HariGautamRaita Ай бұрын
ବହୁତ ଖୁସି କାରଣ ଆମର ଶବର ଆଦିବାସୀ ବହୁଣିଙ୍କ ଫାଈଁ ଆମ ଶବର ଗୀତ ଗାଅ ଭଉଣୀ
@dillipsabar6526
@dillipsabar6526 Ай бұрын
ବହୁତ୍ ସୁନ୍ଦର କଣ୍ଠ ଭଗବାନ ମଙ୍ଗଳ କରନ୍ତୁ। ଆଗକୁ ଆହୁରି ଉନ୍ନତି କରି ଚାଲ।
@missbasantitudu6724
@missbasantitudu6724 29 күн бұрын
ବହୁତ୍ ସୁନ୍ଦର କଣ୍ଠସ୍ୱର।ଆଗକୁ ବଢ଼ିଚାଲ ,ଭଗବାନ ଆଶୀର୍ବାଦ କରନ୍ତୁ। ଜନୁଭାଇଙ୍କୁ ବହୁତ୍ ବହତ୍ ଧନ୍ୟବାଦ୍।
@santoshjhankarindiatem151
@santoshjhankarindiatem151 29 күн бұрын
ଏଇ ଆଦିବାଶି ଭଉଣୀ ଙ୍କୁ ଭଗବାନ ଆଗଙ୍କୁ ନିଅନ୍ତୁ 👍🏿👍🏿👍🏿
@BinayKumar-t6u
@BinayKumar-t6u 28 күн бұрын
bhagawan to agaku nebe bhai matro bhagwan ra pakhoku rahu thiba kichi byakti biseso loko chahibe nahin
@ramakantanaik6068
@ramakantanaik6068 22 күн бұрын
ଯେଉଁ ମାନଙ୍କର ମନୁଷ୍ୟତ ନାହିଁ. ସେଇ ମାଗିହା ମାନେ ହିଁ ଜାତି ଗୋତି ଆଉ ଛୁଆଁ ଅଛୁଆଁ ହୁଅନ୍ତି. ଦେଶ ସ୍ୱାଧୀନ ହୋଇ ଏତେ ବର୍ଷ ପରେବି ଜାତିଗୋତି ଅଛି . ହିନ୍ଦୁରାଷ୍ଟ୍ର ନା ବାଳ ରାଷ୍ଟ୍ର ହେବ. ମୁସଲିମ ଆଉ କ୍ରିଷ୍ଟିଆନ ମାନଙ୍କ ସହିତ ମିଶି ଦୃଢ଼ ବିରୋଧ କର.
@MAHENDRAMALLICK-gl1ze
@MAHENDRAMALLICK-gl1ze Ай бұрын
ମୋତେ ଆଜି ବୋହୁତ ଖୁସି ଲାଗୁଚି 😢 ଏହି ନିଉଜ ଦେଖି , କାହିଁକି ନା ମୁଁ ବି ଜଣେ ଆଦିବାସି ଆଉ ମୁଁ ବୋହୁତ ଚେଷ୍ଟା କରୁଛି ଆମ ଆଦିବାସୀ ଭାଇ ଓ ଭଉଣୀ ମାନେ ଏମିତି ଆଘକୁ ଯାନ୍ତୁ ବୋଲି ବୋହୁତ ଚେଷ୍ଟା କରୁଛି, ଭଗବାନ୍ ଆଜି ମୋ ସ୍ଵପ୍ନ ଗୋଟେ ପୂର୍ଣ୍ଣ କରିଛନ୍ତି ❤
@ParameswarBhuyan-jn6us
@ParameswarBhuyan-jn6us Ай бұрын
ମୁଁ ଜଣେ ଆଦିବାସୀ ଏଣୁ ଭଉଣୀଙ୍କ ପାଇଁ ମୁଁ ଗର୍ବିତ ସତରେ ଜଗନ୍ନାଥଙ୍କ କୃପା ହେଲେ ମୁକଂ କରୁତି ବାଚାଳ ପଙ୍ଗୁ ଲଙ୍ଗୟତେ ଗିରିମ 🙏🏼ଭଉଣୀଙ୍କୁ ମୋର ପ୍ରଣାମ ଏବଂ ଜାନୁ ଭାଇ 🙏🏼ଓ ପ୍ରତିଦିନ ଚେନ୍ନାଲକୁ ବି 🙏🏼
@golmal420-l2v
@golmal420-l2v Ай бұрын
ପ୍ରକୃତରେ ଆଦିବାସୀଙ୍କୁ ଅନ୍ୟମାନେ ଭଲ ପାଆନ୍ତି ନାହିଁ
@lingarajakarjee9270
@lingarajakarjee9270 Ай бұрын
ଯେତେ ପାରିବ ସଉରା ଗୀତ ଗାଈ ପାଦେ ଆଗକୁ ବଢନ୍ତୁ
@ajitsabar3030
@ajitsabar3030 Ай бұрын
ବହୁତ୍ ସୁନ୍ଦର୍ ଗୀତ ଆଗକୁ ଆଉରି ଆଦିବାସୀ ସଉରା ଭଜନ ଗାଇବାକୁ ସୂଜୁଗ ଦେହନ୍ତ jay ଜଗନ୍ନାଥ
@Haryysticx_01
@Haryysticx_01 17 күн бұрын
ଆମେ ଆଦିବାସୀ ବୁଲି ଫ୍ରାଉଟ୍ ଫିଲ ବହୁତ ସୁଦର ଗୀତ ଗାଇଲ ଭଉଣୀ ❤❤❤❤❤❤🎉🎉
@TripotiYouTube
@TripotiYouTube Ай бұрын
ଭଉଣୀ ତମ କୁ ଭଗବାନ ଙ୍କ କୃପା ସଦାସର୍ବଦା ରହି ଥାଉ ଜୟ ଜଗନ୍ନାଥ 🙏
@ShrinibasDas-v3z
@ShrinibasDas-v3z Ай бұрын
ଭଉଣୀ ପ୍ରକୃତରେ ତୁମେଧନୀ ଗରୀବ ଭାବନି ଦୁଃଖକରନି
@anilrana7141
@anilrana7141 Ай бұрын
ବହୁତ ବଢିଆ ଭଉଣୀ ଏମିତି ଆଗକୁ ବଢିଚାଲ । ମୋର ଭଗବାନଙ୍କ ଠାରେ ପ୍ରାର୍ଥନା ।
@BiswamitraMallik-s1s
@BiswamitraMallik-s1s Ай бұрын
ବହୁତ ସୁନ୍ଦର ଗିତ ଗାଇଛ ଭଉଣି🎉😂🎉
@ShrinibasDas-v3z
@ShrinibasDas-v3z Ай бұрын
ଭଉଣୀ ତୁମକୁ ଭଗବାନଙ୍କର ଆଶ୍ରିବାଦ ରହି ଛି, ରହିବ
@jisayasabar
@jisayasabar 29 күн бұрын
E Bhauni Ku Aagoku jau bhuli chahucha hit like ❤❤❤
@ManoranjanDas10
@ManoranjanDas10 Ай бұрын
ଗରିବର ଭଗବାନ ଭରସା
@Basantmusicodisha
@Basantmusicodisha 29 күн бұрын
ବହୁତ୍ ସୁନ୍ଦର କଣ୍ଠ ସ୍ୱର ଭଉଣୀ ❤❤❤ ଗୀତ ତମର ଆଗାମୀ ଦିନର ପରିଚୟ ହେଉ
@rajendragamanga
@rajendragamanga Ай бұрын
ଆମ ସୌରା ଶବର ସଂସ୍କୃତି ବହୁତ ସୁନ୍ଦର ❤❤❤❤..
@PankiraSanta
@PankiraSanta 23 күн бұрын
ବହୁତ ସୁନ୍ଦର ହେଇଛି ହେଇଚି ସିଷ୍ଟର୍
@SubashAmanatya-o9b
@SubashAmanatya-o9b 26 күн бұрын
Beriye guddu ❤❤❤👍👍👍
@jonashbhai3179
@jonashbhai3179 Ай бұрын
ଆମ ଆଦିବାସୀ ସୌରା ଜାତି ର ଆମ sollywood industry ଧୀରେ ଧୀରେ ଆଗକୁ ବଡି ଯାଉଅଛି ,ପ୍ରୋଭୁ ଯୀଶୁଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ, ଆମ ଦିଦି ବୋହୁତ ଆଗକୁ ଯାଉ,।।।।👍👍
@Maaduatoka
@Maaduatoka Ай бұрын
jishu kau adibasi ra bhagawan ?
@sibaramsabar2304
@sibaramsabar2304 22 күн бұрын
ଭଉଣୀ ଗୀତଟା ବଲଲାଗିଲା ❤❤🎉🎉
@Dekapollinaika-bt7pw
@Dekapollinaika-bt7pw 22 күн бұрын
Adibasi rajani ku ju mane utahi sonti semane baut baut danyabaf
@SujanGuya
@SujanGuya Ай бұрын
ଆଦିବାସୀ ଆଗ ଧାଡିରେ ମୁଁ ବି ଆଦିବାସୀ ଜୟ ଆଦିବାସୀ ❤❤❤🎉🎉🎉
@masiamandal
@masiamandal Ай бұрын
ଆଦିବାସୀ ମାନଙ୍କ ଷ୍ଟୋରୀ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି । ପ୍ରତିଦିନ ଚେନାଲ କୁ ବହୁତ ବହୁତ ଧନ୍ୟବାଦ୍। ରଜନୀ ମଣ୍ଡଳ ଆଗକୁ ଯାଆନ୍ତୁ।
@namitamandal7225
@namitamandal7225 Ай бұрын
ଝିଅ ର ଖୁବ୍ ବଢିଆଁ କଣ୍ଠ ତୁମେ ବହୁତ ଆଗକୁ ବଢ଼ କାହା ଖରାପ୍ କଥା କୁ ତୁମେ ଧ୍ୟାନ ଦିଅ ନାହିଁ ଭଲ କୁ ନେଇ ଆଗକୁ ଯାଆ
@KHUMARAITA
@KHUMARAITA 27 күн бұрын
Nice voice ❤❤❤
@jospinasabar-ey2hm
@jospinasabar-ey2hm 27 күн бұрын
ବହୁତ ସୁନ୍ଦର ହେଇଛି ଆଗକୁ ଵଢ
@sujatamandal7647
@sujatamandal7647 Ай бұрын
Rajani sister God bless you ❤❤❤❤❤
@amitkumarpradhan2529
@amitkumarpradhan2529 17 күн бұрын
I am also an Adibasi from Kandhamal we should help our adibasi brother and sister to get quality of education and many more things so we can show our talent to the world without afraid. Your voice is so sweet and Your voice can touch anyone's heart.... May almighty God bless you sister...
@sk108go
@sk108go Ай бұрын
ଭଗବାନ ତୁମର ସବୁ ସ୍ବପ୍ନ ସାକାର କରନ୍ତୁ ଭଉଣୀ
@sitaramsirmotivation
@sitaramsirmotivation 8 күн бұрын
Very Nice Adibasi jhio🎉🎉🎉🎉
@ArunDas-hc5zz
@ArunDas-hc5zz 29 күн бұрын
ଆଦିବାସୀ ଅର୍ଥ ,ଆଦିମ ଅର୍ଥାତ୍ ମୂଳ ରୁ ବାସକରି ଆସୁଥିବା ଓ ନିଜ ପରମ୍ପରା ,ସଂସ୍କୃତି କୁ ବଜାଏ ରଖିଥିବା ସମାଜ ,ଯାହା ମହାନ୍ ।ଆଦିବାସୀ ବୋଲି ନିଜକୁ ଗର୍ବ କର,ଆଜି ପର୍ଯ୍ୟନ୍ତ ତୁମେ ତୁମ ପରମ୍ପରା କୁ ବଜାଏ ରଖିଛ ।
@rasanandbariharasanandbariha
@rasanandbariharasanandbariha 24 күн бұрын
Bahut badhiya Singer ❤️❤❤
@RabiMinyaka-ne8cc
@RabiMinyaka-ne8cc 9 күн бұрын
ବହୁତ ବହୁତ ଧନ୍ୟବାଦ ଆଦିବାସୀ ଜିଓ ଗୀତ ଗାଇଥିବା ରୂ
@tapanbehera1653
@tapanbehera1653 5 күн бұрын
ବହୁତ ସୁନ୍ଦର ଭଉଣୀ ଜଗନ୍ନାଥ ତୁମକୁ ସାହାହୁଅନ୍ତୁ
@sureshmajhi4280
@sureshmajhi4280 Ай бұрын
ବହୁତ ସୁନ୍ଦର କଣ୍ଠ ଶୈଳୀ ଭଉଣୀ ଆଗକୁ ବଡ଼ ଆପଣଙ୍କ ଗୀତ କୁ ବହୁତ ମାତ୍ରାରେ,,ଭଲ ପାଇବା ଦେବେ 🙏 ଧନି ଗରିବ ହେଲେ ବି ସମସ୍ତଙ୍କର ଜୀବନ ସମାନ,, କାହିଁକି ନା ଧନି ଗରିବ ରେ କିଛି ମୁଖ୍ୟ ଉଦ୍ଦେଶ୍ୟ ନାହିଁ କର୍ମ ଫଳ ଉପରେ ନିର୍ଭର,, କିଏ କ'ଣ କର୍ମ କରିଛି ତାହା ଉପରେ ନିର୍ଭର.. ଜୟ ଜଗନ୍ନାଥ 🙏🙏🙏
@jaleswarjani1567
@jaleswarjani1567 Ай бұрын
ସମାଜରେ ଏବେବି ହିଂସା କୁସଂସ୍କାର ଘୃଣା ମନ ଭାଵ ଲୋକଙ୍କ ପାଖରେ ଅଛି ଧିକ୍ ଏମଣସ ଜିବନ କୁ।
@sabitakhila6588
@sabitakhila6588 25 күн бұрын
Bohut ସୁନ୍ଦର voice🎉
@dipakkumarbal8318
@dipakkumarbal8318 Ай бұрын
ମା ଭଗବାନ ତୁମକୁ ସହାୟ ହୁଅନ୍ତୁ l ତୁମ କଥା ଶୁଣି ଆଖିରେ ଲୁହ ଆସିଗଲା l ଆଗକୁ ବଢନ୍ତୁ ମା l ସୁନ୍ଦର କଣ୍ଠଟିଏ ପାଇଛ ମା l ମାଲକାନଗିରି ମାଟିରୁ ଅଜସ୍ର ଶୁଭେଚ୍ଛା ଶୁଭକାମନା ଓ ଆଶୀର୍ବାଦ 🙌🙌🙌🙌
@KingAshokaRaita9861
@KingAshokaRaita9861 Ай бұрын
ଆଦିବାସୀ ଝିଅ ଭି କେଉଁଥିରେ କମ ନୁହନ୍ତି... ଈଶ୍ୱର ତମକୁ ବହୁତ ଆଶୀର୍ବାଦ କରୁଛନ୍ତି ତମେ ତମ କାମ କରି ଚାଲ ଭଉଣୀ....
@SumanSabar-f8q
@SumanSabar-f8q 15 күн бұрын
ରଜନୀ ଭଉଣୀ, realy ତୁମ ଓଡ଼ିଆ ଭାଷା ବହୁତ ଭଲ ଲାଗିଲା, ଏବଂ ତୁମ ସୌରା ଭାଷା ମଧ୍ୟ୍ ଆଉ ତୁମର ସ୍ୱର ମଧ୍ୟ୍ ବହୁତ ଭଲ ଲାଗୁଛି, ନିଶୟ ଦିନେ ତୁମ ଲୋହ, ଆମ ପ୍ରଭୁ ପଚିଦେବେ, ପ୍ରଭୁ ତୁମ ସାରା ଜୀବନ ରେ ଆଶ୍ରିବାଦ କରନ୍ତୁ !
@ganapatisabar6804
@ganapatisabar6804 29 күн бұрын
ଭଉଣୀ ଆପଣ ଆପଣଙ୍କ ସୁମଧୁର କଣ୍ଠକୁ ନେଇ ଆଗକୁ ଉନ୍ନତି ପଥରେ ପଥେଇ ହୁଅ । ଜୟ ଜଗନ୍ନାଥ
@KulakntaNayak
@KulakntaNayak 19 күн бұрын
❤❤Bahuta bhalalagila song didi
@Maakichakeswari1111
@Maakichakeswari1111 28 күн бұрын
Many many thanks to Rajani .God bless you.
@dibakarhalba8816
@dibakarhalba8816 Ай бұрын
ରଜନୀ ଗୀତ ରିଲିଜ୍ ହେଲେ ନିଶ୍ଚୟ ଶୁଣିବା
@କବିଓକବିତାସୁଶାନ୍ତଦେହୁରୀ
@କବିଓକବିତାସୁଶାନ୍ତଦେହୁରୀ Ай бұрын
ଆଦିବାସୀ ମାନଙ୍କୁ ଅନେକ ଅତ୍ୟାଚାର କରାଯାଇଛି, ଆମେ ବି ଅଙ୍ଗେ ଲିଭେଇଛୁ ଦେଖିଛୁ। ଅଥଚ ଧୀରେ ଧୀରେ ବଦଳି ଗଲାଣି, ବଦଳି ଯିବ ଆଉ କିଛି ପରେ
@bijaylaxmipanda6402
@bijaylaxmipanda6402 28 күн бұрын
Manisa ku vala pau....deula jibaku padibani.....so sweet voice ❤❤❤❤
@minatijena139
@minatijena139 29 күн бұрын
God bless you Rajani❤
@KUNAKUNAKUMAR-s9d
@KUNAKUNAKUMAR-s9d 25 күн бұрын
ବହୁତ ଖୁସୀ 🙏🙏🙏🙏
@KaluBarik-q1o
@KaluBarik-q1o Ай бұрын
ସୁନ୍ଦର ସ୍ୱର ଆଗକୁ ବଢ଼ Jay shree jagannath 🙏🙏🙏
@MR.bapina437
@MR.bapina437 Ай бұрын
ଝିଅ ବୌହୁତ୍ ସୁନ୍ଦର ଗୀତ ❤❤❤
@Arjunmajhi-e7k
@Arjunmajhi-e7k 26 күн бұрын
ଭଉଣୀ ଆଗକୁ ଜଣେ ଭଲ ସୀଙ୍ଗର ହୋଇ ବାହାରିବେ,ଭଗବାନ ତୁମର ମଙ୍ଗଳ କରନ୍ତୁ ଏବଂ ପ୍ରତିଦିନ ଟିଭି କୁ ଅଶେଷ ଅଶେଷ ଧନ୍ୟବାଦ୍
@sanjaybhuyan5925
@sanjaybhuyan5925 5 күн бұрын
ରଜନୀଭଉଣୀ ଏମିତି ଭଲ ଭଲ ସଉରା ଗିତ ଗାହ ସମାଜ ଆପଣଙ୍କୁ ସମାଜ ମଙ୍ଗଳ କରନ୍ତୁ ଧନ୍ୟବାଦ
@Debanayak-u2x
@Debanayak-u2x Ай бұрын
ଧନ୍ୟ ବାଦ୍ ଆମ ଆଦିବାସୀ ଭଉଣୀ ଆଗକୁ ମାଡ଼ିଚାଲ୍ ❤❤❤❤❤❤
@krushnasabar3045
@krushnasabar3045 Ай бұрын
ବହୁତ ସୁନ୍ଦର ସ୍ୱର ମାଡ଼ି ଚାଲ ଜୟ ଶ୍ରୀରାମ
@SurendraKarjee-ev4bo
@SurendraKarjee-ev4bo 20 күн бұрын
ମୁଁ ଜଣେ ଆଦିବାସୀ ମୋ ଭଉଣୀକୁ ଧନ୍ୟବାଦ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରୁ
@suniadalabehera9611
@suniadalabehera9611 Ай бұрын
Thanks so nice song, God bless u forever urself Amen 🙏💖
@MaheswaraSabara
@MaheswaraSabara 27 күн бұрын
ଧନ୍ୟବାଦ ଭଉଣୀ ମୁବିଜଣେ ଶବର❤❤❤❤❤ ଆଦିବାସୀ ପିଲା
@anantahikabadi293
@anantahikabadi293 Ай бұрын
ସୁନ୍ଦର ସ୍ଵର ଆଗକୁ ଏମିତି ଜାରି ରଖ ଭଉଣୀ ।
@SudambhuyanSudam
@SudambhuyanSudam 29 күн бұрын
Very nice song ❤❤❤❤
@SantoshKumar-rz5zq
@SantoshKumar-rz5zq Ай бұрын
ଏବେବି ସମାଜରେ ଆମକୁ ଶାନ୍ତିରେ ବଞ୍ଚିବାକୁ ଦଉନାହାନ୍ତି ଜାତିବାଦୀ କୁସଂସ୍କାରୀ ମାନେ ଅନେକ ଅନେକ ଶୁଭେଚ୍ଛା ଭଉଣୀକୁ, ଚେଷ୍ଟା ଜାରିରଖ
@Sibasabara-f3b
@Sibasabara-f3b Ай бұрын
Sata re tama Voice bahut Soft 🥰
@bikrammurmu6077
@bikrammurmu6077 12 күн бұрын
Bahut sundar.God bless you
@dilongamango8184
@dilongamango8184 Ай бұрын
ଜୟ ସୌରl ❤️❤️❤️❤️❤️ ଜୟ ଆଦିବାସୀ
@PrakashitaRaita
@PrakashitaRaita 29 күн бұрын
Congratulations sister 🎉🎉🎉🎉 continue your voice and your song
@labakrushnaNayak
@labakrushnaNayak Ай бұрын
ଶବର ସମାଜ ର ଏକ ପ୍ରେରଣା ଆଉ ଆଗ କୁ ବଡିବାକୁ ପ୍ରୟାସ ଜାରି ରଖ ରଜନୀ ଜୟ ଜଗନ୍ନାଥ
@srikantsabar823
@srikantsabar823 Ай бұрын
Proud of you didi🥰 Don't give up go ahead nd show your talent 🔝👍💪💪
@Megha-ij8eo
@Megha-ij8eo 29 күн бұрын
Amazing voice ❤...so proud of u dear🥰👍
@akashdas477
@akashdas477 Ай бұрын
ପ୍ରତିଦିନ ଟିଭି କୁ ବହୁତ ଧନ୍ୟବାଦ 💐🙏
@BinashDalabehera
@BinashDalabehera 26 күн бұрын
Very very thanks 👍 because of my cast is nice singer i am proud for you sister really really really God bless you
@asharanipanda4200
@asharanipanda4200 Ай бұрын
HARI OM EXCELLENT PERFORMANCE .MAY GOD BLESS YOU 👍
@deeparaniraika6520
@deeparaniraika6520 29 күн бұрын
Keep it sister.. You are great ❤❤❤❤❤
@ariyak.m2315
@ariyak.m2315 Ай бұрын
ବହୁତ ସୁନ୍ଦର voice. God bless you
@syrnuskerketta9732
@syrnuskerketta9732 Ай бұрын
ଭଉଣୀ ଜୀବନ ପଥ ବନ୍ଧୁର. ନିଜକୁ କେବେହେଲେ ଅସହାୟ ମଣିବୁ ନାହିଁ. ତୁମ ଜୀବନ ପଥେ ଭଗବାନ ସହାୟ ହୁଅନ୍ତୁ. ନିଶ୍ଚୟ ତୁମ ଭାଗ୍ୟ ବଦଳିଯିବ.
@chinkimandiga9813
@chinkimandiga9813 26 күн бұрын
❤❤😢😢so sad and so excilent friend your voice is so sweet God bless you.. good luck 🤞
@Radhastar-96
@Radhastar-96 26 күн бұрын
Chang to him self sister... Hard work is the pillar of success. ପରିଶ୍ରମ ହିଁ ସଫଳତାର ଚାବିକାଠି. ଏବଂ ଚେଷ୍ଟା ହିଁ ସଫଳତାର ଚାବିକାଠି.🎉❤
@BijayKumarMajhi-gg8lv
@BijayKumarMajhi-gg8lv Ай бұрын
ପ୍ରତିଦିନ tv କୁ 🙏🙏🙏 ଆଦିବାସୀ ପ୍ରତିଭାକୁ ଦୁନିଆ ଆଗରେ ଆଲୋକିତ କରୁଛନ୍ତି 🙏🙏🙏🙏🙏🙏🙏🙏🎉🎉
@ajitmallick1848
@ajitmallick1848 Ай бұрын
❤❤Good Rajani sister ❤❤
@narasinghsabar1094
@narasinghsabar1094 28 күн бұрын
Excellent voice Rajani. Keep it up.🎉🎉
@SrinivasTadingi
@SrinivasTadingi Ай бұрын
Proud of you str.God bless you,I salute to you pratidin tv ku salute..
@familly_and_fun_containt-2023
@familly_and_fun_containt-2023 Ай бұрын
କେତେ ମିଠା ଅଛି ସତରେ ଭଉଣୀ ଙ୍କ ପ୍ରତିଟି କଥାରେ.. ଭଗବାନ ଆପଣ ଙ୍କୁ ବହୁତ୍ ଧର୍ଯ୍ୟ ଦିଅନ୍ତୁ.. ଆପଣ ବହୁତ୍ ଆଗକୁ ଯାଆନ୍ତୁ.. ଆମର ସପୋର୍ଟ ରହିବ.. ଜୟ ଜଗନ୍ନାଥ.. ଏମିତି ହିଁ tallent ଆମ ଓଡ଼ିଶା ପାଇଁ ଦରକାର..
@nityanandadehury5416
@nityanandadehury5416 Ай бұрын
ଆଦିବାସୀ କେବେ ହାରେନା ଝିଅ ,ମନରେ ସାହାସ ରଖ ,ଆଗକୁ ନିଶ୍ଚିତ ଯିବ
@ayamcreation1308
@ayamcreation1308 28 күн бұрын
କଣ୍ଠ ବହୁତ ସୁନ୍ଦର ଓ ଭାଷା ମଧ୍ୟ ମାର୍ଜିତ , ଆଦିବାସୀଙ୍କ ପ୍ରତିଭଲପାଇବା ଭଲ ଲୋକଙ୍କର ସର୍ବଦା ରହିଛି
@subhacreation.7552
@subhacreation.7552 28 күн бұрын
ଖୁବ ସୁନ୍ଦର ଗାଉଛ ମା ❤️❤️ମହାପ୍ରଭୁ ତୁମକୁ ସହାୟ ହୁଅନ୍ତୁ ❤️❤️
@gopabandhuacademy8648
@gopabandhuacademy8648 24 күн бұрын
ବହୁତ ସୁନ୍ଦର
@thomasmajhi9844
@thomasmajhi9844 Ай бұрын
ଆଦିବାସୀ ବୋଲି ପାଣି ଡାଳିବା ଏହା ଜାତି ପ୍ରତା ନାହିଁକି?ଏହା ସନାତନ ଓ ହିନ୍ଦୁ ଧର୍ମର ପ୍ରତା ଭଉଣୀ
@swagatikamishra5435
@swagatikamishra5435 Ай бұрын
Rajani Jhia tora gita bahut badhiya ❤ God bless you always
@SibaramSabar-qs6fu
@SibaramSabar-qs6fu Ай бұрын
Beautiful singer
@tudurusikar.c.productions5204
@tudurusikar.c.productions5204 27 күн бұрын
ବହୁତ ସୁନ୍ଦର 🎉🎉🎉🎉 ଭଉଣୀ ଗୀତ ହୋଇଛି
@Deepsita-x9g
@Deepsita-x9g 29 күн бұрын
Nischinto bhauni agaku jao jamabhi mana dukkho karani❤👍all the best sister❤
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН
Что-что Мурсдей говорит? 💭 #симбочка #симба #мурсдей
00:19
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.
Don’t Choose The Wrong Box 😱
00:41
Topper Guild
Рет қаралды 62 МЛН