Ghumura The War Music of Kalahandi || Ghumura Dance of Kalahandi || Odisha Stories

  Рет қаралды 87

Odisha Stories

Odisha Stories

Күн бұрын

ଘୁମୁରା :-ଗଣବାଦ୍ୟ ଘୁମୁରା ବୀରବାଦ୍ୟ ବା ରଣବାଦ୍ୟ ଘୁମୁରା ନିଜର ସ୍ୱାତନ୍ତ୍ର୍ୟ ଓ ବିବିଧତା ଯୋଗୁ କଳାହାଣ୍ଡି ଜିଲ୍ଲାର ସୀମା ପାରହୋଇ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛି । ପାରମ୍ପରିକ ଘୁମୁରା ବାଦ୍ୟ ଶହ ଶହ ବର୍ଷ ହେଲା କଳାହାଣ୍ଡିର ଲୋକ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ରଣବାଦ୍ୟରୁ ଏହା ଗଣବାଦ୍ୟ ରୂପେ ପରିଣତ ହୋଇଛି । ବହୁ ପ୍ରାଚୀନ କାଳରୁ ଏହି ପାରମ୍ପରିକ ବାଦ୍ୟ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା। ପୂର୍ବେ ଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ସେନାଙ୍କୁ ଉତ୍ତେଜିତ କରିବାସହ ବୀରରସ ସଂଚାର କରୁଥିଲା ଓ ଶତୃପକ୍ଷଙ୍କ ମନରେ ଛନକା ଭରିଦେଉଥିଲା। ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ଶୃଙ୍ଗାର ରସଧର୍ମୀ ଘୁମୁରାବାଦ୍ୟ ପରିବେଷଣ କରାଯାଉଥିଲା ।
#odishastories
#ghumura
#ଜୟ_କଳାହାଣ୍ଡି

Пікірлер
ଡାଳଗୁମା ଘୁମୁରା ଦଲ କଳାହାଣ୍ଡି //Dalghuma Ghumura Dal In Kalahandi // @kalahandistudio
15:54
𝐊𝐚𝐥𝐚𝐡𝐚𝐧𝐝𝐢 𝐒𝐭𝐮𝐝𝐢𝐨
Рет қаралды 217 М.
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 2 МЛН
когда не обедаешь в школе // EVA mash
00:57
EVA mash
Рет қаралды 3,6 МЛН
Офицер, я всё объясню
01:00
История одного вокалиста
Рет қаралды 4,5 МЛН
Jamunabahal Natak Non - Stop Full Comedy | Jamunabahal natak Full Comedy | 775183501 2
1:43:31
𝐊𝐚𝐥𝐚𝐡𝐚𝐧𝐝𝐢 𝐒𝐭𝐮𝐝𝐢𝐨
Рет қаралды 247 М.
ДЕНЬ УЧИТЕЛЯ В ШКОЛЕ
01:00
SIDELNIKOVVV
Рет қаралды 2 МЛН