ଘରେ କେଉଁ ଠାକୁରଙ୍କ ମୂର୍ତ୍ତି ବା ଫଟୋ ରଖିବେ ନାହିଁ ? Thakura puja bidhi💐Daily pooja vidhi at home💐Niyama

  Рет қаралды 593

Swagatika Pani Official

Swagatika Pani Official

Күн бұрын

Пікірлер: 24
@jayantidash8058
@jayantidash8058 23 сағат бұрын
Mu sradhare hanumanka photo rakhichi n pratidina puja karuchi ama kula.purohitanka saha paramarsa nischay ye bisayare karibi
@manjubarik5740
@manjubarik5740 20 сағат бұрын
Mo ghare narmadeswar sivalingpuja pauchanti thik ki bhul janeiba ku anurodh
@SwagatikaPani
@SwagatikaPani 17 сағат бұрын
ଅତି ଶୁଭପ୍ରଦ
@manirammahananda4998
@manirammahananda4998 20 сағат бұрын
ଅବିବାହିତ ପୁରୁଷ ଦୁର୍ଗା ମନ୍ଦିରରେ ପୁଜା କରି ପାରିବ କି ନାହିଁ mam ।
@SwagatikaPani
@SwagatikaPani 15 сағат бұрын
ବିବାହ ହେଲେ ପୁରୁଷ ଓ ନାରୀ ଉଭୟେ ପୂର୍ଣ୍ଣତା ପାଇଥାନ୍ତି ଆଉ ସବୁ ପୂଜା କରିବାର ଅଧିକାର ପାଇଥାନ୍ତି.. ମା' ଦୁର୍ଗାଙ୍କ ପୂଜା ବିବାହ କରିଥିବା ପୁରୁଷ କଲେ ସର୍ବୋତ୍ତମ
@pratimanayak5256
@pratimanayak5256 22 сағат бұрын
Mam🙏mam, mu pooja ghare thakura nka pakhe Kalasa tie baseithae. Se kalasa re thiba jala o amba dal ku prati gurubar re change karithae, eha thik ki bhul kahibe. Tabe se kalasa re gua ki fruit rakhiba subha heb kahibe
@pratimanayak5256
@pratimanayak5256 21 сағат бұрын
Kalasa re rakha jauthiba fruit ku ame kn kariba, jadi gua deuche se gua ku ame puni next jala change kala bele kalasa re dei pariba ki. Mam, kalasa re gua rakhile se jala vitare rahi jauchhi, plz mam kemiti kn karibi kuhantu🙏
@SwagatikaPani
@SwagatikaPani 17 сағат бұрын
କିଛି ଅସୁବିଧା ନାହିଁ.. ଠିକ ବିଧିରେ କରିଛନ୍ତି... ପ୍ରତି ଗୁରୁବାରରେ ରେ ଜଳ ଆମ୍ବ ଡାଳ ବଦଳାଇ ପାରିବେ.. ସେହି ଗୁଆକୁ ଦେଇପାରିବେ... ଫଳ କଳସ ମଧ୍ୟରେ ଦେବେ ନାହିଁ... ଜଳ ଅପରିଷ୍କାର ହେବ ନାହିଁ.. କିଛି ଲବଙ୍ଗ ଓ ଅଳେଇଚ ପକେଇଦେଲେ...
@pratimanayak5256
@pratimanayak5256 17 сағат бұрын
Thank u mam🙏
@priyadarshinibiswal2640
@priyadarshinibiswal2640 20 сағат бұрын
Mam ama ghare Laxmi Narayan nka bigraha puja pauchhanti .managauni re baseiba pain mu chhota Laxmi maa nku anichi mam mu puja kariparibi managaunire ..kintu mam mana karichhanti duejana laxmi bigraha puja karantini boli tebe mam mu abe karibi kn please mam reply diantu
@SwagatikaPani
@SwagatikaPani 17 сағат бұрын
ଯଦି ଆପଣଙ୍କ ଘରେ ଲକ୍ଷ୍ମୀନାରାୟଣଙ୍କ ଯୁଗ୍ମ ବିଗ୍ରହ ଅଛନ୍ତି, ଆଉ ଏକ ଛୋଟ ଲକ୍ଷ୍ମୀଙ୍କର ଏକାକୀ ବିଗ୍ରହ ଆପଣ ମାଣରେ ପୂଜା କରିପାରିବେ... ଦୁଇଟି ଏକାକୀ ଲକ୍ଷ୍ମୀଙ୍କର ବିଗ୍ରହ ରଖାଯାଏ ନାହିଁ... କିନ୍ତୁ ଲକ୍ଷ୍ମୀନାରାୟଣଙ୍କ ଯୁଗ୍ମ ବିଗ୍ରହ ସହିତ ଆଉ ଏକ ଛୋଟ ଏକାକୀ ଲକ୍ଷ୍ମୀ ବିଗ୍ରହଙ୍କୁ ପୂଜା କରିପାରିବେ
@satyajit4535
@satyajit4535 20 сағат бұрын
didi mu saligram and siba linga and durga murti anithile but ghare pandit pati kale taku jaganth mandir and siba mandir re deideili but hanuman photo achi kichi asubidha nahi ta
@SwagatikaPani
@SwagatikaPani 17 сағат бұрын
କିଛି ଅସୁବିଧା ନାହିଁ.. ମାତ୍ର ପ୍ରତିଦିନ ଗୋଟା ଫଳ ଭୋଗ ଦେବେ... ଲଡୁ କୋରା ଭୋଗ ଦେବେ ତିନି ଥର..ପଣା ଦେବେ... ଶ୍ରୀହନୁମାନ ଜୀ ଖାଦ୍ୟପ୍ରିୟ... ତେଣୁ ଟିକେ ନିୟମ ମାନିବେ... ପୁରୁଷ ଲୋକ ଘରର ପ୍ରତ୍ୟେକ ଦିନ ପୂଜା କରିବେ...
@SwagatikaPani
@SwagatikaPani 17 сағат бұрын
ଶାଳଗ୍ରାମ, ଶିବଲିଙ୍ଗ ଆଉ ମା' ଦୁର୍ଗାଙ୍କ ମୂର୍ତ୍ତି ଘରେ ରଖିଲେ ବିଶେଷ ପୂଜା ଆଉ ନିଷ୍ଠାର ଆବଶ୍ୟକତା ହୋଇଥାଏ... ତେଣୁ ସମସ୍ତେ ରଖିପାରନ୍ତି ନାହିଁ...ଆଉ ଯିଏ ରଖନ୍ତି, ବିଧି ନିୟମରେ ପ୍ରତିଦିନ ପୂଜା କରିବାକୁ ହୁଏ...
@satyajit4535
@satyajit4535 17 сағат бұрын
@@SwagatikaPani agyna mam mu first sir nker channel re thili ta pare ethi asichi .... but mu apanku 5 years talu connect achi .. apanker live news channel re dekhe
@satyajit4535
@satyajit4535 17 сағат бұрын
@@SwagatikaPani mam ghare baba job karanti maa only puja kare sethipai bhabuchi kan karibi mandir re deidebi ...hmmmm mam durga mahisamardini ta saha ganesh jaganth jaha ku durga madhaba photo kuhanti seita achi chaliba but sethi durga maa mahisaura mardini please reply debe🙏🙏🙏
@SwagatikaPani
@SwagatikaPani 17 сағат бұрын
ଦୁର୍ଗାମାଧବଙ୍କୁ ଘରେ ପୂଜା କରିବା ଅତ୍ୟନ୍ତ ଶୁଭ... ମାତ୍ର ମହିଷାମର୍ଦ୍ଦିନୀ ଦୁର୍ଗା ମୂର୍ତ୍ତି ରଖିବା ଉଚିତ ନୁହେଁ.. କାହିଁକି ? ଏହି ଭିଡ଼ିଓରେ କହିଛି... ଖୁସି ଲାଗିଲା ଜାଣିକି.. Be Blessed👍
Увеличили моцареллу для @Lorenzo.bagnati
00:48
Кушать Хочу
Рет қаралды 9 МЛН
Series Of Thefts In Bhubaneswar's Bisal Garden Apartment
9:35
Kanak News
Рет қаралды 2,4 М.
Увеличили моцареллу для @Lorenzo.bagnati
00:48
Кушать Хочу
Рет қаралды 9 МЛН