ଘରକୁ ହଠାତ ଆସିଲେ ମୁଖ୍ୟମନ୍ତ୍ରୀ, ସମସ୍ତେ କାବା | Odisha New CM Mohan Charan Manjhi | Odisha Reporter

  Рет қаралды 910,788

Odisha Reporter

Odisha Reporter

Күн бұрын

ରାଜ୍ୟର ମହିଳା ମାନଙ୍କୁ ବଡ଼ ଉପହାର ଦେବାକୁ ଯାଉଛି ମୋହନ ସରକାର। ଯାହା ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଶପଥ ନେବାର 4 ଘଣ୍ଟା ପରେ ପୂରଣ କରିଦେଲେ। ରାଜ୍ୟର ବିଜେପି ସରକାର ବୁଧବାର ଶପଥ ନେବା ସହ ନିଜର ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #CMOfOdisha #News #MohanCharanMajhi #odisha #odishareporter

Пікірлер: 665
@ashokkumarchhotaray
@ashokkumarchhotaray 3 ай бұрын
ଓଡ଼ିଶାକୁ ଏଭଳି ମୁଖ୍ୟମନ୍ତ୍ରୀ ଦରକାର । ଏସି ରୁମ୍ ରେ ବସି ଖାଲି ଯୋଜନା କରୁଥିବା ମୁଖ୍ୟମନ୍ତ୍ରୀ ଦରକାର ନାହିଁ । ଏମିତି ଲୋକ ଦରକାର ଯାହା ସହ ସାଧାରଣ ଲୋକ କଥା ହେଇ ପାରିବେ କିଛି ବାଧା ବନ୍ଧନ ନଥିବ ।
@Jagat_Sahoo1
@Jagat_Sahoo1 3 ай бұрын
Right 🎉
@Hembramkola94
@Hembramkola94 3 ай бұрын
Nice ❤❤
@Computer814
@Computer814 3 ай бұрын
Hm re magia sabu ghare sr jibaki ku angle re tate e CM laguchi eta eta dekhania pai dekhina kaliku ku district re jahuchi
@hrusibhoi9700
@hrusibhoi9700 3 ай бұрын
Bjd ku kumbhira kandana asuthiba
@Govindasoren
@Govindasoren 3 ай бұрын
Bhai CM only BBSR,PURI, Cuttack re emiti koribe aau
@RecoddiceOdia
@RecoddiceOdia 3 ай бұрын
ଏମିତି ମୁଖ୍ୟମନ୍ତ୍ରୀ ଟେ ଦରକାର ଥିଲା
@sitamanisoren6178
@sitamanisoren6178 3 ай бұрын
Yes
@jagannathpatnaik8409
@jagannathpatnaik8409 3 ай бұрын
ହଁ ହଁ ହଁ
@KhulanasundariOjha-sn5jm
@KhulanasundariOjha-sn5jm 3 ай бұрын
Yes ❤❤🎉😮
@fakirmohansahoo2079
@fakirmohansahoo2079 3 ай бұрын
ଓଡିଶା ଏମିତି ମୂଖ୍ୟମନ୍ତ୍ରୀ ଙ୍କୁ ପାଇ ବହୁତ ଗର୍ବିତ,❤❤❤😅🇮🇳👍🏾👍🏾👍🏾
@kishorkumarbhitiria323
@kishorkumarbhitiria323 3 ай бұрын
ଜଣେ ଗରିବ ମଣିଷ ହିଁ ଗରିବ ମଣିଷର ଦୁଃଖ ବୁଝିପାରେ। ମୋହନ ବାବୁ ଙ୍କୁ ରଜପର୍ବର ଅଭିନନ୍ଦନ🙏🙏
@sudhakarnayak5393
@sudhakarnayak5393 3 ай бұрын
Right
@SandeepBehera-e3z
@SandeepBehera-e3z 3 ай бұрын
❤ new heart of odisha
@tapandash6488
@tapandash6488 3 ай бұрын
ସତରେ ନବୀନ ନବୀନ ଯୋଉ ମାନେ ହଉଥିଲେ ସେମାନେ ଟିକେ ଦେଖ.
@Computer814
@Computer814 3 ай бұрын
Bhai tate ku angle te lagichi je ea CM pai tik Sarpanch pari laguchi
@tapandash6488
@tapandash6488 3 ай бұрын
@@Computer814 ନବୀନ ଯେତେବେଳେ ପ୍ରଥମେ ଓଡିଶା କୁ ଆସିଲା କଣ କରୁଥିଲା ରୁବେନ ବାନାର୍ଜୀ ଲେଖିଥିବା ବହି ଟିକେ ପଢିଲେ ଜାଣିପାରିବୁ. ତମେ ସବୁ ମାଗଣା ଖାଇବାରେ ଓସ୍ତାଦ ଥିଲ. ସେଥିପାଇଁ ବହୁତ ବାଧୁଛି.ପାଣ୍ଡୁ ତ ତମ ସମସ୍ତଙ୍କୁ ଡ୍ୟାସ ମାରି ଚାଲିଗଲା. ଏବେ ବାଳ କୁ ଯେତେ ଭଡ ଭଡ ହେଲେ କିଏ ଶୁଣିବ.
@nandansahu3832
@nandansahu3832 3 ай бұрын
Emananku kahanti matira manisa jie chotaru bada heichi. Nabin sir chotaru bada hei nahanti. Karana tanka bapa cm thile​@@Computer814
@BadBoy-ik4od
@BadBoy-ik4od 3 ай бұрын
​@@Computer814 ତୋ ପରି ମା ଗିହା କୁ ଜଣା ପଡ଼ିବନି
@Computer814
@Computer814 3 ай бұрын
Ere labda sabu ghare he galua jiba ki samaya ku apekya kar Adani au Ambani tar ghare tar maa ku gehiki jibe
@shukrachlani1800
@shukrachlani1800 3 ай бұрын
ନବିନ ସରକାର ଟିକେଦେଖ ବିଜେପି ସରକାର କେମିତି ଘରଘର ବୁଲିଦୁଖସୁଖ ଵୁଜୁଛି ।
@hjkvvc
@hjkvvc 3 ай бұрын
Tama gharku gale kahiba
@Ds...12313
@Ds...12313 3 ай бұрын
Sabu di diniyari....esabu nija ghara padasi thibe
@jagannathpatnaik8409
@jagannathpatnaik8409 3 ай бұрын
ବୁଲିବେ ବୁଲିବେ ବହୁତ କିନ୍ତୁ ଅନ୍ୟ ସମ୍ପ୍ରଦାୟର ଲୋକମାନେ,!
@ajitbiswal4104
@ajitbiswal4104 3 ай бұрын
ତ ଘରକୁ କେବେ ଆସିବେ
@bnmohanty2553
@bnmohanty2553 3 ай бұрын
ନୂଆ ନୂଆ ଏବେ ଘର ଘର ବୁଲୁଛନ୍ତି ଏମିତି କେତେ ଦିନ ? ସମୟ କହିବ ...😮😢😅
@pintuvillagetour
@pintuvillagetour 3 ай бұрын
ଓଡ଼ିଶାକୁ ଏହି ଭଳି ସାଦାସିଧା ମୁଖ୍ୟମନ୍ତ୍ରୀ ଦରକାର ଥିଲା , ଯିଏ ଜନପ୍ରତିନିଧି ସିଏ ସମସ୍ତଙ୍କ ପାଇଁ ସମାନ .. ସେ ଧନୀ ହେଉ କି ଗରିବ ❤❤
@shukrachlani1800
@shukrachlani1800 3 ай бұрын
ମୁଖ୍ୟମନ୍ତ୍ରୀ ଏମିତିକା ହବାଦରକାର୍
@Binayakumaradhal
@Binayakumaradhal 3 ай бұрын
ଏହିପରି ମୁଖ୍ୟମନ୍ତ୍ରୀ ଦରକାର ଆମ ଓଡ଼ିଶା ପାଇଁ
@BHARATCHANDRASAHOO-mw9oc
@BHARATCHANDRASAHOO-mw9oc 3 ай бұрын
Bjd ସମୟରେ ଯେଉଁ ଦୁର୍ନୀତି ହୋଇଛି ତାର ପର୍ଦ୍ଦା ଦାସ। ନା କଲେ ପୁର୍ନବାର ଜିତିବା ସମ୍ବନ୍ ନୁହଁ ।
@sourabhabehera
@sourabhabehera 3 ай бұрын
25 ବର୍ଷ ପରେ ଦେଖି ଲି cm goad bele CM ମୋହନ sir
@jagabandhumeher7923
@jagabandhumeher7923 3 ай бұрын
ମୁଖ୍ୟମନ୍ତ୍ରୀ ହେବତ ଏମିତି, ଜୟ ଶ୍ରୀ ରାମ
@prasantamohapatra7767
@prasantamohapatra7767 3 ай бұрын
ନବୀନ ବାବୁ ଟିକେ ଦେଖ, ମୁଖ୍ୟମନ୍ତ୍ରୀ କେମିତି ହୁଅନ୍ତି, ନିଜକୁ ଟିକେ ସମୀକ୍ଷା କର l
@hjkvvc
@hjkvvc 3 ай бұрын
Janka gharku jaichanti kie tanka bandhu bandhaba adibasi gharku kou general gharku gale kahiba gale li
@speed7721
@speed7721 3 ай бұрын
​@@hjkvvc haire maghia tate sabu jinisa re ST SC general dise ki
@pradhansrimanee7588
@pradhansrimanee7588 3 ай бұрын
Kichhi dina wait kara
@sourabhasahoo40
@sourabhasahoo40 3 ай бұрын
Right
@jayjagannath9165
@jayjagannath9165 3 ай бұрын
Wsit and see
@alokswain7693
@alokswain7693 3 ай бұрын
ଏମିତି ମୁଖ୍ୟମନ୍ତ୍ରୀ ଆମର ଦରକାର ଥିଲା
@srinibaspal6574
@srinibaspal6574 3 ай бұрын
ନବୀନ ବାବୁ ଆଉ ଆଜିର ମୁଖ୍ୟ ମନ୍ତ୍ରୀ ଭିତରେ ବହୁତ୍ ଫରକ୍ l BJP ସରକାର ଯାହା କୁହେ କରିକି ଦେଖାଏ ପ୍ରମାଣିତ ହେଲା l
@mamuni-je2pt
@mamuni-je2pt 3 ай бұрын
ଆମ ଘର କୁ ବି ଆସନୁ ସାର୍❤❤
@anandaelectrical973
@anandaelectrical973 3 ай бұрын
ଜିବା ଜିବା
@mamuni-je2pt
@mamuni-je2pt 3 ай бұрын
Ok
@jeetendapanda2591
@jeetendapanda2591 3 ай бұрын
Nischaya jiba
@bajuramsamad9009
@bajuramsamad9009 3 ай бұрын
New CM jindabad....
@srksunil9516
@srksunil9516 3 ай бұрын
C m is. Great b j p leder
@rajanisahu1586
@rajanisahu1586 3 ай бұрын
ଆଦିବାସୀ ଭାଷା ରେ କଥା ହୋଇ ସେମାନଙ୍କ ଦୁଃଖ ବୁଝିବା ଖୁବ୍ ଗର୍ବ ଓ ଗୌରବର କଥା । ଲୋକଙ୍କ ଦୁଃଖ ଏଭଳି ବୁଝିବା ଦରକାର ।
@hjkvvc
@hjkvvc 3 ай бұрын
Adibasi Katha ka bujha general loka kuade jibe
@edutainment2513
@edutainment2513 3 ай бұрын
​@@hjkvvc garibanku aga dyana diajau ta pare samastanka katha bujha heba.
@hjkvvc
@hjkvvc 3 ай бұрын
@@edutainment2513 ST loka gariba boli kie kahuchi
@oceancurrents00
@oceancurrents00 3 ай бұрын
Arey cm odia v bhala se janichi, se first gote teacher hin thile. ​@@hjkvvc
@hjkvvc
@hjkvvc 3 ай бұрын
@@oceancurrents00 odia re Kan sabu official kama hauchi top level kamaku English re hue jemiti civil kama
@er.5165
@er.5165 3 ай бұрын
U R great Sir 💯❤❤❤
@tapanmahakul4552
@tapanmahakul4552 3 ай бұрын
Modi ji u great
@SagarMalik-or7iy
@SagarMalik-or7iy 3 ай бұрын
ନବିନ କେବେ କରିବ ଘରକୁ ଯାଇଛନ୍ତି ନବିନ କେବେ କରିବ ପିଲାଙ୍କୁ କୋଳରେ ବସେଈ ଛନ୍ତି ଦେଖରେ ଓଡିଶା
@sonakhadancreative5828
@sonakhadancreative5828 3 ай бұрын
ଅଲଚିକି ଭାଷା ନୁହେଁ ଆଜ୍ଞା । ଅଲ ଚିକି ହେଉଛି ସାନ୍ତାଳି ଭାଷା ର script
@pankajinimishra1139
@pankajinimishra1139 3 ай бұрын
Khali alachiki kahile hebani samastanka katha bujhiba darkar Apana odisha basinkara c.m.
@sonakhadancreative5828
@sonakhadancreative5828 3 ай бұрын
@@pankajinimishra1139 angya see ebe heuchanti odishara cm gotie jati ki dharma madhya re simita nahanti. samastanku neiki kama kiribe chinta karantu nahi. Eha purbaru jaumane cm thile semane kon gotiya jati o dhorma ku pradhanya deuthile ki ? Au bhasa kotha. Se nija matru bhasa re baktbya kimba lokanko sahita bartalap koriparibe. Cm nija jati bhai sahita nija matru bhasa re kotha hele boli apon dorijauchanti kahinki?
@gananathsahu1580
@gananathsahu1580 3 ай бұрын
Aji Nayak movie dekhala bagir laguchhe salute cm sir
@Megha-ij8eo
@Megha-ij8eo 3 ай бұрын
Sathe ta
@gangadharsatapathy316
@gangadharsatapathy316 3 ай бұрын
ଏହି ଭଳି ମୁଖ୍ୟମନ୍ତ୍ରୀଙ୍କୁ ଭାଷାରେ ତ କହି ହେବନି ତଥାପି ଭଗବାନ୍ ଆଶୀର୍ବାଦ ଦିଅନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ।❤❤
@DhirenNanda
@DhirenNanda 3 ай бұрын
ଜୟ ଜଗନ୍ନାଥ ପ୍ରଭୁ ଏସବୁ ଗର୍ବିତ ଅହଂକାର ନେତା ଓ କୁଜି ନେତା ଜାଣି ରଖନ୍ତୁ ଓଶିଖନ୍ତୁ
@bipinbiharpalai53
@bipinbiharpalai53 3 ай бұрын
ଆଜି ବହୁତ ଭଲ ଲାଗୁଚି ନୂଆ ମୁଖ୍ୟ ମନ୍ତ୍ରୀ କୁ ଦେଖିକି..
@kalandimurmu3303
@kalandimurmu3303 3 ай бұрын
Mohan ji is great hearted man
@iswarmuduli8271
@iswarmuduli8271 3 ай бұрын
Our state needs such type of CM who will directly interact with the people and make out their sufferings and govern our state in a right direction.
@rknanda7733
@rknanda7733 3 ай бұрын
Best of lock sir
@ଆଶାରଆକାଶ
@ଆଶାରଆକାଶ 3 ай бұрын
ହେ ମହାନାୟକ, ଆପଣଙ୍କୁ ମୁଁ ଏଇଠୁ ପ୍ରଣାମ କରୁଚି
@sunaramhembram1603
@sunaramhembram1603 3 ай бұрын
ଏମିତି ମୁଖ୍ୟମନ୍ତ୍ରୀଙ୍କୁ ମୁ 100 ଜୁହାର, ମୋତେ ଏ ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା , ମୁ ମୟୁରଭଞ୍ଜ ରୁ ଦେଖୁଚି ଜୟ ବିଜେପି ❤️♥️♥️♥️👌👌👌👌😄😄😄😄
@BadBoy-ik4od
@BadBoy-ik4od 3 ай бұрын
ଦେଖ ବେ ଗେଣ୍ଡା ଦଳିଆ ୟାକୁ ହିଁ କୁହାଯାଏ ମୁଖ୍ୟମନ୍ତ୍ରୀ ତୁମ ବାପ କେବେ ବି ଏମିତି ଲୋକ ଙ୍କ ପାଖକୁ ଯାଇଥିଲା କି ବେ??
@WahidAli-cj8jb
@WahidAli-cj8jb 3 ай бұрын
Good man
@tapancharanswain-sg8et
@tapancharanswain-sg8et 3 ай бұрын
ଏମିତିକା ମନ୍ତ୍ରୀ ଦରକାର❤ ଜୟ ଶ୍ରୀ ରାମ୍
@loveyouodisha6354
@loveyouodisha6354 3 ай бұрын
ଦେଖି ଲାଗୁଛି ମୁଖ୍ୟମନ୍ତ୍ରୀ କେବଳ ଏକ ପଦ ନୁହେଁ, ଏହା ମୁଖ୍ୟ ସେବାର ମାଧ୍ୟମ
@srimangalkalo2964
@srimangalkalo2964 3 ай бұрын
ଆଦିବାସୀ ର ଜଙ୍ଗଲ ଜମି ପଟ୍ଟା ଦିଆଯାଉ
@MoheswarRetta
@MoheswarRetta 3 ай бұрын
ଧନ୍ଯବାଦ ଏମିତି ହେବା କଥା। ଜୟ ବୀର ହନୁମାନ କଂ ଆଶ୍ର୍ରିବାଦ ରହୁ।
@saratmohanty4255
@saratmohanty4255 3 ай бұрын
କିଛି କାମ ନ କଲେ ମଧ୍ଯ ଏହି ଭଳି ଗରିବ ଲୋକଙ୍କ ସହିତ ମିଶିଲେ ସେଇଟା ଆମର ଗର୍ବ......
@chandramajhi8049
@chandramajhi8049 3 ай бұрын
JAI shree Ram Satya meba jaite 🙏🙏🙏
@pilukumarrout9539
@pilukumarrout9539 3 ай бұрын
ଏମିତିକା ମୁଖ୍ୟ ମନ୍ତ୍ରୀ ହିଁ ଦରକାର
@MrGGMG99
@MrGGMG99 3 ай бұрын
100% Better than Naveen
@sailendramuduli3014
@sailendramuduli3014 3 ай бұрын
Wait and watch
@deepti0143
@deepti0143 3 ай бұрын
Our new cm m .Charan majhi congratulations sir please you support your own religion but please don't ignore others religion because everyone believe you so don't forget ❤
@SASH27O
@SASH27O 3 ай бұрын
Primarily relegion divides allllll of us
@samirtung2622
@samirtung2622 3 ай бұрын
Best service
@saradaswain7600
@saradaswain7600 3 ай бұрын
Proud to be see a CM with 100% Odia.
@trilochanpradhan7940
@trilochanpradhan7940 3 ай бұрын
Jay jaganatha agya amebhabithilu nuya mukhya matri kichi karibeni aha, ki sundara bebahara dhanya bada sar apanaku bhetibaku manaheuchi tameta kalikatare pila padu chanti jaganathanka barada thile nishaya dekhibaku jibu❤❤❤❤❤❤❤❤❤❤❤❤❤❤❤❤❤
@satrughnanaik4393
@satrughnanaik4393 3 ай бұрын
ଖୁବ ଖୁସି ଲାଗିଲା 🙏🙏👌👌
@LipuBhoi-jg8vw
@LipuBhoi-jg8vw 3 ай бұрын
ସବୁ ବେଳେ ଏମିତି ଜିଲ୍ଲା ଜିଲ୍ଲା ବୁଲି ସମସ୍ତଙ୍କ ଦୁଃଖ ବୁଝିଲେ ଭଗବାନ୍ ଖୁସି ହେବେ
@dulamajhi1383
@dulamajhi1383 3 ай бұрын
ସାନ୍ତାଳମାନଙ୍କର ଭାଷାକୁ ସାନ୍ତାଳୀ ଏବଂ ଲିପିକୁ ଅଲଚିକି କୁହାଯାଏ |
@mkr2000
@mkr2000 3 ай бұрын
Nabin government kichhi post bahara karunathila. Chakiri asayee Khali chataka pari anei rahuthile kebe job bahari thik samayare exam heba.kintu bjd government kichhi Kalani.SEBC re samudra ku sankhe post bahara karuchhanti. Sethipain chakiri bayasa sima 40 age Kari asayee nku nyaya diantu. Ethipain AME apananka pakhare runi rahibu.
@auroasishmitu5798
@auroasishmitu5798 3 ай бұрын
ବହୁତ୍ ସୁନ୍ଦର ଭାବରେ କାର୍ଯ୍ୟ ସମ୍ପାଦନ କରି ଚାଲିବାକୁ ଯେଉଁ ପଦକ୍ଷେପ, ତାହା ଅତ୍ୟନ୍ତ ଆଦୃତ ll ମା ଦିବ୍ୟ ଜନନୀ ପରମା ଭଗବତୀ ପରମ ପ୍ରଭୁ ଙ୍କ ଅଶେଷ କୃପା କରୁଣା ସଦା ସର୍ବଦା ତୁମ ଉପରେ ଥାଉ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମହୋଦୟ ll💜💜😊😊🌹🌹🙏🏻🙏🏻
@pramodjhankar9720
@pramodjhankar9720 3 ай бұрын
ବହୁତ ସୁନ୍ଦର ସରକାର
@ajanajani6109
@ajanajani6109 3 ай бұрын
All the best sir
@rahuldas-wn7dx
@rahuldas-wn7dx 3 ай бұрын
Cm sir Khali adibasi loka ku aga ku naba mujanichi . Amar chakiri nahi . Kota uthei paribe ?
@SingraisingSoren
@SingraisingSoren 3 ай бұрын
ଅଲଚିକି ସାନ୍ତଳି ଲିପିର ନାମ ଭାସା ର ନାମ ସାନ୍ତାଳି ।
@Smi-le290
@Smi-le290 3 ай бұрын
2029 re puni thare ନବୀନ ସର୍ ଆସିବେ❤❤❤🎉🎉
@bijaylaxmipanda6402
@bijaylaxmipanda6402 3 ай бұрын
Ama odisha basi nka bhagya udaya hela bjp sarkar ku paii....amiti cm nku paii dhanyavad odisha nagarika nku ....bjp ku vote deithibaru❤❤❤❤
@GajendraNaik-i7h
@GajendraNaik-i7h 3 ай бұрын
❤❤❤great cmsir❤❤❤modijiwel🙏🙏🙏
@ajayasir6069
@ajayasir6069 3 ай бұрын
Rasta ghat school college Kari ki sabu devlopment karajau
@santoshjena805
@santoshjena805 3 ай бұрын
Congrats to the Hon'ble C.M.Odisha .You are great and ventilated the grievances of the public being present in their house Lokanka sarkar .Well done..Jay Jagannath.
@santoshsatapathy4249
@santoshsatapathy4249 3 ай бұрын
Khani Pani jami jungle egudikar suraksha pratham daittwa maphiaraj band hele odishara.bhabisyata ujjol heba
@surendrasahu1989
@surendrasahu1989 3 ай бұрын
Bahut badhiya
@LokanathBehera-ip3ll
@LokanathBehera-ip3ll 3 ай бұрын
ମାନ୍ୟବର। ମୁଖ୍ୟମନ୍ତ୍ରୀଙ୍କୁ। ମୋର। ନିବେଦନ ଏଇଭଳି। ପ୍ରୟାସ ଜାରି। ରଖିଲେ। ଆପଣ। ସମସ୍ତଙ୍କ। ହୃଦୟରେ।ନମସ୍ୟ। ହୋଇ। ଯିବେ। ଆପଣଙ୍କ। ଚଲାପଥ। କୁସୁମିତ ହେଉ
@anandaelectrical973
@anandaelectrical973 3 ай бұрын
ବିକାଶ ହେବାରେ ଭାଇ ବିକାଶ ହେବା
@babulidas121
@babulidas121 3 ай бұрын
ମୁଖ୍ୟ ମନ୍ତ୍ରୀ ହେବ ତ ଏମିତି ❤ ଲଭ ୟୁ ସାର
@mayaproduction4484
@mayaproduction4484 3 ай бұрын
Atleast state revenue save houchi......aamo ex cm bbsr to Puri pain b helicopter use koruthile
@rahuldas-wn7dx
@rahuldas-wn7dx 3 ай бұрын
Ja heu atar adibasi Kota badhiba
@rjf.ftiktok5597
@rjf.ftiktok5597 3 ай бұрын
You are great heartest CM all over world sir
@satyabratsamal7977
@satyabratsamal7977 3 ай бұрын
Hope karuchi this behaviour of our cm will continue till the next election 😊😊
@ghanashyamsethi5537
@ghanashyamsethi5537 3 ай бұрын
Very good man CM majhi
@prasantapatra8730
@prasantapatra8730 3 ай бұрын
ଚମକି ପଡ଼ିଲେ ତମେ ଦେଖିଛ,
@sagarikaswain4248
@sagarikaswain4248 3 ай бұрын
ଭାଷା ଅଲଚିକ୍ ନୁହେଁ।ଅଲଚିକ୍ ହେଉଛି ବର୍ଣ୍ଣମାଳା। ଭାଷା ହେଉଛି ସାନ୍ତାଳୀ।
@PrasannaKumarpanigrahi
@PrasannaKumarpanigrahi 3 ай бұрын
ମୋର, ଘର, ଟିଏ, ମିଳୁ, ମୋହନ, ମାଝୀ, ଚିଫି, ମିନିଷ୍ଟର, କାଦୁଅପଡା, ପାଟଣା, ମୋତେ, କିଛି, ମିଳିନାହିଁ, 🌹❤️👍
@pinakikandi9274
@pinakikandi9274 3 ай бұрын
ଜୟ ଜଗନ୍ନାଥ ଆମକୁ କାମ ଦରକାର୍। କେବଳ ପରିବର୍ତ୍ତନ। ଜୟ ଜଗନ୍ନାଥ ⭕‼️⭕🙏🙏🙏🙏
@banamalibehera8781
@banamalibehera8781 3 ай бұрын
THIK PAANDU O SURA JEMITI KARUTHILE.
@paintingwithbishnuart7387
@paintingwithbishnuart7387 3 ай бұрын
ଏ ହେଉଛନ୍ତି ଦୀନବନ୍ଧୁ ଦରଦୀବନ୍ଧୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି 🙏🙏🙏🙏🙏🙏💐💐💐🚩⚘🌷🌷🚩🚩🚩🚩🚩ଆମେ ଓଡିଆ ଗର୍ବିତ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ଜଗନ୍ନାଥ ରାଧେ ରାଧେ
@SujitSahu-vi3nb
@SujitSahu-vi3nb 3 ай бұрын
You are right sir i salute
@hjkvvc
@hjkvvc 3 ай бұрын
First manji potile sina chera katibe
@padmalnaik8017
@padmalnaik8017 3 ай бұрын
Tq sir
@SunilDigal-w2k
@SunilDigal-w2k 3 ай бұрын
Comment ପଢ଼ି ଲାଜ ଲାଗୁଛି, ପ୍ରତିଶ୍ରୁତି ଶୁଣି ଅନ୍ଧ ଗୁଡ଼ାକ କେତେ ଖୁସି ହେଉଛନ୍ତି
@banamalihansdah8463
@banamalihansdah8463 3 ай бұрын
ଆଜ୍ଞା ଅଲଚିକି ଭାଷା ନୁହେଁ,ଅଲଚିକି ସାନ୍‌ତାଳୀ ଭାଷା ର ଲିପି ଅଟେ❤❤❤❤
@tumbheswardharua1946
@tumbheswardharua1946 3 ай бұрын
Well cm good work jay adibasi heart is great
@techhelpwithbalaram6840
@techhelpwithbalaram6840 3 ай бұрын
Eita start bikash dekhiba
@pk2080-c2z
@pk2080-c2z 3 ай бұрын
କଣ କେବଳ ଆଦିବାସୀ ମାନଙ୍କର ଅସୁବିଧା ଅଛି ଓଡିଶା ରେ ଆଉ କାହାରି ନାହିଁ.....
@padumsoren5945
@padumsoren5945 3 ай бұрын
ବଡ ଭୁଲ୍ କରୁଛନ୍ତି madam କଥା କହିବାରେ ଅଲ ଚିକ୍ କହୁଛନ୍ତି, ଏଇଟା ନୁହେଁ ଅଲ୍ ଚିକି, ଜାଣି ନାହାଁନ୍ତି ତ ପୁରା ଶିଖନ୍ତୁ ତାପରେ news ଛାଡ଼ନ୍ତୁ, ଭାଷା କୁ ଭାଷା ଭଳି ଦେଖନ୍ତୁ
@DiluBehera-pw9jp
@DiluBehera-pw9jp 3 ай бұрын
ବିଜେପି ସରକାରଙ୍କୁ ମୋର ଗୋଟିଏ ଅନୁରୋଧ ଆମ ଓଡ଼ିଶାରେ ଯେତେ ଶ୍ରମିକ ମାନେ କାମ କରୁଛନ୍ତି ତାଙ୍କର ଦୈନିକ ମଜୁରୀ ୫୦୦ ଟଙ୍କାରୁ ୬୦୦ କରିଦିଅନ୍ତୁ ତା ହେଲେ ଆମ୍ବେ ବହୁତ୍ ଖୁସି ହୋବୁ
@BikramKumar-dh4zu
@BikramKumar-dh4zu 3 ай бұрын
Cm sir odisha ra kounasi bi school re teacher nahanti,1st sabu school re teacher fill up karantu
@Nitish86858
@Nitish86858 3 ай бұрын
Best👍 cm mohon majhi❤
@BhagabanDigal-xc8cm
@BhagabanDigal-xc8cm 3 ай бұрын
ଓଡ଼ିଶା ରେ ଏଭଳି ମୁଖ୍ୟମନ୍ତ୍ରୀ ହିଁ ଦରକାର ଥିଲା 🙏🙏🙏🙏❤❤❤❤
@somanathdash3718
@somanathdash3718 3 ай бұрын
Great to see this From Our New CM sir
@bijaykhuntia
@bijaykhuntia 3 ай бұрын
ପ୍ରତ୍ୟେକ ଜିଲାରେ ଜଦି ପ୍ରଶାସନ ମାନେ ଠିକ୍ ଭାବରେ ରେ କାମ କାର୍ଯ୍ୟ କରିବେ ତାହାଲେ ରାଜ୍ୟକୁ ନଂ1 ହେବାକୁ କେହି ଅଟକାଇ ପାରିବେନି😢🌷🙏ପ୍ରଭୁ ଜଗନ୍ନାଥ ସବୁ ଭଲ କରନ୍ତୁ ଆମ ଓଡିଶା ବାସୀଙ୍କର❤
@gopinathsoren9216
@gopinathsoren9216 3 ай бұрын
ଜଉ ସାନ୍ତାଳୀ ଲୋକ ମାନେ ମୁଖ୍ୟ ମନ୍ତ୍ରୀ ସହ କଥା ହେଉଥିଲେ ସେମାନେ ସବୁଠୁ ବଡ଼ ବଡ଼ ଚୁର
@rabindramajhi9566
@rabindramajhi9566 3 ай бұрын
Mahon Majhi sir jindabad... BJP jindabad BJD murdabad
@lipusethi4734
@lipusethi4734 3 ай бұрын
Magia naveen sekhe tk....
@amitaacharya9342
@amitaacharya9342 3 ай бұрын
ମୋହନ ମାଝି ଙ୍କ ପାଇଁ ଆମ ଓଡ଼ିଆ ଗର୍ବିତ। ଏପରି ମୁଖ୍ୟମନ୍ତ୍ରୀ ଙ୍କୁ ମୋର ବିନମ୍ର ପ୍ରଣାମ।
@DiluBehera-pw9jp
@DiluBehera-pw9jp 3 ай бұрын
ଆମ ଓଡ଼ିଶାରେ ଯେତେ ଶ୍ରମିକ ମାନେ କାମ କରୁଛନ୍ତି ତାଙ୍କର ଦୈନିକ ମଜୁରୀ ୫୦୦ ରୁ ୬୦୦ ଟଙ୍କା କରା ଯାଉ ତାହେଲେ ଆମେ ଖୁସି ହେବୁ
@MunaSahu-ij6tp
@MunaSahu-ij6tp 3 ай бұрын
Dekhare chora dala laja.lagibakatha
@sagarsahu7849
@sagarsahu7849 3 ай бұрын
Good minister
@Kalinga_3
@Kalinga_3 3 ай бұрын
Very good
@rkpspecial1770
@rkpspecial1770 3 ай бұрын
ମୁଖ୍ୟ ମନ୍ତ୍ରୀ ସାର ଙ୍କୁ ମୋର ଏବଂ ଓଡିଶା ବାସି ଙ୍କ ତରଫରୁ ବିନମ୍ର ଆବେଦନ କି ଓଡିଶା ରେ ମଦ ବନ୍ଦ ହେଉ 🙏🙏🙏
@Jitendrapalei-n7j
@Jitendrapalei-n7j 3 ай бұрын
He is a great leader
@mrutyunjayamishra1472
@mrutyunjayamishra1472 3 ай бұрын
Looks like our state will became golden bird again
President Droupadi Murmu reaches Puri || KalingaTV
7:34
Kalinga TV
Рет қаралды 1,7 МЛН
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 102 МЛН
The joker favorite#joker  #shorts
00:15
Untitled Joker
Рет қаралды 30 МЛН
Nastya and balloon challenge
00:23
Nastya
Рет қаралды 69 МЛН
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 1,6 МЛН
How A Poor Boy Built Oberoi Hotels
17:18
Shivanshu Agrawal
Рет қаралды 2,6 МЛН
GIANT Gummy Worm Pt.6 #shorts
00:46
Mr DegrEE
Рет қаралды 102 МЛН